‘25 ବର୍ଷର ସରକାର 25 ଦିନର ସରକାରକୁ ପ୍ରଶ୍ନ କରୁଛି’ |Price Rise In Odisha | BJP Govt |BJD |Odisha Reporter

  Рет қаралды 32,498

Odisha Reporter

Odisha Reporter

5 күн бұрын

'25 ବର୍ଷ ସରକାରରେ ଥିଲା ବିଜେଡି, ଓଡ଼ିଶାରେ ବିଜେପିର ସରକାର 25ଦିନ ବି ହୋଇନି । ଆଶ୍ଚର୍ଯ୍ୟ ଲାଗୁଛି 25 ବର୍ଷର ସରକାର ନିଜର ବିଫଳତାକୁ ହଠାତ ଭୁଲିଯାଇ 25 ଦିନ ହୋଇନଥିବା ସରକାରକୁ ପ୍ରଶ୍ନ କରୁଛି ।' ଏପରି କିଛି କହି ବିଜେଡିକୁ ଟାର୍ଗେଟ କରିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ ।
xOdisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZfaq: bit.ly/OdishaReporteronKZfaq
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Odisha_Reporter_o...
Instagram: / odishareporter_official
#OdishaReporter #AnilBiswal #BJP #BJD #OdishaPolitics #PriseRise #VegetablePriceHike

Пікірлер: 344
@baikunthamajhi3416
@baikunthamajhi3416 3 күн бұрын
BJD ବାଲାଙ୍କୁ ଖାଳି ରେଟ୍ ବାଧୁଛି , କାହିଁ ବିଜେଡି ବାଲା ସମୟରେ ରେଟ୍ ବଢିନଥିଲା
@Satyasaibhakti
@Satyasaibhakti 2 күн бұрын
Tamara kana Paisa kautu mariki anuchaki. Gariba lukanka Katha bhaba.
@bidyadharraut55
@bidyadharraut55 2 күн бұрын
Bjd samayare heithila
@Satyasaibhakti
@Satyasaibhakti 2 күн бұрын
@@bidyadharraut55 kana heithila recharge kia badheichi,Dali,tela,caula kia badhauchi thare akhi khuliki dekha
@adityamallick7881
@adityamallick7881 2 күн бұрын
​ହଇରେ ମାଗଣା ଖିଆ ଯଦି ଦର୍ ଦାମ୍ ଏତେ ଖରାପ ଲାଗୁଛି ...... ୭ମ ବେତନ ମନା କରିଦେ ଆଉ ୨୦୦ ଟଙ୍କା ମଜୁରୀ ନେ ସବୁ ଶସ୍ତା ରେ ମିଳିବ@@Satyasaibhakti
@adityamallick7881
@adityamallick7881 2 күн бұрын
​​@@Satyasaibhakti ତୁ ମୁଣ୍ଡ ବିକା ଅର୍ଦ୍ଧ ଶିକ୍ଷିତ.. ଟିକେ ପଢା ପଢି କର ... ଗଣ୍ଡ ମୁର୍ଖ ଙ୍କ ପରି ତୁଚ୍ଛା ଭାଷଣ ଦେଲେ କଣ ହେବ ... ଦର ଦାମ୍ ୨୫ ଦିନ ର ସରକାର ବଢେଇଛି ଆଛା... ତାହା ହେଲେ ବାକି ରାଜ୍ୟ ରେ କିଏ ବଢ଼େଇଛି ???
@bajunath3828
@bajunath3828 3 күн бұрын
ବିଜେଡି ନେତା ପାଗଳ ହୋଇଯାଇଛନ୍ତି କାରଣ ନିଜର ହାତରୁ ଖମତା ନାହିତ ଏବେ ମାଟି ଚାଟୁଛନ୍ତି ଛିଛିଛିରେ ବିଜେଡି ନେତା
@DamruDamru-ch5ec
@DamruDamru-ch5ec 3 күн бұрын
Right answer bro.
@Arohi348
@Arohi348 3 күн бұрын
Right
@amitakar948
@amitakar948 3 күн бұрын
ସେଇଟା ଆମ ପାଇଁ ଦୁଃଖ ବିଜେଡି ତା କଥା ଭୁଲି ଯାଉଛି
@Official_B.kanhar7289
@Official_B.kanhar7289 2 күн бұрын
Right
@user-tm1kk4sd3q
@user-tm1kk4sd3q 3 күн бұрын
ବିଜେଡ଼ି ଲୋକମାନେ ପାଗଳ ହୋଇ ଯାଇ ଛନ୍ତି। ପାଞ୍ଚ ବର୍ଷ ଅପେକ୍ଷା କଲେ ଜଣା ପଡ଼ିବ ।କିଏ ଭଲ ।
@sanjaybiswal9242
@sanjaybiswal9242 3 күн бұрын
ନବୀନ ପଟ୍ଟନାୟକ ମଦୁଆ କରିଦେଲେ
@bisoipubliccreation8873
@bisoipubliccreation8873 3 күн бұрын
Bjd ସରକାର ଟମାଟୋ 200ରେ ବିକୁଥିଲା,
@samarendramohanty5973
@samarendramohanty5973 3 күн бұрын
ଠିକ କଥା ପାଗେଲା ହେଇ ଗଲେଣି
@BiswanataBarik
@BiswanataBarik 3 күн бұрын
ଆପଣ ଜାହାକହୁଛନ୍ତି ପୁରା ଠିକ୍ ଏଥୀପାଇ BJD ଦାଈ😂😂😂😂😂😂😂
@ranjitabiswal4860
@ranjitabiswal4860 3 күн бұрын
Ekdam right katha e katha kichhi loko bujhi paru nahanti
@avinnasahoo5014
@avinnasahoo5014 3 күн бұрын
ସେଥିପାଇଁ ପରା ଲେଖାଶ୍ରୀ ବିଜେପି ରୁ ତଡ଼ା ଖାଇ ମାଇ କୁତି ପରି ୫ବର୍ଷ ହେବ ନବ ବଲେ ବଲେ ଖୁନ୍ଦା ଖାଇବା ଥୟ
@RabindraPuhan-ui4pm
@RabindraPuhan-ui4pm 3 күн бұрын
ବିଜେଡି ଚାହିଁଥିଲେ ବହୁତ କିଛି କରିପାରିଥାନ୍ତେ
@ashatutorial6176
@ashatutorial6176 2 күн бұрын
Bohut karichhi....1999 odisha...2024 odisha bhitare bohut farak achhi
@adityamallick7881
@adityamallick7881 2 күн бұрын
​@@ashatutorial6176 ନା ତୁମେ କଣ କହୁଛ... ଖାଲି ଖଟିଆ ସେବା ନେଇ ଗାଦି ମାଡ଼ି ବସିଥାନ୍ତା BJD ... ଯେକୌଣସି ସରକାର ହେଉ ଯେଉଁ ପଦବୀ ହେଉ ସେ ଅଳ୍ପ ବହୁତ୍ କିଛି କାମ କରେ ... ହେଲେ ଏଠି ୨୫ ବର୍ଷ ତୁଳନା ରେ କିଛି ହୋଇ ନାହିଁ ବୋଲି କୁହା ହେଉଛି ସରକାର ବଦଳି ଯାଇଛି ...
@biju2045
@biju2045 2 күн бұрын
Kichi daya karinahanti
@bijayakumarsahoo4623
@bijayakumarsahoo4623 3 күн бұрын
ଅତି ସୁନ୍ଦର ମତାମତ BJD ଶିକ୍ଷା ପାଇବେ 25ବର୍ଷରେ କିଛି କରିପାରିଲନି 25 ଦିନ ହୋଇନି ଯୁକ୍ତି କରୁଛ।ଦେଖ ଆଗକୁ କଣ ହେଉଛି।
@manojdikshit1308
@manojdikshit1308 3 күн бұрын
ବିଜେଦି ଙ୍କୁ କୁହ ସିବିଆଇ ଅଫିସର ଆସୁଛନ୍ତି
@aktutorial1179
@aktutorial1179 3 күн бұрын
ସଠିକ ଉତ୍ତର 👍🏻
@sissis8654
@sissis8654 3 күн бұрын
ବିଜେଡି ବାଲାଆଉ,ଠକି,ପାରୁ, ନାହାନ୍ତ,,ତୁମର, କଥାଟିକୁ,ମନେପକା
@anilkumarbehera8151
@anilkumarbehera8151 2 күн бұрын
ବହୁତ ଭଲ ଲାଗିଲା ଅଭିଭାଷଣ
@ayushjena3206
@ayushjena3206 3 күн бұрын
Right
@user-cw9gp5ty9f
@user-cw9gp5ty9f 3 күн бұрын
"ଗୋଦରୀ ଲୋ ତୋ ଗୋଡ଼କୁ ଟିକେ ଅନା ।" ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ... ... ...
@rohitameher84meher41
@rohitameher84meher41 3 күн бұрын
ଲୁଚିଛି ନା ଗୋଡ ଦିଟା ଦିଶୁଚି 😂😂😂😂
@PurandharSagria-wy1dt
@PurandharSagria-wy1dt 3 күн бұрын
ବିଜେଡି ସରକାର ଥିଲା ବେଲେ ବି ତୋ ପିଆଜ ରେଟ ୧୦୦ ଟଙ୍କା ଥିଲା ସେଟାକେ ଭୁଲି ଗଲେ କି ବିଜେଡି ବାଲେ
@TECHRDS-ow6ct
@TECHRDS-ow6ct 2 күн бұрын
ଭାଇ ଗତବର୍ଷ ଟମାଟର 200 ଟଙ୍କା ଥିଲା
@AnilMishra-ii8rc
@AnilMishra-ii8rc 2 күн бұрын
Right 👍
@bichitrakumarpatra3707
@bichitrakumarpatra3707 3 күн бұрын
ଏମାନଙ୍କ ମୁହଁକୁ ଲାଜ ନାହିଁ 😂
@samireshmisra4562
@samireshmisra4562 3 күн бұрын
Absolutely right.
@kalucharanpaikray7238
@kalucharanpaikray7238 3 күн бұрын
ସେମାନେ ଅପାରଗ ବୋଲି ତାଙ୍କୁ ସରକାର ରୁ ହଟାଇଦିଆଗଲା.. ଏବେ ଜନତାଙ୍କ ପ୍ରଶ୍ନକୁ ପ୍ରତିହତ କରିବାପାଇଁ ଡିପ୍ଲୋମାଟିକ ଅପଚେଷ୍ଟା କରନ୍ତୁ ନାହିଁ.
@user-yr2dd3ki9q
@user-yr2dd3ki9q 2 күн бұрын
Right katha kahila bhai 👍
@ajayakumarb957
@ajayakumarb957 3 күн бұрын
Thank you bro
@sadanandmohanty3537
@sadanandmohanty3537 3 күн бұрын
Jay sriram Jay Odia 🙏🙏🙏🙏🙏
@SurprisedCrosswordPuzzle-pc5bt
@SurprisedCrosswordPuzzle-pc5bt 2 күн бұрын
ବହୁତ ବହୁତ ଧନ୍ୟବାଦ
@biswanathswain4574
@biswanathswain4574 3 күн бұрын
ବିଜେଡି ଅତି କମ ରେ 15 ବର୍ଷ ଅପେକ୍ଷା କରିବା ଉଚିତ ତା ପରେ ବିଜେପି କୁ ପ୍ରଶ୍ନ କରିବା ଉଚିତ
@user-dk5ni4df5g
@user-dk5ni4df5g 3 күн бұрын
Pura thik Katha 😊
@ashatutorial6176
@ashatutorial6176 2 күн бұрын
Pagal....
@adityamallick7881
@adityamallick7881 2 күн бұрын
​​@@ashatutorial6176 ତୁମେ ତ .... ସେଇଟା ଆମେ ଜାଣିଛୁ
@sujitpradhan994
@sujitpradhan994 2 күн бұрын
Bhuta bhala lagila sir 🙏🏾
@user-th3yj2sj2m
@user-th3yj2sj2m 2 күн бұрын
Really right Sir
@abhimanyubarik2099
@abhimanyubarik2099 3 күн бұрын
Right answer
@ManasDas-rv4mc
@ManasDas-rv4mc Күн бұрын
Right 👍❤
@Official_B.kanhar7289
@Official_B.kanhar7289 2 күн бұрын
Right brother
@abanipradhan
@abanipradhan 3 күн бұрын
BJD ବଧ ପାଗଳ 😂😂😂😂😂😂😂
@bidyadharraut55
@bidyadharraut55 2 күн бұрын
100 % R8
@dushmantkumarnath
@dushmantkumarnath 3 күн бұрын
U right go forward
@bhagirathimoharana5942
@bhagirathimoharana5942 17 сағат бұрын
Good speak
@9861jayJagannath
@9861jayJagannath 3 күн бұрын
Regular All Out Source Employee 🙏🏻🙏🏻 Mohan Majhi Sir
@god__x_gaming7987
@god__x_gaming7987 3 күн бұрын
Good
@KalyaniPuhan-ks9ep
@KalyaniPuhan-ks9ep 2 күн бұрын
Right 👍
@sudhirkumarsethy4261
@sudhirkumarsethy4261 2 күн бұрын
Very good Bro
@user-zo6ew9rm2w
@user-zo6ew9rm2w 2 күн бұрын
Bahutha bahutha dhanya bada bhai
@trilochanbehera2921
@trilochanbehera2921 3 күн бұрын
Right bro
@krishnapradhan9332
@krishnapradhan9332 2 күн бұрын
Right bro 🌹🎈🎈
@ajayadas4994
@ajayadas4994 3 күн бұрын
Proper analysis
@dillippatra3068
@dillippatra3068 3 күн бұрын
👌ok 👌.. U r right talking.. Odisha
@sudhakarsahu333
@sudhakarsahu333 3 күн бұрын
Right statement.
@bishnumallick4372
@bishnumallick4372 2 күн бұрын
Correct
@ODISHA-VOLG
@ODISHA-VOLG 2 күн бұрын
Right bhai
@soubhagyasahoo3218
@soubhagyasahoo3218 3 күн бұрын
Sata katha bhai, bjd khymata chaligala boli kanduchi
@RanjanBehera-s7v
@RanjanBehera-s7v 2 күн бұрын
Right Right Right............katha.
@pintubehera6057
@pintubehera6057 3 күн бұрын
BJD ସରକାର ରେ ଥିଲା ବେଳେ ଟମାଟ ରେଟ୍ 200 ଯାଇଥିଲା କାଇଁ ସେତେବେଳେ ତ ତମେ ଓଡ଼ିଶା ବାସୀ ଙ୍କୁ କେବେ ଶସ୍ତା ରେ ଟମାଟ ଦେଈ ନଥିଲା ଏବେ କାହିଁ ବେଶୀ badhuchi
@AnilMishra-ii8rc
@AnilMishra-ii8rc 2 күн бұрын
Right 👍
@pradeepkumarjena4162
@pradeepkumarjena4162 3 күн бұрын
ବିଜେଡି ହାରିଯିବପରେ ରାଗରେ ତାଟିଆ କାମୁଛନି ବିଧାୟକ ବିଧାୟିକା ମାନେ ବସିପଡୁଛନି
@user-ip3dr2nb2n
@user-ip3dr2nb2n 2 күн бұрын
ଠିକ୍ କଥା ସାର
@pn5100
@pn5100 2 күн бұрын
ଠିକ୍ କଥା ଭାଇ
@bapiBairagulu-pd5jv
@bapiBairagulu-pd5jv 2 күн бұрын
Right kdhile bhai
@Lion0091
@Lion0091 Күн бұрын
silent is the opposite of violence ଜାଣିନି ବିଜେଡି, ଆଉ କଂଗ୍ରେସ
@user-dx8ul9hx5q
@user-dx8ul9hx5q 3 күн бұрын
25 dina??? Ame ba 10 year hela dekhuchu center re kn ta neutaucha😂😂😂
@acsahu2471
@acsahu2471 3 күн бұрын
Dhanyawad 🙏
@theommeducation5164
@theommeducation5164 2 күн бұрын
ଆଉ ପେଟ୍ରୋଲ,LPG, ଡିଜେଲ, ଟିକିଏ କହିଲେନି।।।
@MrRanjankumarsahoo
@MrRanjankumarsahoo 3 күн бұрын
ଠିକ କଥା
@ashokkumarnaik5185
@ashokkumarnaik5185 3 күн бұрын
Really good share bhai right ❤❤❤
@subrat5150
@subrat5150 2 күн бұрын
Sathik katha manaku paila
@SaratBehera-mt3uu
@SaratBehera-mt3uu Күн бұрын
ଚାଉଳ rate କାହିଁକି ବଢ଼ିଛି,ଆଉ ମୁଢ଼ିରେ GST ସବୁ ଖାଇବା ଜିନିଷରେ GST ସେ ବିଷୟରେ ଟିକେ କୁହ
@LaxmikantaDhal-gw6yx
@LaxmikantaDhal-gw6yx 2 күн бұрын
Dubal engine sarkar..kahuchho ..
@user-ej3kx7sl2r
@user-ej3kx7sl2r 3 күн бұрын
Right Katha kahile sir
@user-ud1lp4oh5t
@user-ud1lp4oh5t 2 күн бұрын
ଅଯୋଗ୍ୟ ନବୀନ କୁ ଜେଲ ପଠାଇବା ଦରକାର
@manojkumarmaharana6629
@manojkumarmaharana6629 3 күн бұрын
Absolutely right
@sadanandmohanty3537
@sadanandmohanty3537 3 күн бұрын
Very nice reply sir 😀😀😀😀😀❤❤❤❤❤❤
@PuriToka91
@PuriToka91 Күн бұрын
10 ବର୍ଷ ହେଲା ସବୁ ଜିନିଷ ଦରଦାମ ବଢ଼ିକି ଅଛି ସେ କଥା କହୁନୁ।
@JagamohanMajhi-ps6xy
@JagamohanMajhi-ps6xy 3 күн бұрын
Aap bilkul sahi bol rahe ho
@rakeshkumarsahoo1043
@rakeshkumarsahoo1043 2 күн бұрын
JTS recruitment ku complete kara
@banaushodhisoren5095
@banaushodhisoren5095 2 күн бұрын
କୌଣସି କଥା ନଜାଣି ଓଡ଼ିଶାବାସୀ ଭୁକୀ ଚାଲନ୍ତି ବିଜେଡି ଚେଲାମାନେ
@satyajitsahu9488
@satyajitsahu9488 2 күн бұрын
24 year sarkar Kama karichhi boli ta pacharuchhi, abe kete ta andha bhakta galuami karibe, jemiti se kounasi subidha painathile, bujhiba bela asuchhi byasta huani 😮😮😮😮😮😮
@swagatikamohanty8943
@swagatikamohanty8943 3 күн бұрын
Bjp bjd ment thila kete year bjd ku kn kahuchhanti 25 year sasan karuthile boli
@dillipcreations2010
@dillipcreations2010 2 күн бұрын
ଓଡ଼ିଆଙ୍କୁ ୨୫ ବର୍ଷ କାଳ ଲୁଟିଲ ... ଏବେ ସରକାର ଚାଲିଗଲା ପରେ ଦରଦାମ ବୃଦ୍ଧି କଥା ମନେ ପଡ଼ିଲା ।
@user-xl4rn6sy1u
@user-xl4rn6sy1u 3 күн бұрын
bjd adha bhangigalani au alap tike achi bhangijibaku sethi paein emiti rampidi rumpidi hauchi.
@ashutoshbabu8207
@ashutoshbabu8207 2 күн бұрын
Samaya kahiba kete focus manufacturing hub karibe odisha ku
@kathaaurkahani9335
@kathaaurkahani9335 Күн бұрын
25 yr ଭିତରେ ଗୋଟେ ବନ୍ଧ କରି ପାରିଲେନି ରାଜ୍ୟରେ। ସବୁ ବର୍ଷ ବର୍ଷାଦିନେ ଆଉ ଖରାଦିନେ ପାଣି ଅସୁବିଧା । ଦୋଷ ଦେବେ ଆନ୍ଧ୍ର ଆଉ ଛତିଶଗଡ କୁ । ହୀରାକୁଦ ଡ଼୍ୟାମ ବୋଧେ ଅମର ଲଡୁ ଖାଇଛି, ସେଇଟା କେବେ ଭଙ୍ଗିବନି ।
@satyajitsahu9488
@satyajitsahu9488 2 күн бұрын
A bjp bala kede dhi galua kire, nije kahithile double engine boli, election pare 😮😮😮🤔🤔🤔🤧🤧🤧🤧🤫🤫🤫
@prashantpaikaray8541
@prashantpaikaray8541 2 күн бұрын
Babu NEET Scam katha kuhantu ei katha kahibaku kn kharap laguchi
@ranajitjena4668
@ranajitjena4668 2 күн бұрын
ଆରେ ଗୁଜୁରାଟି ଗୋଲାମ କ୍ରୀତଦାସ ଗୋଟେ ସରକାରର ଆଭିମୁଖ୍ୟ ପ୍ରଥମ ଦିନରୁ ଜଣା ପଡ଼ିଯାଏ. ସରକାର ହେବା ଦିନଠୁ କୋଉ ଜନହିତକର ଯୋଜନା ପାଇଁ ଖସଡ଼ା ପ୍ରସ୍ତୁତ କରିଛ ନିଜେ ନିଜକୁ ପଚାର ଆଉ ବୁଝ ଖାଲି ଗଣମାଧ୍ୟମ ଆଗକୁ ଆସି ବାହାଦୁରି ଗପିଲେ ଓଡିଶା ଜନସାଧାରଣଙ୍କ ବିଶ୍ୱାସ ଆଗାମୀ ଦିନରେ ହରାଇ ବସିବ
@SurprisedCrosswordPuzzle-pc5bt
@SurprisedCrosswordPuzzle-pc5bt 2 күн бұрын
୨୫ ବର୍ଷର ସରକାର ମଦୁଆ ଲାଂଚୁଆ ଆଉ ନାଳୁଆ
@Manoranjan78668
@Manoranjan78668 2 күн бұрын
ଠିକ୍ କହିଚ ଭାଈ
@trinathabarik6676
@trinathabarik6676 3 күн бұрын
Talk about hatras incident, double engine government
@harekrishnamahanta7592
@harekrishnamahanta7592 2 күн бұрын
Laja lagiba katha
@debashishswain486
@debashishswain486 3 күн бұрын
୨୦୧୪ ରୁ ଜନତା ଯୁମଲା ର ଚଟଣୀ ଚାଖୁଛନ୍ତି ଓଡ଼ିଶା କୁ ଆସିନଥିଲା ଏବେ ସବୁ ମହଙ୍ଗା ଓଡ଼ିଶା ବାସୀ ଏବେ ଯୁମଲା ଚଟଣୀ ର ମଜା ନେବାପାଇଁ ପୁରା ରେଡ଼ି।
@skswain4you66
@skswain4you66 2 күн бұрын
Krushi khetra bahut unati heichi kia kahuchi heini
@RamachandraPradhan-gl5df
@RamachandraPradhan-gl5df 2 күн бұрын
ସେମାନେ ପାଗଳ ସେଇଥି ପାଈଁ
@user-xl4rn6sy1u
@user-xl4rn6sy1u 3 күн бұрын
lekha shri Samanta Singhara ketebele ethi ketebele sethi sie nije ta thik kariparunahin se kariba kan.sie ta Khali tar tala dyash samasthanku bantila sie kariba kan.
@dallydhala4796
@dallydhala4796 3 күн бұрын
BJD 25 ବର୍ଷ ଭିତରେ ମେଣ୍ଟ ସରକାର ଥିଲା 9 ବର୍ଷ ଆଜ୍ଞା ତେଣୁ ଭୁଲି ଯାଉଛ କେମିତି ସବୁ କଥା ଆଉ ଯେଉଁ ବାକି ବର୍ଷ ରହିଲା ସେଥିରେ କେନ୍ଦ୍ର ସରକାର ଙ୍କୁ 100% ଭୋଟ ଦେଲା BJP ପାଇଁ ତେଣୁ କେନ୍ଦ୍ର, ରାଜ୍ୟ ଠିକ୍ ସମର୍ଥନ ରେ କାମ ହେଇଛି ଆଉ କଣ 25 ବର୍ଷ କହି ଲୋକ ଙ୍କୁ ପାଗଳ କରୁଛ
@biruamamalaxmi541
@biruamamalaxmi541 2 күн бұрын
Pandu chamcha 😂😂
@babulakanhar062
@babulakanhar062 2 күн бұрын
Bjd bala ନାରୀ ନିର୍ୟା ତନା କଥା tk chinta karu ବେକାର କାମ ନା କରୁ
@santasanaik1684
@santasanaik1684 3 күн бұрын
Thau re pua
@digambardhal9216
@digambardhal9216 3 күн бұрын
Really ridiculous statement.
@nirakarkhanda9306
@nirakarkhanda9306 2 күн бұрын
Absultly right, dhurtrastra & pandu pain odisha gariba.
@manojbehera5551
@manojbehera5551 2 күн бұрын
ଭାଇ ପୁରା ଠିକ୍ କଥା କହି ଛ
@theommeducation5164
@theommeducation5164 2 күн бұрын
25 yr ରେ ଆଳୁ ୨୫ଟଙ୍କା ଥିଲା କିନ୍ତୁ 25ଦିନରେ ମାତ୍ର ୩୫ଟଙ୍କା
@sanjayabehera5625
@sanjayabehera5625 3 күн бұрын
During BJD government only created Hotel room for bed seba not cold store 😊😊😊
@KrishnaJena-xx8up
@KrishnaJena-xx8up 2 күн бұрын
Boycott OTV, OR, ARGUS
@Mr24811
@Mr24811 2 күн бұрын
ତୁମେ କ'ଣ ଭାବୁଛ ୫ ବର୍ଷ ଅପେକ୍ଷା କରିବେ, ଭାଇ ସେତେବେଳେ ବିଜେଡି ଦୟା ରେ ବିଜେପି ବିଲ୍ ପାସ୍ କରିଥିଲେ ଏବେ ତୁମର ରଂଗ ବାହାର କରି ଦେବ, ତୁମେ କ'ଣ ବସ୍ ରଂଗ ଵଦଳାଇବ ରହ ପୁଅ ପଡିଛୁ ହାଵୁଡେ ଏ ଥର ?????
@shortbylizaa6410
@shortbylizaa6410 2 күн бұрын
ଆରେ ବାଳ ତୁ କଣ ଜାଣିବୁ ଗରିବ ଲୋକଙ୍କ କଥା
How India gains from inclusion in JP Morgan’s bond index
28:39
Me: Don't cross there's cars coming
00:16
LOL
Рет қаралды 11 МЛН
THE POLICE TAKES ME! feat @PANDAGIRLOFFICIAL #shorts
00:31
PANDA BOI
Рет қаралды 24 МЛН
FOOLED THE GUARD🤢
00:54
INO
Рет қаралды 64 МЛН
KINDNESS ALWAYS COME BACK
00:59
dednahype
Рет қаралды 88 МЛН
Zimbabwe Stuns India // Jagannath's Chariot Journey
19:44
OdiaTechBulletin
Рет қаралды 116 М.
Me: Don't cross there's cars coming
00:16
LOL
Рет қаралды 11 МЛН