No video

Tele Film - MANISHA( ମଣିଷ )

  Рет қаралды 312,880

DD ODIA

DD ODIA

Күн бұрын

Tele Film - MANISHA
#Hemanta Das
#Jharana Das
#Mihir Das
#Dukhiram swain
#Pira Mishra, #Jayi, #snigdha , #Swati
#manisha
#dramamanisha
#playmanisha#ddSerials

Пікірлер: 324
@sisirkumar8047
@sisirkumar8047 3 жыл бұрын
ବା...ବା.... ଅତି ନିଷ୍ପାପ, ନିଶ୍ଚଳ ଓ ହୃଦସ୍ପର୍ଶୀ କାହାଣୀ ଟିଏ ଆଉ ଆମ ମାନଙ୍କର ଚିରଞ୍ଜିବୀ ଅଭିନେତା ମାନେ 👏👏👏👏👏👏👏👏👏👏👏👏
@prasantmunientertainment798
@prasantmunientertainment798 3 жыл бұрын
ଜିବନ୍ତ ଅଭିନୟ। ହେମନ୍ତ ଦାଶ ମହାନ୍ କଳାକାର। ମୁଣ୍ଡ ନଇଁ ଯାଉଛି। ଆପଣ ମାନକଁ ଅଭିନୟ ଆଗରେ। 😭😭😭😭
@jyotsnabaral9593
@jyotsnabaral9593 3 жыл бұрын
Nice
@prasantmunientertainment798
@prasantmunientertainment798 3 жыл бұрын
@@jyotsnabaral9593 Thank you❤❤
@prasanikaswain3985
@prasanikaswain3985 3 жыл бұрын
Satare kete mahan actors.goda chhuin pranam karibaku ichha haucghi.old odia story & actors r real great actors..aajikali Ra actors odia industry Ra fame ku barbad karidele....
@LUCKY_95427
@LUCKY_95427 Жыл бұрын
ହଁ ରେ ମୋ ଭାଇ 😢🙏
@kumarmanoj1309
@kumarmanoj1309 6 ай бұрын
bartanman khali nisa maharana o rani panda
@rabindradash6381
@rabindradash6381 Жыл бұрын
ସ୍ୱର୍ଗତଃ ହେମନ୍ତ ସାର, ଦୁଃଖୀରାମ ସାର,ମିହିର ସାର,ଝରଣା ମାଡ଼ମ,ଅନ୍ୟ କଳାକାର ଙ୍କ ଅଭିନୟ କୁ କେବେ ଭୁଲି ହେବ ନାହିଁ।ଆଜିର ଯୁବପିଢି କଳାକାର ମାନେ ଅଭିନୟ ଏମାନଙ୍କ ଠାରୁ ଶିଖନ୍ତୁ।
@kalucharanpatra5767
@kalucharanpatra5767 6 ай бұрын
ସେ ସମୟର ଓଡିଆ ଚଳଚ୍ଚିତ୍ର ରେ ବାସ୍ତବିକତା ଥିଲା । ବହୁତ ହୃଦୟସ୍ପର୍ଶୀ ଚଳଚ୍ଚିତ୍ର
@welcome-to-you-all
@welcome-to-you-all 10 ай бұрын
ମହାନ କଳାକାର ହେମନ୍ତ ଦାସ ସାର .... LOVE YOU MY REAL BEST ACTOR🙏🏻🙏🏻🙏🏻🙏🏻
@kahaniyaan2136
@kahaniyaan2136 8 ай бұрын
ଗତକାଲି ଯେତେବେଳେ ଏହି tele film ଟି ଦେଖିଲି ଆଉଥରେ ଦେଖିବାକୁ ନିଜକୁ ଅଟକେଇବା କଷ୍ଟ କରହେଲା ସତରେ ଆପଣଙ୍କ ଅଭିନୟ ମନଛୁଆଁ ଅଟେ.😢😊
@rabindrakumarlifegod2378
@rabindrakumarlifegod2378 7 ай бұрын
ଆଉ ସେ ଦିନ କେବେବି ଜୀବନ ର ଆସିବ ନାହିଁ
@125omprakashpanda5
@125omprakashpanda5 3 жыл бұрын
କାହାଣୀ ର ଚରିତ୍ର ସବୁ ଖୁବ୍ ସୁନ୍ଦର ଅଭିନୟ କରିଲେ। ଆଉ ଲେଖା ତ ଆହୁରି ସୁନ୍ଦର। ସମାଜ କୁ ଅନେକ ଶିକ୍ଷା ଦେଇଛି ଏହି କାହାଣୀ। 🙏🙏🙏
@diptiranjandas7419
@diptiranjandas7419 Жыл бұрын
ସେ ଦିନ ସବୁ କୁଆଡେ ହଜିଗଲା ରେ।ଲୁହ ରୋକି ହୁଏନି ବୋଲି ଏଭଳି ଫିଲ୍ମ ଦେଖି ବାକୁ ଇଛା କରେନି।ଯେତେ ଅତୀତ ସେତେ ମିଠା
@sabitanayak4716
@sabitanayak4716 27 күн бұрын
ମତେ ବି କୋରିଆ ହେଇଗଲା ପରି ଲାଗେ😭😭😭😭
@dillipsanjunayak2814
@dillipsanjunayak2814 Жыл бұрын
ହେମନ୍ତ ଦାସଙ୍କ ଅକଟିଂଗ ଓହଃ କି ସୁନ୍ଦର ଅକଟିଂଗ ମୋ ମନକୁ ଛୁଇଁ ଗଲା
@nirmalchand1765
@nirmalchand1765 2 жыл бұрын
There is no alternative of My dear acter Hemant Das.purely motivational tele film. And special thanks for Acharya sir and all participants of this film. 🙏🙏
@roupyaprakashsahoo5624
@roupyaprakashsahoo5624 2 жыл бұрын
dukhiram swain, hemant das, saroj das, mihir das, top level actors of odia industry.. pure odia culture based story... thanks DD odia for these type of stories....
@kanhucharannaik5946
@kanhucharannaik5946 3 жыл бұрын
ଏହି କଳାକାର ମାନଙ୍କ ପାଇଁ ଦିନେ ଓଡ଼ିଆ ସିନେ ଜଗତ ବହୁତ ଉଚ୍ଚରେ ଥିଲା ଆଉ ଏବେକାର କଥା ନ କହିଲେ ଭଲ।
@TheSilee
@TheSilee 2 жыл бұрын
THik katha kahile aji kali odia cenema re amr sankruti ku chadi baki sabu achi south film dubb karuchanty kintu seithiru kichi Sanskar sikhu nahanty semane kemti tanka culture ku bhala pauchanty
@banuakishori1307
@banuakishori1307 Жыл бұрын
😆😆😆😆
@rankaboss8154
@rankaboss8154 Жыл бұрын
Sata kahichha
@lkchhotaray2010
@lkchhotaray2010 Жыл бұрын
Jaha kahila bhai....satare bhari dukha laguchi..keun ade gale legendary actors ...unforgettable experience with my Childhood
@babub4u901
@babub4u901 9 ай бұрын
ବର୍ତମାନ କଳା କାର କଳା କାର ହେଇ ନାହାନ୍ତି ? ପୋଡ଼ା ମୁହଁ ମାଙ୍କଡ ସବୁ , କି ପ୍ରକାର ଉତ୍ପାତ ହେଉଛନ୍ତି ଦେଖୁ ନାହାନ୍ତି 🤔
@sangitaodisha8273
@sangitaodisha8273 Жыл бұрын
ହେମନ୍ତ ଦାସଙ୍କ ପରି ମଣିଷ ଗୁଡ଼ା ତାଙ୍କ ପ୍ରତି ଟି ଅଭିନୟରେ କନ୍ଦାଇ ପକାନ୍ତି ଏତିକି ତ ସେମାନଙ୍କ ମହାନତା 🙏
@asutoshadas8436
@asutoshadas8436 3 жыл бұрын
Thanks DD Odia to gave us our culture ,nature ,childhood etc again and we are all will eagerly waiting for your this type of diamonds .
@nityanandanath1533
@nityanandanath1533 Жыл бұрын
ବହୁତ୍ ସୁନ୍ଦର୍ କାହାଣୀ ଟି। ହେମନ୍ତ ଦାସ ଙ୍କ ଅଭିନୟ ଟି 🙏🏻 ଜୟ ମା ମଙ୍ଗଳା 🌺🌺🙏🏻।
@rcdesikalakarofficial2152
@rcdesikalakarofficial2152 Жыл бұрын
ବହୁତ ସୁନ୍ଦର ଲାଗିଲା ବହୁତ ବହୁତ ଧନ୍ୟବାଦ ଏହି film ରେ ଅଭିନୟ କରିଥିବା ସମସ୍ତଙ୍କୁ...
@satyaprakashjena4707
@satyaprakashjena4707 Жыл бұрын
ଏବେ ବି ଆମ ଗାଁ ଗଳିରେ ଜାତି ଧର୍ମ ଲାଗିରହିଛି, ଶଳା ବଡଯତିଆ ମା କୁ ବି ଛାଡ଼ିଲେଣି ଜୟ ମା ବିରଜା🙏🏻🙏🏻 କିନ୍ତୁ ଏବେ ସେଇ ବଡ଼ଯତିଆ ଚନ୍ଦ୍ର ଗ୍ରହଣରେ ଆମିଷ ଖାଇ ହେତୁବାଡ଼ି କୋଉଛନ୍ତି 😅🤣😂🤣 ଶଳା ବଦଯାତିଆ ଜୟ ହରିଜନ ଜୟ ସମ୍ବିଧାନ🇮🇳🇮🇳🇮🇳
@DLipsu
@DLipsu 4 ай бұрын
ନା ଭାଇ ଜୟ ସର୍ବଦା ମାନବିକତାର ହେଉ, ତେବେ ଯାଇ ସମାଜରୁ ଜାତିଆଣ ଭାବ ଦୂରେଇବ ।
@nirojdash8700
@nirojdash8700 3 жыл бұрын
Hemant das such a great actor to our ollywood industry 🙏🙏
@informationhub649
@informationhub649 3 жыл бұрын
Bhai aau nahanti ଏପରି actor actress ama odia industry jau pari devlop kariba katha kari ପାରିଲାନି ସେଥି ଲାଗି ସବୁ କଳାକାର ଛାଡ଼ି ଚାଲି ଗଲେ
@amiyaprasaddash1643
@amiyaprasaddash1643 2 жыл бұрын
What an acting level of Hemant Das n supporting actor....... No word to describe. 🙏🏽🙏🏽🙏🏽🙏🏽🙏🏽
@bikashmallick8584
@bikashmallick8584 2 жыл бұрын
Hemant sir nka acting wahhh Pure pure pure natural 🙏 Sate jemiti Niti Dinia jeevan ra chala prachala pari laguchi 🙏
@babub4u901
@babub4u901 9 ай бұрын
ଓଡ଼ିଆ ସିନେମା ଜଗତର ଏମାନେ ଥିଲେ ସବୁ ଚଳନ୍ତି ବିଶ୍ଵକର୍ମା , ଦୁଃଖ ଲାଗୁଛି ଯେ ଆଜି ଓଡ଼ିଆ ଚଳଚ୍ଚିତ୍ର ଜଗତ ମାଟି ରେ ମିଶିବାକୁ ଯାଉଛି , ସିନେମା ଜଗତର ନିର୍ଦ୍ଦେଶକ ପ୍ରଯୋଜକ, ଅଭିନେତା ମାନେ ସବୁ ପୋଡ଼ି ଖାଇ ଗଲେ ।
@umeshjena1881
@umeshjena1881 6 ай бұрын
ବହୁତ ସୁନ୍ଦର ଲାଗିଲା। ସମସ୍ତ କଳାକାର ମାନଙ୍କୁ ମା ମଙ୍ଗଳା ଭଲରେ ରଖନ୍ତୁ। ମୋର ଏତିକି ମିନତି ମା'ଙ୍କ ପାଖରେ। ଜୟ ମା ମଙ୍ଗଳା।
@adityaprasadtripathy8812
@adityaprasadtripathy8812 2 жыл бұрын
ଏହି ସରଳ ଓ ନିସ୍ପାପ ହୃଦୟ ର ବ୍ୟକ୍ତି ଆଉ ନାହାନ୍ତି ।
@prasanikaswain3985
@prasanikaswain3985 3 жыл бұрын
We lost such a greatest actor like hemanta das sir🙏🙏🙏🙏🙏
@prafulladas9915
@prafulladas9915 3 жыл бұрын
ଜଣେ ଅଦ୍ୱିତୀୟ ନାୟକ ହେମନ୍ତ ଦାସ ଓ ନାୟିକା ଝରଣା ଦାସ
@gaurangcharanpradhan680
@gaurangcharanpradhan680 6 ай бұрын
Two drops of tear came from my eyes at last.....😢 for Such talented actors
@malayadas3572
@malayadas3572 Ай бұрын
ଏହି କଳାକାର ଙ୍କ ପାଇଁ ମୋ ପାଖରେ କିଛି ବି ଭାଷା ନାହିଁ। କେବଳ ହାତ ଯୋଡ଼ି ପ୍ରଣାମ କରୁଚି ଏହି ଦେବ ତୁଲ୍ୟ କଳାକାର ମାନଙ୍କୁ 🙏🙏🙏🙏🙏
@trilochandas2736
@trilochandas2736 3 жыл бұрын
From my childhood it's my favourite telefilm ever. Thanks God and DD Odia to provide us this telefilm again in youtube. Thank again.
@basudevmishra1367
@basudevmishra1367 3 ай бұрын
ସେତେବେଳ ର କଳାକାର ମାନଙ୍କ ର ଅଭିନୟ ସତରେ ଜୀବନ୍ତ, ଏ ସବୁ ଦେଖିଲେ ପିଲା ଦିନ କଥା ମନେ ପଡିଯାଉଛି😢😢, ଏବେକାର କଥା ନ କହିଲେ ଭଲ,କି ସୁନ୍ଦର୍ ଅଭିନୟ,,,ମୁ ପିଲାଦିନେ ସ୍କୁଲ ରୁ ଆସି ଏହି ଗପ ସବୁ ଦେଖେ
@amitvlogs8412
@amitvlogs8412 Ай бұрын
ହଁ ଭାଇ ଏ କାହାଣୀ ଦେଖିଲେ ଆଖିରୁ ଲୁହ ଆସି ଯାଉଛି 😢😢
@cryofrose5481
@cryofrose5481 4 ай бұрын
Legends of Odisha Cinema Industry.....
@ranjan3369
@ranjan3369 3 ай бұрын
Bahut hrudaya sparsi old cinema 🥰🥰🙏🙏👍👍
@brandbabu662
@brandbabu662 2 жыл бұрын
What an acting level of hemant das sir banki ra na uchha karidele hemant sir
@akashbarik4105
@akashbarik4105 3 ай бұрын
Emiti magic avinaya realistic kehi kariparibeni hemanta das great
@prasantmunientertainment798
@prasantmunientertainment798 3 жыл бұрын
ଆପଣ ମୋ ପିଲାଦିନ ମନେ ପକେଇ ଦେଲ। thank u DD National.
@Ranjankumar-kp6re
@Ranjankumar-kp6re 3 жыл бұрын
Hemanta das such a great actor in our Odia industry Very rich acting
@niharkantabehera9776
@niharkantabehera9776 6 ай бұрын
A abhinaya re kichhi bi chhalana nahi... Pura jibanta abhinaya 🙏🚩🇮🇳
@khusiphotography6932
@khusiphotography6932 4 ай бұрын
Grt odia kolakaar sabu lop heigole
@bamadevjena3571
@bamadevjena3571 3 күн бұрын
ଏ କୌଣସି ଅଭିନୟ ନୁହେଁ ଅତୀତର କିଛି ଘଟୁଥିବା ମୁହୂର୍ତ୍ତ ,ଅଭିନୟ ପରି ଲାଗୁନି ପୁରା ଜୀବନ୍ତ
@DGHSTULAPADA
@DGHSTULAPADA 4 ай бұрын
Great actor. Old is always gold . Jay maa
@sanjayakumarsahu1056
@sanjayakumarsahu1056 6 ай бұрын
Such a great lively acting by all the actors specially Hemanta Das 🙏🙏🙏🙏🙏
@akashbarik4105
@akashbarik4105 2 ай бұрын
Evali kehi kariparibeni hemanta das great
@diptikantmohapatra9580
@diptikantmohapatra9580 4 ай бұрын
Hemanta das is a legend.salute sir
@saratranjanbehera6661
@saratranjanbehera6661 6 ай бұрын
ହେମନ୍ତ ଦାସ ଆମ ଓଡିଶା ଚଳଚିତ୍ର ଜଗତର ଅମ୍ଲାନ ପ୍ରତିଭା.... 👌
@sashikantamallik4134
@sashikantamallik4134 Ай бұрын
Hemanta sir best actor ever
@laxmipriyapanda9379
@laxmipriyapanda9379 6 ай бұрын
Excellent performance Hemanta sir🙏🙏👍
@rkjworld1425
@rkjworld1425 6 ай бұрын
ପୁରା ଜୀବନ୍ତ ଅଭିନୟ। ବହୁତ୍ ଭଲ ଲାଗିଲା। ଆଜିକାଲି ଓଡ଼ିଆ ଫିଲ୍ମ ରେ ଏମିତି ଅଭିନୟ ସାତ ସପନ ହେଇଛି। ଆଜିକାଲି କଳା କାର ମାନେ ଏମିତି ଅଭିନୟ କରିବାରେ ଅକ୍ଷମ। ଯଦି ଅଛନ୍ତି ତାହାଲେ ନିର୍ଦେଶନା ଉଚ୍ଚ କୋଟୀର ହୋଇପାରୁନି
@tapaswini1902
@tapaswini1902 Жыл бұрын
ସତରେ......ଜୀବନ୍ତ ଅଭିନୟ
@balrambehera5159
@balrambehera5159 6 ай бұрын
ଅତି ସୁନ୍ଦର ହୃଦୟସ୍ପର୍ଶୀ କାହାଣୀ ଟିଏ ଅତି ସୁନ୍ଦର୍ କଳାକାର ସମସ୍ତେ
@myindia8600
@myindia8600 4 ай бұрын
Bahuta vagya se vaiga vair .Jaya maa mangala
@rohitrcreation8123
@rohitrcreation8123 2 ай бұрын
A film dekhile akhiru luha asijauchi jibanta film
@drabhisekb3098
@drabhisekb3098 2 жыл бұрын
Excellent acting.a request to DD odia to create such serial.
@panchananmohanty5119
@panchananmohanty5119 Жыл бұрын
ବତୁତ୍ ଭଲ ଜୟ ମା ମଙ୍ଗଳା
@manoranjanpintu358
@manoranjanpintu358 7 ай бұрын
Bahut sundar lagila ❤satare puruna film bahut sundar
@rutuparnaani7833
@rutuparnaani7833 2 жыл бұрын
ଜୟ ମା ମଙ୍ଗଳା 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@DAKOTA1940s
@DAKOTA1940s 2 жыл бұрын
ହୃଦୟସ୍ପର୍ଶୀ ଓ ଭାବ ଭକତ ର ଅଭୂତ ଦୃଶ୍ୟ🙏🏼💚😌
@santoshbarik-zs8ro
@santoshbarik-zs8ro 6 ай бұрын
Hemanta das legend of odisha
@SulagnaSpeaks
@SulagnaSpeaks 2 жыл бұрын
All great actors are in one show! ❤️
@somanathsahoo7443
@somanathsahoo7443 2 жыл бұрын
Jay maa Mangala maa tote koti koti pranam lo maa
@tapanparija3249
@tapanparija3249 Жыл бұрын
Hemanta Das........the legend
@jaysrirambulurakhal
@jaysrirambulurakhal 4 ай бұрын
ବହୁତ ଭଲ ଲାଗିଲା ଚଳଚ୍ଚିତ୍ରଟି ଜୟଶ୍ରୀ କଳା ଜୟ 🙏🙏🥀🌹🥀🌹🥀🌹
@soumyaranjanlenka2728
@soumyaranjanlenka2728 6 ай бұрын
Jai Maa Mangala. Bahut heart touching story. Very nice n simple n innocent person ❤❤❤
@sonali8246
@sonali8246 3 жыл бұрын
ଜୟ ମା ମଗଂଳା 🙏🙏🙏🙏🙏
@amitash37
@amitash37 5 ай бұрын
Legend Hemant das never dies
@satyaranjanparhi1006
@satyaranjanparhi1006 Жыл бұрын
Legendary actor a heart touching story Devotion surpasses caste
@narayanbiswal95
@narayanbiswal95 5 ай бұрын
All are golden actor of ollywood industry
@Shiv05559
@Shiv05559 4 ай бұрын
Herman dash Jane barshiyan actor
@manmathpal256
@manmathpal256 10 ай бұрын
ଓଡ଼ିଆ ଜାତିର ଆବେଗର କଥାଚିତ୍ର 💖
@dr.lokanathpaital5839
@dr.lokanathpaital5839 Жыл бұрын
Excellent and pragmatic acting by Hemant Das sir.
@anjanroutray4515
@anjanroutray4515 3 жыл бұрын
Assemble of legendary actors Hemant Das,Jharana Das,Dukhiram Swain,Jaya Swami,Mihir Das.😘😘
@deepakbehera9423
@deepakbehera9423 4 ай бұрын
Bahut Sundar lagla.......dilse salute for all versatile actors🙏🙏🙏🙏
@niharkantabehera9776
@niharkantabehera9776 6 ай бұрын
Bharat mata ki jai 🚩🚩🚩🇮🇳🇮🇳🇮🇳🇮🇳 Jay Jagannath 🚩🇮🇳🙏🚩 Bahut sundar amo odia culture 🚩🚩🇮🇳
@namitadash3522
@namitadash3522 6 ай бұрын
🙏🙏🙏 Maa nkara e vdo ti khub realistic ebang heart touching hoichhi. E film re role karithiba pratyeka nkara action bahut hi badhia hoichhi.❤
@thelife3553
@thelife3553 3 жыл бұрын
It's a song of life and a celebration of happiness.
@pratibhananda6346
@pratibhananda6346 3 жыл бұрын
Heart touching story 👌👌👌👌👌👌👌👌👌👌👌
@Titaniccreationofficial
@Titaniccreationofficial 4 ай бұрын
ଅତି ସୁନ୍ଦର
@aloksatpathy1680
@aloksatpathy1680 7 ай бұрын
Hemant Das is a great actor. His acting is very natural.
@odialifestyleinodisha4649
@odialifestyleinodisha4649 3 жыл бұрын
ପିଲାଦିନ ମନ ପଡ଼ିଗଲା 😔😔
@ambikanandanmattam8343
@ambikanandanmattam8343 5 ай бұрын
JAI MAA MANGALA🙏
@santoshdalai5026
@santoshdalai5026 6 ай бұрын
Bohuto sundaro story Great kolakaro Handsaw great great great
@subhasmitapradhan8782
@subhasmitapradhan8782 6 ай бұрын
ଜୟ ମା ମଙ୍ଗଳା ମାଗୋ ଆଦିଶକ୍ତି ତୁ ହି ମା ଜଗତଜନନୀ ମା.. ମୋ ପରିବାରର ସମସ୍ତଙ୍କୁ ଭଲରେ ରଖେ ଲୋ ମା ମଙ୍ଗଳା 😭🙏🙏🙏🙏🙏🙏ତୋ ପାଦ ତଳେ ଶରଣ ଟିକେ ଦେ ମତେ ଲୋ ମା 🙏🙏🙏🙏🙏🙏🙏
@jitendrasundaray8493
@jitendrasundaray8493 4 ай бұрын
ନିଚ୍ଛକ ଅଭିନୟ. ସୁନ୍ଦର ବିଷୟ ବସ୍ତୁ 🙏
@jitendrasundaray8493
@jitendrasundaray8493 4 ай бұрын
ଜୟ ମା ମଙ୍ଗଳା 🙏
@PintuPinkyFuntimes
@PintuPinkyFuntimes 4 ай бұрын
ଅତି ସୁନ୍ଦର କାହାଣୀ ଏବଂ ଅଭିନୟ ❤
@akshayakumarsahu1234
@akshayakumarsahu1234 6 ай бұрын
Hemant sir great acter
@AlokKumar-wi6cz
@AlokKumar-wi6cz 3 жыл бұрын
Pilabela Katha manepaduchi emiti upahara pain dhanyabaad
@debendrakumar1097
@debendrakumar1097 3 жыл бұрын
ସୁନ୍ଦର କାହାଣୀ/ଅଭିନୟ 👌
@jajpurregionalnews2978
@jajpurregionalnews2978 4 ай бұрын
ବହୁତ ସୁନ୍ଦର ଲେଖା ଏବଂ ସୁନ୍ଦର ଅଭିନୟ ❤
@lifeofsagar535
@lifeofsagar535 2 жыл бұрын
Sundar story.. Thanks for upload
@babusomya8357
@babusomya8357 5 ай бұрын
Always miss Old movie 😭
@rabindrakumarlifegod2378
@rabindrakumarlifegod2378 7 ай бұрын
ମୋ ପିଲା ଦିନର ଭିଡ଼ିଓ
@sahuentertainment8434
@sahuentertainment8434 Жыл бұрын
ଜୀବନ୍ତ ଅଭିନୟ
@pranayakumarbhol9003
@pranayakumarbhol9003 5 ай бұрын
Old is gold ❤
@aishwaryadash6511
@aishwaryadash6511 3 жыл бұрын
Heart touching story... kindly upload rest episodes of Chorabali, chatura binoda, pura puri paribarika
@naturesfriend1518
@naturesfriend1518 5 ай бұрын
Based on a true story lekha heichi ,janibaku chahain kie sei mahan byakti jie nijara sarbaswa deidei a bhali kirti srusti karichi au kauthi.
@bapujisahoo7462
@bapujisahoo7462 6 ай бұрын
ଖୁବ୍ ସୁନ୍ଦର ଅଭିନୟ ଏହି କଳାକାର ମାନଙ୍କୁ ମୋର କୋଟି ପୁନାମ
@pramodbhoi509
@pramodbhoi509 6 ай бұрын
Best tele film
@kumarbasant9003
@kumarbasant9003 5 ай бұрын
Heart touching
@rameshchandrabhoi8916
@rameshchandrabhoi8916 4 ай бұрын
Ei video dekhi ki mora akhiru luha asigala.amanka abhinaya😢😢😢😢😢😢
@singerbadrinarayan304
@singerbadrinarayan304 5 ай бұрын
🙏🙏🙏🙏🙏ସଦା ସର୍ବଦା ଆପଣ ମାନେ ଆମ ମାନଙ୍କ ହୃଦୟରେ ରହିଥିବେ 🙏🙏🙏ଜୟ ଜଗନ୍ନାଥ 🙏🙏
@basantanahak956
@basantanahak956 2 ай бұрын
Hemanta das great
ବର ,ଟେଲିଫିଲ୍ମ,  BARA (Telefilm )
29:14
DD ODIA
Рет қаралды 553 М.
Schoolboy Runaway в реальной жизни🤣@onLI_gAmeS
00:31
МишАня
Рет қаралды 3,6 МЛН
الذرة أنقذت حياتي🌽😱
00:27
Cool Tool SHORTS Arabic
Рет қаралды 24 МЛН
bhukha (ଭୂଖା )Odia Movie
1:51:57
Miʜiɿ ЯɒnႱɒn Ƨɒʜoo
Рет қаралды 1,2 МЛН
Shree Jagannath | Odia Movie | Brajaraj Movies | | Basant Naik Presents
2:18:41
Basant Naik Entertainment
Рет қаралды 531 М.
Tele Film Janma || ଜନ୍ମ II  Cast- Asrumochan Mohanty
29:55
Lobha ଲୋଭ - କଥା ନଦୀ Katha Nadi
30:25
DD ODIA
Рет қаралды 657 М.