HAAUAN, ହାଉଁଆ, ଓଡ଼ିଆ ଟେଲିଫିଲ୍ମ, Beautiful Odia Story,

  Рет қаралды 562,210

DD ODIA

DD ODIA

3 жыл бұрын

#Haauan,ହାଉଁଆ, Beautiful Odia Story,
#odiaTelefilmHaauan
#ddodiaTelefilmHaauan
#TelefilmHaauan

Пікірлер: 632
@rdas78
@rdas78 4 ай бұрын
2024 ରେ କୋଉ କୋଉ ମାନେ ଦେଖୁଛନ୍ତି... ଭାଇ ଓ ଭଉଣୀ ମାନେ
@prasantapanda1703
@prasantapanda1703 2 жыл бұрын
ଅତି ସାଙ୍ଘାତିକ ଅଭିନୟ, ୟାଙ୍କ ଠୁ ଶିଖ ଅଭିନୟ, ରଜ ସୁନ୍ଦରୀ ଆଉ ରଜ ସୁନ୍ଦରୀ ର ଜଜ ମାଗିହେ ମାନେ
@sanjaykumarrout400
@sanjaykumarrout400 2 жыл бұрын
Sat Katha
@Onlylipun
@Onlylipun 2 жыл бұрын
Hqrd heigala bhaina😁
@sanjaykumarrout400
@sanjaykumarrout400 2 жыл бұрын
ହେତାକୁ ଟିକେ ହାର୍ଡ ଦରକାର
@makuphd1010
@makuphd1010 11 ай бұрын
Right
@sunilkumardash8773
@sunilkumardash8773 5 ай бұрын
😂😂 ଠିକ
@saiprafulla3663
@saiprafulla3663 Жыл бұрын
ସତରେ କେତେ ସୁନ୍ଦର ଥିଲା ସେଦିନର ମୋ ଉଡିଶା ହେଲେ ଆଜିର ନିର୍ଦ୍ଦେଶକ ମାନଙ୍କୁ ପ୍ରେମ କାହାଣୀ ଆଉ ଘର ଭଙ୍ଗା ସିରିଏଲ ଛଡା କିଛି କାହାଣୀ ହିଁ ମିଳୁନାହଁ
@niharkantabehera9776
@niharkantabehera9776 5 ай бұрын
Satare
@ranjansundaray649
@ranjansundaray649 3 жыл бұрын
ଡି ଡି ଓଡ଼ିଆ ଚାନେଲ କୁ ଧନ୍ୟବାଦ୍।କାହିଁକି ନା ଏମିତି ସବୁ ପୁରୁଣା ଶିରିଆଲ୍ ଅପଲୋଡ଼ କରି ଆମର ପୁରୁଣା ସ୍ମୃତି କୁ ମନେ ପକେଇ ଦେଇଛନ୍ତି। ସେଥିପାଇଁ ବହୁତ୍ ବହୁତ୍ ଧନ୍ୟବାଦ୍।
@ABINASHCREATION
@ABINASHCREATION 3 жыл бұрын
Ama tv re ki6i alag channel recharge hueni only cricket au dd odia free boli... Ame aji b rati 10 re dokan ru ghrku gale ddodia lagei 12 jaen dekhu ooo ki shanti
@subhampatel7903
@subhampatel7903 3 жыл бұрын
Nice
@prasantnayak4250
@prasantnayak4250 3 жыл бұрын
MO tarafar ru b
@EOfun124
@EOfun124 3 жыл бұрын
Hrudaya sparsi
@prafullapatel3697
@prafullapatel3697 3 жыл бұрын
L
@hszoneff3871
@hszoneff3871 2 жыл бұрын
ଏଭଳି ସୁଯୋଗ ଏ ଜନ୍ମ ରେ ଆଉ ଆସିବନି ହୃଦୟ କୁ ଛୁଇଁଲା ପରି ବିଷୟ 😭😭😭
@giridharisahoo1411
@giridharisahoo1411 3 жыл бұрын
ଆଜିକାଲି ଆଉ ଏପରି କାହାଣୀ କାଇଁ ?? 🥺🥺 ବହୁତ୍ ଖୁସି ଲାଗିଲା ଦେଖିକି।। ପିଲାଦିନ କଥା ମନେ ପଡିଗଲା 🥺🥺🥺 ବହୁତ୍ ବହୁତ୍ ଧନ୍ୟବାଦ୍ upload କରି ଥିବାରୁ 🙏🙏👍👍please upload all the episodes 🙏👍
@badaamajatrakathaa6385
@badaamajatrakathaa6385 3 жыл бұрын
Very good video satyam sivam sundaram
@saratchandrabaliarsingh6452
@saratchandrabaliarsingh6452 3 жыл бұрын
Good replay
@ABINASHCREATION
@ABINASHCREATION 3 жыл бұрын
ହାଉଁଆ ଭଳିଆ ବହୁତ ଲୋକ ଆମ ସାମାଜ ରେ ଅଛନ୍ତି... ସମସ୍ତଙ୍କ ଭିତରେ ଭାଗବାନ ଅଛନ୍ତି.. ଆଉ ଆମେ ସମସ୍ତେ ସମସ୍ତଙ୍କୁ ସମାନ ଭଳିଆ ଦେଖିବା ଦରକାର... ସେମାନେ ବି ଭଲପାଇବା ଖୋଜନ୍ତି
@dhaneswarajena4539
@dhaneswarajena4539 2 жыл бұрын
You are right bro 🙏
@officialsurya.s6946
@officialsurya.s6946 2 жыл бұрын
ସତ କହିଲ ଭାଇ 🙏🙏🙏
@thelife3553
@thelife3553 3 жыл бұрын
ଏହା ଏକ ହୃଦୟସ୍ପର୍ଶୀ କାହାଣୀ । ହାଉଁଆ ଚାରିତ୍ରଟି ଆମକୁ ମାନବତାର ପାଠ ପଢ଼ାଇ ଚାଲିଗଲା।ଏମିତି ସବୁ ହାଉଁଆଙ୍କୁ ହୃଦୟରୁ ଟିକିଏ ଭଲ ପାଆନ୍ତୁ। ଜୟ ମଣିଷ , ଜୟ ଜୀବନ
@rasmiranjan7078
@rasmiranjan7078 Жыл бұрын
ଖୁବ୍ ସୁନ୍ଦର... ହ୍ରୁଦୟ ଛୁଆଁ ଲେଖା ଜେଉଁ ଭଳି.. ଅଭିନୟ ମଧ୍ୟ ଖୁବ୍ ସରଳ...ଖୁବ୍ ନିଛକ୍ ଚରିତ୍ର ସବୁ।ମନେ ପଡିଗଲା ସେହି ପିଲାଦିନ ସବୁ ..କେତେ ସୁନ୍ଦର ଆମ ଓଡ଼ିଆ ଭାଷା ଆମ ପରମ୍ପରା ଆମ ଇତିହାସ ଆମ ଓଡ଼ିଆ ଚଳଚ୍ଚିତ୍ର..ସେହି ଦିଗବିଜୟୀ କଳାକାର ମାନେ ଆଉ ନାହାନ୍ତି ସତ କିନ୍ତୁ ଯେଉ ସବୁ କୀର୍ତ୍ତି ମାନ ଚ୍ଛାଡି ଯାଇଛନ୍ତି ଆଜି ଭି ଅପୂର୍ବ ଅମର ଅଜୟ...... ❤️❤️🙏🙏😭😭
@Iwantpeace-bc1vi
@Iwantpeace-bc1vi 3 жыл бұрын
Oscar award is nothing .This Noble Story deserves more than OSCAR.
@pravashkumarsahoo5900
@pravashkumarsahoo5900 3 жыл бұрын
Right
@poonamdas4072
@poonamdas4072 2 жыл бұрын
👍
@bubu5975
@bubu5975 2 жыл бұрын
Oscar bi kam padijiba bhai
@MaheswarBehera-mx5mg
@MaheswarBehera-mx5mg Жыл бұрын
Very good story 🥰🥰🥰❤❤❤
@jitprakash3514
@jitprakash3514 Жыл бұрын
100%✓
@odia_pila_creation
@odia_pila_creation 3 жыл бұрын
ସୁନ୍ଦର କାହାଣୀ ସହ ସୁନ୍ଦର ଚରିତ୍ର ,dd ଓଡ଼ିଆ କୁ ଧନ୍ୟଵାଦ, ଏପରି ଅଭିନୟ କରୁଥିବା ବ୍ୟକ୍ତିତ୍ୱ ଏବେ ବିରଳ।
@anjaneyamohapatra9124
@anjaneyamohapatra9124 11 ай бұрын
ହାଉଁଆ is an emotion... he is one of the purest hearts and lovable characters I've ever seen in any fictional story ❤ ମୁଁ ଏଇ ଟେଲିଫିଲ୍ମ ଛୋଟବେଳେ କେତେଥର ଦେଖିଛି DD Odia channel ରେ... ଏବେ ବହୁତ କାନ୍ଦ ଲାଗେ ଏହାକୁ ଦେଖିଲେ 😢 I thought we lost a legend when I first remembered about this recently... thanks to DD Odia, they have uploaded it on youtube so we don't have to lose those golden memories anymore.
@prasantakumarsethypapuni8938
@prasantakumarsethypapuni8938 3 жыл бұрын
ବାଙ୍କୁ ବାବୁ ଚରିତ୍ର କୁ ଖୁବ୍ ସୁନ୍ଦର ଭାବରେ ତୋଳିଥିଲେ।🙏
@s.namita7082
@s.namita7082 Жыл бұрын
Aama village re shoot heithila ehi movie 2005 re
@surajo96
@surajo96 Жыл бұрын
@@s.namita7082 which vlg
@trinathamaharana855
@trinathamaharana855 3 жыл бұрын
ଆଜି ପିଲା ଦିନ ର ପୁରୁଣା ସ୍ମୃତି ମନେ ପଡ଼ି ଯାଉଛି
@pkonthespotlive5597
@pkonthespotlive5597 3 жыл бұрын
ଭାଇ ବାସିଫୁଲ କାହାଣୀ ଛାଡ଼
@officialsurya.s6946
@officialsurya.s6946 2 жыл бұрын
ଆପଣକଂ ଏଇ କାହାଣୀଟି ହୃଦୟ କୁ ଛୁଇଁ ଗଲା ମଣିଷ ଜୀବନ ଏମିତି ହେଇଥାଏ ସବୁବେଳେ ଅନ୍ୟ ମାନକୁ ଭଲ ପାନ୍ତୁ ଦୁନିଆ ସୁନ୍ଦର ଲାଗିବ 🙏🙏🙏🙏🙏
@nirojdash8700
@nirojdash8700 3 жыл бұрын
ବହୁତ ସୁନ୍ଦର ଓ ମନଛୁଆଁ କାହାଣୀ..
@pradyumndas6510
@pradyumndas6510 3 жыл бұрын
I cried in my childhood when i watched it...n today also...no one can act like this ...... background music is real n today's music just headchfull
@rajabehera3969
@rajabehera3969 3 жыл бұрын
ଦେଖିକି ବୋହୁତ ଖୁସି ଲାଗିଲା ,
@alfabiswal8928
@alfabiswal8928 2 жыл бұрын
Couldn't control my tears 🥺 Such a nice story and acting really heart touching ❤️
@kingsking7098
@kingsking7098 2 жыл бұрын
🥺🥺
@jitendrakumarjena7834
@jitendrakumarjena7834 2 жыл бұрын
😭😭😭 satare aama sanskruti ebebi banchichi pliz mora sabu odia bhai o bhouni mane like diya
@pritammishra4986
@pritammishra4986 Жыл бұрын
😭😭😭😭😭 କୁଆଡେ ଗଲା ରେ ମୋ ସେ ପିଲା ଦିନ।।। ଇଛା ହଉଛି ପୁଣି ଥରେ ଫେରି ଜିଵା ପାଇଁ ସେ ପିଲା ଦିନ କୁ
@akash-bq8jt
@akash-bq8jt Жыл бұрын
Hm re Bhai koade gala se pila Dina😭😭😭😭😭😭😭😭
@chaguluchagulu6309
@chaguluchagulu6309 3 жыл бұрын
Very good Story. Best Actor Suresh Bal ( Banku)
@adityanarayanapat6137
@adityanarayanapat6137 2 жыл бұрын
ଓସ୍କାର ପୁରସ୍କାର ହାଉଆଁ ତଳେ🙏 ଅତ୍ୟନ୍ତ ହୃଦୟସ୍ପର୍ଶୀ
@fayajahemad9473
@fayajahemad9473 3 жыл бұрын
Great Actor in odiya film industry.. Aword winning acting
@suniljhunilkumar3959
@suniljhunilkumar3959 3 жыл бұрын
Really heart touching...banku sirnk acting really. Heart touching...
@omprakashsahoolt-2726
@omprakashsahoolt-2726 3 жыл бұрын
Outstanding Odia tele film🙏🏼
@binayakmusic9234
@binayakmusic9234 3 жыл бұрын
Baanku bhai nka acting. Really amazing superb outstanding beautiful. Jaahaa kahile b kam haba. Yaaku kahantni abhinaya. natural odia actor. 🙏🙏🙏. God bless you.
@deepakkusahoo8928
@deepakkusahoo8928 Жыл бұрын
Sataree 😭😭😭❤️❤️❤️🙏🏻🙏🏻 thanks DD Odia 🙏🏻🙏🏻
@rajeshranjannayak3354
@rajeshranjannayak3354 3 жыл бұрын
ଆଖିରୁ ଦୁଇ ଧାର ଲୁହ ଗଡ଼ିଆସିଲା।।।ଛୋଟ ବେଳର ଏହି ସ୍ମୃତି ସବୁ ମନରେ ଉଜ୍ଜୀବିତ ହୋଇ ଉଠିଲା।।ଇଛା ହୁଏ ଏହି ଛୋଟବେଳ କୁ ଫେରିଯିବା ପାଇଁ।।।ହେଲେ ସମୟର ନିଷ୍ଠୁରତା ବିଡମ୍ବନା ରେ ଅଟକି ଯାଏ ଆଜିର ଜୀବନ।।। DD ODIA ଚ୍ୟାନେଲ ର କଣା ମାମୁ,କଥା ସରିତା,ଡାକ ମୁନସୀ ଜୀବନର ଏକ ଅଚିରା ପୃଷ୍ଠା ହୋଇ ରହିଯାଇଛି।।😭😭😭😭😭😭😭
@jogesh1438
@jogesh1438 3 жыл бұрын
Mora bi..... Same wish
@Mrjena1999
@Mrjena1999 3 жыл бұрын
Sata Katha 😭😭😭😔😔😔😔
@ritismitananda.6195
@ritismitananda.6195 3 жыл бұрын
Bahut vala kage mate dd ra aii story programs
@hotelvishalresidency179
@hotelvishalresidency179 2 ай бұрын
Lage ta kage hei jaichi.
@Kcgeology
@Kcgeology 3 жыл бұрын
ଡି ଡି ଓଡ଼ିଆ କୁ ଅଶେଷ ଧନ୍ୟବାଦ. ସବୁ channel ବଦଳିଗଲାଣି ମାତ୍ର.. ଏହି channel ସେମିତି ହିଁ ଚାଲିଛି ବିନା ବାଧାବିଘ୍ନରେ...
@BagInformationWorld
@BagInformationWorld 3 жыл бұрын
Thik kana mamu pari kahani, bahut sundar
@rinkudalua5217
@rinkudalua5217 3 жыл бұрын
ବହୁତ୍ ଭଲ ଲାଗିଲା ❤️❤️❤️
@simkar3508
@simkar3508 3 жыл бұрын
#DDODIA ଦୟାକରି "ଭଗ୍ନାଂଶ" "ପୁରାପୁରି ପାରିବାରିକ" ସବୁ episodes upload କରନ୍ତୁ 🙏🙏
@daydreamer8692
@daydreamer8692 3 жыл бұрын
Script writer and director both are excellent
@sitikantapuhan6770
@sitikantapuhan6770 3 жыл бұрын
Heart touching 😭
@lumbana9098
@lumbana9098 3 жыл бұрын
Better than any odia movies nowadays...❤️❤️❤️
@sheetalbarma
@sheetalbarma Жыл бұрын
Satare Bohut Sundar Story🥺😭Chhua bela katha mane padi galaa 😭
@prasantakumarsethypapuni8938
@prasantakumarsethypapuni8938 3 жыл бұрын
Please please please upload all dd national Odia story.... We want to recall our past... It's amazing...
@soumyaranjanpanda157
@soumyaranjanpanda157 3 жыл бұрын
Wow amazing story 😭
@mr.rambabu226
@mr.rambabu226 20 күн бұрын
ଅତି ସୁନ୍ଦର କାହାଣୀ ଯେଉଁ ମାନେ 2024 ରେ ଦେଖୁଛ like କର.... 👌👌
@skyInk143
@skyInk143 3 жыл бұрын
ବହୁତ ସୁନ୍ଦର 👌👏 ପୁରୁଣା ସ୍ମୃତି ପୁଣିଥରେ ତାଜା ହୋଇଗଲା । ହାଉଆଁ ଭଳି ଅନେକ ଚରିତ୍ର, ଏବେବି ଲୋକାଭିମୁଖୀ ହୋଇପାରୁନାହିଁ। ଧନ୍ୟବାଦ ପ୍ରତିଭା ରାୟ ଓ ତାଙ୍କର ଲେଖା । @DDodia ଙ୍କୁ ଅନୁରୋଧ, ଯଦି "ଜୀବନ ରଂଗ" କାର୍ଯ୍ୟକ୍ରମ ଟି ପ୍ରସାରଣ କରନ୍ତି ତେବେ ଖୁସି ହୁଅନ୍ତି 🙏🏻😊
@anilkumarrautaray5173
@anilkumarrautaray5173 3 жыл бұрын
Hart tuching mo akhira luha asigala
@JitendraKumarMahali
@JitendraKumarMahali 3 жыл бұрын
Thanks for uploading this , remembering childhood
@prasanpradhan1743
@prasanpradhan1743 5 ай бұрын
ଅତି ସୁନ୍ଦର ଟେଲି ଭିଜନ୍ ଫିଲ୍ମ୍ old is gold ❤ ବାଙ୍କୁ ବାବୁ ତମେ ବହୁତ୍ ଭଲ କଳାକାର ମୋର ତାଙ୍କୁ ପ୍ରଣାମ ❤
@bibekbhusandas6643
@bibekbhusandas6643 3 жыл бұрын
Excellent short Play howa, thank you very much dd Odia for creating such beautiful drama🙏
@prasantakumarsethypapuni8938
@prasantakumarsethypapuni8938 3 жыл бұрын
ଆମ ଏରିଆ ରେ ବାଙ୍କା ବୋଲି ଜଣେ ହାଉଁଆ ପରି ଲୋକ ଥିଲା, ଛୋଟ ବେଳେ ତାକୁ ଦେଖି ଆମେ ଡର ରେ ଲୁଚୁଥିଲୁ ହେଲେ ଆଜି ସେ ଆଉ ନାହିଁ। ଅନେକ ଦିନ ହେଲାଣି ମୁଁ ଆଉ ସେ ବଙ୍କା କୁ ଦେଖିନି, କେଜାଣି ସେ ଏବେ ବଞ୍ଚିଥିବ କି ନାହିଁ। ହେ ଭଗବନ ଆଉ ସେ ହାଉଁ କୁ ଦେଖି ପୁରୁଣା ସ୍ମୃତି ମନେ ପଡିଗଲା।।।🙏🙏🙏🙏🙏🙏🙏🙏
@sandhyaranisutar9510
@sandhyaranisutar9510 3 жыл бұрын
Tanka daka naa hela banku
@somutripathy1236
@somutripathy1236 3 жыл бұрын
Thank u so much ...sir for uploading our fav stories....love from USA
@AnilKumar-kg8uq
@AnilKumar-kg8uq 3 жыл бұрын
Mindbloing background music
@pradipkumarpanda6024
@pradipkumarpanda6024 Жыл бұрын
Oh really kahani akhiru luha asigala aku kuhanti best kahani mo pila bela katha mane padigala
@dipteeranjan3115
@dipteeranjan3115 3 жыл бұрын
Jibanta avinaya bahut imotional 😭❤️❤️❤️❤️ thank u for this vdo
@pkonthespotlive5597
@pkonthespotlive5597 3 жыл бұрын
ଧନ୍ୟବାଦ ଡ଼ି ଡି ଓଡ଼ିଆ ଆମ ପିଲାଦିନ କଥା ମନେପକାଇ ଥିବାରୁ ଆଜିକାଲି ଏମିତି କାହାଣୀ କାହିଁ
@bijaykumarrout9514
@bijaykumarrout9514 2 жыл бұрын
Wow very nice story
@satyabrataswain148
@satyabrataswain148 3 жыл бұрын
Remembering those old memories.......
@aatish6769
@aatish6769 2 жыл бұрын
Great ଓଡ଼ିଆ 😘
@subashnayak4611
@subashnayak4611 3 жыл бұрын
Super..mote bohut vala lage Ae vali puruna serial ❤️
@pradyumndas6510
@pradyumndas6510 3 жыл бұрын
Hats off for this kind of script and acting sir... legends of odisha 🙏🙏🙏
@rajusahoo6819
@rajusahoo6819 4 ай бұрын
Wow dil khus
@kBhoi-mg7uf
@kBhoi-mg7uf 3 жыл бұрын
When I watch this film. Tears from my eyes. It's really reminds my childhood days. At that time I got really happiness.
@Sangram78485
@Sangram78485 Жыл бұрын
Now I m 26 years and doing PHD in Utkal University . Now 2022 I m watching this story 💞💞💞 it's outstanding story 💞💞
@jogeshkumarbehera8198
@jogeshkumarbehera8198 Жыл бұрын
I am also
@priyankapihu9461
@priyankapihu9461 Жыл бұрын
Apana kn childhood ru a serial dekhuthile ?
@Sangram78485
@Sangram78485 Жыл бұрын
@@priyankapihu9461Yes Pihu ma'am
@priyankapihu9461
@priyankapihu9461 Жыл бұрын
@@Sangram78485 au kichhi story suggest karibe pls I want to see
@Sangram78485
@Sangram78485 Жыл бұрын
@@priyankapihu9461 Ssoftoons kahaniya .... This channel is based on moral story
@trjayakrishnasahoo8801
@trjayakrishnasahoo8801 2 жыл бұрын
ପଦ୍ମଶ୍ରୀ ଡଃ ପ୍ରତିଭା ରାୟଙ୍କୁ ମୋର ଭକ୍ତିପୂତ ପ୍ରଣାମ।
@santoshdutta4491
@santoshdutta4491 3 жыл бұрын
Speechless my all times favourite 🙏🙏🙏😭😭😭
@anupstudycircle5735
@anupstudycircle5735 3 жыл бұрын
One of the finest actor
@lezysul
@lezysul 3 жыл бұрын
It's too damn emotional. 😭😔
@bontysahu1438
@bontysahu1438 3 жыл бұрын
Heart touching ❤️😘😘 serial😭😭😭😭
@Jitendrasahoojitenspace
@Jitendrasahoojitenspace 3 жыл бұрын
Kindly upload "Jharaka" serial and a awareness programme on Leprosy
@Teju00321
@Teju00321 3 жыл бұрын
What an Acting 🙏 Incredeble 🙏👍👍 really hat's of to the Artist 🙏
@vickyjena9736
@vickyjena9736 3 жыл бұрын
Odisha is full of talent..sadly we are not bothered to be like these old time actors.. such effortless story telling and magnificent piece of acting..gives goosebumps
@AsishKumar-qw2xu
@AsishKumar-qw2xu 3 жыл бұрын
ପିଲା ଦିନେ କେତେ ଦେଖିଛି ଏସବୁ ଧନ୍ୟବାଦ ଡିଡି ଓଡ଼ିଆ କୂ
@sangeetapattanayak4476
@sangeetapattanayak4476 3 жыл бұрын
ପିଲା ଦିନର କଥା ମନେ ପଡ଼ିଗଲା 🙏🙏ବହୁତ୍ ଭଲ ଲାଗିଲା 👍 ଧନ୍ୟବାଦ
@aishwaryadash6511
@aishwaryadash6511 3 жыл бұрын
Wow..kindly upload dimiri phula, thakura ghara,sesa basanta ra chithi,duhsamaya,sabita,sasirekha,antic, paunji, se badhu nuhe bandhu, bhagnansa, juara bhatta, tithi atithi, janma, itihasa kahe, satya ,swapna, chalapatha, dharabatarana, pura puri paribarika, bajrabahu etc
@pradeepbehera882
@pradeepbehera882 3 жыл бұрын
Really story thanks🙏🙇 DD odia
@subratkumarnayak5397
@subratkumarnayak5397 3 жыл бұрын
Childhood memories
@chintujena8999
@chintujena8999 Жыл бұрын
Our childhood memories 😍 😕🙂❤️😊
@brahmanchhaivillagefastiva1093
@brahmanchhaivillagefastiva1093 2 жыл бұрын
କେତେ ସୁନ୍ଦର ଥିଲା ପୁରୁଣା କାହାଣୀ ଓ ଗଳ୍ପ ବର୍ତମାନ ସମୟରେ ଏମିତି କାହାଣୀ ଆଉ ରଚନା କରାଯାଉନାହି । କେବଳ ଘର ଭଙ୍ଗା କାହାଣୀ ତିଆରି କରାଯାଉଛି 👌🙏
@sanjaykumarrout400
@sanjaykumarrout400 2 жыл бұрын
Sat Katha. ଆଘର ବାଗିର୍ ଆଉ କେନ୍ସି ସିରିଏଲ୍ ନାଇ ଆସ୍ ବାର୍ । ଖାଲି ଚୁଗ୍ଲୀ ପ୍ରୋଗ୍ରାମ ବ୍ରୋଡକ୍ୟାଷ୍ଟ କରୁଛନ
@brahmanchhaivillagefastiva1093
@brahmanchhaivillagefastiva1093 2 жыл бұрын
@@sanjaykumarrout400 ଓଡିଆ ଫିଲ୍ମ ଏବେ ମାସକୁ 10 ଟି ଚଳଚିତ୍ର ହେଉଛି କିନ୍ତୁ ଲୋକ ପ୍ରିୟ ହୋଇପାରୁନି।ଏଥିରୁ ଜଣା ପଡ଼ିଛୁ କେତେ ତଳକୁ ଖସିଛି ଓଡିଆ ଚଳଚିତ୍ର ଦୁନିଆ
@narayanswainbadboyjatradun3094
@narayanswainbadboyjatradun3094 3 жыл бұрын
Old memories mane padigala
@tapan3769
@tapan3769 Жыл бұрын
Great Village kaijanga Jagatsinghpur Shooting place of HAAUAN
@Dilfeqashiq
@Dilfeqashiq 3 жыл бұрын
Ama odia sanskara aau sanskruti...
@lovelyshraddhastatus8543
@lovelyshraddhastatus8543 3 жыл бұрын
Mu bohut dinaru ei episode dekhibaku chahu thili thank you very much 👍👍👍
@mantudashmanoj
@mantudashmanoj 3 жыл бұрын
Mun bi...
@art_is_my_life093
@art_is_my_life093 3 жыл бұрын
Mu bi
@balarampanda2482
@balarampanda2482 3 жыл бұрын
Thanks sir mu eita ବହୁତ ବର୍ଷ ହେଲା ଖୋଜୁଥିଲି
@myc4u
@myc4u 3 жыл бұрын
ଡଙ୍ଗରିଆ କନ୍ଧ ଉପରେ ଟେଲିଫ୍ଲିମ ତଡପା ଛାଡନ୍ତୁ
@dr.lokanathpaital5839
@dr.lokanathpaital5839 Жыл бұрын
Excellent story and fabulous acting. I am very proud of our odia culture.
@angulmix9903
@angulmix9903 3 жыл бұрын
Sundar Acting
@subratatada7899
@subratatada7899 3 жыл бұрын
Chorabali episode 7,8,and 9 upload karantu plz
@MaheshBabu-js6lr
@MaheshBabu-js6lr 2 жыл бұрын
ବହୁତ ସୁନ୍ଦର.. ପିଲାବେଳ ମନେପଡ଼ିଗଲା ❤
@sscreations6306
@sscreations6306 3 жыл бұрын
Many more thanks to DD odia. This story remind me a lot of things of my childhood.
@acommonman8378
@acommonman8378 6 ай бұрын
Dhanyabad DD Odia, ଆମ ପିଲାଦିନ ର ସ୍ମୃତି ଇଏ। ❤
@rajutastyfoodvideo5455
@rajutastyfoodvideo5455 3 жыл бұрын
Thank you very much ଡି ଡି ଓଡ଼ିଆ ❤❤❤❤
@rajrajucreation7731
@rajrajucreation7731 3 жыл бұрын
ବହୁତ୍ ଭଲ ଲାଗିଲା ❤❤❤❤nice super story
@santoshjena7063
@santoshjena7063 2 жыл бұрын
This is a not story this is felling
@manojkumarmaharana7884
@manojkumarmaharana7884 3 жыл бұрын
Hart toching story
@biranchisarangi8623
@biranchisarangi8623 Ай бұрын
ଅତି ସୁନ୍ଦର କାହାଣୀ ଓ ଅଭିନୟ, ଚମତ୍କାର 😭😭😭
@atanumangaraj3482
@atanumangaraj3482 3 жыл бұрын
Thank u DD odia for uploading this 🙏
@DoordarshanOdia
@DoordarshanOdia 3 жыл бұрын
Most welcome 😊
@bapi9593
@bapi9593 3 жыл бұрын
Many many thnx dd odia
@bapi9593
@bapi9593 3 жыл бұрын
Kahuthile saribani upload heu plz
@chiranjibbeherachiranjibbe3946
@chiranjibbeherachiranjibbe3946 3 жыл бұрын
Satare a story' dekhila pare mor pila bela Katha mane paduchhu 😭😭😭🙏🙏 thank you so much DD news
@ajitbarb
@ajitbarb Жыл бұрын
Miss you mo pila dina 😔😭
@kalucharanpatra5767
@kalucharanpatra5767 4 ай бұрын
ଅଭିନୟ ପୂରା ଜୀବନ୍ତ, ବନ୍ଦେ ଉତ୍କଳ ଜନନୀ 🙏
@pkonthespotlive5597
@pkonthespotlive5597 3 жыл бұрын
ବସିଫୁଲ କାହାଣୀ ଛାଡ଼ ଭାଇ
@rajatpasayat3506
@rajatpasayat3506 Жыл бұрын
Bhut bhala
@santoshparida6429
@santoshparida6429 2 жыл бұрын
😔😔😔 Emotional vido ❤️👍
@sanjeebdas7080
@sanjeebdas7080 3 жыл бұрын
What an acting 💝💝
@JRSahoo135
@JRSahoo135 6 ай бұрын
❤ ସୁରେଶ ବଳ ସାର ❤
@nilleshbehera9773
@nilleshbehera9773 2 жыл бұрын
Old is Gold. Childhood memories ❤❤❤❤❤❤
Panu Mishre  //  Godabarisha Mishra // Katha Sarita
24:25
DD ODIA
Рет қаралды 3,7 МЛН
Tele Film - MANISHA( ମଣିଷ )
30:18
DD ODIA
Рет қаралды 305 М.
A clash of kindness and indifference #shorts
00:17
Fabiosa Best Lifehacks
Рет қаралды 70 МЛН
孩子多的烦恼?#火影忍者 #家庭 #佐助
00:31
火影忍者一家
Рет қаралды 51 МЛН
Who has won ?? 😀 #shortvideo #lizzyisaeva
00:24
Lizzy Isaeva
Рет қаралды 62 МЛН
WHAT’S THAT?
00:27
Natan por Aí
Рет қаралды 4,4 МЛН
Shree Jagannath | Episode 38 | Odiya devotional | Lokdhun Oriya
40:25
Lokdhun Odia
Рет қаралды 1,8 МЛН
ବର ,ଟେଲିଫିଲ୍ମ,  BARA (Telefilm )
29:14
DD ODIA
Рет қаралды 542 М.
How Many Balloons Does It Take To Fly?
0:18
MrBeast
Рет қаралды 129 МЛН
القطة الشجاعة 😭😭🐱 #shorts
0:30
7amoda Gaming
Рет қаралды 52 МЛН
Red❤️+Green💚=
0:38
ISSEI / いっせい
Рет қаралды 55 МЛН
NEW MAFIA EPISODE INCOMING 🖤
0:34
Alan Chikin Chow
Рет қаралды 7 МЛН
POR QUEEE DIVERTIDA MENTE 2 !!! #SHORTS
0:15
Figuritalo
Рет қаралды 45 МЛН