ଘର ଭିତରେ ଦେଇ ଯାଉଛି ଟ୍ରେନ୍ || TRAIN INSIDE A BUILDING IN CHONGQING CHINA

  Рет қаралды 669,482

ମୁଁ TRAVELLER

ମୁଁ TRAVELLER

21 күн бұрын

ଘର ଭିତରେ ଦେଇ ଯାଉଛି ଟ୍ରେନ୍ || TRAIN INSIDE A BUILDING IN CHONGQING CHINA #mutraveller
#labahansda

Пікірлер: 2 900
@MuTraveller
@MuTraveller 19 күн бұрын
କାଲି ଟ୍ରେନ୍ ରେ ଭିଡିଓ ବନେଇଲି ଆଉ ଆଜି କାଞ୍ଚନ୍ ଜାଗାର ଏକ୍ସପ୍ରେସ୍ ର Accident ହେଇଗଲା ସିଲିଗୁଡିରେ ତ କିଛି ନା କିଛି ଭଲ୍ ଆଉ ତ୍ରୁଟି ତ ରହୁଛି ଆମ ଇଣ୍ଡିଆ ରେଲୱେ ଆଉ ଇଣ୍ଡିଆ ସରକାରଙ୍କ ତରଫରୁ ଏହା ଉପରେ ଆଙ୍ଗୁଳି ଉଠେଇବା ୟା ୟାବିରୋଧରେ କଥା କହିବା କଣ୍ ଭୁଲ୍ ବାହାର ଦେଶରେ ବୁଲେଟ୍ ଟ୍ରେନ୍ ଚାଲିଲାଣି ହେଲେ ତାଙ୍କ ଦେଶରେ କେତେ Accident ହଉଛି ମୁଁ ଇଣ୍ଡିଆ ସରକାରଙ୍କ ବିରୁଦ୍ଧରେ ସ୍ଵର ଉଠେଇବା କଣ୍ ଭୁଲ୍ ??? Jay Jagannath 🙏🙏
@barakudatokarinkudsg154
@barakudatokarinkudsg154 19 күн бұрын
👍👍👍
@user-pn6kk5dx9f
@user-pn6kk5dx9f 19 күн бұрын
Hmm bhai satare train accident re jeun parivaar luka nka mrityu haichi se hi janithibe tanku kemiti laguchi😞ama sarkaar Abe paisa to dei debe tanka parivaar ku kintu sei luka ku auu pherei beki 😒🥺
@rakeshbehera4986
@rakeshbehera4986 19 күн бұрын
ବିଲକୁଲ୍ ଠିକ୍ ଭାଇ❤
@sumoytc1
@sumoytc1 19 күн бұрын
Kouthire record karucha vai
@jitujyotivlogs
@jitujyotivlogs 19 күн бұрын
ଭାଇ ଠିକ୍ କହିଲ
@Sached299
@Sached299 19 күн бұрын
ଆମ ଇଣ୍ଡିଆ, ଚୀନ ଠାରୁ ବହୁତ ପଛରେ l ଏଇ କଥା କୁ ସ୍ୱୀକାର କରିବାକୁ ପଡିବ l
@user-ur7ll9yu1z
@user-ur7ll9yu1z 19 күн бұрын
Right bhai
@prasantadanta2871
@prasantadanta2871 19 күн бұрын
Yes
@srimatidas2490
@srimatidas2490 19 күн бұрын
Yes
@MandarsingGond
@MandarsingGond 19 күн бұрын
ଭାଇରେ କି କଥା କହିଲୁ ! ସତରେ ଚାଇନା ଆମଠୁ ବହୁତ ଆଗରେ । କହିବାକୁ ଗଲେ ଆମ ଲୋକମାନେ ବହୁତ ଗାଳି କରିବେ କିନ୍ତୁ real is real
@user-pi1lc5ov3i
@user-pi1lc5ov3i 19 күн бұрын
ପଛ ରେ ହିଁ ଆମ ଦେଶ ରହିବ କାହିଁକି ନା ଆମ ଦେଶ ସବୁବେଳେ pakistan ସହିତ competition କରେ
@debasishmahapatra2145
@debasishmahapatra2145 18 күн бұрын
ଆପଣ ଆନ୍ତରାଷ୍ଟ୍ରୀୟ ସ୍ତରରେ ଆମ ରାଜ୍ୟ ଓ ଆମ ଭାଷାକୁ ପହଞ୍ଚାଇଛ, ସେଥିପାଇଁ ବହୁତ ବହୁତ ଧନ୍ୟବାଦ।
@AnchorSubham1
@AnchorSubham1 18 күн бұрын
Bahut sundar bhai , keep it up 👍
@SashmitaGochhayat
@SashmitaGochhayat 17 күн бұрын
Subhma Bhai 'jay jagannath '
@hariharmujanikushihelipari8892
@hariharmujanikushihelipari8892 15 күн бұрын
ତମ ଭିଡିଓ ମୁଁ ଦେଖେ
@user-kn6eb1hv5y
@user-kn6eb1hv5y 9 күн бұрын
Mubi tama video dekhe
@mayurbhanjkhadiatribes8602
@mayurbhanjkhadiatribes8602 19 күн бұрын
ଆପଣ ଭାରତ ଓ ଚିନ୍ ର technology ବିଷୟରେ କହିଲେ ଅନେକ ଅନେକ ଧନ୍ୟବାଦ ।
@murmudotofficialvlogs
@murmudotofficialvlogs 14 күн бұрын
ଭାଇ ମୋ channel କୁ subscribe କରନ୍ତୁ ମୁଁ ବି ତମ channel କୁ subscribe karibi କରିବି ନୁହେଁ already subscribe କରିସାରିଛି
@chumukieating
@chumukieating 19 күн бұрын
ଓଡିଶା ନମ୍ବର 1ଟ୍ରାଭେଲ ବ୍ଲଗେର ଲବ ଭାଇ ଦିଲେସେ like ❤️❤️
@ratiknaik7149
@ratiknaik7149 18 күн бұрын
ବହୁତ୍ ଦୁଃଖ ଲାଗିଲା ମୋତେ ଲବ ଭାଇ ତମକୁ ଯିଏ ଖରାପ୍ କଥା କହୁଛି 🥹🥹😭😭 ଆଉ କେହିବି ଲବ ଭାଇଙ୍କୁ କରପ୍ କଥା କହିବେନାହିଁ ହେଲା ❤ 😭🥹
@Ashishkumar-uq2xf
@Ashishkumar-uq2xf 18 күн бұрын
ଲବ ଭାଇ ତୁମକୁ ମୋର ହୃଦୟ ରୁ ପ୍ରଣାମ , ଗୋଟେ କଥା ଭାଇ ଏଠି ଯଦି ଦଶ ଜଣ ମିଶିକି ଗୋଟେ ଭୁଲ କାମ କରୁଛନ୍ତି ଲୋକ ଭାବନ୍ତି ହଁ ସେଇଟା ଠିକ ହେଇଥିବ ହେଲେ ଜଣେ ଜଦି ଗୋଟେ ଠିକ କାମ କରୁଥିବା ସମସ୍ତ ଙ୍କ ମଙ୍ଗଳ ପାଇଁ ଲୋକେ ଏଠି ତାକୁ ଭୁଲ ପ୍ରମାଣିତ କରିବାକୁ ଲାଗିପଡ଼ନ୍ତି . ଏତିକି କହିବି ଜୀବନ ଲକ୍ଷ ପଥ ରେ ସେମିତି ଆଗକୁ ଆଗକୁ ଚାଲ କାହାର ଖରାପ ମନ୍ତ୍ୟବ୍ୟ କୁ ମନ କୁ ଜମା ନିଅନି ଆମ ସମସ୍ତ ଙ୍କ ଭଲ ପାଇବା ସହିତ ମହାପ୍ରଭୁ ଙ୍କ ଆଶ୍ରିବାଦ ସବୁ ବେଳେ ଅଛି ତୁମ ଉପରେ .,ଓଡିଶା ର ଗର୍ବ ଆଉ ଗୌରବ ତୁମେ ହୁଅ ଦେଶ ର ନା କର ଏତିକି କାମନା .❤
@judhisthiranaik2503
@judhisthiranaik2503 19 күн бұрын
ଭିଡ଼ିଓ ଦେଖି ବହୁତ ବହୁତ ଖୁସି ଲାଗିଲା, କିଏ କଣ କହିଲା ତାଙ୍କ କଥାକୁ ଗୁରୁତ୍ୱ ନ ଦେଇ ନିଜ କାର୍ଯ୍ୟରେ ଆଗେଇ ଚାଲ, ସମସ୍ତେ ପୋଜେଟିବ ମାଇଣ୍ଡର ନୁହନ୍ତି ଏଣୁ ତାଙ୍କ କଥାକୁ ନେଇ ନିଜ ମାଇଣ୍ଡକୁ ଭାରାକ୍ରାନ୍ତ କରନ୍ତୁ ନାହିଁ l 🙏ଜୟ ଜଗନ୍ନାଥ 🙏
@anupamanayak8568
@anupamanayak8568 19 күн бұрын
ଓଃ କି ଆଶ୍ଚର୍ଯ୍ୟ ଚାଇନା ।ଖୁବ୍ ସୁନ୍ଦର ଭିଡ଼ିଓ ।ଧନ୍ୟବାଦ ।
@purnapatra7011
@purnapatra7011 18 күн бұрын
As I am a teacher.. You are great .. ଓଡ଼ିଶାରେ କାହାର ଦମ୍ ନାହିଁ ଦେଶ ଦେଶ ବୁଲି ଏତେ information debe.. ଏଠି ପରର ଖାଇବା, ଚର୍ଚ୍ଚା, ଟାଉଟର, କୂ ଅ ର ବେଙ୍ଗ ଯାହା.. ସରକାର ଏଠି ଭିକାରୀ ବନେଇଛି ବୁଝି ପାରୁ ନାହାଁନ୍ତି...! ସ୍ୱାସ୍ଥ୍ୟ, ଶିକ୍ଷା,ଯାତାୟାତ, technology କିପରି ଉନ୍ନତି ହେବା କାହାର ଚିନ୍ତା ନାହିଁ ଏପରି ମନ ଭାବ ଯାହାର ଓଛି ସେ ଆଊ କେତେ ପୁରୁଷ ରହିବ ହିସାବ ନାହିଁ। ଏମିତି କରିଚାଲ ଲବ ଭାଇ ଆମ ପାଇଁ ତ ବହୁତ୍ ବହୁତ୍ କାମରେ ଆସୁଛି.. World ସାରା ବୁଲି world recod କର.. ଓଡ଼ିଶା ଟୋକା ନୁହେଁ ବୋକା
@user-hu7vp4kj7v
@user-hu7vp4kj7v 17 күн бұрын
Comment is right bro
@villagekingnarensuna3483
@villagekingnarensuna3483 15 күн бұрын
ତୁ ଶଳା ଯଦି teacher ତାହେଲେ ମୂର୍ଖ ଆଉ କେହି ନୁହଁ ହାରମଜାଦା ତୋ comments ରୁ ଜଣା ପଡୁଛି ତୁ ଗୋଟେ ବେକାରୀ ବାରବୁଲା 😄😄😄😄
@villagekingnarensuna3483
@villagekingnarensuna3483 15 күн бұрын
ହାରମଜାଦା ମାଗିଆ 😄
@purnapatra7011
@purnapatra7011 15 күн бұрын
@@villagekingnarensuna3483 ଭାଷା କଣ କହୁଛୁ... ତ ପାଖରେ tallent ନାହିଁ ତ ଗାଣ୍ଡୀ ମରେଇ ହେଉ ନୁ। Mind your language.. ନ ହେଲେ ଆମକୁ ବି ସବୁ ଜଣା
@villagekingnarensuna3483
@villagekingnarensuna3483 15 күн бұрын
ତୁ ଗୋଟେ ବଦ୍ଧ ପାଗଳ ଚୋର ଶଳା 😄😄😄
@Ranjita-su7rl
@Ranjita-su7rl 18 күн бұрын
❤ଲବ ଭାଇ ଖୁସି ଲାଗିଲା ଧନ୍ଯବାଦ🙏
@mayurbhanjkhadiatribes8602
@mayurbhanjkhadiatribes8602 19 күн бұрын
ସତରେ ଚାଇନାରେ ବହୁ ଜନସଂଖ୍ୟା ଥାଇ ବି ଏତେ developing technology ରେ ।
@hrudanandasankhua5824
@hrudanandasankhua5824 19 күн бұрын
ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍
@user-dz5sf8ce5l
@user-dz5sf8ce5l 18 күн бұрын
Your right bro❤❤❤ bhai India re ଜାତୀ ଧର୍ମ ରେ ଭୋଟ ଦିଅନ୍ତି
@Pradhan_bichi
@Pradhan_bichi 13 күн бұрын
ଧନ୍ୟବାଦ୍ ଭାଇ ଆପଣଙ୍କ ଭାଗ୍ୟ ବହୁତ୍ ବଡ଼
@dhanirambeg7820
@dhanirambeg7820 19 күн бұрын
❤❤❤ଲବ ଭାଇ ଯୁହାର ବହୁତ ସୁନ୍ଦର ଭିଡିଓ ବହୁତ ସୁନ୍ଦର ସିନେରି ବହୁତ ଖୁସି ଲାଗଲା ବହୁତ ସୁନ୍ଦର କଥା କହିଲ
@anupamadas6512
@anupamadas6512 19 күн бұрын
ଅନେକ ଅନେକ ଶୁଭେଚ୍ଛା ଓ ଧନ୍ଯବାଦ ଲବ ବେଟା । ସୁଦର ଭିଡିଓ ଖୁବ୍ ଭଲ ଲାଗିଲା । କୁକୁର ଭୁକି ଚାଲି ଥାଉ ହାତୀ ଚାଲିଥାଉ । ଓଡିଆ ଲୋକଙ୍କ ପ୍ରକୃତି ହିଁ ଏମିତି । ମାଡି ଚାଲ ।
@FunnyShorts-my6ni
@FunnyShorts-my6ni 18 күн бұрын
❤❤❤❤
@AnitaMishra-il9ir
@AnitaMishra-il9ir 17 күн бұрын
Bal
@PramodGuru-el7hp
@PramodGuru-el7hp 18 күн бұрын
ଲବ ଭାଇ ବହୁତ ଭଲ ମଣିଷ ଟିଏ ଓଡିଶା ବାସୀ ଙ୍କୁ ମୋର ଏତିକି ଅନୁରୋଧ ଦୟାକରି ଲବ ଭାଇ ଙ୍କୁ ଖରାପ କମେଣ୍ଟ କରନ୍ତୁ ନାହିଁ ପ୍ଲିଜ 🙏
@subas1994
@subas1994 18 күн бұрын
Very good sir ji ❤❤❤
@BhimasinBaske
@BhimasinBaske 19 күн бұрын
ଧନ୍ୟବାଦ ଲବ ଭାଇ ତୁମେ ଆମକୁ ସବୁଆଡେ ବୁଲିକି ଆମକୁ ଖବର ଦେଉଛ ସେଇଥି ପାଇଁ ଧନ୍ୟବାଦ ❤️❤️❤️❤️
@chintu_creations_2003
@chintu_creations_2003 19 күн бұрын
ଭାଇ କମେଣ୍ଟ ରେ ହଜାରେ ଗାଳିକୁ ନ ଦେଖି ଯଦି ଗୋଟିଏ ଭଲ କମେଣ୍ଟ କୁ ଦେଖିବ ତାହାଲେ ତମକୁ Proud Feel Haba love you bro ❤
@AnitaMishra-il9ir
@AnitaMishra-il9ir 17 күн бұрын
🎉
@PadmabatiGuiya
@PadmabatiGuiya 18 күн бұрын
China jaga bhala lagilaa 🥰🥰🥰
@user-ee3dj4mz1n
@user-ee3dj4mz1n 18 күн бұрын
Jaha bi kahuchha sabu right 👍👍👍👍
@n.rcreation3399
@n.rcreation3399 19 күн бұрын
ଲବ ଭାଇ ଏକମାତ୍ର ଲୋକ ଯିଏ କି ଅନ୍ୟ ଦେଶ ବିଦେଶ କୁ ଯାଇ ସେଠାକାର ଲୋକଙ୍କ ଚାଲିଚଳଣୀ, ଖାଦ୍ୟପେୟ, କୁ ଆମକୁ ଦେଖାଇଥାନ୍ତି ସେ ପୁଣି ଆମ ମାତୃଭାଷା ଓଡ଼ିଆ ରେ ଭିଡିଅ ବନାଇଥାନ୍ତି। ଭଗବାନ ସବୁବେଳେ ଭାଇ ଆପଣଙ୍କୁ ଭଲ‌ରେ ରଖନ୍ତୁ। ❤❤❤❤❤❤ Love from kandhamal district 😘😘😘😘😘
@gobindarana9865
@gobindarana9865 19 күн бұрын
ବହୁତ ଭଲ ଲବ ଭାଇ ଜେଏ ଯାହା କହୁଛି କହୁ କିନ୍ତୁ ତମେ ଆଗକୁ ମାଡି ଚାଲ ଜୟ ଜଗନ୍ନାଥ ଜୟ ମା ସମଲେଇ,🙏🙏🙏
@SHISAMALNETAM
@SHISAMALNETAM 18 күн бұрын
ବହୁତ ସୁନ୍ଦର ସୁନ୍ଦର ଜାଗା ଦେଖିବାକୁ ମିଳିଛି ଲବ ଭାଇ ❤❤❤
@DeepakNk-rm8bm
@DeepakNk-rm8bm 18 күн бұрын
Loba bhai your gart ବହୁତ ଭଲ ଲାଗୁଛି ତୁମ ପାଖରେ ଜୟ ଜଗନ୍ନାଥ ଅଛତି ତୁମର କିଛି ବି ହବ ନାହି ମୁଁ ମୟୁରଭଞ୍ଜ ପିଲା ଭାଇ ମୋ ଘର ବେତନଟୀ ମୁଁ ମୟୁରଭଞ୍ଜ ପିଲା ମୋ ଭାଇ ତୁମର କିଛି ବି ହବ ନାହି ଜୟ ଜଗନ୍ନାଥ ଲବ ଭାଈ ହାପ
@GotiMuktiAndolan_Odisha
@GotiMuktiAndolan_Odisha 19 күн бұрын
ସ୍ନେହର ଲବ। ଛୋଟ ମନା ଲୋକେ ଦୁନିଆକୁ ଛୋଟ ନଜରରେ ଦେଖନ୍ତି। ତେଣୁ ସେମାନଙ୍କ ମତାମତରେ ତୁମଭଳି ଉଚ୍ଚମନା ଲୋକ ଆଦୌ ବିଚଳିତ ହେବନାହିଁ ବୋଲି ମୋର ବିଶ୍ବାସ। ଭିଡିଓଟି ବହୁତ ଭଲ ଲାଗିଲା। ଧନ୍ଯବାଦ
@sanatansmotivation7832
@sanatansmotivation7832 19 күн бұрын
Right.❤❤
@abhinandansabar5828
@abhinandansabar5828 18 күн бұрын
Ama deshara hindu loka mane bahut kharap bhai
@monalisahansdah33
@monalisahansdah33 18 күн бұрын
Pura puri thik kahichha bhai❤❤❤❤
@rkdsingh123
@rkdsingh123 19 күн бұрын
ମୟୂରଭଞ୍ଜ ମାଟି ଗ୍ରବ ଲବ ଭାଇ💐💐💐💐💐
@murmudotofficialvlogs
@murmudotofficialvlogs 14 күн бұрын
Already subscribe କରିସାରିଲୁଣି
@AnjanmajhiAnjanmajhi-ky6rq
@AnjanmajhiAnjanmajhi-ky6rq 18 күн бұрын
ଲବ ଭାଇ ହୃଦୟ ସେ ଧନ୍ୟ ବାଦ
@rameshrajputsingh7061
@rameshrajputsingh7061 11 күн бұрын
Bahut sundar jaga love bhi
@Bishnupriya_creations
@Bishnupriya_creations 19 күн бұрын
ଧନ୍ୟବାଦ୍ ଲବ ଭାଇ 🙏 ଏଇ ସୁନ୍ଦର ସୃଷ୍ଟି କୁ ଦେଖିବାର ସୁଯୋଗ ମିଳିଲା ।। ଜୟ ଜଗନ୍ନାଥ 🙏🙏
@jagankumar5373
@jagankumar5373 19 күн бұрын
ଆମର ଲଭ ଭାଇ Really ହିର
@A1_AKSHYA
@A1_AKSHYA 17 күн бұрын
Nice video bro 👍❤❤❤❤❤
@arsumurmu4381
@arsumurmu4381 18 күн бұрын
Labo bhai u r right 👍👍👍👍👍
@BiraMajhi-tp7gf
@BiraMajhi-tp7gf 19 күн бұрын
ଲବ ଭାଇ କୁ କିଏ କିଏ sopart କରିବ like କର
@sachinhans7541
@sachinhans7541 19 күн бұрын
No
@NG_SEMMY
@NG_SEMMY 19 күн бұрын
Bhai first re tu school ja 😂
@gstghost2043
@gstghost2043 19 күн бұрын
English ଥାଉ । ତୁମେ ଭାଇ ନିଜ ମାତୃଭାଷା ରେ ହି କୁହ, ଯାହାର ଭାଷା ମହାନ୍ ସେ ମହାନ୍...
@XEROXNonstop
@XEROXNonstop 19 күн бұрын
@@gstghost2043 thik ✅
@mr_pinku_official3833
@mr_pinku_official3833 19 күн бұрын
kzfaq.info/get/bejne/oLd6rJmD0eCvqoE.htmlsi=sFhNTrvYCMKR8Rm2
@krishnachandralenka5948
@krishnachandralenka5948 19 күн бұрын
ବହୁତ ଭଲ ଉଦାହରଣ ଦେଇଛ ଲବ ଭାଇ last ରେ ବହୁତ ବହୁତ ଧନ୍ୟବାଦ। ଆମ ଓଡ଼ିଶା ରେ ଖାଲି ମଦ ପିଅ ଆଉ ସ୍ତ୍ରୀ ପିଲା ମାନଙ୍କୁ ମାଡ ମାର ଆଉ ବିରପଣ ଦେଖାଅ।ଏହି ସବୁଠି ରେ ସିନା ଆଘ ଅଛି କିନ୍ତୁ। development ରେ ପଛ। ଛାଡ ଲବ ଭାଇ ଯିଏ ଯାହା କହୁଛନ୍ତି କୁହନ୍ତୁ ତମେ ମାଡ଼ି ଚାଲ। ଆଘକୁ ଆମ ମାନକୁ ତ କିଛି ଜାଣିବାକୁ ବିଲୁଚି other country ବିଷୟ ରେ । ତମେ travel କରି ଚାଲ ଜୟ ଜଗନ୍ନାଥ ❤❤❤ ମୋତେ କୁହ ସେଠୀ ଲକ୍ଷ୍ମୀ ବସ ଚାଲୁଛି କି 😊😊😊
@UPSC_Sankar_Of_Bharat_Channel
@UPSC_Sankar_Of_Bharat_Channel 19 күн бұрын
😂😂 laste
@krishnachandralenka5948
@krishnachandralenka5948 19 күн бұрын
@@UPSC_Sankar_Of_Bharat_Channel କଣ ଟା ଭାଇ laste ମୁ ବୁଝପାରୁନାହିଁ
@tuduofficialentertainment3915
@tuduofficialentertainment3915 19 күн бұрын
Right katha 👍👍👍👍👍👍👍👍👍👍👍👍👍👍👍👍👍👍
@UPSC_Sankar_Of_Bharat_Channel
@UPSC_Sankar_Of_Bharat_Channel 19 күн бұрын
@@krishnachandralenka5948 ମୋତେ କୁହ ସେଠୀ ଲକ୍ଷ୍ମୀ ବସ ଚାଲୁଛି କି 😂
@krishnachandralenka5948
@krishnachandralenka5948 19 күн бұрын
@@UPSC_Sankar_Of_Bharat_Channel ଓ ଭାଇ ଲୋକ ମାନେ ପଡ଼ିକୀ ଟିକେ ହସିବେ ବୋଲି ମୁଁ ଜାଣିକି ଲେଖିଛି 🥰🥰
@Brijeshmallick
@Brijeshmallick 18 күн бұрын
ଆମେ ଏଠୀ ଜାତିଭେଦ ରୁ ବାହାରି ପାରିନୁ ବାହାରେ ଦେଶ ବିଲଡିଂ ଭିତରେ ଟ୍ରେନ ଚଳାଉଥାନ୍ତି 😂😂
@prakashpanda-811
@prakashpanda-811 6 күн бұрын
Corruption and no education
@brajaswain1890
@brajaswain1890 15 күн бұрын
ଲବ ଭାଇ ମୋର ଗୋଟିଏ ଅନୁରୋଧ ଆମ ଭାରତରେ ବହୁତ କିଛି ଠାକୁର ଙ୍କର ପ୍ରଭୁ ରାମଚନ୍ଦ୍ର ଆଉ Sri Krishna ଅଛି ବହୁତ୍ କିଛି ଅଛି ଟିକେ ଭିଡିଓ ରେ ଦେଖାନ୍ତୁ please bhai india ra vlogs karntu ମୋର ଏତିକି ଅନୁରୋଧ Jay Jagannath 🙏🏽🙏🏽🙏🏽🙏🏽
@banmalibehra.i.organicmen
@banmalibehra.i.organicmen 19 күн бұрын
ମେଣ୍ଢାଘିଆ ମାନଙ୍କୁ, ବଢିଆ ବଝେଈଲ, very good ଭାଇ🎉🎉🎉❤❤❤❤❤
@klbro3dboy766
@klbro3dboy766 19 күн бұрын
ଯିଏ ଆଗରେ ମାଡ଼ିଯାଉଛି.. ଲୋକ ତାଙ୍କ ପଛରେ ଗୋଡ଼ ଧରି ଠାଣିବା ପାଇଁ ମନରେ ଓହଙ୍କାର ସୃଷ୍ଟି କରନ୍ତି || ଆପଣ ଆଗରେ ମାଡ଼ି ଚାଲନ୍ତୁ ଭାଇ || ଯିଏ ଯାହା କହନ୍ତୁ ଲୋକ କହିବେ ହିଁ ଭାଇ || YOU ARE GREAT BRO || I SALUT YOU BROTHER 🫡🫡. LOVE ❤️ FROM KORAPUT DISTRICT. YOU GO AHEAD. GOD BLESS YOU BROTHER. ALWAYS KEEP SMILING AND STAY HAPPY. ❤️😘🌍🌎
@LaxmipriyaSoren-et8jc
@LaxmipriyaSoren-et8jc 19 күн бұрын
Right answer bro
@MotilalPatra-jo7vz
@MotilalPatra-jo7vz 14 күн бұрын
Super bhai madichalo 👌👌👌👍👍
@SashiBhushanHembram
@SashiBhushanHembram 18 күн бұрын
Labo Bhai Very Good Advice
@ShivPrasadNayak-pi3pp
@ShivPrasadNayak-pi3pp 18 күн бұрын
ବହୁତ୍ ଶିକ୍ଷଣୀୟ ଭିଡିଓ,, ଅଶେଷ ଅଶେଷ ଧନ୍ୟବାଦ୍ ତୁମକୁ।। ଦେଶର ଜନତା ହେଉଛନ୍ତି ଅନ୍ଧ।।ଏଠି ମଠ, ମନ୍ଦିର ଆଉ ମସଜିଦ କୁ ବିକାଶ ବୋଲି ବିବେଚନା କରାଯାଏ।।
@OPexerciseschannelkingi143
@OPexerciseschannelkingi143 18 күн бұрын
Right
@tapanmarndi2787
@tapanmarndi2787 19 күн бұрын
ସତ କଥା କହି ଥିବାରୁ ଲବ ଭାଇଙ୍କୁ ହୃଦୟରୁ ଧନ୍ୟବାଦ୍। ଲୋକ କୁହନ୍ତି ମେରା ଭାରତ ମହାନ୍ କିନ୍ତୁ ଏ ସବୁ 100%ରୁ 60/70%ଭାରତ ମହାନ୍। ଜୟ hind। ମହାନତା ଏଥି ପାଇଁ କମ୍ ହୋଇଅଛି technology ନ ହେଲେବି ବୁଦ୍ଧିରେ ମଧ୍ୟ କିଛି କାମ କରାଯାଇ ପାରିବ।
@Odiaclasic
@Odiaclasic 19 күн бұрын
ଜଣା ପଡୁନି ଆପଣ ଜଣେ ମୂର୍ଖ ବୋଲି କିନ୍ତୁ ଆପଣଙ୍କ ଭାଷା ସେୟା ପ୍ରମାଣ କରୁଛି l ଯଦି ଗୋଟେ ଦେଶ ଟେକ୍ନୋଲୋଜି ରେ ଉନ୍ନତ ନୁହେଁ ତେବେ କଣ ସେ ଦେଶ ମହାନ ନୁହେଁ l ଭାରତ ମହାନ ଥିଲା ଆଉ ମହାନ ଅଛି ଆଉ ମହାନ ରହିଥିବ
@user-ko4ve6bu5o
@user-ko4ve6bu5o 19 күн бұрын
​@@Odiaclasic😂😂😂😂
@tapanmarndi2787
@tapanmarndi2787 19 күн бұрын
@@Odiaclasic ମହାନତା କୁ ନେଇ କ୍ଷମା କରିବେ,ହଁ ମୁଁ ମୁର୍ଖ। ଏଥିରେ ବି କିସାନ୍ ପାଇଁ କମ୍ ହୋଇଅଛି। ଓଡ଼ିଶା ରୁ ଆମେ କେତେ ଉପକୃତ ଅଛୁ। technology ରେ କମ୍ କିନ୍ତୁ ଅଲଗା ବାଟରେ ବି ଆମକୁ ସୁବିଧା ଦେଇ ପାରନ୍ତା ସରକାର । ଦାଦନ ପାଇଁ ଅଲଗା ରାଜ୍ୟକୁ ଯିବାକୁ ପଡ଼ିବନି। କମ୍ପାନୀ ଯାହାଥିଲା ସେଥିରେ ଲୋକ ପରିବାର ଚଳୁ ଥିଲେ। ସେଇଟା ବି ବନ୍ଦ , ଚାଷ କଥା ପାଣି ସୁବିଧା ନାହିଁ କରିବେ କଣ। ଏଥର, ପିଆଜ,40, ବାଇଗଣ,60, ଏମିତିଆଳୁ 30,kalara 80, ସବୁ 100ମୁହାଁ ହେଲାଣି। ବାହାର ରାଜ୍ୟ ଲୋକ ଲୁଟି ଖାଉ ଛନ୍ତି। ଓଡ଼ିଶା ରେ କେବଳ o oo ଓ। କ୍ଷମା କରିବେ ଭାଇ ଆପଣଙ୍କର ପାଠ ।
@ktm-rider-keshab671
@ktm-rider-keshab671 18 күн бұрын
Madichalo ❤❤❤❤
@kumarnaresh1397
@kumarnaresh1397 17 күн бұрын
ଲୋବ ଭାଇ ଆମେ ଆପଣଙ୍କ ପାଇଁ ବହୁତ୍ ଗର୍ବିତ ଏଇଟା ଆମ ଦେଶରେ ଅନ୍ୟ ର ଚୁଗ୍ଲାମି କରିବା କାମ ସେଥି ପାଇଁ ଆମେ ଆଜି କୋଉଠି,🙏
@NandakiswarMallick
@NandakiswarMallick 19 күн бұрын
ଜୟ ଶ୍ରୀ ରାମ ଲବ ବେଟା ଯାହା କରୁଛ ଦେଖାଉଛ ବହୁତ ବହୁତ ଭଲ ବହୁତ ସୁନ୍ଦର ଯାହା କହୁଛ ଯଥାର୍ଥ ଧନ୍ଯବାଦ❤❤❤❤❤❤❤❤❤❤❤
@AmarBhatra-of1xf
@AmarBhatra-of1xf 18 күн бұрын
Bhalo Ram puni dharma ku anilo
@sgkoraputiaofficial
@sgkoraputiaofficial 19 күн бұрын
ଭାଇ ଆପଣ ବହୁତ୍ ଭଲ କରୁଛନ୍ତି , ଆମକୁ ଶିକ୍ଷା ମିଳୁଛି...ଦିଲ ସେ like
@SanjayPada-mp1zh
@SanjayPada-mp1zh 14 күн бұрын
India is best 🎉❤
@natureloverkanchan9098
@natureloverkanchan9098 18 күн бұрын
I like you thought Laba vai.... You are great... Informative video... Sabu youth jadi tama vali chinta karante tahele amadesha nihati developed heijanta...
@puspalatamajhi9832
@puspalatamajhi9832 19 күн бұрын
ମୟୂରଭଞ୍ଜ ରୁ ଜୁହାର ଭାଇ
@murmubgmcreation1157
@murmubgmcreation1157 13 күн бұрын
Tumo number ta dio
@mstatuscreation784
@mstatuscreation784 19 күн бұрын
Mu b dine ai episode pain coment korithili finaly aji asigola thank u Laba dada ❤❤
@SuriyaKerai-rc4zw
@SuriyaKerai-rc4zw 18 күн бұрын
Nice vidieo❤
@babulipatamajhi7474
@babulipatamajhi7474 16 күн бұрын
China bahut sundar desa so beautiful ❤️❤️❤️
@kumarajayofficial
@kumarajayofficial 19 күн бұрын
ଅନ୍ୟ ଦେଶ ବିଦେଶର Technology, Development ଦେଖି ଶିଖି ବାର ଅଛି ବହୁତ ବହୁତ Very very Important IAS OAS ପରୀକ୍ଷା ରେ ପ୍ରଶ୍ନର ଆସୁଛି ଭାଇ About India vs Chaina Different, India vs Japan Different Technology Development, ଲବ ଭାଇ ଯେ ଜାହା କହୁଛି କହୁ ଯେ କହୁଛି, ସେ ମୁର୍ଖ ମାତାଲି ହୋଇଥିବ, ଆପଣଙ୍କ ଭିଡ଼ିଓ ବହୁତ ବହୁତ Very very Important , 💔💔💔💔💔💔💔♥️♥️♥️♥️♥️🌶️🌶️🌶️🌶️💔💔🍅🍅🍅🍅💔👍👍👌👌👍👍👍
@MakarBhatra-st9gv
@MakarBhatra-st9gv 19 күн бұрын
ଚାଇନା country ର ପାହାଡିଆ ଗାଁର view video banao Bhai ❤❤❤❤❤
@pkgamingdjbabu8860
@pkgamingdjbabu8860 19 күн бұрын
Hn mo bhai
@pineshraita2285
@pineshraita2285 18 күн бұрын
China country bahuth developed vaii kash ama country b ete developed heithanta
@sanjitkumarjena3510
@sanjitkumarjena3510 17 күн бұрын
ବହୁତ ସୁନ୍ଦର ହେଇଛି ତମ video
@prasantbehera7711
@prasantbehera7711 19 күн бұрын
କିଏ କଣ ବାଳ କଥା କହୁଛି ଭାଇ ଶୁଣନି ଆଗକୁ ମାଡି ଚାଲ ଆଉ ଆମକୁ ଆଲଗା ଦେଶର ନୂଆ ଜିନିଷ ଦେଖାଅ ଭାଇ ଲବ ଭାଇ take care
@sr.OdiaToka
@sr.OdiaToka 19 күн бұрын
ଭାଇ ସତ କହିଲେ ଆପଣ... ଇଣ୍ଡିଆ ଲେକେ ବୁଝି ତିନି... ଆପଣ କହିବା କଥା କହିଲେ...ସବୁ ରାଇଟି ସେତିପାଇଁ ଆପଣଙ୍କ ଧନ୍ୟବାଦ 🙏 ❤️ ⭕‼️⭕ 💞👏
@Yfreddd
@Yfreddd 3 күн бұрын
Bahut bhala lagila
@dwarikanath1958
@dwarikanath1958 16 күн бұрын
ସମସ୍ତଙ୍କ ପାଇଁ ଶିକ୍ଷଣୀୟ ଲବ ବାବୁ।
@XEROXNonstop
@XEROXNonstop 19 күн бұрын
I admire LABA Bhai bcoz ❤ 1.He never did any promotion for money 2.He always try to educate odias through vlogs. 3.He didn't upload regular videos in HINDI which can benefited him with millions of views 😀 Hats off broo ❤❤
@user-br3bf5kh7r
@user-br3bf5kh7r 19 күн бұрын
China is digital and development country
@sumitnaik14356
@sumitnaik14356 19 күн бұрын
ଭାଇ ମାନେ‌ ମୋର vlog ଥରେ ଦେଖ 😢
@priyankamajhi5181
@priyankamajhi5181 18 күн бұрын
Great laba Bhai ❤❤❤❤❤❤
@MalatiMajhee
@MalatiMajhee 18 күн бұрын
Bahut interesting 🎉🎉🎉🎉
@rojalinmohanty8060
@rojalinmohanty8060 19 күн бұрын
ଜାପାନ ଅନୁଭୂତି ସାହିତ୍ୟ ରେ ଗୋଟେ ବିଷୟ ଅଛି, ବହୁତ ଭଲ ଲାଗେ କେତେ ନୀତି ନିଅମରେ ଚାଲନ୍ତି, ଆମେ ଜାପାନ ଦେଶ ର ଚାଲି ଚଳଣି ଦେଖି ବାକୁ ଚାହୁଁଚୁ 😍😍
@KrishnakripaDas-xp1tg
@KrishnakripaDas-xp1tg 19 күн бұрын
ଲଭ ଭାଇ ବହୁତ ଖୁସି ଲାଗିଲା ଧନ୍ଯବାଦ ନମସ୍କାର,
@pineshraitayoutubechannel4179
@pineshraitayoutubechannel4179 16 күн бұрын
Very nice chinna video ❤❤
@Saroja-q7p
@Saroja-q7p 8 күн бұрын
nice work to say right words
@pracheeart4262
@pracheeart4262 19 күн бұрын
👍🏻ତୁମେ ତୁମ କାମ କର, କମେନ୍ଟ ରୁ କିଛି ମିଳିବନି 👍🏻👍🏻👍🏻
@pracheeart4262
@pracheeart4262 18 күн бұрын
🙏🏻
@durjyasanta8223
@durjyasanta8223 19 күн бұрын
Bahut bhala Katha kahicha Bhai nice video 👍👍👍
@PRATAPKUMARDIP-tr6bh
@PRATAPKUMARDIP-tr6bh 6 күн бұрын
Bahut sundar kahila vai verry verry thank you bro
@susantluckycraft820
@susantluckycraft820 12 күн бұрын
Bahut sundar video bhai
@Sibaram12370
@Sibaram12370 19 күн бұрын
ଧନ୍ଯ ବାଦ ଭାଇ ଚାଇନା କୁ ଯାଇ ଭିଡିଓ କରିଥିବାରୁ ଆମ ଭାରତରେ ତୁମ ଭିଡ଼ିଓ ପହଞ୍ଚିବା ମାତ୍ରେ ସମସ୍ତେ ଦେଖିବାକୁ ମିଳେ❤❤❤❤👍☝
@JssardarLife
@JssardarLife 19 күн бұрын
ଲବ ଭାଇ କୁ ଗୋଟେ request କେବେବି ରାଜନୀତିରେ ପଶିବନି କ୍ୟାରିଅର ପୁରା ବର୍ବାଦ ହେଇଜବ 😮😮😮 ଦିଲ୍ ସେ support ମୋ ଲବ ଭାଇ ❤❤❤❤
@chandankumarsahoo931
@chandankumarsahoo931 19 күн бұрын
Once political re asila bhul hei jiba
@Sashi_Dev_Nayak.
@Sashi_Dev_Nayak. 19 күн бұрын
Exactely ❤
@swaticreation6559
@swaticreation6559 19 күн бұрын
ହଁ
@user-tk8ny8yp5z
@user-tk8ny8yp5z 18 күн бұрын
Lababhaijapanjaakaharikathasunanahi
@OPexerciseschannelkingi143
@OPexerciseschannelkingi143 18 күн бұрын
Right bro
@narayantripathynarayantrip2865
@narayantripathynarayantrip2865 18 күн бұрын
Beautiful city 🏙️🏙️ trips safe journey God bless you
@Sanju18888
@Sanju18888 18 күн бұрын
Mote bhala Lage vidio
@SabseAageSanatan
@SabseAageSanatan 19 күн бұрын
🙏🚩जय जगन्नाथ 🚩🙏 "गरज उठे गगन सारा, समंदर छोड़े अपना किनारा, हिल जाये जहान सारा, जब गूंजे जय श्री राम का नारा।" 🙏🕉️ JAI SHREE RAM🕉️🙏
@rameshchandra9691
@rameshchandra9691 19 күн бұрын
ଶୁଭ ସକାଳ
@SoumyaRanjan-qr6mh
@SoumyaRanjan-qr6mh 18 күн бұрын
❤❤ bhai
@basanta_art_9800
@basanta_art_9800 16 күн бұрын
You are great laba bhai❤❤❤
@sundarmohanmarndi7979
@sundarmohanmarndi7979 19 күн бұрын
ବହୁତ ସୁନ୍ଦର ହେଇଛି ଏହି ଭିଡିଓ ❤❤❤❤
@GK_Odia_
@GK_Odia_ 19 күн бұрын
Thanks for 1000 subscribe ❤
@nanditamohanty6696
@nanditamohanty6696 18 күн бұрын
Right 👍👍
@mahinaik8456
@mahinaik8456 13 күн бұрын
Realy bhae u great
@mrtapu597
@mrtapu597 19 күн бұрын
Bhai gote katha kahuchi 😮 ନାନା ମୁନି ଙ୍କ ନାନା ମତ 😮 ପାଞ୍ଚ ଲୋକ ପାଞ୍ଚ କଥା କହିବେ ❤ ତମେ କାହା କଥା ନ ଶୁଣି ନିଜ ଲକ୍ଷ ରଖି ଆଗକୁ କାମ କରି ଚାଲ 🎉 ଜୟ ଜଗନ୍ନାଥ ଭାଇ
@junglesafariandalll6140
@junglesafariandalll6140 18 күн бұрын
Laba Bhai jindabad
@priyankamajhi5181
@priyankamajhi5181 18 күн бұрын
China is great ❤❤❤❤❤
@rabinarayandehury5644
@rabinarayandehury5644 19 күн бұрын
ଆପଣ ଜାପାନ ଦେଶରେ ,hongkong, Switzerland Ghana main mar ଦେଶ ବୁଲି ସବୁ କଥା ଦେଖାଇଲେ ଭଲ ହେବ, ଆପଣଙ୍କ ସାଧୁ ଉଦ୍ୟମ ପାଇଁ ଅଭିନନ୍ଦନ ଜୟ ଜଗନ୍ନାଥ
@tilottamakishan
@tilottamakishan 19 күн бұрын
Bahut badhiya vlog bhai
@MenakaMunda-dr2dh
@MenakaMunda-dr2dh 11 күн бұрын
Bhaut badiaaa ❤❤❤❤
@KarunaSahu-iu9ep
@KarunaSahu-iu9ep 14 күн бұрын
Very good india laba bhai in odisha ❤
@adivasimulnivasi464
@adivasimulnivasi464 19 күн бұрын
ବାବାସାହେବଙ୍କ ସମ୍ବିଧାନ ସମ୍ପୂର୍ଣ୍ଣ ଭାବରେ ଲାଗୁ ନ ହେବାରୁ ଭାରତ ପଛରେ ଅଛି। ମନୁବାଦ ଏବେ ବି ହାଭି ଅଛି।
@gayatrisabar7135
@gayatrisabar7135 17 күн бұрын
Dayi kiye congress hele tame kuade bujhiba secularism shabd samvidhan re b lekha heini congress nije baneichi hele chandra shekhar ravan tamamankra munda wash karuchi
@gayatrisabar7135
@gayatrisabar7135 17 күн бұрын
Manuvad jadi hawi thanta school collage ved upnishad padha hei thanta bujhilu kain micha kahuchu mu nije gote adiwasi desh re manuvad nuha secularism hawi heichi jete sighra bujhibu bhal heba
@h.k.behera8916
@h.k.behera8916 14 күн бұрын
ଏତେ ସବୁ comment ମଧ୍ୟରୁ ଏଇ ଗୋଟେ କମେଣ୍ଟ ମୋତେ ଭଲ ଲାଗିଲା। 👍
@gayatrisabar7135
@gayatrisabar7135 13 күн бұрын
@@h.k.behera8916 kou comments savidhan samupran lagu heini se katha
@subhamnayak6810
@subhamnayak6810 19 күн бұрын
China electronics market.vlog ❤️❤️❤️❤️❤️❤️🙏🙏🙏🙏
@chocolateboysagar5397
@chocolateboysagar5397 6 күн бұрын
Thank you sir for your important information for our country and our state also ❤ i will support you dear
@baibatemara328
@baibatemara328 18 күн бұрын
Best of luck
@KRishi-sh1es
@KRishi-sh1es 19 күн бұрын
Love from Dhenkanal ❤❤❤❤
NERF WAR HEAVY: Drone Battle!
00:30
MacDannyGun
Рет қаралды 47 МЛН
Did you believe it was real? #tiktok
00:25
Анастасия Тарасова
Рет қаралды 43 МЛН
THEY WANTED TO TAKE ALL HIS GOODIES 🍫🥤🍟😂
00:17
OKUNJATA
Рет қаралды 18 МЛН
NERF WAR HEAVY: Drone Battle!
00:30
MacDannyGun
Рет қаралды 47 МЛН