No video

ହେ ଭଗବାନ୍ ! ଯେଉଁ ରାହୁଲଙ୍କୁ ସସ୍ମିତା ଦିନେ ଭଗବାନ କହୁଥିଲେ, ଆଜି ଟଙ୍କା ଲୋଭି ସ୍ୱାର୍ଥପର କାହିଁକି କହୁଛନ୍ତି ?

  Рет қаралды 401,213

Pratidin TV

Pratidin TV

Күн бұрын

ହେ ଭଗବାନ୍ ! ଯେଉଁ ରାହୁଲଙ୍କୁ ସସ୍ମିତା ଦିନେ ଭଗବାନ କହୁଥିଲେ, ଆଜି ଟଙ୍କା ଲୋଭି ସ୍ୱାର୍ଥପର କାହିଁକି କହୁଛନ୍ତି ?
#pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Like Our Facebook Page
: / pratidinodisha
Subscribe To Our KZfaq Channel: / @pratidintvodisha
Subscribe To Our Hashtag Channel: / @hashtag6187

Пікірлер: 1 700
@s.m.centertainment8455
@s.m.centertainment8455 Жыл бұрын
ଏଇଟା ଗୋଟେ ମାଡଡୁଆ ଝିଅ ବଦମାସ ଝିଅ ଟେ ..... ରାହୁଲ ଭାଈ ବହୁତ ଭଲ...... i love u ରାହୁଲ ଭାଈ
@dipudas15
@dipudas15 Жыл бұрын
ଭଉଣୀ ଏମିତିଦିନ ନଆଶୁ ରାନୁମଣ୍ଡଳ ପରିକା ପରିସ୍ଥିତି ନଘଟୁ 🙏🙏🙏
@chittamahientertainment4187
@chittamahientertainment4187 Жыл бұрын
ତୁଇ ବରବାଦ୍ ହୋଇଯିବୁ ଅଳ୍ପ ଦିନ ରେ, ରାହୁଲ୍ ଭାଇ ବହୁତ ବହୁତ ଭଲ
@futurebomb6377
@futurebomb6377 Жыл бұрын
ଅଳିଆ କୁ dustbin ଜାଗା ହିଁ ସୁନ୍ଦର ତାକୁ ଯଦି ସିନ୍ଦୁକ ରେ ରଖିବା ଆମ ର ମୂର୍ଖାମି Love 💕 ରାହୁଲ ଭାଇ
@papunproduction8494
@papunproduction8494 Жыл бұрын
Right kahila bhai 😂
@Jena__vlogs__1__7879
@Jena__vlogs__1__7879 Жыл бұрын
ସସ୍ମିତା ଭଉଣୀ ତୁମେ ଯାହା କହୁଛ ସତ କହୁଚ ପୂର୍ବ କଥା ଥରେ ଭାବ ଆଜି ଯୋଉ ଜାଗା ରେ ପାଦ ଦେଇଚ କାହା ପାଇଁ ଏମିତି ମିଛ କୁହନି ରାହୁଲୁ ଭାଇ ନାରେ👍👍👍
@rahulbag2795
@rahulbag2795 Жыл бұрын
ରାହୁଲ ନାମ ପିଲା କିଛି ଭଲ କରି ଥିଲେ ବି ଏହିଟି ମିଛୁଆ ରେ ଦୋଷୀ ଭଳି ଫସି ଯାଆନ୍ତି । ମୋର ବି ଏମିତି ବୋହୁତ ହୋଇ ଛି 😔
@MadhushmitaSahoo-de9tt
@MadhushmitaSahoo-de9tt Жыл бұрын
Apana.bhala.kale.kharap.sunila.dekha.aei.sashmita.sabuthu.kharap
@SS_0987
@SS_0987 Жыл бұрын
ରାହୁଲ ଭାଇ ବହୁତ୍ ଭଲ.ଆମ ସଂଗଠନ ସହ ଜଡ଼ିତ .ଆମେ ଯେତିକି ଜାଣିଚୁ ସେ ବହୁତ୍ ଭଲ ମଣିଷ ଟେ. ଏ ଭଉଣୀ ଟଙ୍କା ନିଶାରେ ଏମିତି କଥା କହୁଛନ୍ତି.ଭଉଣୀ ଉପରେ ଭଗବାନ୍ ଅଛି ଟିକେ ତ ମନରେ ଡର ରଖ 🙏🙏🙏
@sunitananda1603
@sunitananda1603 Жыл бұрын
Right 👍
@gurucharanbarik8232
@gurucharanbarik8232 Жыл бұрын
ଭାଇ ୟେ ବି ବେଶିଦିନ ନାହିଁ ଆଉ 1to2month ଭିତରେ ଦେଖ ଯଉଠି ଥିଲା ସେଇଠିକି ପୁଣି ଫେରିଯିବ ୟାର ବହୁତ ଗର୍ବ ଭାଇ ତା କଥା style ଦେଖ
@mbvlogs6473
@mbvlogs6473 Жыл бұрын
Hn bhai a sala bedha tanka pain emiti karuchi
@ArtistGayatriMeher
@ArtistGayatriMeher Жыл бұрын
Right
@gurucharanbarik8232
@gurucharanbarik8232 Жыл бұрын
100%seya heba bhai dekha manisa ra prakruti kebe change hebani
@rishikesh4340
@rishikesh4340 Жыл бұрын
ମୋ ଜୀବନର ସମସ୍ତ ଶକ୍ତି, ବୁଦ୍ଧି, ବିବେକ, ଗବେଷଣା, ଖଟେଇ ବି ମୁଁ ମଣିଷ ଚିହ୍ନି ପାରିଲି ନାହିଁ ହେ ଈଶ୍ୱର ମୋତେ କ୍ଷମା କର 🙏
@CareerwithECONOMICS143
@CareerwithECONOMICS143 Жыл бұрын
Rahul brother is a great person ❤ Give respect to him❤
@bijayjena3140
@bijayjena3140 Жыл бұрын
ଯିଏ ଅତୀତ ଭୁଲିଯିବ ସେ ଭବିଷ୍ୟତ ରେ ଅନେକ କଷ୍ଟ ପାଇବ
@binodhbag5475
@binodhbag5475 Жыл бұрын
Sat katha
@chumkinayak4246
@chumkinayak4246 Жыл бұрын
Sata katha
@k-adicomedy8266
@k-adicomedy8266 Жыл бұрын
ରାହୁଲ ତମ ଭବିଷ୍ଯତ ଉଦ୍ଧାର କରିଚି, ଏମିତି କହିବା ଠିକ୍ ନୁହଁ। ରାହୁଲ ଭାଇ ପାଖରେ ଯଦି କାର ଆଉ ପଇସାଥାନ୍ତା ସେ କାହିଁକି ବୁଲିବୁଲି ରିପୋଟିଙ୍ଗ କରୁ ଥାନ୍ତେ। ରାନୁ ମଣ୍ଡଳ ପରି ତୁ ବି ହବୁଲୋ ଝିଅ। 😢😢😢😢😢😢😢😢
@basantieating7843
@basantieating7843 Жыл бұрын
Right
@Sonybinod123
@Sonybinod123 Жыл бұрын
🙏🙏👍👍right
@k-adicomedy8266
@k-adicomedy8266 Жыл бұрын
@@basantieating7843 bhala kama kale bi loka kharap bhabanti
@k-adicomedy8266
@k-adicomedy8266 Жыл бұрын
@@Sonybinod123 thank you so much
@mahatangmajhi1383
@mahatangmajhi1383 Жыл бұрын
Right 👍👍
@RG_comedy688
@RG_comedy688 Жыл бұрын
ବେଶୀ ଗର୍ବ ହୋଇଗଲା ❤❤❤❤ ଭିକରୁଣୀର ❤❤❤❤
@manasipanda5748
@manasipanda5748 Жыл бұрын
😂🤣thik katha👍
@krishnaprasadrath
@krishnaprasadrath Жыл бұрын
Ranu Mondol is back I hope fm her talking style.God bless her.Gote odia dhega bi achhi:"Bhasi jauthilu majhi naire lo, Saunti aanili tate;Thakra galare maunsa lagila jawab deuchhu mate"reapeat episode🙏 Jai Srikrishna 🙏
@meera2761
@meera2761 Жыл бұрын
Right bro...
@jeevanjyotijena5424
@jeevanjyotijena5424 Жыл бұрын
Ekdum thik
@manoranjansahu4067
@manoranjansahu4067 Жыл бұрын
Right
@madhusmitasahoo2907
@madhusmitasahoo2907 Жыл бұрын
Right 👍
@SAMARENDRAROUT-fs6rn
@SAMARENDRAROUT-fs6rn Жыл бұрын
କଥାରେ ଅଛି ଭଗବାନ ଯାହାକୁ ଯେମିତି ରଖିବା କଥା ଠିକ୍ ରଖି ଛନ୍ତି .ସବୁ ମାୟା ରେ ବାୟା
@wellnesscoachsanjuktaparid1164
@wellnesscoachsanjuktaparid1164 Жыл бұрын
Really sata katha
@saritabehera9671
@saritabehera9671 Жыл бұрын
Yaa ra jaga sei vikari
@chandantechnicalodia7545
@chandantechnicalodia7545 Жыл бұрын
Thik
@priyabratkar5014
@priyabratkar5014 Жыл бұрын
👍👍👍👍👍
@ରାଜେଶ
@ରାଜେଶ Жыл бұрын
ୟାକୁ ଲାଜ ଲାଗୁନି ରାହୁଲ୍ ଭାଈ ଙ୍କ ନା ରେ କହୁଅଛି
@PushpasinghThakur
@PushpasinghThakur Жыл бұрын
ଏତେ ଗର୍ବ କାଟିବା ଭଲ ନୁହେଁ ଭଉଣୀ। ରାହୁଲ ଭାଈ ତମ ପାଇଁ ଯାହା କରିଛନ୍ତି ଆଉ କେହି କରିବେନି। ଏ ଗର୍ବ ପାଇଁ ଦିନ ଆସିବ ତମେ ଯଉଟି ଥିଲ ସେଇଟି ହିଁ ରହିବ। ଜୟ ଜଗନ୍ନାଥ
@gptraju
@gptraju Жыл бұрын
ହେ ସବୁ ମିଛ କଥା ।।। ରାହୁଲ ଭାଇଙ୍କ ମନ ସରଳ ଅଛି ❤
@motilaldash4645
@motilaldash4645 Жыл бұрын
ତୋ ଅବସ୍ଥା ରାନୁ ମଣ୍ଡଳ ଭଳି ହେବାକୁ ଡେରି ନାହିଁ।
@Gopihalba8249
@Gopihalba8249 Жыл бұрын
Right
@sweetdreams9121
@sweetdreams9121 Жыл бұрын
😂
@adrashray3437
@adrashray3437 Жыл бұрын
ଆରେ ଭଉଣୀ,,,, ରାହୁଲ୍ ତମ ପାଇଁ ଭଗବାନ,,,,,ଟିକେ ପଛ କଥା ମନେ ପକାଅ,,,,,ଅତି ଲେମ୍ବୁ ଚୁପିଡିଲେ ପିତା
@nandakishorenaik9367
@nandakishorenaik9367 Жыл бұрын
Right 👍
@apurbadas8809
@apurbadas8809 Жыл бұрын
Right
@manasipanda5748
@manasipanda5748 Жыл бұрын
Ta muhan kholu n thila first. Abe kete bada bada katha loo maa yrr. 😅😅
@roll09
@roll09 Жыл бұрын
ଭାଇ ସେ ରାନୁ ମଣ୍ଡଳ ପରି ହବ
@BahadurSoren
@BahadurSoren Жыл бұрын
ଯିଏ ଭିକରୁଣି ରୁ ସିଙ୍ଗର କଲା ତା ପାଇଁ ଗୀତ ଗାଇବାକୁ କଷ୍ଟ ଲାଗିଲା ଆଉ ଭିକ ମାଗୁଥିଲ କଷ୍ଟ ଲାଗୁ ନ ଥିଲା Ranu mandal is Back
@ranjanapanda6538
@ranjanapanda6538 Жыл бұрын
ହେ ଭଗବାନ୍‌ ବହୁତ ଗର୍ବ ହେଇଗଲା ଏଇ ଦିନ 4ଟାରେ
@pratapkumar8864
@pratapkumar8864 Жыл бұрын
ଭାଉ ହେଇଗଲାଣୀ ଫୁଣୀ ଭିକମାଗିଵୁ ରାହୁଲ ଭାଇକୁ ସାତ୍ ଦିଅ 1କଣ ଜେତେବେଳେକହିଵେ ଗାଇବ
@SNCreationtm
@SNCreationtm Жыл бұрын
ପାଦ ତଳ ଜୋତା କୁ ପାଦ ତଳେ ହିଁ ଶୋଭା ଦିଏ ମୁଣ୍ଡ ଉପରେ ବସେଇଲେ ତୁ ଏମିତି ହେଇ ଗଲୁ
@babitaswain6552
@babitaswain6552 Жыл бұрын
(ରାହୁଲ ଭାଇ ବହୁତ ଭଲ )କଲି କହୁଥିଲ ଭଗବାନ ଆଜି କହୁଚ ଠକ ବେଈମାନ ସଵାସଃ ତୁମକୁ (ରାନୁମଣ୍ଡଳ ଯେମିତିହେଲେ ତୁମେ ସେମିତି ହବ )ଅପେକ୍ଷା କର ସମୟ ଆସିବ
@rahulbag2795
@rahulbag2795 Жыл бұрын
ରାହୁଲ ନାମ ପିଲା କିଛି ଭଲ କରି ଥିଲେ ବି ଏହିଟି ମିଛୁଆ ରେ ଦୋଷୀ ଭଳି ଫସି ଯାଆନ୍ତି । ମୋର ବି ଏମିତି ବୋହୁତ ହୋଇ ଛି 😔
@udayalima9094
@udayalima9094 Жыл бұрын
କଳିଯୁଗରେ ବାବା ଏମିତି ହୁଏ. କାହାକୁ ବିଶ୍ବାସ ନାହିଁ. ଜୟ ଜଗନ୍ନାଥ🙏
@jayanteenanda768
@jayanteenanda768 Жыл бұрын
ମଣିଷ ସ୍ବଭାବ ଘୁସୁରୀ ସ୍ବଭାବ ପଙ୍କରେ ଲୋଟେ
@kumarisasmita6725
@kumarisasmita6725 Жыл бұрын
Ghusuri prakruti panke lote Manisha prakruti male tute
@bikramkaluvlogschannel3215
@bikramkaluvlogschannel3215 Жыл бұрын
ରହୁଲୁ ଭାଇ ଭଙ୍ଗବାନା 🙏🙏ତାଙ୍କୁ ନିଦା କରନି 🙏🙏ଜୀବନ ର ଯଦି ପାହାଚ ଚଢିଛ କେବଳ ରାହୁଲୁ ଭାଇ ପାଇଁ 🙏🙏
@litaghadai2428
@litaghadai2428 Жыл бұрын
Rahul Bhai is a greatest Human ❤ understand
@SambhavsGeneration
@SambhavsGeneration Жыл бұрын
ଭିକ ମାଗିବାଟା ଇତାର ଠିକ ଥିଲା . ରାହୁଲ ଭାଇ ତମେ ମହାନ
@nityanandamaharana9183
@nityanandamaharana9183 Жыл бұрын
ମନ କହୁଛି ଘୋଡା ଚଢିବାକୁ କରମ କହୁଛି ଘାସ କାଟେ ଯେନା ଦିଦି ଯୋଉ ଜାଗାରେ ଥିଲା ସେ ସେହି ଜାଗା କୁ ଯିବାକୁ ଚାହୁଁଚି କାହିଁକି ନା ଯିଏ ମାଗିକି ଖାଇଛି ସେ କେବେ ଖଟିକି ଖାଇବନି.sorry.
@DipuKumar-tl7qc
@DipuKumar-tl7qc Жыл бұрын
ଉପର ପାହାଚକୁ ଉଠିବା ପରେ ପ୍ରଥମ ପାହାଚ କୁ ଭୁଲିଯିବା ତୁମର ଠିକ୍ ହେଲାନି,,ଆଜି ଠାରୁ ତୁମ ଗୀତ ଆଉ ଦେଖିବି ନାହିଁ,,
@rjodialx3030
@rjodialx3030 Жыл бұрын
Yes yes yes RAHUL IS REAL HERO OF ODISHA,He is did what not before done,I love this type of reporting hero,you make the makers perfect,you are the best loyal heart reporter,keep your worm best millons also awaited you bro don't worries help others like help gods.wow.saluted. Jay Jagannath Jay bholebhandari
@ommpanda532
@ommpanda532 Жыл бұрын
ତା ପାଇଁ ଆଜି ତୋ ଗୀତ ଶୁଣୁଛନ୍ତି ତୁ ଶଳା ସେମିତି ଭିକ୍ଷ ମାଗୁଦା
@Radhekrishnaa222
@Radhekrishnaa222 Жыл бұрын
ଭିକ ମାଗିବା ଟା ଠିକ ଥିଲା 👍🏻👍🏻
@pintubarik9910
@pintubarik9910 Жыл бұрын
ଟଙ୍କା ର income ବଢ଼ିଗଲେ ମନୁଷ୍ୟର ଚେହେରା,ମନ, ହୃଦୟ, ଗର୍ବ ଆଉ ଅହଙ୍କାର ମଧ୍ୟ ବଢିଯାଏ,କିନ୍ତୁ ଠିକ୍ କଣ ଭୁଲ କଣ ସମୟ ଆସିଲେ ନିଶ୍ଚୟ ଜଣା ପଡ଼ିବ, Perfect ସତ୍ୟ କଥା ନଜାଣି କାହାକୁ ଦୋଷ ଦେବା ଠିକ୍ ହେବନି,ସେହି ଲିଙ୍ଗରାଜ ପ୍ରଭୁ ବୁଝିବେ
@ghanaShyamaadra
@ghanaShyamaadra Жыл бұрын
Rahul bhai bahut bhala ❤❤
@suvratnanda1368
@suvratnanda1368 Жыл бұрын
ସମାଜ କୁ ସୁନ୍ଦର ବାର୍ତ୍ତା ପଇସା ନଥିଲେ ଲୋକ କିଛି ନୁହେଁ ପଇସା ପାଇଗଲେ ଲୋକ ଇନ୍ଦ୍ର ଚନ୍ଦ୍ର ମାନିବେନି.. ଏମାନେ ସବୁ ଉଦାହରଣ ରାନୁ ମଣ୍ଡଳ, କଚ୍ଚା ବାଦାମ ବାଲା, ବାବା କା ଢ଼ାବା
@chandobonga180
@chandobonga180 Жыл бұрын
Ta boli kn rati 2 ta re gito gaiba ... Goribo boli kn use koribo aita kn thick
@Barsha319
@Barsha319 Жыл бұрын
Thik kahucha 😂😂
@monalishasamal693
@monalishasamal693 Жыл бұрын
Tama pain ghara kichi darkar nahi,tame bahare buliba loka ghara ra Mahato kn janiba
@samajmusicofficial2458
@samajmusicofficial2458 Жыл бұрын
Ta mane nija views paiin rati 1ta re gita record kariba. Eita thik kahucha. Malika jadi paisa dauchi taku kana jetebele ichha setebele kama kareiba ki. Nije semiti tume rati 2ta re duty kariba ki. Woo bada bhasan daucha.
@samajmusicofficial2458
@samajmusicofficial2458 Жыл бұрын
@@chandobonga180 true thank you🙏
@Godeepak
@Godeepak Жыл бұрын
ଆରମ୍ଭ ହେଇଗଲା ରୋଲ୍,ବାଳ ସିଙ୍ଗର, ସାହାଯ୍ୟ କରୁଥିବା ଲୋକ ଙ୍କୁ ଠକୁଛି
@gurucharanbarik8232
@gurucharanbarik8232 Жыл бұрын
ହଁପା
@BnBHAGABATIentertainment
@BnBHAGABATIentertainment Жыл бұрын
Taa garba paain taa future black 🐈‍⬛ heigala
@BnBHAGABATIentertainment
@BnBHAGABATIentertainment Жыл бұрын
A jhia song dekhibara nahin ki aau sunibara nahin
@BnBHAGABATIentertainment
@BnBHAGABATIentertainment Жыл бұрын
1 month pare puni come back Sri lingraj temple.nija hatare nija bhabisyata andhara karila
@Ngp_Nat_dukhan
@Ngp_Nat_dukhan Жыл бұрын
ଦୁନିଆ ର ସବୁଟୁ ବଡ଼ ଭିକାରୀ ତୁ ହବୁ ନିଶ୍ଚୟ ଆମ୍ବର ଅଭିଶାପ ପଡ଼ିଲା ତ ଉପରେ_____
@thechandanentertainment1956
@thechandanentertainment1956 Жыл бұрын
ସସ୍ମିତା, ସମୟ ବଡ ମୂଲ୍ୟବାନ...... ମନେ ପକାଅ ଥରେ ତମେ ଭିକ୍ଷାବୃତ୍ତି କରୁଥିଲ..... ଭଗବାନ ତମକୁ କାହା ମାଧ୍ୟମରେ ଗୋଟେ ପରିଚୟ ଦେଲେ ସେଇଟା ବୁଝ..... ଏଠି ଯେଉ କହିଲ ଭଉଣୀ ତମକୁ ଯାଇ ଲୋକ ମନେ car ରେ ଆଣୁଛନ୍ତି.... ସବୁ ସ୍ୱାର୍ଥ ରେ...... ଭଲ ଭାବେ ବୁଝ ଥରେ.....ମନରୁ ଗର୍ବ, ଅହଂକାର, ଲୋଭ କୁ ଛାଡ.... ଆଗକୁ ବଢ... କିନ୍ତୁ ପଛ କଥା କେବେବି ଜୀବନରେ ଭୁଲନି..... ନହେଲେ ପୁଣି ସେଇ ଜାଗାକୁ ପଳେଇବ.....🙏 God bless you.
@Akash-offical-vlog
@Akash-offical-vlog Жыл бұрын
ଓଡିଶା ବାସି ଭାଇ ମାନେ ୟାକୁ ଆଉ କେହିବି ଚାନ୍ସ ଦିଅନି ଗୀତ ଗାଇବା ପାଇଁ 🙏🙏🙏🙏🙏
@satyapradhan8314
@satyapradhan8314 Жыл бұрын
Brother yea ranu 2 ok
@prakashsahoo7578
@prakashsahoo7578 Жыл бұрын
Right
@rudranayak3247
@rudranayak3247 Жыл бұрын
ଭାଇରେ ପୁଣି ଲିଙ୍ଗରାଜ ମନ୍ଧିର କୁ ପଠେଇ ଦିଅ
@Sonybinod123
@Sonybinod123 Жыл бұрын
Thik kahicha🙏
@HihiHiIhavehii
@HihiHiIhavehii Жыл бұрын
Sata.katha.bhai
@manojdas1374
@manojdas1374 Жыл бұрын
ଆକୁ ଆଉ କେହି ଲାଇକ କରନି ଭାଇ ମାନେ ଏ ଭିକ ମାଗି ଖାଉ
@mohakudbc6967
@mohakudbc6967 Жыл бұрын
ରାହୁଲ ଭାଇ ଏଇଟା କୋଳିଯୁଗ, ଏଠିଭୋଲ ଲୋକ ଅପମାନିତ ହୁଏ। ଭୋଗବନ୍ ଅଛନ୍ତି,ବିଚାର କରିବେ,ଆପଣ ନର୍ଭସ ହୁଅନ୍ତୁନାହିଁ। ଜୟ ଜଗନ୍ନାଥ।
@rishnita
@rishnita Жыл бұрын
ସତରେ ଜେନା ଦି ଙ୍କ ପାଟି ରୁ ଏମିତି କଥା ଶୁଣି ବିଶ୍ୱାସ ହଉନି ବହୁତ୍ ଅଳ୍ପ ସମୟ ଭିତରେ ତାଙ୍କ କଥା କହିବା style ମଧ୍ୟ ବଦଳେଇ ଦେଲେ 😢ସତରେ ପଇସା ମଣିଷ କୁ ବହୁତ୍ ଶୀଘ୍ର ବଦଳେଇ ଦିଏ😢 ଜୟ ଜଗନ୍ନାଥ 🙏🙏🙏
@saajanswastik9240
@saajanswastik9240 Жыл бұрын
ସଫଲତା ନିଶ୍ଚୟ ଏହାକୁ ଅହଂକାର ଓ ଗର୍ବ ରେ ଅନ୍ଧ କରିଦେଲାଣୀ ,ଏ ରାନୁ ମଣ୍ଡଲ୍ ପରି ରାସ୍ତାକୁ ପୁଣି ଆସିବ😂😂😂
@shyamsundarsahu4719
@shyamsundarsahu4719 Жыл бұрын
Right 👍 mu fast ru hi vavuthuli ea b dine amiti karibe boli
@suhaniexpress1432
@suhaniexpress1432 Жыл бұрын
Thik katha mu b seichinta karuthili dutia ranu mandal
@saajanswastik9240
@saajanswastik9240 Жыл бұрын
@@suhaniexpress1432 ସହାନୁ ଭୁତିର କୁଫଳ ଏହି ସସ୍ମିତା ଜେନା କାରଣ ଘୁଷୁରୀ ନାଳ ରେ ରହିବାକୁ ପସନ୍ଦ କରେ ଭଲ ଘରେ ନୁହେ ସେମିତି ଏହାର ଭାଗ୍ୟ
@sudhirkumarpattanaik3976
@sudhirkumarpattanaik3976 Жыл бұрын
𝐑𝐚𝐡𝐮𝐥 𝐛𝐡𝐚𝐢 𝐛𝐚𝐡𝐮𝐭 𝐛𝐡𝐚𝐥𝐚 𝐥𝐨𝐤𝐚.
@nandakishorenaik9367
@nandakishorenaik9367 Жыл бұрын
Right 👍
@tapaswininayak4188
@tapaswininayak4188 Жыл бұрын
ଭଲ ନାହିଁ ରେ ମାଁ ଏହି ସବୁ ଠିକ ଅଛି. 😭😭🙏🙏🙏
@ranjeetpanda5584
@ranjeetpanda5584 Жыл бұрын
ସବୁ କରିବ ଭାଇ ମାନେ ମଣିଷ ଗଛ ଲଗାଇବା ନାହିଁ,,,, ରାନୁ ମଣ୍ଡଳ ପରି ହୁଅନା ହିଁ ରାହୁଲ ଭାଇ ତୁମକୁ କଉଠୁ ନେଇ କଉଠୀ ପହଞ୍ଚାଇଲ ଶେଷରେ ତାଙ୍କ ନାମରେ କହିଲ ତୁମ ଜାଗାରେ ଆଉ କିଏ ଥିଲେ ରାହୁଲ ଭାଇ ପାଇଁ ଜୀବନ ବି ଦେଇଦେବେ ଛି ଏମିତି କହିବ ବୋଲି ଭାବି ନଥିବେ କେହି ତେଣୁ ସାହାଯ୍ୟ କରିବା ତାଙ୍କର ଭୁଲ ବୋଧେ
@gurucharanbarik8232
@gurucharanbarik8232 Жыл бұрын
ଭାଇ ରେ se ଆଜି ରାହୁଲ ଭାଇ ପାଇଁ ସବୁ କିଛି haechi ଯଦି ରାହୁଲ ଭାଇ କିଛି କହିଲା ବି se ତୁମର ଭଗବାନ ଙ୍କଠୁ ବଳି 🙏🙏
@meghanathkanhar2029
@meghanathkanhar2029 Жыл бұрын
Kichi ta problem tiba
@Sonybinod123
@Sonybinod123 Жыл бұрын
Sethipain ji a jouthi achi seithi chhadideba bhala 😡😡chhi amiti a sasmita kahiba boli aasa na thila😡😡ji a sahajya kala sesare tanku nindhuchi😡😡chhiii 😡rahul nka pain aaji athi achu re jhia bujhilu nahele aaji sei mandira pakhare hin basi bhika manguthantu😡😡se nija chenal re gita gaibapain kahile boli tate badhi gala😡😡😡chhhi to manisa paniaku😡😡
@praphulapatra-ng3dr
@praphulapatra-ng3dr Жыл бұрын
Kana tume jaharapaen!!!!!!!??
@meghanathkanhar2029
@meghanathkanhar2029 Жыл бұрын
@@Sonybinod123 ତାମାନେ ରାହୁଲ୍ ଭାଇ ଯାହା କହିବ କରିବା କୁ ବାଧ୍ୟ କି ସସ୍ମିତା ?
@lxlzlytudu1668
@lxlzlytudu1668 Жыл бұрын
ଯେତେବଳେ ଭିକାରୀ ଥିଲା ସେତେବଳେ ତ ଦିନ ରାତି ଗୀତ ଗାଇ ଗାଇ ଭିକ ମଗୁଥିଲା, ଏବେ ବହୁତ୍ ଗର୍ବ ହେଇଗଲାଣି madam sasmita ଙ୍କର, studio ରେ ଗାଇବା ପାଇଁ ତାକୁ ଟଙ୍କା ଦରକାର😂😂😂😂😂😂😂😂😂😂😂😂😂😂😂😂
@babusorenofficial2974
@babusorenofficial2974 Жыл бұрын
ଗର୍ବ ତୁମର ନର୍କ 😅
@laxmipriyamukhi881
@laxmipriyamukhi881 Жыл бұрын
Ari taku madam boli kuhani bhauni si jiha bhala nuha
@laxmipriyamukhi881
@laxmipriyamukhi881 Жыл бұрын
Ari si amo baleshwar jhia hile eti kaharp karila
@RomanticSatya3
@RomanticSatya3 Жыл бұрын
ରାହୁଲ ଭାଇ କୁ ଆମେ support କରୁ ଆଉ ଭାସିଆ ଚାନେଲ trp ପାଇଁ ସସ୍ମିତା ଭଉଣୀ କୁ tanka ଦେଇ ମିଛ କଥା କହୁଛନ୍ତି
@babusorenofficial2974
@babusorenofficial2974 Жыл бұрын
ସସ୍ମିତା ତମେ ଗଲ ଆଉ କେହି ପଚାରିବେନି। ଗର୍ବ କଲ । ତମ ଗର୍ବ ତମକୁ ନଷ୍ଟ କରିବ ।
@mypoems-wy9qb
@mypoems-wy9qb Жыл бұрын
Hmmm ଏଯାଏଁ ମୁଁ ପୃଥିବୀ ଆଉ ମଣିଷ କୁ ବୁଝି ପାରିଲିନି ।ଏସବୁ କଣ???
@Sam-hx2ic
@Sam-hx2ic Жыл бұрын
ଆରମ୍ଭ ହୋଇଗଲା ରାନୁ ମଣ୍ଡଳ କାର୍ଯ୍ୟ...ନିଜକୁ ବହୁତ ବଡ଼ ସିଙ୍ଗର ଭାବୁଛି..
@spdemandcreation
@spdemandcreation Жыл бұрын
Bapa lo ki hasa... Jaha pain ete bata asichha taku ninda karuchha.... Dharma sahibani tumaku😢
@madhusmitamadkami7991
@madhusmitamadkami7991 Жыл бұрын
ମାଡାମ ରାହୁଲ sir ବହୁତ ଭଲ l ତୁମେ ଯେତେବେଳେ ରାସ୍ତା କଡ଼ରେ ଥିଲ ସେତେବେଳେ ଗୀତ ଗାଉଥିଲ କଇଁକି,ଯେ ହେବେ ହେଲା. ଭଲ ଲୋକଙ୍କୁ ବଦନାମ କରିଛ ମାନେ ତୁମେ କେବେ ଆଗକୁ ଯାଇପାରିବନି ମନେ ରଖିତାଅ l ପୁଣି ସେହି ରାସ୍ତାରେ ହିଁ ହୋଲlଇବ l 😃😃ଏ ନାରୀ କୁ ମୁଁ ଭାବିଥିଲି ଭଲ ବୋଲି ଛି 😔 ଯଦି ମୋ କଥା କାହାକୁ ଖରାପ ଲାଗେ ଥା ହେଲେ sorry 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻 କାଶ କରି ସସ୍ମିତା ମାଡାମ 🙏🏻
@ayanshiswain
@ayanshiswain 11 ай бұрын
Thik katha kahicha bhai
@Sudhir_Vlog
@Sudhir_Vlog Жыл бұрын
ଯେହେତୁ ଗୋଟେ କଳାକାର ହେବାକୁ ଚାହୁଁଚ,ଯେତେବେଳେ କାମ ମିଳିବ କରିବା କଥା... ଆଉ ରାହୁଲ ଭାଇ ବିଷୟରେ ନିନ୍ଦା କରିବା ବହୁତ ବଡ଼ ଭୁଲ କାରଣ ସେ ରାସ୍ତା ଦେଖେଇଛି... କଣ କହୁଛ ଭାଇମାନେ.. 🔥
@Maagouri2828
@Maagouri2828 Жыл бұрын
Tu ba dina rati bhika maguthilu ta 1 rati re nija karma kale kn heithanta emitire shooting ta rati re hue eita kou nua katha ama panyi ama kama bada🙏
@Sudhir_Vlog
@Sudhir_Vlog Жыл бұрын
@@Maagouri2828 yes u r r8
@parbatimishra8684
@parbatimishra8684 Жыл бұрын
Absolutely right
@parbatimishra8684
@parbatimishra8684 Жыл бұрын
Absolutely right 👍
@GeetanjaliPanigrahi-eg6ym
@GeetanjaliPanigrahi-eg6ym Жыл бұрын
Right 👍
@jitendrabarikjitu8587
@jitendrabarikjitu8587 Жыл бұрын
ବେଇମାନ ହବ ଦିନେ ଏଇ ରାନୁ ମଣ୍ଡଳ ଭଳିଆ ହବ
@kiranraj5684
@kiranraj5684 Жыл бұрын
ଭିକାରୁଣି ସବୁବେଳେ ଭିକାରୁଣି ସେ କେବେ ରାଜ ରାଣୀ ହେଇପାରିବ ,ଗୋଟେ ରାନୁ ମଣ୍ଡଳ ଆଉ ଗୋଟେ ସସ୍ମିତା
@BebinaVlogs256
@BebinaVlogs256 Жыл бұрын
ଘୁଷୁରୀ ସବୁବେଳେ ପଙ୍କ କୁ ଭଲ ପାଏ ତାକୁ ପଙ୍କ ରେ ଛାଡି ଦିଅ ,ସେ କଣ ଗାଈ ଯେ ଗୁହାଳରେ ରହିବ। ସେ ବିଷ୍ଟା ଖାଇବା ଜାଗାରେ, ତମେ ତାକୁ ଘାସ ଦେବ, କୁଣ୍ଡା ଆଉ ପେଜ ଦେବ ସେ କଣ ଖାଇବ,ସେ ବୁଲି ବୁଲି ତାର ଵିଷ୍ଟା ହିଁ ଖାଇବ।
@subashnayak4611
@subashnayak4611 Жыл бұрын
ଭଗବାନ୍ ଯାହାକୁ ଯେମିତି ରଖିବେ,,,ଭଲ । ପିମ୍ପୁଡ଼ି ରୁଖାରେ ଚଢ଼ିଲେ ତାକୁ ସ୍ବର୍ଗ ରେ ଛିଡ଼ା ହେଲା ଭଳି ଲାଗେ।
@odiajhiakhusi123
@odiajhiakhusi123 Жыл бұрын
Satare pa
@rameshsethi1280
@rameshsethi1280 Жыл бұрын
ଇଏ ରାନୁ ମଣ୍ଡଳ ଠାରୁ ଆହୁରି ଖରାପ, ରାହୁଲ ଏବେ ପାନେ ଖାଇବ 😂😂😂
@vlogsbyminu2289
@vlogsbyminu2289 Жыл бұрын
Right
@diptiranjanmallick-bo7ci
@diptiranjanmallick-bo7ci Жыл бұрын
ଛି ଛି ସସ୍ମିତା ତୁ ଯୋଉ ଜାଗାରେ ଭିକ ମାଗୁ ଥିଲୁ ଆଜି ବି ତୁ ସେଇ ଜାଗାରେ ଭିକ ମାଗି ଥାଆନ୍ତୁ, ତତେ ଯୋଉ ଲୋକ ଏତେ ଆଗ କୁ ନେଲା ତୁ ତାରି ନାରେ କହୁଛୁ ଛି ଛି, ତତେ କିଏ ଚିହ୍ନି ଥିଲା
@Sanpink430
@Sanpink430 Жыл бұрын
💯 right
@dalipradhan7970
@dalipradhan7970 Жыл бұрын
Rahul bhai is best super bhai
@payalpayal9510
@payalpayal9510 Жыл бұрын
Actually ଏ ଟୋକିର voice ମତେ ଜମା ଭଲ ଲାଗୁନି କାହିଁ ଏମିତି ଟୋକି ମାନଙ୍କୁ ଭାଇରାଲ୍ କରୁଛ ରେ ଭାଇ
@laxmipriyabaliarsingh2005
@laxmipriyabaliarsingh2005 Жыл бұрын
Mote b ...satare bhala lagunathila kn Kariba dunia loka jaha kahibe ....seita re ame ekamata chhada
@balarambabitabehera4457
@balarambabitabehera4457 Жыл бұрын
Han jamabi bhalalaguni
@balarambabitabehera4457
@balarambabitabehera4457 Жыл бұрын
Aguku bala gaibu raha
@deebadeepa1412
@deebadeepa1412 Жыл бұрын
Tama kathare mu bi sahamata Mate bi bhala laguni Gita kintu gote gariba loka ku saport kariba pain Gita dekhuchi au like karuchi
@Jeetu813
@Jeetu813 Жыл бұрын
Bhai mate b bhala laguni .yaku neiki producer jako badia pita kn pai heuchanti bujhi heuni
@ajaybharati5275
@ajaybharati5275 Жыл бұрын
ରାହୁଳ ଭାଇ ଯାହାବି ହେଉ ତୁମକୁ ଆଜି ଯଦି ଓଡ଼ିଆ ଲୋକଙ୍କ ପାଖରେ ପହଞ୍ଚେଇବାର ମୁକ୍ଷା ରାହୁଲ୍ ଭାଇର ତାଙ୍କୁ ଏମିତି କହିବା ଠିକ୍ ନୁହେଁ
@diptisahoo613
@diptisahoo613 Жыл бұрын
ଦିନ ରାତି ଭିକ ମାଗୁଥିଲ ରାତି ଜଣା ପଡିଲାନି 1 ଟେ ରାତି ଗୋଟେ ଗୀତ ଗାଈ ଦେଲେ କଣ ହେଇ ଥାନ୍ତା ଯେ ତୋର ତତେ ଭିକ ମାଗିବା ଠିକି
@Sanpink430
@Sanpink430 Жыл бұрын
Ara bht phutani nonsense ea au agku jibani gapuchi jemiti vip valia
@user-by3fc1td8u
@user-by3fc1td8u Жыл бұрын
ରାହୁଲ ଭାଈ ଅନ୍ୟର ଖୁସି ପାଇଁ ସବୁକିଛି ସହିବାକୁ ପଡ଼ିଥାଏ ନିଜର ଆଖିର ଲୁହକୁ 😢 ପିଇବାକୁ ପଡ଼ିଥାଏ ।ନି ନିଜେ ଠିକ୍ ସଵୁ ଠିକ୍ କାହାକୁ ବାଧ୍ୟ କର ନାହିଁ ମାନସିକ ସ୍ତରରେ ସମ୍ମାନ ଭଗବାନ ଦିଅନ୍ତି❤❤❤❤❤❤
@PriyaSamal-cd5mm
@PriyaSamal-cd5mm Жыл бұрын
ମୁଁ ଯେତେବେଳେ ପ୍ରଥମେ ପ୍ରଥମେ ଆର କଥା ଶୁଣିଲି ମତେ ଲାଗୁଥିଲା ଏ ଗୋଟିଏ ବା ଦୁଇଟି ପାହାଚ ଚଢିଲା ପରେ ସେ ତାର ରଙ୍ଗ ଦେଖେଇ ଦବ , ଯେତେବେଳେ ରିପୋର୍ଟର ତୋର ପ୍ରଚାର ପ୍ରସାର କଲା ସେତେବେଳେ ତତେ ଭଲ ଲାଗୁଥିଲା ଆଉ ଯେତେବେଳେ ତତେ ଗୀତ ଗାଇବା ପାଇଁ ନବା ଆଣିବା କଲା ଏବେ ତତେଭଲ ଲାଗୁନି
@GeetanjaliPanigrahi-eg6ym
@GeetanjaliPanigrahi-eg6ym Жыл бұрын
Ki juga re baba
@sradha_siddhi9985
@sradha_siddhi9985 Жыл бұрын
ଏମିତି ହବାର ଥିଲା କାହିଁକି ନାଁ ତାଙ୍କର ଗର୍ବ ହୋଇଗଲା ଯୋଉ ରାହୁଲ ଭାଇ ପାଇଁ ଆଜି ଏହି ଜାଗାରେ ସେହି ରାହୁଲ ଭାଇଙ୍କ ସମ୍ମାନ ପାଇଁ ଗୋଟିଏ ଗୀତ ଗାଇଥିଲେ କଣ ତମ ସମ୍ମାନ ପଳଉ ଥିଲା ଯୋଉ ରାହୁଲ ଭାଇ ତମକୁ ସମ୍ମାନ ପ୍ରଦାନ କଲେ ତମକୁ ସମାଜ ରେ ମୁଣ୍ଡ ଟେକି ସମ୍ମାନ ର ସହିତ ରହିବା ପାଇଁ ନୂଆ ରାସ୍ତା ଦେଖାଇଥିଲେ 😯😯😯😯😃😃😃😃👏👏👏👏🙏🙏🙏
@suniahansdah5106
@suniahansdah5106 Жыл бұрын
Rahul bhai se pa indirectly gadi maguchi .....gadi re neba aniba kaileni boli bodhe madam ragigale auu....
@nupurswain7293
@nupurswain7293 Жыл бұрын
ରାହୁଲ ଭାଇ is very good boy.... ସସ୍ମିତା ର ଅହଙ୍କାର...ହେଇଗଲା
@payalpayal9510
@payalpayal9510 Жыл бұрын
ରାନୁ ମଣ୍ଡଳ ପରି ହବ ଏ ଟୋକି
@puja2696
@puja2696 Жыл бұрын
Heita galaaaaa
@gurucharanbarik8232
@gurucharanbarik8232 Жыл бұрын
ହାଇଗଲାଣି ଭାଇ auu1month wait କର se ନିଜେ harijba
@Sonybinod123
@Sonybinod123 Жыл бұрын
Wait and watch bhai haijiba 🤭🤭
@Nuthun1982
@Nuthun1982 Жыл бұрын
ଯେତିକି ରହିବା କଥା ସେଥିକି ରହିବୁ ପଛ କଥା କୁ ଭୁଲି ଗଲୁ ଏପରି କାର୍ଯ୍ୟ ବହୁତ ଖରାପ
@alokkumarparida7766
@alokkumarparida7766 Жыл бұрын
ଏ ପରା କଳିଯୁଗ ମଣିଷ ଚିହ୍ନିବାରେ ଟିକେ ଟିକେ ରେ ଭୁଲ ହେଇଯାଏ
@sudipkumarparida3029
@sudipkumarparida3029 Жыл бұрын
ଆଜିର ଦିନରେ ନିସ୍ଵାର୍ଥପରାୟଣ ଭାବେ କିଏ କଣ କରୁଛି ଯେ...
@ST4VLOG
@ST4VLOG Жыл бұрын
ସେକେଣ୍ଡ ରାନୁ ମଣ୍ଡଳ ହେଇଗଲେ ବା କି ସିଙ୍ଗର ମନେ ମନେ ମୁଁ ବହୁତ ବଡ ସିଙ୍ଗର ଭାବୁଚୁନା କଣ ଜଉ ଲକ ତତେ ଆଗକୁ ନେଲା ସେଲକ ପାଇଁ ଆଜି ସ୍ୱାର୍ଥପର
@bitusvlog
@bitusvlog Жыл бұрын
ଗର୍ବ ଓ ଅହଙ୍କାର ମଣିଷ କୁ ବର୍ବାଦ କରିଦିଏ,,
@babychhuacreation5558
@babychhuacreation5558 Жыл бұрын
I support Rahul broo
@purnanayak5383
@purnanayak5383 Жыл бұрын
ଭଉଣୀ ନିଜ ସ୍ଵାର୍ଥ ପାଇଁ ରାହୁଲ ଭାଇଙ୍କୁ ଏତେ ଶୀଘ୍ର କେମିତି ଭୁଲ ବୁଝିପାରିଲେ? ଠିକ୍ କଲା ପରି ଲାଗୁନି,,,😢
@banitasamal1450
@banitasamal1450 Жыл бұрын
ରା Garba Karan ତିରେ ଗାଇେଲ କଣ ହେଲା ଭିକ ମାଗିଵା ଠାରୁ ବହୁତ ଭଲ
@susrutadilip
@susrutadilip Жыл бұрын
Sasmita sabubele sata kahiba pain chesta kara michha kahile kebe bi agaku jai paribani Jay Jagannath🙏🙏🙏
@nalinisabatcreations5101
@nalinisabatcreations5101 Жыл бұрын
ତୁ ରାହୁଲ ଭାଇ ଲାଗି ଉପର କୁ ଉଠିଗଲୁ ତ ସେଥିପାଇଁ ବେସି ଭାଉ ଦେଖାଇ କଥା କହୁଛ 1କଣ 2ଟା ଯେତେବେଳେ ଚାହିଁବେ ସେତେବେଳେ ଗହିବୁ ତୋର ଅକାତ କୁ ଭୁଲେନା ଦିନ ରାତି ଭିକ ମାଗୁ ଥିଲୁ।
@Bilassutar012
@Bilassutar012 Жыл бұрын
ଇଏ ବି ରାନୁ ମଣ୍ଡଳ ଭଳି ହେଇ ଗଲା ଆଉ କେହି ପଚାରିବେନି ଯାଆ 🤣ରାହୁଲ ଭାଇ କୁ ନିନ୍ଦିଲ ଯିଏ ଏତେ କଲା, ପିମ୍ପୁଡି ରୂଖା ଉପର କୁ ଉଠିଲେ ଏମିତି ହୁଏ
@sujatajena2249
@sujatajena2249 Жыл бұрын
Right Bhai
@nandinidas9718
@nandinidas9718 Жыл бұрын
😅😅 right......bhai sie Ranu mandal
@Sonybinod123
@Sonybinod123 Жыл бұрын
Right bro🙏🙏
@Bilassutar012
@Bilassutar012 Жыл бұрын
ସତରେ ଲୋକମାନେ କଣ ପାଇଁ ଏମତି ପରିବର୍ତନ ହେଇ ଯାଆନ୍ତି ମୁଁ ଜାଣିପାରୁନି
@sumianjaliofficial8194
@sumianjaliofficial8194 Жыл бұрын
ରାହୁଲ ଭାଇ ପାଇଁ ଉପରକୁ ଉଠିଲ. ତାଙ୍କୁ ଏମିତି କଉଛ
@manojkumarmaharana9973
@manojkumarmaharana9973 Жыл бұрын
Rahul bhai good person
@besttraditionalupdate
@besttraditionalupdate Жыл бұрын
ଧର୍ଯ୍ୟ ନାହିଁ କିଛି କୁଆଡୁ ହାଇନି ଆର ଅସଲି ଓକାତ୍ ଭଗବାନ୍ ଶୁଜଗ ଥରେ ଦିୟନ୍ତି, ହେଲେ ମଣିଷ ନିଜ ଲେଭୂଲ୍ ଭୁଲି ଯିବ ଏତେ ଜଲଦି ଏଇଟା ଜମା ଠିକ୍ ନୁହଁ ପବ୍ଲିକ ପାଖରେ ଆର ଇମେଜ ଗଲା....😇😇😇😮
@KrishnaB5
@KrishnaB5 Жыл бұрын
Madam ku tk bujhei dia... studio re pila gaiba paien kete mehnat karuchhanti dina rati sabu ek kari dauchhanti riyaaz re
@laxmipriyabehera2194
@laxmipriyabehera2194 Жыл бұрын
ସସିମିତା ଯେଉଁ ରାହୁଲ ତମର ଭଗବାନ ଥିଲେ ଆଜି ସେ ପଇସା ଲୋଭି ହୋଇ ଗଲେ ତୁମେ ଭିକ ମାଗୁ ଥିଲ ଆଜି ତୁମେ ସୋଥ୍ ପର ହୋଇ ଗଲ ଛି
@biplabbhoi9323
@biplabbhoi9323 Жыл бұрын
ରାହୁଲ୍ ଭାଇ କେବେ ଆଉ ଏମିତି ଝିଅ କୁ ଉପରକୁ ଉଠେଇ ବାକୁ ଚାଂହିବନି ଆଗ ମଣିଷ ଚିହ୍ନିବା ଶିଖ 🙏🏼
@rkentertainment3226
@rkentertainment3226 Жыл бұрын
ଖୁବ୍ ଶୀଘ୍ର ଯବନିକା ପଡ଼ିଯିବ।
@indianeedshimodiaenglish9505
@indianeedshimodiaenglish9505 Жыл бұрын
ହେ ଝିଅ ସତରକ ହେଇ ରହିଥା, ସମସ୍ତେ ଅଛନ୍ତି ପଛରେ !!!!!
@Reenabehera0
@Reenabehera0 Жыл бұрын
Jay jagannath Jay jagannath Jay jagannath 🙏🙏🙏🙏🙏
@prasantabehera5733
@prasantabehera5733 Жыл бұрын
Rahul is very good person.
@jhunumohanty5189
@jhunumohanty5189 Жыл бұрын
ଏତେ ଶୀଘ୍ର ନିଜକୁ ଲତାମଙ୍ଗେସକର ଭାବନି ମା'। ଉପରକୁ ଉଠିବାକୁ ହେଲେ ଅହଙ୍କାର ନୁହେଁ, ନମ୍ର ହେବା ଦରକାର। ଯଦି ଏ କମେଣ୍ଟ ଦେଖୁଥାଅ, ନିଜକୁ ସୁଧାରିବାକୁ ଚେଷ୍ଟା କର। ତା' ହେଲେ ଆଗକୁ ବଢିବ। ନହେଲେ ପୁନର୍ବାର ସେଇଠିକି ଚାଲିଯିବ, ଯେଉଁ ଠାରୁ ଆସିଥିଲ।
@ranjeetpanda5584
@ranjeetpanda5584 Жыл бұрын
ରାନୁ ମଣ୍ଡଳ ପରି ଦେଖା ଯାଉଛି
@sanufamilyvlog747
@sanufamilyvlog747 Жыл бұрын
ଇଏ--2 ରାନୁମଁଣ୍ଡଳ --ଏମାନଙ୍କଭାଗ୍ୟଖରାପ୍ଇ
@khantiodia1289
@khantiodia1289 Жыл бұрын
ଏ ସସ୍ମିତା ଆଉ ଆଗକୁ ଯାଇପାରି ବନି,ରାନୁ ମଣ୍ଡଳ ପରି ପୁଣି ଭିକ ମାଗିବ
@jumarlenka2877
@jumarlenka2877 Жыл бұрын
ଭିକ ମାଗୁଥିଲି ରାତି 1ଯାଏ ଭୁଲିଗଲୁ
@harekrushnahotta2072
@harekrushnahotta2072 Жыл бұрын
ତୁମେ ସେମାନଙ୍କୁ ଯେତେ ସହଜ ଭାବିଥିଲ ସେମାନେ ସେମିତି ଆଦ୍ୱ ନୁହ ସେମାନେ ତୁମକୁ ଦୟଦେଖେଇ ଲୋକଙ୍କୁ ଇମୋସନ୍ କରାଇ ପଇସା କମାଇବା ପାଇଁ ଚାହୁଛନ୍ତି ନଚେତ୍ ସେମାନଙ୍କର ଆନ୍ତରିକତା ନାହିଁ। ତଥାପି ତୁମେ ତୁମ ବାଟରେ ଗୀତ ଗାଇବା ଜାରି ରଖ ପ୍ରଭୁ ତୁମକୁ ସାହାଯ୍ୟ କରନ୍ତୁ।
@jdhar_11
@jdhar_11 Жыл бұрын
Prabhu sahajya karithile ,parisram karibani rati Dina ku ek karibani ,dosa bi delani ebthu Tumar unnati etiki .sesa.
@suniljena9773
@suniljena9773 Жыл бұрын
Bhauni gote Katha Mane rakhiba Rahul Bhai pain'aji ye jagare atleast tanka virudha re pade kahiba purbaru 1000 thare bhabutha
@gurucharanbarik8232
@gurucharanbarik8232 Жыл бұрын
Se ଭାଇ କେବେ ଭାବିବନି ସିଏ ଏବେ ଭାବୁଥିବ ki ରାହୁଲ ଭାଇ ର କଥା ଶୁଣିଲେ କାଳେ ଦେବାକୁ ପଡିବ ରାହୁଲ ଭାଇ katha🙏🙏ପ୍ରଭୁ ଜଗନ୍ନାଥ ତୁମକୁ ଦେଖିବେ
BJP Ignore leaders who betrayed BJD
3:38
Sunstar TV
Рет қаралды 2,1 М.
Ik Heb Aardbeien Gemaakt Van Kip🍓🐔😋
00:41
Cool Tool SHORTS Netherlands
Рет қаралды 9 МЛН
WILL IT BURST?
00:31
Natan por Aí
Рет қаралды 29 МЛН
艾莎撒娇得到王子的原谅#艾莎
00:24
在逃的公主
Рет қаралды 54 МЛН
Ik Heb Aardbeien Gemaakt Van Kip🍓🐔😋
00:41
Cool Tool SHORTS Netherlands
Рет қаралды 9 МЛН