Рет қаралды 1,036
Studio Version
Pehela Pehela Love
chalibaku ichha
Song Credits :
♪ Singer - Neha Niharika
♪ Music director - Chandan Kumar
♪ Lyrics - Pramod Parida
♪ dubbing and mixing - Jitu
♪ Editing & Poster - RP production
♪ Producer - Rabindra Pradhan
♪ Production House - RP Production
E-mail - rabindrapradhan2008@yahoo.com
fOLLOW
FACEBOOK-:
Page- / rabindrapradhandirector
Page- / filmmakerrabindrapradhan
Facebook id - / rabindrapradhann
INSTAGRAM-: / filmmakerrabindra
TWITTER-: / rabindrapradhan
WEBSITE -: www.rabindrapradhan.com/
www.rpproduction.in/
All Audio _ www.rpproduction.in/2022/05/p...
Lyrics:
ଚାଲିବାକୁ ଇଛା ସବୁବାଟ ତୋ ସାଥେ
ସବୁକିଛି ମୋର ଦେଇଦେଲି ତୋ ହାତେ (୨)
ଅମାନିଆ ଏଇ ମନ
ଖୋଜେ ଖାଲି ତୋ ପ୍ରେମ (୨)
ତୁ ମୋର ଲକ୍ଷ
ତୁ ମୋର ମୋକ୍ଷ
ତୁ ହି ଖୁଦା ତୁ ରବ୍
ତୁ ମୋ ପେହେଲା ପେହେଲା Love ||୦||
ଉଦାସୀ ଆଖି ଥିଲା
ତୋ ଛବି ଦେଖିନେଲା
ସପନରେ ହଜିଗଲା ହଜିଗଲା
ସପନ ସତ ହେଲା
ଭାବନା ଗୀତ ହେଲା
ଏ କେମିତି ଋତୁ ହେଲା ଋତୁ ହେଲା
ଅଝଟିଆ ଏଇ ମନ
ଖୋଜେ ଖୋଜେ ତୋତେ ରାତିଦିନ (୨)
ତୁ ମୋର ସାହିଲ ତୁ ମୋର ମଂଜିଲ
ତୁ ହି ଖୁଦା ତୁ ରବ୍
ତୁ ମୋ ପେହେଲା ପେହେଲା Love ||୦||
ନିଖୋଜ ଥିଲା ନିଦ
ବେସୁରା ଥିଲା ଛନ୍ଦ
ଭରିଦେଲୁ ମିଠା ସ୍ୱାଦ(୨)
ଯେବେଠୁ ହେଲୁ ଚିନ୍ହା
ହେଲିମୁ ଆନମନା
ଲାଗୁନାହିଁ ତଳେ ପାଦ ତଳେ ପାଦ
ପାଗଳାମି କରେ ମନ
ଦିନ ରାତି ଖୋଜେ ଜହ୍ନ (2
ତୁ ମୋର ଇସ୍କ ତୁ ମୋହାବତ
ତୁ ହି ଖୁଦା ତୁ ରବ୍
ତୁ ମୋ ପେହେଲା ପେହେଲା Love ||୦||
ହୋ ଓ .....
Listen to the Song/Album now on :
JioSaavn: www.jiosaavn.com/song/pehela-...
Gaana: gaana.com/song/pehela-pehela-...
Amazon Music: music.amazon.in/albums/B09ZV9...
Spotify:open.spotify.com/album/7q4wi8...
apple music: music.apple.com/in/album/pehe...
KZfaq Music: coming soon..
2022. All copyrights reserved to @Rabindra Pradhan #rpproduction
#pehelapehelalove #nehaniharika #neha