ଅଭିମନ୍ୟୁ ସାମନ୍ତସିଂହାରଙ୍କ "ବିଦଗ୍ଧ ଚିନ୍ତାମଣି" - ୧ମ ଛାନ୍ଦ | Bidagdha Chintamani - 1st Chhanda | Part-2

  Рет қаралды 951

Vir Kalinga

Vir Kalinga

2 ай бұрын

■ ବର୍ତ୍ତମାନ ଆପଣମାନେ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ରଚିତ "ବିଦଗ୍ଧ ଚିନ୍ତାମଣି" କାବ୍ୟର ସରଳ ବ୍ୟାଖ୍ୟା ଦେଖୁଛନ୍ତି।
ରୀତି ଯୁଗୀୟ କାବ୍ୟ ଓ କବିମାନଙ୍କୁ ପିଢ଼ି ପିଢ଼ି ଧରି ବଞ୍ଚେଇରଖିବା ପାଇଁ ଆମର ଏ ଛୋଟିଆ ପ୍ରୟାସ।
ଦର୍ଶକବନ୍ଧୁ, ଯଦି ଆମର ଏହି ଛୋଟ ପ୍ରୟାସଟି ଆପଣଙ୍କର ହୃଦୟର ଗଭିରତ୍ତମ ସ୍ଥାନକୁ ସ୍ପର୍ଶ କରିପାରିଛି ତାହାଲେ ଆପଣ ଆମର ଏହି ଭିଡିଓ ଟି କୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଓ ମତାମତ ବାକ୍ସରେ ଆପଣଙ୍କର ମତାମତ ଆମକୁ ଜଣାନ୍ତୁ।ଆଉ ଯଦି ଆପଣ ଆମ ଚ୍ୟାନେଲ ପାଇଁ ନୂଆ ତାହାଲେ ଆପଣ ଆମର ଏଇ ଚ୍ୟାନେଲକୁ subscribe କରି ଆମର ଏକ ନୂତନ ସଦସ୍ୟ ହୋଇଯାଆନ୍ତୁ।
||ଧନ୍ୟବାଦ||
•••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••
To preserve the poetry and poets from generation to generation, we have this special program "Odia Kabya O Kabi".
Dear viewers, If this small effort of ours has touched your heart then please like our video, share it and let us know your feedback in the comment box and if you are new to our channel then please subscribe.
||Thank you||
•••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••••
ଉପସ୍ଥାପନା- ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମହାପାତ୍ର
କ୍ୟାମେରା- ରୋହନ ମହାପାତ୍ର
ଏଡିଟିଙ୍ଗ- ରୋହନ ମହାପାତ୍ର
ସହଯୋଗ- ବୀର କଳିଙ୍ଗ ଟିମ୍ ର ସମସ୍ତ ସଦସ୍ୟ......
ଆମକୁ ଯୋଗାଯୋଗ କରନ୍ତୁ- ୮୯୮୪୦୧୨୬୦୮
ଆମ ଓ୍ବେବସାଇଟ: virkalinga.in/
ଆମେ ଟେଲିଗ୍ରାମରେ ମଧ୍ୟ ଉପଲବ୍ଧ ଅଛୁ- t.me/Vir_Kaling 👈 କ୍ଲିକ୍ କରନ୍ତୁ।
ଆମକୁ ଇନଷ୍ଟାଗ୍ରାମ ରେ ଫଲୋ କରି,ଆମ ସହ ସିଧାସଳଖ କଥାବାର୍ତ୍ତା ହୁଅନ୍ତୁ- virkalinga?igsh... 👈 କ୍ଲିକ୍ କରନ୍ତୁ।
ଆମ ଫେସବୁକ ପେଜକୁ ଲାଇକ କରନ୍ତୁ ଓ ଆମ ସହ ଯୋଡିହୋଇ ରୁହନ୍ତୁ- / virkalinga 👈 କ୍ଲିକ୍ କରନ୍ତୁ।
ଆମେ ଟୁଇଟରରେ ମଧ୍ୟ ଉପଲବ୍ଧ ଅଛୁ, ଆପଣ ଆମକୁ ଟୁଇଟରରେ ଫଲୋ କରି ଆମ ସହ ଯୋଗାଯୋଗରେ ରହିପାରିବେ- KalingaVir?s=09 👈 କ୍ଲିକ୍ କରନ୍ତୁ।
ଆମକୁ ମେଲ୍ କରନ୍ତୁ- virkalinga@gmail.com
ଓଡିଶାର ଐତିହ୍ୟ, ପରମ୍ପରା, ଇତିହାସ, ସଂସ୍କୃତି,ଲୋକକଳା ଏବଂ ଲୋକନୃତ୍ୟ ବିଷୟରେ ଜାଣିବା ପାଇଁ ଆମର ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଓ ଆମ ସହ ଯୋଡିହୋଇ ରୁହନ୍ତୁ।
ସୌଜନ୍ୟ- ବୀର କଳିଙ୍ଗ
••••••••••••••••••••••••••••••••••••••••••••••••••••••••••••••••••••••••••
#bidagdhachintamani #odiaclassics #abhimanyusamantasinghara
#radhadharisakhikara #odiachhanda #radhakrishna #radhakrishnasong #odissimusic #odiasong #odia_jagannath_bhajan #virkalinga #Odiaclassics #traditionalbhajan #odiasahitya #odiadeviational #Odiabhajan #Jayjagannath #Jagannathbhajan #odiakabi #virkalinga #literature #carfestival #rathyatra
#jagannathbhajan
#jagannathbhajan_ଓଡିଆ
#jagannathbhajana
#jagannathbhajansong
#jagannathbhajanbhajan
#jagannathbhajanodia
#Kishore_chandrananda_champu #ka_champu #kabi_samrat #Upendra_bhanja #labanyabati
#Riti_juga #labanyabati #kabi_samrat #Upendra_bhanja #birabara
#subscriber
#youtubecontent
#newvideo
#subscribers
#youtubevideo
#youtub
#youtuber
#youtubevideos
#viral
#newvideo
#youtubechannel
#youtube
#share

Пікірлер: 6
@adarshpathasala5523
@adarshpathasala5523 25 күн бұрын
ବିଦଗ୍ଧ ଚିନ୍ତାମଣିକାର କାବ୍ୟଟି ଚାରି ପାକର ସମାହାର ବୋଲି କହିଛନ୍ତି। ମାତ୍ର ପୂର୍ଣ୍ଣଚନ୍ଦ୍ର ସାରଙ୍କ ଆଲୋଚନା ସଂପୂର୍ଣ୍ଣ ଛାନ୍ଦଟିକୁ ଗୁଡପାକରେ(ସର୍ବାଙ୍ଗ କୋମଳ ) ପରିଣତ କରିଦେଲା । ଅନ୍ତରରୁ ଧନ୍ୟବାଦ୍ ସାର୍ । ଏହି ଆଲୋଚନା ଆଗକୁ ଜାରି ରଖିବାକୁ ଅନୁରୋଧ 🙏🙏🙏🙏🙏🙏
@user-sc5ms8ij8l
@user-sc5ms8ij8l 2 ай бұрын
ପ୍ରଣାମ ସାର୍, ଅତି ସୁନ୍ଦର ଆଲୋଚନା ସାର୍
@HsM_Official_
@HsM_Official_ 2 ай бұрын
ସାର୍ ପ୍ରଣାମ 🙏 ପରବର୍ତ୍ତୀ ଛାନ୍ଦ ଗୁଡ଼ିକର ଆଲୋଚନା କରନ୍ତୁ plz ❤
@anusahu5442
@anusahu5442 Ай бұрын
Sir Namashkar 🙏🙏
@learntoimplement3930
@learntoimplement3930 2 ай бұрын
Sir pranam 🙏 Please 42 chanda video karantu plz
@pankajinipanda1247
@pankajinipanda1247 2 ай бұрын
Sir 42 chhada karantu plz sir
Slow motion boy #shorts by Tsuriki Show
00:14
Tsuriki Show
Рет қаралды 8 МЛН
路飞被小孩吓到了#海贼王#路飞
00:41
路飞与唐舞桐
Рет қаралды 80 МЛН
DEFINITELY NOT HAPPENING ON MY WATCH! 😒
00:12
Laro Benz
Рет қаралды 58 МЛН
New odia alekha mahima bhajan song stutichintamani sampurna boli part-1 by sreecharan mahanty mdmbo
28:51
mahima dharma music box bhajan chhanell
Рет қаралды 727 М.
Slow motion boy #shorts by Tsuriki Show
00:14
Tsuriki Show
Рет қаралды 8 МЛН