No video

Gopiakuda, Uasadhia, Kujanga | Suna Sujane Season3 | EP 20 | Part -2 | Prarthana

  Рет қаралды 27,907

Prarthana TV

Prarthana TV

Күн бұрын

''ଶୁଣ ସୁଜନେ ସିଜିନ ୩" ''ଗୋପିଆକୁଦ, ଉଆସଢିଅ ,କୁଜଙ୍ଗ ''ରେ ଶରଣ ନନା ଓ ଚରଣ ନନା ।
" ଶୁଣ ସୁଜନେ ସିଜିନ ୩ " ଏକ ଲୋକ ସମ୍ପର୍କଧର୍ମୀ କାର୍ଯ୍ୟକ୍ରମ, ଗାଁ ଗହଳିରେ ଲୁଚିରହିଥିବା ବିଭିନ୍ନ ପ୍ରତିଭାଙ୍କୁ ଅନୁସନ୍ଧାନ କରି ସେମାନଙ୍କୁ ଲୋକଲୋଚନକୁ ଆଣିବା, ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ସାଧାରଣ ଗ୍ରାମୀଣ ଲୋକଙ୍କ ସହିତ ମିଶିବା ଏବଂ ସେମାନଙ୍କ ସହ ସମୟ କଟାଇବା ଏହି କାର୍ଯ୍ୟକ୍ରମର ଏକ ମହତ ଉଦେଶ୍ୟ , ଓଡ଼ିଆ ଭାଷା, ସଂସ୍କୃତି ଓ ପରମ୍ପରା ବିଷୟରେ ଅଧିକ ଜାଣିବା ଓ ଜଣାଇବା କାର୍ଯ୍ୟକ୍ରମର ଆଉ ଏକ ଲକ୍ଷ୍ୟ, ଏକ ଭିନ୍ନ ଶୈଳୀରେ ଚକୁଳିଆ ପଣ୍ଡା ବେଶ ଧାରଣ ପୂର୍ବକ ଏହି କାର୍ଯ୍ୟକ୍ରମକୁ ଉପସ୍ଥାପନା କରିଛନ୍ତି ଓଡିଶାର ସୁନାମଧନ୍ୟ ଭାଷ୍ୟକାର ଶରଣାରବିନ୍ଦ ଓଝା ଏବଂ କଣ୍ଠ ଶିଳ୍ପୀ ଶ୍ରୀ ଚରଣ ମହାନ୍ତି ।
Prarthana TV is the number one Devotional TV channel in Odisha.
SUBSCRIBE to Prarthana channel for more Odia Devotional content and Song
/ prarthanatv
Like us on Facebook
/ prarthanatv
Circle on G+
plus.google.co...
Visit our website for further details: www.prarthanatv.in

Пікірлер: 7
@sibasambhu9804
@sibasambhu9804 Жыл бұрын
ଚରଣ ନନା ଶରଣ ନନା ବହୁତ ଦିନ ପରେ ଚକୁଳିଆ ପଣ୍ଡା ବେଶରେ ଦେଖିବାକୁ ମିଳିଲା 🙏🙏🙏🙏🙏🌹🌹🌹🌹🌹
@sarbesh4510
@sarbesh4510 Жыл бұрын
Bahut badiya show badiya laguchi
@biswajitbiswal3310
@biswajitbiswal3310 Жыл бұрын
#jitu
@santoshbarik146
@santoshbarik146 Жыл бұрын
Jay Jagannath Swami Nayana Patha Gami Bhaba Tume
@susamabalakamila7163
@susamabalakamila7163 Жыл бұрын
❤❤qqq
@anadicharansamal7033
@anadicharansamal7033 Жыл бұрын
Ati chho heucha
@KailaahDas-ox1vc
@KailaahDas-ox1vc Жыл бұрын
😊Ati bakwas (drama ) karti avalku pasand nanhi. Odisha sankrui please ana jada acting mat karoo
Parenting hacks and gadgets against mosquitoes 🦟👶
00:21
Let's GLOW!
Рет қаралды 13 МЛН
ISSEI & yellow girl 💛
00:33
ISSEI / いっせい
Рет қаралды 25 МЛН
If Barbie came to life! 💝
00:37
Meow-some! Reacts
Рет қаралды 79 МЛН
କେମିତି ସହଜରେ ପାଇବା ଈଶ୍ୱର
40:37
Chanakya tv Odisha
Рет қаралды 26 М.
Suna Sujane Ep 166 | Kanas Puri | Special Guest - Manmath Mishra
22:18
Parenting hacks and gadgets against mosquitoes 🦟👶
00:21
Let's GLOW!
Рет қаралды 13 МЛН