ଧାନ ଚାଷ ର ପୁରା ଡିଟେଲ୍//ଧାନ ର ଉନ୍ନତ ପ୍ରଣାଳୀ//ଧାନ ଚାଷ A to Z//Paddy Farming Details A to Z

  Рет қаралды 58,438

Kureful tv

Kureful tv

2 жыл бұрын

ଧାନ ଚାଷ ର ପୁରା ଡିଟେଲ୍//ଧାନ ର ଉନ୍ନତ ପ୍ରଣାଳୀ//ଧାନ ଚାଷ A to Z//Paddy Farming Details A to Z
The processing details of paddy cultivation in scientific ways is a best process for farmers to get highly yield with best simple investment.From staring to ending it is important to take care timely is a factor with proper fartilizar vitamin and insecticide, what in this video has been displayed and explained details.
#kureful #dhanachasa #paddyfarming #paddyfartilizer
your queries -
dhana chasa ra pranali details
dhana chasa A to Z
paddy cultivation details
paddy Farming A to Z
dhana chasa kipari karajae
dhana chasa kemiti karanti
dhana chasa odia
dhana chasa ra safala sutra
dhans chada ra unnat pranali
baighynika pranali re dhana chasa
dhana ra sara details
dhana ra sara sarani
thanks for watching Kureful tv channel.

Пікірлер: 107
@sushantadevta9225
@sushantadevta9225 Жыл бұрын
ବହୁତ ଭଲ ଲାଗିଲା କିନ୍ତୁ ବିଦେଶି କମ୍ପାନୀ ର ପ୍ରଡକ୍ଟ ବହୁତ ଦାମିକା ରହୁଛେ ଦେଶି ମେଡିସିନ ର ନାମ କିମ୍ବା କମ୍ପୋଯିସନ କହେଲେ ଭଲ ହେତା ।
@Kurefultv
@Kurefultv Жыл бұрын
ଧନ୍ୟବାଦ ଆଜ୍ଞା ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ
@user-st7or6pl8z
@user-st7or6pl8z 4 ай бұрын
You sir thanks
@Kurefultv
@Kurefultv 4 ай бұрын
Most welcome
@pradyumnamund9478
@pradyumnamund9478 Жыл бұрын
ଧନ୍ୟବାଦ୍ ଆଜ୍ଞା
@Kurefultv
@Kurefultv Жыл бұрын
ନମସ୍କାର ଆଜ୍ଞା
@krupasindhu1963
@krupasindhu1963 11 ай бұрын
ଆପଣଙ୍କ ଉଦ୍ୟମ ବିଶେଷକରି ଅଧିକ ଅମଳ ପାଇଁ ହୋଇଥୁବାରୁ ଧନ୍ୟବାଦ ।ମୁଁ କୃପାସିନ୍ଧୁ ଆପଣଙ୍କୁ ଅନୁରୋଧ କରୁଛି ଆପଣ ଜାହା ଉପଦେଶ ଦେଉଛନ୍ତି ସାଧାରଣ ଚାଷୀମାନେ ଜେପରି ବୁଝିପାରିବ। ଜୈବିକ ପଦ୍ଧତିର ମାର୍ଗ ଦର୍ଶନ କରାନ୍ତୁ ଏବଂ କମ ଖର୍ଚ୍ଚ କିପରି ହେବ ତାହା ବିଷୟରେ କିଛି କହିଲେ ଭଲହେବ
@Kurefultv
@Kurefultv 11 ай бұрын
ନମସ୍କାର ଆଜ୍ଞା ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ, ଏହା ଆମପାଇଁ ବିଶ୍ବାସ ଓ ପ୍ରେରଣା, ଧନ୍ୟବାଦ ଜୈବିକ କୃଷିର ର ବହୁତ ଦିଗ ରହିଛି, ଏହା ଉପରେ ଗୁରୁତ୍ୱ ଦେବୁ ନିଶ୍ଚୟ
@dwijendradandasena666
@dwijendradandasena666 Жыл бұрын
Thank you Bhai
@mohantandi971
@mohantandi971 11 ай бұрын
Good information Sir Namaskar
@Kurefultv
@Kurefultv 11 ай бұрын
ଧନ୍ୟବାଦ ଆଜ୍ଞା
@Maamohini2563
@Maamohini2563 2 жыл бұрын
Nice advice 👍👍👍
@Kurefultv
@Kurefultv 2 жыл бұрын
Thanks so much
@padmanavdansana8170
@padmanavdansana8170 2 жыл бұрын
Thank you sir 🙏
@Kurefultv
@Kurefultv 2 жыл бұрын
ଧନ୍ୟବାଦ ଆଜ୍ଞା ନମସ୍କାର
@hemanginisunani1721
@hemanginisunani1721 Жыл бұрын
Thank you sir
@Kurefultv
@Kurefultv Жыл бұрын
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛୁ। ଆପଣମାନଙ୍କ ମତାମତ ହଁ ଆମର ପ୍ରେରଣା, ଧନ୍ୟବାଦ
@pravakarabhue7465
@pravakarabhue7465 2 жыл бұрын
nice sir
@Kurefultv
@Kurefultv 2 жыл бұрын
ଧନ୍ୟବାଦ ଆଜ୍ଞା ନମସ୍କାର
@trilochansuna-ki2nw
@trilochansuna-ki2nw 7 ай бұрын
Thank you dada apan FM radio re b upastapana karsan kain
@Kurefultv
@Kurefultv 7 ай бұрын
ହଁ ସାର୍ ଆକାଶବାଣୀ ବଲାଙ୍ଗୀର ରେ କାମ କରେ, ଧନ୍ୟବାଦ
@hrudayanag2053
@hrudayanag2053 2 жыл бұрын
Odissare number one krusi chanel e From bolangir
@Kurefultv
@Kurefultv 2 жыл бұрын
ଧନ୍ୟବାଦ ଆଜ୍ଞା ନମସ୍କାର
@rudrabagarti7420
@rudrabagarti7420 2 жыл бұрын
🙏🙏🙏
@Kurefultv
@Kurefultv 2 жыл бұрын
ଜୁହାର ଆଜ୍ଞା ଜୁହାର
@user-xk5yz4zp4m
@user-xk5yz4zp4m 10 ай бұрын
Dhan ke zink salfet fertilozer kemiti diaa ja a O ken time ne diaa ja a
@Kurefultv
@Kurefultv 10 ай бұрын
ରୁଆ ର ୨୧-୨୮ ଦିନ ମଧ୍ୟରେ, ସାର ସହିତ ମିଶାଇ ଦିଆଯାଏ
@kailashbarha1701
@kailashbarha1701 2 жыл бұрын
ଖାଇବାରେ ଲାଗି ପତଳା ଧାନ ର ବି top variety video ଟେ upload କରୁନ୍
@Kurefultv
@Kurefultv 2 жыл бұрын
ନମସ୍କାର ଆଜ୍ଞା, ନିଶ୍ଚିତ ଭାବରେ
@Unicorn-nw6xe
@Unicorn-nw6xe Жыл бұрын
Sir, Nativo medicine use kale Patra poda , Mulasadha janita roga khatam heba toh
@Kurefultv
@Kurefultv Жыл бұрын
ନିଶ୍ଚୟ ହୋଇପାରିବ,
@bhoibabu9086
@bhoibabu9086 Жыл бұрын
Sir apka video dhunda Nehi Mila Manga Diases Bisayare khojli Nahi Mil Bar Sehi Video
@Kurefultv
@Kurefultv Жыл бұрын
नमस्कार जी, आप जिसे म°गा बोलते हैं, हमारे उड़िसा में bangi roga बोलते हैं,इसी बारे में हमारा चेनाल पर बीडीओ है। इसके ली°क निचे दिए गए हैं। kzfaq.info/get/bejne/oZN1ltWJ28zKhWg.html
@jhasketanpadhan8975
@jhasketanpadhan8975 2 жыл бұрын
Juhar agyan .
@Kurefultv
@Kurefultv 2 жыл бұрын
ଜୁହାର ଆଜ୍ଞା ଜୁହାର, ଆନ୍ତରିକ ଧନ୍ୟବାଦ
@mukeshrana8796
@mukeshrana8796 Жыл бұрын
Npk fertilizer ke matire debar ta ki spray karbake kahu6n... Tk kindly kahibe
@Kurefultv
@Kurefultv Жыл бұрын
ଏହା ସ୍ପ୍ରେ କରାଯାଏ
@ayswariyamishra1905
@ayswariyamishra1905 Жыл бұрын
Potass sara kan darkar nahi ki apna a vedio ra kahinahanti
@Kurefultv
@Kurefultv Жыл бұрын
ନିଶ୍ଚୟ ଦରକାରୀ ଅଛି, ଏହି ପ୍ରଣାଳୀ ରେ ଅଣୁସାର ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି। ଧନ୍ୟବାଦ ଆଜ୍ଞା ନମସ୍କାର
@AmbedkarBadi1996
@AmbedkarBadi1996 10 ай бұрын
Zypmite plus kebe dele val heba angya
@Kurefultv
@Kurefultv 10 ай бұрын
୪୦-୫୦ ଦିନ
@AmbedkarBadi1996
@AmbedkarBadi1996 10 ай бұрын
Zip might plus k 3rd dose dele kenta heba angya
@AmbedkarBadi1996
@AmbedkarBadi1996 10 ай бұрын
5 ta dose k hisaba karle ketni kharcha heba angya. Amar ekkhedia ra ta tike kam besi kari a to z sir kahun ta tike
@ashwinisethi9083
@ashwinisethi9083 2 жыл бұрын
Sir Namaskar jaha kahele vl kahele j chakada rug lagale ken medicine dema nai kehele plz tike kaheba
@Kurefultv
@Kurefultv 2 жыл бұрын
ନମସ୍କାର ଆଜ୍ଞା ନେଟିଭୋ ଓ କଷ୍ଟୋଡିଆ ଏହା ଚକଡା଼ ପାଇଁ
@sankarsirka9861
@sankarsirka9861 Жыл бұрын
Sir Dhana chasha kou mashare hue,,,,,odia
@Kurefultv
@Kurefultv Жыл бұрын
ନମସ୍କାର ଆଜ୍ଞା ଏହା ଜୁଲାଇ ମାସ ଠାରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ହୁଏ।
@bhoibabu9086
@bhoibabu9086 2 жыл бұрын
Sir vl vl katha Mane kahuchan
@Kurefultv
@Kurefultv 2 жыл бұрын
ଆପଣମାନଙ୍କର ମତାମତ, ଆମକୁ ଆହୁରି ଉତ୍ସାହିତ କରିଛି, ଧନ୍ୟବାଦ
@ashisbehera1268
@ashisbehera1268 Жыл бұрын
Ta Hele bhai ekara prati kete kg Sara lagiba
@Kurefultv
@Kurefultv Жыл бұрын
ନମସ୍କାର ଆଜ୍ଞା ୮:୧୨:୧୨ ଏକର ପ୍ରତି ଦେଇ ପାରିବେ
@jhasketanpadhan8975
@jhasketanpadhan8975 2 жыл бұрын
Kn hybride dhan palha pakale heba ,pardine palha pakami agyan,tk kahebe
@Kurefultv
@Kurefultv 2 жыл бұрын
ନମସ୍କାର ଆଜ୍ଞା ଏହା ଉପରେ ଆଧାରିତ ଭିଡିଓ ଆମ ଚେନାଲ୍ ରେ ଅଛି ଦୟାକରି ଦେଖିବାକୁ ଅନୁରୋଧ।
@prasantakumarswain5780
@prasantakumarswain5780 2 жыл бұрын
BB-11 ta jamuna dhan aye kn sir,
@Kurefultv
@Kurefultv 2 жыл бұрын
ନୁହେଁ, ଅଲଗା ଅଲଗା ଅଟେ
@omprakashmohanty3046
@omprakashmohanty3046 5 ай бұрын
Jetiki kahile, ethipain per acre re kharcha kete jauchi?
@Kurefultv
@Kurefultv 5 ай бұрын
ଏହାକୁ କମ୍ କରାଯାଇ ପାରିଵ
@govindkumarmajhi9584
@govindkumarmajhi9584 2 жыл бұрын
Agya kalachampa dhan kete quintal hesi per acre
@Kurefultv
@Kurefultv 2 жыл бұрын
ଏହା ଚାଷୀ ଓ ଚାଷ ଉପରେ ନିର୍ଭର କରେ। ତଥାପି ଜଣେ ଚାଷୀ ଭଲ ଚାଷ କଲେ ୨୨-୨୫ କୁଇଣ୍ଟାଲ୍ ଆୟ ଏକର ପ୍ରତି କରି ପାରିବ।
@hemanginisunani1721
@hemanginisunani1721 Жыл бұрын
Sir krusi mitra re emiti question asi pare ki sir
@Kurefultv
@Kurefultv Жыл бұрын
ନମସ୍କାର ଆଜ୍ଞା ଯଦି ପରିକ୍ଷା ହୁଏ, ତେବେ ଏସବୁ ପ୍ରଶ୍ନ ଅଣଦେଖା କରାଯାଇ ନ ପାରେ। ଜାଣିବା ଜରୁରୀ ଆଏ ।
@kartikakumardanasana8428
@kartikakumardanasana8428 2 жыл бұрын
Sir 1.5 acre ke 8 din pare kete urea and kete npk debar katha
@Kurefultv
@Kurefultv 2 жыл бұрын
ନମସ୍କାର ଆଜ୍ଞା ଆଠ ଦିନ ପରେ, ଏହା ଵୁଝି ହେଉନି,ମାନେ ରୁଆ ର ଆଠ ଦିନ ନା ଵୁଣା ର ଆଠ ଦିନ, ଦୟାକରି କେଵେ ସାର ଦେବା ପାଇଁ ଚାହୁଁଛନ୍ତି, କୁହନ୍ତୁ, ଆପଣଙ୍କ ମୋବାଇଲ ନମ୍ବର ଦେଲେ ଆମେ ଆପଣଙ୍କୁ ଯୋଗାଯୋଗ କରିବୁ।
@sambhumajhi3738
@sambhumajhi3738 10 ай бұрын
ଦାଦା ଇ ସବୁ ଉଷୋ ମାନେ online ru ମିଲି ପାର୍ବା କେ aaru ଅମର ବଲାଙ୍ଗୀର ରେ ମିଲବା କେ
@Kurefultv
@Kurefultv 10 ай бұрын
ବିଗ୍ ହାଟ୍ ଡଟ୍ କମ୍ ରେ ପାଇ ପାରିବେ
@bijayasethy2738
@bijayasethy2738 Жыл бұрын
kala namak seeds kaise mile
@giridharidandasena4034
@giridharidandasena4034 2 жыл бұрын
Lal makria patharia mati re keun keun sar dele dhan bhal heba
@Kurefultv
@Kurefultv 2 жыл бұрын
ଡିଏପି ସାର ଓ ପଟାସ ସାର ଦିଅନ୍ତୁ
@rajeshbhoi6105
@rajeshbhoi6105 Жыл бұрын
Jete sar n medicine kahele n j acar k trake heba
@Kurefultv
@Kurefultv Жыл бұрын
ନମସ୍କାର ଆଜ୍ଞା ଆପଣଙ୍କ ମତାମତ ଠିକ୍ ଅଛି, ତଥାପି ଏହା ର ଅଧା ହେଲେ ଅନୁସରଣ କରି ପାରିବେ ବୋଲି ଆଶା।
@bikashbehera9983
@bikashbehera9983 Жыл бұрын
ଆପଣ ଚାଷ କରସନ କେ ? ଯଦି କରସନ ବେଳେ ଏକର କେତେ ଧାନ ପାଏସନ । ଟିକେ ଯହ ହଉଛେ ଆଜ୍ଞା ।
@Kurefultv
@Kurefultv Жыл бұрын
ହଁ ମୁଁ ଚାଷୀ ଘରର ପିଲା, ନିଜେ ଚାଷ କରୁଛୁ, ଆଗରୁ ଯେତେ ହେଉଥିଲା,ଏବେ ୫ ଗୁଣ ଧାନ ‌ହେଉଛି ।
@Sagar_Rout
@Sagar_Rout Жыл бұрын
Sir chandan topa dhana bhala na
@Sagar_Rout
@Sagar_Rout Жыл бұрын
Mun 4acre karichi
@Kurefultv
@Kurefultv Жыл бұрын
ବହୁତ ଭଲ ଧାନ, କେବଳ ପ୍ରଣାଳୀ ରେ ଏହାକୁ ପ୍ରସ୍ତୁତ କରନ୍ତୁ
@lktech8086
@lktech8086 2 жыл бұрын
6kg dhan k kete jaga re palha pakei heba
@Kurefultv
@Kurefultv 2 жыл бұрын
୧୦/୫ ଫୁଟ ଘାରି ରେ
@hemanginisunani1721
@hemanginisunani1721 Жыл бұрын
Please tk kuhantu sir
@Kurefultv
@Kurefultv Жыл бұрын
ନମସ୍କାର ଆଜ୍ଞା କୃଷି ମିତ୍ର ପାଇଁ ପ୍ରସ୍ତୁତି ହେଉଥିବା ଜାଣି ବହୁତ ଖୁସି ଲାଗିଲା, ସୌଭାଗ୍ୟ ଅର୍ଜନ କରନ୍ତୁ।
@armancapital8018
@armancapital8018 2 жыл бұрын
ଏହା ଜଳସେଚିତ ଅଞ୍ଚଳ ଲାଗି ପ୍ରଜୁଜ୍ୟ ଆଏ। ଅଣଜଳସେଚିତ ଅଞ୍ଚଳ ରେ ଏତେ ଖର୍ଚ୍ଚ କର ବା ଟା ମୁସ୍କିଲ ଆଏ। ଯେତେ ପ୍ରକାର ଡୋଜ୍ ବତାଉଛନ ହାରାହାରି ପ୍ରତି ଏକର 20 ରୁ 25 ହଜାର ଖର୍ଚ୍ଚ ହେବା।ଗୋଟିଏ ଏକର ରେ ଆମର ଅଞ୍ଚଳ ରେ ସର୍ବାଧିକ ଆୟ 40 ପ୍ୟାକେଟ।40 ପ୍ୟାକେଟ×45kg=18 କୁଇଣ୍ଟାଲ । ଲୋକାଲ ଦମ୍ ଅନୁସାରେ 1800 kg×15 ଟଙ୍କା=27000 ଟଙ୍କା । ଲାଭ କେତେ ହିସାବ ଟିକେ ରଖନ୍ତୁ।
@Kurefultv
@Kurefultv 2 жыл бұрын
ବାରିକ ଆଜ୍ଞା ନମସ୍କାର ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ। ଆପଣ ଏକ ବାସ୍ତବ ଚିତ୍ର ଚାଷ ର ପ୍ରଦାନ କରିଛନ୍ତି ।ଅଣଜଳସେଚିତ ଅଞ୍ଚଳରେ ଏହା କୁ ପୁରା ପ୍ରଣାଳୀ ଅନୁସରଣ ନକରି,ଅଧା କିମ୍ବା କମ୍ କରି ମଧ୍ୟ ଲାଭ ପାଇ ପାରିଵା। ସାମୟିକ ଜଳ ଯୋଗାଣ ସୁବିଧା ଥିବା ଜାଗା ରେ ଏହା ଅନୁସରଣ କରାଯାଇପାରେ।ସେ ଭାବରେ ଏବେ ଅଣଜଳସେଚିତ ଅଞ୍ଚଳରେ ଥିବା ଚାଷୀ ମାନେ ମଧ୍ୟ ଏକର ପିଛା ୬୦-୭୦ ପକେଟ୍ ଧାନ ଆୟ କରିପାରୁଛନ୍ତି।
@jjjjjj4116
@jjjjjj4116 Жыл бұрын
Japànag
@Kurefultv
@Kurefultv Жыл бұрын
ଧନ୍ୟବାଦ ମାଆ, ସବୁବେଳେ ତୁମର ମତାମତ ଆମ ସହିତ ରହିଛି, ଧନ୍ୟବାଦ
@rashmitaray2574
@rashmitaray2574 Жыл бұрын
ପାଗଳ ଭଳି କହୁଛନ୍ତି.
@anandamahananda7596
@anandamahananda7596 Жыл бұрын
ଶାର ନମସ୍କାର ଆପଣଙ୍କ କହିବା ଅନୁସାରେ। ମୁଲଶାର ଫର୍ମାଟ ଏବଂ 1ଡୋଜ ଶାର ଫର୍ମାଟ ।ଏବଂ ଥଡ ଡୋଜର ଫର୍ମାଟ।କୁ ଦେଖି ଲାବେଲକୁ ଆପଣ ଏବେ ଜେଉଟା କହୁଛନ୍ତି ଫର୍ମାଟ ବାହାରେ ଦିଆଜିବ କି କେମିତି ଦୟାକରି କହିବେ ଶାର । ଆଗ ଫର୍ମାଟ କୁ ଦେଖିଲା ବେଳକୁ ଏଇଟା ଡିଫ୍ରେଣ୍ଟ ଲାଗୁଛି ବୁଝି ହେଉନି
@Kurefultv
@Kurefultv Жыл бұрын
ନମସ୍କାର ଆଜ୍ଞା ଆପଣଙ୍କ ବୁଝିବା ପୁରା ଠିକ୍ ଆଏ। ଏହି ଭିଡିଓ ଧାନ ର ଉନ୍ନତ ପ୍ରଣାଳୀ ବା ବୈଜ୍ଞାନିକ ପ୍ରଣାଳୀ,ଏଥିରେ ସାତ ଦିନ ମଧ୍ୟରେ ସାର ଔଷଧ ଦେଵାର କୁହାଯାଇଛି। କିନ୍ତୁ ଅର୍ଜିନାଲ୍ ପ୍ରଣାଳୀ ଯାହାକି ପୁରା ଅଲଗା,ଏଥିରେ ଫର୍ମାଟ ପୁରା କୁହାଯାଇଛି, ଦୟାକରି ଆମ ଚେନାଲ୍ ର ସେହି ଭିଡିଓ ଦେଖିବାକୁ ଅନୁରୋଧ। ଧାନ ର ଅର୍ଜିନାଲ୍ ପ୍ରଣାଳୀ
@anandamahananda7596
@anandamahananda7596 Жыл бұрын
ଏହି ଭିଡିଓ ଜାହା କହିଛନ୍ତି ତାକୁ ଫଲୋ କରି ବା ନା ଆପଣଙ୍କ ଆଗର ଭିଡିଓ କୁ ଫଲୋ କରି ବା ଦୟାକରି କହିବେ ଶାର। ମୋବାଇଲ ନ ଦୟାକରି ଦେଇ ପାରିବେ କି ଶାର ଧନ୍ୟବାଦ
@anandamahananda7596
@anandamahananda7596 Жыл бұрын
ଶାର ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍ । ମୁଁ ଆପଣଙ୍କ ଚେନାଳ ରୁ ଆଗ୍ରହୀ ହୋଇ ଚାଷ ଆରମ୍ଭ କରି ଛି ଶାର ଦୟାକରି ଆପଣ ମତେ ଧ୍ୟାନ ଦେବେ ଧନ୍ୟବାଦ ଶାର
@lambodarpadhan5678
@lambodarpadhan5678 2 жыл бұрын
Sir ନମସ୍କାର ଆପଣ ଇ ପ୍ରଣାଳୀ ଯେନ୍ ବତାଲେ ଏଥୀରେ ଏକର ପ୍ରତି କେତେ ଖର୍ଚ୍ଚ ହେବା pls ଟିକେ ବତାବେ।
@Kurefultv
@Kurefultv 2 жыл бұрын
ନମସ୍କାର ଆଜ୍ଞା ଚାଷ ର ଖର୍ଚ୍ଚ ଆକଳନ ନିଜ ଉପରେ ନିର୍ଭର କରେ। ଆପଣ ଯଦି ସଵୁକାମ ଅନ୍ଯ ଉପରେ ନିର୍ଭର କରନ୍ତି, ତେବେ ଅଧିକ ଖର୍ଚ୍ଚ ହେଵ।ସାର ଓ ଔଷଧ ଜନିତ ଖର୍ଚ୍ଚ ଟିକିଏ ଅଧିକ ହୋଇପାରେ,ମାତ୍ର ନିଜର ଜମି ଉର୍ଵରତା କୁ ଦେଖି ଆପଣ କମ୍ ଭାବରେ ପ୍ରଣାଳୀ କୁ ଅନୁସରଣ କରିପାରିବେ।
@hrusikeshsahu490
@hrusikeshsahu490 Жыл бұрын
Chakada lagijiba agyan jetli saar vitamin kahele na j
@ranababu39
@ranababu39 2 жыл бұрын
Bhu11 au jamuna 804 results bhal asichhe
@Kurefultv
@Kurefultv 2 жыл бұрын
ଧନ୍ୟବାଦ ଆଜ୍ଞା
@birajrout6831
@birajrout6831 Жыл бұрын
Anta kale sir sabu hisav kale lava 0 j....
@Kurefultv
@Kurefultv Жыл бұрын
ରାଉତ୍ ଆଜ୍ଞା ନମସ୍କାର ଏହା ନହେଲେ ଆଉଏକ ଅନୁମୋଦିତ ପ୍ରଣାଳୀ ଆମ ଚେନାଲ୍ ରେ ଅଛି,ଅର୍ଜିନାଲ୍ ପ୍ରଣାଳୀ, ତାକୁ ଦେଖି ପାରିବେ।ମୂଳ ପ୍ରଣାଳୀ ର ଅଧା ହେଲେ ଅନୁସରଣ କରନ୍ତୁ।
@user-ch3tw9vv1v
@user-ch3tw9vv1v Жыл бұрын
Contact sir
@Kurefultv
@Kurefultv Жыл бұрын
ଚେନାଲ୍ ପେଜ୍ ରେ ଦିଆଯାଇଛି
@basistachirgun9507
@basistachirgun9507 Жыл бұрын
Dada tumar mobile number Tk debata Aji tumaku menda bazar dhili j
@Kurefultv
@Kurefultv Жыл бұрын
ଚେନାଲ୍ ପେଜ୍ ରେ ଅଛି,9853256754
@A.P_Editor_23
@A.P_Editor_23 2 жыл бұрын
ଧାନ ବିଶୋଧନ କେମିତି କରିବୁ
@sudamsahu5096
@sudamsahu5096 2 жыл бұрын
Y
@Kurefultv
@Kurefultv 2 жыл бұрын
ନମସ୍କାର ଆଜ୍ଞା ୧ କେଜି ଧାନ ପିଛା,୨ ଗ୍ରାମ କ୍ୟାପଟେନ ନହେଲେ ଥିରାମ ଦେଇ ବିଶୋଧନ କରିପାରିବେ।
@fakirmohanbhoi4676
@fakirmohanbhoi4676 Жыл бұрын
ଧାନ ର ଛୋଟ ଛୋଟ ଚଡେଇ ଗୁରସ ଖାଇ ଦେଇଛନ କାଣା ଦେବାର ପଡବା କହୁନ
@Kurefultv
@Kurefultv Жыл бұрын
ଟିଣ ଵାଡେଇ ଘଉଡିଵାର ବ୍ୟବସ୍ଥା କରନ୍ତୁ
@rajkishoremajhi1090
@rajkishoremajhi1090 2 жыл бұрын
Mokachas.bisayarevdokarantusir
@Kurefultv
@Kurefultv 2 жыл бұрын
ଧନ୍ୟବାଦ ଆଜ୍ଞା ନିଶ୍ଚୟ
Vivaan  Tanya once again pranked Papa 🤣😇🤣
00:10
seema lamba
Рет қаралды 33 МЛН
The child was abused by the clown#Short #Officer Rabbit #angel
00:55
兔子警官
Рет қаралды 24 МЛН
Heartwarming: Stranger Saves Puppy from Hot Car #shorts
00:22
Fabiosa Best Lifehacks
Рет қаралды 20 МЛН
Paddy farming | धान की खेती-| Full Video |
23:50
The Advance Agriculture
Рет қаралды 329 М.
Опыт использования Мини ПК от TECNO
1:00
Андронет
Рет қаралды 702 М.
iPhone 16 с инновационным аккумулятором
0:45
ÉЖИ АКСЁНОВ
Рет қаралды 7 МЛН
Easy Art with AR Drawing App - Step by step for Beginners
0:27
Melli Art School
Рет қаралды 7 МЛН
ПОКУПКА ТЕЛЕФОНА С АВИТО?🤭
1:00
Корнеич
Рет қаралды 3,7 МЛН