ଧାନ ରୁଆ ପରେ ଫାଷ୍ଟ ଡୋଜ୍ ସାର//ଧାନ ର ପହେଲା ସାର//ପହେଲା ପିଲ ସାର//First Fartilizar of Paddy

  Рет қаралды 116,392

Kureful tv

Kureful tv

2 жыл бұрын

ଧାନ ରୁଆ ପରେ ଫାଷ୍ଟ ଡୋଜ୍ ସାର//ଧାନ ର ପହେଲା ସାର//ପହେଲା ପିଲ ସାର//First Fartilizar of Paddy
After planting in paddy cultivation, which fartilizar is most important and needs to apply.The base dose of cultivation and after the first does more important than the other, what in this video has been displayed and explained details step by step.
#kureful #firstdiesfartilizer #dhanaraprathamasara
your queries-
how to start paddy cultivation
paddy cultivation fartilizar details
paddy cultivation first does fartilizar
dhana chasa kipari karajae
dhana chasa kemiti karanti
dhana chasa ra safala sutra
dhana chasa ra pranali
dhana ra sara details
first does fartilizar details
npk fartilizar in Paddy cultivation
thanks for watching Kureful tv channel.

Пікірлер: 109
@HeturamMajhi-rd1gz
@HeturamMajhi-rd1gz 23 күн бұрын
Dhanyabad sir
@tejrajdharua4441
@tejrajdharua4441 2 жыл бұрын
Thanks for nice information..🙏
@tumeswarbudek1463
@tumeswarbudek1463 Жыл бұрын
ଧନ୍ୟବାଦ sir your prosse
@Kurefultv
@Kurefultv Жыл бұрын
ଧନ୍ୟବାଦ ଆଜ୍ଞା ନମସ୍କାର
@Budhibanta_Vlog
@Budhibanta_Vlog 11 ай бұрын
ଆଜ୍ଞା
@bijaymallik1145
@bijaymallik1145 11 ай бұрын
Thankyou
@Kurefultv
@Kurefultv 11 ай бұрын
Welcome
@user-gc6if2kt4m
@user-gc6if2kt4m 16 күн бұрын
Dhana kenda chhutia heuche E bisayare gote video te karun
@pabitrakumarpatel8857
@pabitrakumarpatel8857 2 жыл бұрын
Thanks a lot sir 🙏
@Kurefultv
@Kurefultv 2 жыл бұрын
ନମସ୍କାର ପଟେଲ୍ ଆଜ୍ଞା ନମସ୍କାର ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛୁ।
@nauminag8837
@nauminag8837 2 жыл бұрын
Sir... Dhan ruiba kete din pare ghaasmara herbicide diya heba....or....dhan ruiba fertilizer sange mise Kari ghaasmara herbicide diya heba ki nahi.....
@Kurefultv
@Kurefultv 2 жыл бұрын
ନମସ୍କାର ଆଜ୍ଞା ଧାନ ରୁଆ ର୧୫-୨୦ ଦିନ ପରେ ଘାସମରା ଦିଆଯାଏ। ଏହାକୁ ସାର ଭିଟାମିନ ସହିତ ଦିଆଯାଏ ନାହିଁ। ଏହା ପାଣି ନହେଲେ ବାଲି ରେ ମିଶାଇ ଦିଆଯାଏ।
@sujitmirdha918
@sujitmirdha918 2 жыл бұрын
​@@Kurefultv
@919Farmer
@919Farmer 2 жыл бұрын
ଧନ୍ୟବାଦ୍ sir
@Kurefultv
@Kurefultv 2 жыл бұрын
ଧନ୍ୟବାଦ
@MadanPadhi-k1j
@MadanPadhi-k1j 15 күн бұрын
7:12
@bishnuprasadmishra7782
@bishnuprasadmishra7782 2 жыл бұрын
ଆଜ୍ଞା ଧାନ ରୋଇବାର 20 ଦିନ ପରେ କେଉଁ ଘାସମରା ଦିଆଯାଏ ଆଉ ବାଲିରେ ମିଶେଇ ଦେଲେ ହେବକି ନାହିଁ ଏବଂ ପିଲସାର ଦେବାର ପୂର୍ବରୁ ଵା ପରେ ଦିଆଯାଏ ଦୟାକରି କହିବେ 🙏???
@Kurefultv
@Kurefultv 2 жыл бұрын
ନମସ୍କାର ଆଜ୍ଞା ରୁଆ ଧାନ ର ୧୫-୨୦ ଦିନ ପରେ ଆପଣ ନୋମିନି ଗୋଲ୍ଡ ଘାସମରା ଦେଇ ପାରିବେ। ଏହା ବାଲି ରେ ମିଶାଇ ଦେଇ ପାରିବେ। ଏହା ପିଲ ସାର ଦେବା ଆଗରୁ ଦେଇ ପାରିବେ।
@narendrabag4949
@narendrabag4949 2 жыл бұрын
ସବୁ ଠିକ କହୁଛନ ଯେ, ଆପଣ ଖରିପ୍ ଆରୁ ଡାଲୁଅ ଟା ଅଲଗା ଅଲଗା ବତାବାର୍ କଥା ଆମର୍ ଚାଷୀ ଭାଈ ମାନକୁ
@Kurefultv
@Kurefultv 2 жыл бұрын
ଧନ୍ୟବାଦ ଆଜ୍ଞା ନମସ୍କାର ଆଗକୁ ଏଥିପ୍ରତି ଦୃଷ୍ଟି ଦେବୁ ନିଶ୍ଚୟ
@kshirodbabupresentations1230
@kshirodbabupresentations1230 29 күн бұрын
Esabu sar ni mile baba aamar ade
@chandankumarsethy4496
@chandankumarsethy4496 Жыл бұрын
Vitamin & 4G kemiti deba
@deepaksubudhi7371
@deepaksubudhi7371 2 жыл бұрын
ବହୁତ ବଢିଆ କଥା କହିଲେ କିନ୍ତୁ ଆପଣ ଯାହା କହୁଛନ୍ତି ତାହା ଏଠାରେ ମିଳୁନି ଯଦି ଆପଣଙ୍କ ଆଡେ ମିଳୁଛି ତେବେ ଆମେ online order କରିବୁ
@Kurefultv
@Kurefultv Жыл бұрын
ନମସ୍କାର ଆଜ୍ଞା ଏସବୁ ଆମାଜାନ ରେ ଓ ବିଗ୍ ହାଟ୍ .କମ୍ ରେ ପାଇ
@Kurefultv
@Kurefultv Жыл бұрын
ପାରିବେ, ନିଶ୍ଚୟ
@kabirajsabar8528
@kabirajsabar8528 2 жыл бұрын
Buna dhan re pil sar dose tk bataaun.
@Kurefultv
@Kurefultv 2 жыл бұрын
ଵୁଣା ଓ ରୁଆ ଧାନର ପିଲା ସାର ପ୍ରାୟ ସମାନ। ବୁଣା ରେ ଵିହୁଡା ଦିନ ଠାରୁ ଗଣା ଯାଏ।
@Budhibanta_Vlog
@Budhibanta_Vlog 11 ай бұрын
Thanks sir
@mihirpandey1137
@mihirpandey1137 2 жыл бұрын
Sir urea sange sagarika misale kenta heba
@Kurefultv
@Kurefultv 2 жыл бұрын
ନମସ୍କାର ଆଜ୍ଞା ମିଶାଇ ପାରିବେ, କିଛି ଅସୁବିଧା ନାହିଁ
@chandankumarsethy4496
@chandankumarsethy4496 Жыл бұрын
Sir zink ra 5-6 din pare vitamin & 4g Kemta deba . Spray or with URIA .....
@Kurefultv
@Kurefultv Жыл бұрын
ନମସ୍କାର ଆଜ୍ଞା ଏଠାରେ, ୟୁରିଆ ସାର କୁ ଦୁଇ ଭାଗ କରିବେ,ଭାଗେ ଜିଙ୍କ୍ ସହିତ ଦେଵେ, ଅନ୍ୟ ଭାଗ ଭିଟାମିନ ସହିତ ଦେବେ।
@jeetkumar4960
@jeetkumar4960 Жыл бұрын
Namaskar sir aamar aade. zinc 12% ache to kete dema 1-acre k
@Kurefultv
@Kurefultv Жыл бұрын
ନମସ୍କାର ଆଜ୍ଞା ଆପଣ ଆମକୁ ହ୍ଵାଟସଵ୍ ରେ ଯୋଗାଯୋଗ କରନ୍ତୁ, ଆମେ ଆପଣଙ୍କୁ ଔଷଧ ର ଲିଙ୍କ୍ ପଠାଇଵୁ, ଆପଣ ସିଧା ସେଠାରୁ ଘରେ ପାଇ ପାରିବେ।
@jeetkumar4960
@jeetkumar4960 Жыл бұрын
Whtsapp number debe sir
@giridharidandasena4034
@giridharidandasena4034 2 жыл бұрын
Sagarika sar dhan roi la balke dele heba ki sir
@Kurefultv
@Kurefultv 2 жыл бұрын
ନମସ୍କାର ଆଜ୍ଞା ଦେଇ ପାରିବେ, କିନ୍ତୁ ପିଲ ସମୟରେ ଦେଵା ସବୁଠୁ ଭଲ।
@dhaneswarrautia5755
@dhaneswarrautia5755 Жыл бұрын
Bhal heba ho dansana babu
@susilmajhi679
@susilmajhi679 Жыл бұрын
Vitamin kaitsange dele bhal heba sir
@Kurefultv
@Kurefultv Жыл бұрын
ନମସ୍କାର ଆଜ୍ଞା ଦେଵା ଠିକ୍ ହେବ ନାହିଁ। ଅଲଗା ଅଲଗା ଦିଅନ୍ତୁ
@minathakur4150
@minathakur4150 Жыл бұрын
Vitaco (1)dos re diaajiba na (2 )no dos re
@Kurefultv
@Kurefultv Жыл бұрын
ନମସ୍କାର ଆଜ୍ଞା ଯଦି ମୂଳ ସାର ରେ ରିଜେଣ୍ଟ ଜି ଆର୍ ଦେଇ ଛନ୍ତି,ତେଵେ ସେକେଣ୍ଡ ଡୋଜ୍ ରେ ଦେବେ, ଏବଂ ଯଦି ଦେଇ ନାହାନ୍ତି, ତେବେ ଫାଷ୍ଟ ଡୋଜ୍ ରେ ଦେବେ। ବୁଝିବା ସହଜ ନ ହେଲେ, ମୋବାଇଲ ନମ୍ବର ଦେଵେ, ଆମେ ଆପଣଙ୍କୁ ଯୋଗାଯୋଗ କରିବୁ।
@user-eo8do2xl6w
@user-eo8do2xl6w 2 ай бұрын
ଫେଲ ପ୍ରୋଷିଯୋର୍ ଭାଇ
@Kurefultv
@Kurefultv 2 ай бұрын
ଠିକ୍ ପ୍ରୋସିୟୁର ଦୟାକରି ଜଣାନ୍ତୁ
@pravakarabhue7465
@pravakarabhue7465 2 жыл бұрын
rua belke kichi nai dele kenta heba sir
@lktech8086
@lktech8086 2 жыл бұрын
Ki6y nai hue
@Kurefultv
@Kurefultv 2 жыл бұрын
ନମସ୍କାର ଆଜ୍ଞା ରୁଆ ସମୟରେ କିଛି ଦେଇ ନ ଥିଲେ - ରୁଆ ମୂଲ ସାର ଓ ପିଲ ସାର ଏକାଠି ଦିଆଯାଇ ପାରିବ।
@lingarajherna2924
@lingarajherna2924 11 ай бұрын
Bangi baharle kanakarbake padba
@Kurefultv
@Kurefultv 11 ай бұрын
ଭିଡିଓ ଅଛି,ଆମ ଚେନାଲ୍ ରେ, ଦୟାକରି ଦେଖିବାକୁ ଅନୁରୋଧ
@Budhibanta_Vlog
@Budhibanta_Vlog 11 ай бұрын
ବିହିଡା ରେ ବି ହେନ୍ତl ଦିଆହେବା କେଁ ଆଜ୍ଞା
@aniljal7042
@aniljal7042 2 жыл бұрын
Sir sarna dhaan k ken sar devar katha
@Kurefultv
@Kurefultv 2 жыл бұрын
ନମସ୍କାର ଆଜ୍ଞା ପହେଲା ଡୋଜ୍ କି ମୂଲ ସାର ଡୋଜ୍ କୁହନ୍ତୁ ମୂଳ ସାର ରେ ଡିଏପି ନହେଲେ 20:20:0:13 ଦେଇ ପାରିବେ।ଫାଷ୍ଟ ଡୋଜ୍ ରେ ୟୁରିଆ ଜିଙ୍କ୍ ଦିଅନ୍ତୁ।
@aniljal7042
@aniljal7042 2 жыл бұрын
Thank u very much sir
@user-eb5tv6uz9e
@user-eb5tv6uz9e 5 ай бұрын
Sir namaskar aapanka number tike dete bele bhal heta sir
@Kurefultv
@Kurefultv 5 ай бұрын
ଭିଡିଓ ରେ
@jhankarofficial6397
@jhankarofficial6397 Жыл бұрын
Fast dose re uria Khali dele kenta heba
@Kurefultv
@Kurefultv Жыл бұрын
ଚଳିବ, କିଛି ଅସୁବିଧା ନାହିଁ
@satyamsahu8479
@satyamsahu8479 2 жыл бұрын
Aangya namaskar Market re zinc sulphate ni milbar high zinc milu6e zinc sulphate jagare high zinc dele chalba k tk kahebe plzz
@Kurefultv
@Kurefultv 2 жыл бұрын
ନମସ୍କାର ଆଜ୍ଞା ଜିଙ୍କ୍ ଆପଣ, ଅନଲାଇନ୍ ରେ ଆରାମରେ ପାଇ ପାରିବେ।Big Hat.com ରେ ମଗାଇ ପାରିବେ।
@satyamsahu8479
@satyamsahu8479 2 жыл бұрын
@@Kurefultv jadi zinc sulphate nai dei ki zinc dele chalba k
@bikashsaha9014
@bikashsaha9014 2 жыл бұрын
15 ru 20 vitre ame dabal sar deuchu
@Kurefultv
@Kurefultv 2 жыл бұрын
ଧନ୍ୟବାଦ ଆଜ୍ଞା, ଦୁଇ ନମ୍ବର ଡୋଜ୍ ଭିଡିଓ ଜଲଦି ଆସୁଛି।
@usmusicofficial7880
@usmusicofficial7880 Жыл бұрын
Jamir tale kae besi heuchhe kenta kale kae nahi he
@Kurefultv
@Kurefultv Жыл бұрын
ନମସ୍କାର ଆଜ୍ଞା ଆପଣଙ୍କ ପ୍ରଶ୍ନ ଆମେ ଗ୍ରହଣ କରିପାରୁନାହ।
@ahalyaraninayak4397
@ahalyaraninayak4397 2 жыл бұрын
IPL sar keta bhala
@Kurefultv
@Kurefultv Жыл бұрын
ବହୁତ ଭଲ, ଦେଇ ପାରିବେ, କିଛି ଅସୁବିଧା ନାହିଁ
@nityanandpradhan4551
@nityanandpradhan4551 Жыл бұрын
2nd dose kebe kn kn daba
@Kurefultv
@Kurefultv Жыл бұрын
ନମସ୍କାର ଆଜ୍ଞା ଆମ ଚେନାଲ୍ ରେ ଭିଡିଓ ଅଛି, ଦୟାକରି ଦେଖିବାକୁ ଅନୁରୋଧ
@mantuadabar1013
@mantuadabar1013 11 ай бұрын
Sir ମୁଁ କାଦୁଅ ରେ ପଟାସ 20kg ଆର DAP40kg ଦେଇଛି... ଏବେ 15ଦିନ ହେଇଗଲା ନ କାଣା କାଣା ଦେବି..
@Kurefultv
@Kurefultv 11 ай бұрын
ଏକୋଇଶି ଦିନ ରେ ଫାଷ୍ଟ୍ ଡୋଜ୍ ଦିଅନ୍ତୁ, ଭିଡିଓ ରେ ପୁରା ଡିଟେଲ୍ କୁହାଯାଇଛି
@shikshamahodadhi
@shikshamahodadhi Жыл бұрын
ଇଟା ଖରିଫ ର ଡୋଜ କି ରବି ର ଡୋଜ୍ କହୁଛନ ଆଜ୍ଞା । ମୋର୍ ଜମିରେ ଇତାର ଅଧା ଦେଲେ ବି ଗଛ ବଢ଼ି ପଡ଼ି ଜାଏସି ମୁଇଁ କେତେ ଦେମି ଆଜ୍ଞା?
@Kurefultv
@Kurefultv Жыл бұрын
ନମସ୍କାର ଆଜ୍ଞା ଏହା ଖରିଫ୍ ର ଚାଷ ପାଇଁ କୁହାଯାଇଛି, ଜଣାପଡ଼ୁଛି, ଆପଣଙ୍କ ଜମି ସରସ ଅଛି, ଦରକାର ଦେଖି ଦିଅନ୍ତୁ।
@bikashpanda1443
@bikashpanda1443 11 ай бұрын
ssp ବାଇଲେ କା ଏ ସାର୍ ଆ ଜ୍ଞା
@Kurefultv
@Kurefultv 11 ай бұрын
ସିଙ୍ଗଲ୍ ସୁପର ଫସ୍ ପେଟ୍
@jjjjjj4116
@jjjjjj4116 Жыл бұрын
JApanag
@Kurefultv
@Kurefultv Жыл бұрын
ଧନ୍ୟବାଦ, ନମସ୍କାର
@manoranjannag1552
@manoranjannag1552 2 жыл бұрын
ଆଜ୍ଞା ନମସ୍କାର ପଳାରୁଇବାର 21 ଦିନ ପରେ ପିଳ ସାର ରେ ( ଡିଏପି+ ୟରିଆ+ ପଟାସ +ଜିକ୍) କେ ମିଶେଇ କରି ଦେଲେ କେନ୍ତା ହେବା ।।
@Kurefultv
@Kurefultv 2 жыл бұрын
ହେବ ନାହିଁ, ଦୟାକରି ଡିଏପି ସାର ଓ ଜିଙ୍କ୍ ଏକା ସାଥିରେ ଦିଆଯାଏ ନାହିଁ।
@artatranpradhan1307
@artatranpradhan1307 2 жыл бұрын
ଗୁଟେ ଏକର ଜମି ରେ ଜେନ କହୁଛନ ସାର ଟୋଟାଲ ଖର୍ଚ୍ଚା କେତେ ହେବା ସବୁ ହିସାବ କରି କାହୁନ ତ ସାର ପଲ୍ଲାପକା ଠାନୁ ଧାନ ମଡା ଜେକ୍ ଟୋଟାଲ ହିସାବ କହୁନ ତ‍ାର ପରେ ଚାଷୀ କେତେ ଲାଭ ପାଏବା କହୁନ
@Kurefultv
@Kurefultv 2 жыл бұрын
ପଧାନ ଆଜ୍ଞା ନମସ୍କାର ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ, ପ୍ରକୃତରେ ଖର୍ଚ୍ଚ ଅଧିକ ହୋଇପାରେ, କିନ୍ତୁ ମାତ୍ରାଧିକ ଆୟ କୁ ମଧ୍ୟ ଏଡାଇ ଦିଆଯାଇନପାରେ।
@jirimiyasabar6651
@jirimiyasabar6651 Жыл бұрын
ଗଛକୁ ବଢେଇ ବା ପାଇଁ
@Kurefultv
@Kurefultv Жыл бұрын
ସାର ଓ ଅଣୁସାର ମିଶାଇ ଦେଇ ପାରିବେ।
@mukeshrana8796
@mukeshrana8796 Жыл бұрын
First dose 30 din pare delete kenta heba
@Kurefultv
@Kurefultv Жыл бұрын
ଦେଇ ପାରିବେ
@arjunmohanoram9928
@arjunmohanoram9928 11 ай бұрын
ଗଂଜେଇ କେନ୍ତା ଚାଷ କରମା ବାତବେ 😅😅😅
@Kurefultv
@Kurefultv 11 ай бұрын
ଫୋନ୍ ନମ୍ବର ଦିଅନ୍ତୁ
@tumeswarbudek1463
@tumeswarbudek1463 2 жыл бұрын
Buna dhana bisayre tk batabe sir
@Kurefultv
@Kurefultv Жыл бұрын
ଭିଡିଓ ଅଛି, ଦୟାକରି ଦେଖିବାକୁ ଅନୁରୋଧ
@tumeswarbudek1463
@tumeswarbudek1463 Жыл бұрын
ଠିକ୍ ଅଛେ ଆଜ୍ଞା, ଧନ୍ୟବାଦ
@usmusicofficial7880
@usmusicofficial7880 Жыл бұрын
Contact no debe sir
@Kurefultv
@Kurefultv Жыл бұрын
ଚେନାଲ୍ ପେଜ୍ ରେ ଅଛି, ଦୟାକରି ଦେଖିବାକୁ ଅନୁରୋଧ
@rupsinghhans5858
@rupsinghhans5858 Жыл бұрын
କପା ଚାଷ ବିଷୟ ରେ କହନ
@Kurefultv
@Kurefultv Жыл бұрын
ଆଗକୁ ଦେଖି ପାରିବେ
@bisuddhakhandagiri4430
@bisuddhakhandagiri4430 2 жыл бұрын
ତୁମେ କିଛି ଜାନି ହୋ ଇଊରିଆ ବେଶି କହୁଛ ଖରିଫ ରେ
@Kurefultv
@Kurefultv 2 жыл бұрын
ନମସ୍କାର ଆଜ୍ଞା, ଏସବୁ ଚାଷୀ ମାନଙ୍କ ପାଇଁ ଜାଣିବା ଜରୁରୀ ଆଏ
@surendrahansda8233
@surendrahansda8233 2 жыл бұрын
Bekar katha
@Kurefultv
@Kurefultv 2 жыл бұрын
ଧନ୍ୟବାଦ ଆଜ୍ଞା ନମସ୍କାର
@pramodguru6608
@pramodguru6608 Жыл бұрын
kuruphul tv ra jen sri kahuchhan takar mobile number tike darkar
@Kurefultv
@Kurefultv Жыл бұрын
9853256754
@nityanandpradhan4551
@nityanandpradhan4551 Жыл бұрын
2nd dose kebe kn kn daba
@nityanandpradhan4551
@nityanandpradhan4551 Жыл бұрын
Kandabindha lagichi kau bisha dabu
@Kurefultv
@Kurefultv Жыл бұрын
ଫେମ୍ ଦେଇ ପାରିବେ
@nityanandpradhan4551
@nityanandpradhan4551 Жыл бұрын
@@Kurefultv video debe
@nityanandpradhan4551
@nityanandpradhan4551 Жыл бұрын
@@Kurefultv liquid naa gunda
路飞被小孩吓到了#海贼王#路飞
00:41
路飞与唐舞桐
Рет қаралды 80 МЛН
One moment can change your life ✨🔄
00:32
A4
Рет қаралды 34 МЛН
УГАДАЙ ГДЕ ПРАВИЛЬНЫЙ ЦВЕТ?😱
00:14
МЯТНАЯ ФАНТА
Рет қаралды 3,7 МЛН
Xiaomi SU-7 Max 2024 - Самый быстрый мобильник
32:11
Клубный сервис
Рет қаралды 356 М.
Как бесплатно замутить iphone 15 pro max
0:59
ЖЕЛЕЗНЫЙ КОРОЛЬ
Рет қаралды 3 МЛН
ГОСЗАКУПОЧНЫЙ ПК за 10 тысяч рублей
36:28
Ремонтяш
Рет қаралды 562 М.
Как распознать поддельный iPhone
0:44
PEREKUPILO
Рет қаралды 2,1 МЛН
Как правильно выключать звук на телефоне?
0:17
Люди.Идеи, общественная организация
Рет қаралды 1,8 МЛН
Cheapest gaming phone? 🤭 #miniphone #smartphone #iphone #fy
0:19
Pockify™
Рет қаралды 4,3 МЛН