Рет қаралды 1,054
Pehela Pehela Love(Duet)
♪ Singer - Kuldeep Pattnaik & Neha Niharika
♪ Music director - Chandan Kumar
♪ Lyrics - Pramod Parida
♪ dubbing and mixing - Jitu
♪ Editing & Poster - RP production
♪ Producer - Rabindra Pradhan
♪ Production House - RP Production
E-mail - rabindrapradhan2008@yahoo.com
fOLLOW
FACEBOOK-:
Page- / rabindrapradhandirector
Page- / filmmakerrabindrapradhan
Facebook id - / rabindrapradhann
INSTAGRAM-: / filmmakerrabindra
TWITTER-: / rabindrapradhan
WEBSITE -: www.rabindrapradhan.com/
www.rpproduction.in/
Lyrics:
ଚାଲିବାକୁ ଇଛା ସବୁବାଟ ତେରେ ସଂଗ
ରାଗିବିନି ଜମା କଲେବିତୁ ଯେତେ ତଂଗ (୨)
ମଜବୂର ଏଇ ମନ
ଖୋଜେ ଖାଲି ତୋ ପ୍ରେମ
ତୁ ମୋର ଲକ୍ଷ
ତୁ ମୋର ମୋକ୍ଷ
ତୁ ହି ଖୁଦା ତୁ ରବ୍
ତୁ ମୋ ପେହେଲା ପେହେଲା Love ||୦||
ବିନ୍ଦାସ ମନ ମୋର
ବେଫିକର ଯାଯାବର
ଠିକଣାଟେ ପାଇଗଲା ପାଇଗଲା
ଏହେସାସ ଏବେ ହେଲା
ଏହେସାନ ଏତେ ତୋର
ସୁଝିବାକୁ ବାକିଥିଲା ବାକିଥିଲା
ବେଶବାର ଏଇ ମନ
ଖୋଜେ ଖାଲି ତୋ ପ୍ରେମ
ତୁ ମୋର ସାହିଲ ତୁ ମୋର ମଂଜିଲ
ତୁ ହି ଖୁଦା ତୁ ରବ୍
ତୁ ମୋ ପେହେଲା ପେହେଲା Love ||୦||
ବେଖବର ଥିଲା ନିଦ
ବେସୁରା ଥିଲା ଛନ୍ଦ
ଭରିଦେଲୁ ମିଠା ସ୍ୱାଦ
ବେଚେନ ଥିଲା ଆଖି
ପାଖକୁ ନେଲୁ ଡାକି
ଝରିଗଲା ମହୁ ହ୍ରଦ
ବେପନ୍ହା ମନ ମୋର
ଖୋଜେ ଖାଲି ପ୍ରେମ ତୋର
ତୁ ମୋର ଇସ୍କ ତୁ ମୋହାବତ
ତୁ ହି ଖୁଦା ତୁ ରବ୍
ତୁ ମୋ ପେହେଲା ପେହେଲା Love ||୦||
ହୋ ଓ .....
Listen to the Song/Album now on :
JioSaavn:
Gaana: gaana.com/song/pehela-pehela-...
Amazon Music:
Spotify:open.spotify.com/album/5Cro2M...
apple music: music.apple.com/in/album/pehe...
KZfaq Music:
2022. All copyrights reserved to @Rabindra Pradhan #kuldeeppattnaik #nehaniharika #pehelapehelalove