Argus Big Breaking Live | ବଲ୍ଲେ ବଲ୍ଲେ ପରେ ଧ୍ରୁବଙ୍କ ହୋଟେଲ ସ୍ୱାଦ ! | 03 July 2024 | Argus News

  Рет қаралды 170,806

Argus News

Argus News

4 күн бұрын

Argus Big Breaking Live | ବଲ୍ଲେ ବଲ୍ଲେ ପରେ ଧ୍ରୁବଙ୍କ ହୋଟେଲ ସ୍ୱାଦ ! | 03 July 2024 | Argus News
#argusnews #argusbigbreaking #odianews #odishanews
Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNewsiOSApp
Android App: bit.ly/ArgusNewsAndroidApp
Live TV: argusnews.in/live-tv/
Facebook: / argusnews.in
KZfaq : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900

Пікірлер: 391
@mrsatyabratanayak1433
@mrsatyabratanayak1433 3 күн бұрын
ଠିକ୍ ସବୁ ବିଜେଡି ବିଧାୟକ ଏହିପରି ଯାଆଚ୍ ହେଉ
@bijulisahoo9462
@bijulisahoo9462 3 күн бұрын
Ki nama deichha re swad😊😊😊😊😊😊😊
@gurucharanbarik7817
@gurucharanbarik7817 3 күн бұрын
ଧୂରବା ସ୍ୱାଦ, ଚାଖିବାକୁ କ୍ରାଇମ ବ୍ରାଞ୍ଚ. 😂😂😂😂😂😂😂😂😂
@baikunthabehera3971
@baikunthabehera3971 2 күн бұрын
mohan bhasanha & sakhyat karisarantu .pramanha nasta sarile jancha heba
@baikunthabehera3971
@baikunthabehera3971 2 күн бұрын
​@@bijulisahoo9462amane aau jubatti .jhia .budhhi nku aau rakhibani
@narendrahembram4495
@narendrahembram4495 2 күн бұрын
Aage Jial Pare Bichar ...
@srikantakumarhota6134
@srikantakumarhota6134 3 күн бұрын
ଜଙ୍ଗଲ ଜମି ଉପରେ ଯଦି ହୋଟେଲ ହୋଈଥିବ, ସେହି ହୋଟେଲ୍ କୁ ତୁରନ୍ତ ଭଙ୍ଗାଯାଉ। ଭାଙ୍ଗିବା ଖର୍ଚ , ଓ ଭଡା ମଧ୍ୟ ଆଦାୟ କରିବା ସହିତ ଆଇନ୍ ଅନୁଯାୟୀ ଦଣ୍ଡ ଦିଆଯାଉ।
@sabitaprusty8035
@sabitaprusty8035 3 күн бұрын
ଜଂଗଲ ମାଡି ବସିଲେ ଲୋଭ ପ୍ରବଳ, ବନ୍ୟଜନ୍ତୁ ମାନେ କିପରି ହୀନସ୍ତା ହେଉ ଛନ୍ତି। ଗାଁ ଗଣ୍ଡା ରେ ପଶୁଛନ୍ତି। ଜୟ ଜଗନ୍ନାଥ।
@ManojBerera
@ManojBerera 3 күн бұрын
ଏମିତି ଥିଲା❤❤ନବିନ ଓଡିଶା❤❤❤❤ବା ବା ରେ ଉଲକ ❤❤ମାନଏ
@diptiskumarbal3778
@diptiskumarbal3778 2 күн бұрын
Bjp odissa dekhile difference Jani pariba . A news channel re bjd charda bhai au kichi news dekhichanti ki
@worldmoviesstar2.0
@worldmoviesstar2.0 2 күн бұрын
Tothapi kichhi luko nabin nko gandi pichha chhadi nahanti 😂😂😂😊
@jchoudhury274
@jchoudhury274 3 күн бұрын
ଓଡ଼ିଶା ରେ ସବୁ BJD ନେତା ଙ୍କ କେଳେଙ୍କ l ରି
@ramanayak3052
@ramanayak3052 3 күн бұрын
CBI/ED କୁ ଦିଆଯାଉ
@sabitaprusty8035
@sabitaprusty8035 3 күн бұрын
ସବୁ ଜିନିଷ ର ସ୍ବାଦ ବାହାର କରା ଯା ଉ ଛି। । କିପରି କାର୍ଯ୍ଯ କାରି କରା ଯା ଉ ଛି, ସମୟ କହିବ। ଜୟ ଜଗନ୍ନାଥ।
@benudharpatra9256
@benudharpatra9256 3 күн бұрын
🎉 ନବୀନ ପଟ୍ଟନାୟକ ଙ୍କୁ ଏ ବିଷୟରେ କିଛି ଜଣା ନ ଥିଲା ,କାରଣ ନବୀନ ନିବାସ ରେ ଖାଇ ପିଇ ଆରାମରେ ଥିଲେ ।
@baikunthabehera3971
@baikunthabehera3971 2 күн бұрын
khali aramare nunhe .charipate joni malla malla langalla hoi basuthile .
@b.kentertainment5395
@b.kentertainment5395 2 күн бұрын
Saithipain baha heleni pora​@@baikunthabehera3971
@pritampolei7087
@pritampolei7087 2 күн бұрын
Naveen Christian 400koti dei shraddha hataru banda malish khauthila
@prasantamaharana6593
@prasantamaharana6593 2 күн бұрын
👍
@sridharbarik5698
@sridharbarik5698 2 күн бұрын
ED. Lageidiantu
@jnanashreerout7685
@jnanashreerout7685 2 күн бұрын
ସଳା ଧୁରବ ସାହୁ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ। ଆଜୀବନ ଜେଲ ଦଣ୍ଡ ଦିଆଯାଉ।
@trilochanpatnaik6321
@trilochanpatnaik6321 2 күн бұрын
BJD ସରକାର ଯଦି ଆଉ ପାଞ୍ଚ ବର୍ଷ ଶାସନ କରି ଥାଆନ୍ତା ପାଣ୍ଡିଆ guidance ରେ ତେବେ ସମଗ୍ର ଓଡିଶା ପଞ୍ଚାୟତ ଠାରୁ ଆରମ୍ଭ କରି ସ୍ମାର୍ଟ ସିଟି ଓଗେର ସବୁ ବଙ୍ଗଳା ର ସୋନା ଗାଛି ହୋଇଯାଇ ଥାଆନ୍ତା। ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଓଡ଼ିଶାବାସୀ ରକ୍ଷା ପାଇଲେ।
@niranjannayak9962
@niranjannayak9962 2 күн бұрын
ରେଡ୍ କରାଯାଉ ଓ CBI ତଦନ୍ତ କରାଯାଉ ଓ ବାଲି ମାଫିଆ ପ୍ରତାପ ଦେବ ଆଳି MLA କୁ ଜେରା କରାଯାଉ
@ashokkumarpal596
@ashokkumarpal596 3 күн бұрын
କିଛି ରଖିଲେନି ,ଜଙ୍ଗଲ ଜମି ,ମସାଣି ,ସରକାରୀ ଜମି ସବୁ ମାଡ଼ିବସିଲେ .
@user-sl1rs9ij8y
@user-sl1rs9ij8y 2 күн бұрын
ଅତି ଶୀଘ୍ର ହୋଟେଲ ଭାଙ୍ଗି ଖେଳ ପଡିଆ କରନ୍ତୁ
@santoshbehera3724
@santoshbehera3724 2 күн бұрын
Plantation kara jau
@bipinimallickbipini6793
@bipinimallickbipini6793 3 күн бұрын
ଆମର. ଦେବୀ. ଏ. ବେଆନି ବିଲୀନ୍ଦିଙ୍ଗୀ. ଭଙ୍ଗା ଯାଉ.
@saradasahoo2409
@saradasahoo2409 3 күн бұрын
ବହୁତ ସୁଖରେ ଅଛରେ ବିଜେଡି ବେଧାୟକ ମାନେ
@prakashmahapatra2182
@prakashmahapatra2182 2 күн бұрын
ଏ ସବୁ ଚବିଶ ବର୍ଷ ର ନିର୍ମଳ ଶାସନ. ଲଜ୍ୟା ନାହିଁ.
@m.ranjan7320
@m.ranjan7320 3 күн бұрын
ହୋ ହୋ ବହୁତ ସୁନ୍ଦର ଖବର ଓଡ଼ିଶାର ଜନତା ଆପଣ ମାନେ ଖୁସି ତ , ରଙ୍ଗଶାଳା ଚାଲୁଅଛି କ'ଣ ବୁଝି ହେଉନି ସ୍ୱାଦ ହୋଟେଲ ରେ । ବିଜେଡି ନେତା ମନ୍ତ୍ରୀ ରଙ୍ଗଶାଳା ମଧୁଶାଳା ଖଟିଆ ସେବା ହେଉଥିଲା ବିଜେଡି ଲୋକ ଭାରି ଖୁସିରେ ଆଉ 😂😂😂😂😂😂
@user-rk2ig9zk3q
@user-rk2ig9zk3q 2 күн бұрын
ଅତି ଶୀଘ୍ର ଯାଞ୍ଚ ହଉ ଧ୍ରୁବ ସାହୁ ହୋଟେଲ
@amarbag5933
@amarbag5933 2 күн бұрын
ଘର ଦେଖାଇଲେ କିଛି ହେବନି AFR ଦିଅ
@brajakishorepadhi4022
@brajakishorepadhi4022 2 күн бұрын
ସବୁ ବିଶ୍ବସ୍ତରିୟ ମାଆ ଗିହା ନବୀନ ବିଜେଡି ଦଳ ରେ। ଯେତକ ଏମପି, ଏମଏଲ, ଚେୟାର ମେନ୍, ମୁଖମନ୍ତ୍ରୀ ନବୀନ, ବିଜେଡି ବାଚସ୍ପତି,ସବୁ ଗୁଡାକ। ମା ଗିହା କଂ ସରଦାର ଘୋଡା ଗେହି ପୁଅ ନବୀନ ପଟ୍ଟନାୟକ।
@bimbadharjena1572
@bimbadharjena1572 2 күн бұрын
କେନ୍ଦ୍ରାପଡ଼ାବାସୀ ଓ ସାରା ଓଡ଼ିଶାବାସୀ ଆମର ପ୍ରିୟ ନବୀନବାବୁଙ୍କ ସ୍ୱଚ୍ଛ ଶାସନର ନମୂନା ଦେଖନ୍ତୁ ବିଜେଡ଼ି ସରକାର ସାରା ଓଡ଼ିଶାବାସୀ ମୋ ପରିବାର କହି ଓଡ଼ିଶାବାସୀଙ୍କର କେତେ ହିତ ସାଧନ କରୁଥିଲେ ଏହା ତାର ଜ୍ୱଳନ୍ତ ଉଦାହରଣ ।
@sanjayakumargachhayat9026
@sanjayakumargachhayat9026 2 күн бұрын
ଏହି ସବୁ କାରଣରୁ ବୋଧେ ଇଶ୍ଵର ନବୀନ କୁ ପୁରାତନ କରିଦେଲେ। ପ୍ରକୃତରେ ଜଣେ ମୃତ ମଣିଷ ଥିଲା ଆମର ମୁଖ୍ୟମନ୍ତ୍ରୀ।
@ramakantadas7606
@ramakantadas7606 2 күн бұрын
ଶିଘ୍ର ସେଘରଭଙ୍ଗାଯାଉ ସେଠାକାରତହସିଲଦାରଓପୋଲିସିକୁଚାକିରିରୁବାହାରକରିଦିଆଯାଉ
@nibedanamusic7718
@nibedanamusic7718 3 күн бұрын
ତୁମେ ଯେତେ ଭୁକିଲେ କଣ ହବ ସରକାର ତ ଚୁପ୍
@ratnakarmohapatra4634
@ratnakarmohapatra4634 2 күн бұрын
Right
@RPM_Arunabh
@RPM_Arunabh 2 күн бұрын
ସରକାର ଭୁଆଁ ବୁଲାଉଛନ୍ତୁ ଜାଣିପାରୁନ କେହି . କେନ୍ଦ୍ରରେ ମୋଦୀ ଙ୍କୁ ସଂସଦ ରେ ବିରୋଧୀ କଥା କୁହାଇ ଦଉ ନାହାନ୍ତି I ଧର୍ମେନ୍ଦ୍ରଙ୍କ ଚାକିରି ଯିବା ଉପରେ 😅I ଏ ସବୁ ନିଉଜ୍ କେବଳ ଆମ ମାନଙ୍କ ଆଖିରେ ଧୂଳି ଆଉ କିଛି ନୁହେଁ | ଚକା ଆଖି ସବୁ ଦେଖୁଛି I
@prashantarana3844
@prashantarana3844 3 күн бұрын
ବାଲେଶ୍ବର ଜିଲ୍ଲା ବହାବଲ୍ ମୁହାଣ ଏବଂ ଦୁବ୍ଲାଗଡି ରେ ସରକାରୀ ଜମିରେ ବେଆଇନ ଭାବେ ତେଣ୍ଟ kemp ଗଢି ଉଠିଛି ଦେଖନ୍ତୁ ।ସେଠାରେ ବଙ୍ଗୀୟ ଯୁବକ ଏବଂ ଯୁବତୀ ମାନଙ୍କ କଳା କାରନାମା ଦେଖି ଆସନ୍ତୁ
@sabitaprusty8035
@sabitaprusty8035 3 күн бұрын
ପ୍ରେମ ନିଶା ଅଟେ ଗଭୀର ପାଣି ଲୋକ ଲୋଚନ ରେ ଏବେ ପାରିଲେ ଜାଣି। ପ ଇ ସା ଖାଇ କରିଲେ ଖୋଳ, ନୂଆ ସରକାର ପା ଇଁ ରଖିଲେ ଝୋଳ। ସବୁ କଥା ର ସମାଧାନ ଧୀରେ ଧୀରେ ସମୟ କରିବ। ଜୟ ଜଗନ୍ନାଥ।
@chandankumarnaik4456
@chandankumarnaik4456 2 күн бұрын
ପ୍ରଥମେ ନବୀନ ପଟ୍ଟନାୟକ କୁ ଆରେଷ୍ଟ କରାଯାଉ ୨୫ ବର୍ଷରେ କଣ୍ ମଦ ପିଇ କି ଶୋଇଥିଲା କି ବାଳ ମୁଖ୍ୟମନ୍ତ୍ରୀ ନବୀନ ଛି
@surenmagar9736
@surenmagar9736 2 күн бұрын
ବିଜେଡି ର ସବୁ ବିଧାୟକ କେଲେ ଙ୍କାରି
@tankadharsabar1656
@tankadharsabar1656 3 күн бұрын
ଯେତେ BJD ନେତା ଙ୍କୁ ଯାଞ୍ଚ କରନ୍ତୁ କାହିଁକି ନିଜ ର କରିଥିବା ସବୁ ଜମି ଆଉ ଘର ଦ୍ବାର dhaba and restrurant check କରନ୍ତୁ ମୋହନ sir very good rules
@arunakumarpattanayak8193
@arunakumarpattanayak8193 2 күн бұрын
କଉ ବିଧାୟକ ଉପରେ ଆକ୍ସନ ନିଆଯାଉ ନାହିଁ,ଦେଖେଇଲେ କଣ ହେବ
@biprapriya
@biprapriya 2 күн бұрын
ସର୍ବ ପ୍ରଥମେ ସେହି ଅଞ୍ଚଳ ର ସରକାରୀ ଅଧିକାରୀ ମାନଙ୍କ ବିରୁଦ୍ଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର।
@madhabanandacomedy
@madhabanandacomedy 2 күн бұрын
ହା ହା ହା ହା......ଗଲା ..ସୁର୍ଯ୍ୟ ପୁରା ଅନ୍ଧାର ହୋଇଗଲା...ସକାଳ ଆଉ ହେବନି...
@gitanjalinath3030
@gitanjalinath3030 2 күн бұрын
ନିଜ ପିତୃପୁରୁଷ ଅର୍ଜିତ ସମ୍ପତ୍ତି ଗୁଡ଼ାତ. ସବୁ ଜଙ୍ଗଲ ଗୋଚର ମାଡିବସି ନିଜ ଫାଇଦାରେ କେମିତି ବଡ଼ଲୋକ ହେବେ. ଜନତା ଗରିବ ହେଇଯାନ୍ତୁ ପଛେ ଏମାନେ କେମିତି ଖାଲି ରୋଜଗାର କରିବେ. ମୂର୍ଖ ଲୋକମାନେ ଆଙ୍କର କଣ ଦେଖି ଭୋଟ ଦେଉଛନ୍ତି ଟିକେ କହିବେ କି
@sarojinipal5098
@sarojinipal5098 2 күн бұрын
ସବୁ ବଙ୍ଗଳାକୁ ସରକାରୀକରଣ କରାଯାଉ l ଯାହା ଦେଶର କାମରେ ଲାଗୁ l
@arabindabiswal7609
@arabindabiswal7609 2 күн бұрын
ଜଲ୍ଡିଭଙ୍ଗଜଉ ସ୍ଵାଦ ନବୀନ ବାବା ଦେଇଛନ ❤ନବୀନ ବାବୁ ଗୋଟିଏ କତୁନ
@gajendrasethi8795
@gajendrasethi8795 2 күн бұрын
ଅନ୍ୟାୟ ଅନିତୀ ଯେତେବେଳେ ଶୀର୍ଷରେ ପହଂଚେ ଜଗନ୍ନାଥ ସହି ପାରନ୍ତିନି. ଚକା ଆଖି ସବୁ ଦେଖୁଛି. ସମୟ ଆସିଲେ ତାଂକର ଲୀଳା ଦେଖାଇବେ.
@ajaykumar-xt9ox
@ajaykumar-xt9ox 2 күн бұрын
Sabu jaanch heu Argus news nku bahut bahut thanks 👍
@surendrabadamundi7275
@surendrabadamundi7275 2 күн бұрын
ବିଜେଡ଼ି ର ଏମିତି କା ନେତା ମାନଙ୍କ ପାଇଁ ଏବେ ବିଜେଡ଼ି ବିରୋଧୀ ଦଳ ରେ ରହିଛି,
@somanathkhara8368
@somanathkhara8368 2 күн бұрын
ବୋଲେ ବୋଲେ ପରେ ଦ୍ରୁବଙ୍କ ହୋଟେଲ ସ୍ଵାଦ ହେଲା କେବଳ ମଦ।
@susantmalik1872
@susantmalik1872 3 күн бұрын
Hotel bhangi khela padiaa bana jau dhany bad Argus news.
@user-gj6hd9gy4q
@user-gj6hd9gy4q 3 күн бұрын
Bahut bahut bahut antarsra Dhanyabad Argus news
@rajeshbehera1785
@rajeshbehera1785 2 күн бұрын
Banda
@Arnov389
@Arnov389 2 күн бұрын
ଏଥି ପାଇଁ ୨୪ ବର୍ଷ ପରେ ବି ଓଡ଼ିଶାର ଉନ୍ନତିର ହେଇପାରି ନାହିଁ,BJD-କେଳେକାରୀNo-1
@bijaypanda1843
@bijaypanda1843 2 күн бұрын
ସବୁ ଖୋଳା ଯାଉ ଜନସାଧାରଣ ଜାଣିବା ଦରକାର 🙏ଜୟ ଜଗନ୍ନାଥ
@pratisekdash4461
@pratisekdash4461 2 күн бұрын
Jay Jagannath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🌻🌻💞💞💞🌹🌹🌹🌹🌹🌹🌹🌹🌹
@harekrushnabehera3138
@harekrushnabehera3138 2 күн бұрын
BJD Jindabad.ଆମ ଓଡ଼ିଶା ନବୀନ ଓଡ଼ିଶା । ନେତା ହେବା ଏମିତି ।
@user-rk2ig9zk3q
@user-rk2ig9zk3q 2 күн бұрын
ଧ୍ରୁବ ସାହୁ ହୋଟେଲ ଶୀଘ୍ର ସିଲି ହଉ ନ ହେଲେ ସବୁ ଜିଁସ ବୋହିନେଇଯିବ
@rabiparida9482
@rabiparida9482 2 күн бұрын
ଆଗେ ସେ ଅଂଚଳ ର ଜଂଗଲ ବିଭାଗର ଅଫିସର ମାନଂକୁ ଗିରଫ କରାଯାଉ ଦେଖି ବେ କେତେ କେତେ ବଡ ବାବୁ ସାମ୍ନା କୁ ଆସିବେ। ଯଦି କିଏ ଶୁଆ ପକ୍ଷୀ ଟିଏ ପାଳିଲା ଜଂଗଲ ବିଭାଗ ତା ଘରେ ପଶିବାକୁ ଦୁଇ ମିନିଟ୍ ଲାଗୁଛି ଏ ବେଳକୁ--------
@manojjena2579
@manojjena2579 2 күн бұрын
ଆଗରୁ କିଛି ହେଉନଥିଲା ଏବେ କାହା ଘର କାହା ଢ଼ାବା ସବୁ ସେଇ ଭଙ୍ଗା ଭଙ୍ଗୀ ବହୁତ୍ ହେଉଛି 😅
@trilochansi7852
@trilochansi7852 2 күн бұрын
ସେଇଥିପାଇଁ ଅର୍ଚ୍ଚନା ନାଗ୍ ଘଟଣା ଏବେ ଚୁପ୍ ରହିଛି !!!
@prakashpaikaray9051
@prakashpaikaray9051 2 күн бұрын
ବାବା ମାନଙ୍କ କେଳେଙ୍କରି ପରେ ନେତାଙ୍କ କେଳେଙ୍କାରି l ଧନ୍ୟ BJD
@ranjayarout4523
@ranjayarout4523 3 күн бұрын
Jay Shree Ram Jay Shree Ram Jay Shree Ram Jay hind
@minutesaboutShantikunjbyDSLenk
@minutesaboutShantikunjbyDSLenk 2 күн бұрын
ସବୁ ପୂର୍ଵ ବିଧାୟକ କୁ ଧରନ୍ତୁ..
@premchandmahanta9398
@premchandmahanta9398 2 күн бұрын
ଓଡିଶାରେ ବିଜେଡି ନେତା ଓ ମନ୍ତ୍ରି 5ଟି ର ବିକାଶ ସାଧାରଣ ଲୋକ ପାଇ ଖାଲି ଭୋଟ ସମୟରେ ଲଲି ପଫ୍
@pintukhuntiakattarhindurss3697
@pintukhuntiakattarhindurss3697 3 күн бұрын
Rajanghar lokanka ku letiki .... dhruv crorepati
@bhabanemallick1801
@bhabanemallick1801 2 күн бұрын
Thanks. To. Argus
@chittasahoo3236
@chittasahoo3236 2 күн бұрын
ନବୀନ ସବୁ ଜାଣି ଥିଲା ସେ ଓଡ଼ିଆ ଙ୍କୁ ବରବାଦ କରିବାକୁ ଯୋଜନା ରହିଥିଲା ଯାହା ନବୀନା ହାରିବା ପରେ ସବୁ ସାମ୍ନା କୁ ଆସିଲା ଆପଣ ମାନେ ଖୁସିତ
@sanu3983
@sanu3983 2 күн бұрын
ନବୀନ ପଟ୍ଟନାୟକ ଓ ସମସ୍ତ BJD ନେତାମାନେ ସବୁ ପରମ ମାଗିହା ସବୁ BJD ମାଗିହେ ଜେଲରେ ସଢିବେ
@user-fq5gb9ep9e
@user-fq5gb9ep9e 2 күн бұрын
ସବୁଆଡେ B J D ଦଳ ଏୟା କରି ଛନ୍ତି ।
@prananathpati9976
@prananathpati9976 2 күн бұрын
ମୋହନ ମାଝି ଚୁପ୍ ରହିବାର କାରଣ କଣ? ମୋଦି ଅଟକେଇ ରଖିଛି କି? ତଦନ୍ତ କାହିଁକି ହେଉନି? ସମୟ ଗଡେଇବାର କାରଣ କଣ?
@BalaramPradhan-wr4eu
@BalaramPradhan-wr4eu 2 күн бұрын
ବେଡ଼ା ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ,
@suryanarayansahu5375
@suryanarayansahu5375 2 күн бұрын
MLA MP Minister ନଜାଣି କିଛି ହୁଏନାହିଁ।ଜୟ ଭାରତ ମାତା।
@abhimanyurout4574
@abhimanyurout4574 2 күн бұрын
ଏମାନଙ୍କ ଉପରେ,କଡ଼ା ପଦେଖେପ,ନିଆଯାଉନି,ନହେଲେ,ସେମାନେ,କିପରି,ସେଘରୁ,ଜିନିଷ, ହଟାଇନେଉଛନ୍ତି,ପ୍ରମାଣ,ତଥ୍ୟ,ସୂନ୍ୟହେଉଛି,ସରକାର,କଣକରୁଛି
@SasmitaMalik-zl8rv
@SasmitaMalik-zl8rv 2 күн бұрын
ଧୂର୍ଵ ତ ଖାଲି ନୂଆ ନୂଆ ସ୍ତ୍ରୀ ମାନଙ୍କୁ ନେଇ ରାତି କାଟୁଥିଲା ବେଆଇନି କାର୍ଯ୍ୟ n କରିଥିଲେ ଟଙ୍କା କଉଠୁ ଆଣି ଦେଇଥାନ୍ତା ସେ ତରୁଣୀ ମାନଙ୍କୁ ଛି ତାକୁ ପୁଣି ଲୋକ ମାନେ ଜିତାଇଛନ୍ତି ଲଜ୍ୟା କର କଥା
@satyachayaentertanment1870
@satyachayaentertanment1870 2 күн бұрын
ଏଇ ରିପୋର୍ଟଏର ମାନଙ୍କୁ କିଛି ଦେଖାଯାଉନି ଲୋକେ ଭୋକ ଉପାସ ରେ ମଲେଣି ଭତ୍ତା ଟଙ୍କା ବଢ଼ୁନି କାହିଁକି ସେଇଟା ଦେଖାଉନ ଏ ରିପୋର୍ଟର ବହୁତ ଖଟିଆ ସେବା କରିଛି ଲାଗୁଛି
@debendranarayandash9040
@debendranarayandash9040 2 күн бұрын
ଏ ହେଉଛି ନବୀନ ଓଡିଶା ବଲ୍ଲେ ବଲ୍ଲେ ବିଜେଡି ବଲ୍ଲେ ନବୀନ ବଲ୍ଲେ ବଲ୍ଲେ ବିଜୁ ବାବୁଙ୍କ ଅଯୋଗ୍ୟ ସନ୍ତାନ ନବୀନ ବଲ୍ଲେ ବଲ୍ଲେ
@suryanarayansahu5375
@suryanarayansahu5375 2 күн бұрын
ଏପରି ଆହୁରି ଦେଖନ୍ତୁ ଜ୍ଞାନମଣ୍ଡଳ ପ୍ରସ୍ତୁତି ବିଧି ଗୋପନୀୟ ତଥ୍ୟ।
@pramodbisoyi3332
@pramodbisoyi3332 2 күн бұрын
ମାନ୍ୟବର ମୋହନ ମାଝୀ...... ଏ ସବୁ ଗେଣ୍ଡା ମାନଙ୍କୁ ଜେଲରେ ଭର୍ତ୍ତି କାରନ୍ତୁ 🙏
@laduliparida
@laduliparida 2 күн бұрын
ଆମ ଓଡ଼ିଶା ନବୀନ ଓଡ଼ିଶା, କୁଆଡେ ଗଲେ ନମ୍ବର 1ମୁଖ୍ୟମନ୍ତ୍ରୀ, ଜଙ୍ଗଲ ଖଣି ସବୁ ଖାଇ ନମ୍ବର 1
@bipinbiharinayak5973
@bipinbiharinayak5973 3 күн бұрын
B D O involved please arrest first bdo
@kunimallick6543
@kunimallick6543 2 күн бұрын
St /sc କୁ ଜଙ୍ଗଲ ଜମି ଦିଆ ଯାଉନାହିଁ। MLA ମାନକୁ ଦିଆ ଯାଇଛି ।ତୁରନ୍ତ ଦୃବ ବାବୁ ଙ୍କୁ ହଟାନ୍ତୁ ।
@bibhutidipa
@bibhutidipa 3 күн бұрын
Sab vyakti mein nyaay chahie❤
@Shibacharan4052
@Shibacharan4052 2 күн бұрын
KAJAL PANDA ଏସବୁ କଣ କିଛି କୁହ?
@user-kl3ud7wj1i
@user-kl3ud7wj1i 3 күн бұрын
ମୁଁ। ସବୁ ବବେଳେ argush time କୁ ଧନ୍ୟବାଦ ଦେବୀ perfect news ଦେଇ ଥିବାରୁ।but କିଛି ନେତା ଏବେ ବି ଅଚନ୍ତି ତାଙ୍କୁ ଫୋକାସ କର। ଆଉ ଗୋଟେ କଥା କହିବି ତମେ ଯଦି ପ୍ରକୃତରେ ଲୋକଙ୍କ ମନକଥା ବୁଝୁଛ । ତେବେ ଗୋଟେ କଥା କହିବି ତାକୁ ଫୋକୋଷ କରିବ। Bjp,bjd,con ଯିଏ ବି ହଉ ସବୁବେଳେ ଘୋଟଲା କରୁ ଛନ୍ତି। ଯାହାର ବିଜୁ ପକ୍କାଘର,କି ପ୍ରଧାନମନ୍ତ୍ରୀ ଆବାସ,ଇନ୍ଦ୍ରଆବାସା ହଉ ସରପଞ୍ଚ ,ବିଡିଓ 20000ନଉଛନ୍ତି କାହିଁକି,? ପ୍ରତି ଟି ଘରେ ତର୍ଜମା କର। ମୁଁ ନିଜେ ଦେଇଛି ।ମୋ ନାଁ ମନୋରଞ୍ଜନ ରାଉତ । ଅଟ -anjira Po-olhana Block -kanasha Dist -puri Pin-752019 Dau ଅଛି ରେକର୍ଡ କର
@suryanarayansahu5375
@suryanarayansahu5375 2 күн бұрын
ସରକାର କ'ଣ ମନ ଇଛା କରିବେ। ସେଥିପାଇଁ ଭୋଟ ହାତେଇବା ପାଇଁ ବେସରକାରୀ କାର୍ଯ୍ୟା କରିବେ। ଏହା କ'ଣ ସମାଜର ଉନ୍ନତି କରାଯାଉଛି। ଆରେ ଭାଇ ଏହା ଗଣତନ୍ତ୍ରର କଣ୍ଠରୋଧ କରି। ବାପାର ସଂପତ୍ତି --------?
@TapanroseBTR
@TapanroseBTR 2 күн бұрын
ଅରୁଣ ସାହୁ କଥା ଟିକେ କୁହ....
@minutesaboutShantikunjbyDSLenk
@minutesaboutShantikunjbyDSLenk 2 күн бұрын
Building ଭାଙ୍ଗି ନ ଦେଇ ଅନାଥ ଆ ଶ୍ର ମ କରନ୍ତୁ
@debasismohanty1988
@debasismohanty1988 2 күн бұрын
Forest department ku socuse notice magajau. Eviction emidiately karajau😊😊
@rabindrakumarsahu8649
@rabindrakumarsahu8649 2 күн бұрын
Request reporter to make interview with Ex C.M and answer to aware to public
@kshirodkumarbehera5105
@kshirodkumarbehera5105 2 күн бұрын
ଧ୍ରୁବ ଭଳି ପଚିଶ ବର୍ଷ ରେ ଓଡ଼ିଶା ଖୋଳ ତାଡ଼ ହେଲେ ଅନେକ ଧ୍ରୁବ ବାହାରକୁ ଆସିପାରିବେ।
@jayanarayanpadhan3384
@jayanarayanpadhan3384 3 күн бұрын
Naveen bhabamurti dekhai pacha pate Rakshyash chela. Wa re Odisha
@bhubanewardharua9631
@bhubanewardharua9631 2 күн бұрын
ସୁନ୍ଦର ପଦକ୍ଷେପ l
@prajnangaming9671
@prajnangaming9671 3 күн бұрын
Time heals the injuries. Absolute power paves the way to absolute corruption.
@rabindranathmaharana334
@rabindranathmaharana334 2 күн бұрын
ଅଧର୍ମ ବିତ ବଢ଼େ ବହୁତ ଗଲା ବେଳେ ଯାଏ ମୂଳ ସହିତ l😂
@niranjanmaity8227
@niranjanmaity8227 2 күн бұрын
ସବୁ ଶଳା ଚିଟଫଣ୍ଡ ଟଙ୍କା ର ଖେଳ....
@nababarika4028
@nababarika4028 3 күн бұрын
Inquiry should be made by concern authorities District administrators and Forest department
@rabindrakumarsahu8649
@rabindrakumarsahu8649 2 күн бұрын
Curpit should be punished after proper enquiry
@manojkumarsahoo4502
@manojkumarsahoo4502 2 күн бұрын
Thank you Argus news 🙏
@user-lc3bh2dn7c
@user-lc3bh2dn7c 2 күн бұрын
ଆହୁରି ଅଛି ଜଙ୍ଗଲ ଜମି ରେ ବଡ଼ ବଡ଼ କୋଠା ଯାଜପୁର
@ajitkumar332
@ajitkumar332 2 күн бұрын
ଶଳା ସାରଥୀ ଠାରୁ ବି ବଳି ଗଲ
@chhabindramansingh73
@chhabindramansingh73 2 күн бұрын
କଣ ପ୍ରଥମେ ଯାଜପୁର ଧର୍ମ ଶାଳାରୁ ଆରମ୍ଭ ହୋଇ, କଟକ ଦେଇ ଗଞ୍ଜାମ ଗଜପତି ଦେଇ ସାରା ଓଡିଶା ଵ୍ୟାପୀବକି, ଵଲେ ଵଲେ
@raghunathsahoo3490
@raghunathsahoo3490 Күн бұрын
ସେତେ ବେଳେ ଯୋଉଆଫିସାର ଥିଲେ ତାଙ୍କୁ ଆଗେ ଧର
@BiswanataBarik
@BiswanataBarik 2 күн бұрын
ED କୁ ଦିଆଯାଉ 😂😂😂😂😂
@sonusudam1546
@sonusudam1546 2 күн бұрын
ସବୁ ମୂର୍ଖ ଲୋକ କୁଆଡେ ଗଲେ ନବୀନ କୁ no1 ମୂର୍ଖ ମନ୍ତ୍ରୀ ବୋଲାଉଥିବା
@advditaribiswal2646
@advditaribiswal2646 2 күн бұрын
Argus tv is the only to bring the real facts about the culprit.
@nirmalkumarbehuria6411
@nirmalkumarbehuria6411 2 күн бұрын
ଖଜୁରୀ ଗଛ BJD ଦଳ ର କି ଗୁଣ ଗାଇବୁ ମୂଳରୁ ପାହାଚ ପାହାଚ ସବୁ ଖାଇ ଖୋଳ କରି ଅଠା ବଳିବା ଟା ସହଜ
@jaydhanraj8864
@jaydhanraj8864 2 күн бұрын
ସରକାର କଣ କିଛି କରି ପାରୁ ନାହାନ୍ତି ??? ତ ପାୱାର ରେ ଥାଇ କି ମୂଲ୍ୟ ???
@SWAINSAMIRRANJAN
@SWAINSAMIRRANJAN 2 күн бұрын
Like King and like subject।
@hemsagarsahu4412
@hemsagarsahu4412 2 күн бұрын
ନବୀନ ପଟ୍ଟନାୟକ ମଦ ପିଇ ଶୋଇଥିଲା,ପାଣ୍ଡିଆନସ୍ବାଦ ଢାଵାରେ ଖାଉଥିଲା,ଅଫିସରମାନେ ଭୟ କରୁଥିଲେ, ସେଥିପାଇଁ ଏକ୍ସନ୍ ନେଲେ ନାହିଁ ।
@ashokkumarbhuyan3937
@ashokkumarbhuyan3937 2 күн бұрын
କି ଗୁଣ ଗାଇବି ଖଜୁରୀ ଗଛ ର ମୂଳରୁ ପାହାଚ ପାହାଚ,କଣ ହେଉଛି ଜନତା ଦେଖୁଛନ୍ତି
@deviprasadmishra6563
@deviprasadmishra6563 2 күн бұрын
ତଦନ୍ତ କରାଗଲେ ଗତ 24 ବର୍ଷ ମଧ୍ୟରେ ଶହ ଶହ ବେଆଇନ କାର୍ଯ୍ୟକରାଯାଇ ଏଭଳି ଘୃଣ୍ୟ କାର୍ଯ୍ୟ ନିମନ୍ତେ ବେଆଇନ କାର୍ଯ୍ୟ କରାଯାଇଛି। ସମସ୍ତ ବିଜେଡି ନେତାଙ୍କୁ ତଦନ୍ତ କରାଗଲେ ବହୁ ତଥ୍ୟ ସାମ୍ନାକୁ ଆସିବ
My little bro is funny😁  @artur-boy
00:18
Andrey Grechka
Рет қаралды 13 МЛН
Always be more smart #shorts
00:32
Jin and Hattie
Рет қаралды 44 МЛН
LOVE LETTER - POPPY PLAYTIME CHAPTER 3 | GH'S ANIMATION
00:15
Is Pandian Involved In Mines Scam ? | Nirbhay Gumara Katha
27:19
My little bro is funny😁  @artur-boy
00:18
Andrey Grechka
Рет қаралды 13 МЛН