ଧାନର ଥୋଡ଼ ଅବସ୍ଥାରେ ସାର ଓ ଅଣୁସାର ପରିଚାଳନା Fertilizer and Micronutrient management in P I stage

  Рет қаралды 65,726

KRUSHI SAMPADA

KRUSHI SAMPADA

2 жыл бұрын

Arabinda Sahoo
KRUSHI SAMPADA
FERTILIZERS AND MICRONUTRIENT MANAGEMENT AT PANICLE INITIATIOB STAGE OF PADDY
ଧାନ ଫସଲର ଥୋଡ଼ ଅବସ୍ଥାରେ ସାର ଓ ଅଣୁସାର ପରିଚାଳନା
ଧାନର ଥୋଡ଼ ଅବସ୍ଥାରେ NPK 0:52:34 ବା NPK 0:0:50 lit ପ୍ରତି 3gm ସହିତ Borax 20% lit ପ୍ରତି 1gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ
Flag leaf କୁ ସୁରକ୍ଷିତ ରଖନ୍ତୁ
ଫୁଲ ଆସିବାର 10-15ଦିନ ମଧ୍ୟରେ Vestige company ର Agri NANOTEK ଏକର ପ୍ରତି 200gm ବା drum ପ୍ରତି 20gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
Thank you
KRUSHI SAMPADA
ଧାନ ଫସଲରେ ଗନ୍ଧିପୋକ ପରିଚାଳନା
• Management of Gundhi b...
#nutrientmanagementofpaddy
#nutrient #fertilizer #paddy #krushisampada

Пікірлер: 76
@ramanarayanmallick1209
@ramanarayanmallick1209 Жыл бұрын
excellent description.thanks
@soumyaranjanjena3059
@soumyaranjanjena3059 2 жыл бұрын
Good video
@jjjjjj4116
@jjjjjj4116 10 ай бұрын
Japànag gourgoth
@Bijayadas100
@Bijayadas100 9 ай бұрын
Good advice
@krushisampada
@krushisampada 9 ай бұрын
Thank you
@prasantasahoo7520
@prasantasahoo7520 10 ай бұрын
@kartikakumardanasana8428
@kartikakumardanasana8428 Жыл бұрын
Jay Jagannath sir npk 052 34 and humic acid and boron spray Kara heichhi and DAP18 46 0 1/2 acre re 40 kg and NASA anusara 2 kg deichhi flowering pain 7days heigala tk Madhya result asuni
@devmeher6522
@devmeher6522 11 ай бұрын
Thank you sir 🙏🏻
@krusak741
@krusak741 2 жыл бұрын
Thank you sir
@sukantakumarparida9831
@sukantakumarparida9831 Ай бұрын
Thanks 🙏
@krushisampada
@krushisampada Ай бұрын
Welcome
@ayswariyamishra1905
@ayswariyamishra1905 Жыл бұрын
Sarala dhan 145-155 days kabatharu count kara jai talipakathu na rua thu please kuhantu
@Sagar_Rout
@Sagar_Rout Жыл бұрын
Sir apana kuhanti uria thoda abastare 16 kg potas 10 kg pakeiba pain
@ugresenabastia923
@ugresenabastia923 2 жыл бұрын
Hi dhada bahariba samaya. 👍👍👍.
@kamalakantahana7695
@kamalakantahana7695 Жыл бұрын
sir gotie video banantu. dhana re chhota belu kenda bahari growth houni
@anadimallick3626
@anadimallick3626 9 ай бұрын
gachha bunda mota lagi sara and spre kana diyaye video banantu sar
@karnagupta5099
@karnagupta5099 2 жыл бұрын
Sar khorif chaso pai kou dhano vhalo habo sar
@bhabanisankerdas484
@bhabanisankerdas484 Жыл бұрын
Dhano rueba ro Kate dino pore saro pakeiba uu Kon Kon saro pakeiba auu Kate matra pokaiba please reply sir
@karnagupta5099
@karnagupta5099 2 жыл бұрын
Thanks sar
@krushisampada
@krushisampada 2 жыл бұрын
Thank you
@krushnachandrahazra4810
@krushnachandrahazra4810 Жыл бұрын
Sir pano caso bisaere kuho piz
@AmbedkarBadi1996
@AmbedkarBadi1996 10 ай бұрын
Zypemite plus ku dele val heba ki
@lawlearningpoint5877
@lawlearningpoint5877 9 ай бұрын
Sir ,thod sar re potash sahit urea dabaku padiba ki na potash dele chaliba
@krushisampada
@krushisampada 9 ай бұрын
Urea ସହିତ potash ଦିଅନ୍ତୁ।
@lawlearningpoint5877
@lawlearningpoint5877 9 ай бұрын
@@krushisampada thanks, sir
@sworajyaparida8235
@sworajyaparida8235 2 жыл бұрын
Npk kete lagiba
@ranjanaswain1437
@ranjanaswain1437 10 ай бұрын
ସାରେନମସ୍କାର ଦିତିୟଡୋଓଜ ସାରରେନାନୋ ୟୁରିଆ। ନାନୋଓଡିଏପଇ ଓସାଗରିକାଆ ଆଉହିଯୁଉମିକିଏସଇଡଇ ସ୍ପ୍ରେ କରିଥିଲି‌ ଏବେସେସଷାରକଣସ୍ପେକରିବି
@pradipchakrabarty5712
@pradipchakrabarty5712 Жыл бұрын
ସାର ନମସ୍କାର ଅପରାହ୍ନ ସମୟରେ ଲିକୁଇଟ ସାର ପକାଇ ବାକୁ କେହି ରାଜି ହେଉନାହାନ୍ତି । ବସ୍ତା ସାର ପକାଇ ବାକୁ ହେଲେ ଆମକୁ କେବେ ପକାଇ ବାକୁ ହେବ (ଥୋଡସାର ହିସାବରେ) ? ଗରଭଣା ସକ୍ରାନ୍ତି ପରେ ନା ପୂର୍ବରୁ । ସ୍ଵର୍ଣ୍ଣ , କଲାଚମ୍ପା , ଗଙ୍ଗା , ଆନ୍ଧ୍ର ହଜାର ନଅ ପାଇଁ
@malayasa6992
@malayasa6992 Жыл бұрын
ଛଗୋଡିଆ କିଟ ପାଇଁ କେଉଁ ଔଷଧ ମାରିଲେ ଭଳହେବ
@jituraut3869
@jituraut3869 10 ай бұрын
Can we use borax with npk
@krushisampada
@krushisampada 10 ай бұрын
ହଁ ମିଶାଇ ପାରିବେ
@user-ux8de2lj9l
@user-ux8de2lj9l 9 ай бұрын
Sir born 20 and amistr both are mix with one time
@krushisampada
@krushisampada 9 ай бұрын
ମିଶାଇ ସ୍ପ୍ରେ କରି ପାରିବେ
@user-ux8de2lj9l
@user-ux8de2lj9l 9 ай бұрын
Sir we are spray amistar born 20and NPK. Mix one. Time
@AmbedkarBadi1996
@AmbedkarBadi1996 10 ай бұрын
Thoda sar abastare apan kahuchanti urea sar 20-25 kg potash sar 10-15 kg dele vala heba boli aru AE video re mana karuchanti
@laxmikantasahu505
@laxmikantasahu505 Жыл бұрын
Can we use NPK00:52:34&NPK 00: 00:50 WITH pesticide
@krushisampada
@krushisampada Жыл бұрын
Pesticide ସହିତ ମିଶାଇ ପାରିବେ କିନ୍ତୁ ନ ମିଶାଇ ଅଲଗା ସ୍ପ୍ରେ କଲେ ଅଧିକ ଲାଭ ମିଳିଥାଏ
@sworajyaparida8235
@sworajyaparida8235 2 жыл бұрын
Sir namaskar Gote acre ku borax kete lagiba
@krushisampada
@krushisampada 2 жыл бұрын
Borax ଅଣୁ ସାର ଏକର ପ୍ରତି 4kg ମୂଳ ସାର ହିସାବରେ ପ୍ରାୟୋଗ କରାଯାଏ।ଏହା 3ବର୍ଷରେ ଥରେ ପ୍ରାୟୋଗ କରନ୍ତୁ।ଫୁଲ ଉଡାଇବା ସମୟରେ ଅପରାହ୍ନରେ Boron 20% lit ପ୍ରତି 1gm ହିସାବରେ ସ୍ପ୍ରେ କରନ୍ତୁ।
@sworajyaparida8235
@sworajyaparida8235 2 жыл бұрын
Thanks sir
@superfastlg8271
@superfastlg8271 Жыл бұрын
Sir khandagiri dhana kete Dina re hue
@krushisampada
@krushisampada Жыл бұрын
ଖଣ୍ଡଗିରି ଧାନ 85-90 ଦିନରେ ହୋଇଥାଏ।
@anilnayak2072
@anilnayak2072 Жыл бұрын
ଆପଣଙ୍କ ଫୋନ ନମ୍ବର ଟିକେ ଦେବେ
@purnachandranag9719
@purnachandranag9719 Жыл бұрын
ଯେଉଁ ଅଣୁସାର ମୂଲ ସାର ଭାବେ ପ୍ରୟୋଗ କରିବା
@sridharbarik8308
@sridharbarik8308 Жыл бұрын
ନାନୋ ୟୁରିଆ ଓ ପଟାସ ସାର ସହିତ କେଉଁ ବିଷ ସ୍ପ୍ରେ କରିହେବ ସାର୍ ଟିକେ କହିବେ କି
@officialsanu3918
@officialsanu3918 Жыл бұрын
Sir pranam. Ches sangare Amister top misi pariba ki ?
@krushisampada
@krushisampada Жыл бұрын
1lit ପାଣିରେ 0.5 gm Chess ଓ1ml Amistar top ମିଶାଇ ଦେଖନ୍ତୁ।ଯଦି ପାଣି ଫାଟି ନଯାଏ ବା କୌଣସି reaction ନହୁଏ ତେବେ ମିଶାଇ ସ୍ପ୍ରେ କରନ୍ତୁ।
@officialsanu3918
@officialsanu3918 Жыл бұрын
Thank you so much sir
@pradyumnamund9478
@pradyumnamund9478 2 жыл бұрын
ମଘା ବହୁତ ହୋଇ ଯାଉଛି ରୋଇବାର 20 ଦିନ ପରେ କଣ ଦେବା
@pradyumnamund9478
@pradyumnamund9478 Жыл бұрын
Fepronil 5% spray karantu
@pradipchakrabarty5712
@pradipchakrabarty5712 2 жыл бұрын
Sir npk52 ଲିକୁଇଟ ଦେଲେ ଆମକୁ ଆଉ ପଟାସ ଡି ଏ ପି ସାର ଦବାକୁ ପଡିବକି ଥୋଡ ସାର ହିସାବରେ Sir ଆଉ ଗୋଟିଏ କଥା zinc ପାଉଡର ଭଲ ନା ଲିକୁଇଟ ଭଲ
@krushisampada
@krushisampada 2 жыл бұрын
ଥୋଡ଼ ଅବସ୍ଥାରେ lit ପ୍ରତି 5gm ହିସାଵରେ NPK 0:52:34 ସହିତ BORON 20% lit ପ୍ରତି 1gm ମିଶାଇ ଅପରାହ୍ନରେ ସ୍ପ୍ରେ କରନ୍ତୁ।ଆଉ potash urea ପକାଇବା ଦରକାର ନାହିଁ
@guduidea7916
@guduidea7916 2 жыл бұрын
ପୂର୍ନଭୋଗ ଧାନ ବିହନ କେମିତି ପାଇହବ
@krushisampada
@krushisampada 2 жыл бұрын
NRRI, ବିଦ୍ୟାଧରପୁର ରୁ ମିଳି ପାରିବ
@anantapadhiary4291
@anantapadhiary4291 2 жыл бұрын
Vestige product use dosa
@krushisampada
@krushisampada 2 жыл бұрын
ମୁଳ ସାରରେ Agri humic granule 8-10kg/ acre। Agri Moss 15days before flowering 200ml/Acre Agri nanotek 15day after flowering 200gm/ Acre
@mukeshrana8796
@mukeshrana8796 Жыл бұрын
Thoda kahile keun samaya sir
@krushisampada
@krushisampada Жыл бұрын
ଧାନ ରୋଇବାର 45-50ଦିନରେ ଥୋଡ଼ ଅଵସ୍ଥା ଆସିଥାଏ।ଏହି ସମୟରେ ଏକର ପ୍ରତି 20kg urea 10kg potash ପ୍ରାୟୋଗ କରନ୍ତୁ।
@sikhan2000
@sikhan2000 Жыл бұрын
Sir ,good evening ମୋର ଧାନ ତୋଡ଼ା ଅବସ୍ତା ହେଇଛି ତେଣୁ N P K-00:52:34 କୁ ଗୋଟେ ଏକର ରେ କେତେ kg ପ୍ରୟାଗ କରିବା ଏବଂ BORON B-20 କେତେ ପକେଇବା .plz sir reply me 🙏 🙏 🙏
@sikhan2000
@sikhan2000 Жыл бұрын
ମୁଁ ଆପଣଙ୍କ follower plz help me.
@krushisampada
@krushisampada Жыл бұрын
NPK 0:52:34 lit ପ୍ରତି 5gm ସହିତ Boron 20% lit ପ୍ରତି 1gm ମିଶାଇ ଅପରାହ୍ନରେ ସ୍ପ୍ରେ କରନ୍ତୁ।
@rabindrasahu3358
@rabindrasahu3358 Жыл бұрын
ସାର ଆପଣକ ମୋବାଇଲ ନମ୍ବର ଦିଅ
@dharmendranaik1578
@dharmendranaik1578 Жыл бұрын
Deundi
@dharmendranaik1578
@dharmendranaik1578 Жыл бұрын
Deundi
@RanjanParidaRanjan-mp8nf
@RanjanParidaRanjan-mp8nf Жыл бұрын
Sir ବାଇଗଣ ଫସଲ ରେ ଭଲ ଗଛ ହେଇଛି କିନ୍ତୁ ଫୁଲ ଆସୁଛି ଫଳ ଆସୁନି ଦୟାକରି କୁହନ୍ତୁ ଆଜି 31-07-2023 ରେ ବର୍ତମାନ ଅସୁବିଧା ର ସମ୍ମୁଖୀନ ହେଉଛି
@krushisampada
@krushisampada 11 ай бұрын
ସାର, ଅଣୁ ସାର ଓ Hormone ର ପ୍ରୟୋଗ କରନ୍ତୁ।NPK 0:52:34 lit ପ୍ରତି 5gm ସହିତ Boron 20% lit ପ୍ରତି 1gm ହିସାବରେ ମିଶାଇ ସ୍ପ୍ରେ କରନ୍ତୁ।2ଦିନ ପରେ hormone Fantac plus lit ପ୍ରତି 1ml ହିସାବରେ ଅପରାହ୍ନ ରେ ସ୍ପ୍ରେ କରନ୍ତୁ।15ଦିନ ପରେ hormone କୁ ଆଉଥରେ ସ୍ପ୍ରେ କରନ୍ତୁ।
@RanjanParidaRanjan-mp8nf
@RanjanParidaRanjan-mp8nf 11 ай бұрын
@@krushisampada ଧନ୍ୟବାଦ sir
@RanjanParidaRanjan-mp8nf
@RanjanParidaRanjan-mp8nf 11 ай бұрын
@@krushisampada ସାର ବାଇଗଣ ଫସଲରେ( 37ଦିନ )ହେଲାଣି ଫଳ ଆସିଲାଣି କିନ୍ତୁ Q1-ଗଛ ପତ୍ର ହଳଦିଆ ହେଉଛି ଆଉ କାଣ୍ଡ କଳା ପଡୁଛି ଥାକୁଲିଆ ହେଇକି ଆଉ ଗଛ ର ମାନ ବୃଦ୍ଧି ହେଉନି?? Q2-କିଛି ଗଛ ପତ୍ର ଧଳା ରଙ୍ଗ ଆଉ ତଳମୁହାଁ ମୋଡିହେଇଯାଉଛି??? ଏହାର ଉପଚାର କୁହନ୍ତୁ 🙏🙏🙏🙏🙏
@subhraprakashmohapatra991
@subhraprakashmohapatra991 9 ай бұрын
2:31
@rabichandradandasena3122
@rabichandradandasena3122 2 жыл бұрын
E Sabu Anu sar deba ki sar NPK 0.52.34;NPK 00.00.50 ; boron 20 eka thare ki alaga alaga proyek kariba
@krushisampada
@krushisampada 2 жыл бұрын
NPK 0:52:34 lit ପ୍ରତି 3gm ସହିତ Boron 20% lit ପ୍ରତି 1gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।ଏହାର 7ଦିନ ପରେ NPK 0:0:50 Lit ପ୍ରତି 5gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
@officialsanu3918
@officialsanu3918 Жыл бұрын
Sir namaskar .Npk aparahna samayare spray Kariba sambhaba heunahi.sakale spray kale chaliba ki?
@sujitpadhan-hb3fz
@sujitpadhan-hb3fz 9 ай бұрын
Npk
@krushicuttackodisha3927
@krushicuttackodisha3927 2 жыл бұрын
Good advice
Heartwarming moment as priest rescues ceremony with kindness #shorts
00:33
Fabiosa Best Lifehacks
Рет қаралды 38 МЛН
Эффект Карбонаро и нестандартная коробка
01:00
История одного вокалиста
Рет қаралды 9 МЛН
This is not my neighbor  Terrible neighbor! #funny #zoonomaly #memes
00:26
A clash of kindness and indifference #shorts
00:17
Fabiosa Best Lifehacks
Рет қаралды 116 МЛН
Odisha Budget | Mohan Majhi Likely To Make 5 Big Announcements
18:51
Heartwarming moment as priest rescues ceremony with kindness #shorts
00:33
Fabiosa Best Lifehacks
Рет қаралды 38 МЛН