ବୁଣା ଧାନ ରେ କେତେ ସାର ଦିଆଯାଏ // Fartilizar in paddy cultivation details

  Рет қаралды 59,401

Kureful tv

Kureful tv

3 жыл бұрын

ବୁଣା ଧାନ ରେ କେତେ ସାର ଦିଆଯାଏ // Fartilizar in paddy cultivation details
Fartilizar management in paddy cultivation.dhana chasa ra sara pranali, how much fartilizar used in paddy cultivation full details a to z.
Full details of process time, proportion and nessary hints of starting cultivation .
#Kurefultv #fartilizerofpaddycultivation #bunadhanaresara
follow us-
Facebook--www.facebook.com
Instagram-- / www.google.com
your queries
dhana re sara deba pranali
fartilizar management in paddy cultivation
dhana re sara kipari diajaa
dhana re kemati sara diaheba
dhana ra sara pranali
kaun sara dhana chasa re deba
kete sara dhana re diajaa
kemiti karajae sara pranali
kipari karanti sara deba pranali
dhana ra sara pranali details
sara pranali a to z
thanks for watching Kureful tv channel

Пікірлер: 121
@trinathpadhan6751
@trinathpadhan6751 2 жыл бұрын
ନମସ୍କାର ସାର ,ବହୁତ ବହୁତ ଧନ୍ଯବାଦ ,ଜଏକିଶାନ*
@khageshwarsahu6150
@khageshwarsahu6150 Жыл бұрын
Sara.proyog.suchanahetu..dhanyabad
@tumeswarbudek1463
@tumeswarbudek1463 3 жыл бұрын
Thanks
@rabichandradandasena3122
@rabichandradandasena3122 3 жыл бұрын
Nice video
@tankadharbanchhor3373
@tankadharbanchhor3373 3 жыл бұрын
Dada tumar Katha tk madhur lagsi
@user-et5bq7py8g
@user-et5bq7py8g 11 ай бұрын
Bhal kahela sir dhanyabad
@Kurefultv
@Kurefultv 11 ай бұрын
ଧନ୍ୟବାଦ ଆଜ୍ଞା
@krish_behera_vlog.
@krish_behera_vlog. 2 жыл бұрын
ଧନ୍ୟବାଦ୍ ସାର
@Kurefultv
@Kurefultv 2 жыл бұрын
Most welcome sir
@user-im6lc2ct6c
@user-im6lc2ct6c 11 ай бұрын
Dhanyawad sir
@Kurefultv
@Kurefultv 11 ай бұрын
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ
@harbhajan6616
@harbhajan6616 2 жыл бұрын
Thank sir
@Kurefultv
@Kurefultv 2 жыл бұрын
ଧନ୍ୟବାଦ ଆଜ୍ଞା ନମସ୍କାର
@tumeswarbudek1463
@tumeswarbudek1463 Жыл бұрын
ବୁଣା ଧାନ ବିଷୟ ରେ ପୁରା ତଥ୍ୟ ଦେଇଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ୍
@kishorputel912
@kishorputel912 2 жыл бұрын
Sir, D. A. P, UREA, GLUMOR, PATAS Ken Ken kaam karsi, Ken Saar Ken kaam karsi tike janbar a6e sir
@Kurefultv
@Kurefultv 2 жыл бұрын
ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ, ନିଶ୍ଚୟ ଆଗକୁ ଦେଖି ପାରିବେ, ଏଥିପାଇଁ ଆପଣ ମାନକର କମେଣ୍ଟ ଆମକୁ ଆହୁରି ଆଶା ଓ ବିଶ୍ବାସ ଦେଇ ପାରିଛି।
@pradiptabeura334
@pradiptabeura334 Жыл бұрын
Thanku
@Kurefultv
@Kurefultv Жыл бұрын
ଧନ୍ୟବାଦ
@sanatbehera8465
@sanatbehera8465 10 ай бұрын
Thanks dada
@Kurefultv
@Kurefultv 10 ай бұрын
Welcome
@PrabhatiBehera-dj5ww
@PrabhatiBehera-dj5ww Жыл бұрын
Thanks sir
@Kurefultv
@Kurefultv 10 ай бұрын
Welcome
@NoukaRana-er7uk
@NoukaRana-er7uk 10 ай бұрын
Jay kishan
@Kurefultv
@Kurefultv 10 ай бұрын
ଧନ୍ୟବାଦ
@sureshrana2060
@sureshrana2060 11 ай бұрын
Thank.kyu.sir.
@Kurefultv
@Kurefultv 11 ай бұрын
Thanks
@tumeswarbudek1463
@tumeswarbudek1463 3 жыл бұрын
ଧନ୍ୟବାଦ୍ sir
@kisanpadhan4835
@kisanpadhan4835 11 ай бұрын
Lata hehuche
@tankadharbanchhor3373
@tankadharbanchhor3373 3 жыл бұрын
Dada juhar
@Kurefultv
@Kurefultv 3 жыл бұрын
ଜୁହାର ଭାଈ ଜୁହାର, ତୁମର ମାନକର ଆର୍ଶୀବାଦ ଥାଉ ଏତିକି ଆବେଦନ, ଧନ୍ୟବାଦ
@tutuentartenment6943
@tutuentartenment6943 3 жыл бұрын
🙏tq sr
@Kurefultv
@Kurefultv 2 жыл бұрын
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ
@jagannathbisi4990
@jagannathbisi4990 3 жыл бұрын
Sir 🙏🙏🙏
@Kurefultv
@Kurefultv 3 жыл бұрын
ଜୁହାର ଆଜ୍ଞା ଜୁହାର, ଏନ୍ତା ସବୁବେଳେ ତୁମର ମାନକର ଆର୍ଶୀବାଦ ଥାଉ ଏତିକି ଆବେଦନ, ଧନ୍ୟବାଦ
@LokeswarSahu-ky6kw
@LokeswarSahu-ky6kw 11 ай бұрын
Weedmar.2.4.d.or.whip.super
@Kurefultv
@Kurefultv 11 ай бұрын
ହୁଇପ୍ ସୁପର ଦିଅନ୍ତୁ
@basudebbarik8561
@basudebbarik8561 5 ай бұрын
ଅଂଚରା ଧନରେ ସାର ସାଙ୍ଗେ କାଁଏ ଭିଟାମିନ ମିଶାଳେ ପିଲ ହେବା
@SantoshSingh-jx6wy
@SantoshSingh-jx6wy 2 жыл бұрын
Bina sarna dhan ne desia trek kenta karajiba tike batane
@Kurefultv
@Kurefultv 2 жыл бұрын
ବହୁତ ଉପାୟ ଅଛି, ଆଗକୁ ଦେଖି ପାରିବେ
@sandeeppadhan3442
@sandeeppadhan3442 10 ай бұрын
Juhar kete area ni kahele sir
@ashwinikumarbishi5679
@ashwinikumarbishi5679 3 жыл бұрын
agyan namaskar khatu debarti 3 prakar ra mul khatu ke kenta demu tar gute table banei kari video banahan besi upakrut hebu
@basudebbarik8561
@basudebbarik8561 5 ай бұрын
ଡେଡ ଏକଡ଼ ରେ କେତେ ସାର ଦେମା
@trinathbag7405
@trinathbag7405 3 жыл бұрын
Rua dhan re Ken sar dia jiba video banabe sir
@Kurefultv
@Kurefultv 3 жыл бұрын
ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ, ନିଶ୍ଚୟ ଆଗକୁ ଆପଣ ଚାହୁଁ ଥିବା ଭିଡିଓ ଦେଖିବାକୁ ପାଇବେ । ଧନ୍ୟବାଦ
@jitendrakumarseth5001
@jitendrakumarseth5001 11 ай бұрын
Jetki parimanra saar kahile setki saar ke bhag Kari lagba ki
@Kurefultv
@Kurefultv 11 ай бұрын
ନିଶ୍ଚୟ ଭାବରେ ଆଜ୍ଞା
@shapithtandi3452
@shapithtandi3452 Жыл бұрын
Nua mati buna madyam 90 day dhan kanta kari aya besi heba tike bujhabe sir
@Kurefultv
@Kurefultv Жыл бұрын
ନମସ୍କାର ଆଜ୍ଞା ଆମର ଗୋଟିଏ ଭିଡିଓ ଅଛି, ଧାନ ର ଅର୍ଜିନାଲ୍ ପ୍ରଣାଳୀ ବୋଲି, ସେ ଅନୁସାରେ ସାର ଖତ ଦିଅନ୍ତୁ, ନିଶ୍ଚୟ ଅଧିକ ଆୟ ହେବା
@jitendrakumarseth5001
@jitendrakumarseth5001 11 ай бұрын
Mulsaar kahile ken sar kete lagba heta batale new farmer Mane janiparte
@Kurefultv
@Kurefultv 11 ай бұрын
କୁହାଯାଇଛି
@rilusahu6268
@rilusahu6268 Жыл бұрын
Achhei Kari buna dhan bisayare video gure kahun sir
@Kurefultv
@Kurefultv Жыл бұрын
ନମସ୍କାର ଆଜ୍ଞା, ଆଗକୁ ଦେଖି ପାରିବେ
@deshranjanpatel651
@deshranjanpatel651 2 күн бұрын
ଆଜ୍ଞ୍ୟା, ଇଟା ଧାନ କେ ବୁଣା ସମୟରେ ଦେବାର ଆଏ କି, ବୁଣା ଧାନରେ ପୁରା ସବୁ ଡୋଜର ପରିମାଣ ଆଏ।
@Kurefultv
@Kurefultv 2 күн бұрын
ବୁଣା ସମୟରେ
@himadrisahu4366
@himadrisahu4366 2 жыл бұрын
Sir Ame pala ruela bele mati sukha thila, Ame Sar nahi dei pari. Mui kana karmi Jani nai parba, t k kahidebe keve Sar dele thick heba, au ke9 Sar dele thick Heba kahidebe,
@Kurefultv
@Kurefultv 2 жыл бұрын
ନମସ୍କାର ଆଜ୍ଞା,ରୁଆ ସମୟରେ ନିହାତି ସାର୍ ଦେଵା ଦରକାର, ଯଦି ଆପଣ ଦେଇପାରି ନାହିଁ, ଯେତେ ଜଲଦି ହେବା, ମାଟି ର ଵତର ଦେଖି ସାର୍ ଦଉନ , କେତେ ସାର ଦେବେ , ଭିଡିଓ ଅଛେ, ରୁଆ ଧାନ ରେ ସାର, ଦୟାକରି ଦେଖି ନେବେ।କାକରିନୁ ଆଗକେ ପିଲ ସାର ଦେଵାର ଅଛେ । ବୁଝି ନ ପାରିଲେ , ନମ୍ବର ଦେଲେ ଆମେ ଆପଣଙ୍କୁ ଯୋଗାଯୋଗ କରିବୁ
@sanjeebnaik4231
@sanjeebnaik4231 3 жыл бұрын
Dhan re paaser Daman ra medicine acha,k sir
@Kurefultv
@Kurefultv 3 жыл бұрын
ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ, ନିଶ୍ଚୟ ଏଥିପ୍ରତି ଧ୍ୟାନ ଦେବୁ। ଧନ୍ୟବାଦ
@milankarna1215
@milankarna1215 11 ай бұрын
5.0 time ra jen photo ta, se sara thare ke thia heba ki, bhag bhag kari
@Kurefultv
@Kurefultv 11 ай бұрын
ଭାଗ ଭାଗ କରି ଦେବେ
@narendrapatel1124
@narendrapatel1124 Жыл бұрын
bunadhan .fertilizer Debra kahantu
@Kurefultv
@Kurefultv Жыл бұрын
ଆଗକୁ ଦେଖି ପାରିବେ
@sharatpatel2331
@sharatpatel2331 11 ай бұрын
Buna dhana bihuda pare kebe tharu pani bandhiba val heba
@Kurefultv
@Kurefultv 11 ай бұрын
ନମସ୍କାର ଆଜ୍ଞା ଏହା ପାଣି ର ସୁବିଧା ଉପରେ ନିର୍ଭର କରେ, ନହେଲେ ଅଗଷ୍ଟ ମାସର ଶେଷ ଠାରୁ ପାଣି ରଖିବା ଦରକାର।
@prabindeo7736
@prabindeo7736 3 жыл бұрын
Acar prati ki hectar arpati diaheba
@Kurefultv
@Kurefultv 3 жыл бұрын
ସାର୍, ନମସ୍କାର, ସବିଶେଷ ସୂଚନା ର ଅପୂର୍ଣ୍ଣତା ପାଇଁ କ୍ଷମା ଚାହୁଁଛୁ,ଏହା ଏକର ପ୍ରତି ଜମି ପାଇଁ ଅନୁମୋଦିତ ସାର । ଧନ୍ୟବାଦ
@deepakkumarsahoo6025
@deepakkumarsahoo6025 3 жыл бұрын
Per Hector or acre 24:12:12 1st step fertilizer require?
@Kurefultv
@Kurefultv 3 жыл бұрын
ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ, ଏସବୁ ଏକ ଏକର ଜମି ପ୍ରତି ହିସାବ ଦେଖି ଯାଇଛି ।ଥମନେଲ୍ ରେ ଏହା ଲେଖା ଯାଇଛି। ଧନ୍ୟବାଦ ଆଜ୍ଞା
@brajakishorebedamatta5755
@brajakishorebedamatta5755 3 жыл бұрын
Per acre o
@polscgurukulam752
@polscgurukulam752 3 жыл бұрын
Agya GROMOR AU POTASH K B 4 BHAG KARI DEMA K
@Kurefultv
@Kurefultv 3 жыл бұрын
ନମସ୍କାର ଆଜ୍ଞା, ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ, ଦେଖନ୍ତୁ,ଗ୍ରୋମର ପଟାସ ସାର୍ କୁ ଭାଗ କରାଯାଏ ନାହିଁ,କେବଳ ଯବକ୍ଷାରଜାନ ସାର କୁ 4ଭାଗ କରି ଦିଆଯାଏ । ଯଦି ନାଇଁ ଜାଣି ପାରିଲେ, ନମ୍ବର ଦେଲେ ଆମେ ଆପଣଙ୍କୁ ଯୋଗାଯୋଗ କରିବୁ।
@user-qx8ny5ty9l
@user-qx8ny5ty9l 11 ай бұрын
Dhan ruikri 5din hauchhe patar suki jaauchhe
@Kurefultv
@Kurefultv 11 ай бұрын
କପର୍ ଅକ୍ସିକ୍ଳୋରାଇଡ୍ ଓ ଷ୍ଟ୍ରେପଟୋସାଇକ୍ଳିନ୍ ମିଶାଇ ଦିଅନ୍ତୁ
@chandramanimajhi992
@chandramanimajhi992 2 жыл бұрын
Bihida samaya re acra ke kete sar dema sir
@Kurefultv
@Kurefultv 2 жыл бұрын
ପଟାସ୍-୪୦ କେଜି ୟୁରିଆ -୨୦ କେଜି ପଟାସ -୩୦ କେଜି
@chapabagrti9355
@chapabagrti9355 Жыл бұрын
Wrong information.
@Chudaaa-fg4rn
@Chudaaa-fg4rn 11 ай бұрын
Buna dhan chasre bihidi bar kete din pare pil sar demu
@Kurefultv
@Kurefultv 11 ай бұрын
ଵିହିଡା ଦିନ,ମନ୍ଦାଖେଳୁଆ ପରେ
@Kurefultv
@Kurefultv 11 ай бұрын
ମୂଲସାର ଓ ୨୧ ଦିନ ପରେ ପିଲ୍ ସାର୍ ଦିଅନ୍ତୁ
@subashray7439
@subashray7439 2 жыл бұрын
Jadi mula Sara Diya jaee nathaye tahele ruibara kete dinapare keun Sara diyajiba uchit????
@Kurefultv
@Kurefultv 2 жыл бұрын
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ, ଯଦି ଆପଣ ରୁଆ ସମୟରେ ସାର୍ ଦେଇ ନାହାନ୍ତି, ତେବେ ଯେତେ ଶୀଘ୍ର ସମ୍ଭବ ସାର ଦିଅନ୍ତୁ, କାହିଁକି ନା ଆଗକୁ ପୁଣି ପିଲ ସାର ଦେଵାର ରହିଛି , ଏଥିପାଇଁ ଡିଏପି ୩୫ , ୟୁରିଆ ୧୦ ଓ ପଟାସ ୧୨-୧୪ ଜେଜି ମୂଳ ସାର ଦିଅନ୍ତୁ , ଅଧିକ ତଥ୍ୟ ପାଇଁ ଫୋନ୍ ନମ୍ୱର୍ ଦେଵେ, ଆମେ ଆପଣଙ୍କୁ ଯୋଗାଯୋଗ କରିବୁ।
@Sondarlal-su9hy
@Sondarlal-su9hy 10 ай бұрын
Emiti chaso pranali kohutho
@Kurefultv
@Kurefultv 10 ай бұрын
ନମସ୍କାର ଆଜ୍ଞା ଯୁଗ ସହିତ ତାଳ ମିଳାଇ ଚାଲିବା ପାଇଁ, ଏସବୁ ଆବଶ୍ୟକ
@jagannath2403
@jagannath2403 3 жыл бұрын
Rua dhan bisayare Sara kete Lagiba.video gute Karun pls
@Kurefultv
@Kurefultv 3 жыл бұрын
ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛୁ, ନିଶ୍ଚୟ ଏଥିପ୍ରତି ଧ୍ୟାନ ଦେବୁ, ଆଗକୁ ଆପଣଙ୍କ ପସନ୍ଦର ଭିଡିଓ ଦେଖି ପାରିବେ। ଧନ୍ୟବାଦ
@manoranjanbadi7435
@manoranjanbadi7435 3 жыл бұрын
Keye thar kari dia jiba
@Kurefultv
@Kurefultv 3 жыл бұрын
ନମସ୍କାର ଆଜ୍ଞା, କେବଳ ଯବକ୍ଷାରଜାନ ସାର କୁ ଚାରି ଭାଗ କରିଦେଵେ, ଅନ୍ୟ ସାର୍ ଏକାଥରକେ ଦେଵେ ,
@ranjanpradhan3587
@ranjanpradhan3587 2 жыл бұрын
Apana kahileni Ekara re kete sara deba darakar
@Kurefultv
@Kurefultv 2 жыл бұрын
ଦୟାକରି ଆଉଥରେ ଦେଖି ଜାଣି ପାରିବେ।
@chandramanimajhi992
@chandramanimajhi992 2 жыл бұрын
Bihida samaya re da
@Budhibanta_Vlog
@Budhibanta_Vlog 11 ай бұрын
ଜେନ video ନୁରୁଥିନୁ ସେଟl ପୁରା କରିଦେଲେ
@Kurefultv
@Kurefultv 11 ай бұрын
ଧନ୍ୟବାଦ ଆଜ୍ଞା ନମସ୍କାର
@bhaktabandhubudek4170
@bhaktabandhubudek4170 2 жыл бұрын
ସାର୍ ଜୁହାର୍ ,ଧାନ୍ ବିହିଡି ବାର୍ କେତେ ଦିନ୍ ପରେ ଝିପା ମରା ଦେବା କଥା ,ଆର୍ ତାର୍ ନା କାଣା
@Kurefultv
@Kurefultv 2 жыл бұрын
ନମସ୍କାର ଆଜ୍ଞା, ଧାନ ଵିହିଡିଵା ର ୨-୩ ଦିନ ପରେ ଦେଇ ପାରିବେ, ଏଥିପାଇଁ ,2-4D ବ୍ରାଣ୍ଡ ର ଔଷଧ ସବୁ ବ୍ୟବହାର କରି ପାରିବେ। ଧନ୍ୟବାଦ
@jjjjjj4116
@jjjjjj4116 8 ай бұрын
Japanag
@Kurefultv
@Kurefultv 8 ай бұрын
ନମସ୍କାର ଆଜ୍ଞା
@rameshkumbhar1668
@rameshkumbhar1668 8 ай бұрын
ଅଛରା ପୁନାରେ ସାର ଡୋଜ ପୁରା ଡିଟେଳ A ରୁZ ତକ
@Kurefultv
@Kurefultv 8 ай бұрын
ଭିଡିଓ ଅଛି
@hemakantanegi6817
@hemakantanegi6817 11 ай бұрын
ଗୁର୍ମର ସାର କେତେ ସମିଆ ଥି ଦେବାର କଥା
@Kurefultv
@Kurefultv 11 ай бұрын
ମୂଲ ସାର ସମୟରେ
@susantajal5322
@susantajal5322 10 ай бұрын
18-46-0 ଦେଲେ ଆଉ କାଣା ଦେବା କେ ପଡିବା
@Kurefultv
@Kurefultv 10 ай бұрын
ଆଉ ଏକ ଵିଷ ଔଷଧ ମିଶାଇଵେ
@babulisahoo3778
@babulisahoo3778 2 жыл бұрын
ଏକରରେ କେଉଁଥିରୁ କେତେ ଦେବାକୁ ପଡିବ
@Kurefultv
@Kurefultv 2 жыл бұрын
ନମସ୍କାର ଆଜ୍ଞା, ଭିଡିଓ ରେ ପୁରା ଡିଟେଲ୍ କୁହାଯାଇଛି, ଦୟାକରି ଦେଖିବାକୁ ଅନୁରୋଧ
@tankadharbanchhor3373
@tankadharbanchhor3373 3 жыл бұрын
Da mobile.. tk dia
@Kurefultv
@Kurefultv 3 жыл бұрын
ନମସ୍କାର ଭାଇ, ଧନ୍ୟବାଦ ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛୁ,ଆପଣମାନଙ୍କ ଅଭିମତ ଓ ପରାମର୍ଶ ଆମପାଇଁ ବିଶ୍ବାସ ଓ ପ୍ରେରଣା, ଆମର ଯୋଗାଯୋଗ ନମ୍ବର-9853256754
@gurudevsahu6928
@gurudevsahu6928 3 жыл бұрын
Agya number tk daun
@Kurefultv
@Kurefultv 3 жыл бұрын
ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛୁ, ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ, ଆମର ଯୋଗାଯୋଗ ନମ୍ବର 9853256754.
@debebdranathmallick6989
@debebdranathmallick6989 3 жыл бұрын
Sorisa chasa video drakar
@Kurefultv
@Kurefultv 3 жыл бұрын
ଧନ୍ୟବାଦ ଆଜ୍ଞା, ନମସ୍କାର, ନିଶ୍ଚୟ ଆଗକୁ ଦେଖି ପାରିବେ,ଏଵେ ଧାନ ଚାଷ ର ସିରିଜ୍ ଆମେ ଆରମ୍ଭ କରିଛୁ , ଏହା ପରେ ନିଶ୍ଚୟ ଆସିବ, ଧନ୍ୟବାଦ ଆଜ୍ଞା
@utamdas5214
@utamdas5214 3 жыл бұрын
Sir apanka pone nambar diyantu
@Kurefultv
@Kurefultv 3 жыл бұрын
ନମସ୍କାର ଆଜ୍ଞା, ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ, ଏହା ଆମପାଇଁ ବିଶ୍ବାସ ଓ ପ୍ରେରଣା, ଧନ୍ୟବାଦ,ଆମ ସହିତ ଯୋଗାଯୋଗ ନମ୍ବର 9853256754
@tumeswarbudek1463
@tumeswarbudek1463 3 жыл бұрын
Thanks
@Kurefultv
@Kurefultv 3 жыл бұрын
Kureful tv obliged on you thanks
@rabichandradandasena3122
@rabichandradandasena3122 3 жыл бұрын
Rua dhan re ken sar kete sar dia heba video gute banantu sir
@Kurefultv
@Kurefultv 3 жыл бұрын
ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛୁ, ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ, ଏହା ଆମପାଇଁ ବିଶ୍ବାସ ଓ ପ୍ରେରଣା, ଧନ୍ୟବାଦ, ନିଶ୍ଚୟ ଏଥିପ୍ରତି ଧ୍ୟାନ ଦେବୁ, ଆପଣଙ୍କ ଆର୍ଶୀବାଦ ଥାଉ ଏତିକି ଆବେଦନ। ଧନ୍ୟବାଦ
Вечный ДВИГАТЕЛЬ!⚙️ #shorts
00:27
Гараж 54
Рет қаралды 14 МЛН
NERF WAR HEAVY: Drone Battle!
00:30
MacDannyGun
Рет қаралды 51 МЛН
КАРМАНЧИК 2 СЕЗОН 7 СЕРИЯ ФИНАЛ
21:37
Inter Production
Рет қаралды 522 М.
Can You Draw A PERFECTLY Dotted Line?
00:55
Stokes Twins
Рет қаралды 101 МЛН
Rice transplanting in SRI method Odia VARRAT Odisha
12:28
digitalgreenorg
Рет қаралды 43 М.
Вечный ДВИГАТЕЛЬ!⚙️ #shorts
00:27
Гараж 54
Рет қаралды 14 МЛН