6 ମାସ ହେଲା 1 ନମ୍ବର, ମାସେ ପୂରିନି ବିଜେପିକୁ ଦୋଷ |BJD Targets BJP Govt On Price Hike In Odisha | BJP |OR

  Рет қаралды 443,395

Odisha Reporter

Odisha Reporter

3 күн бұрын

ମୁଦ୍ରାସ୍ଫୀତିରେ 6 ମାସ ହେଲା ଆମ ରାଜ୍ୟ, ଦେଶରେ 1 ନମ୍ବର ରହି ରେକର୍ଡ କରିଛି । 24 ବର୍ଷ ମଧ୍ୟରେ ଆମର ଉତ୍ପାଦନ ଶୂନ ଅନ୍ୟ ଉପରେ ନିର୍ଭର ଅଧିକ । ଅଣ୍ଡାଠୁ ଆଳୁ ଯାଏଁ ଡାଲିଠୁ ପନିପରିବା ଯାଏଁ ସବୁ ପଡୋଶୀଙ୍କ ଉପରେ ନିର୍ଭର । ସରକାର ବଦଳିବା ମାସେ ପୂରନି ବିଜେପି କ୍ଷମତାକୁ ଆସିବାରୁ ଦର ବଢିଲା କହି ବିଜେଡିର ଆଟାକ୍ । ଓଡ଼ିଶାକୁ ଆତ୍ମନିର୍ଭରଶୀଳ ରାଜ୍ୟ କରିବାକୁ ବିଜେପିର ବଡ଼ ଯୋଜନା ,କଞ୍ଜୁମର ରାଜ୍ୟ ନୁହେଁ ଉତ୍ପାଦନଶୀଳ ରାଜ୍ୟ ହେବ ଓଡ଼ିଶା। Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZfaq: bit.ly/OdishaReporteronKZfaq
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Odisha_Reporter_o...
Instagram: / odishareporter_official
#OdishaReporter #PriceHike #vegitablesPriceHike #BJPGovernment #BJD #Reportcard

Пікірлер: 1 600
@subasguru
@subasguru 2 күн бұрын
ଲେଖା ଦୋହା ମୁହା। ଆଉ ଗୋଟୋ ଡାଲି ଚୋରଣି 24 ବରସ କଣ କରୁଥିଲ ଚୋର ଦଳ ବିଜେଡି ବାଲା
@kalandimurmu3303
@kalandimurmu3303 2 күн бұрын
ତୁମେ ଅନ୍ଯ ଉପରେ ନିର୍ଭର କରୁଥିଲ, ବିଜେପି ନିଜେ ଆତ୍ମ ନିର୍ଭରଶୀଳ ହେବେ❤❤❤❤❤
@rasmiranjanmishrs8393
@rasmiranjanmishrs8393 2 күн бұрын
ଆଲୋ ଆଲୋ ଏ ଲେଖା ଦିଦି ତ ବିଜେପି ନେତ୍ରୀ ଥିଲେ
@narayanprasadbehera5540
@narayanprasadbehera5540 Күн бұрын
24ବର୍ଷ BJD କଣ କରୁଥିଲା ଆଜି BJP କୁ ଦୋଷୀ କରୁଛି, ଦରଦାମ ବୃଦ୍ଧି ପ୍ରସଙ୍ଗ ନେଇ।
@mastiwithfriends4791
@mastiwithfriends4791 Күн бұрын
Bhai pura desha re badhichi dar dam ta kn BJD desha re sashana karuthila😂😂
@shashikantabehera7172
@shashikantabehera7172 2 күн бұрын
ଡାଲି ଚୋରଣୀ ଡାଲି ଦରଦାମ ଉପରେ ଭାଷଣ ଦେଉଛି ଦେଖି ଖୁସି ଲାଗିଲା
@rabinndrabhuyan5
@rabinndrabhuyan5 Күн бұрын
😂😂😂
@kameshwadaka3143
@kameshwadaka3143 2 күн бұрын
2023ରେ ଟୋମାଟ କେତେତିଲା ପ୍ରମିଳାକୁ ପୋଛାର ଲେକାଶ୍ରୀ ବିଜେଡିକୁ ଆସିଲାପୋରେ ବିଜେପିକୁ ଦୋଷ ଦେଉଛି ଜୟ ଜଗନ୍ନାଥ
@SatrughanNayak-qf1rt
@SatrughanNayak-qf1rt 2 күн бұрын
ଚବିଶ ବର୍ଷ ରେ ଜନତା ଧନୀ (ଲକ୍ଷ୍ୟପତି) ଥିଲେ ମାସେ ଭିତରେ ସମସ୍ତେ ଗରୀବ ହୋଇଯାଇଛନ୍ତି, ଆଗରୁ ଦରଦାମ୍ ବୃଦ୍ଧି ହୋଇଯାଇଛି,
@banamalisahoo9664
@banamalisahoo9664 Күн бұрын
gote katha jadi dar dam kameiparunahi tahele resign deideu
@Lovesports41
@Lovesports41 19 сағат бұрын
​@@banamalisahoo9664tumara jadi adhika hauchi dardam tahale 5 tankare bisa kiniki khaidia sabu kam re heijiba BC
@krushnasahu7514
@krushnasahu7514 2 күн бұрын
ଓଡ଼ିଆ ଙ୍କୁ ନିକମା କରିବାରେ ବିଜେଡି ନମ୍ବର 1. ଯେତେ ଗାଲୁଆ ଆଉ ଅଲଜ୍ୟା ଆଙ୍କୁ ଠାରୁ କେହି ଟପି ପାରିବେନି.
@manasranjanjena3588
@manasranjanjena3588 2 күн бұрын
🚩🙏ପାଠ କମ ବସ୍ତାନି ବେଶୀ.ଏ ନାନୀ ଦି ଜଣଙ୍କର ମୁଣ୍ଡ ଖରାପ ହେଇଯାଇଛି 25 ବର୍ଷ ଲମ୍ବା ଶାସନ କିଛି କରିପାରିଲେନି ତାହା 25 ଦିନର ସରକାର କୁ ପଚାରୁ ଛନ୍ତି ନା ନିଜକୁ ଛି........ 🚩🙏
@sunitadas4855
@sunitadas4855 2 күн бұрын
May be bjd rule at orissa before 25 years but bjp also rule in India continuously 10 years what changes in India neet exam ghotala
@adityamallick7881
@adityamallick7881 Күн бұрын
​​@@sunitadas4855 ଅଶୋକ ଗେହଲୋତ କହିପାରିବ....େ
@beheramonalisa8418
@beheramonalisa8418 Күн бұрын
Besi katha kahuchha 2 jana 25 year's re kan bala chhidei pakeila.khali sabu pandu _re khali tela maruthila😂😂😂😂😂😂 naveen sarkar thila bele kichhi jinisa re rate badhinathila bjp ku khali target karuchha tama ku sabu bhasa abhab hauchhi😂😂😂😂
@beheramonalisa8418
@beheramonalisa8418 Күн бұрын
Se mane khali para ku dosa dauchhanti😂😂😂
@krusanmaharana4529
@krusanmaharana4529 Күн бұрын
​@@sunitadas4855are u a mad woman😂😂😂
@SurendrarautSurendraraut-uf1th
@SurendrarautSurendraraut-uf1th 2 күн бұрын
ପ୍ରତ୍ୟେକ ବର୍ଷ ଏ ସମୟରେ ପରିବା ଏବଂ ସରକାର ପରିବର୍ତ୍ତନ ସମୟରେ ବିଗତ ସରକାରୀ ଦଲାଲ ଏମିତି କରନ୍ତି
@MeghanadRout-gc6it
@MeghanadRout-gc6it 2 күн бұрын
Nirat satakahihe
@ghasiramdalapati523
@ghasiramdalapati523 2 күн бұрын
ଡ଼ାଲି ଚୋରଣୀ କହୁଛି ଡାଲିର କଥା,
@ramchandramandal3539
@ramchandramandal3539 Күн бұрын
ଦିଦି ସବୁ ଡାଲି ତ ବିକି ଖାଇଦେଲେ ବର୍ତମାନ sabu🙏 ଜିନିଷ କାହିଁକି ଦରଦାମ ବଢିବ ନାହିଁ ? ଏହାର ଜବାବ ଶୀଘ୍ର ଓଡିଶାବାସୀଙ୍କୁ ଦିଅନ୍ତୁ , ଲାଜ ନ ଥାଇ ଏହିପରି ଜବାବ ଦେଉଛନ୍ତି, ଛି ଛି ଲାଜନାହିଁ 👍 👍 👍
@Drmcare
@Drmcare 2 күн бұрын
ବିଜେଡି ପାଇଁ ଚାଷୀ ମାନେ ଠିକ ଦାମ ପାଉନଥିଲା, ଏବେ ଚାଷୀ ହେବ ନିଜେ ସରକାର
@AkhyayaMohanty
@AkhyayaMohanty 2 күн бұрын
Chadi rate paauchhi na bepari janataparty ra dalal paauchhi?tnije chasihele janibu
@dibyaranjanbehera7927
@dibyaranjanbehera7927 2 күн бұрын
👍👍👍👍👍
@lilianaik5756
@lilianaik5756 Күн бұрын
ଦରଦାମ କେନ୍ଦ୍ର ସରକାର ବଢାଏ
@mainnahibataunga9712
@mainnahibataunga9712 Күн бұрын
ଏଯାଏଁ msp ର ଲିଗାଲ୍ ଗ୍ୟାରେଣ୍ଟି ଦେଇ ପାରିଲେନି କହିଲା କଣ ନା ଚାଷୀ ନିଜେ ସରକାର ହେଇଯିବେ 😂😂😂
@maheswarhansdah5384
@maheswarhansdah5384 Күн бұрын
​@@mainnahibataunga9712 kom dam re khauthilo bele energy bodhu thila tumoro ebe rate hela energy paunu bodhe
@BHARATCHANDRASAHOO-mw9oc
@BHARATCHANDRASAHOO-mw9oc 2 күн бұрын
BJD ଦଳ କଲଷ୍ଟର 24 ବର୍ଷ ମଧ୍ୟରେ କେତୋଟି କରିଛି ତାର ଉତ୍ତର ଦିଆ ବେଢ଼ା ଲେଖାଶ୍ରି ।
@omprasadmishra3641
@omprasadmishra3641 Күн бұрын
Thik re lekhe sikhe nahale English re le khe. Murukha 🤣🤣🤣
@ommkrishna15
@ommkrishna15 2 күн бұрын
Right ଆମକୁ ପ୍ରଡକ୍ସନ କରିବାକୁ ପଡ଼ିବ
@user-fr9nn8nn1z
@user-fr9nn8nn1z 2 күн бұрын
ବିଜେଡି ସରକାର ଥିଲା ବେଳେ ଟମାଟୋ କିଲୋ ଦୁଇ ଶହ ହୋଇ ଥିଲା
@chitaranjanbhuyan3131
@chitaranjanbhuyan3131 Күн бұрын
Au abika kn kami jaichhi
@Motivational__video56
@Motivational__video56 Күн бұрын
​@@chitaranjanbhuyan3131are maghiaa mane chasa kara be , samaste kiniki khaile se hisab re utpadan houchhi ki
@prasantpradhan1988
@prasantpradhan1988 20 сағат бұрын
ସାରା ଦେଶରେ ବୋଧହୁଏ ସେତେବେଳେ ଟମାଟୋ କିଲୋ ୧୦ ଟଙ୍କା ଥିଲା !
@user-tq6ru8ln6e
@user-tq6ru8ln6e 2 күн бұрын
ତମ ସସରକାର ବେଳେ କଣ ପନି ପରିବାର ଦର ବଡି ନ ଥିଲା ଶାଳୀଙ୍କ ଲାଜ ଲାଗୁନି ବିଲାତି 200ଟଙ୍କା ପିଆଜ 50ଟଙ୍କା 24ବର୍ଷ ହେଲା କଣ କରିଛ
@debabratasarangi1355
@debabratasarangi1355 2 күн бұрын
thik kahichha bhai
@tofanmohanty-eq5fd
@tofanmohanty-eq5fd 2 күн бұрын
Tu diha galua​@@debabratasarangi1355
@prasantasahusahu919
@prasantasahusahu919 2 күн бұрын
ଠିକ କହିଛ ଭାଇ
@user-xc7lk5vz4z
@user-xc7lk5vz4z 2 күн бұрын
Thik kahu6a bhai mobile rcg dekha
@user-uk9xo8uq7s
@user-uk9xo8uq7s 2 күн бұрын
Ok
@rabindrakumarbehera7310
@rabindrakumarbehera7310 2 күн бұрын
ଏଗୁଡିକ ପାଣ୍ଡୁର କମାଲ ବିଜେପି ର ନୁହେଁ, ପାଣ୍ଡୁ ଯେଉଁ ଟଙ୍କା ବର୍ବାଦ କରିଛି ଏହା ତାର ପରିଣାମ
@ritubehera5103
@ritubehera5103 Күн бұрын
Tu kete no mg
@ashirbadsamantaray884
@ashirbadsamantaray884 2 күн бұрын
ଦରଦାମ୍ ବୃଦ୍ଧି ହଉ ପଛେ ମଦ ବନ୍ଦ୍ ହେଉ।
@lipunbarik5530
@lipunbarik5530 Күн бұрын
Right
@satyaranjansamal4315
@satyaranjansamal4315 20 сағат бұрын
Balana
@KailashBhoi-kp4wf
@KailashBhoi-kp4wf 2 күн бұрын
ଏଇଟା ହଉଚି ଡବଲ ସରକାର ବିଜେପି କେମିତି ବଢୁଛି ଦର ଦମ
@gangabag1156
@gangabag1156 2 күн бұрын
25 ବର୍ଷ ରେ ବେଜେଡି କେତୋଟି ଶିତଳ ଭଣ୍ଡାର କରିଛ ହିସାବ ଦିଅ
@subhalgiri6181
@subhalgiri6181 Күн бұрын
Jaha heo Nani ku dekha mili gala
@Sahoo.odia.vlog.
@Sahoo.odia.vlog. Күн бұрын
କିଛି କରିନି
@kananbiharipattanayak6602
@kananbiharipattanayak6602 2 күн бұрын
ପ୍ରମିଳା ଡାଲି ଚୋରି କରିବା ଦିନଠାରୁ ଡାଲିର ଦର ବଢିଛି।
@shreekalaacademy265
@shreekalaacademy265 2 күн бұрын
😂❤
@biswajitrout6996
@biswajitrout6996 2 күн бұрын
Right
@AjitBarik-143
@AjitBarik-143 2 күн бұрын
Right 👍
@kalucharanpatra5767
@kalucharanpatra5767 2 күн бұрын
ଠିକ୍
@user-uh6bp3ny1b
@user-uh6bp3ny1b 2 күн бұрын
Right ​@@AjitBarik-143
@premchandmahanta9398
@premchandmahanta9398 2 күн бұрын
ବିଜେଡି ସରକାର ଥିଲାବେଳେ ଦରଦାମ ଦେଖି ପାରନ୍ତି ନାହି
@ramakantamuduli3087
@ramakantamuduli3087 2 күн бұрын
କେବଳ ଓଡ଼ିଆ ରେ ନୁହେଁ ସବୁ ଦେଶରେ ହେଇଛି।
@SalkhanHembram-yp5us
@SalkhanHembram-yp5us 2 күн бұрын
ଧନ୍ୟବାଦ ଡାଲି ଚୋର ପ୍ରମିଳା ମଳିକ
@tusarkantasahu1064
@tusarkantasahu1064 2 күн бұрын
ଯେତିକି ଡାଲି ନେଇଛ, ତାକୁ ଫେରାଇ ଦେଲେ ଡାଲି ଦର କମି ଯିବ.... 😂😂
@dibyaranjanbehera7927
@dibyaranjanbehera7927 2 күн бұрын
👍👍👍👍👍
@banamalisahoo7886
@banamalisahoo7886 2 күн бұрын
Pramil malik dali choro
@user-iv5ul2tf6u
@user-iv5ul2tf6u Күн бұрын
❤❤665​@@tusarkantasahu1064
@Sahoo.odia.vlog.
@Sahoo.odia.vlog. Күн бұрын
ସତରେ ଡାଲି ଚୋରଣୀ
@haraprasadmahanta4657
@haraprasadmahanta4657 2 күн бұрын
ବିଜେଡି ୨୪ ବେବଳ ରଙ୍ଗସାଳାରେ ଖର୍ଚ କରୁଥିଲା
@parvakarnayak645
@parvakarnayak645 2 күн бұрын
Bhai juhar jabardast message
@user-uk9xo8uq7s
@user-uk9xo8uq7s 2 күн бұрын
Right
@user-wz8iv3kh1q
@user-wz8iv3kh1q 2 күн бұрын
Right bro👍
@bhagyalaxmisamal8733
@bhagyalaxmisamal8733 2 күн бұрын
Hou athara BJP 5 barsa re jou gadha Kariba tume sathire swiming Kariba nischaya... After 5yr we'll have a talk
@Blacktiger248
@Blacktiger248 2 күн бұрын
​@@bhagyalaxmisamal8733 Magia BJD JETE BELE THILA BAIGANA 1KG 100 TOMATO 1KG 100 ALU 1KG 80 KN MANA NAHIKI BJD JOU ETE ETE DAM KARITHILA PARIBA UPARE NAA SABU BHULIGALA🤣🤣🤣
@user-fc2kf1kw5n
@user-fc2kf1kw5n 23 сағат бұрын
ଆଜି ଓଡିଶା ଲୋକେ ଯେତେ ସବୁ ଅସୁବିଧା ଭୋଗୁଛନ୍ତି ସେଥି ପାଇଁ bjd ଦାୟୀ
@sdpsamrat3180
@sdpsamrat3180 2 күн бұрын
ଓଡ଼ିଶା ର ସବୁ ଚାଷ ଜମି କମି କମି ଯାଉଛି କୋଠା ବାଡ଼ି ବଢ଼ି ବଢ଼ି ଯାଉଛି ଚାଷ ପାଇଁ ଜମି ନିଅଣ୍ଟ ଯଦି ଚାଷ ହେବା ଯୋଗ୍ୟ ଯେତେ ସରକାରୀ ଗୋଚର ଜମି ଅଛି ସରକାରଙ୍କ ଅନୁମତି ଯୋଗେ ସେ ସବୁ ଚାଷ ହେଇ ପାରନ୍ତା ତା ହେଲେ ଅନ୍ୟ ରାଜ୍ୟ ଉପରେ ନିର୍ଭର ହେବାକୁ ପଡିବ ନାହିଁ ଯଦି ମୋ କଥା ଭୁଲ ତାହେଲେ କ୍ଷମା,🙏
@iloveodisha6003
@iloveodisha6003 2 күн бұрын
ସରକାର କୁ ଅନୁରୋଧ ସବୁ ପଂଚାୟତ ରେ ଗୋଟିଏ ପନିପରିବା, ଫାର୍ମ କରନ୍ତୁ, ଯାହାଦ୍ଵାରା ଦରଦାମ କମ ହେବ, ନିଯୁକ୍ତି ମିଳିପାରିବେ
@harekrishnamajhi4326
@harekrishnamajhi4326 2 күн бұрын
ଭାଇ ଏଟା ଘରର କଥା ନୁହେଁ ଯେ ଚାହିଁଦେଲେ ହେବ ଟିକେ ଚିନ୍ତା କର. ଆଉ କହ....
@ErkamalDharua
@ErkamalDharua 2 күн бұрын
Chasi ra pani pariba rate hele tmr mankr ate fatuche knje baki ta rate badhle kanje kebe kichi nai kahebr
@ErkamalDharua
@ErkamalDharua 2 күн бұрын
Chas nai karba rate ta heba
@MNDIGITALSARAKANA
@MNDIGITALSARAKANA 2 күн бұрын
ଭଲ suggestion କାରଣ ସବୁ ପଞ୍ଚାୟତରେ ସରକାର ଙ୍କର ଏକର ଏକର ଜମି ଅଛି ଚାହିଁଲେ କରି ହେବ. କିନ୍ତୁ ଆମ ଲୋକ ମାନଙ୍କର ସମ୍ପତ୍ତି ଥାଇ ପରିବା ଚାଷ କରୁ ନାହାଁନ୍ତି ମାଗଣା ଚାଉଳ ପାଇ ତାସ୍ ଖେଳୁଛନ୍ତି
@Blacktiger248
@Blacktiger248 2 күн бұрын
​@@MNDIGITALSARAKANAଜାହା କହିଲ ଭାଇ ତୁମ କଥା ଟା ମନ କୁ ପାଇଲା ❤❤❤
@SurathBehera-fj1id
@SurathBehera-fj1id 2 күн бұрын
ତମ ମୋହକୁ ଟିକେ ଲାଜ ନାହିଁ ଲାଜ ଥୀଲେ ଏଭଲିଆ କଥାମାନ କହି ନ ଥାନ୍ତ
@AjitKumar-vlg
@AjitKumar-vlg 2 күн бұрын
Everything has been stolen in 24 years
@chingarivideo
@chingarivideo 2 күн бұрын
ତୁ କେତେ ନମ୍ବର ମାଘିହା
@LalitRana-lj1yr
@LalitRana-lj1yr 2 күн бұрын
Tama nabin ku tike laja laguni 25 barsha banam 25 dina
@skdcreation2839
@skdcreation2839 2 күн бұрын
​@@chingarivideoଗତ ବର୍ଷ ଟମାଟୋ 250 ଥିଲା ଜୁନ ମାସରେ ସେତେବେଳେ ତୁ କଉଠି ଥିଲୁ ବେ ଶଳା BJD କୁକୁର 😡😡😡
@user-nd4lm5su1v
@user-nd4lm5su1v 2 күн бұрын
​@@LalitRana-lj1yrgreat replay bro
@user-xi3yb2dt6p
@user-xi3yb2dt6p Күн бұрын
କିଏ କରି ଦିଅନ୍ତା ଯେ ଗେଫିବ। ସାଧାରଣ ଲୋକେ ଜାଣୁଛନ୍ତି ସେମାନେ ଚାଷ ସହିତ ସଂଶ୍ଳିଷ୍ଟ ଥିବାରୁ ତାଙ୍କୁ ଚାଷ ଜମିଠାରୁ ମିଳିଯାଉଛି। ଅସୁବିଧା ସେମାନଙ୍କୁ ହେଉଛି ଯେଉଁ ମାନେ ମୋଟା ଅଙ୍କ ଦରମା ଗଣି ଆରାମ କରିବାର ପ୍ରୟାସ ଲଗେଇଛନ୍ତି। ତମେ ଉତ୍ପାଦନ କର ତୋଳିକି ଆଣି ଖାଅ। ଦର ତ ବଢିବ ଉତ୍ପାଦନ ହେଉନାହିଁ ଜାଣୁ ନାହକି। ଜାଣୁଛ ତ ନିଜେ ଆଜିଠୁ କିଚେନ୍ ଗାର୍ଡନ୍ ରେ କରଲା କୁନ୍ଦୁରୁ ପା ଘଣ୍ଟା ନାଡୁ ବିମ୍ବ ସିମ୍ବ ଶାଗ ଲେମ୍ବୁ ଲଗାଇବାରେ ଲାଗିପଡ। ଏ ରାଜନୀତି ଦୋଷାରୋପ ଆଉ କାମ ଦେବନି ନିଜେ କାମ କର।
@ramachandrabehera4696
@ramachandrabehera4696 2 күн бұрын
ଏବେ ଆଗକୁ ବିଜେପି ଯିବା ବିଜେଡ଼ି ଆଗକୁ ଆସିବ
@user-vv2pv2rz3t
@user-vv2pv2rz3t 2 күн бұрын
ଯୀଏ କହୁଛି ସେ ମାଗିଆ ମାନେ ଏ ଚାଷୀ ଚାଷ ନ କଲେ ଦାମ ଦର ଅଧିକ ହୋଇଥାଏ, ଜୁନ୍ ଶେଷ ସୁଦ୍ଧା ଚାଷ ସରିଯାଏ, ବର୍ଷା ହେଲେ ପୁଣିଥରେ ଚାଷ ଲଗାଇବା ଫଳରେ ଦର ଦାମ କମ ହୁଏ। ଏଥିରେ ସରକାର ର ଦୋଷ ନାହିଁ।
@achyutbag4614
@achyutbag4614 Күн бұрын
Jio airtel kahara dosa
@tankadharsabar1656
@tankadharsabar1656 2 күн бұрын
।ଡାଲି kg 500 ହେଲେବି ଚଳିବ କିନ୍ତୁ duplicate certificate କିଣି ଥିବା ଚାକିରି କରୁଥିବା ଲୋକଙ୍କୁ ବାହାର କରାଅ July ରେ ସମସ୍ତଙ୍କୁ ବାହାର କରି ଖାଇଥିବା ଟଙ୍କା ଫେରସ୍ତ କରାଅ ମୁ cm Majhi ଙ୍କୁ ଅନୁରୋଧ କରୁଛି
@allrounderchannel2683
@allrounderchannel2683 2 күн бұрын
Right bro
@RabindranathSethi-bl4wl
@RabindranathSethi-bl4wl 2 күн бұрын
ବିଜେଡି ଚବିଶି ବର୍ଷ ଶାସନ କଲାପରେ ତମେ ସବୁ ଲୋକମାନଙ୍କୁ ଠକିଛ ଆଉ ଯଦି ବିଜେପି ସରକାର ପ୍ରଥମ କରି ଓଡ଼ିଶାରେ ଆସିଛନ୍ତି ଏଥିରେ ଅସୁବିଧା କଣ, ଚବିଶି ବର୍ଷ ରେ କଣ ସବୁ ଜିନିଷ ବଢ଼ିଚି କମିଛି ବିଜେପି ଶାସନ କାଳରେ ସେମିତି ହବ
@basantanaik9158
@basantanaik9158 Күн бұрын
Bjd 24 ବର୍ଷ ଶାସନ ରେ ପିଇବା ପାଣି ଟିକେ ଲୋକଙ୍କୁ ଯୋଗେଇ ପାରିଲ ନାହିଁ ଲୋକେ ଚାଷ କରିବେ କେମିତି bjp ଆସୁ ଆସୁ କଣ କରିବ ଅଭିଯୋଗ କରିଥିବାରୁ bjd ଧନ୍ୟବାଦ
@karchittaranjan9757
@karchittaranjan9757 2 күн бұрын
ଆଲୋ ରାଣ୍ଡି ଡାଲି ଚୋରଣି,କୁ ଶ୍ରୀ ଖଣ୍ଡି କ'ଣ ତମ ଗଲୁ ମରୁନି,ପାଣ୍ଡୁ ନାହିଁ ତ ବୁଢୀ କିଏ କରିବ ଶଳା ଦୁନିଆ ରଙ୍ଗ ଶାଳା ଖୋଲି ସାରିଲଣି ଆସ ଧର୍ମଶାଳା ବଲ୍ଲେ ବଲ୍ଲେ
@dayasagarkalta8157
@dayasagarkalta8157 Күн бұрын
Ha ha
@satyabratamaharana8058
@satyabratamaharana8058 2 күн бұрын
ଚାମଚା ଗିରି ଛାଡ ‌ସାଧରଣ ଲୋକଙ୍କ ସୋର ସରକାରଙ୍କ ପାଖରେ ରଖନ୍ତୁ
@user-sl1rs9ij8y
@user-sl1rs9ij8y 2 күн бұрын
ଲୋକ ମାନେ ଚାଷ କଳେ ସବୁ ଶସ୍ତା ହେବ ସରକାର କଣ ସର୍ଗ ରୁ ଆଣିବେ
@surendranayak2098
@surendranayak2098 Күн бұрын
Agaru soithila bodhe
@user-yr3to2nb4q
@user-yr3to2nb4q Күн бұрын
ବିଜେଡି ସରକାର କ'ଣ free ଦେଉଥିଲେ କି ?
@premjyotisambalpurivlog3775
@premjyotisambalpurivlog3775 2 күн бұрын
ଗଲା ବର୍ଷ କଣ ବଢ଼ି ନ ଥିଲା କି ତମକୁ ଲାଜ ଲାଗୁନି ଏଇଭଳି ଆମ ନୂଆଁ ସରକାର କୁ ନିନ୍ଦା ଦଉଛ
@AjitKumar-wz1xj
@AjitKumar-wz1xj 2 күн бұрын
Ri8 vai
@AkhyayaMohanty
@AkhyayaMohanty 2 күн бұрын
Production storage re kebala dar badhinathae tasahita transportation,illigal storage aaumadhya bibhinna Karan rahichhi.taaku khoji barakara
@aiamoodisha
@aiamoodisha 2 күн бұрын
ସେ ନେତ୍ରୀ ଦି ଜଣ ଙ୍କ କଥାର ମୂଲ୍ୟ ଅଛି କି ଜଣେ ଡାଲି ଚୋରଣି ଆଉ ନେଖା ନାନୀ କଥା ଛାଡ
@pradyumnapradhan3107
@pradyumnapradhan3107 2 күн бұрын
Yes dada
@SidhantaMalik-tm6xh
@SidhantaMalik-tm6xh 2 күн бұрын
Kire nekha Nani pa tama dalare thila oh sete bele bhal thila na
@manonayak1452
@manonayak1452 2 күн бұрын
ହାହାହା଼,,, ,
@linkukumarroul8320
@linkukumarroul8320 2 күн бұрын
Nekha nani ku lagya nahi 😂aama balasore re aasi amanat re hari ki jai bbsr re pagalami karuchi😃😃😃😃taa jibana ta kati jina birodhi dalare rahi rahi ka 😂😂🕺🕺🕺
@sibanandadigal2399
@sibanandadigal2399 2 күн бұрын
ପ୍ରମିଳା ଡାଳି ଚୋରି କରିବା ଦିନଠାରୁ ଡାଲିର ଦର ବଡିଛି
@niranjan.padhiharypadhihar737
@niranjan.padhiharypadhihar737 Күн бұрын
ଦର ଦାମ୍ ଵଢିବାଋ ପଚିଶଵଷ ସରକାର ଦାୟୀ ଳା ପଚିଷ ଦିନର ସରକାର ଦୟୀ
@manasranjanjena3588
@manasranjanjena3588 2 күн бұрын
🚩🙏ଲେଖା ନାନୀ କଥା ନ କହିବା ଭଲ, ଭୁକିବା ତାର କାମ, ବାକିରହିଲା ଡାଲି ଚୋର ଣି ଧାମନଗର ଡାଲି ଚୋର ଣି କହି ଗୋଡ଼େ ଲେ ଓଡିଶା ବାସି ସରକାର ବଦଳେଇ ଦେଲେ ନାମ ନଉ ଥା ଗୁଣ ଗାଉଥା 🚩🙏
@amarmoharana875
@amarmoharana875 2 күн бұрын
ଲେଖା ଖାଲି ରାଗରେ ଜଳୁଛି ।ସେ ଜାଣିବା ଉଛିଟ ଯେ,ତାର ରାଜନୈତିକ ଅଭିଯାନ ଶେଷ । BJD ଦଳ ଆଉଥରେ ଆମ ଓଡ଼ିଶାର ଶାସନ କରିବା ଆଦୌ ସମ୍ଭବ ନୁହେଁ,କାରଣ ଏଇ ଅପରିଣମ୍ ଦର୍ଶୀ ନବୀନ ପଟ୍ଟନାୟକ,ପ୍ରତାପ ଦେବ, ଶସ୍ମିଟ ପାତ୍ର ,sulata ଦେଓ,ପ୍ରଣବ ଲଣ୍ଡା ,ଦିବ୍ୟାସଙ୍କର,babi ଓ ପାଣ୍ଡିଆ ଆମ ରାଜ୍ୟକୁ ଶ୍ରୀହୀନ କରିଦେଇଛନ୍ତି
@shusantsahu5014
@shusantsahu5014 2 күн бұрын
ଡାଲି ନାନୀ କହୁଚି ଡାଲି କଥା
@prakashchandrasahu6031
@prakashchandrasahu6031 Күн бұрын
ଲେଖାଶ୍ରୀ ମାଡାମ ଆପଣ ଯୋଉ ଦଳକୁ ଯାଉଛନ୍ତି ସେ ଦଳ ହାରି ଯାଉଛି ଆପଣ ରାଜନୀତି ଛାଡ଼ିଦେବା କଥା ଆପଣଙ୍କ ବେଳା ଖରାପ ଆପଣ ବିଜେପି ଦଳରେ ଥିଲେ ବୋଲି ବିଜେପି ହାରି ଯାଉଥିଲା ଏବେ ବିଜେଡି କୁ ଗଲେ ବିଜେଡି ସରକାର ମୂଳରୁ ଚାଲିଗଲା କାହାକୁ କହିବେ ସେଥିପାଇଁ ରାଜନୀତି ଛାଡିଦିଅନ୍ତୁ ଘରେ ଆରାମ କରନ୍ତୁ ଜୟ ଜଗନ୍ନାଥ
@Vibek5678
@Vibek5678 Күн бұрын
କଥା ଟା BJP କିମ୍ବା BJD ର ନୁହେଁ କଥା ଟା ହେଲା ଏଇଆ ଯେପର୍ଯ୍ୟନ୍ତ ମାଗଣା ଖାଇବ ସେ ପର୍ଯ୍ୟନ୍ତ ସବୁ ବଢିବ । ମାଗଣା ସରକାର ଦେଲେ ସେ ତ ପୁଣି କେଉଁ ବାଟେ ନବ କି ନାହିଁ । ସରକାର କଣ୍ ମନ ଇଚ୍ଛା ପଇସା ଛପେଇ ଦେବ ନା କଣ୍ । ଏଇଟା ବୁଝିବା କଥା । ହଁ ମାଗଣା ଦିଅ ମନା ନାହିଁ କିନ୍ତୁ ମାଗଣା ସେଇମାନଙ୍କୁ ଦିଅ ଯେଉଁମାନେ ଭୂମିହୀନ ଆଉ ରହିବା ଛଡା ତାଙ୍କ ପାଖରେ ଆଉ କିଛି ନଥିବ
@jatraloverramachandra4471
@jatraloverramachandra4471 2 күн бұрын
ଏ ଶଳା ଙ୍କୁ ବିଛୁଆତି ଛାଟ ରେ ମାଡ ଦରକାର ।
@mahendrakumarmahanta8767
@mahendrakumarmahanta8767 2 күн бұрын
ପନିପରିବା ରେଟ ଅଧିକ ରହିଲେ ଚାଷୀକୁଳ ପାଇଁ ଭଲ । ତେଣୁ ପନିପରିବା ରେଟ୍ ନିୟନ୍ତ୍ରଣ କରା ନ ଯାଉ
@RamachandraBapun
@RamachandraBapun 2 күн бұрын
Yes
@UttamDas-lm6rk
@UttamDas-lm6rk 23 сағат бұрын
ଭୋଟ ପୂର୍ବରୁ ନବୀନ ପଟ୍ଟନାୟକ ଙ୍କୁ 1 ନମ୍ବର କହୁଥିବା ମୋଦି ଇଲେକ୍ସନ ବେଳେ ନବୀନ ଅପାରଗ ବୋଲି କେମିତି କହିଲା। ପଇସା ଖାଇ ନିଉଜ୍ ଦେଖାଉଛୁ ଅଲଜ୍ୟା ଚ୍ୟାନେଲ।
@amarmoharana875
@amarmoharana875 2 күн бұрын
୨୪ବର୍ଷ ଧରି ଶାସନ କରିଥିବା ନବୀନ ପଟ୍ଟନାୟକ ଲାଗି ଆମ ଓଡ଼ିଶାର ବିଭିନ୍ନ ଯୋଜନା ନାଁରେ ଅଜସ୍ର ଧନ ଲୁଟି ନେଇ ଥିବାରୁ ଆମ ଓଡ଼ିଶାର ଅବସ୍ଥା ।ଏଥିପାଇଁ ସମ୍ପୂର୍ଣ ଅଭଦ୍ର ଧୃତରାଷ୍ଟ୍ର ନବୀନ ପଟ୍ଟନାୟକ ହିଁ ଦାୟୀ।ଆଉ ପ୍ରମିଳା ମଲ୍ଲିକ ଡାଲି ଚୋର୍ଣି ଗୋଟେ ମଣିଷ ଯେ ,ସେ ପ୍ରେସ ମୀଟ କରୁଛି। ତା ମୁହଁକୁ ଟିକେ ଲଜ୍ଜା ଲାଗୁନି, ଛି ଛି ଛି ଛି ଛି ଛି ଛି ଛି ଛି ଛି ଛି ଛି ଛି ଛି
@panditnayak293
@panditnayak293 2 күн бұрын
ତାଙ୍କ ଶାସନ କାଳରେ ଆଳୁ ରସୁଣ ପିଆଜ ସୋରିଷ ତେଲ ବାଇଗଣ ଓ ପେଟ୍ରୋଲ ଡିଜେଲ ତଥା ସମସ୍ତ ଡାଲି ର ଦର କେତେ ଥିଲା ? ଯଦି ମନେ ନ ପଡୁଛି ଅନ୍ୟର ସହାୟତା ନିଅ
@user-qd2vr5pr5i
@user-qd2vr5pr5i 2 күн бұрын
BJD ଆଗରୁ କ'ଣ ଛୋଡ଼ି ପକାଉଥିଲା । ଏଥିପାଇଁ ପାଇଁ ବିଜେଡି ଦାୟୀ । ଭୁଲି ଯାଅନାହିଁ କି ୨୦୧୫ ବେଳକୁ ପିଆଜ କିଲୋ ପିଛା ୨୫୦ ଟଙ୍କା ଥିଲା । ପ୍ରତ୍ୟେକ ନିର୍ବାଚନ ପରେ, ପରେ ପ୍ରତ୍ୟେକ ଜିନିଷ ର ମୂଲ୍ୟ ବଢୁଥିବାର ଆମେ ଦେଖି ଆସୁଛୁ ।
@pn5100
@pn5100 2 күн бұрын
ନବୀନ ସରକାରଙ୍କ ନେତା ମନ୍ତ୍ରୀ ବଡ଼ ବଡ଼ ଭାଷଣ ମାରି ବେ ହେଲେ କିଛି କାମ ନାହିଁ ୨୪ ବର୍ଷ ହେଲା କଣ କରୁଥିଲ ସଳା ଆଜି ପର୍ଯ୍ୟନ୍ତ ଆମ ଗାଁ କୁ ରାସ୍ତା ନିର୍ମାଣ ନାହିଁ
@bharatpatra2631
@bharatpatra2631 2 күн бұрын
ବି ଜେ ଡି, ଶ ର କା ର, ଥି ଲା ବେଳେ, ଡ଼ା ଲି, କି ଲ, ଥି ଲା, 2ଟ କା ଆ ଉ, ଆ ଲୁ, ବା ରେ ଣା, ପି ଆ ଜ, ପ ଚା ସ, ପ ଇ ଶା, ଆ ଉ ତେଲ, ଚା ର ଣା ଆ ଉ, ଗ ରି ବ ମା ନ କୁ, ଦେ ଉ ଥି ଲେ, ଫୁ ଲ ମା ଗ ଣା ସାରେ, ଆ ଉ କା ହା କୁ, ଦୁଶ, ଦେ ବା ଆ ଗ ରୁ, ପ୍ରଥ ମେ ଆ ପଣନି ଜ କ ଥା ଥ ରେ ହେ ଲେ, ଭା ବି ଚ ନ୍ତିତ ଦ ୟା କ ରି ଦେ ହ କୁ ନେ ବେ ନି , ଜ ୟ, ଜ ଗ ନ୍ନା ଥ ❤❤❤❤❤😂😂😂😂😂😂
@sissis8654
@sissis8654 2 күн бұрын
ବିରୋଧୀ ଦଳର ନେତାମାନେ ଶଳା,ଶରବଦା, ବ୍ୟର୍ଥ ଢାଞ୍ଚା ତିଆରି କରି କହିବେ,ନିଜ,ଦୋଷ,କୁ, ଟିକେ ଦେଖନ୍ତୁ
@rohitameher84meher41
@rohitameher84meher41 2 күн бұрын
ଗତ ବର୍ଷ 200 ଥିଲା ଟମାଟୋ kg ବାକି ପରିବା ନ କହିଲେ ଭଲ ମାଡାମ
@bireswarbishi7980
@bireswarbishi7980 2 күн бұрын
ଏହାକୁ ଡାଳି କେମିତି କମିବ ଟିକେ ପଚାର ପ୍ରମିଳା ମଲ୍ଲିକ ଏବଂ ଲେଖାଶ୍ରୀ କେତେ ଡାଳି ଚୋରେଇ ରଖିଛି ୨୪ ବର୍ଷରେ ପଚାରନ୍ତୁ।
@sushantakumardebata1241
@sushantakumardebata1241 Күн бұрын
୨୪ବ ର୍ଷ ନାହିଁ ଭାଗିଦାରିରେ ୯ ବର୍ଷ ସେ ୯ବର୍ଷର କଥା କୁ ମନେପକାଇଲ ପ୍ରଥମେ କୁହ ପରେ ଅନ୍ୟ କୁ କହିବ
@prafullamajhi12345
@prafullamajhi12345 2 күн бұрын
ତମକୁ ଲାଜ ଲାଗିବା କଥା ତମ ସରକାର ର କେତେ କମି ଥିଲା
@user-cq7th6gx3q
@user-cq7th6gx3q 2 күн бұрын
ଲଜ୍ୟା ନାହିଁ ଏ ବିଜେଡି ସମୟ ରେ କଣ ପନିପରିବା ର ଦରଦାମ ବୃଦ୍ଧି ହେଉନଥିଲା କି?
@MaheswarDehury-nk7ei
@MaheswarDehury-nk7ei Күн бұрын
25 ବର୍ଷ ଧରି କ'ଣ ଓଡ଼ିଶା ବାସୀ ସଂସ୍ଥାରେ ପାଉଥିଲେ ବିଜେଡି କୁ ଲାଜ ଲାଗିବା କଥା
@ShyamsundarMerli-nq1sw
@ShyamsundarMerli-nq1sw 21 сағат бұрын
ଦୁଇ ହଜାର ତେଇ ସ ରେ ବି ଟମାଟର ଶହେ କୁଡ଼ିଏ ଆଳୁ ପଚାଷ ହେଇ ଥିଲା 👍
@bhikaripatra3146
@bhikaripatra3146 2 күн бұрын
ତୁମେ 25 ବର୍ଷରେ କଣ କରିଥିଲ
@basantakumarpanda9022
@basantakumarpanda9022 2 күн бұрын
ଜମି ପଡ଼ିଆ, ମଦ ପ୍ରବଳ ମାଗଣାରେ ସମସ୍ତ ଙ୍କ ମନ ଦରଦାମ୍ ବୃଦ୍ଧି ହେବା ନିଶ୍ଚିତ।
@bibekanandputel5520
@bibekanandputel5520 2 күн бұрын
Darimankunabinbanda valalaguthila abemohan banda bhalalaguni katha kahuchh as n
@bibekanandputel5520
@bibekanandputel5520 2 күн бұрын
PraMramilaa dari dalichorapaschim odisaru mugehibi dariku
@subashbishwal6511
@subashbishwal6511 Күн бұрын
ଠିକ କଥା
@user-eu4mg4rr9f
@user-eu4mg4rr9f 2 күн бұрын
ଆରେ ଭାଇମାନେ ଈ ପ୍ରମୀଳା ମାଳିକ ଜାଣୀନାନିକି ଜୁଳାଇରେ ଏମୀତୀ ରେଟବଡେ ଵଳୀ ଏଈ ସଯନରେ ଓଡିସାଵୋଳୀ ନୁହ ସାରା ଦେସରେ ରେଟ ଅଛୀ ପନୀପରିବାର
@prakashchandrarout.9136
@prakashchandrarout.9136 2 күн бұрын
ପରିବା rate seasonal ବଢେ ଆଉ କମେ । ଆଉ ଯେଉଁ ଡାଲି ଆଳୁ rate ବଢ଼ିଛି ଏହାକୁ କୃତ୍ରିମ ଉପାୟ ରେ ୨୪ ବର୍ଷ ର ଚୋର ବଢ଼େଇ ଛନ୍ତି । Bale Balle dhabaku ଯାଇ ହେଉନି ତ ଦେହ ଝାଇଁ ଝଇଁ ହୋଇ ଯିବଣି ।
@satyabratasahoo2577
@satyabratasahoo2577 2 күн бұрын
୨୪ ବର୍ଷ ଧରି ପରିବାର ମାଗଣା ଦେଉଥିଲ , ରାଜ୍ୟ ରେ ସବୁ ଜିଲ୍ଲା ରେ ଶୀତଳ ଭଣ୍ଡାର ଖୋଲିଥିଲ, ବିଜେପି ସରକାର ଆସିଲା ପରେ ସବୁ ଶୀତଳ ଭଣ୍ଡାର ଭାଙ୍ଗି ଦେଇଛି, ସେଥିପାଇଁ ବିକାଶ ର ନେତ୍ରୀ ଆସି ରାଜ୍ୟ ଲୋକ ମାନଙ୍କୁ ଭାଷଣ ମାରୁଛନ୍ତି ଲାଜ ଲାଗୁନି ତୁମ ମାନଙ୍କୁ
@ajitakar4373
@ajitakar4373 2 күн бұрын
Cong sasana samya re dara dam thik thila.
@ranjitsabar6103
@ranjitsabar6103 2 күн бұрын
ଭଲ ହୋଇଛି ଆହୁରି ବଢିବା କଥା
@HaraprasadRana-fm1uu
@HaraprasadRana-fm1uu 2 күн бұрын
Ok sir
@user-cf8om9mo5z
@user-cf8om9mo5z 2 күн бұрын
ଲାଜଲାଗୁନି.... 25ବର୍ଷ କଲେ ରଙ୍ଗ ଶାଳରେ ଗଲୁ ମରିନି ଯେ ପୁଣି ଶଲ ଶଲ କଲାଣି ଲେଖା ଯୋଡିବାକୁ ଏ ଦିଟା ର
@dhaneswardas7823
@dhaneswardas7823 Күн бұрын
ପୃଥିବୀର ସବୁ ଡାଲି କିଏ ଖାଇଲା, ନିର୍ବାଚନ ହେଲା ସବୁ ଲେଖା ଛିଡିଲା।
@shankarjhodia5181
@shankarjhodia5181 2 күн бұрын
25 ବର୍ଷରେ ତୁମେ, କେବେ ଦର ଦାମ୍ କମ୍ କରିଛ। ଦୁଇଟି ଗଡ଼ା ମୁହିଁ, ଛି ଛି ଲଜ୍ୟା
@biswajitnayak9010
@biswajitnayak9010 2 күн бұрын
ଚାଲୁଣି କହୁଚି ଛୁଞ୍ଚି କୁ। ଚାଷୀ ଟମାଟୋକୁ ଫୋପାଡିଲେ ବିଜେଡି ଥିବା ସମୟରେ। ଏବେ କହୁଚ ଦର ଟିକେ କମା।।
@pramoddikhit9269
@pramoddikhit9269 Күн бұрын
ଡାଲି 10 ଟଙ୍କା ବଢ଼ିଛି ଚୋରୀ ହୋଇନି ତ ପ୍ରମିଳା ନାନୀ। ତା ହେଲେ 24 ବର୍ଷର ସୁଶାସନ କୁଆଡେ଼ ଗଲା ପୁଣି 1 ନମ୍ବର, କୋଲ୍ଡ଼ ଷ୍ଟୋର କଲନି, ଚାଷୀଙ୍କୁ ଠକିଲ ତୁମ ଦୁଇ ନେତ୍ରୀଙ୍କୁ ଅନୁରୋଧ ପଚାର ଧୃତରାଷ୍ଟ୍ର ଆଉ ମାନସ ପୁତ୍ର ପାଣ୍ଡୁ କୁ। 24ବର୍ଷରେ ଛୁଆ କରି ପାରିଲନି ଏ ପରା ମାସେ ପୁରିଲା ଟିକେ ଧର୍ୟ ଧର।
@arunmusic7410
@arunmusic7410 2 күн бұрын
ଏ ଦୁଇଜଣଙ୍କୁ ରାଜନିତି ଜଣା ନାହିଁ,, କାହିଁକି ଏମାନଙ୍କ ପାଖକୂ ଯାଉଛ।। ସେମାନଙ୍କ ର ଟଙ୍କା ଅଛି ବୋଲି ରାଜନିତି ରେ ଛିଡ଼ା ହୋଇଛନ୍ତି।।ନ ହେଲେ ଏମାନଙ୍କ ର ପ ଠପଢା କେତେ ଆମେ ଜାଣିଛୁ। ସେ ଯେଉଁ ବାଈଟ୍ ଦେଇଛନ୍ତି, ତାଙ୍କର ଦଳର ଯିଏ ମୁଖିଆ,, ତାଂକୁ ଟିକିଏ ପଚାର ଏମାନେ ଠିକ୍ କହୁଛନ୍ତି ନା ଭୁଲ୍ କହୁଛନ୍ତି।। କେମିତି ମନ ଈଛା ଗପି ଯାଉଛନ୍ତି
@AjayaBaba-gw8vs
@AjayaBaba-gw8vs 2 күн бұрын
ଯଉ ପରିବା ର ଦରଦାମ ବଢୁଛି ସେହି ପରିବା ବିଜେଡି ନେତ୍ରୀ ଖାଆନ୍ତୁ ନାହିଁ।
@nabinbabu3280
@nabinbabu3280 2 күн бұрын
କାମ କରିବା କୁ ମହାନ୍ ସରକାର କୁ ଦିଅ BJD ଵାଲେ ନ ପୁରା ଲେଖା ଚିଣ୍ଡିବ 😊
@subasdehuri2290
@subasdehuri2290 2 күн бұрын
ନବୀନ୍ ପଟ୍ଟନାୟକ ଜିନ୍ଦାବାଦ୍
@balabhadramahanty5466
@balabhadramahanty5466 2 күн бұрын
୭ ହଜାର କୋଟି ଟଙ୍କା ର ଡାଲି ଚୋରଣୀ କହୁଚି ମସେ ନ ପୁରିଥିବା ସରକାର ମହଙ୍ଗା କଥା ,ଆଉ ଆମ ଲେଖା ନାନୀ ତ ଖାଲି ଥେଇ ଥେଇ।
@Biru135
@Biru135 2 күн бұрын
ଡାଲି ଚରୋଣି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ହେବା କଥା ଭୁଲ ରେ ମୋହନ ମାଝି ହେଇଗଲା ସବୁ ଓଲଟେଇ ପକେଇଥାନ୍ତା ୟେ ନବୀନ ପଟ୍ଟନାୟକ 25 ବର୍ଷ ଶାସନ କଲା ବିଜେପି କୁ 5 ବର୍ଷ ସମୟ ଦିଆ ହେଇଚି ଯଦି ଭଲ କାମ ନ କଲା 2029 ରେ ସରକାର ବଦଳିବ ଆଉ ୟେ ଯେମିତି କହୁଛି ଯେ ଆଜି ବାହାଘର ଦୁଇ ଦିନ ରେ ଛୁଆ ହେଇଯାଉ
@HaraprasadRana-fm1uu
@HaraprasadRana-fm1uu 2 күн бұрын
ଧନ୍ୟ ବାଦ ସାର୍
@jullysamal6626
@jullysamal6626 2 күн бұрын
Majhi to bopa na ଭିଣେଇ ,ମିଶିକି ହାଣ୍ଡିଆ ପିଉଚୁ
@Biru135
@Biru135 2 күн бұрын
@@jullysamal6626 ତାମିଲ୍ chamchaaa ବୋଧେ ବାଧିଲା 😉
@bhabanishankarmishra6343
@bhabanishankarmishra6343 2 күн бұрын
ଆଲୋ ଡାଲି ଚୋରଣି, ତୋର ଜାଣିବା କଥା ବର୍ଷା ଆରମ୍ଭରେ ବିଲବାଡ଼ିରେ ଥିବା ଫସଲ ନଷ୍ଟ ହୁଏ। ପଦା ଓ ଢିପ ଜମିରେ ଫସଲ ଅମଳ ହେଲେ ମୂଲ୍ଯ କମିଯାଏ।
@Sahoo.odia.vlog.
@Sahoo.odia.vlog. Күн бұрын
ଭାଇ ସତରେ ପ୍ରମିଳା ଡାଲି ଚୋରଣିଁ
@aswinipradhan2237
@aswinipradhan2237 2 күн бұрын
ଏ ଶଳା ଚୋର ବିଜେଡି ୨୪ ବର୍ଷ ଭିତରେ କିଛି କରିନି ଏ ଅଲାଜୁକି ଲେଖାଶ୍ରୀ କଥା କେହି ଶୁଣନି
@KedarJena-ki9el
@KedarJena-ki9el 2 күн бұрын
24 ବର୍ଷରେ କୃଷିକି ସରକାର ଧ୍ୟାନ ଦେଲେ ନାହିଁ,no cold storage in odisha, ଭୋକ ବିକଳରେ ତାଟିଆ କା ମୁଡୁଛି,ଛି
@rajamishra2312
@rajamishra2312 2 күн бұрын
ସତରେ ମଧ୍ୟମ ବର୍ଗ ର ଲୋକ ବହୁତ୍ ହଇରାଣ ହେଉଛନ୍ତି।ସରକାର ଧ୍ୟାନ ଦିଅନ୍ତୁ
@basantapanda5941
@basantapanda5941 2 күн бұрын
ମାଉସୀ ଭୁଲି ଗଲୁଣି ବୋଧେ 2023 ମସିହା ଏଇ ଦିନ ପିଆଜ 120 ଓ ଆଳୁ 60 ଟଙ୍କା ଥିଲାଲୋ ଟମାଟୋ 200 ତୁ ଡାଲି ଚୋରଣି କୁଆଡେ ଥିଲୁ ଆଉ ପାଖର ଯୋଉ ନାନୀ ଗତବର୍ଷ ତମ ଠୀ ମୂଳା ପୁରାଉ ଥିଲା ଆଜି ଅଧିକ ଲୋଭରେ ତମ କୋଳରେ ବସିଛି, ଭଲ ଆଲୋ ମୁତୁରୀ ଶୋଇବା ତୁ ତ ମୁତୁରୀ ମୁଁ ତ ମୁତୁରୀ ହେଂସ କାହିଁ ପାଇଁ ଧୋଇବା। ଜୟ ଜଗନ୍ନାଥ।
@satyabratabarik2753
@satyabratabarik2753 2 күн бұрын
Thik katha
@jullysamal6626
@jullysamal6626 2 күн бұрын
Tu kie kire bastard Modi to bopa na ଭିଣେଇ
@user-zr8xo7li3z
@user-zr8xo7li3z 2 күн бұрын
Right Katha
@pitbasabhatra2238
@pitbasabhatra2238 2 күн бұрын
ଲେଖା ଦିଦି ଆପଣଙ୍କର ପାଟିରେ ଏପରି କଥା ବାରିଲା କେମିତି
@azharkkhan8822
@azharkkhan8822 2 күн бұрын
🙏 ଜାଗୃତ 🌹 ଓଡ଼ିଶା 🌹ଜାଗୃତ🙏
@awhaan5276
@awhaan5276 2 күн бұрын
ତମ ସରକାର ବେଳେ ମେ,ଜୁନ,ଜୁଲାଇ,ଅଗଷ୍ଟ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ପ୍ରତ୍ୟେକ ଖାଉଟି ଠୁ ନେଇକି ପନିପରିବା ବହୁତ ରେଟ ବଢିଥିଲା,,,, ତମକୁ ଲାଜ ଲାଗିବା କଥା ୨୫ ଦିନ ସରକାର ର ଗଠନ ହୋଇନି,,ଆଉ ଦରଦାମ ବୃଦ୍ଧି ର ଦାୟୀ କେବଳ ବିଜେଡି
@arunmusic7410
@arunmusic7410 2 күн бұрын
ଚାଷ ଆଉ ତା'ର ଦାମ୍ ବିଷୟରେ ଏମାନଂକୁ ଜଣା ଅଛିନା ଟୀକେ ପଚାରିଲ
@user-gv3pl6bm9t
@user-gv3pl6bm9t 2 күн бұрын
ଆଲୋ ଡାଲି ଚୋରୋଣି ଏଇ ସମୟରେ ସବୁ ସ୍ଥାନରେ ପରିବା ର ରେଟ୍ ରୂହେ ବୋଲି ତୁ କଣ ଜାଣିନୁ
@jullysamal6626
@jullysamal6626 2 күн бұрын
ତୁ ହାଣ୍ଡିଆ ଖିଆ ମଦୁଆ
@pradeepkumarjena4162
@pradeepkumarjena4162 2 күн бұрын
ହାସ୍ଯାସ୍ପଦ ଲାଗୁଛି୤ ତୁମ ମାନଙ୍କ ବାଇଟ୍ କୁ ଲାଜ ନାହିଁ ୨ମାସ ହୋଇ ନାହିଁ ସବୁ ସସତା ହୋଇ ଯିବ ବିଜେଡି ଓଡ଼ିଶା ରେ ସଫା ହୋଇ ଯିବ
@jullysamal6626
@jullysamal6626 2 күн бұрын
Achha ମୋଦି ଆସନ ଟଳମଳ
@amrjitbiswal7243
@amrjitbiswal7243 2 күн бұрын
ପ୍ରମିଳା ମାଡାମ କହିବେକି ବିଜେଡି ଜିତିଥିଲେ ଦରଦାମ କମାଇ ଦେଇଥାନ୍ତା ଲେଖାଶ୍ରୀ ମୁହଁ ରେ ଲାଜାଲାଗୁନି
@user-bi9yt3cx1p
@user-bi9yt3cx1p 19 сағат бұрын
ଚାଷୀମାନଙ୍କ ଉନ୍ନତୀ ନହେଲେ, ଓଡ଼ିଶାର ଉନ୍ନତୀ ହେବନାହିଁ । ଛତିଶଗଡ ଓ ଆନ୍ଧ୍ର ପ୍ରଦେଶର ଚାଷୀମାନଙ୍କର ଉନ୍ନତୀ ଦେଖନ୍ତୁ , ସରକାର
@AjayakumarGochhi
@AjayakumarGochhi 2 күн бұрын
ବୁଢ଼ୀ ବୟସେ ଝଲମଲ ମଧୁବାଲା ଏଇ ରଙ୍ଗ ତମ ରହିଲେ ହେଲା ମଧୁବାଲା 😂😂😂
@harekrishnaradheradhe3577
@harekrishnaradheradhe3577 2 күн бұрын
ଗତ ବର୍ଷ ତ ପତଲଘଣ୍ଟା ୨୦୦ ଟଙ୍କା ଥିଲା
@SrikanthSrikanth-on6ld
@SrikanthSrikanth-on6ld 2 күн бұрын
ବିଜେଡି ତମେ କଣ କରୁଥିଲ ତମେ ଲୋଟିଛ ତମେ 24 ବର୍ଷ କେତେ ଖାଇଛ ତମେ ଗୋଟେ ଶୀତଳ ଭଣ୍ଡାର କରି ପାରିଲାନି 24 ବର୍ଷ ରେ ତମ କଥା କିଏବା ଶୁଣେ ଜୟ ଜଗନ୍ନାଥ ଜୟ ବିଜେପି
@rajupatika4290
@rajupatika4290 2 күн бұрын
ଆପଣ ଏହା କୁହନ୍ତୁ ନାହିଁ ଆପଣଙ୍କ ସରକାର ଥିଲା ବେଳେ ବେମାନ ଆପଣ ଚିନ୍ତା କରିଛନ୍ତି ଏବେ ବିଜେପି ଆସିଛି ବୋଲି ଏହା କହୁଛନ୍ତି ବିଜେଡ଼ି ଲାଜ ସର୍ମ ନାହିଁ 😊 <a href="#" class="seekto" data-time="271">4:31</a>
@user-su7md3pu9l
@user-su7md3pu9l 2 күн бұрын
BJD ମାଧୁରୁଚୋଦ ଦଳ ଓଡ଼ିଶାକୁ ଉନ୍ନତି କରିବା ପାଇଁ ଚାହୁଁନାହିଁ ସଳା BJD ଦଳ
@bhaktabandhumohanta3147
@bhaktabandhumohanta3147 2 күн бұрын
ପରିବା ଦର ଯେତେ ବଢିବ ସେତ ଭଲ ହେବ ।ଚାଷୀ କଣ ୫୦ଟଙ୍କା ସାରି ୧୦ ପାଇଲେ ଆପଣ ଖୁସି ହେବେ ।ପ୍ରତି ବର୍ଷ ଡିସେମ୍ବର୍ ମାସରେ ବିଲାତି k.g ୫ଟଙ୍କା ହେଉଛି ।ସେତେବେଳେ ତ କିଛି କହୁନାହାନ୍ତି ।
@ranjitsabar6103
@ranjitsabar6103 2 күн бұрын
ବହୁତ୍ ଭଲ ହୋଇଛି
@DasamantaKhila
@DasamantaKhila 2 күн бұрын
Bhai
@ErkamalDharua
@ErkamalDharua 2 күн бұрын
Bhai tama mata re mu sahamata chasi ra sabu rate hau
@PhyBra-y2m
@PhyBra-y2m 2 күн бұрын
ପେଟ୍ରୋଲ, ଗ୍ୟାସ, ସବୁଥିରେ ଯୋଉ ବଢୁଛି ତାଉପରେ କଣ କହିବେ ଆଉ
@sunilbehera9253
@sunilbehera9253 2 күн бұрын
Bartaman tamato baharu asuchhi
Я нашел кто меня пранкует!
00:51
Аришнев
Рет қаралды 3,2 МЛН
Tom & Jerry !! 😂😂
00:59
Tibo InShape
Рет қаралды 63 МЛН
1 or 2?🐄
00:12
Kan Andrey
Рет қаралды 38 МЛН
Неприятная Встреча На Мосту - Полярная звезда #shorts
00:59
Полярная звезда - Kuzey Yıldızı
Рет қаралды 7 МЛН
Rajaniti Re Politics: Registration For Subhadra Yojana
19:36
Kanak News
Рет қаралды 2,5 М.
Is Pandian Involved In Mines Scam ? | Nirbhay Gumara Katha
27:19
Я нашел кто меня пранкует!
00:51
Аришнев
Рет қаралды 3,2 МЛН