ବିନାଶ କାଳେ ବିପରୀତ ବୁଦ୍ଧି, ମା ଦେଲା ଝିଅକୁ ଅଭିଶାପ ! PratidinTv

  Рет қаралды 2,470,896

Pratidin TV

Pratidin TV

Жыл бұрын

ବିନାଶ କାଳେ ବିପରୀତ ବୁଦ୍ଧି, ମା ଦେଲା ଝିଅକୁ ଅଭିଶାପ ! #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Like Our Facebook Page
: / pratidinodisha
Subscribe To Our KZfaq Channel: / @pratidintvodisha
Subscribe To Our Hashtag Channel: / @hashtag6187

Пікірлер: 2 800
@GOVTJOBALERT3
@GOVTJOBALERT3 Жыл бұрын
ସେମିତି ଝିଅକୁ ଘରକୁ ନେବା ଅପେକ୍ଷା ଆଉ ଗୋଟେ ଅନାଥ ଛୁଆକୁ ପାଳିବା ବହୁତ ଭଲ
@arunamohanty2986
@arunamohanty2986 Жыл бұрын
Thik kahichha
@manashkumar6760
@manashkumar6760 Жыл бұрын
Thik Katha kahila
@moharanasaroj6671
@moharanasaroj6671 Жыл бұрын
ତ୍ରିବାର ସତ୍ୟ କଥା 👍
@aww.comRasmita
@aww.comRasmita Жыл бұрын
Right
@humanquantum2350
@humanquantum2350 Жыл бұрын
Sae jhia ku life long muhna dekhani
@Ranjitdasofficial611
@Ranjitdasofficial611 Жыл бұрын
ମାଆ ର ମୂଲ୍ୟ ସେ ହିଁ ଜାଣିଛି ଯାହା ପାଖେ ମାଆ ନାହିଁ।ଭଗବାନ ଭଉଣୀକୁ ସଦବୁଦ୍ଧି ଦିଅନ୍ତୁ। ଜୟ ଜଗନ୍ନାଥ।
@d.rpanda9633
@d.rpanda9633 Жыл бұрын
Vai se vauni ku au sadbudhi nuhe, taku thik Berhampur ra Dipika type ra haba darkar.
@prabhashbarik123
@prabhashbarik123 Жыл бұрын
ସିଏ ହିଁ ଉଦଣ୍ଡ ହୁଏ ଯାହା ପାଖେ ମା ବାପା ଥାନ୍ତି । ମା ବାପା ହିଁ ଛୁଆ କୁ ବଡ଼ କରନ୍ତି ଉଛିତ୍ ସଂସ୍କାର ଦିଅନ୍ତି । ସବୁଠେ ଭୁଲ୍ ହଉଚି ଏ ପୁଅ ମାନଙ୍କର ଆଜ୍ଞା । Tk ଧ୍ୟାନ ଦେଇ ସଂସାର ଆଗକୁ ନିଅନ୍ତୁ
@krutibashpradhann7407
@krutibashpradhann7407 Жыл бұрын
Stupid girl after few months she will realise the real love
@bhovyakumarirana120
@bhovyakumarirana120 Жыл бұрын
You are right Bro....😥😥😥😥
@rupalijena5555
@rupalijena5555 Жыл бұрын
Right
@badboyasish1
@badboyasish1 Жыл бұрын
ଯଦି ମା ବାପା ଙ୍କୁ ଖୁସି ଦେଇପରୁନ ଦୟାକରି 🙏 ଦୁଃଖ ବି ଦିଅନି 🙇🙏 ମା ବାପା ହିଁ ପ୍ରଥମ ଭଗବାନ ❤️🙏
@kabitaparida5179
@kabitaparida5179 Жыл бұрын
Yes bro
@SUBHRANSU99
@SUBHRANSU99 Жыл бұрын
😢😢
@subhammohanty874
@subhammohanty874 Жыл бұрын
Bilkul 🙏
@sweetynayak01
@sweetynayak01 Жыл бұрын
Right
@prachiparimitapatra6642
@prachiparimitapatra6642 Жыл бұрын
Sata katha🥺
@SUBHRANSU99
@SUBHRANSU99 Жыл бұрын
ଏତେ ହେଲା ପରେ ବି ମା ତଥାପି ଝିଅ ପ୍ରତି ଭଲ ପାଇବା ଛାଡ଼ିନି 😭😭😭😭😭💔😢😢🙏🙏🙏😭💔😢
@igouttampatro6300
@igouttampatro6300 Жыл бұрын
ସତ କଥା ଭାଇ ନହେଲେ ଦେଖୁନ ସେ ମା କହୁଛି ମୋ ଝିଅ କୋଟ ମେରେଜ କରୁ କାଲି ସକାଳୁ ସେ ପୁଅ ଛାଡିଲେ ଯିବ କୁଆଡେ. ଧନ୍ୟ ମା ସତ କଥା ଝିଅ ର ବିନାଶ କାଳେ ବିପରୀତ ବୁଦ୍ଧି
@satyajitroul1456
@satyajitroul1456 Жыл бұрын
Toki ta duba ghasa bodhe
@puspanjalimalik4657
@puspanjalimalik4657 Жыл бұрын
ଏତେ କଥା ପରେ ମା ଛୁଆ ର ଭବିଷ୍ୟତ କଥା ଭାବୁଛି ମୋ ଝିଅ କୋଟ ମାର୍ରଜେ କରିକି ରହୁ କିନ୍ତୁ ଝିଅ ମା କୁ ପିଟି ପଳାଉଛି... ଧନ୍ୟ.. ମା 🙏🙏ସବୁବେଳେ ଦୟାର ସାଗର 🙏🙏🙏🙏😭😭
@baikunthabehera3971
@baikunthabehera3971 Жыл бұрын
Ajira jubapidhhi ku bhari maza lage .bises kari MAHILLA NKU SEX ..DRAX....WINE..AND TANKA ....KI CIGARET PIUCHHANTI MAHILLA .ARACHANA PAKHAKU A JHIA KU CHHADIDHIA
@miliranisamal5453
@miliranisamal5453 Жыл бұрын
ମା ସବୁବେଳେ ମା।।।।।
@sujatanayak480
@sujatanayak480 Жыл бұрын
Maa 🙏😭😭😭
@cuteASMR519
@cuteASMR519 Жыл бұрын
Right 😢
@ansumansahoo3606
@ansumansahoo3606 Жыл бұрын
Abhisaàp deichi dekha bhalase
@dillipnaik1875
@dillipnaik1875 Жыл бұрын
ମା ସବୁବେଳେ ମା 🙏🙏ଏତେ ପରେ ବି ତା ଝିଅ ର ମଙ୍ଗଳ ଚାହୁଁଚି,, କିନ୍ତୁ ଝିଅ ଏଠି ମା କୁ ମାଡ ମାରୁଛି,,, ଦିନ ଆସିବ,, ଆସିବ ଆସିବ ଲୋ ଭାଙ୍ଗି ଯିବ ଗର୍ବ ତୋର 😭😭😭
@dhanumunda7630
@dhanumunda7630 Жыл бұрын
Rights
@sibaramdas9847
@sibaramdas9847 Жыл бұрын
apana thik kahichanti aji kali jhia mane bi nije jaha karuchante pare bhabila belaku kichi nathiba sehi bapa maa ra mulya sete bele hi bujhilabelaku kichi nathib.
@sunilsahoo6433
@sunilsahoo6433 Жыл бұрын
Thik
@sunilsahoo6433
@sunilsahoo6433 Жыл бұрын
Prema pagala 😡😡😡👏👏👏 chi chi chi chi chi chi chi
@hiralalpadhi
@hiralalpadhi 2 ай бұрын
ମାଁ ଭଗବାନଙ୍କ ରୂପେ ପିଲା ମାନଂକ ଉପରେ ବିପଦ ଆସିଯିବ ଭାବି କୋଳରେ ଧରୁଥିଲେ ତୁ ଏମିତିକା ଝିଅ ଠେଲିଦେଇ ଲାଭ କ'ଣ ପାଇବ ଅଭିଶାପ ରେ ବରବାଦ ହେବ ସେଥିପାଇଁ ବିନାଶକ କାଳରେ ବିପରୀତ ବୃଦ୍ଧି। ଧନ୍ୟବାଦ ଲୋକ ମାଁ ତୋର ବୃଦ୍ଧି ପଣିଆ।
@bijayjena3140
@bijayjena3140 Жыл бұрын
ମା ଏତେ ସବୁ ହୋଇସାରିବା ପରେ ଝିଅର ମଙ୍ଗଳ ପାଇଁ କୋର୍ଟ ମାରେଜ୍ କରିବାକୁ କହୁଛି ମା ତତେ ସହେ ଦଣ୍ଡବତ🙏🙏🙏🙏
@Panda_art_craft_panda_official
@Panda_art_craft_panda_official Жыл бұрын
କାହା କୁ ମା ର ସ୍ନେହ ମା ର love ମିଳୁନି ହେଲେ ....... 🥺😔😒......love you maa ❤️......ମା ଦୁନିଆ ର ଅମୂଲ୍ୟ ସମ୍ପଦ ...ମା ର ମୂଲ୍ଯ ନାହିଁ......ଏ ଝିଅ ଯେବେ ମା ହବ ସେ ମା କଣ ବୁଝିପାରିବ.....🙏🏻🙏🏻🙏🏻
@sujatanayak194
@sujatanayak194 Жыл бұрын
Right
@dusmantanaik2506
@dusmantanaik2506 Жыл бұрын
ମା ବାପାକୁ ଏମିତି କନ୍ଦେଇ କେବେ ତୁ ଖୁସିରେ ରହିପାରିବୁ ନାହିଁ ଭଉଣୀ ।।ତୋତେ ସଦ୍ବୁଦ୍ଧି ଦିଅନ୍ତୁ ଭଗବାନ
@prabhatikisan3070
@prabhatikisan3070 Жыл бұрын
Right bro
@ritiklovessunita
@ritiklovessunita Жыл бұрын
କଉ ଭଗବାନ ଦବ କେବେ ଦବ
@bikrambikram2465
@bikrambikram2465 Жыл бұрын
Vai koli juga dhonsa
@ranjanmallick9715
@ranjanmallick9715 Жыл бұрын
ସେ ଝିଅ ମା ହେଲେ ଜାଣିବ ମାର ଦରଦ
@bijaya.
@bijaya. Жыл бұрын
ସବୁବେଳେ ଭଗବାନଙ୍କ ଉପରେ ବିଶ୍ୱାସ ରଖ ସବୁଠିକ୍ ହେବ ।
@adarshajeevan1315
@adarshajeevan1315 Жыл бұрын
ଧନ୍ୟ ଲୋ ଝିଅ,ତୋତେ କୋଟି ମୁଣ୍ଡିଆ🙏 ମାଆ ଠିକ୍ କହୁଛନ୍ତି🙏
@smita_art_craft_gallery
@smita_art_craft_gallery Жыл бұрын
ଏ ଝିଅ କୁ ମରଣ ହଉନି 😡😡😡 ବାପା ମା ଙ୍କୁ ଦୁଃଖ ଦେଇ କୋଉ ପିଲା କେବେ ସୁଖରେ ରହିନି 😠😠
@sukanyadalai8470
@sukanyadalai8470 Жыл бұрын
ଧନ୍ୟ ରେ ଝିଅ ତୁ ଏତେ ଲୋକ ଙ୍କ ଆଗ ରେ ମା ଗର୍ଭ କଷ୍ଟ ର, ଜନ୍ମ କଷ୍ଟ ର, ଲାଳନ ପାଳନ ର, ସ୍ନେହ ଶ୍ରଦ୍ଧା ର ଉଚିତ ମୂଲ୍ୟ ଦେଲୁ 😭😭😭, ଏଇ ପାପ ରୁ ଭଗବାନ ବି ବଂଚେଇ ପାରିବେନି, ମା ର ସ୍ନେହ କୁ ଗୋଇଠା ମାରିକି ଯାଇଛୁ
@bharat680
@bharat680 Жыл бұрын
Ei bhali jhia pet re Mari Jai thile bhala hei thanta... 🤬
@deepakbehera5450
@deepakbehera5450 Жыл бұрын
Sata kahilo mem Amitika jhio darkar nai chi😭😠
@pinkyvidyashort
@pinkyvidyashort 2 ай бұрын
Really sukanya very sad 😢
@janardanjena9928
@janardanjena9928 Жыл бұрын
ଖୁସି ଲାଗିଲା.... ପ୍ରମିଳା ମା' ଆଜି ଶାଶୁ ବା ମା' 😄😄ପଟେ ଅଛନ୍ତି...
@purusottamhemram1122
@purusottamhemram1122 Жыл бұрын
ବାପା,ମାଙ୍କୁ ଦୁଃଖ ଦେଉଥିବା ପିଲା କେବେ ଶାନ୍ତିରେ ରହି ପାରେ ନାହିଁ ।
@shriyanshiofficial2176
@shriyanshiofficial2176 Жыл бұрын
ଦେଢ଼ ବର୍ଷର ଭଲପାଇବା କଣ 25 ବର୍ଷର ଭଲ ପାଇବା ଆଗରେ ବିକିହେଇଯିବୋ 😭ହେ ପ୍ରଭୁ ଜଗନ୍ନାଥ ତୁମେ କିଛି କର🙏
@shriyanshiofficial2176
@shriyanshiofficial2176 Жыл бұрын
@Bapun Mishra ଆରେ ଭାଇ ମୁ ଲେଖି ସିକିନି ତୁ ମୋ ପାଇଁ ଲେଖିଦବୁକି
@chesta197
@chesta197 Жыл бұрын
​@Bapun Mishra youtube permanent mobile re insta nuha delete heijiba
@chesta197
@chesta197 Жыл бұрын
@Bapun Mishra hmm ta maa katha kn pain kahuchu 😂😂😂😂😂😂🖕
@dibyaranjan9457
@dibyaranjan9457 Жыл бұрын
ସେ ଝିଅ କୁ ଭଗବାନ କେବେ ବି କ୍ଷମା କରିବେନି , ହୁଏତ ଆମେ ମାନେ ଦେଖିବୁନି କିନ୍ତୁ ଭଉଣୀ ଜଣକ ବହୁତ ହଇରାଣ ହେବେ ମା ବାବା ଙ୍କ ଅଭିଶାପ ପଡିବ
@GangotriPriyadarshiniLenka
@GangotriPriyadarshiniLenka Ай бұрын
ଆରେ, ସେ ଝିଅ ଯଦି ନିଜ ମା ସହ ଏମିତି ବ୍ୟବହାର କରୁଛି ,ତେବେ ସେ ତା ଶ୍ବଶୁରଘର ଲୋକଙ୍କୁ କେମିତି ବ୍ୟବହାର କରିବନି😢। ଆଉ ସେ ପୁଅ ବି ତାର ସାଥ୍ ଦେଉଛି, ଛି ଛି.... 😢 ପୁଅ ତୋର ବି ସମୟ ଆସୁଛି। ତୋ ଛୁଆ ଯେତେବେଳେ ତୋ ସହ ଏମିତି କରିବ ତୁ ଜାଣିବୁ, ଏମିତି କଲେ କେମିତି ଲାଗେ।
@ramachandramishra1472
@ramachandramishra1472 Жыл бұрын
ମା'ର ଅଭିଶାପ ମିଛ ନୁହେଁ 😘 ଯେତେବେଳେ ବାଫ ନବୁ ସେତେବେଳେ ମା କୁ ଡାକିବୁ🤱
@ramapradhan9966
@ramapradhan9966 Жыл бұрын
Right
@Abhi-bt2us
@Abhi-bt2us Жыл бұрын
100 percent true bro
@__seo_bts__
@__seo_bts__ Жыл бұрын
Bhai lo badhiya katha 😘❤🥺😩
@SauravKumar-ck6cr
@SauravKumar-ck6cr Жыл бұрын
Sure
@Cutepihu981
@Cutepihu981 Жыл бұрын
💯 % ସତ୍ୟ
@santoshdehury6690
@santoshdehury6690 Жыл бұрын
ଭଉଣୀ ନିଜର ପ୍ରେମ ପାଇଁ ନିଜର ବାପା ମାଆ ଭୁଲିଯାଇଛି ଏବଂ ମାଆକୁ ମାଡ ମାରିବାକୁ ମଧ୍ଯ ପଛକୁ ଘୁଞ୍ଚି ନାହିଁ,ଆଜି ସେ ଭାବୁଛି ସେ ପିଲା କୁ ପାଇ ସବୁ ଖୁସି ପାଇଛି ,କିନ୍ତୁ ସେ ଖୁସି କମ ଦିନ ପର୍ଯ୍ୟନ୍ତ, ପରେ ଭାବିଲା ବେଳକୁ କିଛି ନ ଥିବ ,ସମୟ ଅଛି ନିଜ ମାଆଙ୍କ ପାଖକୁ ଚାଲି ଆସି ,,,,,,
@changeyourlife3995
@changeyourlife3995 Жыл бұрын
ସବୁଆଡେ ସମ ଦଶା
@bhanupratapsahoo3135
@bhanupratapsahoo3135 Жыл бұрын
Right
@sanjusamson5869
@sanjusamson5869 Жыл бұрын
Nice bhai
@rupalibehera4792
@rupalibehera4792 Жыл бұрын
😔😔😔😔
@poojadas8578
@poojadas8578 Жыл бұрын
Mu manuchi ye jhio bhul koruchi but mote gote kotha kuho jodi ye jhio maa kotha re raji heiki government job bala puo ku baha hua au ta pore se puo jodi jhio pai Mori jae ta pore sobu jhio ro bhul emti kon pai sobu bele jhio ro bhul 😭😭😭 au jhio please maanku bujhao time ku wait koro sobu thik heijibo 🙏🙏
@ajaykumarsahoo4909
@ajaykumarsahoo4909 Жыл бұрын
ଭଗବାନ ସେ ଝିଅ କୁ ସଦବୁଦ୍ଧି ଦିଅନ୍ତୁ, ମା ଏତେ ପରେବି ସେ ଝିଅ ର ଭବିଷ୍ୟତ ନେଇ ଚିନ୍ତିତ, ମା ସବୁବେଳେ ମା 🙏🙏🙏🙏
@snehalatasethy2828
@snehalatasethy2828 12 күн бұрын
ଦୁନିଆରେ କିଆ ଯଦି ନିଜର ସେ ଜଣକ ହିଁ ମାଆ
@shibanipradhan4247
@shibanipradhan4247 Жыл бұрын
ସବୁ ଦୁଃଖ ସୁଖ ରେ ମା ବାପା ଠିଆ ହୁଅନ୍ତି ଆଉ କେହି ନୁହେଁ
@gatikrushnasahoo8377
@gatikrushnasahoo8377 Жыл бұрын
Ease
@baikunthabehera3971
@baikunthabehera3971 Жыл бұрын
KAHIDHELE MU MANIJIBI KI .TUME JAHA LEKHICHA TAHA SATHHIK HELE BAPA BOU NKU SEBA KETE BATARE RAKHICHA ..BUJHIPARILANI KI GODA HATA MODIBA SEBA..JUHAR
@janmejaymohanty1245
@janmejaymohanty1245 Жыл бұрын
କଣ ଏଇ bhali ଦୁଖଃ ଦେଇକି କହିବ ବାପା ମା ଆମକୁ kasta ଦେଲେ Ebhali 3rd class ଝିଅ ମରିଗଲେ Bhala ହେବ
@bharatvlogs9077
@bharatvlogs9077 Жыл бұрын
tujanichu ..
@baikunthabehera3971
@baikunthabehera3971 Жыл бұрын
@@bharatvlogs9077 tu janhini ki .kanha kahibaku chanhuchu LEKHE
@sadanandasahoo3707
@sadanandasahoo3707 Жыл бұрын
ପିଲା ନ ହେବା ଦୁଃଖ, ପିଲା ଜନ୍ମ ହୋଇ ମରିଯିବା ଆଉ ଟିକେ ଦୁଃଖ, ସବୁଠୁ ଦୁଃଖ ପିଲା ମୂର୍ଖ ହୋଇ ରହିବା। ପ୍ରେମକଲା ଠିକ ଅଛି।କିନ୍ତୁ ମା କୁ ଏମିତି ମାରିବା -- ଏମିତି ଝିଅ ପାଇଁ ମନଦୁଃଖ କରିବା ଅପେକ୍ଷା ଶୁଦ୍ଧି ହୋଇଯିବା ଭଲ।
@sibasibanigouda4746
@sibasibanigouda4746 Жыл бұрын
Raite
@singing-star90
@singing-star90 Жыл бұрын
अजात मृत मुर्खाणां बरमादौ न चांती म:।सकूत दु:ख कराबाद्या बनती मस्तू पदे पदे।।
@babulidehuria4524
@babulidehuria4524 Жыл бұрын
ଧିକ ତୋ ପ୍ରେମ
@World21288
@World21288 Жыл бұрын
Ri8
@sasmitasenapati278
@sasmitasenapati278 14 күн бұрын
ସେ ଝିଅ କୁ ବିଷ ଦେଇଦିଅ
@utkaliniparida
@utkaliniparida Жыл бұрын
Parents are the most precious things in the world.. don't loose them..🙏☺️💟
@anojpradhan6617
@anojpradhan6617 Жыл бұрын
Aisa mat karo.jaisa v ho aapka maa aur papa hai
@omm_xyzz
@omm_xyzz Жыл бұрын
Maghia jhio
@moharanasaroj6671
@moharanasaroj6671 Жыл бұрын
ଆଜି କାଲି ର ପିଲାମାନେ ବୁଝୁନାହାନ୍ତି, ବାପା ମା'ଙ୍କର ମୁଲ୍ୟ, ଭବିଷ୍ୟତ ପୁରା ଅନ୍ଧାର 👍🥰 ବିନାଶ କାଳେ ବିପରିତ ବୁଦ୍ଧି
@bikram264
@bikram264 Ай бұрын
Kemiti Bujhibe Tike Galu Dosa Lagi Kete Kan Kanda Karidauchanti Aaji Kali Ka Pila ....😢
@Jayant239
@Jayant239 Жыл бұрын
ଧନ୍ୟ ରେ ଝିଅ........ ଜିଏ ନିଜ ବାପା ଆଉ ମା ଙ୍କ ଆଖି ରେ ଲୁହ ଦେଇଛି ଭଗବାନ୍ ତାକୁ କେବେ ବି ଖୁସି ରେ ରଖିବେନି....
@soubhagya2246
@soubhagya2246 Жыл бұрын
Maa is living goddess
@motivationvideos5759
@motivationvideos5759 6 күн бұрын
ମା ତୁମକୁ ଅନୁରୋଧ ସେ ଭଳି ଝିଅ କୁ ଦୟାକରି ଘରକୁ ନିଅନି.
@pinkuncreation7406
@pinkuncreation7406 Жыл бұрын
ପିଲା ମାନେ ଯେତେ ଭୂଲ୍ କଲେ ବି ବାପା ମା ମାନେ କହିବେ ମୋ ପିଲା ର କିଛି ଭୁଲ୍ ନାହିଁ 😭😭ସେ ତାର ସୁରକ୍ଷା ଦେଖିବେ
@gayatrimadkami7145
@gayatrimadkami7145 Жыл бұрын
Hon
@KUMARYESH-se8td
@KUMARYESH-se8td Жыл бұрын
ମାଉସୀ ଆପଣଙ୍କ ଅଭିଶାପ ନିଛିନ୍ତ ପଡ଼ିବ ଭଗବାନ୍ ବଡଲୋକ 🙏🙏🙏 ଖାଲି ସମୟକୁ ଅପେକ୍ଷା କର ....
@pradyumnakumar3949
@pradyumnakumar3949 Жыл бұрын
Bhai kichi habani se jhia ra. Tame b wait Kara.
@manashkumar6760
@manashkumar6760 Жыл бұрын
Yes
@ranjansm6014
@ranjansm6014 Жыл бұрын
@@pradyumnakumar3949 abhisapa pade re bhai hyudaya ya ru jaha asirbada kimba abhisapa pa de taha aji nuha ta kali pratiphalita hue jay jagannath
@srishantmishra3014
@srishantmishra3014 Жыл бұрын
@@pradyumnakumar3949 😂😂😂😂
@KUMARYESH-se8td
@KUMARYESH-se8td Жыл бұрын
@@pradyumnakumar3949 ତମେ ତାକୁ ଟେକିକି ଧର
@abinashpradhan6259
@abinashpradhan6259 15 күн бұрын
ଯୋଉ ଝିଅ ନିଜ ମା ବାପର ନୁହଁ ସେ କାହାର ନୁହଁ
@priyadarsanmallick8925
@priyadarsanmallick8925 Ай бұрын
ସେ ମାଆ ହେଲେ ସନ୍ତାନ ର ମୂଲ୍ୟ ବୁଝିବ , ହେଲେ ସେତେବେଳକୁ ଅନୁତାପ ହିଁ ସାର ହେବ ।
@srbsom5776
@srbsom5776 Жыл бұрын
ବାପା, ମା ଙ୍କ ଆଖିରେ ଲୁହ ଦେଇ କେହି ବି ଖୁସିରେ ରହି ପାରିନାହାନ୍ତି 🙏
@gyanaranjansahoo8539
@gyanaranjansahoo8539 Жыл бұрын
ମା ହିଁ ମହାନ 🙏
@sumanarpita9516
@sumanarpita9516 5 күн бұрын
ଏଇ ଝିଅ ନିହାତି ମରିବ
@pradoshkumar7833
@pradoshkumar7833 Жыл бұрын
ବାପା ମା ଜନ୍ମ ଦେଇଛନ୍ତି, ଏ ଦୁନିଆ କୁ ଆଣିଛନ୍ତି. ଆଉ ବାପା ମା ଙ୍କ ପାଇଁ ଆମ କୁ କଛି ବି ତ୍ୟାଗ କରିବା କୁ ପଡେ ଯଦି ଆମ କୁ ତ୍ୟାଗ କରିବା କୁ ପଡିବ କାରଣ ବାପା ମା ଙ୍କ ଋଣ କେହି ସୁଜିପାରିବେନି. ତାଙ୍କ ପାଇଁ ଯଦି ଜୀବନ ଦେବାକୁ ପଡେ ବି ଦିଅ.ବାପା ଆମ ଆମର ପ୍ରଥମେ ପ୍ରେମ ଆଉ ଏ ଦୁନିଆ କୁ ଆସିବା ପୂର୍ବରୁ ତାଙ୍କ ସହ ସମ୍ପର୍କ ଯୋଡ଼ା ହେଇଛି.ଆଉ ଆମେ ଏ ଦୁଇ ଦିନିଆ ପୁଅ ହଉ କି ଝିଅ ପାଇଁ ନିଜ ପ୍ରଥମ ପ୍ରେମ ବାପା ମା ଙ୍କୁ କେମିତି ଆଡେଇଵା.ଯିଏ ବାପା ମା ଙ୍କୁ ଏମିତି ବ୍ୟବହାର କରୁଛି ଅନ୍ୟ ପାଇଁ ସେ କଣ ମଣିଷ.ଏ ଝିଅ ବହୁତ ବଡ଼ ଭୁଲ କରୁଛି.
@pradyumnakumar3949
@pradyumnakumar3949 Жыл бұрын
Bhai tu pua te to Mana re amiti banana asiba normal but se jhia te taku tyaga kn family kn father kn mother kn behavior kn a Sabu kehi sikhanti Khali market re buliki khela kare ayiya sikhiya jauchi ta se b kn kariba.. Tara b kichi vul nahi
@terroristrepublicofpakista902
@terroristrepublicofpakista902 Жыл бұрын
@@pradyumnakumar3949 hn bro jaun bap maa ଝିଅ ମାନଙ୍କୁ ଯେମିତି ଶିକ୍ଷା ଦେଇଥିବେ ସେ ସେମିତି କାମ କରିବ
@batakrushnajena983
@batakrushnajena983 Жыл бұрын
@@terroristrepublicofpakista902 right bro
@kameswarYouTubeExpress
@kameswarYouTubeExpress Жыл бұрын
Right 😊👍
@kalpanabehera1867
@kalpanabehera1867 Жыл бұрын
Maa thik kahuchanti
@chandrasekharnayaka9658
@chandrasekharnayaka9658 Жыл бұрын
ମାଆ ଆପଣ ସମ୍ଭଳିକି ରହି ଥାଆନ୍ତୁ ଦେଖିବେ ଆପଣଙ୍କ ଝିଅ ଦିନେ ଆପଣଙ୍କୁ ବାଧ୍ୟ ହେଇ ସାହାଯ୍ୟ ମାଗିବ ।
@subratsingh5158
@subratsingh5158 Жыл бұрын
ମା ତୋତେ ଶହେ ପ୍ରଣାମ ଆଉ ଏ ଝିଅ ଛି ଛି ବିଷ ମିଳୁନି
@bratatisamal938
@bratatisamal938 Жыл бұрын
ବେଧେଈ ଝିଅ ଟା ବେଶ୍ୟା ପଡ଼ାର ଛାଡ଼ିଦିଅ 🙏🏾
@divyajotiudya6141
@divyajotiudya6141 Жыл бұрын
ମାଲୋ ମା କଥା ଏବେ ତତେ ପିତା ଲାଗୁଥିବ ଅପେକ୍ଷା କର ଦିନ ଆସିବା ବୋହୁତ ହଇରାଣ ହେବୁ ସେତେବେଳ କୁ ମା ଆଉ ତୋ ପାଖରେ ନଥିବ 🙏🏻🙏🏻🙏🏻🙏🏻
@bijayabhoi7242
@bijayabhoi7242 Жыл бұрын
ମା ବାପା ଙ୍କ ସ୍ତାନ ସବଠୂ ଉପରେ ତାଙ୍କୁ ଯିଏ କଷ୍ଟ ଦିଏ ସେ କେବେବି ଭଲରେ ରହିପାରିବନି ଜୟ ଜଗନ୍ନାଥ ଏମାନଙ୍କୁ ସତ୍ ବୁଧି ଦିଅ
@sabitamarandi821
@sabitamarandi821 Жыл бұрын
Right
@user-ks9gd3zz2m
@user-ks9gd3zz2m Ай бұрын
କୁକୁର୍ ଠୁ ହିନ ଝିଅ ମା ହେଲା ପରେ ତୋ ଗର୍ବ ହିସାପ୍ ପାଇଯିବୁ love you maa
@aapkisahelisoumya8713
@aapkisahelisoumya8713 Жыл бұрын
I love my parents ❤they are god for me
@lifeofodia195
@lifeofodia195 Жыл бұрын
ମା ବାପା 😔🙏କୁ ତମେ ଏମିତି ଦୁଃଖ କଣ ପାଇ ଦଉଛ ପ୍ରେମ କରୁଛ ପ୍ରେମ 😡ବାପା ମା ଦୁଃଖ ଯେତେ ବେଳେ ପଡ଼ି ବନା ତମେ ଜଳି ପୋଡି ପାଉଁଶ ହେଇଯିବ😡 ଯିଏ ଯାହା କରୁଛି ଚକା ଆଖି ସବୁ ଦେଖୁଛି 😡
@pravaspravakar5952
@pravaspravakar5952 Жыл бұрын
ଏତେ ସବୁ ହେଲା ପରେ ବି still ମା ବି ଝୀଅ ର ମଙ୍ଗଳ ଚାହୁଁଛନ୍ତି, so court marriage, ପାଇଁ କହୁଛନ୍ତି. This the unconditional love only mother can give this type of love.. 👍
@ganeshbehera9303
@ganeshbehera9303 Жыл бұрын
ମାଗିହା ଝିଅ ସେ ମା ତତେ ଜନ୍ମ କଲାବେଳେ କେତେ କଷ୍ଟ ସହିଛି ଜାନିଛୁ।।। Media ଭାଇ ମାନେ ଏ video ku viral କରା ଜାଉ।।। Request 🙏🙏🙏🙏
@user-vz1cx9hs8o
@user-vz1cx9hs8o Ай бұрын
ଦେଖ ଝିଅ ମାରିଲା ପରେ ବି ମା ର ଛୁଆ ପାଇଁ କେତେ ଚିନ୍ତା 😢 ଏଥିରୁ ଜନା ପଡୁଛି
@shydollpriti8691
@shydollpriti8691 Жыл бұрын
ଇଏ ହଉଛି ପ୍ରକୃତ ମା 🙏🙏🙏🙏🙏🙏🙏🙏🙏
@APV.07
@APV.07 Жыл бұрын
ଏଇ ଭଳି ଅନେକ ଘଟଣା ମାନ ଆହୁରି ଘଟିବ ଅପେକ୍ଷା କର ...ଆଉ ସେ ଭଲ ସମୟ ନାଇଁ , ଭଗବାନ କରନ୍ତୁ ସଦବୁଦ୍ଧି ଦିଅନ୍ତୁ ଯୋଉ ମାନେ ଭି ଏହି ରାସ୍ତା ରେ ଅଛନ୍ତି 👍
@Bishnupriya551
@Bishnupriya551 Жыл бұрын
ଧନ୍ୟ ଲୋ ଝିଅ ଛି ଛି😡
@sunilkumar96
@sunilkumar96 Жыл бұрын
ମାଆ ତୁମେ ପ୍ରକୃତରେ ବହୁତ୍ ମହାନ୍ 🙏
@skbhoi4705
@skbhoi4705 Жыл бұрын
ଯଦି ନିଜ ପିତା ମାତାଙ୍କୁ ଖୁସି ଦେଇ ପାରୁନ ତ please ଦୁଃଖ ବି ଦିଅନ୍ତୁନି 🙏
@pabitrabeherdalai2272
@pabitrabeherdalai2272 Жыл бұрын
ମାଆ କୁ ସମ୍ମାନ ଦିଅ କାରଣ ଦଶମାସ ଦଶଦିନ ଗର୍ଭରେ ଧରି ସେ ଆମକୁ ଜନ୍ମ ଦେଇଛି
@Surya5103
@Surya5103 Ай бұрын
ଛି କି ଦୃଶ୍ୟ ......ବୋହୁତ ଦୁଃଖ ଲାଗୁଛି ମା କୁ ଦେଖିକି 🥺🥺
@kbchandan5121
@kbchandan5121 Жыл бұрын
ମା କୁ ଏମିତି ମାରୁଛୁ 🤭 ବେଧେଇ ଅଳ୍ପ ଦିନେ ନାଶ ଯିବୁ 🤭 ପରିବାରକୁ ସମ୍ମାନ ଦେଇ ନ ପାରୁଥିବା ମଣିଷ ଜୀବନକୁ ଧିକ l
@bealearner3904
@bealearner3904 Жыл бұрын
ସବୁ ସରିଯିବ ଏ ଉଗ୍ର ରୂପ କୁ ସେ ଭଲପାଇବା ଆଉ ସେବେ ମା ଫୋଟ ଧରି କାନ୍ଦୁଥିବ.. ବ୍ରାଉନସୁଗାର ନିଶା ବି ମା ର ମମତାକୁ ସେବେ ଭୁଲିବାକୁ ଦବନି... 🙏🏻
@pintumandal3804
@pintumandal3804 Жыл бұрын
Nobody can takes place of Mother. Every words of mother's deep heart will be correct in time... I respect mother...
@puspamallik4684
@puspamallik4684 Жыл бұрын
କେମିତିକା ଝିଅ ସେ ମା କୁ ମାଡମାରୁଛି ମା ଭାଗ୍ୟରେ ଥିଲେ ମିଳେ ମା ତେ ମମତା ସଦବୁଦ୍ଧି ଥିଉ 🙏🙏🙏🙏🙏🙏🙏
@satyaranjansahoo3385
@satyaranjansahoo3385 Жыл бұрын
ମା ର ମମତା କେହି ବୁଝିପାରୁନାହାନ୍ତି 😥
@basantakumar9465
@basantakumar9465 9 күн бұрын
ଏ ପରି ଘୋଡ଼ା ଗେହୀ ଝିଅକୁ ବିଷ ଦେଇ ଦେବାର ଥିଲା ।
@01Bharatiya
@01Bharatiya Жыл бұрын
"ଯିଏ ଘରର ନୁହେଁ ସିଏ କାହାର ନୁହେଁ " "ଛେଳିର ବେଶି ବିଶ୍ଵାସ କଂସେଇ କୁ" ଏଇ ମାନଙ୍କ ଠାରୁ ହେତୁବାଦୀ ଜନ୍ମ ହୁଅନ୍ତି
@rasmitadutta3679
@rasmitadutta3679 Жыл бұрын
କଳିଯୁଗର ଅନ୍ତ ହେବ ନିଶ୍ଚୟ ଜୟ ଜଗନ୍ନାଥ ପ୍ରଭୁ
@jitendramuduli7312
@jitendramuduli7312 Жыл бұрын
Bala ta heba au
@baikunthabehera3971
@baikunthabehera3971 Жыл бұрын
Apanha setebelle thai paranti na thaiparanti . But nischit heba
@rasmitadutta3679
@rasmitadutta3679 Жыл бұрын
@@jitendramuduli7312 are maghia Tora kehi maa bhauni mahanty bodhe
@rasmitadutta3679
@rasmitadutta3679 Жыл бұрын
@@baikunthabehera3971 hm
@rnentertainment7489
@rnentertainment7489 Жыл бұрын
Eta jaldei nhuai 4999 re last
@mantupradhan1058
@mantupradhan1058 Жыл бұрын
Mother & father is our living God , Jai Jagannath 🙏🙏🙏
@user-ks9gd3zz2m
@user-ks9gd3zz2m Ай бұрын
ଏମିତି ଝିଅ ଜନ୍ମ ହେବା ଅପେଖ୍ୟା ଜନ୍ମ ନ ହେଲେ ନହେବା ଭଲ
@kuladeepnaik4611
@kuladeepnaik4611 Жыл бұрын
ମା ପେଟରେ ଥାଇ ମାଆ କୁ ଲାତ ମାରୁଥିଲ । ଆଉ ଏବେ ଜନମ ଦେଇ ବଡ କଲାପରେ ବି ଲାତମାରି ଜାଉଛ । ଧିକ୍ ତମ ଜୀବନ . . .
@ranjanseth7195
@ranjanseth7195 Жыл бұрын
ଶାରୀରିକ ସୁଖ ଏମିତି ଏକ ଜିନିଷ ଯିଏ ଥରେ ତାର ମଜା ନେଇଛି,ସେ ନିଜ ବାପା ମାଙ୍କୁ ବି ଭୁଲି ଯିବ, ଏ ଝିଅଟି ଭୁଲି ଯାଇଛି ଯେ ଯେଉଁ ଚରମ ସୁଖ ପାଇଁ ମାଙ୍କୁ ମାରିଛି ତାହା କ୍ଷଣସ୍ଥାୟୀ
@babulasahu663
@babulasahu663 Жыл бұрын
Right kahicha bhai
@manashkumar6760
@manashkumar6760 Жыл бұрын
Thik Katha kahila
@pujabehera6947
@pujabehera6947 Жыл бұрын
Ekdam right bhai
@shibaneesethi
@shibaneesethi Жыл бұрын
👍
@satyaranjanswain4491
@satyaranjanswain4491 Жыл бұрын
Experienced
@SandeepKumar-qg6cv
@SandeepKumar-qg6cv Жыл бұрын
ଗିଁହା ଖାଇବ ବୋଲି ଝିଅ କଲ କଲ ହେଉଛି
@secretstarsubhjit4830
@secretstarsubhjit4830 Жыл бұрын
Right Bhai .. se Randi moru... Kulu kulu hou6i Sola kukuruni .... Balo ghoita nagi maru6i ... Moribo tar kete golu hou6i
@gleo2237
@gleo2237 Жыл бұрын
Right
@rakesh-ge2gc
@rakesh-ge2gc Жыл бұрын
Aji kali jhia kebe banda pagal
@niranjanmaity8227
@niranjanmaity8227 Жыл бұрын
ରହ ଭାଇ ହାଡ଼ ହେଇ ଯାଉଛି.. 😄😄
@tnanda1432
@tnanda1432 Жыл бұрын
Bahut Pani ଟୋକିର, ପାଉଡର ର କମାଲ ଦେଖାଉଛି
@GopalLifestyle12
@GopalLifestyle12 15 күн бұрын
ଆରେ ମା ସେ ଝିଅ କୁ ମାଳିସାହି ରେ ଛାଡି ଦେଇ ଆସ ସମସ୍ତେ ଯାଇ ପେଲିବେ
@Samiraroul045
@Samiraroul045 Жыл бұрын
ରହି ନାହିଁ କେହି ରହିବେ ନାହିଁ ଟି, ଏ କଳି ଯୁଗ ସଂସାରେ ବାହୁଡ଼ି ବେ ସବୁ ନିଜ କର୍ମ ସାରି, ଅନ୍ୟାୟ ଅନିତି ବେଳରେ। ଯୋଉ ଝିଅ ନିଜ ମା ବାପା ମାଆ ଙ୍କୁ ସମ୍ମାନ ଦେବା ଜାଣିନି,ସେ ଝିଅ କେବେ ବି କେଉଁଠି ଶାନ୍ତି ରେ ରହି ନାହିଁ।କିମ୍ବା କେଉଁ ଠାରେ ରହି ପାରିବ ନାହିଁ। ପ୍ରଥମେ ଭାବିବା ଉଚିତ୍ କି ଯଦି ବାପା ମାଆ ଝିଅ ଜନ୍ମ କରି ନ ଥାନ୍ତେ ପ୍ରେମ କରି ଥାଆନ୍ତା କେଉଁଠୁ???? ଦ୍ୱିତୀୟ କଥା ଏବେ ମା କୁ ଯେଉଁ ଗୋଇଠା ମାରି ଚାଲି ଆସିଲ, ସମୟ ଆସିବ ତମ ପିଲା ଜନ୍ମ ହେଲା ପରେ ତମକୁ ଗୋଇଠା ନ ମାରି, ଜୀବନ ରୁ ମାରିଦେବ.... ସମୟ ଅଛି ସୁଧୁରି ଯାଅ ନହେଲେ ଆଗକୁ ବହୁତ୍ ପସ୍ଥେଇ ବ।....🙏🙏🙏jadi comment ti bhala lagi thae tahele gotie like kari debe...👍
@competitor200
@competitor200 Жыл бұрын
କିଏ କହେ ଖାଲି ପୁଅ ମାନେ ବାପା ମା କୁ କଷ୍ଟ ଦିଅନ୍ତି ଝିଅ ମାନେ ସବୁର କାରଣ
@sq_af
@sq_af Жыл бұрын
A miti maa bhagya re thile mile🙏🙏🙏🙏🙏🙏🙏🙏
@ArpitaHota-gy7kk
@ArpitaHota-gy7kk Ай бұрын
ଅତି ସର୍ବତ୍ର ଗର୍ହିତମ୍ 😢 ମା କୁ ଦେବୀ ପରି ପୂଜା କରିବା ଶିଖନ୍ତୁ।❤
@pratibhabag6587
@pratibhabag6587 Жыл бұрын
ଧିକ ଏମିତି ଝିଅ କୁ..... ଦିନ ଆସିବ ଦିନେ ବହୁତ କାନ୍ଦିବ ଏ ଝିଅ ...ଯାହା ପାଇଁ ଦୁନିଆ ରେ ଆସିଲା ତାଙ୍କୁ ଆଜି କିଭଳି ବ୍ୟବହାର କରୁଛି.... ଆହା ତଥାପି ମାଆ ସେ ଝିଅ ର ଭବିଷ୍ୟତ ପାଇଁ ଭାବୁଛନ୍ତି 🙏🙏🙏
@pintumahapatra8187
@pintumahapatra8187 Жыл бұрын
ବିନାଶକାଳେ ବିପରୀତ ବୁଦ୍ଧି ଧନ୍ୟ ରେ ତୁ ଝିଅ ଜନ୍ମ ଦେଇଥିବା ମା କୁ କନ୍ଦଉଛୁ ଜୀବନ ରେ ଛୁଆ ଜନ୍ମ ଦେଇସାରେ ପରେ ଜାଣିବୁ ମା ର ମମତା କଣ 🙏🚩ଜୟ ସୀତାରାମ 🙏🚩 ଜୟ ବାଗେଶ୍ଵର ଧାମ🙏🚩
@KOBITA5559
@KOBITA5559 Жыл бұрын
ଚଣ୍ଡାଳି ଝିଅ, ମା ଉପରେ ଏମିତି କାହିଁକି ,
@basudevprusty6317
@basudevprusty6317 Жыл бұрын
ସେ ଝିଅ ବି ଦିନେ ମାଆ ହେବ ତା ପରେ ଜାଣିବ ମାଆ ଶବ୍ଦ ର ଅର୍ଥ କଣ । ସେ ଝିଅ କେବେହେଲେ ଖୁସିରେ ରହିପାରିବ ନାହିଁ
@Sadgirlkandhei
@Sadgirlkandhei Жыл бұрын
ଧନ୍ୟ ତମେ ମା ଯାହା ହଉ ଝିଅ ର ଚିନ୍ତା କରୁଛ ଝିଅ ମାରିଲା ପରେ
@baikunthabehera3971
@baikunthabehera3971 Жыл бұрын
Jhia ku haseiba maza karaiba .ALLUCHAP RA BISA DHEIDHEBA
@rkkiskucreation3848
@rkkiskucreation3848 Жыл бұрын
ଦିନେ ନା ଦିନେ ପର ଘରକୁ ଯିବ।ଯଦି ଝିଅ ତୁମ କଥା ନ ମାନି ଯାଉଛି ଯାଉ । ସମୟ ଆସିବ ବାପା ମା କଥା ମନେ ପଡିବ।
@balaramsahu7561
@balaramsahu7561 3 ай бұрын
ଘୋଡ଼ା ଗେହୀ ପ୍ରମି ଳା ତ୍ରିପା ଠି ଯୋଗୁଁ ଗଞ୍ଜାମ ଜିଲାରେ ଏସବୁ ହେଉଚି ।
@rakeshsahoo2283
@rakeshsahoo2283 Жыл бұрын
ନାରୀ ର ଅନ୍ୟ ନାମ ନିଆଁ
@itsUmacreations
@itsUmacreations Жыл бұрын
ମାଆ ଅଭିଶାପ ମହା ଅଭିଶାପ 😢😢😢
@radhakrushnapanigrahy1703
@radhakrushnapanigrahy1703 Жыл бұрын
Mother is like god. Please respect mother. Follow her advice. Mother and FATHER re our well wishers
@likundas4983
@likundas4983 Жыл бұрын
Chiiiii se jhiaku
@regaroeditz3700
@regaroeditz3700 Жыл бұрын
@@likundas4983 jhia thik achi bapa maa thik nahanti
@padmabatimohanta252
@padmabatimohanta252 Жыл бұрын
@@regaroeditz3700 kau drustiru
@pintupradhan2965
@pintupradhan2965 Жыл бұрын
ମାଉସୀ ତମେ ଠିକ୍ ଲୋକ ନୁହଁ ସେ ଭଳି ଝିଅକୁ ଛାଡିଦିଅ ବେକାର ଝିଅଟା ତମେ ମା ଝିଅ ଉଭୟ ଖରାପ୍ ସଳା କାହା ମୁହଁରେ ଲାଜନାହିଁ
@pinkyoram1065
@pinkyoram1065 Жыл бұрын
Maa bapa nka bina duniya andhara 😭😭😭 taku pachara jahar bapa maa nahanti bapa maa nkara mulya kana 🙏🙏🙏🙏🙏 i love my parents respect them ❤️❤️❤️❤️❤️❤️❤️
@nidhianaik4890
@nidhianaik4890 Жыл бұрын
ମା'ର ମମତା ଏହି ପରି ଅଯୋଗ୍ୟ କୁଳାଙ୍ଗାର ସନ୍ତାନ ମାନଙ୍କ ପାଖରେ ତୁଚ୍ଛ ହେଇଯାଏ!! ହେଲେ ଏଠି ତୁମ ନିଷ୍ପତ୍ତି ପୁରା ଠିକ୍ ଅଛି।ତୁମେ ମହାନ୍ 🙏
@footyassociationofodisha2544
@footyassociationofodisha2544 Жыл бұрын
We support maa 🙏🙏 Always maa❤❤
@pratikshyabehera3651
@pratikshyabehera3651 Жыл бұрын
Me too bro always maa
@prabinkumar3620
@prabinkumar3620 Жыл бұрын
ଆଜି କାଲି ର ପରିସ୍ଥିତି କୁ ନେଇ କି ମାଙ୍କ ଡର କାଳେ ସେ ମୋ ଝିଅ କୁ ଛାଡି ଦେବ,ଏହି ସବୁ ଚିନ୍ତା ମା ହିଁ ନିଜ ଛୁଆ ପାଇଁ କରି ପାରିବ ଆଉ କେହି ନାହିଁ
@hemantswain9061
@hemantswain9061 Жыл бұрын
ପ୍ରମିଳା ମାଡମ ଏବେ କୁହନ୍ତୁ ପୁଅ ର ଭୁଲ ନା ଝିଅ ର ।
@gurucharansahoo9577
@gurucharansahoo9577 Жыл бұрын
ଅପେକ୍ଷା କର ନିଶ୍ଚିତ ସମୟ ଆସୁଛି 👍👍 ହାଣ୍ଡି ପକାଇ ଦିଅ 🙏🙏 ତୁରନ୍ତ ଶୁଧି ହେଈ ଯାଅ 🙏🙏
@lalitakumari7266
@lalitakumari7266 Жыл бұрын
ଯିଏ ନିଜ ଜନ୍ମ କଲା ମା କୁ ମାଡ଼ ମାରିପରୁଚି 😥ସେ ପରି ଝିଅ ଠୁ ଆଉ ଅଧିକ ବା କଣ ଆଶା କରିବ, ମାଆ କୁ ମାରିଥିବା ର ଦଣ୍ଡ ନିଶ୍ଚୟ ଭୁଗିବ ଆଉ ଏ ପରି ଝିଅ କୌଣସି ମା ଙ୍କୁ ନ ମିଳୁ ଜୟ ଜଗନ୍ନାଥ
@payal1685
@payal1685 Жыл бұрын
Jou jhia nija janma kala maa ra helani se Tara Swami ra kemiti heba
@nirupamamahapatra1167
@nirupamamahapatra1167 Жыл бұрын
ତୁ କି ଝିଅ ଲ ମା କୁ ମା ରି ପକାଉଛୁ ତୁ କେମିତି ମା ଗର୍ଭ ରେ ଥିଲୁ ଛି ଛି ଥିକ୍ ତ ଯିବନ 🤜✊🤚🤛
@kshirodpaida7906
@kshirodpaida7906 17 күн бұрын
ଯାହାବି ହେଉ ମାଆ କୁ ମାରିବାର ନଥିଲା।
@prasantmohanty4880
@prasantmohanty4880 Жыл бұрын
ଭଉଣୀ ବହୁତ ଭଲ କଲୁ 😭🙏ଯୋଉ ମା ତୋତେ 10ମାସ 10ଦିନ ନିଜ ଗର୍ଭରେ ରଖି ତା ପେଟ ଭିତରେ ତୁ ତାକୁ କେତେ ଗୋଇଠା ମାରିଥିବୁ. ସେ ସମୟ ରେ ସେ ଯନ୍ତ୍ରଣା କୁ ଚାପି ସେ ତୋତେ ଜନ୍ମ କଲା. ଆଉ ଏବେ ନିଜ ଶରୀର ରେ ଯେତେବେଳେ କାମନା ର ଶିହରଣ ଧୀରେ ଧୀରେ ଆରମ୍ଭ ହେଲା ସେଠି ମା ଅଲୋଡ଼ା ହେଇଗଲା କେବଳ ସାମାନ୍ୟ ଗୋଟେ ପୁଅ ପାଇଁ 😭ଧନ୍ୟ
@murtunjaykhilar6047
@murtunjaykhilar6047 Жыл бұрын
ଏଝିଅ,ଵହୁତ,ଦୁଖ,ପାଈଵୁ,ଗିହାଖାଈଵୁଵୋଲିଏମିତି,ହ଼ଉଛୁ,କାହି
@pabitranath5075
@pabitranath5075 Жыл бұрын
Toka ra 8" banda auu😂😂
@bharatvlogs9077
@bharatvlogs9077 Жыл бұрын
jhioguda ku jou banda thare posanda hele chadu nahanti
@pabitranath5075
@pabitranath5075 Жыл бұрын
@@bharatvlogs9077 pura chuchumi palauchanti 🤣🤣
@dr.sagarguru9356
@dr.sagarguru9356 Жыл бұрын
@@pabitranath5075 bhai tike sanjamita katha kuha...ete kholi ki kahile heba?😃😃😃😆
@pabitranath5075
@pabitranath5075 Жыл бұрын
@@dr.sagarguru9356 aguda sei pari hauchanti auu 😀😀
@omshree708
@omshree708 Жыл бұрын
ଏମିତି ମାରିପାରୁ ଲୋ ଝିଅ.ମା କୁ. କୁଲଙ୍ଗାର . ବର୍ଣ୍ଣ ଶଙ୍କର.. ମା କୁ ବୁଝା ଇ ପାରିଥାନ୍ତୁ .. ତୁ ସମାଜ ପାଇଁ କଳଙ୍କ... ପ୍ରେମ ବଡ଼ ନୁହେଁ
@ipsitapriyadarshinisamal6441
@ipsitapriyadarshinisamal6441 15 күн бұрын
Jahaku jhia ra bhlapaiba darker Tara jhia exist karuni au au jahaku maaa ra bhla paiba darkar tara Maa exist karunii ❤
@mjuniqueblogger
@mjuniqueblogger Жыл бұрын
କଣ ଘଟୁଛି ଏ ସବୁ ଆମ ସମାଜ ରେ କିଛି ବୁଝି ହେଉନି । ...ଜୟ ଜଗନ୍ନାଥ ମହାପ୍ରଭୁ 😢😢🙏
@dashbabu4005
@dashbabu4005 Жыл бұрын
ଚେଷ୍ଟା ବି ନି କର ଭାଇ
你们会选择哪一辆呢#short #angel #clown
00:20
Super Beauty team
Рет қаралды 24 МЛН
Дибала против вратаря Легенды
00:33
Mr. Oleynik
Рет қаралды 5 МЛН
That's how money comes into our family
00:14
Mamasoboliha
Рет қаралды 8 МЛН
Survival skills: A great idea with duct tape #survival #lifehacks #camping
00:27
9 PM | ETV Telugu News | 7th July 2024
23:08
ETV Andhra Pradesh
Рет қаралды 420 М.
Did Modi really kill black money in India? : Economic case study
27:40
你们会选择哪一辆呢#short #angel #clown
00:20
Super Beauty team
Рет қаралды 24 МЛН