ବାସି ଫୁଲ || Tele Serial "Basi Phula" II Odia Story II Moral Story

  Рет қаралды 1,294,341

DD ODIA

DD ODIA

Жыл бұрын

Пікірлер: 936
@rajeshranjannayak3354
@rajeshranjannayak3354 Жыл бұрын
ଏହି ଭିଡ଼ିଓ ଟି ଦେଖି ସାରିଲା ପରେ ଆଖିରୁ ଝରିଆସିଲା କିଛି ପିଲାଦିନର ସ୍ମୃତି.... ଛାତିର ସେ ଅକୁହା କୋହ ସତେ ଯେପରି ଆଜି ବି ଖୋଜିବୁଲୁଚି "ବିସିଆ" କୁ..........😭😭😭
@satyapriyasahoo5
@satyapriyasahoo5 Жыл бұрын
ବହୁତ ସୁନ୍ଦର ଗଳ୍ପ ଟିଏ ଏଇ ଗଳ୍ପ ଟିକୁ ମୁଁ ମନେ ମନେ ବହୁତ ଦିନରୁ ଖୋଜୁଥିଲି ଧନ୍ୟବାଦ ଦୂରଦର୍ଶନ ଓଡ଼ିଆ ଏଇ ଗଳ୍ପ ଟିକୁ ଅପ୍ଲୋଡ କରି ଥିବାରୁ
@guruprasaddash9982
@guruprasaddash9982 Жыл бұрын
ବିଶିଆ ଚରିତ୍ର ରେ ଅଭିନୟ କରିଥିବା ପିଲାଟି ର ବର୍ତ୍ତମାନ ସାକ୍ଷାତକାର ନିଅନ୍ତୁ, ଏବେ ସିଏ କୋଉଠି ଆଉ kn କରୁଛନ୍ତି।
@sipunkumarsahoo6505
@sipunkumarsahoo6505 Жыл бұрын
ଆଜି ମୁଁ କେଡେ ଖୁସି ତାହା ମୁଁ ଶବ୍ଦରେ ପ୍ରକାଶ କରିପାରିବିନି। ଛୋଟବେଳେ କଳାଧଳା ଟିଭି ରେ ଏହାକୁ ମୁଁ ଦେଖିବାର ସୁଯୋଗ ପାଇଥିଲି । ସେହି ଦିନରୁ ଏହା ମୋର ସ୍ମୃତିପଟ୍ଟରେ ଉଜ୍ଜୀବିତ ଥିଲା। କେତେଦିନ କେତେଥର ମୁଁ ଏହି କାହାଣୀକୁ ନ ଖୋଜିଛି! ଶେଷରେ ଏହି ପ୍ରତୀକ୍ଷିତ ସମୟର ଅନ୍ତ ଘଟିଲା। କାହାପାଇଁ ବସିଫୁଲ କେତେ ଗୁରୁତ୍ୱ ରଖେ ସେକଥା ମୁଁ ଜାଣେନି ସତ କିନ୍ତୁ ଏହି କାହାଣୀ ସହିତ ଯେ କେବଳ ଏକ କାହାଣୀ ଜଡ଼ିତ ତାହା ମୁଁ କେବେ ଅନୁଭବ କରିନି କାରଣ ଏହି କାହାଣୀ ସହିତ ମୋ ପିଲାଦିନର ସେହି ଚିର ସବୁଜସ୍ମୃତି ସଂଶ୍ଳିଷ୍ଟ ଯାହା ତଥାକଥିତ ଧନଦୌଲତ ଠୁ ବି ଯଥେଷ୍ଟ ଅଧିକ।🥺🥺🥺
@sonali8246
@sonali8246 Жыл бұрын
ପୁରୁଣା କାହାଣୀ କେବେ ଭୁଲି ହୁଏନି ବହୁତ ଧନ୍ୟବାଦ ଦୂରଦର୍ଶନ ଚ୍ୟାନେଲ୍🙏🙏🙏🙏🙏❤❤❤❤❤old is always gold👍👍👍👍👍
@adityaanandasahu7951
@adityaanandasahu7951 Жыл бұрын
ବହୁତ୍ ସୁନ୍ଦର୍ କାହାଣୀ ।ସେ ସମୟର music ଏବେ ଆଉ ନାହିଁ ହସ ଲାଗୁ ନ ଥିଲେ ବି ହସେ କାନ୍ଦ କଣ ବୋଲିଁ ନ ଜାଣିବା ବୟସରେ ବି ଆଖିରୁ ଲୁହ ଚାଲିଆସୁଥିଲା କୁଆଡେ ଗଲା ସେ ଦିନ କି ସେ ଦୁଃଖ ପୂର୍ଣ୍ଣ ,ହସ ଖୁସି ମୁହୂର୍ତ୍ତ ଆଜି ବି ସେ କଥା ମନେ ପଡେ।ଆଜି ବି ଏ କାହାଣୀ ଭିତରେ ନିଜକୁ ବିଶିଆ ବୋଲି ମନେ ହୁଏ କିନ୍ତୁ ....... .
@tophanbiswal
@tophanbiswal Жыл бұрын
ହେ ମୋର ଆଉ ଓଡ଼ିଶା ବାସୀଙ୍କ ର ପ୍ରିୟ Channel DD Odia, ଆପଣ ଙ୍କୁ ବିନୀତ ଅନୁରୋଧ କରେକି , ବାସି ଫୁଲ ର ଦ୍ଵିତୀୟ ପର୍ଯ୍ୟାୟ ଥିଲେ ଯଥା ଶୀଘ୍ର ପରି ପ୍ରକାସ କର । ଧନ୍ୟବାଦ, ବହୁତ୍ ଭଲ ଲାଗିଲା ଆଉ ଆଖିରୁ ଲୁହ ଝରି ପଡ଼ିଲା , ଅତ୍ୟନ୍ତ ମନୋହର ଦୃଶ୍ୟ ।
@rameshsahu6946
@rameshsahu6946 Жыл бұрын
ବହୁତ ଦିନରୁ ମୁ ଏ ଭିଡ଼ିଓ କୁ ଖୋଜୁୁ ଥିଲି ଏବେ ମିଳିଗଲା
@manoranjansahoo9732
@manoranjansahoo9732 Жыл бұрын
ମାଉଁସ ବୋଲି ଗୋଟେ ଅଛି ତାକୁ ପ୍ରସାରିତ କରନ୍ତୁ।
@bhabanisankarjena216
@bhabanisankarjena216 Жыл бұрын
ଜାହାହେଉ ବହୁତ ଦିନ ପରେ ଏହି ଗଳ୍ପ ଟି ଦେଖି ଵାକୁ ମିଳିଲା, ଦୂରଦର୍ଶନରେ ଏହାକୁ ମୁଁ ପିଲାଦିନେ ଦେଖିଥିଲି, ଆଜି ମୁଁ ବହୁତ ଖୁସି ଅନୁଭବ କଲି
@basudevbehera9229
@basudevbehera9229 Жыл бұрын
ଛୋଟ ବେଳେ ଦୂରଦର୍ଶନ ଦେଖିକି ବଡ଼ ହେଇଛି। ଆଜି ଜୀବନର ଏକ ଅନ୍ୟପାର୍ଶ୍ଵ ରେ ଥାଇ ଦେଖୁଛି ସେଇ ଛୋଟ ବେଳର ଜୀବନ ହି ଶ୍ରେଷ୍ଠ ଥିଲା
@nitinkumarsingh191
@nitinkumarsingh191 Жыл бұрын
ଅତୀତ ଏମିତି ଏକ ଫୁଲ ଟିଏ ,,
@amagkqna8212
@amagkqna8212 Жыл бұрын
ଏଇ comment ଟି ଯିଏ ବି ପଢୁଛନ୍ତି , ହେ ଭଗବାନ ଆପଣ ତାଙ୍କୁ ଆଉ ତାଙ୍କ ପରିବାରକୁ ଆଶୀର୍ବାଦ କରନ୍ତୁ, ଜୀବନରେ ସୁଖରେ ଆଉ ଭଲରେ ରୁହନ୍ତୁ🙏🙏
@kalandigochhayat8100
@kalandigochhayat8100 Жыл бұрын
ସୁନ୍ଦର ଚରିତ୍ର ଅଭିନୟ କରିଥିବା ସେହି ଶିଶୁ କଳାକାର,....
@rajeshkumarrath5020
@rajeshkumarrath5020 Жыл бұрын
ଏହି ଘଟଣା ଟି ବହୁତ ମାର୍ମିକ ଭାବରେ ଗ୍ରହଣ କରିଛି କାରଣ ଏହା ଏକ ଘଟଣା ନୁହଁ ଏହା ଅତୀତ ର କରାଳ ମାୟାରେ ବିଭୀଷିକା ସଦୃଶ ବହ୍ନି ପରି ମୋ ଜୀବନରେ ଖେଳେଇ ଯାଇଛି... ସତରେ ଏହା ଭୁଲିବା କଷ୍ଟକର।
@migrantramrasmilifestyle
@migrantramrasmilifestyle Жыл бұрын
ପିଲା ଦିନର ସ୍ମୃତି ଏଇ serial ରେ ଦେଖା ଯାଉଛି ଆଖି କୁ 😰😰😭 ସେ ବୟସ ସତରେ ଏତେ ଶୀଘ୍ର ସରିଗଲା
@ashutoshmohapatra3892
@ashutoshmohapatra3892 Жыл бұрын
This episode was really a masterpiece because it made our childhood great.ଏହି ଧାରାବାହିକ ଦେଖି ପିଲାବେଳ କଥା ମନେ ପଡୁଛି।😭😭
@jayadevpradhan9317
@jayadevpradhan9317 Жыл бұрын
ଅତି ସୁନ୍ଦର କାହାଣୀ ଅପଲୋଡ଼ କରିଥିବାରୁ ହୃଦୟରୁ ଧନ୍ୟବାଦ
@pravanjandash3991
@pravanjandash3991 Жыл бұрын
ହୃଦୟରୁ ନିବୃତ୍ତ କୋଣରୁ dd odia କୁ ଅଶେଷ ଧନ୍ୟବାଦ। I LOVE DD ODIA ❤️❤️❤️❤️🙏🙏
@maheshk5258
@maheshk5258 Жыл бұрын
ଏ ଭିଡିଓ କୁ ଦେଖି ଆମ ଘର ର ପୁରୁଣା TV ମନେ ପଡିଗଲା...ଆଉ ପିଲା ଦିନର ସ୍ମୃତି ବି....
КАРМАНЧИК 2 СЕЗОН 7 СЕРИЯ ФИНАЛ
21:37
Inter Production
Рет қаралды 549 М.
Happy 4th of July 😂
00:12
Pink Shirt Girl
Рет қаралды 61 МЛН
- А что в креме? - Это кАкАооо! #КондитерДети
00:24
Телеканал ПЯТНИЦА
Рет қаралды 7 МЛН
Trump Picks JD Vance as VP // Amit Mishra comments on Gill
21:10
OdiaTechBulletin
Рет қаралды 50 М.
odia jatra badnam gali ra jhia(ବଦନାମ ଗଳି ର ଝିଅ)part-3
1:22:25
КАРМАНЧИК 2 СЕЗОН 7 СЕРИЯ ФИНАЛ
21:37
Inter Production
Рет қаралды 549 М.