ନିଜ ଜୀବନ ସହିତ ଖେଳନ୍ତି ଚାଇନା ଲୋକ ଦୁନିଆର ସବୁଠୁ ଭୟଙ୍କର ପାର୍କ || CHINA’S MOST DANGEROUS THEME PARK 

  Рет қаралды 810,608

ମୁଁ TRAVELLER

ମୁଁ TRAVELLER

14 күн бұрын

ନିଜ ଜୀବନ ସହିତ ଖେଳନ୍ତି ଚାଇନା ଲୋକ ଦୁନିଆର ସବୁଠୁ ଭୟଙ୍କର ପାର୍କ || CHINA’S MOST DANGEROUS THEME PARK
#labahansda #mutraveller #travel #travelvlog

Пікірлер: 2 400
@kiranmukhi123
@kiranmukhi123 12 күн бұрын
KZfaq ରେ କାହା ଭିଡିଓ ସବୁଠୁ ଭଲ ଲାଗେ କହିଲେ ସେ ହେଉଛନ୍ତି ଲବ ଭାଇ କାହାକୁ ଲବ ଭାଇ ଙ୍କ ଭିଡିଓ ଭଲ ଲାଗେ like କର ଜୟ ଜଗନ୍ନାଥ 🙏 ଜୟ ମା ସମଲେଇ ❣️
@akshykumar9849
@akshykumar9849 12 күн бұрын
Ladka kidhar ka Maloom na Mayurbhanj❤🔥🔥☝
@AshokSahu-xq2zl
@AshokSahu-xq2zl 12 күн бұрын
Mara
@MRPankaj-pq7pz
@MRPankaj-pq7pz 10 күн бұрын
KZfaq ରେ କାହା ଭିଡିଓ ସବୁଠୁ ଭଲ ଲାଗେ କହିଲେ ସେ ହେଉଛନ୍ତି ଲବ ଭାଇ କାହାକୁ ଲବ ଭାଇ ଙ୍କ ଭିଡିଓ ଭଲ ଲାଗେ like କର ଜୟ ଜଗନ୍ନାଥ 🙏 ଜୟ ମା ସମଲେଇ ❣️
@PrabhakarParida-c2d
@PrabhakarParida-c2d 10 күн бұрын
Thanks very nice
@PrabhakarParida-c2d
@PrabhakarParida-c2d 10 күн бұрын
Jay Jagannath VA e pipili
@Naranmarndi46
@Naranmarndi46 12 күн бұрын
ଆଦିବାସୀ ବନବାସୀ ନୁହନ୍ତି ଆଦିବାସୀ ଦେଶ ର ମୂଳନିବସି ଅଟନ୍ତି ❤ ଜୟ ଯୋହାର 🙏🙏🙏
@BramhanandaKanhar-tn5eh
@BramhanandaKanhar-tn5eh 12 күн бұрын
ଠିକ୍ କହିଛନ୍ତି 👍
@sudarsankumar3165
@sudarsankumar3165 12 күн бұрын
100% Right
@jagatkumartudu090
@jagatkumartudu090 12 күн бұрын
Adivasi desa ra mulabasi nuho ,adivasi desara Malika
@tulasibaskey9214
@tulasibaskey9214 12 күн бұрын
LlLLlLlLlLlLllllllllllllllllllllllllllpĺllllpllllllĺ7 1:16 😊​@@BramhanandaKanhar-tn5eh
@padmalochanofficial4380
@padmalochanofficial4380 12 күн бұрын
Any ​@@jagatkumartudu090
@Suniel07
@Suniel07 11 күн бұрын
କେନ୍ଦୁଝରରୁ କିଏ କିଏ ଦେଖୁଛ 👍 କର ❤️
@ganeshbhr5352
@ganeshbhr5352 11 күн бұрын
ମୁଁ ଭାଇ ଗର୍ବିତ ଯେ ମୁଁ ଓଡ଼ିଆ, ଆଉ ତମେ ବି ଜଣେ ଓଡ଼ିଆ ହେଇ କି ଏତେ ଭିଡ଼ିଓ ଦେଖେଇ ପାରୁଛ,, ଆଉ ଆମ ଓଡିଶା ର ନା କୁ ଉଜ୍ଜଳ କରି ପାରୁଛ,, ସେତିକି ତମ କୁ ବହୁତ ବହୁତ ଧନ୍ୟବାଦ ଲବ ଭାଇ 🙏🙏❤️🙏🙏🙏
@dasavlogs
@dasavlogs 12 күн бұрын
ଆପଣଙ୍କ ପାଖରେ ଅର୍ଥ କମ୍ ଥାଉ କି Qualification କମ୍ ଥାଉ Behaviour ଓ Character ଭଲ ତା ହେଲେ ମଣିଷ ହିସାବରେ ଏଇଟା ହିଁ ସବୁଠାରୁ ବଡ଼ ସମ୍ପଦ❤
@satyawallah
@satyawallah 11 күн бұрын
We love love bhai,mu swapnare dekhila bhalua laguchi
@chittaranjannaik4831
@chittaranjannaik4831 12 күн бұрын
ଦୁନିଆ ର ସବୁଠୁ ଅଦ୍ଭୁତ ଜାଗାରୁ ଭିଡ଼ିଓ ଦେଖୋଉ ଥିବାରୁ ଧନ୍ୟବାଦ୍ ଜଣାଉଛୁ ଲବ ଭାଇ
@biswasisoy6540
@biswasisoy6540 11 күн бұрын
ଲୋକ ମାନେ ଭାବନ୍ତି ଆମ ଆଦିବାସୀ ମାନଙ୍କୁ ବହୁତ ଦୁର୍ବଳ ଭାବନ୍ତି, ଲବ ଭାଇ ଦେଖନ୍ତୁ,👌👌❤️
@MalatiHembram-sk7qm
@MalatiHembram-sk7qm 10 күн бұрын
jiye amiti bhabe narrow minded loko
@rojalinsahoo1737
@rojalinsahoo1737 10 күн бұрын
Aare na na kiye kahila aadibaasi durbala....Droupadi Murmu...Mohan Majhi...emane kan sabu kan durbala ki???
@gunakshilifestyle2585
@gunakshilifestyle2585 8 күн бұрын
ଭାଇରେ ତୋ କଲିଜା କୁ ମାନିବାକୁ ପଡ଼ିବ ❤
@KumarLipun92
@KumarLipun92 12 күн бұрын
ଆଜି ରେକର୍ଡ କରିଦେଲୁ ଲବ ଭାଇ.... ମାନିବାକୁ ପଡିବ ଭାଇ ତତେ.... ତୁ ସତରେ ବହୁତ ହିମତଵାଲା ଭାଇ.... Love you ଭାଇ..... Keonjhar ରୁ.... ମୁଁ ଚାଁହୁଛି ଆଉ ଥରେ Bhubaneswar Airport ରେ Welcome ହେଲେ ଭଲ ହୁଅନ୍ତା.... Please ଭାଇ... ଆଉ ଥରେ Welcome କରିବୁ ଭାବୁଛୁ.... ଆଉ କିଏ କିଏ ଲବ ଭାଇ କୁ ଭୁବନେଶ୍ୱର Airport ରେ ଦେଖିବାକୁ ଚାଁହୁଛନ୍ତି comment କରିକି ଜଣାନ୍ତୁ
@jobakushal4610
@jobakushal4610 11 күн бұрын
Mu
@saibpvlogs
@saibpvlogs 12 күн бұрын
ଯାହାବି କୁହ ଲବ ଭାଇ ଙ୍କ କଥା ଗୁଡ଼ା ଶୁଣିବାକୁ ବଢିଆ ଲାଗେ ପୁରା ମସ୍ତ 😊
@jitendradash4134
@jitendradash4134 11 күн бұрын
Really so excited yar Lab bro.salute for ur bravery heart
@santoshsujatakhushi2745
@santoshsujatakhushi2745 11 күн бұрын
ଲବ ଭାଇଠୁଁ ବହୁତ କିଛି ଶିଖିବା ପାଇଁ ମିଳୁଛି କାହିଁକି ନା ମଣିଷର ମନ ବଳ ଥିଲେ ସବୁ କିଛି କରିପାରେ ସମସ୍ତ ଙ୍କ ପାଇଁ ଲବ ଭାଇ ଉଦାହରଣ love you bro ❤❤❤❤❤❤❤❤
@Sweetgirljanu
@Sweetgirljanu 10 күн бұрын
ଓଡ଼ିଶା ରୁ କିଏ କିଏ ଦେଖୁଛ 👍କର
@user-cu8rk2kx6l
@user-cu8rk2kx6l 10 күн бұрын
Mu dekhuchi😅
@user-cu8rk2kx6l
@user-cu8rk2kx6l 10 күн бұрын
Kn hela ki😅
@puspastudy5693
@puspastudy5693 10 күн бұрын
Apana dekhuchanti😂
@Aalex_s2vi000
@Aalex_s2vi000 9 күн бұрын
Tame kana Dubai ru ki 😮
@sushantakumarpatra8697
@sushantakumarpatra8697 9 күн бұрын
❤ ସେ ମୟୂରଭଞ୍ଜ 🎉🎉🎉
@JssardarLife
@JssardarLife 12 күн бұрын
ଭାଇ କୁ ଟିକେ ସପୋର୍ଟ କର ଭ୍ୟୁ ଯାଉନି ଯେ ଆମ ପାଇଁ ଏତେ କଷ୍ଟ କରି video uplod କରୁଛନ୍ତି ଆମେ ବୁଝି ବା ଦରକାର ଜେ ଆମେ ଘରେ ବସି ଥାଇ ସବୁକିଛି ଦେଖି ପାରୁଛୁ ❤❤❤❤❤
@Stayyy_rohan
@Stayyy_rohan 12 күн бұрын
Bai tomo khotha mo hrudayore chuila Bai Tq ❤❤❤
@Stayyy_rohan
@Stayyy_rohan 12 күн бұрын
Support nichoyo hobo bai
@chunapatra
@chunapatra 12 күн бұрын
ବେ ମୂର୍ଖ content ଯଦି unique ଆଉ ଭଲ ଥିବ ତାହାଲେ automatic youtube ସମସ୍ତଙ୍କୁ ପାଖକୁ subscriber & non subscriber ପାଖକୁ ମଧ୍ୟ ଭିଡ଼ିଓ ପଠେଇବ
@mamatadas7018
@mamatadas7018 12 күн бұрын
U r right ✅️ ❤
@SibuSahoo-nq9tp
@SibuSahoo-nq9tp 12 күн бұрын
​@@Stayyy_rohan❤❤❤❤
@Jy_215
@Jy_215 12 күн бұрын
ଭାଇ ସତରେ ତମକୁ ମାନିବାକୁ ପଡ଼ିବ director ରୁ କମ୍ ନୁହଁ ତୁମେ ତମକୁ salute 🫡🥰❤🙏
@upendrahembram5547
@upendrahembram5547 11 күн бұрын
ଏଇଟା ଲବ ଭାଇର China ରେ ସବୁଠୁ best ଭିଡିଓ ❤
@jibanjyotinayak8505
@jibanjyotinayak8505 10 күн бұрын
ବହୁତ ସୁନ୍ଦର ଭାଇ ଆପଣଙ୍କ ପ୍ରଚେଷ୍ଟାରେ ଆମ୍ଭେ ମାନେ ବହୁତ କିଛି ତଥ୍ୟ ଜାଣିବାକୁ ପାଇଛୁ ଧନ୍ୟବାଦ ଭାଇ ..
@Sambhuodiatv
@Sambhuodiatv 12 күн бұрын
ଆଜି କିଏ ମୟୂରଭଞ୍ଜ ଜିଲ୍ଲାରୁ ଦେଖୁଛ 😂
@juniorlaxmanofficial25
@juniorlaxmanofficial25 12 күн бұрын
ହଁ ଭାଈ।
@amitkumardas1936
@amitkumardas1936 12 күн бұрын
I am also
@hemantagiri5944
@hemantagiri5944 12 күн бұрын
ମୁଁ ଦେଖୁଛି
@AYOKOLE
@AYOKOLE 12 күн бұрын
Mu dekhu chhi🎉
@_official_mama_
@_official_mama_ 12 күн бұрын
Mu ❤
@pruthibiitihas
@pruthibiitihas 12 күн бұрын
ଲବ ଭାଇର videos ରେ comments ପଢ଼ିବାକୁ କେଉଁମାନେ ପସନ୍ଦ କର likes କର
@nakulabhumia2165
@nakulabhumia2165 11 күн бұрын
ଲଭ ଭାଈ ଆପଣ କଥା ବହୁତ ସୁନ୍ଦର ଲାଗେ
@smartodiaentertainment1974
@smartodiaentertainment1974 10 күн бұрын
Khordha ru kie lava bhainka video dekhuchha lava bhainka pain gote like hau ❤😘❤😍❤🙏❤🙏❤🙏❤🙏❤🙏❤🙏❤🙏❤
@kilogram382
@kilogram382 12 күн бұрын
ଯୋଉଟା ମୁଁ short video's ମାନଙ୍କରେ ଏଇ video ଗୋଡ଼ାକ ଦେଖୁଥିଲି, ଏବେ ମୁଁ real ଓଡ଼ିଆ ଭାଇଙ୍କ ଠୁ ଦେଖୁଛି wow 😳 Amazing😂 ଲବ ଭାଇ ସତ କହୁଛି ଆପଣଙ୍କ ଜାଗାରେ ଯଦି ମୁଁ ହେଇଥିଲେ ହଗି ମୂତି ହୋଇ ମରିଗଲି।😂
@sundarmohanmarndi7979
@sundarmohanmarndi7979 12 күн бұрын
ବହୁତ ସୁନ୍ଦର ଲାଗୁଛି ଏହି ପାର୍କର ଭିଡିଓ 🎉🎉🎉🎉🎉
@user-ban2d3ita
@user-ban2d3ita 9 күн бұрын
Bahut sundar 🎉🎉🎉❤❤❤
@rameshchampiya3042
@rameshchampiya3042 7 күн бұрын
Beautiful Fark ଲବ ଭାଈ ❤❤❤❤
@chandramanimahanta8332
@chandramanimahanta8332 11 күн бұрын
ବହୁତ ସୁନ୍ଦର ଲାଗିଲା ମୁଁ ଜୀବନ ରେ କେବେ ବଞ୍ଜିଜମ୍ପିଙ୍ଗ କରିବି ନାହିଁ ଜୀବନ ଛାଡିଜିବରେ ଭାଇ
@anupamadas6512
@anupamadas6512 12 күн бұрын
ଅନେକ ଅନେକ ଶୁଭେଚ୍ଛା ଓ ଧନ୍ଯବାଦ ଲବ ବେଟା । ଖୁବ୍ ସୁନ୍ଦର ଭିଡିଓ ବହୁତ ଭଲ ଲାଗୁଛି । ଅଜବ ଦୁନିଆର ଗଜବ କାହାଣୀ । ଓଃ ବହୁତ ମଜା ଆସିଗଲା ।
@subanya2018
@subanya2018 11 күн бұрын
ଭିଡିଓ ବହୁତ ଭଲ ଲାଗିଲା କିନ୍ତୁ ଡର ବି ଲାଗିଲା ଜୟ ଜଗନ୍ନାଥ
@DeeptiShree
@DeeptiShree 9 күн бұрын
Bahut badhiya❤❤❤❤
@Pradipbehera-yo3gi
@Pradipbehera-yo3gi 12 күн бұрын
କିଏ କିଏ ଲବ ଭାଇଙ୍କୁ ହୃଦୟରୁ ଭଲ ପାଅ ❤❤❤❤❤❤❤❤❤
@chunarambehera9454
@chunarambehera9454 12 күн бұрын
ଆମ ମୟୁରଭଞ୍ଜ ରୁ ଯୋଉ ଭାଇ ମାନେ ଏ ଭିଡ଼ିଓ ଦେଖୁଛ ଲବ ଭାଇ କୁ ସପଟ କର 😍
@mentalboydeepak8509
@mentalboydeepak8509 10 күн бұрын
Ok bro😊😊
@gobindanaik8362
@gobindanaik8362 9 күн бұрын
ଭାଇ ଆମର ବହୁତ୍ ଭଲ english କହୁ ଚନ୍ତି👌👌
@saneedhyajibandash9628
@saneedhyajibandash9628 11 күн бұрын
Aeita bhala lagila video
@SunilOfficial-rt2cz
@SunilOfficial-rt2cz 12 күн бұрын
ଲବ ଭାଇ Dangerous Theme Park ରେ ଡରୁଛନ୍ତି ତାଙ୍କ ପାଇଁ ଗୋଟେ like କର 😂😂
@hemantabahera8047
@hemantabahera8047 12 күн бұрын
ଶୁଭ ସକାଳ ଆରେ ଭାଇ ତୁମେ କଉ କଉ ଜାଗାରେ ଜାଇ ବୁଳୁଛ ଏତେ Dangerous ଜାଗାରେ ବୁଲୁଚ୍ଛ ଭାଇ ମାନିବାକୁ ପଡିବ,, ଧନ୍ୟବାଦ ଜୟ ଜଗନ୍ନାଥ ଜୟ ପଞ୍ଚସଖା ❤❤❤❤❤❤❤❤❤❤❤
@sambitmahali5561
@sambitmahali5561 11 күн бұрын
ମାନି ଦେଲି ଲବ ଭାଇ ତୁମକୁ ତୁମର ଯେତେ ପ୍ରଶଂସା କଲେ ବି କମ୍ ହବ 🙏Love from bhubaneswar odisha ♥️🙏
@rakeshtewaryvlogs5633
@rakeshtewaryvlogs5633 11 күн бұрын
ମୁଁ ବହୁତ ଖୁସି ହୋଇଗଲି ତୁମ video ଦେଖିକି ମୁଁ 1 year ହେଲା ଦେଖୁଚି ତୁମ ଭିଡିଓ ❤
@villagestarsrikanta
@villagestarsrikanta 12 күн бұрын
ଲବ ଭାଇ ବହୁତ୍ ମଜା ଲାଗିଲା ତୁମ ରିଏକ୍ସନ ଦେଖିକି ମୁଁ ହସି ହସି ଗଡିଗଲି ଆମ ଘରେ କହିଲେ ଏଟା ପାଗଳ ହେଇଯାଇଛି । ଜୟ ଜଗନ୍ନାଥ ⭕‼️⭕ ଲବ ଭାଇ
@DBGSV426
@DBGSV426 12 күн бұрын
ବହୁତ ବହୁତ ଧନ୍ଯବାଦ ଭାଇ ଆପଣଙ୍କୁ ଆମକୁ ତ ବହୁତ ଡର ଲାଗୁଥିଲା ଆପଣଙ୍କ ର ଡର କୁ ଦେଖି ଯାହା ହେଉ ବହୁତ କଷ୍ଟକର ବିପଦକୁ ସାମନା କରିଚନ୍ତି Congratulations 👍👍👍👍👍
@nainatudu4168
@nainatudu4168 7 күн бұрын
ଲବ ଭାଇଙ୍କ ବ୍ଲଗ୍ ସବୁଠୁ ବେଷ୍ଟ I love 💕❤ ଲବ ଭାଇ❤ ଜୟ ଜଗନ୍ନାଥ 🙏🙏🙏🙏
@AshokAshok-gh8lx
@AshokAshok-gh8lx 9 күн бұрын
Very nice 👍ଭାଇ
@sureshmajhi4280
@sureshmajhi4280 12 күн бұрын
ଲବ ଭାଇ,, ଚାଇନା ର ବହୁତ ସୁନ୍ଦର ସୁନ୍ଦର ଯାଗା ଦେଖାଇ ଥିବା ରୁ ଆପଣଙ୍କୁ ଅଭିନନ୍ଦନ🙏 ଆପଣ ସବୁବେଳେ ଭଲ ରେ ରୁହ ଆମ ଦର୍ଶକ ମାନଙ୍କୁ ଏମିତି ଦେଶ ଦୁନିଆ ର ସୁନ୍ଦର ସୁନ୍ଦର ଯାଗା ଦେଖାଇ ଚାଲ,..🎉🎉
@Pradipbehera-yo3gi
@Pradipbehera-yo3gi 12 күн бұрын
ଭଗବାନ୍ ତୁମକୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ❤❤❤❤❤❤❤❤❤
@harishchandrasoye4264
@harishchandrasoye4264 9 күн бұрын
Good nice chaina and beautiful errya
@DeepaCreation9730
@DeepaCreation9730 9 күн бұрын
Wow super ❤
@NandakiswarMallick
@NandakiswarMallick 12 күн бұрын
ଜୟ ଶ୍ରୀ ରାମ ଚାଇନା ରେ ଗଛ ଲତା ସଦାସବୁଜ ବୁଢାବୁଢି ସଦା ନବଜଉବନା ଭିଡିଓ ବହୁତ ସୁନ୍ଦର କନ୍ଧମାଳ ରୁ ଧନ୍ଯବାଦ❤❤❤❤❤❤❤
@PNBEXPRESS
@PNBEXPRESS 12 күн бұрын
ଲବ ଭାଇଙ୍କୁ ଯେଉଁ ମାନେ ପସନ୍ଦ କରନ୍ତି, ଏଠାରେ ଲାଇକ କରନ୍ତୁ,,👉🙏🙏🙏🙏🙏🙏🙏🙏
@SukantaPradhan-zn2ng
@SukantaPradhan-zn2ng 9 күн бұрын
Super bhai
@narayantripathynarayantrip2865
@narayantripathynarayantrip2865 10 күн бұрын
Beautiful place of china safe ride safe travels 🧳🧳 happy journey God bless you
@Lx-seema
@Lx-seema 12 күн бұрын
ବାରିପଦା ରୁ କିଏ କିଏ ଦେଖୁଛ 👍 କର ❤️🙏
@Manahar306
@Manahar306 11 күн бұрын
Baripada.suliapada
@ranjitatoppo4786
@ranjitatoppo4786 11 күн бұрын
Aamara sundargarh ❤❤
@sanjibkar3288
@sanjibkar3288 11 күн бұрын
Me
@budhuramsingh7203
@budhuramsingh7203 11 күн бұрын
Baripada, shyamakhunta block
@MAYURBHANJIADESISTYLE
@MAYURBHANJIADESISTYLE 11 күн бұрын
Also Baripada
@sambit_samal_123
@sambit_samal_123 12 күн бұрын
କିଏ କିଏ କଟକ ରୁ ଲବ ଭାଇଙ୍କ ଭିଡିଓ ଦେଖୁଛ ଗୋଟେ ଗୋଟେ like ହଉ ❤❤❤
@realityboyofficial2141
@realityboyofficial2141 12 күн бұрын
Me love you laba dada ❤
@user-pu4ko8dn4f
@user-pu4ko8dn4f 12 күн бұрын
Cuttack mangalabag
@swarnapravasahoo4258
@swarnapravasahoo4258 12 күн бұрын
Ctc
@srbsom5776
@srbsom5776 12 күн бұрын
CTC ,jagatpur❤
@khrishant7425
@khrishant7425 12 күн бұрын
Mu Gajapati ru 🎉❤
@sangramentertainment9655
@sangramentertainment9655 11 күн бұрын
Bhai bahut bhala lagila ahi video ❤
@shibabhoi8465
@shibabhoi8465 9 күн бұрын
Bahut sundar ❤❤❤
@user-gk5jx1cp4d
@user-gk5jx1cp4d 12 күн бұрын
ବାଲେଶ୍ବର ର ଲବ ଭାଇଙ୍କ ଭିଡିଓ କିଏ କିଏ ଦେଖୁଛନ୍ତି ଗୋଟେ Like କର❤❤
@Happyfamilyvlog05
@Happyfamilyvlog05 12 күн бұрын
ବଡ଼ ଭାଇ ଓ ଭାଉଣୀମାନେ ମୋତେ ଟିକେ support karantu 🙏
@user-hl9kh4ru6r
@user-hl9kh4ru6r 10 күн бұрын
Good bhai very happy❤❤❤
@user-nh5ky6tq6v
@user-nh5ky6tq6v 9 күн бұрын
Beautiful labha bhai🎉
@hrudanandasankhua5824
@hrudanandasankhua5824 12 күн бұрын
ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍
@bdillipk
@bdillipk 12 күн бұрын
ବହୁତ ଭଲ ଜାଗା। ଜୀବନରେ ସବୁକିଛି ଚେଷ୍ଟା କରିବା କଥା
@HappyBigWaterfall-oe4kq
@HappyBigWaterfall-oe4kq 10 күн бұрын
Bhaiyour great❤❤❤❤❤❤❤❤❤❤❤
@binodtudu832
@binodtudu832 4 сағат бұрын
ବହୁତ ସୁନ୍ଦର ❤❤❤
@rakeshchandrapradhan114
@rakeshchandrapradhan114 12 күн бұрын
ଯେତିକି କରିଛ ବହୁତ କରିଛ ଭାଇ 👍🏻👍🏻👍🏻
@dasarathimohapatra618
@dasarathimohapatra618 11 күн бұрын
ଜୟ ଜଗନ୍ନାଥ, ଭିଡିଓ ଟି ବହୁତ ସୁନ୍ଦର ଲାଗିଲା, ତୁମ ଦେଖି ଡର ଲାଗୁଥିଲା ଆଊ ହସ ବି ଲାଗୁଥିଲା, ଜଗନ୍ନାଥ ଙ୍କ ଆଶୀର୍ବାଦ ରୁ ଯାତ୍ରା ମଂଗଳ ମୟ ହେଉ,ଜୟ ଜଗନ୍ନାଥ,
@siku207
@siku207 11 күн бұрын
Drone view ta mast heichi
@jyotiranjanbehura4027
@jyotiranjanbehura4027 9 күн бұрын
Best video bhaii
@judhisthiranaik2503
@judhisthiranaik2503 12 күн бұрын
ଲବବାବୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଏତେ ସୁନ୍ଦର wounderful place ଦେଖାଇଲେ, ମନ ପୁରା ଖୁସି ଲାଗିଲା, ଏତେ କଷ୍ଟ କରି ଆମ ମାନଙ୍କ ପାଇଁ ଭିଡ଼ିଓ ଦେଖାଉ ଥିବାରୁ, ଏପରି ଜିନିଷ କେବେ ଦେଖି ନ ଥିଲୁ, ବହୁତ ସୁନ୍ଦର ଲାଗିଲା 🙏ଜୟ ଜଗନ୍ନାଥ 🙏
@KhagapatiSanta-fr5dd
@KhagapatiSanta-fr5dd 12 күн бұрын
Bahut sunder video bro 👍😁😊
@ambritcreation9492
@ambritcreation9492 4 күн бұрын
👍👍👍❤️❤️ video ବହୁତ interesting so very nice. Thank you
@sunarammurmu3132
@sunarammurmu3132 9 күн бұрын
Lovely adventure video ❤️❤️❤️
@sumati6297
@sumati6297 12 күн бұрын
ଲବ ଭାଇ ଙ୍କ ଭିଡିଓ ସବୁଦିନ କିଏ କିଏ ଦେଖୁଚ ମତେ supert କର
@basensoren3785
@basensoren3785 12 күн бұрын
ବହୁତ ସୁନ୍ଦର ଲବ ଭାଇ। ତମର ସାହା କୁ ହୃଦୟ ରୁ ସ୍ୟାଲୁଟ❤❤❤
@disenpatravlogs3804
@disenpatravlogs3804 10 күн бұрын
Amo Mayurbhanj ❤ ro laba hasda❤ Jia jia mayurbhanj ru bhai ku support korucho like koro❤💗
@kuidinakandhamal7070
@kuidinakandhamal7070 9 күн бұрын
ଚାଇନାରେ ହିଁ ଅଦ୍ଭୁତ ଜିନିଷ ଦେଖିବାକୁ ମିଳେ ❤ଲବ ଭାଇ
@BramhanandaKanhar-tn5eh
@BramhanandaKanhar-tn5eh 12 күн бұрын
ଫାଷ୍ଟ ଭିୟୁ ଲାଇକ ❤❤ ଲବ ଦାଦା
@SURIYABABU-pi5px
@SURIYABABU-pi5px 12 күн бұрын
ଲବ ଭାଇ ତୁମକୁ କେହି ପାରିବେନି। ତୁମର tumara bahut talented achii. Tqq. Broo. God bless you broo
@DhaneswarMajhi-oi5ud
@DhaneswarMajhi-oi5ud 10 күн бұрын
ଲବ ଭାଇ ମୋତେ drone short ଟା ବେଶୀ ଭଲ ଲାଗିଲା କାହାକୁ କୋଉ views ଟା ବେଶୀ ଭଲ ଲାଗିଲା ❤like
@user-cb6tj1oq7o
@user-cb6tj1oq7o 10 күн бұрын
Ati sundar laguchi video 👌
@villegecatchingfish.7844
@villegecatchingfish.7844 12 күн бұрын
Wow bhai life re tome hi enjoy koru cha
@khemrajamgat9603
@khemrajamgat9603 12 күн бұрын
ପ୍ରଭୁ ଜଗତର ନାଥଜଗନ୍ନାଥଙ୍କ କୃପା ରୁଆପଣ ,ସବୁ ବେଳେ ,ଭଲରେ ରହିବେ, ଆଉ ଆମ ଓଡ଼ିଶା ରୋ ନାମ କୁ, ସାରା ବିଶ୍ବରେ,ପରିଚିତ କରିବେ,ଆପଣ ଆଗକୁ ବଢନ୍ତୁ , ଭଗବାନ୍ ଆପଣଙ୍କ ପଛରେ ଅଛନ୍ତି❤❤❤
@user-dl5hm7nw2d
@user-dl5hm7nw2d 9 күн бұрын
Vai video bahuta vala lagila wait karichhu new video au nest place ku TQ
@uttampradhan8783
@uttampradhan8783 12 күн бұрын
ଲବଭାଇ ଆଉ ଜେତେନୂଆଜାଗା ଦେଖାଅ ଆମେ ଯାଇତ ପାରିବୁନି ତୁମ ଦୟାରୁ ଟିକେ ଦେଖି ଦେବା ନା କଣ ଭାଇ ❤❤❤
@mylifevlgs
@mylifevlgs 12 күн бұрын
fist mu like karich ଭାଇ ରାୟଗଡିଆ ମୁଁ
@pankajsamarath2987
@pankajsamarath2987 11 күн бұрын
Bhala lagila video
@MsRadhashyam
@MsRadhashyam 7 күн бұрын
ବହୁତ୍ ସୁନ୍ଦର ଲବ ହଂସଡା
@debendrabehera3252
@debendrabehera3252 12 күн бұрын
ବହୁତ ଭଲ ଲାଗୁଛି ଭାଈ କିନ୍ତୁ ବହୁତ୍ Danger
@Hembram85
@Hembram85 12 күн бұрын
Oh my god😮, interesting🤔🙄
@omofficial7788
@omofficial7788 8 күн бұрын
Bahut bhala lagila bhai
@minakshipanda6806
@minakshipanda6806 Сағат бұрын
You are the best
@hutarbahaproduction
@hutarbahaproduction 12 күн бұрын
Wow Adi khatarnak video
@AmarFF-rn5qs
@AmarFF-rn5qs 12 күн бұрын
ଭାଇ ତୁମପାଇ ଆଜି ମୁଁ ଘରେ ବସି ସଵୁଦୁନିଆ ଭୁଲୁଛି ଧନ୍ୟବାଦ ଭାଇ❤❤❤❤❤❤❤
@Pralayapilei1818
@Pralayapilei1818 8 күн бұрын
China video Bhai mast heichi ❤❤
@PrabhatiMahapatra-ck1lo
@PrabhatiMahapatra-ck1lo Күн бұрын
Bhai pura khatarnak 🎉🎉🎉
@nayakbhaiyt5665
@nayakbhaiyt5665 12 күн бұрын
ଲବ ଭାଇ ଅତି ସୁନ୍ଦର ଦୃଶ୍ୟ ହୋଇଛି ❤
@SHREYAGURUNG123
@SHREYAGURUNG123 12 күн бұрын
Iam your big fan brother.
@bikramsingpurty
@bikramsingpurty 11 күн бұрын
Very nice❤❤❤🎉🎉
@DanialMurmu123
@DanialMurmu123 11 күн бұрын
Very nice
@kabisoy
@kabisoy 12 күн бұрын
ବହୁତ wolowood boliwood denjorios ଫିଲ୍ମ୍ ଦେଖିଛି ଜମାବି ଡର ଲାଗେ ନାହିଁ,କିନ୍ତୁ ଏଇ ଭିଡିଓ ରେ first time really video bahut ଡର ଲାଗିଲା,
@baburajnahakbaburajnahak8425
@baburajnahakbaburajnahak8425 12 күн бұрын
ଅତି ସୁନ୍ଦର 😅
@AjayKumarRandhari
@AjayKumarRandhari 11 күн бұрын
ଭଉତ୍ ସୁନ୍ଦର ଯାଗା ଭାଇ 👍 Nice
@marndibakhul1539
@marndibakhul1539 11 күн бұрын
Very nice video ❤❤
@JssardarLife
@JssardarLife 12 күн бұрын
Pls laba bhai ku hard support kara all friends view milion upore jau ❤❤❤❤
Неприятная Встреча На Мосту - Полярная звезда #shorts
00:59
Полярная звезда - Kuzey Yıldızı
Рет қаралды 7 МЛН
бесит старшая сестра!? #роблокс #анимация #мем
00:58
КРУТОЙ ПАПА на
Рет қаралды 3,5 МЛН
WHO DO I LOVE MOST?
00:22
dednahype
Рет қаралды 82 МЛН
How a Poor Marwari Boy Built Haldiram's
13:15
Shivanshu Agrawal
Рет қаралды 4,7 МЛН
Неприятная Встреча На Мосту - Полярная звезда #shorts
00:59
Полярная звезда - Kuzey Yıldızı
Рет қаралды 7 МЛН