ଗେରୁଆ ହେଲା ଲକ୍ଷ୍ମୀ ବସ୍ | Laxmi Bus Colour Will Change | LAccMI Bus Scheme | CM Mohan Majhi|Odia News

  Рет қаралды 26,636

News18 Odia

News18 Odia

15 күн бұрын

ଗେରୁଆ ହେଲା ଲକ୍ଷ୍ମୀ ବସ୍ | Laxmi Bus Colour Will Change | LAccMI Bus Scheme | CM Mohan Majhi|Odia News
Laxmi Bus name changed. Laxmi Bus became the Chief Minister's Service Bus. Transport Minister Bibhuti Bhushan Jena gave this information. He said, there should be no partisan smell in any government scheme. A bus will come from the panchayat to the block head quarters. The priority of the BJP government was to provide bus services to the people. Laxmi Bus has now been named after Chief Minister Bus Seva. On the other hand, some of the Laxmi buses at Dhenkanal bus stand have been repainted and are now being painted orange.
#laxmibus #naveenpatnaik #laccmibus #govtbus #mohanmajhi #cmmohanmajhi
#bjp #News18Odia #OdiaNews #ଆଜିରନ୍ୟୁଜ #odishanews #oriyanews
Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
Download our News18 Mobile App - onelink.to/desc-youtube
Please visit our website bit.ly/2YaikeJ for the latest opinions and detailed news coverage.
Follow us on
Facebook: / news18odia
Twitter: news18odia?lang=en
Website: bit.ly/2YaikeJ
Subscribe to our channel to get the latest news and updates tinyurl.com/y46bt2fm

Пікірлер: 53
@user-xl9qo4nh8h
@user-xl9qo4nh8h 14 күн бұрын
ଏ ରଙ୍ଗ ରାଜନୀତି ନ କରି ଅଯଥା ଗରିବ ଓଡିଶାର ପଇସାକୁ ନଷ୍ଟ କର ନା।
@Binodkumarpanigrahi2187
@Binodkumarpanigrahi2187 14 күн бұрын
ସବୁଜ ରଙ୍ଗ ଠିକ୍ ଥିଲା ,ବରଂ ବସ ର ଦାୟିତ୍ଵ ଅଧିକ ନିଅନ୍ତ,ତା ହେଲେ ସତରେ ଭଲ ହୁଆନ୍ତା, ଲୋକେ ଜାଣନ୍ତି ଏହା ନବୀନଙ୍କ ଯୋଜନା
@user-nw8ue9pz1v
@user-nw8ue9pz1v 14 күн бұрын
ଯାହା କଲେବି ଲୋକେ କହିବେ ନବିନ ବସ୍ ଯେମିତି ମୋଦି ଇନ୍ଦରା ଆବାସକୁ ପ୍ରଧାନମନ୍ତ୍ରୀ ଆବାସ କଲେ ହେଲେ ଲୋକ ଏବେବି କହୁଛନ୍ତି ଇନ୍ଦରା ଆବାଶ ଏ ଶରକାର ଆଉ ନୁଆ ଯୋଜନା କିଛ କରିପାରିବେନି ନବିନ ଯୋଜନା କୁ ନାଁ ବଦଳାଇ ଚଲାଇବେ
@kalpatarubhal8685
@kalpatarubhal8685 14 күн бұрын
ଏତେ ସୁନ୍ଦର ଥିଲା ଲକ୍ଷ୍ମୀ ବସ l ରଙ୍ଗ ବଦଳାଇ କଣ ଲାଭ ବିଜେଡି ଯାହା କରିଛି ସେହି ସେବା ରଖିବ l ଅଧିକା କିଛି କରିପାରିବ ନାହିଁ
@taktome3340
@taktome3340 14 күн бұрын
ଏଇ ରଙ୍ଗ ପରିବର୍ତ୍ତନ କରିକି ନୁଆ ସରକାର କଣ ପ୍ରମାଣିତ କରିବାକୁ ଚାହୁଁଛନ୍ତି, ପୂର୍ବରୁ କହୁଥିଲେ ଲକ୍ଷ୍ମୀ ବସ କ୍ଷତି ରେ ଚାଲିଛି ଏବେ ପରିବହନ ମନ୍ତ୍ରୀ କହୁଛନ୍ତି ନାହିଁ ଏହା ଭଲ ଯୋଜନା ଚାଲିବ ହେଲେ ନାମ ପରିବର୍ତ୍ତନ ହେବ କାଇଁ ଲକ୍ଷ୍ମୀ କଣ ଖାଲି ଗୋଟେ ଦଳ ର ଥିଲେ..ଭାରତୀୟ ଜନତା ଦଳର ନେତା ମାନେ କେତେବେଳେ କଣ କହୁଛନ୍ତି କିଛି ବୁଝି ହଉନି 😅
@pritampolei7087
@pritampolei7087 14 күн бұрын
Bhai genda ta samudra ku gala ta se dala ranga rahiba kn pain
@debasismajhee7876
@debasismajhee7876 14 күн бұрын
💯%ସତ କଥା ଭାଇ ବିଜେଡି କି କଂଗ୍ରେସ ଯଦି ଖରାପ ଜିନିଷ ଅଛି ତାହା ଯଦି ବିଜେପି ପାଖକୁ ଚାଲି ଯାଏ. ସେ ଆପେ ଆପେ ଭଲ ହୋଇ ଯାଏ. ବିଜେପି ଗଙ୍ଗା ପରି ପବିତ୍ର ଭାଇ. ସେ ବସରେ ରଙ୍ଗ କରିବାରେ ଯେଉଁ ଖର୍ଚ୍ଚ କରୁଛି ବିଜେପି ତାହା ଓଡ଼ିଶାର ଉନ୍ନତି ରେ ଲଗାଇଲେ କଣ କ୍ଷତି ଅଛି.
@gangadharsabar6184
@gangadharsabar6184 14 күн бұрын
ବିଜେଡି ସରକାର ଥିଲା ବେଳକୁ ସବୁ ବିଜୁ ବାବୁ ଙ୍କ ନାମରେ ନାମିତ କରୁଥିଲେ ସେ ସବୁ କଣ ବିଜୁ ବାବୁଙ୍କର ଥିଲା. ନା ଓଡ଼ିଶାର ଥିଲା.
@gangadharsabar6184
@gangadharsabar6184 14 күн бұрын
ବିଜେଡି ସରକାର ପ୍ରଚାରରେ ବହୁତ ଟଙ୍କା ଖର୍ଚ କରୁଥିଲା. ସେ ଟଙ୍କା କେବଳ odisha ସରକାର ର. ବିଜେଡି ଦଳର ନୁହେଁ
@taktome3340
@taktome3340 14 күн бұрын
@@gangadharsabar6184 ବିଜୁ ବାବୁ ଜଣେ statesman ବିଜୁ ବାବୁଙ୍କ ଅବଦାନ ଓଡ଼ିଶା ପାଇଁ କଣ ତଥା ସମ୍ପୂର୍ଣ୍ଣ ଭାରତ ପାଇଁ ,କହିବା ପୂର୍ବରୁ ଟିକେ ଇତିହାସର ଜ୍ଞାନ ରଖି କଥା କୁହ..ଆଜି ପର୍ଯ୍ୟନ୍ତ ବଞ୍ଚି ଥାଉ ଥାଉ କୌଣସି ନେତାଙ୍କ ନାମରେ ନାମିତ କରିବା ଗୁଣ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଅଛି..ସେ ଶିଖେଇଛନ୍ତି example - ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଷ୍ଟାଡିୟମ୍ କୁ ଚେଞ୍ଜ କରି ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍
@user-nw8ue9pz1v
@user-nw8ue9pz1v 14 күн бұрын
ଆଙ୍କର ଓକାତ ନାହିଁ ନୁଆ ଯୋଜନା କରିବାର
@taktome3340
@taktome3340 14 күн бұрын
ରଙ୍ଗ ପରିବର୍ତ୍ତନ ରେ ଯେଉଁ ଟଙ୍କା ଖର୍ଚ୍ଚ ହେବ ସେଟା ରାଜସ୍ଵ ରୁ ଖର୍ଚ୍ଚ ହେବ ଏଥିରେ ଅର୍ଥାତ୍ ରଙ୍ଗ ପରିବର୍ତ୍ତନ କଲେ କେଉଁ ପ୍ରକାରର ବିକାଶ ହବ ??
@debasismajhee7876
@debasismajhee7876 14 күн бұрын
Right
@sashikantaparida9291
@sashikantaparida9291 14 күн бұрын
ରାଜ୍ୟର ରାଜକୋସ ବରବାଦ୍ କରିବା ଛଡ଼ା କିଛି ଲଭାନହି
@banitabehera4157
@banitabehera4157 14 күн бұрын
😅
@bijoykumardas4173
@bijoykumardas4173 14 күн бұрын
ଖାଲି ଖର୍ଚ ନୁହେଁ ଆହୁରି ଅନେକ । ରନଗ ଡିଲର ଠାରୁ ବି % ମିଳିବ ।ଅପେଖ୍ୟା କରିବା କେତେବେଳେ ଆମକୁ ଗେରୁଆବସ୍ତ୍ର ମିଳିବ 😂😂
@smstudycircle5061
@smstudycircle5061 14 күн бұрын
ଲକ୍ଷ୍ମୀ ବସ ନାଆଁ ଭଲ ଥିଲା କଣ ପାଇଁ ତାକୁ change କରୁଛ,ଏସବୁ bjp ର ନିକୃଷ୍ଟ ଭାବନା
@dittoLuckybhai
@dittoLuckybhai 14 күн бұрын
ଆରେ ମାଗି ସରକାର କଳର ଚେଞ୍ଜ କରି ଆମ ରାଜ୍ୟ ର ପଇସା ବରବାଦ୍ କରିବା କଥା bjp colars
@badboyofficial6812
@badboyofficial6812 14 күн бұрын
ଏବେ ବିଜେପି କଲର
@AkhyayaMohanty
@AkhyayaMohanty 14 күн бұрын
Se gerua karantu ki baigani lokejanichhanti jojana kahar
@dushmantsahoo8289
@dushmantsahoo8289 14 күн бұрын
Lakshmi ( jagat maata) kharap lagila ki? cm bapka paisa he na
@manasinayak3072
@manasinayak3072 14 күн бұрын
Bekar disuchhi,Ranga badaleile kana heba,eta ta Nabin sir nka jojana
@mysteryastro2248
@mysteryastro2248 12 күн бұрын
Ranga change karidela pare Mukhy Mantrinku kan ta labha milila. Aama mananka paisa kan ete sasta heichi je mana ichha naa aau colour change karucha. Se Maa Laxmi nka naa re udghatana karajaithila sethire aapananka kan problem achhi.
@nabakishoremallick984
@nabakishoremallick984 14 күн бұрын
ATI GARBE HAT LA NKA
@anitasahoo2443
@anitasahoo2443 14 күн бұрын
Very good🎉
@AnantaCharanSahu-ut9tv
@AnantaCharanSahu-ut9tv 14 күн бұрын
Jaswsi Odissa Mukhay Mantri Sri Jukut Mohan Charan Majhi Mahodaynku Mora Chhota Nibedan Bus Name Jagannath Bus Seba Odissa Sarkar karile Sir Jagannathnk Krupa Heba
@MeenatiMunda
@MeenatiMunda 14 күн бұрын
Ajathare ranga Kari tanka kharcha heuchhi.gerua rangara gadi aau maga jau.
@biswadeepsahu6473
@biswadeepsahu6473 14 күн бұрын
Good News
@KuberSahu-nu4xt
@KuberSahu-nu4xt 14 күн бұрын
ଟ୍ରେନ ର କଲରନଟ ନା ବଦଲ ପୁରୀର ନା ବଦଲ ତମର ବାପାର ଟଙ୍କା ତ ଆରେ ଥର ଫେର ବିଜେଡି
@pramodmahaldar
@pramodmahaldar 14 күн бұрын
Kharap dina asigala Laxmi na ta kn kharap thila
@nababarika4028
@nababarika4028 14 күн бұрын
Not two colour ,three colour should remain
@user-gf6vw5gm6m
@user-gf6vw5gm6m 14 күн бұрын
mo bus NAME CHANGE HEBA MOHAN BUS HEBA .....
@amareshparimanik2335
@amareshparimanik2335 7 күн бұрын
Laxmi bus re sankha chinha kan pain lageile Laxmi bus kan naveen babu nka bopa ra
@NamitaTad
@NamitaTad 14 күн бұрын
Purbaru Bjd colour thila karana Bjd arambha kari thila Sethi pain kehi birodha Karu na thile Kintu BJP tar nija colour kariba thik nuhe ,Bus colour National flag colour hoi thile bhala hoi thanta ,laguchi ama cm Sri mandir ku bi BJP colour kari dede
@MallickRamesh
@MallickRamesh 12 күн бұрын
Lajyahinakatha
@pranatisamantaray144
@pranatisamantaray144 14 күн бұрын
Jaha Kale Nabin Babu nku Tapi paribani BJP
@yudhisthir123
@yudhisthir123 14 күн бұрын
Aam Naveen bus bjd👍👍👍👍👍👍👍👍👍👍👍👍👍
@user-xk2di5sp4v
@user-xk2di5sp4v 14 күн бұрын
Hii😊😮😮😮😮
@user-gf6vw5gm6m
@user-gf6vw5gm6m 14 күн бұрын
bhala bjp ra ya hi kama bjd ra kama sabu mohan majhji ra sticker lagiba au modi bhakta kahaibe mohan majhi kete sbu karichi
@manojbehara4919
@manojbehara4919 14 күн бұрын
ManojBehara ❤️🙏
@AkhyayaMohanty
@AkhyayaMohanty 14 күн бұрын
E heuchhi time pass sarakar
@pratimamohanta7424
@pratimamohanta7424 14 күн бұрын
l
@user-mp8ue4dy9l
@user-mp8ue4dy9l 14 күн бұрын
Amidia.mgh.
Incredible magic 🤯✨
00:53
America's Got Talent
Рет қаралды 76 МЛН
I Was Targeted To Be Killed: CM Mohan Majhi
3:57
Kanak News
Рет қаралды 362 М.