ବିତର୍କ ବେଳେ ମୁହାଁମୁହିଁ | BJD | BJP | Congress | 2024 Election | Lok sabha Election | Odia News

  Рет қаралды 109,335

News18 Odia

News18 Odia

2 ай бұрын

ବିତର୍କ ବେଳେ ମୁହାଁମୁହିଁ | BJD | BJP | Congress | 2024 Election | Lok sabha Election | Odia News
#bjdcandidatelist #bjd #bjdcandidatelist2024 #electionnews #candidatelist #odishaassemblyelection #bjdcandidatelist #bjdcandidatelist2024 #bjdloksabhacandidate2024
#naveenpatnaik #bjdcandidatelist #bjd #bjdmlacandidate #bjdmlaticket #election2024 #2024elections #vkpandian #pandian #pranabprakashdas #mpticket #mlaticket #News18Odia #OdiaNews #ଆଜିରନ୍ୟୁଜ #OdiaSamachar #odishanews #oriyanews
News18 Odia is one of the India’s leading news channel. Please follow up page to watch live and breaking news with latest videos added every hour.
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ଛୋଟ ମୋଟ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
Please visit our website bit.ly/2YaikeJ for latest opinions and detailed news coverage.
Follow us on
Facebook: / news18odia
Twitter: news18odia?lang=en
Website: bit.ly/2YaikeJ
Subscribe our channel to get latest news and updates tinyurl.com/y46bt2fm

Пікірлер: 262
@balajigouda4502
@balajigouda4502 2 ай бұрын
ମୁ ଅନୁରୋଧ କରୁଛି ଏମିତି ବିତର୍କ ଆରମ୍ଭ ଓଡ଼ିଶାରେ ସବୁ ଜାଗାରେ ହେବା ଦରକାର ତାହାପରେ ଜଣା ପଡ଼ିବ କ ଦଳ ଠିକ ନିଷ୍ପତ୍ତି ନେଇପାରିବେ ଓଡ଼ିଶାବାସୀ ମାନେ
@DeepakDehury-zt5or
@DeepakDehury-zt5or 2 ай бұрын
ଆମ ଗାଁ ରେ ପିଲା ସଖ୍ୟ କମିଥିବାରୁ ସ୍କୁଲ ବନ୍ଦ କରା ଯାଇଅଛି ଏ କଥା ନିରାଟ ସତ୍ୟ
@hdvlogs9390
@hdvlogs9390 2 ай бұрын
ଏ ମିତି debate ନିହାତି ହେବା କଥା Sister ବହୁତ ଭଲ କହିଲେ ବିକାଶ ର ନାରେ ଠକି ଚାଲିଛନ୍ତି ଇନ୍ କ୍ଲାବ ଜିନ୍ଦାବାଦ
@prakashmuduli7362
@prakashmuduli7362 2 ай бұрын
ଠିକ୍ କହିଛ ମାଡାମ୍
@rahassethy4490
@rahassethy4490 2 ай бұрын
School kale କଣ ହେବ. Master କାହିଁ
@ritandhal2238
@ritandhal2238 2 ай бұрын
School ru pila sankhya kahinki kamuchhi Private school adhika khola jauchi Patha ku neiki business kara jauchhi
@prasannaeducationhub9443
@prasannaeducationhub9443 2 ай бұрын
MASTER THHILE KN HABB QUALITY MASTER NATHHILE KIE PAISA DEIKI PASUCHHI TA KIE RESERVATIONS RE PAUCHHI 1MARK RAKHIKI
@bikashpanigrahi1257
@bikashpanigrahi1257 2 ай бұрын
Iron ladi
@sanjaynayak5350
@sanjaynayak5350 2 ай бұрын
Bjd haribo
@Manojmishra154
@Manojmishra154 2 ай бұрын
ଭାଇ ମାନେ ତୁମେ ବିଜେଡି କୁ ଏତେ କଥା କହୁଚ, ଖାଲି ଗୋଟିଏ ପ୍ରଶ୍ନ ର ଉତ୍ତର ଦିଅ ଆମ ଓଡିଶା ରେ କେତେ central school ଅଛି ଆଉ କେତେ modal school ଅଛିl ବିଜେପି ଖାଲି କଥା କହି ଜଣେ ଆଉ ବିଜେଡି କାମ କରି ଜଣେ
@subodhakumarray6136
@subodhakumarray6136 2 ай бұрын
ଧନ୍ୟବାଦ୍ ମ୍ୟାଡମ। ଜୟ ଜଗନ୍ନାଥ
@ajitsahu7423
@ajitsahu7423 2 ай бұрын
ପ୍ରାଇଭେଟ୍ ସ୍କୁଲ ମାନଙ୍କଠାରୁ ମୋଟା ଅଙ୍କର ବଟି ନେଇ ଜାଣି ଶୁଣି ସରକାରୀ ସ୍କୁଲ କୁ ପଙ୍ଗୁ କରି ଦିଆଯାଉଛି କେବଳ ଧନୀ ଘରର ପିଲାମାନେ ଉଚ୍ଚ ଶିକ୍ଷିତ ହେବେ ଏବଂ ଗରିବ ପରିବାର ର ପିଲାମାନେ ମୂର୍ଖ ହୋଇ ଅନ୍ୟ ରାଜ୍ୟ କୁ ଦାଦନ ଶ୍ରମିକ ହୋଇଯିବେ ଏବଂ ମଦ ମାଂସ ର ବନ୍ୟା କରି ଭୋଟ ନେବେ
@user-sm3iz4ft4h
@user-sm3iz4ft4h 2 ай бұрын
ମାଡାମ ଠିକ୍ କହିଛନ୍ତି ପୁରା ସତକଥା
@amulyabarik1988
@amulyabarik1988 2 ай бұрын
ସଂଘମିତ୍ରା madam କଥା କହିବାକୁ ଦିଅ
@debarajmaharana2994
@debarajmaharana2994 2 ай бұрын
ତେଯେସ୍ବର ବିଜେଡି ଥିଲେ କଥା କହୁଥିଲେ ବିଜେପି ରେ ଅଛନ୍ତି ବିଜେପି ଗୁଣଗାନ ଖାଉଛନ୍ତି
@AmulyaajayTripathy
@AmulyaajayTripathy 2 ай бұрын
Emiti hele BJP chup hoijib...Biswa bhai , Sanghamitra.
@imransahu1433
@imransahu1433 2 ай бұрын
Ek dum thik sister
@SandharRout-ey2sz
@SandharRout-ey2sz 2 ай бұрын
ଠିକ୍ କହୁଛ ମେଡମ ,,,
@nirmalchandranayak3156
@nirmalchandranayak3156 2 ай бұрын
100% right mam
@niharranjan1413
@niharranjan1413 2 ай бұрын
thank you sister
@sandeepkumarbaral8747
@sandeepkumarbaral8747 2 ай бұрын
BJD get out
@Manojmishra154
@Manojmishra154 2 ай бұрын
ଭାଇ ମାନେ ତୁମେ ବିଜେଡି କୁ ଏତେ କଥା କହୁଚ, ଖାଲି ଗୋଟିଏ ପ୍ରଶ୍ନ ର ଉତ୍ତର ଦିଅ ଆମ ଓଡିଶା ରେ କେତେ central school ଅଛି ଆଉ କେତେ modal school ଅଛିl ବିଜେପି ଖାଲି କଥା କହି ଜଣେ ଆଉ ବିଜେଡି କାମ କରି ଜଣେ
@heralalduduka800
@heralalduduka800 2 ай бұрын
BJP j sir .
@iconicindrajit3660
@iconicindrajit3660 2 ай бұрын
​@@Manojmishra154pandu govt land acquire kale sina,propsal dele sina,are emane pare 5t schook karuchanti t kn darakar emanaku🤣teacher vaccant sabu school ,college re aji jaen fix karuni,arey emane sabu janichanti jani suni education system ku develop karu nanhti coz odia pila educated hei gale e pandu ku kehu aau vote debeni🤪
@bimalchandrasarangi1128
@bimalchandrasarangi1128 2 ай бұрын
ଖୋର୍ଦ୍ଧା ସହରରେ କେନ୍ଦ୍ରୀୟ 2:07 ବିଦ୍ୟାଳୟ ଖୋଲିବା ପାଇଁ ମୁଁ ଦାବୀ କରିଥିଲି।ଏପର୍ଯ୍ୟନ୍ତ ଖୋଲିଲା ନାହିଁ।
@user-ed7do4ns9r
@user-ed7do4ns9r 2 ай бұрын
Congress prabakta ku Dil se Salam au bki bjd bjp prabakta michha kahanti
@ranajitlenka6634
@ranajitlenka6634 2 ай бұрын
Right madam
@user-nr1oy1nt4p
@user-nr1oy1nt4p 2 ай бұрын
Jai congress
@youodisha6657
@youodisha6657 2 ай бұрын
Thanku madam 👍🏻👍🏻🌷🌷
@ekalabyasamini3052
@ekalabyasamini3052 2 ай бұрын
Thik katha kahi chha sister
@ranjanmishra2696
@ranjanmishra2696 2 ай бұрын
Paribartan darkar
@abiramgamango-nv6hf
@abiramgamango-nv6hf 2 ай бұрын
ବିଜେପି ବିଜେଡି ଏମାନେ ସ୍ୱାର୍ଥପର ମୁଁ ମୁଁ ହେଉଛନ୍ତି,ଦେଶର ସ୍ୱାର୍ଥରେ ନାହିଁ, ସେଥିପାଇଁ 2014ରେ ମୋଦି କହିଥିଲେ 15ଲକ୍ଷ ଆଉ ଅନେକ ଇସ୍ତାହାର ରହି ଗଲା ଆଉ ବିଜେଡି ସରକାର ବି ବେଗ ତାପରେ 1000ଟଙ୍କା ଏମିତି କାଇଁକି?ତା ବାପର ସମ୍ପତ୍ତିକି? ସଠିକ ଦେଶର ହିତ ପାଇଁ ଜନତାଙ୍କର ହିତ ମଙ୍ଗଳ କରନ୍ତୁ, ତାକୁହିଁ ଭୋଟ ଦେବୁଓ ଆମେ ସମସ୍ତେ ଭୋଟ ଦେବା ଜୟ କଂଗ୍ରେସ ଜୟ ଜୟ କଂଗ୍ରେସ
@Chakradharajaja-qg2km
@Chakradharajaja-qg2km 2 ай бұрын
It's right mam amako kuhajaichhi jadi 30 jan chhua hebeni school bond heba Jay congress
@dineshkumarswain4202
@dineshkumarswain4202 2 ай бұрын
Bjp bjp.jay Sri ram
@hdvlogs9390
@hdvlogs9390 2 ай бұрын
Great news channel 🙏🏽
@dilipgahir6798
@dilipgahir6798 2 ай бұрын
💯💯💯💯💯right right medam😢😢
@user-ym3oo6ty1y
@user-ym3oo6ty1y Ай бұрын
ଦିଦି ସତ କହୁଛନ୍ତି... ସତାସୁନି ଏ ମାନଙ୍କ ଫlଟୁଛି ( ଆମ ଆଖ ପାଖ ଅଞ୍ଚଳର ସ୍କୁଲ ବନ୍ଦ ହେଇଚି କମ୍ ପିଲା ଯୋଗୁଁ ) 3:04
@jnanranjanswain6504
@jnanranjanswain6504 2 ай бұрын
Wow discussion
@rubimalik1446
@rubimalik1446 2 ай бұрын
Dhanyawad madam 👍
@sarojkumarnahak5122
@sarojkumarnahak5122 2 ай бұрын
Jay Sri Ram
@Ratsita709
@Ratsita709 2 ай бұрын
Wa wa wa, ଏମିତି debate ଦରକାର
@user-tp1oo6vl8s
@user-tp1oo6vl8s 2 ай бұрын
କଂଗ୍ରେସ ବିଜେଡି ମିଶା ମିଶି ସରକାର କୁ ବଦଳାଇବାକୁ ଚାହଁଉନାହାନ୍ତି କଂଗ୍ରେସ କେତେବେଳେ କହୁଛି ବିଜେଡି କରୁଛି ଖଣି ଲୁଟ, ଦାଦନ, ଚାଷୀ ଆତ୍ମହତ୍ୟା ଏବେ କହୁଛି ବିଜେପି ଖରାପ। ଆରେ ବିଜେଡି ତ ୨୪ ବର୍ଷ ସବୁ ଖାଇଗଲା। କଂଗ୍ରେସ ର ଅସ୍ତିତ୍ୱ ନାହିଁ ବିଜେପି ଦାବିଦାର ହୋଇପାରୁଛି। କମ ସେ କମ ସରକାର ତ ବଦଳେଇ ଦିଅ। ଦେଖିବା ବିଜେପି କଣ କରୁଛି। ଭଲ ନ କଲେ ଆରଥରକୁ କଂଗ୍ରେସ କୋଟା। କାଇଁ ବିଜେଡି କୁ ସପଟ କରୁଛ ନବୀନ ତ କିଛି ଜାଣିପାରୁନି ପାଣ୍ଡିଆ ଭୁଆଁ ବୁଲାଉଛି।
@AnilKumar-kj6mq
@AnilKumar-kj6mq 2 ай бұрын
Bjp win Karu ki BJD win Karu 2 Jana misi ki govt chalaebe 😂😂😂
@user-pg5ej2fp8y
@user-pg5ej2fp8y 2 ай бұрын
Madam ଠିକ୍ କହୁଛନ୍ତି
@Prasad.4678
@Prasad.4678 2 ай бұрын
Education policy and eligibility ଅଫିସର ମାନେ କରନ୍ତି କିନ୍ତୁ ଯାହାର graduation କମ୍ ପ୍ରତିଶତ ଅଛି ସେମାନଙ୍କ higher education କୁ consider କରାଯାଉ ବୋଲି ଆମେ ଏଇ ଅଫିସ ସେଇ ଅଫିସ ବୁଲି ନେତା ମନ୍ତ୍ରୀ ଙ୍କୁ ମଧ୍ୟ ଜନେଇଲୁ ହେଲେ ଫଳ ଜିରୋ 😢 ଛି ଛି ରେ ସରକାର
@jayasonurlaka5032
@jayasonurlaka5032 2 ай бұрын
ସ୍କୁଲ ରେ ଛାତ୍ରଛାତ୍ରୀ କମ ଥିଲେ ବନ୍ଦୁ କରା ଯାଇଛି ମୂର୍କ ସରକାର
@romanchagandha8132
@romanchagandha8132 2 ай бұрын
ସ୍କୁଲ ଛୁଆ କମିଗଲେ ସ୍କୁଲ ବନ୍ଦ ହୋଇଛି ଝାରସୁଗୁଡା ରେ,, ଆଦର୍ଶ ସ୍କୁଲ ରେ,, ଯିବା ଆସିବ ପାଇଁ, ସ୍କୁଲ ବସ,, ଡ୍ରେସ,, ବହି,, ନିଜେ କିଣି,, ଛୁଆ ମାନଙ୍କୁ ପଢ଼ାଉଛନ୍ତି,,, କଣ କଥା ଲାଗୁଛ
@bibhudattanayak1099
@bibhudattanayak1099 2 ай бұрын
Kahibata bahut sahaja kamare kari dekheiba bahut kasta.
@nirmalchandranayak3156
@nirmalchandranayak3156 2 ай бұрын
100% right sister
@lokanathpatra9699
@lokanathpatra9699 2 ай бұрын
Jadi sahasa achhi BJD aau BJP ra Sanghamitra karithiba prasna ra uttara dia. Rajaniti karuchha, a chhota jhia tharu kichhi sikshya kara nirlaja neta.
@nanumahanta6945
@nanumahanta6945 2 ай бұрын
OAV ଖୋଲି ଲ କିନ୍ତୁ ଶିକ୍ଷକ ନାହାନ୍ତି
@shivasankar6104
@shivasankar6104 2 ай бұрын
School re teacher katha tike BJD bala kuhantu ?
@srikantaharichandan1464
@srikantaharichandan1464 2 ай бұрын
ଓଡ଼ିଶାରେ ଜାତିବାଦ ଚାଲିବାର ନାହିଁ
@sarojkumarnahak5122
@sarojkumarnahak5122 2 ай бұрын
Talent hisaab re chance miliba
@kunjabiharipanda6219
@kunjabiharipanda6219 2 ай бұрын
Kamala jaka, who is responsible for good teacher requirement
@user-yl6rq7tk2q
@user-yl6rq7tk2q 2 ай бұрын
Rightaneswertomysistertakingnice
@sankhalicharangiri805
@sankhalicharangiri805 2 ай бұрын
Jeu bidya laya achi sethare teacher mane darama pau nahanti. Sethi pain dai kia?
@k.manasmaharana4176
@k.manasmaharana4176 2 ай бұрын
Rajaniti sudhuriba nahi kebe bi..
@user-iq9hc1wr5g
@user-iq9hc1wr5g 2 ай бұрын
ଅନୁଗୋଳ ନାହିଁ କେନ୍ଦ୍ରୀୟ ବିଦ୍ୟାଳୟ ନାହିଁ
@shibamohapatra188
@shibamohapatra188 2 ай бұрын
Kie kahila nanhi boli
@sarojinisatapathy4993
@sarojinisatapathy4993 2 ай бұрын
Anugul re kendriya vidyalaya achhi
@Odiaranjan848
@Odiaranjan848 2 ай бұрын
Ki pratisuti dehicha bjd neta jemiti chaula naveen dauchi kahi buluthila ebe bhi loka nka munda re rahichi naveen dauchi dauchi kiye na kahara jauchi
@itsbikram24
@itsbikram24 2 ай бұрын
Bjd ଏଥର ଦେଖିବ ଓଡ଼ିଶା ଲୋକେ କଣ କରିପାରନ୍ତି ।
@dipakkumarpanda1448
@dipakkumarpanda1448 2 ай бұрын
Puni BJP kahiba, EVM kharap thila😂😂
@dipakkumarsahoo2192
@dipakkumarsahoo2192 2 ай бұрын
Right sister thanks
@user-so3pb3kf7l
@user-so3pb3kf7l 2 ай бұрын
Lefty vauni tame sabu birodha re Rahi kahibasahaja ... Congress au left wala tame Desh ku jou andharare rakhicha ame janichu
@saitagolory-jl9zc
@saitagolory-jl9zc Ай бұрын
lekha heichi
@user-hp5og6ey1c
@user-hp5og6ey1c 2 ай бұрын
Didi thanks
@satrughanchattar7222
@satrughanchattar7222 2 ай бұрын
School to Odishare gaonre gaonre achi kintu katha HeLa kau school re keteta keteta Master rahiba katha aou se school gudare bartaman sarakar ki sisksy bibhag prateik school manankare keteta kari Master deichanti aga kuho... Khali School kholi dei bahut bada kama karichu kahuchanti jemiti Bapar tankare School khalicha..aou...
@user-oo4ie1ne3t
@user-oo4ie1ne3t 2 ай бұрын
BJP+BJD vs congress.already odisha people know
@Gitanjalideep2012
@Gitanjalideep2012 2 ай бұрын
Change darkar.odishare
@basudebashial5310
@basudebashial5310 2 ай бұрын
Nice debate
@RajeevMinz-sg6jq
@RajeevMinz-sg6jq 2 ай бұрын
ଖାଲି ଖାଁ ଖାଁ 😅😅😅😅
@somefactwithus473
@somefactwithus473 2 ай бұрын
ଏଥର bjp
@tunilata804
@tunilata804 2 ай бұрын
100'/: Rite jhia
@sureshjojosureshjojo8539
@sureshjojosureshjojo8539 2 ай бұрын
You are Right Medam Salute to you Sangha Mitra Great Leader ❤🎉
@ratnakarmohanta6197
@ratnakarmohanta6197 2 ай бұрын
Odisha re sandha nahi tenu other state ru sandha anuchhi ------ karibaku
@shantunbal4769
@shantunbal4769 2 ай бұрын
Raight medam
@GaneshJena-mr1hf
@GaneshJena-mr1hf 2 ай бұрын
ମାଡାମ ରାମ ରାଜ୍ୟରୁ ଆସିଛନ୍ତି ।
@thebeautyofnature8820
@thebeautyofnature8820 2 ай бұрын
Ballet is not sufficient, slipper graland is reward for bjp and bjd govt
@nirmalendurout4244
@nirmalendurout4244 2 ай бұрын
Modiji pranaam
@dipakjena791
@dipakjena791 2 ай бұрын
ଏ ଝିଅ କୁ ଥରୁଟିଏ ସମ୍ବିତ୍ ପାତ୍ର ସହିତ Dibet କରିବା କୁ ଛାଡ଼ ଏ ଝିଅ ଅଖା ଧୋଇବ
@nishikantoraika5099
@nishikantoraika5099 2 ай бұрын
absolutely right
@anvlog1851
@anvlog1851 2 ай бұрын
Heu heu authare
@sudhansusekharbehera2770
@sudhansusekharbehera2770 2 ай бұрын
Iron Lady. who said we dont have leaders in Odisha, pls see this lady. No bias to any, only facts.
@MahendraKhuntia-fi2gh
@MahendraKhuntia-fi2gh 2 ай бұрын
ସାମ୍ନା re paile ଆକ୍ସନ neb
@MahendraKhuntia-fi2gh
@MahendraKhuntia-fi2gh 2 ай бұрын
Bjd କଂଗ୍ରେସ mada
@kamakalantamohapatra4015
@kamakalantamohapatra4015 2 ай бұрын
ବେ ନବୀନ ଯେତେ ସଂସ୍କାର ଆଣିଛି ଆଗକୁ ଆଣିବ ,,,,,,, ତୁମେ ବସିକି ତା ସଂସ୍କାର କୁ ଗନ୍ଧିଆ କରିବ,,,,,, କଂଗ୍ରେସ ସରକାର ସବୁ ସାରି ଦେଇଥିଲା,,,, ନବୀନ ସଂସ୍କାର ଆଣିଛନ୍ତି ଶିକ୍ଷା ବିଭାଗ ରେ ,,,,,, ସବୁ ଛୁଆ ଖିଆ ଭୁଆ ,,,,,, ନବୀନ ତୁମକୁ କୋଟି କୋଟି ନମନ୍
@lokanathpatra9699
@lokanathpatra9699 2 ай бұрын
Laguchhi patha bisaya re kichhi dharana nahi. Kebala BJD aau Nabin , Pandian Sir jaanichha. Odisha re Sikshya, Swasthya , arthaniti sabu bhusudi pafichhi. Odisha ku rakshya kara
@odessa437
@odessa437 2 ай бұрын
Political science re knowledge nathiba lokanku kan basauchhanti khali garjan kariba pai
@ranjanmishra2696
@ranjanmishra2696 2 ай бұрын
Bjd ku vulijao😊
@seemacreation9922
@seemacreation9922 2 ай бұрын
School kale kn heba master nahi
@kapuranaik3738
@kapuranaik3738 4 күн бұрын
🌹👌👍
@user-si7ej5dn9z
@user-si7ej5dn9z 2 ай бұрын
Good action
@shashikantasethi7803
@shashikantasethi7803 2 ай бұрын
ଚୋର ସବୁ କଣ ହାଉ ହାଉ ହଉଚ ବେ
@udhabanaik8432
@udhabanaik8432 2 ай бұрын
ବେସରକାରୀ ସ୍କୁଲ ବନ୍ଦ କରାଯାଊ ।
@user-kt6xw9ml2q
@user-kt6xw9ml2q 2 ай бұрын
Right sister
@dashamurmu8160
@dashamurmu8160 2 ай бұрын
Right sister 👌
@sambitganguli4795
@sambitganguli4795 2 ай бұрын
Very good sister ❤
@pritiranjanmahapatra5222
@pritiranjanmahapatra5222 2 ай бұрын
Emiti bitark hueni ma ..kichhi conclusion nahin eii bitarka ra ..just time pass ..😃😃😃
@ashwinisahu6584
@ashwinisahu6584 2 ай бұрын
ODISARE 1 RUPESS RISE 5 RUPEES MILL ETANA. BIKASH EBE LAXMI BUS SHG MANE. BASILE RS ..5
@Odiaranjan848
@Odiaranjan848 2 ай бұрын
Bjd hatao
@tariniprasadbehera7262
@tariniprasadbehera7262 2 ай бұрын
Bjd Bjp khali Michi michika drama karuchhanti .😂
@akpanda833
@akpanda833 2 ай бұрын
Speak in Odisha education & it has collapsed. BJD contribution is questionable
@gopalmajhi5285
@gopalmajhi5285 2 ай бұрын
Madam ku prodhanmonti sujag ଦିୟଯାଉ ୨ ମିନିଟ ରେ କେତେଥର ମୁତିବ ହିସାବ ରଖିବ😂
@hemantasahoo4867
@hemantasahoo4867 2 ай бұрын
Sagamitra ku BJP bjd cogerse ticket dele bhla haba
@sansaramahakud9691
@sansaramahakud9691 2 ай бұрын
ଚାଲିଛି ଗଟେ ଯାତ୍ରା ପାଟି
@mr.mayurbhanj
@mr.mayurbhanj 2 ай бұрын
Aare kete patho podhaouchhanti 5T👈 school re dekho kanhiki pilla sankhya komu chhi
@GaneshJena-mr1hf
@GaneshJena-mr1hf 2 ай бұрын
Madam ଆପଣ କାହିଁ କି BJD କଥା କହୁ ନାହାଁନ୍ତି କାହିଁ କି ।
@ArunkumarPanda-xb1kw
@ArunkumarPanda-xb1kw 2 ай бұрын
Congress Ra question sunile aau bjd BJP Ra micha ghoda Katha Ku bi sunile ta pare bi bjd BJP jinda bad kale Aau 5 Ru 10 baraa pare apanank pilank bhabisiyat bi dekhiba Jay Jagannath
@sasmitabehera5156
@sasmitabehera5156 2 ай бұрын
BJD sarakar ama gan re govt. School teacher 10 ru 4 chair ru uthanti nahi .Eha heuchi ama rajya ra sikhya but salary pai Bbsr re chilei paranti
@Dalai143
@Dalai143 2 ай бұрын
ତୁମ ନମ୍ବର 1 ନବୀନ ଏମିତି କାମ କରିଛି ଯେ ଲୋକଙ୍କୁ ସରକାରୀ ମେଡିକାଲରୁ ପ୍ରାଇଭେଟ କୁ ପଠା ଯାଉଛି ରେଫର କରି,ଏତେ ଯଦି ଉନ୍ନତି କରିଛ ତାହେଲେ ତୁମ ନେତାମାନଙ୍କୁ କଣପାଇଁ ପ୍ରାଇଭେଟ ମେଡିକାଲରେ admit କରୁଛ??
@satyaranjannayak6892
@satyaranjannayak6892 Ай бұрын
Sanghamitra kichhi janinu
ОСКАР ИСПОРТИЛ ДЖОНИ ЖИЗНЬ 😢 @lenta_com
01:01
I CAN’T BELIEVE I LOST 😱
00:46
Topper Guild
Рет қаралды 57 МЛН
She ruined my dominos! 😭 Cool train tool helps me #gadget
00:40
Go Gizmo!
Рет қаралды 59 МЛН
News Fuse 28 JUNE 2024
22:18
OTV
Рет қаралды 256 М.
ବବିର କ’ଣ ପୈତୃକ ସମ୍ପତ୍ତି!
4:24
ОСКАР ИСПОРТИЛ ДЖОНИ ЖИЗНЬ 😢 @lenta_com
01:01