ଭଲ ହୋଇ କେବେ ରଥକୁ ଆସିବ ଚାହିଁଛି ଓଡ଼ିଆ ଜାତି | Jagannath Mahima | Dr. Ashutosh Prasad Mishra | Anasara

  Рет қаралды 19,651

ODISHA 365

ODISHA 365

6 күн бұрын

Content of This Video
----------------------------------
Anasara Asara
Anabasara Rituala
Anasara Rituals in Puri Jagannath Temple
Pati Dian Puja
Phuluri Tela Seva
Modaka Seba
Alaranath Story
Alaranath Brahmagiri
Alaranath History
Who is Alaranath ?
Gajapati Maharaja Sandesh
Puri Gajapati Maharaja
Rukmini Bibaha
Rukmini Harana
Rukmini Harana Rituals
Guali Jatra
Snana Purnima Ritual
Snana Yatra at Snana Mandap
Snana Yatra 2024
netrotsav 2024 date
Netrotsava Rituals
Nabajoubana Darshana
Nabajoubana Darsana
What is Nabajouban Darshan?
Rath yatra 2024
Puri Rath Yatra 2024
Rath Yatra 2024
jagannath rath yatra 2024 date
-------------
Dr. Ashutosh Prasad Mishra
Jagannath Mahima
Odisha 365
----------------
-------------------
#anasara #rathyatra #jagannath #odisha365 #drashutoshprasadmishra #jagannathmahima #rathyatra2024 #rathyatrastatus #purilive #purijagannath #purirathyatra
-----------------------
If You Like Our Content
Join this channel to Support our work:
/ @odisha365

Пікірлер: 182
@geetasamantry5721
@geetasamantry5721 5 күн бұрын
ସତରେ ଆପଣଙ୍କ ମୁହଁ ରୁ ଟିକେ ମହାପ୍ରଭୁ ଙ୍କ ଲୀଳା ବର୍ଣ୍ଣନା ଶୁଣି ଦେଲେ ଆତ୍ମା କୁ ଶାନ୍ତି ମିଳେ ଟିକେ ଖୁବ୍ ଅପେକ୍ଷା କରି ରହିଥାଏ ଆପଣ ଙ୍କ ପାଖରୁ ଏଇ ଭାବମୟ ବାଣୀ ଟିକେ ଶୁଣିବା ପାଇଁ
@nimaicharansaraf9181
@nimaicharansaraf9181 5 күн бұрын
Jay Jagannath 💕
@RASHMIREKHAROUT-pm6bv
@RASHMIREKHAROUT-pm6bv 5 күн бұрын
ଆମ ମହାପ୍ରଭୁ ଶିଘ୍ର ଭଲ ହେଇଯିବେ ଭକ୍ତ ଙ୍କୁ ଦର୍ଶନ ଦେଇ ଦୁଃଖ ହରଣ କରିବେ ଆପଣଙ୍କ ଉପସ୍ଥାପନା ଶୈଳୀ ହୃଦୟ କୁ ଶାନ୍ତି ଦେଉଚି ଜୟ ଜଗନ୍ନାଥ
@madhusmitamohanty8320
@madhusmitamohanty8320 5 күн бұрын
କି ସୁନ୍ଦର ଆମ ମହାପ୍ରଭୁଙ୍କ ଲୀଳା। ମହାପ୍ରଭୁ ଆମ ମାନବୀୟ ଲୀଳା କରୁଛନ୍ତି। ତା ଲୀଳା ଦେବେ ଅଗୋଚର କାହୁଁ ଜାଣିବ ନରଛାର। ।ଜୟ ଜଗନ୍ନାଥ 🙏
@girdharsahu3663
@girdharsahu3663 5 күн бұрын
ମହାପ୍ରଭୁ ଆପଣ ଙ୍କୁ ଚତୁର୍ବର୍ଗ ଫଳ ପ୍ରଦାନ କରନ୍ତୁ, ଆପଣ ଙ୍କ ସୃଷ୍ଟି ବୋଧ ହୁଏ ମଣିମା ଙ୍କ ଯଶ ଗାନ ପାଇଁ,ଏତେ ଦିନ ହେଲା ଆମେ ସାଧାରଣ ଜନତା କିଛି ଜାଣି ପାରୁ ନ ଥିଲୁ ,ଜୟ ଜଗନ୍ନାଥ
@chinmayabarik6864
@chinmayabarik6864 5 күн бұрын
ଆଜ୍ଞା ଭକ୍ତଚରିତାବୃତ କାର୍ଯ୍ୟକ୍ରମ ଦୟାକରି ଆଣନ୍ତୁ ଆଉ ମହାପ୍ରଭୁ ଜଗନ୍ନାଥ ଆପଣଙ୍କୁ ଭଲରେ ରଖିଥାନ୍ତୁ ଆମେ ଏହି ଭଳି ଆପଣଙ୍କଠୁ ଶୁଣୁଥାଉ ।
@AbhiKumar-do3rr
@AbhiKumar-do3rr 5 күн бұрын
Odisha 365 କୁ କୋଟି କୋଟି ଧନ୍ୟବାଦ୍ ମୋ ପୂର୍ବ କମେନ୍ତ ର କଥା ରଖିଥିବାରୁ ଓ ଜରୁଆ ମହାପ୍ରଭୂ ଙ୍କ ସେଇ ଦିବ୍ୟ ଲୀଳା ପୁଣି ଆଉ ଥରେ ପରିପ୍ରକାଶ କରି ଥିବାରୁ ଧନ୍ୟବାଦ୍ ।
@Manu_stitching
@Manu_stitching 5 күн бұрын
ମହାପ୍ରଭୁଙ୍କୁ ଦର୍ଶନ କରିବାର ଲାଳସା ଆପଣଙ୍କ ବାଣୀ ଶୁଣି ମୋର ଜାଗ୍ରତ ହୋଇଗଲା। ଏପରି ଆମକୁ ମାର୍ଗ ଦର୍ଶକ ହୋଇ ରୁହନ୍ତୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
@SasmitaGudu
@SasmitaGudu 5 күн бұрын
କାଳିଆ ସାଆନ୍ତ ଙ୍କୁ ଦେଖିବା ପାଇଁ ଏ ଆଖି ଜୁରୁଛି ଅପେକ୍ଷା କରିଛି ❤❤❤
@rakeshkumarnayak957
@rakeshkumarnayak957 5 күн бұрын
ଆପଣଙ୍କୁ କୋଟି ଜୁହାର ଡାକ୍ତର ବାବୁ 🙏🏻. ଜୟ ଜଗନ୍ନାଥ 🙏🏻🙏🏻
@shrikhetrabhumi5526
@shrikhetrabhumi5526 5 күн бұрын
ମୋ କାଳିଆ ରେ ତୁ ଏତେ ନିଜର କେମିତି କରିପାରୁଛୁ ମୁଁ କିନ୍ତୁ ହତଭାଗା ରେ ମୋହ ମାୟା ରେ ପଡି ତୋ ପାଖରୁ ଦୁରେଇ ଦୁରେଇ ଯାଉଛି 😞😭 ଜୟ ଜଗନ୍ନାଥ ମୋ ମହାପ୍ରଭୁ ସବୁବେଳେ ପାଖରେ ଥିବୁ ରେ 😭
@smitapattnaik3000
@smitapattnaik3000 5 күн бұрын
ମଣିମା ମହାପ୍ରଭୁ 🙏❣️🙏 ବହୁତ ସୁନ୍ଦର ଉପସ୍ଥାପନା ଆଶୁତୋଷ sir 👌👌🙏🥰
@anjanamishra5544
@anjanamishra5544 5 күн бұрын
ଜୟ ଜଗନ୍ନାଥ ସ୍ୱାମୀ 🙏🏻🙏🏻🙏🏻. ହେ ମହାବାହୁ ଶୀଘ୍ର ଭଲ ହେଇ ଏ ଜଗତ ବାସୀଙ୍କୁ ଦର୍ଶନ ଦିଅ. ଏ ପାପ ନେତ୍ର ପବିତ୍ର ହେଉ.
@sagarikaswain3378
@sagarikaswain3378 5 күн бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ❤🙏❤️
@satyanayak4271
@satyanayak4271 5 күн бұрын
ଆଶୁତୋଷ ମୋ ସାନ ଭିଣୋଇ ! ତୁମର ଏ ଲୀଳା ଗାଥା ର ବର୍ଣ୍ଣନା ହୃଦୟରେ କମ୍ପନ ଜାତ କରିଦିଏ ! ମଣିମା ତୁମକୁ ଶଙ୍ଖ ରେ ପୁରେଇ ଘଣ୍ଟ ରେ ଘୋଡେ଼ଇ ଚକ୍ର ଆଢୁଆଳେ ରଖନ୍ତୁ😭😭😭😭😭 ! ଜୟ ଜଗନ୍ନାଥ ମହାପ୍ରଭୁ ହେ ❤️❤️❤️❤️❤️❤️🙏🙏🙏🙏🙏
@priyankamohapatra1647
@priyankamohapatra1647 5 күн бұрын
ମୋ ଜଗନ୍ନାଥ ସ୍ୱାମୀଙ୍କ ଶ୍ରୀ ଚରଣ କମଳ ତଳେ ଅନନ୍ତ କୋଟି କୋଟି ପ୍ରଣାମ
@henaranibehera4658
@henaranibehera4658 5 күн бұрын
ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ଜୟ🙏🙏🙏
@dharmendrakhamari4862
@dharmendrakhamari4862 5 күн бұрын
ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ଜଗନ୍ନାଥଙ୍କ ଲୀଳା ଙ୍କୁ ଆଜ୍ଞା। ଜଗନ୍ନାଥ ସଂସ୍କୃତି ଉପରେ କିଛି ପୁସ୍ତକର ନାମ ବିଷୟରେ ସୂଚନା ଦେଲେ ଖୁସି ହୁଅନ୍ତି ଆଜ୍ଞା।
@sabitasahu8843
@sabitasahu8843 5 күн бұрын
ଜୟ ଜଗନ୍ନାଥ ମହାପ୍ରଭୁ ରକ୍ଷା କରନ୍ତୁ
@akashbarik8387
@akashbarik8387 5 күн бұрын
ଆମ ପାଇଁ ଆମ ମହାପ୍ରଭୁ ଅଛନ୍ତି ⭕‼️⭕
@mamatapattanayak5854
@mamatapattanayak5854 5 күн бұрын
ଜୟ ଜଗନ୍ନାଥ ସ୍ଵାମୀ ଶରଣମ୍ ଶରଣମ୍ ଶରଣମ୍ 🙏🙏🙏🙏🙏🙏🙏🙏🙏
@deepakkumarpanda9350
@deepakkumarpanda9350 3 күн бұрын
ଆଶୁତୋଷ ମହାଭାଗ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ 🙏🙏
@prakasinidas8188
@prakasinidas8188 5 күн бұрын
କୃପାସିନ୍ଧୁ ହେ🌹💗🌹💗🌹
@swarnapravaguru6909
@swarnapravaguru6909 5 күн бұрын
ଜଏ ଜଗନ୍ନାଥ ମହାପ୍ରଭୁ 🙏🙏 ସାର ଆପଣ ଯେପରି ଉପସ୍ଥାପନ କରୁଛନ୍ତି ଆମେ ବହୁତ କଥା ଜାଣି ପାରୁଛୁଟି ବହୁତ ବହୁତ ଧନ୍ୟବାଦ ସାର 🙏🙏
@kalpanapadhi8709
@kalpanapadhi8709 5 күн бұрын
ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@Jitendrabarik1903
@Jitendrabarik1903 4 күн бұрын
ଦେହ ମନ ପ୍ରାଣ ସବୁ ହେଲା ଶାନ୍ତ ଶୁଣି ଏ ଦିବ୍ୟ କଥନ... କୋଟି ଓଡିଆଙ୍କ ମଉଡମଣି ସେ ସଭିଙ୍କ ପ୍ରାଣସ୍ପନ୍ଦନ.... 🙏🙏🙏 ଜୟ ଜଗନ୍ନାଥ 🙏🙏🙏
@banajineemishra8887
@banajineemishra8887 5 күн бұрын
ବହୁତ ସୁନ୍ଦର ଉପସ୍ଥାପନା।ଜଗନ୍ନାଥଙ୍କ କୃପାଲାଭ କରନ୍ତୁ ।
@manashpalai5238
@manashpalai5238 5 күн бұрын
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏
@lilibagh6059
@lilibagh6059 5 күн бұрын
ଜୟଶ୍ରୀ ଜଗନ୍ନାଥଙ୍କୁ କୋଟି ପ୍ରଣାମ୍ 🌻🙏👍❤👌🥰
@pratisekdash4461
@pratisekdash4461 4 күн бұрын
ଜୟ ଜଗନ୍ନାଥ ମହାପ୍ରଭୁ 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
@bhabanitripathy2867
@bhabanitripathy2867 5 күн бұрын
Jaya sri jagannath mahaprabhu
@swapnamohanty7027
@swapnamohanty7027 5 күн бұрын
ଜୟ ଶ୍ରୀ ଜଗର୍ନାଥ🙏 ଭକ୍ତ ମାଧବ ଦାସ ଙ୍କ କାହାଣୀ କଣ ଭ୍ରମ କ୍ଷମାର୍ଥେ 🙏🙏
@ANANTDHALVLOGS
@ANANTDHALVLOGS 5 күн бұрын
ଆହା କି ସୁନ୍ଦର ବର୍ଣ୍ଣନା ସୁନ୍ଦର ଅତି ସୁନ୍ଦର୍ jay jagannath 🙏🙏🙏🙏🙏
@swadhinsingh6469
@swadhinsingh6469 5 күн бұрын
ଜୟ ଜଗନ୍ନାଥ
@ashiskumarnanda2340
@ashiskumarnanda2340 5 күн бұрын
ଜୟ ଜଗନ୍ନାଥ ❤
@asitrout7659
@asitrout7659 5 күн бұрын
🙏🙏🌹ପ୍ରଣାମ. ଜୟଜଗନ୍ନାଥ
@jagannathjena3128
@jagannathjena3128 3 күн бұрын
ହେଁ କାଳିଆ ସବୁ ତୋରି ଲୀଳା ⭕‼️⭕🚩🙏🙏🙏🙏🙏
@BikeshSahani
@BikeshSahani 5 күн бұрын
🪔🪔🪔जय जगन्नाथ महाप्रभु 🙏🙏🙏
@debaduttamohanty9044
@debaduttamohanty9044 5 күн бұрын
He mo manima, He mo kalia saante; Mahaprabhu jaldi sree mandira ku pheri asa prabhu; ae tuchha akhi tamaku jhuruchi ❤❤🙏🙏🪷 Jai Jagannath ❤️ ❤️ 🙏🙏🪷
@skrushnareddy6796
@skrushnareddy6796 5 күн бұрын
ପୂଜ୍ୟ ଶ୍ରୀ dr. ଆଶୁତୋଷ ଆଶୁତୋଷ ପ୍ରସାଦ ମିଶ୍ର ମୋର ଅନନ୍ତ କୋଟି କୋଟି ପ୍ରଣାମ ଓମ୍ ନମଃ ଭଗବତେ ବାସୁଦେବାୟ ନମଃ। ମହା ପ୍ରଭୁ ଙ୍କ କଥା ଅମୃତ ଶୁଣି ମୋର ଧନ୍ୟ ମୋର ଜୀବନ ଓମ୍ ନମଃ ଶ୍ରୀ ବିଷ୍ଣୁ ନାରାୟନ ନମଃ 🕉️🙏🕉️🙏🕉️🙏🕉️🙏🕉️🙏🕉️🙏🕉️🙏🕉️🙏🕉️🙏🕉️🌿🌿🏵️🪔💐🥀🌺🍁🌻💮🌹🌸🌷🍂🌼🌹💮🌻🍁🍁🌺🥀💐🪔🏵️🌿🌿🙏🕉️🙏🕉️🙏🕉️🌸🌷🌼🌼⭕‼️⭕
@sandhyapattnaik2817
@sandhyapattnaik2817 5 күн бұрын
ଜୟ ମୋ ମଣିମା ମହାବାହୁ ଙ୍କର ଯେ ହେଉ 🙏❤️🙏.. ଆଶୁତୋଷ .. ବାବାରେ , ତୁମ ମୁଖରୁ ମଣିମା ଙ୍କର କଥାମୃତ ଶୁଣିଲେ ମନ ବିମୁଗ୍ଧ ହେଇଯାଏ .. ପରମ କାରୁଣିକ କୃପାମୟ ମଣିମା ଏମିତି ତୁମ ତୁଣ୍ଡରୁ ଆମକୁ ତାଙ୍କ ମହିମା ଓ ଲୀଳା ଶୁଣାଉ ଥାନ୍ତୁ ..❤
@omprakashpradhan8701
@omprakashpradhan8701 3 күн бұрын
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏❤️😊🚩 ହରେ କୃଷ୍ଣ 🙏🙏🙏🙏
@ajitasabat194
@ajitasabat194 5 күн бұрын
ଜୟ ଜଗନ୍ନାଥ 🙏
@kahnucharandash2125
@kahnucharandash2125 5 күн бұрын
ଜୟ ଶ୍ରୀଜଗନ୍ନାଥମହାପ୍ରଭୁ ହେ.......👏
@laxmipriyarout502
@laxmipriyarout502 5 күн бұрын
ଜୟ ଜଗନ୍ନାଥ 🙏🙏
@user-fj9qz2lj3e
@user-fj9qz2lj3e 5 күн бұрын
ଆ ହା କି ସୁନ୍ଦର କଥା ଟିଏ। ଜୟ ଜଗନ୍ନାଥ 🙏🙏🙏
@TarinisenMohapatra
@TarinisenMohapatra 5 күн бұрын
Jay Jagannath Mo Maha Prabhu Nakara Jay Hau Manima
@susantanayak3703
@susantanayak3703 5 күн бұрын
Jay Jagannath 🙏
@Ipsita_Dani
@Ipsita_Dani 5 күн бұрын
Jai jagannath 🙏🙏🙏🙏🙏
@puspalataprusty9589
@puspalataprusty9589 5 күн бұрын
ଜୟ ଶ୍ରୀ ଜଗନ୍ନାଥ 🙏
@pramilapani9960
@pramilapani9960 5 күн бұрын
JAY JAGANNATH🙏❤🙏❤
@LipsaBehera-kr1qs
@LipsaBehera-kr1qs 5 күн бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏 ଆଶୁତୋଷ ମହୋଦୟ ଙ୍କୁ ମୋର ଭୂମିଷ୍ଠ ପ୍ରଣାମ ଅତି ସୁନ୍ଦର ଭାବରେ ବ୍ୟାଖ୍ୟା କରୁଛନ୍ତି 🙏🙏🙏🙏♥️ ମହାପ୍ରଭୁ ଆପଣ ଙ୍କୁ ଘଣ୍ଟ ଘୋଡେ଼ଇ ରଖିଥାନ୍ତୁ 🙏🙏🙏🙏♥️🌿🌹 ଓମ୍ ନମଃ ଭଗବତେ ବାସୁଦେବାୟ ❤🙏
@sabitapanigrahi6035
@sabitapanigrahi6035 5 күн бұрын
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏🙏
@prasantabehura9071
@prasantabehura9071 5 күн бұрын
🙏ଜୟ ଜଗନ୍ନାଥ ମହାପ୍ରଭୁ 🙏
@adityadr9982
@adityadr9982 5 күн бұрын
Jai jagannath Swami Nayana patha gami bhaba tume 🙏🙏🙏 manima 😭🙏
@akashchandsethi9917
@akashchandsethi9917 5 күн бұрын
ହରେ କ୍ରିଷ୍ଣା, ଜୟ ଜଗନ୍ନାଥ 🙏🙏🙏🙏❤❤❤❤
@mamatadas7018
@mamatadas7018 4 күн бұрын
ଅତି ସୁନ୍ଦର କଥା 👌 ♥️ ଜୟ ଶ୍ରୀ ଜଗନ୍ନାଥ 🙏🏾 ♥️
@bibhutiroul1506
@bibhutiroul1506 5 күн бұрын
Jai Jagannath Jai Maa Laxmi.......
@TarinisenMohapatra
@TarinisenMohapatra 5 күн бұрын
Jay Jagannath Mo Maha Prabhu Nakara Jay Hau Mo Paribara Tiku Lagila Krupa Thile Ratha Rudha Dekhibi
@SrutiKalet
@SrutiKalet 5 күн бұрын
जय श्रीं जगन्नाथ स्वामी🥹❤️‍🩹🙏🙇‍♀️💞💫
@user-xi8eb8tz3g
@user-xi8eb8tz3g 5 күн бұрын
Jay Mahaprabhu Jay Jay shree Mahaprabhu 🙏🙏🙏❤️♥️
@odia_jhia_rinky6476
@odia_jhia_rinky6476 5 күн бұрын
ମୋ କାଳିଆ ସାଆନ୍ତ ପରି କିଏ ନାହିଁ🙏 ଜୟ ଜଗନ୍ନାଥ🙏 ଜୟ ଜଗନ୍ନାଥ🙏 ଜୟ ଜଗନ୍ନାଥ🙏 ଜୟ ଜଗନ୍ନାଥ🙏 ଜୟ ଜଗନ୍ନାଥ🙏 ଜୟ ଜଗନ୍ନାଥ🙏 ଜୟ ଜଗନ୍ନାଥ🙏 ଜୟ ଜଗନ୍ନାଥ🙏 ଜୟ ଜଗନ୍ନାଥ🙏 ଜୟ ଜଗନ୍ନାଥ🙏 ଜୟ ଜଗନ୍ନାଥ🙏 ଜୟ ଜଗନ୍ନାଥ🙏 ଜୟ ଜଗନ୍ନାଥ🙏 ଜୟ ଜଗନ୍ନାଥ🙏 ଜୟ ଜଗନ୍ନାଥ🙏 ଜୟ ଜଗନ୍ନାଥ🙏 ଜୟ ଜଗନ୍ନାଥ🙏 ଜୟ ଜଗନ୍ନାଥ🙏 ଜୟ ଜଗନ୍ନାଥ🙏 ଜୟ ଜଗନ୍ନାଥ🙏 ଜୟ ଜଗନ୍ନାଥ🙏 ଜୟ ଜଗନ୍ନାଥ🙏 ଜୟ ଜଗନ୍ନାଥ🙏 ଜୟ ଜଗନ୍ନାଥ🙏 ଜୟ ଜଗନ୍ନାଥ🙏 ଜୟ ଜଗନ୍ନାଥ🙏 ଜୟ ଜଗନ୍ନାଥ🙏 ଜୟ ଜଗନ୍ନାଥ🙏 ଜୟ ଜଗନ୍ନାଥ🙏 ଜୟ ଜଗନ୍ନାଥ🙏 ଜୟ ଜଗନ୍ନାଥ🙏 ଜୟ ଜଗନ୍ନାଥ🙏 ଜୟ ଜଗନ୍ନାଥ🙏 ଜୟ ଜଗନ୍ନାଥ🙏 ଜୟ ଜଗନ୍ନାଥ 🙏ଜୟ🙏 ଜଗନ୍ନାଥ🙏 ଜୟ ଜଗନ୍ନାଥ🙏 ଜୟ ଜଗନ୍ନାଥ🙏 ଜୟ ଜଗନ୍ନାଥ🙏 ଜୟ ଜଗନ୍ନାଥ🙏 ଜୟ ଜଗନ୍ନାଥ🙏 ଜୟ🙏 ଜଗନ୍ନାଥ ଜୟ🙏 ଜଗନ୍ନାଥ ଜୟ🙏 ଜଗନ୍ନାଥ ଜୟ🙏 ଜଗନ୍ନାଥ ଜୟ🙏 ଜଗନ୍ନାଥ🙏 ଜୟ ଜଗନ୍ନାଥ🙏 ଜୟ ଜଗନ୍ନାଥ🙏
@skrushnareddy6796
@skrushnareddy6796 5 күн бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ମହାବାହୁ ଓମ୍ ନମଃ ଭଗବତେ ବାସୁଦେବାୟ ନମଃ 🕉️🙏🕉️🙏🕉️🙏🕉️🙏🕉️🙏🕉️🙏🕉️🙏🕉️🙏🕉️🙏🌸🌷🍂🍂🪔🌼💐🥀🥀🌺🌺🍁🍁🌻💮💮🏵️🌿🙏🕉️🌸🌷🍂🌼💐🥀🌺🍁🌻🌻💮🌹⭕‼️⭕
@ManmathaBihari98
@ManmathaBihari98 5 күн бұрын
ସୁନ୍ଦର ଉପସ୍ଥାପନା ଆପଣଙ୍କର ❤❤❤ ଜୟ ଜଗନ୍ନାଥ ❤❤❤❤
@skrushnareddy6796
@skrushnareddy6796 5 күн бұрын
ଓମ୍ ନମଃ ଶ୍ରୀ ବାସୁଦେବ ନମଃ ଓମ୍ ନମଃ ଶ୍ରୀ ମା ଭୁବନେଶ୍ଵରୀ ଦେବୀ ନମଃ ଓମ୍ ନମଃ ଶ୍ରୀ ବିଷ୍ଣୁ ନାରାୟଣ ମହା ପ୍ରଭୁ ନମଃ ଓମ୍ ନମଃ ଭଗବତେ ବାସୁଦେବାୟ ନମଃ 🕉️🙏🙏🕉️🙏🕉️🙏🕉️🕉️🕉️🕉️🕉️🕉️🙏🕉️🙏🕉️🙏🕉️🏵️🏵️🌿🍂🌹💮💮🌻🍁🍁🌺🥀💐🪔🌸🌷🌼🌼🏵️🏵️🌿🙏🍂🌹🌹💮🌻🍁🌺🥀🪔🌷🌼🌼🌷🌸🌸🌼🌷🌸⭕‼️⭕
@puspanjalibehera9591
@puspanjalibehera9591 4 күн бұрын
ଅତି ସୁନ୍ଦର ଉପସ୍ଥାପନା...ଜୟ ଜଗନ୍ନାଥ 🙏🙏🙏🙏
@rockstartapu2317
@rockstartapu2317 15 сағат бұрын
Jai jagannath namoha mohaprabhu ki Jai ho nomo prabhuji 🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏
@rajeshpradhan3591
@rajeshpradhan3591 5 күн бұрын
Jay Jagannath 🙏🙏🙏
@punammund5934
@punammund5934 5 күн бұрын
MahaPravu nka Leela sabu ete Sundar bhaba re aapana kahuchanti 🙏 Pravu aapanaku sabu bele sustha aau khusi re rakhi thaantu 🙏 Mahaprabhu nka pain ete sundar kabita aau dhaga suniki roma tankuri uthe 🙏 bahut bahut khusi lage se sabu apananka muha ru sunibaku 🙏
@anusayamohanty1775
@anusayamohanty1775 5 күн бұрын
Am mahaprabhu❤🎉 sir pranm
@aradhya..2623
@aradhya..2623 4 күн бұрын
ହେ ମହାବାହୁ 🙏🙏🙏
@bhagyalatapanda2910
@bhagyalatapanda2910 5 күн бұрын
Jay jagannath swami 🙏🏻🙏🏻🙏🏻🙏🏻🙏🏻🙏🏻
@Harekrishna....947
@Harekrishna....947 5 күн бұрын
Haribol
@pramodsahu9090
@pramodsahu9090 5 күн бұрын
Jai shree Jagnnath 🙏🙏🙏
@prabhasinipani9558
@prabhasinipani9558 5 күн бұрын
Koti koti pranam ashutosh babu jagannatn apankra mangla karantu jai jagannath❤❤❤🌹🌹🌹🙏🏻🙏🏻🙏🏻
@bhagyabatigantayat297
@bhagyabatigantayat297 5 күн бұрын
Mo Kaliadhana ⭕‼️⭕🙏♥️🙏♥️Jay Shree Jagannath🙏♥️🙏♥️🙏♥️
@smitamishra2599
@smitamishra2599 4 күн бұрын
Jay Shri Jagannath 🙏🏻🙏🏻🙏🏻🙏🏻 Mahaprabhu nka Charanarabindare Mora koti pranam 🙏🏻🙏🏻🙏🏻🙏🏻 Pranam Bhaina 🙏🏻
@alkamahalik3856
@alkamahalik3856 5 күн бұрын
Bahut sundar ..... Jay jagannath 🙏
@swarnamayeeswain9027
@swarnamayeeswain9027 5 күн бұрын
Jay jagannath Swami Jay maa maha Laxmi ❤❤❤🙏🙏🙏
@laxmipriyalenka7016
@laxmipriyalenka7016 5 күн бұрын
Jay Jagannath Swami 🙏🙏🙏🙏
@pramilabarik3626
@pramilabarik3626 4 күн бұрын
Jay shree Jagannath baba Jagannath tumaku bhalre rakhantu amitisunuthaa banchi thibajaa❤❤🙏🙏
@JituSwain-nm7ic
@JituSwain-nm7ic 3 күн бұрын
Jai jagannath mahaprabhu
@sanjuktadas1235
@sanjuktadas1235 5 күн бұрын
Jay jagannath 🙏 🙏 ♥️
@RLaxmi-wo2uv
@RLaxmi-wo2uv 5 күн бұрын
ଜୟ ଜଗନ୍ନାଥ ମହାପ୍ରଭୁ
@satyabratapanda3137
@satyabratapanda3137 5 күн бұрын
jai jai Shri radhey jai jai jagannath
@alekhchandramalik740
@alekhchandramalik740 5 күн бұрын
Jay Jagannath Swami 🙏🙏🙏🙏🙏🙏 ll
@KataPatra
@KataPatra 5 күн бұрын
Jay Jagannath Swami Nayana Pathagami Vhavo Tumea 🙏❤️🌹🚩⭕‼️⭕
@suchitrasahoo9085
@suchitrasahoo9085 5 күн бұрын
Jai Jagannath 🙏
@anjalipanda1681
@anjalipanda1681 5 күн бұрын
Jai jagannth
@rajshreedas6501
@rajshreedas6501 5 күн бұрын
Jay shree jagannath 🙏
@anupamapattanaik
@anupamapattanaik 5 күн бұрын
Jai jagannath sir
@saumyaranjansahoo440
@saumyaranjansahoo440 4 күн бұрын
ଜୟ୍ ଜଗନ୍ନାଥ 🙏
@AlakaSingh-vg6ol
@AlakaSingh-vg6ol 5 күн бұрын
Jay jagannath
@manojparichha9700
@manojparichha9700 5 күн бұрын
⚫️‼️⚫️ଜୟ ଜଗନ୍ନାଥ
@67RANJANA
@67RANJANA 5 күн бұрын
ଜୟ ଜଗନ‌‍ା‌ଥ
@user-xc9dy8cc2v
@user-xc9dy8cc2v 5 күн бұрын
❤Jay shree jagannath Jay shree ❤🎉 gopinath dava
@mangulupradhan7548
@mangulupradhan7548 5 күн бұрын
🚩ଜୟ ଜଗନ୍ନାଥ🌼❤🙏
@ajaykumarpani8603
@ajaykumarpani8603 5 күн бұрын
Jay jagannath mahaprabhu
@suchismitasahoo8093
@suchismitasahoo8093 5 күн бұрын
Mahaprabhu nkar ete bichitra lila bisayare agaru ame kichi jani paru nathilu,ame garv kariba katha bramhandar thakur ama odisha re aam pakhare achanti ,dhanya heigala aam jiban, Mahaprabhu nku koti koti dhanyabad,sir apananku koti koti dhanyabad aam Mahaprabhu nk prati aam r vakti vab jagrat karuthibaru Mahaprabhu nk sri Charan tale koti koti pranam 🙏 🙏 🙏 🙏
@rashmipradhan2508
@rashmipradhan2508 5 күн бұрын
Jay Shree Radhe Radhe 🙏 Jay Shree Jagannath 🙏 ♥️ Jay Shree Ram 🙏 Jay Shree Hanuman 🙏
@madhusmitasethy8687
@madhusmitasethy8687 4 күн бұрын
Jay Shri Jagannath Mahaprabhu 🌷🌷🙏🙏🙏🙏🌷🌷
That's how money comes into our family
00:14
Mamasoboliha
Рет қаралды 8 МЛН
Final muy increíble 😱
00:46
Juan De Dios Pantoja 2
Рет қаралды 51 МЛН
路飞被小孩吓到了#海贼王#路飞
00:41
路飞与唐舞桐
Рет қаралды 44 МЛН
Jagannath Mahima
1:47:11
Pandita Charana Ramdas - Topic
Рет қаралды 139 М.
Anasara Niti ॥ Anasara Puja ॥ #muodia
19:40
ମୁଁ ଓଡିଆ
Рет қаралды 39 М.
That's how money comes into our family
00:14
Mamasoboliha
Рет қаралды 8 МЛН