"ଆମର୍ ଇ ଚେନାଲ୍ ଟା କାଏଁଥିର ଲାଗି ଖୁଲାହେଇଛେ ସମସ୍ତେ ଜାନି ରଖୁନ"-----
ଆଗର୍ କାଲର୍ ଆମର୍ ପରମ୍ପରା,ସଂସ୍କୃତି,ସମଲପୁରୀ ନାଚ୍,ଗୀତ୍,ବଜା,ପିନ୍ଧନ୍,ଡଢନ୍ ଦିନୁ ଦିନକେ ହଜି ବସୁଛେ।ସେ ସବୁ କେ ବଅଁଚାବାର ଲାଗି ଆମେ ଇ ପ୍ରୟାସ କରିଛୁଁ।ଆଶ୍ କରୁଛୁଁ ସଭେ ଆମକୁ ସପୋଟ କରବେ।ପାଲା,ଖଞ୍ଜନୀ ବଜା,ଡଣ୍,ସମ୍ବଲପୁରୀ କବିତା,ରଙ୍ଗିନ କିର୍ତ୍ତନ,ଉଦଣ୍ଡ କିର୍ତ୍ତନ,କଳାକାର ମାନକର ଇଣ୍ଟରଭିଉ ଦେଖବେ,ବିଭିନ୍ନଜାଗାର ପ୍ରୋଗ୍ରାମ,ଭଜନା, ଦେଖବେ. ଆଉ "sambalpuri short film" ଦେଖବେ ( ସିଦ୍ଧାନ୍ତ ପୁରୋହିତ,ଭେଡେନ,ବରଗଡ)
Moto of our channel----
We always trying to search the hidden artists of our western odisha and give them opportunity to show of their talent in front of you.In this channel you will find-Rangin kirtan video,Udanda kirtan,bhajna video,interview of artists,sambalpuri poem,programme of different places and "sambalpuri short film".Thank you
ପ୍ରୋମୋସନ ଲାଗି ଇ ନମ୍ବରଥି ଯୋଗାଯୋଗ କରୁନ👇👇👇
for business enquiry-8328856395
EMAIL-
[email protected]Siddhanta purohit (owner)