Рет қаралды 112,057
Arabinda Sahoo
KRUSHI SAMPADA
Potash ସାର କୁ ମୂଳ ସାର ହିସାବରେ
ପିଲ ସାର ହିସାବରେ
ଥୋଡ଼ ସାର ହିସାବରେ ପ୍ରାୟୋଗ କରନ୍ତୁ
NPK 0:52:34 lit ପ୍ରତି 5gm ଧାନ ଫୁଲ ଉଡାଇବା ସମୟରେ ଓ
NPK 0:0:50 lit ପ୍ରତି 5gm ହିସାବରେ ଢାଂଖିର ଢ଼ୋକିବା ଅବସ୍ଥାରେ lit ପ୍ରତି 5gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
potash ସାର ଫସଲର ଚେର ଓ କାଣ୍ଡ ମଜବୁତ କରିଥାଏ
ରୋଗ ପୋକ ସହଣୀ ଶକ୍ତି ବଢାଇଥାଏ
ଅମଳ ବଢିଥାଏ
THANK YOU
KRUSHI SAMPADA
#krushisampada #potash #fertilizer