ଗାଦୀ ଚାଲିଯିବାର ଭୟ ଘାରିଲାଣି ! shankar mada | khati

  Рет қаралды 125,083

Khati ( ଖଟି )

Khati ( ଖଟି )

5 күн бұрын

ଗାଦୀ ଚାଲିଯିବାର ଭୟ ଘାରିଲାଣି ! shankar mada | khati
#bjd #odisha #mohanmajhi #bjp #laxmibus #naveenpatnaik #vkpandian #yoga #yogaday #shankaromsharan #shankarmada #odianews #khati

Пікірлер: 935
@babunudas3996
@babunudas3996 4 күн бұрын
ବିଜେପି ଯଦି ପାଇଖାନା ତିଆରି କରିବ ତାକୁ ଏମିତିକା ପ୍ରଚାର ପ୍ରସାର କରିବ ଯେମିତି ରାଜପ୍ରାସାଦ କରଛି |
@soumyaranjansahoo6214
@soumyaranjansahoo6214 4 күн бұрын
Jemitiki Sri mandira vitare bjd kariki prachara kala😅😅😅
@user-ou7oh4wd9z
@user-ou7oh4wd9z 4 күн бұрын
@@babunudas3996 ଆଉ ଆଳୁ ରୁ ସୁନା ବାହାର କରିବା କଥା 😂😂😂😂
@saswatiswain657
@saswatiswain657 4 күн бұрын
Bjd shri mandira re jaha karichi seita puri loka janichanti se modi bhali nuha ok modi ta Ram mandira kariba pain loka nka ghara bhangiki tanku jaga ki paesha delani aau naveen babu kn deichanti puri loka hin janichanti 😢 jaga jaha karichi kichi gote bhabiki karichi dina asiba odisha janiba gold & diamond bhitare farak kana 😢 time asu wait kara besi dina nuha
@babunudas3996
@babunudas3996 4 күн бұрын
@@user-ou7oh4wd9z ମୋଦି ନର୍ଦମା ରୁ ଗ୍ୟାସ ବାହାର କରି ଚାହା ତିଆରି କରି ବିକୁଥିଲେ ଓ ବର୍ଷ ହେଲେ ରଡାର କାମ କରିବ ନାହିଁ ବୋଲି ସୈନ୍ୟ ବାହିନୀ କୁ ପରାମର୍ଶ ଦେଉଥିଲେ
@babunudas3996
@babunudas3996 4 күн бұрын
@@soumyaranjansahoo6214 bksy ବନ୍ଦ ହେଲେ ଆୟୁଷ୍ମାନ କାର୍ଡ ତୁମର କି ପ୍ରକାର ଉପକାର କରିବ ମେଡିକାଲ ରେ ଯମ ଦର୍ଶନ ସମୟରେ ନବୀନ ନବୀନ ଚିଲେଇବ
@biranchipatel4842
@biranchipatel4842 4 күн бұрын
ବହୁତ୍ ଜଲଦି Ministry ଭାଙ୍ଗିବ ଆଉ ପୁଣି Election ହବ Just Wait 1/1.5 Year
@user-ou7oh4wd9z
@user-ou7oh4wd9z 4 күн бұрын
@@biranchipatel4842 ଚାନ୍ସ ନାହିଁ
@r.kpradhan695
@r.kpradhan695 4 күн бұрын
ବହୁତ୍ ଜଲଦି ministry ଭାଙ୍ଗିବ ଆଉ ପୁଣି Election ହବ ପୁଣି Narendra Modi ଜିତିବ ।
@srofficialbelpara6385
@srofficialbelpara6385 4 күн бұрын
Sara Bharat re congress 91 sit paichi BJP 242 sit pai chhi ethi ru Jana padu chhi j loka BJP ku choice karu chhanti.jadi sarkar Bhanji jae ta hele Congress sarkar gadhile bi six month vita re bhangi jiba 100%.
@debendrapattanayak9683
@debendrapattanayak9683 4 күн бұрын
ସରକାର ଭାଙ୍ଗିଲେ ଅମ୍ବୁଜା ସିମେଣ୍ଟ ଅଛି ଢଳାଇର ଜାନ ପୁଣି ବିଜେପି ସରକାର କରିବ
@srofficialbelpara6385
@srofficialbelpara6385 4 күн бұрын
@@debendrapattanayak9683 Right 💯
@bhizenkumardandpat8572
@bhizenkumardandpat8572 4 күн бұрын
ଭଲ ଲାଗିଲା କିନ୍ତୁ ଆଉଟିକେ ହେବାର ଥିଲା
@user-ou7oh4wd9z
@user-ou7oh4wd9z 4 күн бұрын
@@bhizenkumardandpat8572 ଆଳୁ ପୁରେଇକି ସୁନା ବାହାର କରିବା କଥା ତ ଶଙ୍କର ବାବୁ କହୁନାହାନ୍ତି ତାହେଲେ ସେ ପ୍ରକୃତ କଂଗ୍ରେସ ଲୋକ ନୁହନ୍ତି
@babunudas3996
@babunudas3996 4 күн бұрын
ତୁଳସୀ ଗଛ ଓପାଡି ବିଛୁଆତି ଗଛ ଲଗାଇ ଛନ୍ତି| ଓଡିଶା ବାସି
@babulpriyamohanta4341
@babulpriyamohanta4341 4 күн бұрын
ମୋ ବାଳ ତୁଳସୀ ବାଳ ସତୀ ସାବିତ୍ରୀ ଦେଖଉଛି, media ଦେଖ news ଜାଣିବ କିଏ ତୁଳସୀ କିଏ ବିଛୁଆତି ବାଳ reels, ଆଉ shorts vedio ଦେଖିଲେ କି ଜାଣିବୁ
@Cricket_lover_96683
@Cricket_lover_96683 4 күн бұрын
Right
@Fokenpatra
@Fokenpatra 4 күн бұрын
ଦେଖ ଆଗକୁ କଣ ହେଉଛି ଦେଖ ବଜପି ଖାଇ ଯିବେ ଖଣି ଖାଦାନ ସବୁ
@babulpriyamohanta4341
@babulpriyamohanta4341 4 күн бұрын
@@Fokenpatra ଆଉ 24 ବର୍ଷ ହେଲା ବିଜେଡ଼ି ଖାଉଥିଲା, ଏଇ 5 ବର୍ଷ ଖାଇଥିଲେ ସରିଥାନ୍ତା, ତମର ଚିନ୍ତାଧାରା ଭାଇ, ରେ..... 🙄🙄🙄
@babunudas3996
@babunudas3996 4 күн бұрын
@@babulpriyamohanta4341 ଲୋକଙ୍କୁ ଦେଇକି ବିଜେଡ଼ି ଖାଉଥିଲା କିନ୍ତୁ ବିଜେପି ଲୋକଙ୍କୁ ଦେବନି କିନ୍ତୁ ଖାଇଯିବ
@davidpahad3
@davidpahad3 4 күн бұрын
ସତ କଥା। ଭୁଲ୍ କଲେ ଭୟ ଲାଗେ
@parsuramsahoo7509
@parsuramsahoo7509 4 күн бұрын
ଭାଇ ତୁମକୁ ଅଶେଷ ଧନ୍ୟବାଦ୍ ଭଗବାନ। ତୁମକୁ ନିର୍ଭୟ ଶକ୍ତି ସାହସ ଦିଅନ୍ତୁ ।ଜୟ ଜଗନ୍ନାଥ ❤🎉🎉🎉🎉🎉❤
@rajendraghadai7503
@rajendraghadai7503 4 күн бұрын
ଠିକ କଥା ଭାଇ ମାଡିଚାଲ
@ratansuna9395
@ratansuna9395 4 күн бұрын
ପୁରା ଠିକ କହୁଛ ଭାଇ.... ଆଗକୁ ଜାରି ରହୁ
@usharanisahoo8972
@usharanisahoo8972 4 күн бұрын
ବହୁତ ବଢିଆ ଉପସ୍ଥାପନା ❤❤
@BikashDas-dj8cm
@BikashDas-dj8cm 4 күн бұрын
Bjp ra chintadhara kebala hindu muslim
@JAGAROCKCOMEDY
@JAGAROCKCOMEDY 4 күн бұрын
Au INC ra speculation to becoming a good patriotism
@dmohanty5003
@dmohanty5003 4 күн бұрын
Odisha re caste based politics desha re sabuthu kam. Moro dara BJP seta chalu na kari dau.
@babulpriyamohanta4341
@babulpriyamohanta4341 4 күн бұрын
ଛାନିଆ କାଇଁ ହେଉଛ ରୁହ କେମିତି ପଠାଣ ରାଜ ଚାଲିବ, ତମ ମା ଭଉଣୀକୁ କେମିତି କରିବେ ରୁହ ବାଳ
@BikashDas-dj8cm
@BikashDas-dj8cm 4 күн бұрын
@@babulpriyamohanta4341 baleswar re ebe jou dangaa houchi seita gote udaaharana
@Cricket_lover_96683
@Cricket_lover_96683 4 күн бұрын
Maghia pathana tama bou gehuchanti sala maghia to bou bia ama odisha re samaste ek au to bou bia gote to bou dudha gote maghia
@rameshchandranayak575
@rameshchandranayak575 4 күн бұрын
ବାରଣାସୀରେ ମୋଦିବାବୁ ଇ ଭି ଏମ ରେ ଖେଳ କରିଛନ୍ତି। ଏହା ଦିନେ ବାହାରକୁ ଆସିବ। ଅପାଠୁଆ ପ୍ରଧାନମନ୍ତ୍ରୀ ଦେଶ ଚାହେଁନାହିଁ। ଏଥିପାଇଁ ଆମପାଖରେ ରାହୁଲ ଗାନ୍ଧୀ ଜଣେ ଭଲ ଅର୍ଥନୀତିଜ୍ଞ ଅଛନ୍ତି। ଆମର ଏ ସ୍ୱାର୍ଥପର ଲୋକ ଦରକାର ନାହିଁ।
@user-rv5io9hd4t
@user-rv5io9hd4t 4 күн бұрын
ବାରଣାସୀରେ ନାହି ଭାରତର ସବୁ ରାଜ୍ୟରେ ଇ ଭି ଏମ ରେ ଖଳ କରିଛନ୍ତି ଏ ମାନେ।
@KumarBapi-eh7tg
@KumarBapi-eh7tg 4 күн бұрын
Rahul Gandhi desha ku bikidaba
@jackgourav1311
@jackgourav1311 4 күн бұрын
​@@KumarBapi-eh7tg Achha kie modi kahila
@MamanpapulMohanty
@MamanpapulMohanty 4 күн бұрын
​@@KumarBapi-eh7tgtume kiniba ki
@sai-je8rq
@sai-je8rq 4 күн бұрын
​@@KumarBapi-eh7tg modi Congress jh baneithila adani ambani ku biki delani😂 rahul desh biki deba😂 tm bhali andhbhakt nku au kahiba😂
@chaturbhujadas7696
@chaturbhujadas7696 4 күн бұрын
ମାଡ଼ି ଚାଲ ବଞ୍ଚିରହୁ ଗଣତନ୍ତ୍ର ,ସମ୍ବିଧାନ, ବ୍ୟକ୍ତି ସ୍ଵାଧିନତା, ପ୍ରେସ ସ୍ବାଧିନତା, ପାର୍ଲିଆମେଣ୍ଟ ।
@kalpanaparidavlogchanel9693
@kalpanaparidavlogchanel9693 3 күн бұрын
Right sir
@pradeepbhoi949
@pradeepbhoi949 4 күн бұрын
ଶଙ୍କର୍ ଭାଇ ତମର ନିରପେକ୍ଷ ପ୍ରୟାସ ଜାରି ରଖ ।
@bapimohanta4405
@bapimohanta4405 4 күн бұрын
ସତ୍ୟମେବ ଜୟତେ❤
@starmohapatra
@starmohapatra 4 күн бұрын
ସମ୍ବିଧାନ ବଞ୍ଚାଅ, ଦେଶ ବଞ୍ଚାଅ ଏବଂ ନିଜକୁ ବଞ୍ଚାଅ।
@ranjeetjena3419
@ranjeetjena3419 4 күн бұрын
Naveen sir always best cm
@trilochanpradhan1033
@trilochanpradhan1033 4 күн бұрын
Murkha
@babunudas3996
@babunudas3996 4 күн бұрын
ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟରେ ଗୋଟିଏ କଥା ତଫାତ 5 kg ଚାଉଳ ପାଇଁ ମୋଦି 100kg ଭାଷଣ ଦିଅନ୍ତି ଓ ନବୀନ ପଟ୍ଟନାୟକ କିଛି ନ କହି ଦେଇଦିଅନ୍ତି |
@dibakarsethi4802
@dibakarsethi4802 3 күн бұрын
Naveen sir fast kama Kari dekhanti ta pore kuhanti appnamane khusita
@RahulNayak-ob3yb
@RahulNayak-ob3yb 4 күн бұрын
ମୋଦୀଙ୍କ ଅହଙ୍କାର ମୋଦିଙ୍କୁ ପତନ କରିବ
@biswa119
@biswa119 4 күн бұрын
Bjp ଚକ୍ରାନ୍ତ ରେ ସମସ୍ତେ ପାଣ୍ଡିଆନ କୁ ଖରାବ ଭାବିଲେ କିନ୍ତୁ ସେମାନେ ବୁଝିପରିଲେନି କି ପାଣ୍ଡିଆନ ଙ୍କ ପାଇଁ 5t ବିଭିନ୍ନ ଯୋଜନା ହୋଇଛି । ଚାଲନ୍ତୁ ଉଦାହରଣ ରେ ଗୁଜରାଟ ଓ ଓଡ଼ିଶା ର ସ୍କୁଲ କୁ ଦେଖିବା l ଗୁଜରାଟ ର teacher ମାନେ କଳପଟା ରେ ଚକ୍ ଧରି ଲେଖୁଛନ୍ତି କିନ୍ତୁ ଓଡ଼ିଶା ର teacher ମାନେ smart bord ରେ ଲେଖୁଛନ୍ତି l କେବଳ school ନୁହେଁ ସବୁଠୁ ଆଗରେ ଅଛି ଆମ ଓଡ଼ିଶା । ଲୋକ ମାନେ ହୀରା ପାଇବା ଆଶା ରେ ସୁନା ହଜାଇଲେ ll ଜୟ ଜଗନ୍ନାଥ ll
@jyotsnaranipanda2613
@jyotsnaranipanda2613 3 күн бұрын
Right
@jeetanayak6628
@jeetanayak6628 3 күн бұрын
😢
@biswa119
@biswa119 3 күн бұрын
ଆଜି କାଲି ତ ନିଜ ପେଟର ଛୁଆ ନିଜ ମା ବାପା କୁ ପରକରୁଛି କିନ୍ତୁ ପାଣ୍ଡିଆନ ତ ସେମିତି କିଛି ଖରାବ କାମ କରିନଥିଲେ l ଥରେ ଗୋଟିଏ news viral ହୋଇଥିଲା ଯେ ପାଣ୍ଡିଆନ୍ ଗୋଡ଼ରେ ମୁଖ୍ୟମନ୍ତ୍ରୀ ଙ୍କୁ ମାଡୁଛନ୍ତି l କିନ୍ତୁ ଭଲରେ ଦେଖିଲେ ଜଣାପଡୁଛି ଯେ ସେ ଚେୟାର ତଳେ ଥିବା ଚପଳ ଟିକୁ ଗୋଡ଼ ରେ ଅଲଗା କରୁଥିଲେ l ସେ ମୁଖ୍ୟମନ୍ତ୍ରୀ ଙ୍କୁ ସ୍ୱଚ୍ଛ ପରିବେଶ ରେ ରଖିବାକୁ ଚାହିଁଥିଲେ କିନ୍ତୁ ଏ ପଇସା ଖିଆ news ପାଇଁ ଛୋଟ କଥା ବଡ଼ହେଲା ମୁଖ୍ୟ ମନ୍ତ୍ରୀ ଏଥର ସବୁ ସ୍ଥାନ କୁ ଯାଇ ଯାଇ ପ୍ରଚାର କରିଥିଲେ ଅବଶ୍ୟ ତାଙ୍କ ବୟସ ହେଲାଣି ହାତ ଥରିବ ନିଶ୍ଚୟ l ପାଣ୍ଡିଆନ ଦେଖି ହାତ କୁ ଧରିଲେ l ଯେଉଁ ଅନ୍ଧ ଭକ୍ତ ମାନେ ତାକୁ ବିରୋଧ କଲେ ସେମାନେ ନିଜ ମା ବାପା ହାତ ଥରିଲେ ମଧ୍ୟ ଦେଖୁଥିବେ l ଚକା ଆଖି ସବୁ ଦେଖୁଛି ଜୟ ଜଗନ୍ନାଥ
@ranjitasahoo5577
@ranjitasahoo5577 3 күн бұрын
Bbsr bus stand,CTC bus stand pandian sir hi karichanti bjp sata janma bitigale b emti bus stand te kariparibana
@user-xp7hq6ec4j
@user-xp7hq6ec4j 4 күн бұрын
Very Good News.
@amarcreation0655
@amarcreation0655 4 күн бұрын
ଜୟ କଂଗ୍ରେସ
@LiLi-5h
@LiLi-5h 4 күн бұрын
ମାଟ୍ରିକ୍ ଫେଲ୍ ପ୍ରଧାନ ମନ୍ତ୍ରୀ କଣ ବା କାମ କରି ଥାନ୍ତl ?
@jullysamal6626
@jullysamal6626 4 күн бұрын
ସପ୍ତମ ପଢ଼ିଛି ମୋଦି
@Deshbhakt-hx9du
@Deshbhakt-hx9du 4 күн бұрын
Entire political science ❤😂🎉
@Mkcreation627
@Mkcreation627 4 күн бұрын
ତୁ ଶଳା କଣ ଉଖାଡିଛୁ
@user-ou7oh4wd9z
@user-ou7oh4wd9z 4 күн бұрын
ଯାହା ହଉ ଏମାନେ ସବୁ ମୋଦି ର teacher ଥିଲେ ସେତେବେଳେ 😂😂
@akshay8774
@akshay8774 4 күн бұрын
Jaiki tike Narendrenda Modi Wikipedia profile dekha se kete padhichnti...PG Political science... tu kete padichhu??
@biranchipatel4842
@biranchipatel4842 4 күн бұрын
ମହାରାଷ୍ଟ୍ର Congress Ministry କରିବ it's Sure
@indian5407
@indian5407 4 күн бұрын
Au tame gote minister haba 😅😅
@dmohanty5003
@dmohanty5003 3 күн бұрын
@@indian5407 toh bhalia IT cell re biranchi patel ta gulami karu nahanti
@jiyamishra7777
@jiyamishra7777 4 күн бұрын
ଜପ, ତପ, ତାଳି, ଥାଳି, ଟର୍ଚ୍ଚ ଲାଇଟ୍ ବାଲା ପ୍ରଧାନମନ୍ତ୍ରୀ
@sportsbiker2125
@sportsbiker2125 4 күн бұрын
No vote to Bjp only Congress to vote
@abhimanyusahoo8462
@abhimanyusahoo8462 4 күн бұрын
ଭଲ ମାଡ ହେଉଛି
@user-rn1hn3bj7y
@user-rn1hn3bj7y 4 күн бұрын
Many many thanks you beta🎉🎉🎉
@jagannathbehera3946
@jagannathbehera3946 4 күн бұрын
Bhai bahut badhia
@usharanisahoo8972
@usharanisahoo8972 4 күн бұрын
ଶଙ୍କର ଭାଇ you are great ❤❤go ahead
@tapaskumarpujari5830
@tapaskumarpujari5830 4 күн бұрын
ଆମର ଓଡ଼ିଶା ର ରାଷ୍ଟ୍ରପତି ଓ ଆଦିବାସୀ ମହିଳା ହୋଇକି ବି ଆଦିବାସୀ ମାନଙ୍କ ଚିନ୍ତା କଲା ନାହିଁ ସେ ଆଉ କଣ ବା ପାୱାର ର ଅଛି ସେ ହେଉଛନ୍ତି ରିମଟ୍ କଣ୍ଟ୍ରୋଲ ରାଷ୍ଟ୍ରପତି ।
@user-kk9mn4uj1n
@user-kk9mn4uj1n 4 күн бұрын
ଜୟ ସମ୍ବିଧାନ । ଜୟ କଂଗ୍ରେସ୍
@nprcreations6773
@nprcreations6773 4 күн бұрын
ଭାଇ ହୃଦୟ କୁ ଛୁଂଇଲା ❤❤❤❤❤❤
@user-hr2jg3jm3i
@user-hr2jg3jm3i 4 күн бұрын
,I am Ambedkarwadi . So I like your all vedios. . You know everything but not perfectly. Ok proceed, I will meet you
@madhusudanparida4161
@madhusudanparida4161 4 күн бұрын
Shankar bhai.,Absolutely solid Shankar Mada. Keep it up. Thanks with best wishes ❤️🙏❤️
@kshetrabasibal9768
@kshetrabasibal9768 4 күн бұрын
Bhai ebe ta bjp ra nida Haji jibani
@upendrasahu6296
@upendrasahu6296 4 күн бұрын
Sir u r the light of odisha,
@kartikchandrarout2976
@kartikchandrarout2976 4 күн бұрын
Matric fail pm what know about education
@urmilanayak1633
@urmilanayak1633 4 күн бұрын
Jai Rahul Gandhi Jai Sambidhan
@s.khurdha9371
@s.khurdha9371 4 күн бұрын
ଅନ୍ଧ ଭକ୍ତ ମାନେ ଆଉ it ସେଲ ର ଦିନ ମଜୁରିଆ ଗାଳି କରିବାକୁ ପହଞ୍ଚି ଯିବେ
@vivekhembram8805
@vivekhembram8805 4 күн бұрын
ବୋହୁତ ସୁନ୍ଦର ସତ କୋଠା କୋହିଲେ
@user-jf7nn6bq8l
@user-jf7nn6bq8l 4 күн бұрын
Sankar babu. Apan correct and true news lokamanku janaucha. Than you
@animananda2002
@animananda2002 4 күн бұрын
Very good news .🙏
@debasishpatra1366
@debasishpatra1366 4 күн бұрын
This PM is a Player,for his interest.
@abhiramkadraka4324
@abhiramkadraka4324 4 күн бұрын
ବହୁତ ଗୁଡ଼ିକର୍ ବହୁତ ଭଲ ଲାଗିଲା ସାର. ମୋଦି ଙ୍କୁ ଚାହା ବିକିବାର ଲାଗି ରହିବ..ବହୁତ ଜଲ୍ଦି ତାଙ୍କ ଗାଁ କୁ ପଠାଇ ଦିଆଯାଉ.ରାହୁଲଙ୍କ ବହୁତ ଜଲ୍ଦି ଅଣାଜାଉ.❤❤❤❤❤
@tapanpradhan3498
@tapanpradhan3498 4 күн бұрын
Very good news
@ranjitkumarnayak9380
@ranjitkumarnayak9380 4 күн бұрын
Jay Congress
@biswaranjanbehera7692
@biswaranjanbehera7692 4 күн бұрын
E katha sabu andhabakt kichi bujhi paribeni even 💯 guarantee Indian constitution ra kama kn andhabakt jani nathibe😅😅
@Deva5577-i3c
@Deva5577-i3c 4 күн бұрын
ଏହା ସତ୍ୟ ଯେ ଭାରତ ଇତିହାସରେ ଏହା ପ୍ରଥମ ଯେ ଏଭଳି ଅସଭ୍ୟ ଅଶିକ୍ଷିତ ଲୋକ ଦେଶର ପ୍ରଧାନମନ୍ତ୍ରୀ ....ଆମ ଦେଶର ଦୁର୍ଭାଗ୍ୟ👎👎👎
@user-ou7oh4wd9z
@user-ou7oh4wd9z 4 күн бұрын
@@biswaranjanbehera7692 ଆଉ ଆଖିଥିଲା ଭକ୍ତ ଗଣ ଟିକେ କହିବେ କି ଆଳୁ ପୁରେଇକି ସୁନା କେମିତି ବାହାର କରାଯାଏ
@soumyaranjansahoo6214
@soumyaranjansahoo6214 3 күн бұрын
Bhai Indian constitution kete thara amendment heichhi janichha na nahi
@soumyaranjansahoo6214
@soumyaranjansahoo6214 3 күн бұрын
Jadi bjp ku support karuthiba loka andhbhakt tame kn chamcha dala
@user-zs4vp2ce9u
@user-zs4vp2ce9u 4 күн бұрын
Good snkar bhai
@madpan2570
@madpan2570 4 күн бұрын
ଭାଇ ବହୁତ୍ ବଢିଆ ପ୍ରକାଶ କଲ 🎉🎉🎉 ଆଗକୁ ଏମିତି ଆମ ଓଡ଼ିଆ ମାନଙ୍କୁ ସଚେତନ କରାଅ
@Deva5577-i3c
@Deva5577-i3c 4 күн бұрын
Please🙏🙏🙏save INDIA from chaiwala
@ladukishorepadhy144
@ladukishorepadhy144 4 күн бұрын
ସଂବିଧାନ ତକହିବାର ଅଧିକାର ଦେଇଛି ନା , ହେ ଭଦ୍ରଲେ।କେ ସତିଆ ବାଲା ମନଗତ୍ଠା ମିଛ କହିବାକୁ ଠିକା ନେଇ ଛକି ?ତୁମକୁଶିଘ୍ର ପ୍ରଧାନମନ୍ତ୍ରୀ କରାଯିବ । ତୁମଠିକଣା ଠିକଣା ଯାଗାରେ ହେବ |କୁହାଳିଆଟେତ ବୁଝୁଛି ଆଉ ସବୁ ବୋକା । ସୁଧୁରିଯା ନ ହେଲେ ଗଉରୀ ମାଡ଼ବାଜିବ ଗଉରୀ ବେତରେ |
@babunudas3996
@babunudas3996 4 күн бұрын
ଆମ ଓଡିଶା ରେ 60%ମୂର୍ଖ ଭକ୍ତ ବୁଝି ପାରିଲେନି ବେପାରୀ ଚାଲ କେତଟି ଶବ୍ଦ କୁ ନେଇ ରାଜନୀତି କଲେ ଅସ୍ମିତା, ଦାଦନ, ରତ୍ନ ଭଣ୍ଡାର, ଚାରି ଦୁଆର ଆଦି କଥା |ତୁଳସୀ ଗଛ ଓପାଡି ବିଛୁଆତି ଗଛ ଲଗାଇ ଦେଲେ |ନବୀନ ବାବୁଙ୍କ ଠାରୁ ଯେତିକି ଫାଇଦା ପାଉଥିଲେ ଆଉ ଟିକେ ଅଧିକ ଫାଇଦା ପାଇବା ପାଇଁ (ମୋଦି ଠାରୁ )ବିଜେପି ଦେଲେ |ନବୀନ ପଟ୍ଟନାୟକ ସାରଙ୍କ ଫାଇଦା +ଟାଉଟର ମୋଦିର ଫାଇଦା =ଡବଲ ଇଞ୍ଜିନ ସରକାର ଫାଇଦା|ଏଇଟା ହେଲା 2024 ଇଲେକ୍ସନ ର ଫର୍ମୁଲା..
@dmohanty5003
@dmohanty5003 4 күн бұрын
Loka bujhi paarileni Naveen Babu jebe CM hele Odisha bharata ra sabuthu garib rajya thila kintu 24 barsha re 12 position upare jetebele ki doubke engine Sarkar hei bi uttarpradesh bharata ra Per capita re ebe bi 2nd sabuthu garib rajya.
@srofficialbelpara6385
@srofficialbelpara6385 4 күн бұрын
Ame murkha Odisha re tume 40% pandita laja lagu ni Tumaku.
@user-ou7oh4wd9z
@user-ou7oh4wd9z 4 күн бұрын
@@babunudas3996 ହଁ ହଁ ବବି ଦାସ କଥା news ରେ ଦେଖୁନାହାନ୍ତି ବୋଧେ l ବାସ୍ତବରେ ଠିକ କହିଛ ପାଣ୍ଡୁ ଧରି ନବୀନ ପଟନାୟିକ ଭଲ ରାଜନୀତି କରୁଥିଲେ ଏମିତି ହେଲା ଯେ ଟୋଟାଲ ଧ୍ବଂସ ହେଇଗଲା 😂😂😂
@soumyaranjansahoo6214
@soumyaranjansahoo6214 4 күн бұрын
24 barsa sasan kala pare bi 60% murkha jadi ki Bala sasan karuthile ho
@user-ou7oh4wd9z
@user-ou7oh4wd9z 4 күн бұрын
@@soumyaranjansahoo6214 right ଭାଇ
@NabakishorPradhan-id2vr
@NabakishorPradhan-id2vr 4 күн бұрын
ଜୟ ସମ୍ବିଧାନର ନାରା କୁ ବିରୋଧ କରିବା ହେଉଛି ଦେଶ ଦ୍ରୋହ , ଯାହା କି ମାନନୀୟ ସଂସଦ ର ବାଚସ୍ପତି କରିଛନ୍ତି।ଆମର ଗୈାରବ ସମ୍ବିଧାନ ଅଟେ ।ଜୟ ସମ୍ବିଧାନ ।
@soumyaranjansahoo6214
@soumyaranjansahoo6214 3 күн бұрын
Sambidhan konasi dharmika grantha nuha,ehaku change kara jai pariba aau aagaru bahut thara madhya change kara hoichhi,valaki tike research karibe
@yunushmahammad3787
@yunushmahammad3787 4 күн бұрын
Super 👌👌👌👌
@prabhatsahu4210
@prabhatsahu4210 4 күн бұрын
ଜୟ ସମ୍ଭିଧାନ
@santoshdash7235
@santoshdash7235 4 күн бұрын
ଜୟ ଜଗନ୍ନାଥ ଭାଇ ❤🎉
@pankajkumarmohanty9800
@pankajkumarmohanty9800 4 күн бұрын
Bhai badhia rost
@pramodpradhan3395
@pramodpradhan3395 4 күн бұрын
Ethi bjp IT cooly bahut comments dauchanti,careful
@manasranjansahoo1499
@manasranjansahoo1499 4 күн бұрын
Bhai good afternoon
@tituskumar2677
@tituskumar2677 3 күн бұрын
Thank you Sir for the analysis and revealing the truth to general public
@krupasindhumishra3135
@krupasindhumishra3135 4 күн бұрын
ବହୁତ ସୁନ୍ଦର ଧନ୍ୟବାଦ୍ ।
@user-fj3ek3wt5b
@user-fj3ek3wt5b 4 күн бұрын
Good
@chaitanyachaitanya8651
@chaitanyachaitanya8651 4 күн бұрын
Thank you so much this video sir. We support you sir from kandhamal.
@thomaskor4406
@thomaskor4406 4 күн бұрын
ସଙ୍ଖର ଭାଇ ଯାହା କହୁଛନ୍ତି ନିରାଟ ସତ୍ୟ କଥା ହେଲେ,ଵାଧିବା ଲୋକ ଙ୍କୁ ନିଶ୍ଚୟ ବାଧୁ ଥିବ, ତଥାପି ଭାଇ ମାଡ଼ି ଚାଲ,
@JogeswarMajhi-lt7hj
@JogeswarMajhi-lt7hj 4 күн бұрын
ଯେବେ କଂଗ୍ରେସ ସରକାର ଗଢ଼ିଥନ୍ତା,,,ଏମିତି ନିରପେକ୍ଷ ଭାବେ ତାଙ୍କର ଦୋଷ, ଦୁର୍ବଳତା ସାଧାରଣ ଜନତା ଙ୍କୁ ସୂଚନା ଦେଇଥାନ୍ତ ନା ଏକ ପାଖିୟା ଭାବେ,,ବିଜେପି କୁ ସବୁ କଥା ରେ ଟାର୍ଗେଟ କରୁଛ,,,
@tanmayeenayak803
@tanmayeenayak803 4 күн бұрын
Right.
@pprs58
@pprs58 4 күн бұрын
ଆଳୁରୁ ସୁନା ବାହାରିବ ବୋଲି କହୁଥିବା ଅଶିକ୍ଷିତ ନେତାଙ୍କୁ ରାହୁଲ ଗାନ୍ଧୀ ତାଚ୍ଛଲ୍ୟ କରି କହୁଥିବା ଏକ ଭିଡିଓକୁ କଟାକଟି କରି ରାହୁଲ ଏଭଳି କହୁଛନ୍ତି ବୋଲି ଉକ୍ତ ଭିଡିଓକୁ ଦେଶ ସାରା ପ୍ରଚାର କରୁଥିବା ଦଳ ପ୍ରତି ସାବଧାନ ରହିବା ଉଚିତ୍।
@murmumurmu728
@murmumurmu728 4 күн бұрын
Supper Sankar bhai❤❤❤❤❤
@ramachandrasahoo7067
@ramachandrasahoo7067 4 күн бұрын
ଜଗନ୍ନାଥଙ୍କ କୃପାରୁ ବିଜେପି କେବେ ଭାଙ୍ଗିବ ଆମେ ଅପେକ୍ଷାରେ ପ୍ରଭୂ ,ଏ ଅନ୍ୟାୟ ଆଉ ସହିହେଉନି ପ୍ରଭୁ ,ଏଡେ ମିଛୁଆ ଦଳ ବିଶ୍ୱାସ ଘାତକ ଦଳ ଆମେ ଦେଖିନଥିଲୁ ।
@truptilatabarik8806
@truptilatabarik8806 4 күн бұрын
👍👌💪
@subratray1653
@subratray1653 3 күн бұрын
Sir 🙏 really really really perfect analysis 👌👌👍
@subashbaraj
@subashbaraj 3 күн бұрын
Excellent You are absolutely tight, Thanks million,
@rakeshhll201
@rakeshhll201 4 күн бұрын
Rightttttt
@SatsangBiharSumandala
@SatsangBiharSumandala 4 күн бұрын
ତୁ ପ୍ରଧାନ ମନ୍ତ୍ରୀ ହେବୁ, ରେ ସଙ୍କରା
@user-ou7oh4wd9z
@user-ou7oh4wd9z 4 күн бұрын
@@SatsangBiharSumandala ଭାଇ ଏଇ ଶଙ୍କର କେତେ ଥର ଭିଡ଼ିଓ ବେକାର ବେକାର ଭିଡ଼ିଓ କରିକି ଫସିଛି ତଥାପି ସୁଧୁରୁନି
@Simpleboyalex
@Simpleboyalex 3 күн бұрын
​@@user-ou7oh4wd9zsata kahuchi boli tmra fatuchi modi vakta 😂
@user-co4fl7xl4o
@user-co4fl7xl4o 3 күн бұрын
ମାଡ ପୂରା ଠିକ୍ ଯାଗାରେ ସାଜୁଛି 😅 ମାଡ଼ି ଛାଲ.........…..
@funofmagneticball8554
@funofmagneticball8554 4 күн бұрын
Anpadh Raja hata re desha.. odisha basi kana kale???? bjp jau State gala tara local party ku khatam kari dela au remote control chief minister baseila.. ex- mp, Rajasthan, chhatisgarh,odisha, Maharashtra, etc... all port,road contracts given to adani enterprises.... Petroleum and gas, telecom hand over to Ambani family..now gujrati lobby controlling our nation... Adani, Ambani, most of cabinet ministers, modi , sah, judges of High court.. IAS officer, ED, CBI, ECI
@debendrapattanayak9683
@debendrapattanayak9683 4 күн бұрын
😂😂😂😂😂ତମେ ମାନେ ଏମିତି ଗୋଟେ ଗୋଟେ web Chanel କରି ବକ ବକ ହେଲେ କିଛି. ବି ଉଖାଡି ପାରିବନି ମୁସଲମାନ ମାନଙ୍କୁ ସବୁ ସୁବିଧା ଦେଲା ପରେ ବି ସେମାନେ ମୋଦି ର ହେଲେନି କାରଣ ସେମାନଙ୍କର ଏକତା ଅଛି କିନ୍ତୁ ତମେ ହିନ୍ଦୁ ହୋଇବି ବୋକା ଚୋଦା କାରଣ ହିନ୍ଦୁମାନଙ୍କର ଆରାଦ୍ଧ୍ୟ ଦେବତା ରାମମନ୍ଦିର ପ୍ରତିଷ୍ଠା ରେ ତୁମମାନଙ୍କର ବହୁତ ଫ।ଟୁଛି ଗୋଟେ ସଛା ହିନ୍ଦୁ ହିସାବରେ ଜୟ ବିଜେପି ଜୟ ନରେନ୍ଦ୍ର ମୋଦୀ
@nm02bhai
@nm02bhai 3 күн бұрын
Andabhakat BJP Wale
@nm02bhai
@nm02bhai 3 күн бұрын
BJP Wale char hai
@debendrapattanayak9683
@debendrapattanayak9683 3 күн бұрын
@@nm02bhai char English chada,🤣🤣🤣🤣
@saktimaan5565
@saktimaan5565 4 күн бұрын
ସଙ୍କରଙ୍କର ଅଜା ରେ ବାଜି ଯାଇଛି। ସେଇଥୀ ପାଇଁ ଜଳୁଛି।
@Simpleboyalex
@Simpleboyalex 3 күн бұрын
Modi ra b jaluchi 😅😅
@bijaypradhan3233
@bijaypradhan3233 4 күн бұрын
Bahuta badhia bislesana. ❤❤❤
@subodh3619
@subodh3619 3 күн бұрын
Really brother I have no words to express my thanks.
@debeshkumarpati9338
@debeshkumarpati9338 4 күн бұрын
ସଂସଦ ଭବନ କାହା ଦ୍ଵାରା ଚାଲେ,,,, ଶଙ୍କର ବାବୁ,,, ନିଜ ଘର କରିକି ଯେବେ ଘର ପ୍ରତିଷ୍ଠା କଲା ବେଳେ ତମ ବାପା କର୍ତ୍ତା ନହେଇକି କଣ ତମ ଗାଁ ସରପଞ୍ଚ ଆସିକି କର୍ତ୍ତା ହୁଏକି,,,,
@subashpatra6528
@subashpatra6528 4 күн бұрын
BJP hatao desh bachao
@chinku8676
@chinku8676 3 күн бұрын
ରାଷ୍ଟ୍ରପତି ହେଉଛନ୍ତି ସଂସଦ ର ମୁଖ୍ୟ।
@chinku8676
@chinku8676 3 күн бұрын
ରାଷ୍ଟ୍ରପତି ହେଉଛନ୍ତି ସଂସଦ ର ମୁଖ୍ୟ
@lionpk58
@lionpk58 3 күн бұрын
​​@@chinku8676and above person ତା ମାନେ ରାଷ୍ଟ୍ରପତି ଶେରଶାହ ଅମଳର ଜହ୍ନମାମୁଁ ଗପ କହିବ।
@niranjanpradhan405
@niranjanpradhan405 4 күн бұрын
Right
@user-sr2bp5jg3j
@user-sr2bp5jg3j 3 күн бұрын
ଚା ବାଲା ☕☕☕
@soumyaranjansahoo6214
@soumyaranjansahoo6214 4 күн бұрын
Sankar babu tike check karantu congress rule re bi opposition party loka jail ku jauthile
@Bharat-u2q
@Bharat-u2q 4 күн бұрын
ଆବେ ତତେ କଥା କହି ଆସେ... ତୁ ଶଳା ପ୍ରଧାନମନ୍ତ୍ରୀ ନା ରେ କମେଣ୍ଟ କଣ କରୁଛୁ
@Simpleboyalex
@Simpleboyalex 3 күн бұрын
Tu mga chhot loka ta bujhibu kn
@Bharat-u2q
@Bharat-u2q 3 күн бұрын
@@Simpleboyalexତୋ ବୋଉ ମତେ ଜନ୍ମ କରିଥିଲା ନା ସେଥିପାଇଁ ତୁ ମତେ ବ୍ୟକ୍ତି ଗତ ଭାବେ ଜାଣିଛୁ ନା..... ଶଙ୍କରା କଣ ତୋ ଏଇରେ ଶଳା... ତୋ ଗାଣ୍ଡି ଗଲୁ ହଉଛି ମୋ ସାଙ୍ଗରେ ଲାଗୁଛୁ.. ମୁଁ ତ ତାକୁ କମେଣ୍ଟ ଦେଲି ତୋ ଗାଣ୍ଡି କାଇଁ ପୋଡୁଛି
@Bharat-u2q
@Bharat-u2q 3 күн бұрын
@@Simpleboyalex same 2 u
@paradoxgamex
@paradoxgamex 4 күн бұрын
Nice
@prabodhapanda5184
@prabodhapanda5184 4 күн бұрын
ମୋଦି EVM ରେ କିଛି କରିଛି ନିଶ୍ଚିତ. ଓଡିଶା ରେ ଯେଉଁମାନେ bjp ର ଜିତିଛନ୍ତି, ସେମାନେ ନିଜେ ଜାଣିନାହାନ୍ତି ଜିତିବେ ବୋଲି. ଅବଶ୍ୟ ପାଣ୍ଡିଆନ factor କାମ କଲା. ବେଈମାନ ପାଣ୍ଡିଆନ bjp ରୁ ଟଙ୍କା ଖାଇ bjd କୁ ହରେଇଲା. ଝାରସୁଗୁଡା ଭୋଟ ଗଣତି ରୁ କିଛି ଜଣା ପଡ଼ି ପାରେ.
@nirakar5757
@nirakar5757 3 күн бұрын
Bhai tk kuha om birla nka daughter modelling karu karu 1st attempt re ias clear kemiti hela .
@user-ou7oh4wd9z
@user-ou7oh4wd9z 4 күн бұрын
ଶଙ୍କର ଭାଇ ଆପଣ ଆଳୁ ପୁରେଇକି ସୁନା ବାହାର କରିପାରିବେ କି?? ଯଦି ବାହାର କରିପାରିବେ ତାହେଲେ ପ୍ରକୃତରେ ଆପଣ ଜଣେ କଂଗ୍ରେସ କୁ ଭଲ ପାଉଥିବା ଲୋକ ନହେଲେ ଆପଣଙ୍କ ଜ୍ଞାନ କମ l ରାହୁଲ ଗାନ୍ଧୀ ଙ୍କ ଠାରୁ ଜ୍ଞାନ ନିଅନ୍ତୁ l କାରଣ ତାଙ୍କର ସେ ଜ୍ଞାନ ଅଛି
@banchhanidhisethy3768
@banchhanidhisethy3768 4 күн бұрын
Aluru Suna haba katha jahakahuchanti, apana bodhua andha bhakta karana BJP IT cell ra adha adhura news suni nijaku gyani bharichhanti .
@user-ou7oh4wd9z
@user-ou7oh4wd9z 4 күн бұрын
@@banchhanidhisethy3768 ଠିକ ଅଛି ଭାଇ ଆପଣ ମତେ ସମ୍ପୂର୍ଣ ଭିଡ଼ିଓ ର news ଟା ଲିଙ୍କ ଦିଅନ୍ତୁ ମୁ ଟିକେ ଦେଖିବାକୁ ଚାଁହୁଛି l ମୋ ଆଖି ଖୋଲିଯିବ ଆପଣଙ୍କ ଦୟାରୁ l ଅନ୍ଧ ଭକ୍ତ ଆଉ ହେଇ ରହିବି ନାହିଁ l😂😂😂😂
@Lucky-ov3ki
@Lucky-ov3ki 4 күн бұрын
Ye katha modi ra thiala
@reetap4008
@reetap4008 4 күн бұрын
ଅନ୍ଧ ଭକ୍ତ ଆମେ ବୁଝିଲୁ
@user-ou7oh4wd9z
@user-ou7oh4wd9z 4 күн бұрын
@@reetap4008 ହୋଉ ଠିକ ଅଛି ଆପଣ ତ ଆଖି ଖୋଲା ଭକ୍ତ l ଆପଣ କହୁନାହାନ୍ତି କେମିତି ବାହାର କରା ଯିବ ଆଳୁ ପୁରେଇକି ସୁନା l ମୁ ଆପଣଙ୍କ ଭଳି ଜ୍ଞାନ ର ଅଧିକାରୀ ହବାକୁ ଚାହେଁ l 😂
@d.fashion2500
@d.fashion2500 4 күн бұрын
ହେଇରେ ନବୀନର ଦଲାଲ ଆସିଗଲା
@Ashoksahu-eo2pd
@Ashoksahu-eo2pd 4 күн бұрын
modi dalal tu
@reetap4008
@reetap4008 4 күн бұрын
ଅନ୍ଧ କୁ ବାଧିଲା
@user-zy6bl7lt8q
@user-zy6bl7lt8q 4 күн бұрын
Tame kaha Dalala
@sikunjyotish8931
@sikunjyotish8931 4 күн бұрын
Jio plan increase kala a kn Modi ra master stork ki .
@pitambarkirsanisocialworke1659
@pitambarkirsanisocialworke1659 3 күн бұрын
ଏମିତି ସବୁବେଳେ ନିରପେକ୍ଷ ଉପରେ ଆଲୋଚନା କରନ୍ତୁ ଓଡିଶାବାସୀ ଆପଣଙ୍କ ପ୍ରତି ଅଛନ୍ତି l ଏମିତି ମଜଭୁତ strong ଆହୁରି କରନ୍ତୁ
@snigdhasorenofficial863
@snigdhasorenofficial863 3 күн бұрын
ଓଡ଼ିଆ ଅସ୍ମିତା ଉପରେ କିଛି କୁହନ୍ତୁ ନୂଆ ସରକାର ର ବିଜେପିର ,ମୁଖ୍ୟ ଶାସନ ସଚିବ ଆହୁଜା ଙ୍କ ବିଷୟରେ ,ଆରମ୍ଭ ରୁ ଅଣ ଓଡ଼ିଆ ରାଜ୍
@soumyaranjansahoo6214
@soumyaranjansahoo6214 4 күн бұрын
ତମର ଜୟ ଶ୍ରୀ ରାମ ନାରା ମାନେ ବୁଝି ହେଲାଣି,ମୋଦିଙ୍କୁ ବିରୋଧ କର ରାମଙ୍କୁ ନୁହ
@debendradash3598
@debendradash3598 3 күн бұрын
ଖୁବ୍ ସୁନ୍ଦର ଉପସ୍ଥାପନା ❤
@SwadeenMohapatra
@SwadeenMohapatra 4 күн бұрын
ମିଡ଼ିଆ ବାଲା ନିରପେକ୍ଷ ହୋଇ ପରିବେଷଣ କରନ୍ତୁ ଠିକ୍ କଥା ସମାଜ କୁ ଅନାନ୍ତୁ
@suryakantanag5554
@suryakantanag5554 3 күн бұрын
ସମ୍ବିଧାନର ମହତ ଯେ ଏକ ମୂର୍ଖ ଓ ଧୃତ ବ୍ୟକ୍ତି PM ବନିବାରେ ସମ୍ଭବ ହୋଇ ପାରିଛି।
@gersanbhuyan4647
@gersanbhuyan4647 3 күн бұрын
Right Research Brother
@user-uf9zh5kx8o
@user-uf9zh5kx8o 4 күн бұрын
Rahul Gandhi gote educated person
@surathaswain9356
@surathaswain9356 4 күн бұрын
ପାର୍ଲ୍ୟି।ମେଣ୍ଟ ରେ ବ୍ୟଙ୍ଗ, ତାଛଲ୍ୟ କରୁଥିବା ପ୍ରଧାନମନ୍ତ୍ରୀ ଙ୍କ ବ୍ୟକ୍ତିତ୍ଵ ଫଳାଫଳରୁ ଜଣାପଡ଼ିଲା। ହିନ୍ଦୁ ଅସ୍ମିତା ଖେଳ ସରିଲା, ଓଡିଆ ଅସ୍ମିତା ଖେଳ ଏକବର୍ଷରେ ସରିବ ‌। ବିଭିନ୍ନତା ରେ ଏକତା ପାଇଁ ଅସ୍ମିତାବାଦୀ ମାନେ ଏକ ବଡ଼ ଶତୃ। ସେଥିପାଇଁ ଅଖଣ୍ଡ ଭାରତ ଧାରଣାର ଜନକ RSS ଲୁଚିବା ଆରମ୍ଭ କଲାଣି।
@AnjelaLakhla-rw4vk
@AnjelaLakhla-rw4vk 4 күн бұрын
Well evaluated sir
МАМА И STANDOFF 2 😳 !FAKE GUN! #shorts
00:34
INNA SERG
Рет қаралды 4,1 МЛН
ОДИН ДЕНЬ ИЗ ДЕТСТВА❤️ #shorts
00:59
BATEK_OFFICIAL
Рет қаралды 8 МЛН
The joker's house has been invaded by a pseudo-human#joker #shorts
00:39
Untitled Joker
Рет қаралды 15 МЛН
Can You Draw A PERFECTLY Dotted Line?
00:55
Stokes Twins
Рет қаралды 80 МЛН
Rahul Gandhi as LoP | Power and Salary | Bibhuti Sir
9:43
Bibhuti Sir
Рет қаралды 59 М.
МАМА И STANDOFF 2 😳 !FAKE GUN! #shorts
00:34
INNA SERG
Рет қаралды 4,1 МЛН