Live: ବିତର୍କ ବେଳେ ମୁହାଁମୁହିଁ | BJD | BJP | Congress | 2024 Election | Lok sabha Election | Odia News

  Рет қаралды 950,018

News18 Odia

News18 Odia

2 ай бұрын

Live: ବିତର୍କ ବେଳେ ମୁହାଁମୁହିଁ | BJD | BJP | Congress | 2024 Election | Lok sabha Election | Odia News
#bjdcandidatelist #bjd #bjdcandidatelist2024 #electionnews #candidatelist #odishaassemblyelection #bjdcandidatelist #bjdcandidatelist2024 #bjdloksabhacandidate2024
#naveenpatnaik #bjdcandidatelist #bjd #bjdmlacandidate #bjdmlaticket #election2024 #2024elections #vkpandian #pandian #pranabprakashdas #mpticket #mlaticket #News18Odia #OdiaNews #ଆଜିରନ୍ୟୁଜ #OdiaSamachar #odishanews #oriyanews
News18 Odia is one of the India’s leading news channel. Please follow up page to watch live and breaking news with latest videos added every hour.
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ଛୋଟ ମୋଟ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
Please visit our website bit.ly/2YaikeJ for latest opinions and detailed news coverage.
Follow us on
Facebook: / news18odia
Twitter: news18odia?lang=en
Website: bit.ly/2YaikeJ
Subscribe our channel to get latest news and updates tinyurl.com/y46bt2fm

Пікірлер: 1 900
@user-pg5ej2fp8y
@user-pg5ej2fp8y 2 ай бұрын
ସାବାସ ସଂଘମିତ୍ରା madam ଏହିପରି ଦଳ କୁ ମାନଙ୍କୁ ଉଚିତ୍ ଜବାବ୍ ଦିଅନ୍ତୁ ଆମେବି ଆପଣଙ୍କ ସାଥିରେ ଅଛୁ . ସାବାସ ଅଶେଷ ଅଶେଷ ଧନ୍ୟବାଦ
@bijaykumarmunduiya5656
@bijaykumarmunduiya5656 2 ай бұрын
Bastabare bartaman rajnitiro paribhasahin badali jaichhi. Rajniti, Jana seba paribarte byobasayikarana hoi jaichhi. Dolo ebong byokti bises pain sasta publicity chalichhi. Kaunasi neta mantri ground level re karyoro reality upare addhyan kariba jaruri mone karu nahanti. Thore nirbachana jeetila pare au kehi Jana sadharananko sangore sampak rakhu nahanti. Kebalo Publicity re kamo heuchhi. Yojona sabu kebalo publicity re karyokari heuchhi reality re nuhen. Kendra re jaha rajyare taha. Lokonkoro dukho dukhore hin Rahi jauchhi. Eita heuchhi rajniti ro bastobota.
@magashirabag444
@magashirabag444 Ай бұрын
​@@bijaykumarmunduiya5656😮 ka ni ni Babu bu pu😢 ra ho Se 8:37
@himanshunayak749
@himanshunayak749 2 ай бұрын
ସଙ୍ଗମିତ୍ରା Mem Supporter Like here.
@ShrabankumarSwain-gy1uq
@ShrabankumarSwain-gy1uq 2 ай бұрын
She is my sister
@sumitshubhrajit2352
@sumitshubhrajit2352 2 ай бұрын
I will not ... pure leftist mind set just listen her she isn't talking about sandeshkhali, not a single word about water crisis in Bangalore, and many more ...only shouting for those congress is paying them.... that congress spokesperson and Miss sanghamitra is working for one party...
@JagannathNayak-pw5bg
@JagannathNayak-pw5bg Ай бұрын
एक
@skmaksud2646
@skmaksud2646 2 ай бұрын
ସରକାର କଂଗ୍ରେସ କୁ ଭୋଟ ଦେୟ Apna hat sabke sath 🖐️🖐️🖐️🖐️🖐️
@NalulaKalaka
@NalulaKalaka 20 күн бұрын
00000😊
@NalulaKalaka
@NalulaKalaka 20 күн бұрын
😊 no 0
@NalulaKalaka
@NalulaKalaka 20 күн бұрын
😊 no 0😊
@barambarra.
@barambarra. 10 күн бұрын
😐😐😐😐
@krushnamohantavlogs
@krushnamohantavlogs 2 ай бұрын
ସଙ୍ଘମିତ୍ରା Ma'am ଙ୍କ କଥାର ଉତ୍ତର ଦେବା ପାଇଁ BJP କି BJD ର ଦମ୍ ନାହିଁ... ସବୁ ଚୋର ଆଉ ମିଛୁଆ ଗୁଡା ଏଗୁଡା.. Central Govt ଆଉ state Govt ଦୁଇଟା ଯାକ ପରିବର୍ତ୍ତନ ହେବା ଦରକାର 24:08 ସ୍କୁଲ ରେ teacher ନାହାନ୍ତି.. Primary education system ପୁରା ଭାଙ୍ଗି ଯାଇଛି.. ରାଜ୍ୟରେ ପୁଳା ପୁଳା private ସ୍କୁଲ ବିନା ଅନୁମତିରେ ଚାଲିଛି...
@Ajiendraverna
@Ajiendraverna 2 ай бұрын
😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊
@subashpatra6528
@subashpatra6528 2 ай бұрын
Right
@subashpatra6528
@subashpatra6528 2 ай бұрын
Bjp Bjd One party Courptted Nabin hato Odisha bancho Democracy killer Modi hato desh bancho
@niranjanpanda9430
@niranjanpanda9430 2 ай бұрын
ବିଜେଡ଼ି ନେତା ମିଛ କହୁଛନ୍ତି
@Views-rb4lm
@Views-rb4lm 2 ай бұрын
Mind it first, bjp, bjd ra coal scam re loot ra share neichi so bjd ra scams re kichhi bi investigation karini. Modi and Navin mile hue.. So no ED cbi to Navin bjd
@subodhgiri1311
@subodhgiri1311 2 ай бұрын
Sir ସେଇଟା ଖୋଳପା ପିନ୍ଧା ବିଜେଡି ଙ୍କଗ୍ରେସ ଆମଦାନୀ ମାଲ
@RajatKumar-br9md
@RajatKumar-br9md 2 ай бұрын
Congres michua
@irmamadkami194
@irmamadkami194 2 ай бұрын
BJD Wrong BSKY Cards
@user-kv2ln6ym5t
@user-kv2ln6ym5t 2 ай бұрын
P​@@Views-rb4lm
@rabindranath2244
@rabindranath2244 2 ай бұрын
24 ବର୍ଷ ଟଙ୍କିକିଆ ଚାଉଳ ଦେଇ ଶାସନ କଲେ । ଆଉ ଚାଲିବ ନାହିଁ
@SantoshKumar-rz5zq
@SantoshKumar-rz5zq 2 ай бұрын
ସଂଘମିତ୍ରା ଦିଦି ଆପଣଙ୍କୁ ହୃଦୟରୁ ସାଲୁଟ ନିଚ୍ଛକ ସତକଥା କହୁଛନ୍ତି ଯୋଉହାରରେ ବିକାଶ ହବା କଥା ତାହା ହେଇନି ଅଶେଷ ଅଶେଷ ଧନ୍ୟବାଦ 🌹🙏
@user-xc7sc8cm5v
@user-xc7sc8cm5v 2 ай бұрын
ସଂଘମିତ୍ରା ଭଲ କଥା ପଚାରି ଛନ୍ତି କିନ୍ତୁ ଉତ୍ତର ଠିକ ମିଳି ପାରିଲାନାହିଁ ଧନ୍ୟ ଆଜିର ରାଜ ନେତା ମାନଙ୍କୁ
@bapisadangi3373
@bapisadangi3373 2 ай бұрын
ବିଜେଡି ର, ବିଜୁ ପକ୍କାଘର କୋଉଠି ହେଇଛି, ହାରାମି ବିଜେଡି ଦଳ କୋରନାରୋଗ
@user-em8ug4hg9m
@user-em8ug4hg9m 2 ай бұрын
Sangamitra. Great. Hero. Our. Oddisa
@monajkumar2253
@monajkumar2253 2 ай бұрын
Right. Kahu6
@shishiramalik8196
@shishiramalik8196 2 ай бұрын
Right
@laxmidharwadaka1955
@laxmidharwadaka1955 2 ай бұрын
Heroine
@Lawrencemanas
@Lawrencemanas 2 ай бұрын
Great hero nuhen bokad chodi
@laxmidharwadaka1955
@laxmidharwadaka1955 2 ай бұрын
@@Lawrencemanas 👍
@mohandassundarbhoi9261
@mohandassundarbhoi9261 2 ай бұрын
EVM ହଟାଇ ବ୍ୟାଲଟ ବକ୍ସ ରେ ହେଉ ନିର୍ବାଚନ
@user-gj1ol3of4m
@user-gj1ol3of4m Ай бұрын
BJP ଆଉ BJD କୁ ଏହି 2024 ନିର୍ବାଚନରେ ହିଁ ଟାଟା ବାଏବାଏ କରିଦେଲେ ଭଲ ନହେଲେ ପଛେ ପସ୍ତେଇ ହବ।
@bmn2568
@bmn2568 2 ай бұрын
bjp bjd ଗୋଟିଏ ମୁଦ୍ରା ର 2ଟି ପାର୍ଶ୍ୱ ଷ୍ଟେଜ ରେ ଧାରା ଧରି ଦୁହେଁ ଏ କ ଏହି ଦୁଇ ଦଳ କେବେ ବି ରାଜ୍ୟ ର ଉନ୍ନତି କରି ନାହାନ୍ତି କେବଳ ନିଜ ଦଳ ର ଉନ୍ନତି କରିଛନ୍ତି ତେଣୁ ଏହି 2ଟି ଦଳକୁ ଏ ରାଜ୍ୟରୁ ହଟାଇବା ଦରକାର
@chandaneswarbarik-do5hm
@chandaneswarbarik-do5hm 2 ай бұрын
Yogi Ji up re Kan karichi Kan nai dekha jaiki bjp Khali katha kahile hebana
@saratachandrakarjee1227
@saratachandrakarjee1227 2 ай бұрын
ବିଜେପି, ବିଜେଡି ହେମାନେ ସବୁ ଚୁର ଦଳ, ନିଜର ଉନ୍ନତି ପାଇଁ ହିଁ କରନ୍ତି,
@YouthTalkSibaram
@YouthTalkSibaram 2 ай бұрын
​@@saratachandrakarjee1227congress chhadi BJD chora sarakar re samil heleni
@sanjibnaik3537
@sanjibnaik3537 2 ай бұрын
Good
@sadanathmurmu8288
@sadanathmurmu8288 2 ай бұрын
​@@chandaneswarbarik-do5hmkn korichhi kuho???
@hemantamahanta8870
@hemantamahanta8870 2 ай бұрын
ନବିନ ପଟ୍ଟନାୟକ ଆସିଲା ପରେ ସବୁ କାରଖାନା ବନ୍ଦ ହୋଇଯାଇଛି
@uttambehera6636
@uttambehera6636 2 ай бұрын
Naveen Patnaik asila purbaru karkhana no thila
@RajeshKumar-vj8oj
@RajeshKumar-vj8oj 2 ай бұрын
OTM , Paper Mill etc
@Views-rb4lm
@Views-rb4lm 2 ай бұрын
Mind it first, bjp, bjd ra coal scam re loot ra share neichi so bjd ra scams re kichhi bi investigation karini. Modi and Navin mile hue.. So no ED cbi to Navin bjd
@dibyasinghmahapatra2015
@dibyasinghmahapatra2015 2 ай бұрын
​@@uttambehera6636I am not
@Gkodia-cp3bu
@Gkodia-cp3bu 2 ай бұрын
Exactly ....change must need
@jajpuritc5645
@jajpuritc5645 2 ай бұрын
ବିଜେଡି ଧୂଆଁ ବାଣ ମାରୁଛି।
@raghupanthamohanty727
@raghupanthamohanty727 2 ай бұрын
24ବର୍ଷ ପରେ ଆଉ କେତେ ବର୍ଷ ଦରକାର ? ସବୁ ନିର୍ବାଚନ ଆସିଲେ ନିଦ ଭାଙ୍ଗିଯାଏ ! ଲାଜତ ଟିକେ କର !
@birupakshyapradhan9612
@birupakshyapradhan9612 2 ай бұрын
ଆଉ 10 ବର୍ଷ ବିଜେଡି 👍
@munathewriter1234
@munathewriter1234 2 ай бұрын
BJP ହିଁ ଏଥର 100 ରୁ 100 ଖେଳ କରିବ 😡😡😡😡🤣🤣🤣
@BijendraMallick-jc3qx
@BijendraMallick-jc3qx Ай бұрын
Sanghamitra didi bahut bahut dhanyvad
@asfaralli5187
@asfaralli5187 2 ай бұрын
ଵିଜେଡି ଏବଂ ବିଜେପି କେନ୍ଦ୍ର ରେ ଏକାଠି
@bapisadangi3373
@bapisadangi3373 2 ай бұрын
ଗରିବ ଜାତି ଚାଷୀ ଜାତି ପାଇଁ କଳଙ୍କ ବିଜେଡି
@user-dk5cc2lq3z
@user-dk5cc2lq3z 2 ай бұрын
ବିଜେଡି ଏବଂ ବିଜେପି ଗୋଟେ ଟିମ୍ ରୋ ପିଲା
@DillipMallick-ow7hq
@DillipMallick-ow7hq 2 ай бұрын
ସଙ୍ଗମୀତ୍ରା ଭଉଣୀ ଟିକ୍ କହୁଛନ୍ତି, କଂଗ୍ରେସ ଜିନ୍ଦାବାଦ
@sabarsamajsong3190
@sabarsamajsong3190 Ай бұрын
Balana
@bapisadangi3373
@bapisadangi3373 2 ай бұрын
ଚୁ୍ରଦଳ ହାରାମି ବିଜେଡି ଦଳ କୋରନାରୋଗ ୟାଙ୍କୁଭୋଟଦିଅନ୍ତୁ ନାହିଁ
@kishore6469
@kishore6469 2 ай бұрын
What about bjp
@sudambaka4242
@sudambaka4242 2 ай бұрын
😅😅
@sonalibarik8466
@sonalibarik8466 2 ай бұрын
L​@@kishore6469
@BabluHial
@BabluHial 2 ай бұрын
Arayls​@@kishore646912:11
@bijaykumarpatra1150
@bijaykumarpatra1150 2 ай бұрын
BJP kan
@bholranjanjyoti5083
@bholranjanjyoti5083 2 ай бұрын
ଗେଣ୍ଡା ଦଳ ଓଡ଼ିଶା ଲୋକଙ୍କ ପାଇଁ କାଳ
@worldshorts202
@worldshorts202 2 ай бұрын
ସବୁ ବଜାର ରେ ଗୋଟେ ଗୋଟେ ମଦ ଦୋକାନ ଏବେ ଅଛି ମଦ ଦୋକାନ ଆଗରେ ଲେଖା ହେଇଛି alcohol injurious to health 😂 ଆକୁ ସରକାର ଖୋଲିଛନ୍ତି
@AkashNayak-dv4yx
@AkashNayak-dv4yx 2 ай бұрын
😂😂😂😂😂
@SoberBabuni
@SoberBabuni 2 ай бұрын
# ସଂଘମିତ୍ରା ଜେନା 👍👌🙏😊
@SriHariRadhaKrishna
@SriHariRadhaKrishna 2 ай бұрын
ଏ debate ରେ କେବଳ ସଂଘମିତ୍ରା ଭଉଣୀ ଠିକ କଥା କହୁଛନ୍ତି 👍
@biswanathsahu1714
@biswanathsahu1714 2 ай бұрын
Debate re ta mahila card kheli disturb karu6nti
@arjungusa5233
@arjungusa5233 2 ай бұрын
କୌଣସି ଦଳର ନୁହଁ
@user-es1nb6iq8z
@user-es1nb6iq8z 2 ай бұрын
❤000❤❤u see😊​@@biswanathsahu1714
@lachhmankada6222
@lachhmankada6222 2 ай бұрын
🎉🎉🎉🎉​@@biswanathsahu1714
@sukrachalan4769
@sukrachalan4769 Ай бұрын
53​@@biswanathsahu1714
@pinakdas5663
@pinakdas5663 2 ай бұрын
BJD କୁ ଆଉ vote ଦିଅନ୍ତୁ ନାହିଁ
@Views-rb4lm
@Views-rb4lm 2 ай бұрын
Mind it first, bjp, bjd ra coal scam re loot ra share neichi so bjd ra scams re kichhi bi investigation karini. Modi and Navin mile hue.. So no ED cbi to Navin bjd
@user-zo8xf8tj8v
@user-zo8xf8tj8v 2 ай бұрын
1​@@Views-rb4lm
@user-sq7xj2iw7d
@user-sq7xj2iw7d 2 ай бұрын
Congress jindabad
@maheswarmudulu2983
@maheswarmudulu2983 2 ай бұрын
​@@user-sq7xj2iw7dCongress=pakistan
@birojrana5513
@birojrana5513 Ай бұрын
​L ❤@@Views-rb4lm
@SreekanthSamantra
@SreekanthSamantra 2 ай бұрын
ସଙ୍ଗମିତ୍ରା ବାଜିୟ ଝିଅ ଚିଟିଙ୍ଗି ବାଜି
@SunakarNayak-cj8qv
@SunakarNayak-cj8qv 8 күн бұрын
ସାରେ ଆପଣ ଯେଉଁ ପିଠା କଥା କହିଲେ ଉକ୍ତ ପିଠା ପୋଗ୍ରମରେ କଳାକାର ଭତ୍ତା ପ୍ରଦାନ କଲେ ,,,ଗୋଟିଏ ବୟୋଜ୍ୟେଷ୍ଠ ବ୍ୟକ୍ତି ବାର୍ଦ୍ଧକ୍ୟ ଭତ୍ତା ପାଉଥିଲେ ,,ସେବ୍ୟକ୍ତି କଳାକାର ଭତ୍ତା ପାଇବାରୁ ତାଙ୍କର ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ହୋଇଥିଲେ। ସେ ବ୍ୟକ୍ତି ବୃଦ୍ଧ ବୟସରେ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ହୁଅନ୍ତି ,, ଏ ବିଜେଡି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମହୋଦୟ ଙ୍କୁ ବହୁତ୍ ବାର ଦରଖାସ୍ତ ଦେଲେବେବି କୌଣସି ଫଳ ମିଳିନାହିଁ । ଏ ହି ପୂର୍ବ ତନ୍ ସରକାର ପରିବର୍ତ୍ତନ ହେବା ସୁଚିନ୍ତିତ ମତାମତ।ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ।
@timepasscreative6794
@timepasscreative6794 2 ай бұрын
ଏ ଯାତ୍ରା ଭଲ ଲାଗୁଛି ସତ ହେଉଛି BJD BJP ଦୁଇ ଭାଈ ଖାଲି ନାଟକୀୟ ଢଙ୍ଗ ରେ ଅଭିନୟ କରି ହାସ୍ୟାସ୍ପଦ ହେବା କଥା
@santoshkhushiexpressratnak7215
@santoshkhushiexpressratnak7215 2 ай бұрын
❤❤❤❤ପାଠ ନାହିଁ ଓଡ଼ିଶାର ଓଡ଼ିଶା ରେ ମଦ ଅଛି
@user-wv4mg1hm1h
@user-wv4mg1hm1h 2 ай бұрын
patho podhile chakiri miluni....kintu modo bikile poisa miluchi....tahele loko choose kouta koribe....modo na patho...😀
@bhagirathitakri2231
@bhagirathitakri2231 2 ай бұрын
ମନ୍ଦିର ର କଥା ବହୁତ ବଡ଼ ନୁହଁ ଏ ମିଛ ତମେ ଯଦି ଚାଉଁଛନ୍ତି ତୋ ଭଲ ଇସ୍କୁଲ ଭଲ କରି ନାହିଁ
@munathewriter1234
@munathewriter1234 2 ай бұрын
BJD ଦଳ କୁ ଜୋତା ରେ ବାଡ଼େଇ ବାଡ଼େଇ ମାର ଓ ଦରକାର ପଢ଼ିଲେ bjd ପାର୍ଟୀ ନେତା ଙ୍କ ଘରେ boldzer ଚଲେଇ ଦିଅ 🎉🎉
@nirakarrout8260
@nirakarrout8260 2 ай бұрын
ସଙ୍ଘମିତ୍ରା ମେମ୍ ଆପଣଙ୍କୁ ସଲାମ୍ କରୁଛି❤
@SaratPradhan-gx7go
@SaratPradhan-gx7go 2 ай бұрын
ସଙ୍ଘମିତ୍ରା ଜଣେ ପପୁ ଭକ୍ତ,
@khageswarkhamari3390
@khageswarkhamari3390 2 ай бұрын
​@@SaratPradhan-gx7goandhabhkt ta nuha goberbhakt nuhe unpadbhkt nuhe
@SaratPradhan-gx7go
@SaratPradhan-gx7go 2 ай бұрын
@@khageswarkhamari3390 ତୁମ ଭଳି ମୁର୍ଖ ପ୍ରଥମ ଥର ପାଇଁ ଦେଖିଲି ଓଡ଼ିଶାରେ,
@sanjitmishra6432
@sanjitmishra6432 Ай бұрын
Right 👍
@bapisadangi3373
@bapisadangi3373 2 ай бұрын
25ବର୍ଷବିତିଗଲା, ବିଜେଡିଦଳ ଧୁଆଁ ଯୋଜନା ନବୀନ ପଟ୍ଟନାୟକ, ଗରିବ ଜାତି ଚାଷୀ ଜାତି ପାଇଁ ଯୋଜନାକୋଣ, ଅଳିଆଗଦା ବିଜେଡିଦଳ ଧୁଆଁ ଯୋଜନା
@subashkhuntia5451
@subashkhuntia5451 2 ай бұрын
@srikantmallik9928
@srikantmallik9928 Ай бұрын
Jay bhim, jay constitutions, sanghamitra madam is great
@ranjankumarkar861
@ranjankumarkar861 Ай бұрын
ସଂଘମିତ୍ରା କୁ ପ୍ରଧାନମନ୍ତ୍ରୀ କରିଦିଅ ପୃଥିବୀ ଟାକୁ ଓଲଟେଇ ଦବ
@sukantabehera2586
@sukantabehera2586 2 ай бұрын
Bjd aau bjp 2jana chora
@shreetamblogs120
@shreetamblogs120 2 ай бұрын
ଦୟାକରି ବିଜେଡି କୁ ଭୋଟ୍ ଦିଅନ୍ତୁ ନାହିଁ
@Ratsita709
@Ratsita709 2 ай бұрын
ଏ ତେଜେଶ୍ୱର୍ ପରିଡ଼ା ବହୁତ ଚାଲାକ୍ ପଚରା ଯାଉଛି କିଛି ଉତ୍ତର ଦେଉଛନ୍ତି ଆଉ କିଛି, ଖାଲି କେଁ କେଁ ଉତ୍ତର ଠିକ୍ ଠିକ୍ ଦଉନ
@purandararout7033
@purandararout7033 Ай бұрын
କେନ୍ଦ୍ର ସରକାରଙ୍କ ତରଫରୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ ହୋଇଛି।
@sukantakumarpradhan8127
@sukantakumarpradhan8127 2 ай бұрын
ସଂଘମିତ୍ରା କେବଳ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଛନ୍ତି। ଆଉ ସବୁ ଫାଲତୁ ତଥ୍ୟ।
@rabindranath2244
@rabindranath2244 2 ай бұрын
5। School ନାଆଁ ରେ ରଙ୍ଗ ବୋଲିଲେ ମାତ୍ର ଶିକ୍ଷକ ନାହାନ୍ତି
@RanjankumarRout-yo6nz
@RanjankumarRout-yo6nz Ай бұрын
10:12
@ChitrasenPangiOfficial
@ChitrasenPangiOfficial 2 ай бұрын
Sangamitra ମୁଁ ଆପଣଙ୍କ କଥାକୁ 💯 ସମର୍ଥନ କରୁଛି । 14 ପୂର୍ବରୁ ଯେତେ Government ଥିଲା 14 ପରା ଠାରୁ pravat ହେଲା ❤❤❤🙏🙏🙏 ଅନ୍ଧ ଦେଶରେ ମୂର୍ଖ ରାଜା ଉଷୁନା ଚାଉଳ ହେବକି ଗଜା ।
@ChitrasenPangiOfficial
@ChitrasenPangiOfficial 2 ай бұрын
ମୁଁ କୋରାପୁଟ ରୁ କହୁଥିଲି କୋପୁଟ ଯଦି ଆପଣ ମାନଙ୍କୁ ପସନ୍ଦ ଆସୁନି ତେବେ BJD ସରକାର ଙ୍କୁ ଅନୁରୋଧ କରୁଛି ଅଭିବକ୍ତ କୋରାପୁଟ କୁ ଓଡ଼ିଶା ରୁ ବାଦ୍ ଦିଅନ୍ତୁ ଆମେ ସ୍ଵତନ୍ତ୍ର ରାଜ୍ୟ ଗଠନ କରିବୁ ଜଦି ସରକାରର ସାହସ ଅଛି 👌👌👌💯🙏
@user-rf8jx4gp8m
@user-rf8jx4gp8m 2 ай бұрын
Congress.is.telling.truth
@kalyanpanda5885
@kalyanpanda5885 2 ай бұрын
ସବୁତ କରିଛ 25 ବର୍ଷ ରେ ପୁଣି ମେଣ୍ଟ ପାଇଁ ତେଲ ମାରୁଥିଲ କାହିଁକି?
@AmagaanAmaSORO
@AmagaanAmaSORO 2 ай бұрын
Murkh rhile rajnaitika phahida heba vote percent badhiba
@AmagaanAmaSORO
@AmagaanAmaSORO 2 ай бұрын
Maximum 5 years jia bhala kama karina tanki vote diajiba
@Prasant_Kumar_Kishan
@Prasant_Kumar_Kishan 2 ай бұрын
ଏ ଇ bjd ନେତା ମାନେ ଗୁଟେ ଗୁଟେ chif minister. କେହି ବି state କି country ର develop କଥା ଚିନ୍ତା କରୁ ନାହାଁନ୍ତି ଖାଲି ଯୋଜନା କରୁଛନ୍ତି।bjd bjp ର କଥା କହୁଛି bjp BJD ର କଥା କହୁଛି ସାଧାରଣ ଜନତା ମରୁଛନ୍ତି।
@babunapradhan8100
@babunapradhan8100 2 ай бұрын
Great Point Sanghamitra 💐✊
@bidyadhardas8737
@bidyadhardas8737 2 ай бұрын
Se ବିଜେଡି ନେତା ta ପାଗଳ ନା କଣ teacher recruitment ପିଲା ratio ବିଷୟରେ କିଛି ଜ୍ଞାନ ନାହିଁ
@user-gh3zd7vl2t
@user-gh3zd7vl2t 2 ай бұрын
Sanghamitra Jena Besworanjan Mahanty Is the best debetar 🙏
@ratanmajhi4759
@ratanmajhi4759 Ай бұрын
ଆଜିର ବିତର୍କରେ ବିଜେଡି ଓ ବିଜେପି ନେତା ମାନେ ଅନେକ କଥା କହୁ ଛନ୍ତି ଅନ୍ୟ ମାନଙ୍କୁ କହି ବାହୁ ଦେଉ ନାହାନ୍ତି ସେମାନେ କାହାର କଥା ଶୁଣିବାକୁ ନାରାଜ। ସଂଘମିତ୍ରା ଙ୍କୁ କହି ବାକୁ ସୁବିଧା ଦିଆଯାଉ ନାହିଁ। ଉଭୟ ସରକାର୍ ଙ୍କୁ ହଟାଇବା ଦରକାର ଧନ୍ୟବାଦ ଶ୍ରୀ ରତନ ମାଝୀ ଉପ ସଭାପତି ଜିଲ୍ଲା ଜନ ଜାତି ସୁରକ୍ଷା ମଞ୍ଚ ନବରଙ୍ଗପୁର
@madhukondagori7261
@madhukondagori7261 Ай бұрын
BJD ଆପଣ କରଡ ପତି ହେଵେ ନେତା ବଠର ହେଵେ ଗରିଵ ଆମକୁ ଜାତୀୟ ପାର୍ଟୀ congress
@user-eu8xd7sw6s
@user-eu8xd7sw6s 2 ай бұрын
ଜଣେ. ରୋଗୀର private Hospital କାର୍ଡ ରୁ ମନ ଇଚ୍ଛା ଟଙ୍କା କାଟୁଛନ୍ତି ଅଧା ଟଙ୍କା ବିଜେଡି ସରକାର ଚାନ୍ଦା ନେଉଛନ୍ତି.
@ashutoshnayak8781
@ashutoshnayak8781 2 ай бұрын
Tu maghia kete net cash deiki medical jauthibu 😂😂😂😂
@tatwaratripathy9205
@tatwaratripathy9205 Ай бұрын
Sabu prakar test au medicine free nai vai pay kribaku pduchi
@aswinibehera6802
@aswinibehera6802 2 ай бұрын
ବିଜେଡି କି ଵାଳ କାମ କରିଚଛି ଆରେ ଭାଇ ମୁଁ ନିଜେ ବି ଓଡ଼ିଆ ମିଡ଼ିଅମ ସ୍କୁଲ ରେ ପଢିଛି ସେତେ ବେଳେ ପୁରୁଣା ଘର ଥିଲା କିନ୍ତୁ ଭଲ ପଠା ପଢା ହେଉଥିଲା କିନ୍ତୁ ଏବେ ସେଇ ଘର ଉପରେ ରଙ୍ଗ ମରା ହୋଇଛି କିନ୍ତୁ ସେ teacher ମାନଙ୍କର ରିଟାଏଡ ଟାଇମେ ହୋଇଗଲା ସେମାନେ ଏବେ ଚାକିରୀ ଛାଡି ଦେଲେଣି ଏବେ ସ୍କୁଲରେ ପଠା ପଢ଼େଇବେ କିଏ, ଟିକେ ନିଜେ ଯାଇ ନିଜ ଅଖିରେ ଦେଖ ଅଡ୍ରେସସ - କେନ୍ଦ୍ରାପଡା ରାଜକନିକା, କୋଇଲିପୁର, ସ୍କୁଲ - ନରେନ୍ଦ୍ର ଗୁଞ୍ଜରୀ ବିଦ୍ୟାପୀଠ ଘରଭଞ୍ଜା କୋଲ୍ହା
@bibhutibhusannayak6445
@bibhutibhusannayak6445 2 ай бұрын
ଆମର ବିଦ୍ୟାଳୟ ରେ ମଧ୍ୟ ସମାନ ଅବସ୍ଥା । ଆମେ BEO Office କୁ ଦୁଇ ଦୁଇ ଥର ଯାଇ ଛୁ । କିନ୍ତୁ ଶିକ୍ଷକ ପାଇଁ ପ୍ରତିଶୃତି ଦେଇ ଏପର୍ଯ୍ୟନ୍ତ କଥା କୁ କାର୍ଯ୍ୟରେ ପୂରଣ ହୋଇ ପାରିଲା ନାହିଁ ।।
@waterlife2998
@waterlife2998 Ай бұрын
ବର୍ତମାନ ମାନ ପାଇଁ ଓଡିଶାରେ ବିଜେପି ଓ କେନ୍ଦ୍ର ରେ କଂଗ୍ରେସ 5ବର୍ଷ ଶାସନ କରିବା ଦରକାର.ନବୀନ ବାବୁକୁ 5ବର୍ଷ ରେଷ୍ଟ ଦିଅନ୍ତୁ.ତାହାହେଲେ.ଦେଶ ର ଅବସ୍ଥା ସୁଧାରିବ
@gurubarubhatra4076
@gurubarubhatra4076 2 ай бұрын
BJD ସରକାର ଅନେକ ଯୋଜନା କରିଛି ଯେ ଅନେକ ଆଶାରେ ରଖୁଛି ଓଡ଼ିଶାର ଲୋକକୁ ସୁବିଧା ନାହିଁ
@jayakrishnapradhan-ms6tm
@jayakrishnapradhan-ms6tm 2 ай бұрын
ବିଜେଡ଼ିକୁ କିଛି ଭୋଟ ଦିଅ ନାହିଁ।
@omprasadprusty
@omprasadprusty 2 ай бұрын
ଦାଦନ ଶ୍ରମିକ ଟେ କିପରି ବିଜୁ ସ୍ୱାସ୍ଥ୍ୟ କାର୍ଡ କୁ କୋଉଠି ଦେବ
@bibhutisahu4204
@bibhutisahu4204 Ай бұрын
ଭାଇ ରେ କଂଗ୍ରେସ ସମୟ ରେ ସରପଞ୍ଚ ଟେ ହେଇଗଲେ ସେ କୋଟିପତି ହେଇ ଯାଉଥିଲା, କଂଗ୍ରେସ ମାନେ ସବୁ ଖାଇ ଯାଇଥିଲେ
@rabindrapangi694
@rabindrapangi694 2 ай бұрын
4 ,5 ମାସ ପର୍ଯ୍ୟନ୍ତ ଟଙ୍କା ମିଳୁନି MGNREGA re କିମିତି ଦାଦନ୍ ଜିବେନି
@sibaprasadkhadanga4375
@sibaprasadkhadanga4375 2 ай бұрын
ବିଜେଡି ଗେଣ୍ଡାଦଳ ହଟାଅ ।ନହେଲେ ପରେ ସବୁ ପସ୍ତେଇବ ।
@bidyadharpadhan1355
@bidyadharpadhan1355 2 ай бұрын
ସରକାର change ହେଲେ ଠିକ ଶାସନ ଚାଲିବ, ଠକିବା ପାଇଁ ଡରିବେ
@damn7637
@damn7637 2 ай бұрын
Yes remove bjp from country
@karnakandki868
@karnakandki868 2 ай бұрын
Kichhi change hebo nahi
@jajpuritc5645
@jajpuritc5645 2 ай бұрын
ଇନ୍ଦରା ଗାନ୍ଧୀ ଜରୁରୀ କାଳୀନ ପଶିସ୍ଥିତିରେ କଣ କରିଥିଲେ। କେଜ୍ରିୱାଲ କଥା କାହିଁକି କହୁଛନ୍ତି. କଂଗ୍ରେସ ଯାହା କରିଛି ନକହିବା ଭଲ.
@user-wo3rn5ot2r
@user-wo3rn5ot2r 2 ай бұрын
କୋରାପୁଟ ରେ ଶିକ୍ଷାର କି ଚାକିରି କୈଣସି ବ୍ୟବସ୍ତା ନାହିଁ କୋରାପୁଟର ପିଲାମାନେ ବାହାର ଜ଼ିଲ୍ଲା କୁ ପରୀକ୍ଷା ଦେବାପାଇଁ ଯାଉଛନ୍ତି l
@shreyanshutv3755
@shreyanshutv3755 2 ай бұрын
ଯଦି ପ୍ରକୃତରେ ଜଗନ୍ନାଥ ଥିବେ ଏଥର bjd ର ଦ୍ଵଂସ ହେଇଯିବ
@RahulNayak-ob3yb
@RahulNayak-ob3yb 2 ай бұрын
ଯଦି ପ୍ରକୃତରେ ଜଗନ୍ନାଥ ନଥିବେ ଏଥର bjd କଂଗ୍ରେସ ନିଶ୍ଚୟ ଜିତିବ
@sushantakumarjena6150
@sushantakumarjena6150 2 ай бұрын
Right kahielo bhai
@prakashkumarpradhan9685
@prakashkumarpradhan9685 Ай бұрын
Jaha b heu sabu drustiru dekhila belaku bjd dher kichhi karichi kahiba Kariba bahut tafat agnya BJP kichhi kala pari dekha jaunai
@shreyanshutv3755
@shreyanshutv3755 Ай бұрын
@@prakashkumarpradhan9685 Dadan pain subidha karichhi
@anshumanchanel1042
@anshumanchanel1042 2 ай бұрын
Odisha loot kereche bjd
@purandararout7033
@purandararout7033 Ай бұрын
ଧନ୍ୟବାଦ୍ ସଂଘମିତ୍ରା ଭଉଣୀ।
@SanatanDalai-rs8di
@SanatanDalai-rs8di 2 ай бұрын
ଏ ଦାଦନ ଖଟିବା କଥା ଜୋ କହିଲେ ଏସବୁ ଠିକ୍ ହେଲେ ଠିକ୍ ସମୟରେ ପଇସା ମିଳୁନାହିଁ ଠିକ୍ ଦର ମିଳୁନାହିଁ ହେଲେ ଲୋକ ଦାଦନ ଖଟିବେନି ତ ଆଉକଣ କରିବେ
@rajendratudu5747
@rajendratudu5747 2 ай бұрын
Congress jindabad
@SaratPradhan-gx7go
@SaratPradhan-gx7go 2 ай бұрын
Dogress Muslim party
@sanjayworld750
@sanjayworld750 2 ай бұрын
BJD କହିଥିଲା ଇଲେକ୍ସନ ପୂର୍ବରୁ ୪୦ ହଜାର ପ୍ରାଥମିକ ଶିକ୍ଷକ ପୂରଣ ହବ। ୪ ଜଣ ବି ପାଇଲେ ନାହିଁ 😂
@dalapatinayak573
@dalapatinayak573 2 ай бұрын
Yes Medom Very Very Right speech Medom go ahead and all odisha support Medom ❤❤❤❤and my village re kalia yojana 20% Laka poinahati sir odisha re dadan sakiri deusanti sir
@user-wb1rc5iw8f
@user-wb1rc5iw8f 2 ай бұрын
Private re jadi patient bhala hei paruchhi sia kn pai government medical re kn bhala hei paribeni
@purandararout7033
@purandararout7033 Ай бұрын
କେବଳ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ବ ଦେଲେ ଶିକ୍ଷା ର ବ୍ୟବସ୍ଥା ବଦଳିଯିବ ନାହିଁ ଆବଶ୍ୟକତା ଅନୁସାରେ ବିଦ୍ୟାଳୟରେ ପ୍ରଶିକ୍ଷଣ ନିଯୁକ୍ତି ଦିଆ ଯିବା ଦରକାର।
@bidyadharpadhan1355
@bidyadharpadhan1355 2 ай бұрын
ଆଗକୁ ଆସୁଥିବା ପିଢ଼ି ଜାଣିପାରିପାରିବେନି ଯେ govt. Primary school ବୋଲି ଗୋଟେ ଥିଲା, ଏଠି ଧନୀ ଛୁଆ କେବଳ ପାଠ ପଢିବେ, ଗରିବ ସବୁଦିନ ଗରିବ ହେଇକି ରହିବ
@bijayakumardehury7182
@bijayakumardehury7182 2 ай бұрын
Primary school kukuraku roti phingila pari.
@DhanasaiSabar-xn5w
@DhanasaiSabar-xn5w Ай бұрын
Kie kaila be 😂😂😂😂
@saumyaranjan2791
@saumyaranjan2791 2 ай бұрын
Bsky card ଯଦି ଅଛି ତାହାଲେ ଜଣେ ପ୍ରସୂତି ମହିଳା କୁ କଣ ସାମାନ୍ୟ ambulance ମିଳୁନାହିଁ
@sunilkumarpradhan9739
@sunilkumarpradhan9739 2 ай бұрын
Sanghamitra sister ମୁଁ ତମର ବହୁତ ବଡ ସମର୍ଥକ,
@user-fn2fy6bq9y
@user-fn2fy6bq9y 2 ай бұрын
ଓଡ଼ିଶା ରେ କେବଳ ନେତା ସରକାରୀ କର୍ମଚାରୀ ମାଗଣା ସେବା ପାହାନ୍ତି BSK ଖାଲି ବୁହା ବୁଲିବା ପାଇଁ 70 ରେ କଣ କରିଛି ସରକାର BJP congress BJD ସବୁ ନେତା ଚୁର
@starmohapatra
@starmohapatra 2 ай бұрын
ଯେଉଁ ରାଜନୈତିକ ଦଳ ସରକାରୀ କ୍ଷମତାକୁ ଆସିବା ପରେ ନିଜ ନିର୍ବାଚନ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତିର ୫୦ ପ୍ରତିଶତ ପ୍ରତିଶ୍ରୁତି ପୂରଣ କରିପାରୁ ନାହାନ୍ତି ସେଇ ରାଜନୈତିକ ଦଳକୁ ପାଞ୍ଚ ବର୍ଷ ପାଇଁ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାକୁ ସମ୍ପୂର୍ଣ ବାରଣ କରିବା ଦରକାର।
@ganeswarsahoo8982
@ganeswarsahoo8982 2 ай бұрын
ବିଶ୍ୱରଂଜନ ଭାଇ ଓ ସଂଘମିତ୍ରା ଯାହା କହୁଛନ୍ତି ଠିକ୍ କହୁଛନ୍ତି ଧନ୍ୟବାଦ୍ ଜଣାଉଛୁ
@subashpatra6528
@subashpatra6528 2 ай бұрын
Well come Sanghamitra and Biswaranjan
@bibhutisahu4204
@bibhutisahu4204 Ай бұрын
ସଂଘମିତ୍ରା କହିବୁ କି କଂଗ୍ରେସ ସମୟରେ କଣ ଧର୍ଷଣ ହେଉ ନ ଥିଲା
@munathewriter1234
@munathewriter1234 2 ай бұрын
ଏଇଟା ଠିକ୍ କଥା କହିଛ ଭାଇ mbbs doctor ନାହିଁ hospital
@bapisadangi3373
@bapisadangi3373 2 ай бұрын
ଏମିତି ସ୍ଥାନରେ ନବୀନ ପଟ୍ଟନାୟକ,ଡାକନ୍ତୁ
@benudharmajhi6468
@benudharmajhi6468 2 ай бұрын
Right
@rabindranath2244
@rabindranath2244 2 ай бұрын
BJD ଖାଲି ଦାଦନ ତିଆରି କରିଛି
@rajugemel4581
@rajugemel4581 2 ай бұрын
ଓଡିଶା ର ଓଡ଼ିଆ ଛାତ୍ର ଛାତ୍ରୀ 8ମ. ପଢି ପାରୁନାହାନ୍ତି ଏହାର ଉତ୍ତର ଦାୟିତ୍ୱ କି
@PratapBiswal142
@PratapBiswal142 2 ай бұрын
କଂଗ୍ରେସ ଯଦି ଏତେ ଭଲ ତାହେଲେ ଜନତା କଣ ପାଇଁ ପାଦରେ ଆଡେଇ ଦେଉଛନ୍ତି କହିବେକି ମହିଳା ନେତ୍ରୀ
@prajanadattaputhal7034
@prajanadattaputhal7034 2 ай бұрын
Feku pm modi hatao
@kapilashkanhar6501
@kapilashkanhar6501 Ай бұрын
Right bhai
@sanatanhembram9991
@sanatanhembram9991 2 ай бұрын
କଂଗ୍ରେସ
@CHANDBABU-jz1pf
@CHANDBABU-jz1pf 2 ай бұрын
Sanghamitra Great politician....💪💪💪
@suratinayaksurati8961
@suratinayaksurati8961 2 ай бұрын
Sanghamitra great politician 🎉
@Naranmarndi46
@Naranmarndi46 2 ай бұрын
Sanghamitra is not politician
@odiaculture1070
@odiaculture1070 2 ай бұрын
Sanghamitra ek dum perfect katha kahuchanti, 👍👍 Now the politics is running in a fully corrupt way & for this only our people are responsible. We need a change in our State otherwise we will face the same problem.
@maamaheswari5585
@maamaheswari5585 Ай бұрын
ବିଜେଡି ନାଇଁ ବିଜେପି ନାଇଁ କଂଗ୍ରେସ କେ ଭୋଟ ଦିଅ ମୋର ଭାଇ ଓ ଭଉଣୀ ମାନେ
@ladukishorepadhy144
@ladukishorepadhy144 2 ай бұрын
ନବୀନବାବୁ ତ ରାଜ୍ୟସାରା ମଦୁଆ,ମୂର୍ଖ,ଅଳସୁଆ,କଲେ ରାଜ୍ୟର ଆଉ ଭଳକୋଉଠୀକଲେ?
@deepakharijan6537
@deepakharijan6537 2 ай бұрын
Congress Ku Aame sabu bhot Debu Electri bill life time free karantu 100% jitiba ❤❤❤plise🙏🙏🙏
@deepakharijan6537
@deepakharijan6537 2 ай бұрын
kete Jana sahamata aama Kathare comment kara
@user-wb1rc5iw8f
@user-wb1rc5iw8f 2 ай бұрын
Aaji re date bi 5t school re bi teacher nahanti Gote Ex- Dhenkanal district ra kankadahada block ra Raibol Gp Raibol High school re bi Science teacher nahanti bigata 12 Yr ....Aji ra date re bi Raibol High school re science teacher nahanti ta hele pila mane kn jani paribe ... Sethi pai bahut dhukha dayaka ....... Kete satua sarkar....
@munathewriter1234
@munathewriter1234 2 ай бұрын
Right Madam ଠିକ୍ କଥା କହିଛନ୍ତି sc st student's ମାନଙ୍କ reservation କମୁଛି
@BijaykumarMurmu-dn5bj
@BijaykumarMurmu-dn5bj 18 күн бұрын
42:25
@ddlshorts254
@ddlshorts254 2 ай бұрын
ଓଡିଶା ରେ ରହୁଛ ମାନେ ଓଡିଶା କଥା କୁହ।
@Naranmarndi46
@Naranmarndi46 2 ай бұрын
ଆଛା 😂
@user-cw9gp5ty9f
@user-cw9gp5ty9f 2 ай бұрын
ଆଲୋଚନା ଉପଯୁକ୍ତ ତଥ୍ଯ ଆଧାରିତ ହେଉନାହିଁ । ଗପ କହି କାଦୁଅ ଫିଙ୍ଗା କାର୍ଯ୍ୟକ୍ରମ ଚାଲିଛି । ପ୍ରତ୍ୟେକ ନିଜ ନିଜକୁ justify କରିବାରେ ବ୍ୟସ୍ତ ।ସଂଘମିତ୍ରା ଭଉଣୀଙ୍କ ଯୁକ୍ତି ବହୁତ ଯୁକ୍ତିଯୁକ୍ତ ଓ ଗ୍ରହଣୀୟ । ଜୟ ଜଗନ୍ନାଥ, ... ... ... ...
@Ratsita709
@Ratsita709 2 ай бұрын
ଭୋଟ ପୂର୍ବରୁ ଏମିତି debate ହେବା ଦରକାର, ଆଉ vote ପରେ ପ୍ରତି ମାସ ରେ ସବୁ ଗାଁ ରେ ଆଉ ସଂଘମିତ୍ରା madam ଙ୍କ ଭଳି ଯୁବ ପୀଢ଼ି debate ରେ ଆସିବା ଦରକାର
@alekhakandi1517
@alekhakandi1517 2 ай бұрын
ଓଡ଼ିଆରାଜନୀତିରେ ଶାସକ ଦଳ ଯେତେ ପ୍ରକାର ଅଭିନୟ କରୁ କିନ୍ତୁ ସେ ଫେଲ ହେବ ।
@user-kg7sr6oq5p
@user-kg7sr6oq5p 2 ай бұрын
Jay Congres
@BukayMarandi-zq2rx
@BukayMarandi-zq2rx 2 ай бұрын
Mam bjd ବାଲାକୁ ଟିକେ ପଚାରନ୍ତୁ କାଳିଆ ଯୋଜନା ପଇସା ବର୍ଷକୁ 10000ଦେବେ କହି ଏବେ କାହିଁକି ବର୍ଷକୁ 4000ଦେଉଛନ୍ତି
@ashutoshnayak8781
@ashutoshnayak8781 2 ай бұрын
Maghia thare medical re padaa.. Then dekhibu 50000
@bibhutisahu4204
@bibhutisahu4204 Ай бұрын
କଂଗ୍ରେସ 70 ବର୍ଷ ଶାସନ କରି ଦେଶକୁ ଖାଲି ଲୁଟିଛି,
@jayamanyusamantaray2187
@jayamanyusamantaray2187 2 ай бұрын
BJP BJD ku ଧୋଇଲେ ସଂଗମିତ୍ରା madam
THEY WANTED TO TAKE ALL HIS GOODIES 🍫🥤🍟😂
00:17
OKUNJATA
Рет қаралды 2,6 МЛН
She ruined my dominos! 😭 Cool train tool helps me #gadget
00:40
Go Gizmo!
Рет қаралды 57 МЛН
News Fuse 19 APRIL 2024
21:51
OTV
Рет қаралды 85 М.