ଗେରୁଆ ହେଲା "ଲକ୍ଷ୍ମୀ ବସ" || LAccMI Bus Colour Changed To Saffron || Kanak News Digital

  Рет қаралды 50,482

Kanak News Digital

Kanak News Digital

7 күн бұрын

Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Stay tuned to get 24/7 news updates from Kanak News Live.
For latest Odisha News Follow Kanak News:
Visit: kanaknews.com/
Watch Live: kzfaq.info...
KZfaq: / kanaknewsdigital
Twitter: / kanak_news
Facebook: / kanaknews
#KanakNewsDigital #LaccmiBus #MohanCharanMajhi

Пікірлер: 338
@bubuni1921
@bubuni1921 5 күн бұрын
ମୁଖ୍ୟମନ୍ତ୍ରୀ ବସ ସେବା କାହିଁକି ରଖିଲେ ନବୀନ କଣ ଲେଖିଥିଲା ମୁଖ୍ୟମନ୍ତ୍ରୀ ଥିଲା ବେଳେ। ସେ ତ ଠାକୁରାଣୀ ଙ୍କ ନାମ ରଖିଥିଲେ। I ❤ Naveen.
@biswanathtarasia8936
@biswanathtarasia8936 5 күн бұрын
Now cm gote murkha ku cm kale amiti haba😂
@biswanathtarasia8936
@biswanathtarasia8936 5 күн бұрын
❤nabin Pattnaik thik achi
@KashinathPadhykashidnm
@KashinathPadhykashidnm 5 күн бұрын
Copy Kari chalibe new cm
@RD123.........
@RD123......... 5 күн бұрын
LAACMI original name bus ର, କିନ୍ତୁ ତାକୁ ଲକ୍ଷ୍ମୀ କୁହାଯାଉଛି
@crimefiles153
@crimefiles153 5 күн бұрын
Jemiti BJD karuthila abe BJP Jess ku tesa copy aau mukhya mantree bus hele kau party ra naa rahiba nahi. Jiye b cm hele mukhya mantree bus loka kahibe jemiti pm aavas jojan heichhi
@srajupatra7283
@srajupatra7283 5 күн бұрын
ଯାହା କଲେ ବି ଲୋକେ ଲକ୍ଷ୍ମୀ ବସ୍ ବୋଲି କହିବେ
@digantabarik1801
@digantabarik1801 5 күн бұрын
Na re bhai
@user-fd9zx3qm4n
@user-fd9zx3qm4n 5 күн бұрын
Laxmi Nua laccmi bus Ra na
@dibyajibanpatra
@dibyajibanpatra 5 күн бұрын
Bala kahibe na
@prakashsahoo5523
@prakashsahoo5523 5 күн бұрын
Muta kahimi Laxmi bus
@swagatmisra8984
@swagatmisra8984 5 күн бұрын
Bhai Jahaku bi galidia .... Laxmi maa kna naa ku ei prakar dur byavahar aadonbi grahaniya nuhe ..... Dayakari nija bhasa upare sanjog rakhantu ​@@dibyajibanpatra Asa karuchi bujhi paribe .... ❤
@kailashojha1565
@kailashojha1565 5 күн бұрын
ବିଜେପି ଦଳରେ ଏମାନେ ସମସ୍ତେ ଚୋର😮😮😮😮😮 2:05
@gourangasahoo8977
@gourangasahoo8977 5 күн бұрын
Au bjd re kn
@khantiodia4412
@khantiodia4412 5 күн бұрын
Au tu bala
@balarammohanty690
@balarammohanty690 5 күн бұрын
Sabu pati chup,abki baar bjp sarkar,kahara daut achhi ki
@arshadff2158
@arshadff2158 5 күн бұрын
😂 bala na​@@balarammohanty690
@chintusahoo3996
@chintusahoo3996 5 күн бұрын
ଜନତାଙ୍କ ପଇସା ବର୍ବାଦ କରିବାକୁ କେହି କୁଣ୍ଠାବଧ କରୁନାହାନ୍ତି, ଭାବୁଛନ୍ତି ପଇସା ସବୁ ନିଜେ ରୋଜଗର କରି ଅର୍ଥ ଦାନ କରି ମହାନ୍ ହୋଇଯାଇଛନ୍ତି|
@digitalheman1288
@digitalheman1288 5 күн бұрын
Naveen ta bapa deitila
@user-dx9xy6hq9l
@user-dx9xy6hq9l 5 күн бұрын
@@digitalheman1288 kehi bi kaha bapa dhana use karunahanti. sie BJP hau ki BJD. jouthi already expenditure heichi sethi ei colour change kari au expense kariba kichi darkar thila ki. already sab heisarichi only colour lageiba kama BJP ra.
@Pandu_Premi
@Pandu_Premi 4 күн бұрын
Aallah U akbar colour change 😂​@@user-dx9xy6hq9l
@likanbiswal3490
@likanbiswal3490 5 күн бұрын
ଦୁଇଥର ଫୁଲ ଦୁଇଗୁଣା ବିକାଶ 😂 jio,airtel ରେ ରିଚର୍ଜ 50 ଟଙ୍କା, କ୍ଷୀର, ପେଟ୍ରୋଲ,RTO ଆଉ otet ରେ 200 ତାକୁ download kale 100। କି ବେଳା ରେ କାଉ ହାଗି ଦେଲାରେ ଓଡ଼ିଶା ବାସୀ ଉପରେ।😂
@mr.k.c.balltypevideo1862
@mr.k.c.balltypevideo1862 5 күн бұрын
😂
@AbhayaGochhayat
@AbhayaGochhayat 5 күн бұрын
ଜୟ ମା ଲଷ୍ମୀ.❤❤❤
@DronieeEye
@DronieeEye 5 күн бұрын
LAXMI chada Laxmi nku goitha Mari bahara karidele. Sankha jagare padma lageithanta . Laxmi nka pada chihna ku kadhi dele. Hey jagatjanani maa laxmi sesare tame b goitha khai Bida hela Tama pua Naveen Pattnaik nka bhalia
@AbhayaGochhayat
@AbhayaGochhayat 5 күн бұрын
@@DronieeEye ଶଳା ରାଜନୀତି କରୁଛନ୍ତି
@balarammohanty690
@balarammohanty690 5 күн бұрын
Bharat ka bacha bacha ab jay sri ram bolega
@pujacreations1357
@pujacreations1357 5 күн бұрын
Government paisa barabada karuchi
@BLPlus6940
@BLPlus6940 5 күн бұрын
ଲକ୍ଷ୍ମୀ ବସ କହିବୁ ଆମେ..
@itsswaraj
@itsswaraj 5 күн бұрын
ଯୋଉ ମାନେ ଲକ୍ଷ୍ମୀ ବସକୁ ବିରୋଧ କରୁଥିଲେ ସେଇ ମାନେ ରଙ୍ଗ ବଦଲାଇ credit ନେବାକୁ ଚାହାନ୍ତି । ଦମ୍ ଅଛିତ ନୂଆ ଯୋଜନା ବାହାର କର। ରଙ୍ଗ ଦେଇଦେଲେ ବା ନା ବଦଳେଇ ଦେଲେ କିଛି ହବନି।
@princerajesh475
@princerajesh475 5 күн бұрын
Thikh kahichha😂
@munadalei6268
@munadalei6268 5 күн бұрын
ଲୋକସଭା ରେ ବିଜେପିକୁ ରାହୁଲ ଗାନ୍ଧୀ ପେଲିଚି ହଉ ପେଲା ଖାଇ ଖାଇ 5ବର୍ଷ ସମ୍ଭାଳି ଯାଅ🤣🤣
@Ajaysau-vlog
@Ajaysau-vlog 5 күн бұрын
BJP ku nuhen hindu nku pelichi hinshak kahichi.tama parika loka nku kichi farak padeni.karana BJP ku birodh kariba chhakare sabu sahijiba😂😂
@balarammohanty690
@balarammohanty690 5 күн бұрын
Odisha re bjd ku bjp pelidela,emiti pelila j auu ...heigala
@munadalei6268
@munadalei6268 5 күн бұрын
@@Ajaysau-vlog 🤣🤣 watch full video , ଖଣ୍ଡିଆ ଭିଡ଼ିଓ ଦେଖନି😂
@munadalei6268
@munadalei6268 5 күн бұрын
@@balarammohanty690 ମୁଁ ତ ଆଗ ପେଲିଲି ବିଜେପି ପଛେ ପେଲିଲା 🤣🤣
@Pandu_Premi
@Pandu_Premi 4 күн бұрын
Tu gote aala u akbar pila 😂
@tribalnaturefood
@tribalnaturefood 5 күн бұрын
Green was nice❤
@bhalanathhansdah3012
@bhalanathhansdah3012 5 күн бұрын
ବର୍ତ୍ତମାନ ର ସରକର ନିଜର କ୍ଷମତା ନାହିଁ ବସ୍ ଖୁଲିବା ପାଇଁ, ତେଣୁ ନବିନ ବସ୍ କୁ ହାଇଜାକ୍ କରୁଛନ୍ତି,
@durgamadhabpanda7051
@durgamadhabpanda7051 5 күн бұрын
It's only to satisfy the igo. That renovation cost will impact our revenue.
@akshayakumar9384
@akshayakumar9384 5 күн бұрын
Hmmm ଆମର ପଇସା କୁ ତ ନେଇକି ଏମିତି କରିବ ରଙ୍ଗ ବଦଳେଇବ ତାପରେ ସ୍କୁଲ କଲେଜ ଅଫିସ ସବୁ ର ରଙ୍ଗ ବଦଳେଇକି ପଇସା ବରବାଡ କରିବ ସେଇ ପଇସା ରେ ହେଲେ କିଛି ନୂଆ ଯୋଜନା ବାହାର କରନ୍ତ ଯାହା ଦ୍ଵାରା ଲୋକ ଲାଭ ପାଇବେ ରଙ୍ଗ ବଦଳେଇ ଦେଲେ କଣ ଓଡ଼ିଶା ବିକାଶ ହେଇଯିବ bjp govt ଚୋର
@Raudysha5714
@Raudysha5714 5 күн бұрын
ବିଜେପି ସବୁରାଜ୍ୟ ରେ ଏହିଭଳି କୁସ୍ଚିତ ରାଜନୀତି କରିଥାଏ, ଅନ୍ୟ ଲୋକର ଉପଲବ୍ଧି କୁ ନିଜ ନା କୁ କରି ବାଃ ବାଃ ନେବା ବିଜେପି କେବେଳ ସେତିକି ହିଁ ଜାଣିଛି ଭାରତ ର ସବୁ ରାଜ୍ୟ ଯୋଉଠି ବିଜେପି ସରକାର ଅଛି ଆଜି ପର୍ଯ୍ୟନ୍ତ ପୂର୍ବ ସରକାର ଦ୍ୱାରା ଚାଲିଥିବା ଯୋଜନା କୁ ନାମ ବଦଳେଇ ଚଳେଇଚି କିନ୍ତୁ ନିଜର କିଛି ବି ଜନହିତ କାରି ଯୋଜନା ନାହିଁ ଜଉଟା ଆମ ନବୀନ ବାବୁ ଯେମିତି ଓଡିଶା ବାସି ଙ୍କ ପାଈଁ ଉପଲବ୍ଧ କରିଥିଲେ ଦେଖନ୍ତୁ କୋଉ ଭଳି ହୀନ ମାନସିକତା, କେତେ ଅହଂକାର କେତେ ଗର୍ବ ନିଜର ଅହଂକାର ପାଈଁ ଆଜି ଓଡିଶା ବାସି ଙ୍କ ଭାବନା ସହିତ ଖେଳୁଛନ୍ତି କଣ ନାମ ଆଉ ରଙ୍ଗ ବଦଳେଇ ଦେଲେ ରାଜ୍ୟ ର ଉର୍ନତି ହେଇଯିବ ସତ କଥା ହେଲା ସରକାର ଚଳେଇ ବାରେ ସବୁଠି ବିଫଳ କୋଉଠି question paper ଲିକ ତ କୋଉଠି, Airport ଭାଙ୍ଗୁଛି ତ କୋଉଠି ଗୋଟେ ବର୍ଷା ରେ ରାସ୍ତା ଧୋଇ ହେଇଯାଉଛି ଏହା ବିଜେପି ର ଉପଲବଧି ଏତେ ବର୍ଷ ହେଇଗଲା ଆମ ବିମାନ ବନ୍ଦର କେବେ କିଛି ନାଇଁ ଏବେ ସରକାର ଆସୁ ଆସୁ ଆଦାନୀ ଗ୍ରୁପ କୁ ଦେବା କୁ ଯୋଜନା ଚଳେଇଲେଣି ଆରେ ଭାଇ ସରକାର କୁ ଆସିଛ ନିଜର କିଛି ଭିଜନ ଅଛି ଦୂରଦର୍ଶୀ ଅଛି ତାହାଲେ ଜନକଲ୍ୟାଣ କାରି ଯାଜନା କର ପର ଯୋଜନା ରେ ରଙ୍ଗ ବୋଳି ନାମ ବଦଳେଇ ରାଜନୀତି କରିବା ଛାଡ଼
@user-kl5eg3rb8v
@user-kl5eg3rb8v 5 күн бұрын
ରଙ୍ଗ ବଦଲେଇଲେ କାଉ କେବେ ଶୁଆ ହେଇଯାଏନି ଯଦି ରଙ୍ଗ ମାରିବା ରେ ଯୋଉ ପଇସା ଖୋର୍ଚ୍ଚ ହେଉଛି ସେଇ ପଇସା ରେ ଅଲଗା କାମରେ ଲଗେଇ ଲେ ଭଲ ହୁଅନ୍ତା
@MunaRout-tb9nw
@MunaRout-tb9nw 5 күн бұрын
ଜଗନ୍ନାଥ ଭରଷା ରଖି ଛିନବିନବାବୁ ତମଜାଗାକେହିନେଇପାରିବେନାହି
@debipadswain4261
@debipadswain4261 5 күн бұрын
ଏସବୁ ଅଯଥା ଖର୍ଚ୍ଚ କରି ସରକାର ସାଧାରଣ ଜନତାଙ୍କ ଟଙ୍କା ବର୍ବାଦ କରୁଛନ୍ତି। ଯଦି ଏମିତି ଚାଲେ ତେବେ ବିଜେପି ଆଗାମୀ ଦିନରେ ଅମାନତ ହରେଇବ। ଓଡିଶାବାସୀ ପରିବର୍ତ୍ତନ ନିଶ୍ଚୟ ଚାହିଁଥିଲେ। କିନ୍ତୁ ପରିବର୍ତ୍ତନ ଯେ ଏମିତି ରୂପ ନେବ ସେକଥା ଭାବି ନଥିଲେ।
@akshayakumar9384
@akshayakumar9384 5 күн бұрын
ଏବେ ପୁଣି 108 ଆମ୍ବୁଲାନ୍ସ ର ରଙ୍ଗ ବଦଳେଇବ ରଙ୍ଗ ବଦଳେଇବା ଅପେକ୍ଷା ସିଷ୍ଟମ୍ ବଦଲାଓ ରୋଗୀ ଙ୍କୁ ଉତ୍ତମ ଚିକିତ୍ସା ଦିଏ
@chakradharofficial6837
@chakradharofficial6837 5 күн бұрын
ତମେ ଯାହା change କରୁଛ କର ଆମେ ସେଇ ବସକୁ ଲଷ୍ମୀ ବସ ହିଁ କହିବୁ। ନବୀନ ପଟ୍ଟନାୟକ ବାହାର କରିଛନ୍ତି ଲଷ୍ମୀ ବସ ବୋଲି କହିବୁ
@lalitmohanpradhan3427
@lalitmohanpradhan3427 5 күн бұрын
ସରକାର କୁ କାମ ଜଣା ନାହିଁ , ଖାଲି ନାଁ ବଦଳାଇବାର ହିଁ ଭଲ ଭାବରେ ଜଣା । ଲାଜ ଲାଗୁନି , ତୁଚ୍ଛାତରେ ଖାଲି ପଇସା ବର୍ବାଦ 😢😢😢😢😢
@sonugunu3853
@sonugunu3853 5 күн бұрын
ଆମ ପାଇଁ ‌ତ ଲକ୍ଷ୍ମୀ ଠାକୁରାଣୀ ନାଁ ଟି ‌ଠିକ❤
@ViratSir-wy1yp
@ViratSir-wy1yp 5 күн бұрын
ପଇସା ଗରିବ ପାଇଁ ଖର୍ଚ୍ଚ କରିଥିଲେ ଭଲ ହେଇଥାନ୍ତା ଖରାପ ଲାଗିବା କଥା ଗରିବ ଲୋକଙ୍କ ଟଙ୍କା ଏମିତି ବର୍ବାଦ କରନି
@jangyadattasahooSahoo
@jangyadattasahooSahoo 5 күн бұрын
2029 re loka thik jabab debe maa laxmi
@PankajSabar-hu7rw
@PankajSabar-hu7rw 5 күн бұрын
ଜେମିତି କେଲବି ନବିନ କରିଥିବା ଯୋଜନା ଫଲୋ କରୁଛି ବିଜେପି 2:17
@munasahoo778
@munasahoo778 5 күн бұрын
ଲୋକଙ୍କ ମୁହଁରେ ଏବେ ବି ଇନ୍ଦିରା ଆବାସ ଅଛି। ସେଇଭଳି ଲକ୍ଷ୍ମୀ ବସ୍ ବି ରହିଥିବ।
@Binodkumarpanigrahi2187
@Binodkumarpanigrahi2187 5 күн бұрын
ନାମ ପରିବର୍ତ୍ତନ କରି କିଛି ଲାଭ ନାହିଁ, ସବୁ ନବୀନ ଯୋଜନା, ଲୋକ ମାନେ ଜାଣି ସାରିଛନ୍ତି ନବୀନ ବିନା ଅନ୍ୟ ଗତି ନାହିଁ ଏହା ପ୍ରମାଣିତ, ନବୀନ ହିଁ ଶ୍ରେଷ୍ଠ l
@innocentsoreng5227
@innocentsoreng5227 5 күн бұрын
Sato kotha
@budurubhatra3
@budurubhatra3 5 күн бұрын
ପୁରୁଣା ବସ କିଣିଲାବେଳେ ବିଜେଡି କର୍ମୀ ମାନେ କିଛି କହୁ ନ ଥିଲେ
@youodisha6657
@youodisha6657 5 күн бұрын
ନବିନ ଆଉ ନାହିଁ ଏବେ ମୋହନ ବାବୁ 😂😂
@PDPUBLICREACTION
@PDPUBLICREACTION 5 күн бұрын
ଦୟା କରି ଟିକେ କହିବେ କି ଏ ବସ୍ ସେବା ଗୁଡିକ ମୁଖ୍ୟମନ୍ତ୍ରୀ ତାଙ୍କ ବାପ ଅର୍ଜିତ ସମ୍ପତି ତ ସେଥିପାଇଁ ମନ ଇଛା ଜାହାଜ ତାହା କରିପାରୁ ଛନ୍ତି କାଇଁ ନବୀନ ବାବୁଙ୍କ ନେତୃତ୍ଵରେ ଏତେ ଗର୍ବ ନଥିଲା ତ ଏ ମୁଖ୍ୟ ମନ୍ତ୍ରୀ ତ କେଜାଣି କାହିଁକି ଟିକେ ଡାଉଟ୍ ହୋଉଛି
@Divyanshu-hx7dt
@Divyanshu-hx7dt 5 күн бұрын
ଖାଲି ରଙ୍ଗ କର 😂😂😂....5 ବର୍ଷ ଏମିତି ରଙ୍ଗ ବଦଳିବା ରେ ସାରିଦିଅ 😂😂😂😂😂
@pabitrakumarbehera5296
@pabitrakumarbehera5296 5 күн бұрын
😂
@sibanigharami57
@sibanigharami57 5 күн бұрын
😂😂
@youodisha6657
@youodisha6657 5 күн бұрын
କଣ କରାଯିବ 24 ବର୍ଷ ରେ ତ ବିଜେଡି ଵାଲା ଚାରିଆଡେ ସବୁଜ ବୋଳି ବୋଳି କାନ୍ଥ ବାଡ ପରା ନଷ୍ଟ କରିଦେଇଛନ୍ତି 😂😂😂😂😂😂
@Divyanshu-hx7dt
@Divyanshu-hx7dt 5 күн бұрын
​​​@@youodisha6657 ତାହାଲେ ଭାଇ କ'ଣ ରଙ୍ଗ ବିଜେଡି ବାଲା ତମକୁ ପଚାରିକି କରିଥାନ୍ତେ କି? 😂😂😂 ଆଉ ସେଇ ୨୪ ବର୍ଷ ରୁ ବା ୯ ବର୍ଷ ବିଜେପି ବା ମିଶିକି ତାଙ୍କ ସହ ସରକାରରେ ଥିଲା... ସେତେବେଳେ ବିଜେପି କହିଲାନି କି ନାଇଁ ସବୁଜ ଭଲ ଲାଗୁନି.... ଗେରୁଆ ରଙ୍ଗ କର ବୋଲି।😂😂😂😂😂
@sarbeswarputel2253
@sarbeswarputel2253 5 күн бұрын
Jay Shree Ram
@sukantpatnaik3187
@sukantpatnaik3187 5 күн бұрын
ବିଜେପି ରଙ୍ଗ ବାଦେଲେଇ ରାଜ ନିତୀ ନ କରୁ 108 କୁ ବି ରାଷ୍ଟ୍ରୀୟ ନାମ କରନ କଲେ , ରାଜୀବ ଯୋତି ବିଦୂତ୍ ସେବା କୁ ଦିନ ଦେଆଲ କଲ , ଏଥିରେ ଯେଉ ଅର୍ଥ ଖର୍ଚ୍ଚ କରୁଛି ସେ ଟଙ୍କାରେ ଖାଉଟି ସାମଗ୍ରୀ ର ଦର୍ ଦାମ କମ୍ କରି ମଧ୍ୟବିତ୍ତ ଓ ଗରିବ ଲୋକଙ୍କୁ ଦୟା କରୁ ।।
@pradyumnpradhan5111
@pradyumnpradhan5111 5 күн бұрын
ଆଜ୍ଞା ,ରଙ୍ଗ ବଦଳିଲେ କଣ ବିକାଶ ହୁଏ କି ?
@birenmahar3718
@birenmahar3718 5 күн бұрын
School ku jau 5t colour karajaitjila
@sahusaswati24
@sahusaswati24 5 күн бұрын
Naveen sir is great.
@user-hu9op2de9k
@user-hu9op2de9k 5 күн бұрын
ଅଯଥା ରାଜସ୍ୱ ଟଙ୍କା ବର୍ବାଦ କରୁଛନ୍ତି
@iswarnayak1383
@iswarnayak1383 5 күн бұрын
Jau ranga hele amar kichhi apati nahi kintu bus chalaya bus bond na heba darkar
@sewanayak945
@sewanayak945 5 күн бұрын
ବିଜେଡି ରାଜ ସରିଲା ଏବେ ବିଜେପି ରାଜ 🙏
@saraswatisinghSaraswatis-oq4zi
@saraswatisinghSaraswatis-oq4zi 5 күн бұрын
Bjp chora
@SnShine-ul7uc
@SnShine-ul7uc 5 күн бұрын
Rajya ku kete bhala re chalibe tha ta samya kahiba
@betexshyamsundar990
@betexshyamsundar990 5 күн бұрын
3ବର୍ଷ ଯିବ ନାହିଁ ବିଜେପି ସରକାର
@rajendra_behera89
@rajendra_behera89 5 күн бұрын
Ready 👍
@rashmiranjanparida7957
@rashmiranjanparida7957 5 күн бұрын
ସେହି ନବୀନ ପଟ୍ଟନାୟକଙ୍କ ଯୋଜନାକୁ କପି କର,,,,ମାତା ଲକ୍ଷ୍ମୀ ନାମ କଣ ଖରାପ ଥିଲା କି? ତୁମେ ଗେରୁଆ ବିଜେପି ଏଇ ଥର ଶେଷ ତାପରେ ତୁମ ଘର ଧରି ଯିବ,,,ଜିନିଷ ଦ୍ରବ୍ୟ ଦରଦାମ ନିୟନ୍ତ୍ରଣ କରିପାରୁନି ଏଇଠି ବିଜେପି ସରକାର ପ୍ରହସନ ଚଳେଇଚି,,,,ଆଜି ବି ଓଡ଼ିଶା ବାସୀ ଲକ୍ଷ୍ମୀ ବସ କହିବେ,,କାରଣ ଆମର ମାତା ହେଉଛନ୍ତି ଲକ୍ଷ୍ମୀ ,,,,,ସନାତନ ଧର୍ମକୁ ସପୋର୍ଟ କରୁଥିବା ମୋଦି ବିଜେପି ସରକାର ଏଇଟା କେମିତି ମାତା ଲକ୍ଷ୍ମୀଙ୍କୁ ସମ୍ମାନ,,,,ଜୟ ଜଗନ୍ନାଥ 🙏🙏
@ashishpola1664
@ashishpola1664 5 күн бұрын
Jai Naveen babu
@pokrajpradhan289
@pokrajpradhan289 Күн бұрын
ସରକାରୀ ପଇସା କୁ ନିଜ ଦଳର ପ୍ରଚାର କରିବା ପାଇଁ କୌଣସି ରାଜନୈତିକ ଦଳ ପଛ ଘୁଂଚା ଦିଅନ୍ତି ନାହିଁ ।
@bijayapppradhan4563
@bijayapppradhan4563 5 күн бұрын
ବହୁତ ଭଲ।
@damodarmishra1006
@damodarmishra1006 4 күн бұрын
Green colour heuchhi pakistni flag ra colour, bjd kichhi samuday ku khusi kariba pain sabu jagare green colour lagichhi,jahaki change heba nihati darakar ,ta sahita bas ku lokabhi mukhi karaiba digare chalaiba jaruri.
@ghanashyamdash4439
@ghanashyamdash4439 5 күн бұрын
Good step.
@bholeswarkishan2249
@bholeswarkishan2249 4 күн бұрын
କେମିତି ?
@sasovlogging
@sasovlogging 5 күн бұрын
Good Bus name
@pareshenterprise7895
@pareshenterprise7895 5 күн бұрын
Waste of public money
@sukrutapradhan6893
@sukrutapradhan6893 5 күн бұрын
କଲର୍ ବଦଳାଇବା ବିଷୟରେ ପାନ୍ଡିୟାନ କୁ କହୁଥିଲେ ହେଲେ ଏଇଟା କରି ତାଙ୍କୁ ଠିକ୍ ପ୍ରମାଣ କଲେ।
@princerajesh475
@princerajesh475 5 күн бұрын
😂
@princerajesh475
@princerajesh475 5 күн бұрын
Dam achhi jadi new scheme bahar kara yaa Tara scheme ku name change kariki colour marile kn haba 😂loke ta kahibe Abe b Laxmi bus😎😍
@gurukrupa4151
@gurukrupa4151 5 күн бұрын
ଏହି କଲର୍ ପାଞ୍ଚବର୍ଷ ରହିବ ଆଉ, ପାଞ୍ଚବର୍ଷ ପରେ ଯଦି ସରକାର ବଦଲେ ଫେର ରଙ୍ଗବି ବଦଳିଯିବ ଚାଲୁ ଏମିତି ଏଥିରେ କାହା ବାପା ପ୍ୟାକେଟ ରୁ ପଇସାଟିଏ ଖର୍ଚ୍ଚ ହେଉନି ନା.... ଚାଲୁ ଚାଲୁ
@jagabandhugiri6980
@jagabandhugiri6980 5 күн бұрын
Good evening sir odisha Jay Jagannath 🙏🙏🙏🙏🙏 Happy New year 2024
@krishnakhandagiri9887
@krishnakhandagiri9887 5 күн бұрын
ଆଵେ ଭାରତୀୟ ଜନତା ପାର୍ଟିର ନେତା ମନ୍ତ୍ରୀ ମାନେ ଗେରୁଆ ରଂଗ ଵଦଲାଇବା ପରେ ଵି ଲୋକ କହିଵେ ଲକ୍ଷ୍ମୀ ଵସ୍ ଵୋଲି ନବୀନ ବାବୁ ଙ୍କୁ କେଵେ ଭୁଲିପାରିବେ ନାହିଁ ଲୋକେ ନବୀନ ବାବୁ ଙ୍କୁ ତମେ ଭାରତୀୟ ଜନତା ପାର୍ଟିର ନେତା ମନ୍ତ୍ରୀ ମାନେ ସଵୁ ଗେରୁଆ ବସ୍ତ୍ର ପିନ୍ଧି ଯେତେ ଡ୍ରାମା କରୁଛ କରିଚାଲ 😅😅😅😅😅
@pramodmohanty1480
@pramodmohanty1480 5 күн бұрын
ବିଜେପି ଗେରୁଆ ରଙ୍ଗ କଣ ପାଇଁ କଲେ । ସବୁଜ ରଙ୍ଗ ଯଦି ବଦଳିଲା ତେଣୁ ଅଲଗା ରଙ୍ଗ ନକରି ଗେରୁଆ ରଙ୍ଗ କଣ ପାଇଁ କଲ । ଲୋକଙ୍କୁ ଚୁତିଆ ବନାଉଛ ।
@user-db7rk7nh6g
@user-db7rk7nh6g 5 күн бұрын
ତୋ ବୋପାର କଣଗଲା .
@pseudopodia4491
@pseudopodia4491 5 күн бұрын
Ta bjd agaru kn karuthila ?? Green kn pai karithila ?? Au aei Laxmi bus kn pai election ra 6 month aga ru kn pai Start kala ? Agaru kuade jaithila ki ??
@bikashbehera7151
@bikashbehera7151 5 күн бұрын
Double colour hela chief minister kn paisa ta bapathu anithila... only Paisa barbad
@birenmahar3718
@birenmahar3718 5 күн бұрын
​@@bikashbehera7151au naveen ra bopa paisa
@deepakkumarsahoo481
@deepakkumarsahoo481 5 күн бұрын
​@@user-db7rk7nh6gTu besi chodi hauchu
@sukantasahoo6822
@sukantasahoo6822 5 күн бұрын
Lekhilani mohan majhi bus seba
@deepakrana6339
@deepakrana6339 5 күн бұрын
Sarakari ranga karajau Nachet nija tankare ranga kara Sarakara tankare nuha
@jasmitasahoo4758
@jasmitasahoo4758 4 күн бұрын
ରଙ୍ଗ ଖାଲି ବଦଳା ପଇସା ବର୍ବାଦ କରୁଛ, ନବୀନ ଯୋଜନା କୁ ଖାଲି ତୁମେ ରଙ୍ଗ ବଦଳା, ନୂଆଁ ସରକାର ନୂଆଁ ଯୋଜନା ତୁମକୁ ମିଳୁନି ବୋଧେ ବସ୍, ସ୍କୁଲ, କାନ୍ଥ ବାଡ଼ ଖାଲି କମଳା ରଙ୍ଗ ଯୋଜନା କର,,ସେଇ ପଇସା ରେ ଓଡ଼ିଶା ପାଇଁ ବେରୋଜଗାର ପିଲା ଙ୍କୁ ଚାକିରୀ ହେଲେ ଦିଅ,, ଏହି ଠାରୁ ତୁମ କଣ କାମ କରିବ ଜଣା ପଡ଼ିଲା,, ଫଟା ପୋଷ୍ଟର ନିକିଲା ଜିରୋ,,, ରାଜନୀତି ର ନାମ ହେଲା,,, ନୀଳ ଉପରେ କମଳା
@jkkumar9189
@jkkumar9189 5 күн бұрын
Good 👍
@krishnaprasadrath
@krishnaprasadrath 5 күн бұрын
Gerua heu ki baigeni ranga heu ki nama jaha karajau Gadi gudika bhala staff mananka dwara parichalita heba nitanta abashyakta rahichhi.🙏 Jai ♥️🇮🇳🔥 Hind 🙏
@k_tricks_shorts
@k_tricks_shorts 5 күн бұрын
Sabas🎉
@amitabhamahapatra9232
@amitabhamahapatra9232 5 күн бұрын
ରଙ୍ଗ ପାଇଁ କେତେ ଖର୍ଚ୍ଚ ହେବ
@yuvrajrapaka3295
@yuvrajrapaka3295 5 күн бұрын
Waw waw supper dehli buse
@iindia8565
@iindia8565 5 күн бұрын
ଯେତେ ରଙ୍ଗ ଦେଲେ ବି କାଉ କି ବଗ ହେଇପାରିବ
@MalayBehera-xn8bx
@MalayBehera-xn8bx 5 күн бұрын
How to money
@madhusudanparida4161
@madhusudanparida4161 5 күн бұрын
Unnecessary wastage of funds due to low mentality. Very unfortunate & shameful decision by BJP.
@jagabandhugiri6980
@jagabandhugiri6980 5 күн бұрын
Jay Hind Modi Jay Hind 🇮🇳🇮🇳🙏🙏 Happy New year 2024
@RD123.........
@RD123......... 5 күн бұрын
ଓଡ଼ିଆ ରେ ଲକ୍ଷ୍ମୀ ଲେଖିଛନ୍ତି actually English ରେ LAACMI ଯାହାକି ଲକ୍ଷ୍ମୀ କୁ ବୁଝାଉନି
@statusmaker4745
@statusmaker4745 4 күн бұрын
ଆମେ ଏମିତି ଲେଖିବା ଆଊ ନିଜ କାମ କରିବା ପ୍ରତିବାଦ କରିବ କିଏ
@jagabandhugiri6980
@jagabandhugiri6980 5 күн бұрын
Jay Hind 🇮🇳🇮🇳🙏🙏🔥🔥🔥
@priyajyotibehera1165
@priyajyotibehera1165 4 күн бұрын
That's the best way to waste money Kudos to the people of my state who voted for the change 😂
@adsucessforallcontent8387
@adsucessforallcontent8387 5 күн бұрын
Bjd green kala bjp Safron kala.kichi b probelm nahi.public benifit paiba darkar. Jay Maa Laxmi❤
@saraswatisinghSaraswatis-oq4zi
@saraswatisinghSaraswatis-oq4zi 5 күн бұрын
Hele name change karibar nathila
@adsucessforallcontent8387
@adsucessforallcontent8387 5 күн бұрын
@saraswatisinghSaraswatis-oq4zi tanka pakhare Laxmi bhauta ashi ମୁଖ୍ୟମନ୍ତ୍ରୀ nathile sethipain mukhymantri rakhilee au
@user-vo5ed7ey2o
@user-vo5ed7ey2o 3 күн бұрын
Maa Laxmi nka naa bhal thila, green colour bi sundar thila.
@roseiking
@roseiking 4 күн бұрын
ନେଳିଆ ଥିଲା ଗେରୁଆ ହେଲା ଆଉ କିଏ ଆସିଲେ ହଳଦୀଆ ହବ ଟଙ୍କା ତ ଆମମାନଙ୍କ ଠୁ ଜାଉଛି ତାଙ୍କର କଣ ଅସୁବିଧା ହଉଛି ଖାଲି ପ୍ରହସନ 😂😂😂
@RajJankari
@RajJankari 5 күн бұрын
Nice decision, school uniform color bi changa karajau. But Name change kara najau
@ranjanmohapatra56
@ranjanmohapatra56 5 күн бұрын
ଦୟାକରି ବସ ର ନାମ ଶ୍ରୀ ରାମ ଲେଖନ୍ତୁ 🙏🙏🙏🙏
@manascreation8901
@manascreation8901 5 күн бұрын
Ta kathare
@PhotoStudio-yt8rt
@PhotoStudio-yt8rt 5 күн бұрын
ନା ବଦଳାଇ ବାହାଦୁରି ଦେଖେଇ ହୁଅନି
@user-si7ej5dn9z
@user-si7ej5dn9z 5 күн бұрын
MAA bus lekha
@niranjansahoo473
@niranjansahoo473 5 күн бұрын
I love saffron colour
@Barsharani100
@Barsharani100 4 күн бұрын
Ajatha Paisa kharcha kn paine karuchha karibara achhi kichhi nua kara ...This is called paribartana
@SabitaBarik-wg2hk
@SabitaBarik-wg2hk 5 күн бұрын
Emane ehipari range badalei bepar chaleibe sarakar chaleibe nahi. Bhagaban sadbuddhi diantu emanku
@prabhatpradhan1815
@prabhatpradhan1815 5 күн бұрын
Maa laxmi nku apaman heuchi. Sabu laxmi chhada heba. Modi ki majhi lekhi delani
@kaibalyatripathy6037
@kaibalyatripathy6037 5 күн бұрын
Puni dhala heba
@tudutudu8857
@tudutudu8857 5 күн бұрын
Politics kara but jau jinisa re kariba katha sei jagare politics kara
@priyaranjanehs....7186
@priyaranjanehs....7186 5 күн бұрын
Congress asile triranga colour heba aau congress asiba next samaste surprise hebe
@pmshorts4970
@pmshorts4970 5 күн бұрын
Luxmi bus boli sameste janichhanti
@harikrushnamartha531
@harikrushnamartha531 5 күн бұрын
Bus ranga heba uchit bhala katha
@pardiptapalai4041
@pardiptapalai4041 5 күн бұрын
Mohan majhi ku pachar ethi re odisha ra kete development heba Jadi rajya ra profit nahi tahele paisa ta Gharu Ani ranga Karu
@sujit2935
@sujit2935 5 күн бұрын
Laccmi bus re green colour ta mast manu thila
@brentertainment8380
@brentertainment8380 5 күн бұрын
Chor mana nka au kn kama sei money re au kn hoipatithanta ajatha money kharcha court case hau company jou color deithila thik nale RTO re case haba
@priyalifestyle5370
@priyalifestyle5370 5 күн бұрын
Green 💚💚🍏💚💚 is great nabin patnayak sir best cm
@sahusaswati24
@sahusaswati24 5 күн бұрын
Chhi Mohan Majhi.Developement kama kana kichi Jana nahi bus ra colour change karuchi . Colour change kale kana loka Mohan majhi bus seba implement karichi khibe ki. Kou gaon ru palei asichi CM heiki.
@rcmcreation3280
@rcmcreation3280 5 күн бұрын
Mg Bopa Paisa ta... Nua bus colour change karahauchi...😢😢😢
@user-vz1db9ub7g
@user-vz1db9ub7g 5 күн бұрын
Sarkar janta nka paisa kharcha kala bala Janta thu kichi paramaesa naba jaruri ni ha ki😮😮😮
@BasudhaibKutumbakam
@BasudhaibKutumbakam 5 күн бұрын
Naveen janithila ki lakhmi bus mane kono
@hatakishoresahoo1984
@hatakishoresahoo1984 5 күн бұрын
Laxmi bus mane laxmi bus.
@saraswatisinghSaraswatis-oq4zi
@saraswatisinghSaraswatis-oq4zi 5 күн бұрын
Right maa laxmi nku apaman a mohan majhi kan bhabuchi nijaku laxmi nka name change karidele odisa Abe daridra heijiba
@happy.tgt.odgovt
@happy.tgt.odgovt 5 күн бұрын
Kharcha???
@user-zg7qk8zn7q
@user-zg7qk8zn7q 5 күн бұрын
Sabu ranga haladiya heba darkar🌼
@khageswarkhamari3390
@khageswarkhamari3390 5 күн бұрын
BJP ra kam hi aeya Congress karithiba stadium airport sabu ku name change kariba ebe odisha re
@deepakbehera29
@deepakbehera29 5 күн бұрын
Puni bjd asile green karidaba emiti ta chaliba khali bus colour change kariba development nahi
@debendrakumarhota9058
@debendrakumarhota9058 5 күн бұрын
Jaha heu colour mistri ku kama milila
@Dilkhusodia
@Dilkhusodia 5 күн бұрын
Dhoni credit ❎ bjp is a credit party ✅
@pritampolei7087
@pritampolei7087 5 күн бұрын
Bus ku jadi sarkar mukhya rasta re chaleibe chalantu nahele birodh kara jiba.vote bank pain byabahara na karajau .ahi bus pain rajya rajkosh ku khyati debkau paduchi
@umapradhan6281
@umapradhan6281 5 күн бұрын
Nabin sir chainthle nija nama rakhi parithante se kahnki Laxmi na dele colour ,name change kariki kichi labha nahni aithi gote Hina manasikata ra parichay miluchi bjp sarkar loka nku bhala paine kichi etc karantu
Alat Seru Penolong untuk Mimpi Indah Bayi!
00:31
Let's GLOW! Indonesian
Рет қаралды 15 МЛН
Пробую самое сладкое вещество во Вселенной
00:41
THEY made a RAINBOW M&M 🤩😳 LeoNata family #shorts
00:49
LeoNata Family
Рет қаралды 28 МЛН
Жайдарман | Туған күн 2024 | Алматы
2:22:55
Jaidarman OFFICIAL / JCI
Рет қаралды 1,6 МЛН
Minister Suraj Suryabanshi Felicitated In Bhubaneswar
1:14
Kanak News
Рет қаралды 16 М.
Alat Seru Penolong untuk Mimpi Indah Bayi!
00:31
Let's GLOW! Indonesian
Рет қаралды 15 МЛН