No video

ହନୁ ମାଙ୍କଡ଼ ବି ଜାଣିଛି 'ସୋଆ ପ୍ରାଣୀ ଚିକିତ୍ସାଳୟ'ର ରାସ୍ତା; ଆସିଲା, ବସିଲା ଆଉ କରାଇଲା ଚିକିତ୍ସା ।

  Рет қаралды 1,404,367

Prameya News7

Prameya News7

2 жыл бұрын

ହନୁ ମାଙ୍କଡ଼ ବି ଜାଣିଛି 'ସୋଆ ପ୍ରାଣୀ ଚିକିତ୍ସାଳୟ'ର ରାସ୍ତା; ଆସିଲା, ବସିଲା, ଚିକିତ୍ସା କରାଇଲା ଆଉ ଚିକିତ୍ସା ପରେ ଖୁସିରେ ଡିଆଁ ମାରି ପଳାଇଲା ।
#Monkey #SOA #VeterinaryHospital #ViralVideo #SpecialReport #SpecialStory #PrameyaNews7
#PrameyaNews7 #News7 #OdishaNews
Prameya News7, is a leading Odia News Channel of Odisha,India. Prameya News7 provides Fair, Unbiased news from Odisha and beyond.
For latest Odisha News Follow us:
Website: www.prameyanews...
KZfaq: / prameyanews7odia
Twitter: / news7odia
Facebook: / news7odia
Instagram: / prameyanews7
Playlists-
SARPANCHA BABU SABADHAN • SARPANCHA BABU SABADHA...
Explore Odisha: • Explore Odisha
Breakfast Odisha: • Breakfast Odisha News7
Maganna Oligi • Video
Biswas Abiswas Andhabiswas: • Biswas Abiswas Andhabi...
Digital Special Stories: • Digital Special Stories
Daffa | Crime Stories: • Daffa | ଅନ୍ଧବିଶ୍ୱାସ ଅନ...
Jollywood Jalwa: • ଧଉଳି ହିରୋ ଗୌର ଦାସଙ୍କ ମ...
Nua Jibana Nua Asha : • Nua Jibana Nua Asha | ...
No Tension: FUNNY Interviews: • No Tension: Exclusive ...
Face To Face: • Face To Face

Пікірлер: 751
@ramkrishnagouda9086
@ramkrishnagouda9086 2 жыл бұрын
ଯେଉଁଥି ପାଇଁ ଖୋଲାଯାଇଥିଲା ତାହା ସଫଳତା ହେଲା ସେବା କରିବାର ସୁଯୋଗ ମିଳିଲା ଜୟ ହନୁମାନ ସେ ହିଁ ତ ଅସଲି ହନୁମାନ
@surajkumardas2607
@surajkumardas2607 2 жыл бұрын
ମୋ ପ୍ରଭୁ ମହାବୀର ହନୁମାନ ନିଜେ ବାନ ର ରୁପ ରେ ଆସିଥିଲେ ଜୟ ଶ୍ରୀ ରାମ ଜୟ ବଜରଙ୍ଗବାଲୀ 🚩🚩🚩🚩🚩🚩💪💪💪💪🙏🙏🙏❤️❤️❤️❤️❤️
@rabindraparida5298
@rabindraparida5298 2 жыл бұрын
Jayashree ram jai Hanuman,
@kadambinitripathy3240
@kadambinitripathy3240 2 жыл бұрын
🙏 ଜୟ ହନୁମାନ 🙏 ଅନୁଷ୍ଠାନ ର ଭବିଷ୍ୟତ ଉଜ୍ଜ୍ୱଳ
@binayjena554
@binayjena554 2 жыл бұрын
TU daki I will get you k ji
@jhunubejjo1855
@jhunubejjo1855 2 жыл бұрын
Lo lqllp 🔥l ppp
@stockmarket5664
@stockmarket5664 2 жыл бұрын
ଜୟ ଶ୍ରୀ ରାମ 🙏ଜୟ ବୀର ହନୁମାନ 🙏
@dengerboy8460
@dengerboy8460 2 жыл бұрын
ପ୍ରଭୁ ଶ୍ରୀ ରାମ ।ଜୟ ହନୁମାନ ପରୀକ୍ଷା ନେଉଛନ୍ତି
@MusicMantraMusic
@MusicMantraMusic 2 жыл бұрын
ଜୟ ମହାବୀର 🙏🏻
@sunildas5693
@sunildas5693 2 жыл бұрын
Jay shree ram 🙏🙏🙏
@manojkumarsethy9414
@manojkumarsethy9414 2 жыл бұрын
ୟେ ନୂତନ ପ୍ରାଣୀ ଚିକିତ୍ସାଲୟରେ ସ୍ୱୟଂ ଭଗବାନ ଖୁସି ଅଛନ୍ତି, ତେଣୁ ଏଠି ସବୁଠୁ ଭଲ ଆଉ ଉଚ୍ଚ ସ୍ତରରେ ପ୍ରାଣୀଙ୍କ ଚିକିତ୍ସା କରନ୍ତୁ, ଜୟ ଜଗନ୍ନାଥ ସମସ୍ତଙ୍କୁ ମୋର ଅଭିନନ୍ଦନ.
@mandalingaraj7761
@mandalingaraj7761 Жыл бұрын
@HAPPYHOLLOWS1137
@HAPPYHOLLOWS1137 Жыл бұрын
Oo Like
@snehalatamohanty2547
@snehalatamohanty2547 Жыл бұрын
@@mandalingaraj7761 2 see TT Hu Dr
@mananayak.697
@mananayak.697 2 жыл бұрын
🙏ସତରେ.ଭଲ ଦିନ ଆସୁଛି 🙏
@ashishmohanty_7807
@ashishmohanty_7807 2 жыл бұрын
Aapka Sharir jaldi se jaldi theek ho jaaye Jay shri ram Jay hanuman 😊🙏🏻🙏🏻🙏🏻🙏🏻🙏🏻🙏🏻🙏🏻
@abhimanyusatapathy481
@abhimanyusatapathy481 2 жыл бұрын
ସତ୍ୟ ଯୁଗ ଆସୁଛି, ତେଣୁ ପଶୁ ମାନେ ସବୁ ଜାଣି ପାରିବେ
@birupakhyapatra6992
@birupakhyapatra6992 2 жыл бұрын
ହେ ମୋର ଭାରତ ମାତାର ସନ୍ତାନଗଣ ବୟ ଜେଷ୍ଠ ବାପାମାଆ ହେ ମୋର ଆଗାମୀ ଭବିଷ୍ୟତର ନାଗରିକ କିଶୋର କିଶୋରୀ ଭାଇ ଭଉଣୀ ଶିକ୍ଷା ଅଧ୍ୟୟନ ରତ ଛାତ୍ର ଛାତ୍ରୀ ଆମ। ଓଡ଼ିଶାର ଭାରତ ବର୍ଷରେ ଗୋଟିଏ ମାତ୍ର ସ୍ଥାନ ଓଡ଼ିଶା ଆଜି ଆମେ ଆମ ଓଡ଼ିଶା ମାଟିର ଗୌରବ ରୁକୁଣୀଆମାବାସ୍ୟାତିଥିରେ ସୂର୍ୟଙ୍କ ଗ୍ରହଣ ଦିବସ ରେ ଆଜି ଏହି ଚକ୍ଷୁ ପବିତ୍ର ହୋଇଗଲା କହିଲେ ଭୁଲ ହେବନାହିଁ । ଯେଉଁ ବ୍ୟକ୍ତି ବିଶେଷଙ୍କ ପାଖରେମନୁଷ୍ୟର ମନୁଷ୍ୟତ ଥିବ ଆଜିଠାରୁ ଏକ ପୁନର୍ଜନ୍ମ ର ଶପଥ ନେବାକୁ ପଡିବ ଆଜିର ଚଳଚ୍ଚିତ୍ର ରଙ୍ଗୀନ ଦୁନିଆର ରଙ୍ଗଭାବି ଏହାକୁ କାହାଣୀ ଭଳି ବୁଝିବେ କେବଳସେଇ ମାନେ ଯେଉଁମାନଙ୍କର mind maturity ହୋଇ ନଥିବ ବାଳକ ବାଳିକା ଏବଂ ଶିଶୁମାନେ ହେଲେ ଆଜି ଆମ ଅବସ୍ଥା କଣ ? ଆଗାମୀ ପିଢ଼ି ନିଜ ନିଜ ସନ୍ତାନ ମାନଙ୍କ ଅବସ୍ଥା କଣ ହେବ । ଜୟ ମାଆ ପାଟଖଣ୍ଡା ଜୟ ବଜରଙ୍ଗବଳି ଜୟ ହନୁମାନ । ମୋର ଅନୁରୋଧ ରକ୍ଷା କରିବେବୋଲି ଏହିପର୍ବ ଦିବସକୁ ଜାତୀୟ ପର୍ବସ୍ତରରେ ସ୍ତାନପାଇଲେ ଭଲ ହୁଅନ୍ତା ବୋଲି ଆକୁଳନିବେଦନ ସମସ୍ତ ଭାରତୀୟ ନାଗରିକଙ୍କୁ ମୋର ଆନ୍ତରିକ ନମସ୍କାର ଯଦି କିଛି ତ୍ରୁଟି ମନେ କରନ୍ତି କ୍ଷମା କରିବେ । ଜୟ ଓଡ଼ିଶା ଜୟ ଭାରତ । ନମସ୍କାର।
@Satyanandanayak1748
@Satyanandanayak1748 2 жыл бұрын
ଜୟ ହନୁମାନ ପ୍ରଭୁ 🙏🕉️🌷🌷🌷🌷🌷
@susantanath8775
@susantanath8775 2 жыл бұрын
🚩🚩🚩🌹🕉🇮🇳ଜୟ ଶ୍ରୀରାମ 🇮🇳🌹🚩🚩🚩🙏🙏🙏🙏🙏
@meerapattanaik1588
@meerapattanaik1588 2 жыл бұрын
This is a miracle
@ka-52alligator48
@ka-52alligator48 2 жыл бұрын
Yeah
@SaanGaming84
@SaanGaming84 2 жыл бұрын
ସମୟ କହୁଛି ଜେ ପ୍ରାଚୀନ ସଭ୍ୟତାକୁ ଫେରିଯାଅ
@niranjannayak5969
@niranjannayak5969 2 жыл бұрын
ସବୁ ସେହି ମହାପ୍ରଭୁଙ୍କ ଲୀଳା ।ଯେଉଁମାନେ ଏପରି ଅଲୌକିକ ଦୃଶ୍ୟ ଦେଖିଲେ ଓ ଯେଉଁ ଡାକ୍ତର ସେବା କରି ଆରୋଗ୍ଯ କରାଇଲେ, ସେମାନେ ସତରେ ବହୁତ ଭାଗ୍ୟବାନ୍ ।ଭଗବାନ ନିଶ୍ଚିତ ଭାବରେ ଆପଣ ମାନଙ୍କର ମଙ୍ଗଳ କରିବେ ।🙏
@jayantimalik935
@jayantimalik935 2 жыл бұрын
ବହୁତ ଧନ୍ୟବାଦ ସାର
@rudraprasadmishra8277
@rudraprasadmishra8277 2 жыл бұрын
Apananku salam sir Emiti apananka seba nirantara bhabare chalithau
@ashiskumargochhayat7764
@ashiskumargochhayat7764 2 жыл бұрын
Jay tetiskoti Deva Debi 🙏🙏🙏
@srd5661
@srd5661 2 жыл бұрын
Wow......I love these peoples for their kindness patience towards this animal .......🙏
@rajeshhome9382
@rajeshhome9382 2 жыл бұрын
Jai hanuman 🙏🙏jai sri rammm 🙏🙏🌹🌹
@simantinijena959
@simantinijena959 2 жыл бұрын
ପଶୁ ହେଲେ ଵି ମୁହଁ ଖୋଲି କଥା ସିନା ହୁଏନି କିନ୍ତୁ ଭାବ ଓ ଦରଦ ମଣିଷ ପରି, ଭଗବାନଙ୍କ ସଂସ୍ଥା ପ୍ରତି ଆଶୀର୍ବାଦ ରହୁ.
@mankamurmu7777
@mankamurmu7777 2 жыл бұрын
ଜୟ ଶ୍ରୀ ରାମ 🙏🙏🙏🙏 ଜୟ ହନୁମାନ 🙏🙏🙏🙏🙏
@Shreemakes
@Shreemakes 2 жыл бұрын
Finally i am so glad for such initiative in odisha I wish we had such an organisation in our locality so that i would never lost my cat. Animals are equally important Its our duty to protect them, Thats why we are called wisest animal on planet as we have capability to protect them. Instead of brutality have some mercy on animals they need your kindness, they have rights too to live on this earth. Not only us.
@ecoboy7829
@ecoboy7829 2 жыл бұрын
Are you veg or nonveg?
@premjit..Official....
@premjit..Official.... 2 жыл бұрын
Hanu ta nuhe , Hanuman asi thile , bhagwan asi thile , se hospital bahut agaku jiba
@gobindachandranayak9576
@gobindachandranayak9576 2 жыл бұрын
ଚିକିତ୍ସା ନୟର ଉତ୍ତର ରୋ ତର ଉନ୍ନତି ହଉ
@sriram1094
@sriram1094 2 жыл бұрын
🙏♥ଜୟ ଶ୍ରୀ ରାମ♥🙏 ଭଗବାନ ଶ୍ରୀ ହନୁମାନ ଆସିଥିଲେ
@krishnasuryansi
@krishnasuryansi 2 жыл бұрын
Jay shree Ram
@kanjspsb
@kanjspsb 2 жыл бұрын
Jay bajraangi bali
@bhimsenmajhi8463
@bhimsenmajhi8463 2 жыл бұрын
ଜୟ ହନୁମାନ, ଜୟ ଶ୍ରୀରାମ
@pradeepbehera7990
@pradeepbehera7990 2 жыл бұрын
Great future of this Hospital
@shyamapadapati3175
@shyamapadapati3175 2 жыл бұрын
ଜୟ ହନୁମାନ
@santoshswain5033
@santoshswain5033 2 жыл бұрын
🙏 ଜୟ ହନୁମାନ 🙏
@sumantasahoo494
@sumantasahoo494 2 жыл бұрын
ଜୟ ଶ୍ରୀରାମ ଜୟ ହନୁମାନ 🙏🙏🙏🙏🙏
@jugeswarmajhi9123
@jugeswarmajhi9123 2 жыл бұрын
ଜୟ ମାଁ ସମଲେଶ୍ଵରୀ jai ବଜରଙ୍ଗ ବଳୀ 🙏🙏🙏 God is great
@extremeplanner9526
@extremeplanner9526 2 жыл бұрын
Waanar army is the strongest army in the world.Waanar sena ki jay ho... 🕉️🕉️🕉️🕉️🕉️🕉️🕉️🕉️🕉️🕉️🕉️🕉️👍👍👍👍👍👍👍👍👍👍
@jeebanpradhan3458
@jeebanpradhan3458 2 жыл бұрын
Pranam
@SanjayKumar-ll9cv
@SanjayKumar-ll9cv 2 жыл бұрын
Jay Sir Ram 🙏🏻
@NaturalStarSudipta
@NaturalStarSudipta 2 жыл бұрын
ଜୟ ଶ୍ରୀ ରାମ
@Lenka-wq8ng
@Lenka-wq8ng 2 жыл бұрын
ପ୍ରଭୁ ଏ ପବିତ୍ର ଦେଶକୁ ଶତ୍ରୁ କବଳରୁ ରକ୍ଷା କରୁଥିବ ।
@krishnasahoo1231
@krishnasahoo1231 2 жыл бұрын
Jai sriram
@rohitbehera4738
@rohitbehera4738 2 жыл бұрын
Jay Sri Ram Jay hanuman
@littlekitchengarden2555
@littlekitchengarden2555 2 жыл бұрын
Jay shree Ram 🙏🙏🙏 Jay Pawan Putra Hanuman 🙏❤️❤️
@kumarmanjitcreations64
@kumarmanjitcreations64 2 жыл бұрын
ଶୁଭ ବେଳା ଆସିଗଲା.... ଜୟ ହନୁମାନ 🙏🙏🙏🙏🙏
@mpbmusicentertainment8667
@mpbmusicentertainment8667 2 жыл бұрын
ଜୟ ବଜରଙ୍ଗବାଲି
@hemantpradhan9872
@hemantpradhan9872 2 жыл бұрын
Jai sri ram 🙏jai biri hanuman
@nbbrothers351
@nbbrothers351 2 жыл бұрын
Tq sir 🙏🙏 Jai shree Ram 🐵
@sagarinterior7858
@sagarinterior7858 2 жыл бұрын
Jai Sri ram
@asishbehera1561
@asishbehera1561 2 жыл бұрын
God Bless you
@Rudra-qo8dx
@Rudra-qo8dx 2 жыл бұрын
କଥା କହିନ ପାରିଲେ ବି ମଣିଷ ଠାରୁ ଅଧିକ ବୁଦ୍ଧିମାନ।
@balmakundsahu8063
@balmakundsahu8063 2 жыл бұрын
Doctor sir apana bahut bhagyaban. Sabu resto khandana heigala. Dekhibe agaku apanakar bhahut bhala samaya asuchhi Jay sir ram
@pratapsahoo9871
@pratapsahoo9871 2 жыл бұрын
Jay Bajarangabali
@madhus806
@madhus806 2 жыл бұрын
Jay Shree ram 🙏🙏🙏
@bhabanishankarpati466
@bhabanishankarpati466 2 жыл бұрын
Really wonderful..Joy Hanuman 🙏🙏🙏
@ssmvlogsodia.
@ssmvlogsodia. 2 жыл бұрын
The Best news of this year.
@jhansiranisahoo7084
@jhansiranisahoo7084 2 жыл бұрын
ସୋୟଂ ଭଗବାନ ଦୂତ ହନୁ ମାନ ଆସି ପ୍ରତିଷ୍ଠାକାକଲା ସମସ୍ତେ ଜଣାନ୍ତୁ ପ୍ରତେକ ପଶୁ ମାନଙ୍କୁ ରକ୍ଷ୍ୟା କରାଯାଉ
@ka-52alligator48
@ka-52alligator48 2 жыл бұрын
This is totally miracle
@vishmavlogs
@vishmavlogs 2 жыл бұрын
ଜୟ ଶ୍ରୀ ସୀତାରାମ,ଜୟ ହନୁମାନ🙏🙏🙏
@sudiptakumarswain2268
@sudiptakumarswain2268 2 жыл бұрын
Jay Sita Ram
@RanjanKumarKhuntia
@RanjanKumarKhuntia 2 жыл бұрын
ଭିଡ଼ିଓ ଦେଖୁଥିବା ମୋର ଛୋଟ ବଡ ଭାଇ ଭଉଣୀ ଏବଂ ଗୁରୁଜନ ମାନଙ୍କୁ ମୋର ଗୋଟିଏ ଛୋଟ ଅନୁରୋଧ ଖରାଦିନ ଆସିଲା ନଦୀ ନାଳ ସବୁ ଶୁଖିଯିବ ପଶୁପକ୍ଷୀମାନେ ପାଣି ପିଇବାକୁ ପାଇବେନି ତେଣୁ ଆପଣମାନଙ୍କୁ ମୋର ଛୋଟିଆ ଅନୁରୋଧ ଆପଣଙ୍କ ଘରର ଛାତ କିମ୍ବା କୌଣସି ଏକ ଜାଗାରେ କିଛି ପାଣି ରଖନ୍ତୁ ଯାହାକୁ କଥା କହିପାରୁନଥିବା ନିରୀହ ପଶୁପକ୍ଷୀମାନେ ପିଇବେ ଆଉ ଆପଣଙ୍କୁ ବହୁତ ଅଶ୍ରିବାଦ ଦେବେ,ଆଶାକରୁଛି ଆପଣମାନେ ନିରୀହ ପଶୁପକ୍ଷୀ ମାନଙ୍କୁ ଭଲପାଉଥୀଲେ ମୋ କଥା ନିଶ୍ଚିନ୍ତ ରଖିବେ.
@pradeeptakumarnanda3251
@pradeeptakumarnanda3251 2 жыл бұрын
ପଶୁ ହେଲେଵି ପୂର୍ବଜନ୍ମର ଅଭ୍ୟାସ ......... ଏବଂ କର୍ମସୂତ୍ରର ଅପୂର୍ବ ସଂଯୋଗ । କୋଉ କଥା ଵା ଏଧରାରେ ବିନା କାରଣରେ ହୁଏ ? ଜୟମା ଜୟମା ଜୟମା ଜୟମା
@a4tech822
@a4tech822 2 жыл бұрын
Jay jagannath Esabu ସେଇ କରୁଛି ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ 🙏🙏
@Dipak_creators
@Dipak_creators 2 жыл бұрын
ଏ କି ପ୍ରଭୁଙ୍କର ମାୟା। ଆଶ୍ଚର୍ଯ୍ୟ ଏହା କେମିତି ସମ୍ଭବ
@jaydevjena1999
@jaydevjena1999 2 жыл бұрын
Jay hanuman Baba ki jay
@pradeepray6711
@pradeepray6711 2 жыл бұрын
Jay hunuman ji
@challengepkchannel443
@challengepkchannel443 2 жыл бұрын
🙏🙏 जय श्री हनुमान 🙏🙏
@dashingsiddharth9768
@dashingsiddharth9768 2 жыл бұрын
ଜୟ ଶ୍ରୀ ରାମ 🙏🏻
@munapati786
@munapati786 2 жыл бұрын
Jay Jagannath ji ki jai ho
@sandhyaraniswain9586
@sandhyaraniswain9586 2 жыл бұрын
Jay Sri RAM 🙏🙏🙏
@sanyasikhilar4884
@sanyasikhilar4884 2 жыл бұрын
Ei drusya dekhi manaku bahuta snti lagila jay jagannath
@ashokrout6800
@ashokrout6800 2 жыл бұрын
Jay Hanuman
@chittaranjanthela7078
@chittaranjanthela7078 2 жыл бұрын
Jai shree ram...Jai shree ram...Jai shree ram.......
@kaushikpradhan6536
@kaushikpradhan6536 2 жыл бұрын
ଜୟ ଶ୍ରୀ ରାମ 🙏🌺🙏
@pinturana3266
@pinturana3266 2 жыл бұрын
Oh jay Hanuman super butiful so much
@sujatarout9281
@sujatarout9281 2 жыл бұрын
Jay hanuman 🙏
@studywithgirishkumar8271
@studywithgirishkumar8271 2 жыл бұрын
Woooo
@kameswarYouTubeExpress
@kameswarYouTubeExpress 2 жыл бұрын
Ok new information report 🙏
@debiprasadmishra2699
@debiprasadmishra2699 2 жыл бұрын
Jay Hanuman Jay Sriram
@mamatamahapatra4277
@mamatamahapatra4277 2 жыл бұрын
Jai Sri 🙏🙏ram
@pipilifrontrunners5457
@pipilifrontrunners5457 2 жыл бұрын
ଓଁ ଜୟ ଶ୍ରୀ ନମଃ ନାରାୟଣ
@parbatisingh40
@parbatisingh40 2 жыл бұрын
Thank you so much all team membet🙏🙏🙏
@sudarsanmallik8876
@sudarsanmallik8876 2 жыл бұрын
JAY SHREE RAM 🙏🙏🙏🙏🙏🙏🙏
@ajayarupali4984
@ajayarupali4984 Жыл бұрын
ଜୟ ଶ୍ରୀରାମ 🙏🙏🙏🙏ଜୟ ବୀର ହନୁମାନ
@pradipdehury4442
@pradipdehury4442 2 жыл бұрын
Jai Hanumaan🙏
@amarkumarpal5340
@amarkumarpal5340 2 жыл бұрын
Jay shree ram 🙏🏿🙏🙏🙏
@My-life7265
@My-life7265 2 жыл бұрын
ଜୟ ଜୟ ହନୁମାନ🙏🙏🙏 ଜୟ ଶ୍ରୀ ରାମ 🙏🙏🙏 Good news god
@user-md6wf4dj4q
@user-md6wf4dj4q 2 жыл бұрын
ସବୁ ସେ ଭଗବାନଙ୍କ ଲୀଳା
@sumitrapradhan181
@sumitrapradhan181 2 жыл бұрын
Really it is Big successfull for hospital.jay shree ram 🙏🙏
@kshyamasishamuduli3633
@kshyamasishamuduli3633 2 жыл бұрын
Jay hanuman hai prabhu
@keshabchandra8571
@keshabchandra8571 2 жыл бұрын
Jay mahavir Hanuman...
@chittaranjanmeher7356
@chittaranjanmeher7356 Жыл бұрын
ସେମାନେ ହନୁମାନ ନୁହେଁ ସାକ୍ଷାତେ ଭଗବାନ
@brajeswarisingh909
@brajeswarisingh909 11 ай бұрын
ପ୍ରଭୁ ଜୟ ହନୁମାନ 🙏
@odiajhiosabitri1987
@odiajhiosabitri1987 2 жыл бұрын
Jay hanuman 🙏🙏
@renukamohapatra6572
@renukamohapatra6572 2 жыл бұрын
Jay sree ram jai hanuman
@somanathsamasi3079
@somanathsamasi3079 2 жыл бұрын
Jay Sri Ram.......🙏🙏🙏🙏
@bipinchandrapatel8420
@bipinchandrapatel8420 2 жыл бұрын
JayShriRam
@kbonda6607
@kbonda6607 2 жыл бұрын
Jay sri ram bhakta hanuman
@muodia2047
@muodia2047 2 жыл бұрын
Manoj Babu ei ghatana ti apana nka sanstha paien gotie ati subha sanketa. Yaku halka bhabare niantu nahin. Iswara apana nku jeu mana, sanman, sampati au samarthya deichhanti ta ri balare hrudayara sahinta manaba dharma palana karantu.
@bhagabatmohanty1716
@bhagabatmohanty1716 2 жыл бұрын
Jay shree ram 🌹🙏
@ramakantadas2222
@ramakantadas2222 Жыл бұрын
Thanks Aruna shoohu
ହନୁକୁ ଗୁପ୍ତରୋଗ
2:02
Argus News
Рет қаралды 160 М.
The Giant sleep in the town 👹🛏️🏡
00:24
Construction Site
Рет қаралды 17 МЛН
Magic trick 🪄😁
00:13
Andrey Grechka
Рет қаралды 37 МЛН
How I Did The SELF BENDING Spoon 😱🥄 #shorts
00:19
Wian
Рет қаралды 35 МЛН
LIVE | MUDDA | PrameyaNews7
Prameya News7
Рет қаралды 13
Aishwarya Rai Savage Reply to David Letterman Nailed it!!
7:09
Inspiring Minds
Рет қаралды 2,8 МЛН
Pakistan need 14 runs from 11 balls against india |  2004 | WHO GONNA WIN
12:30
Master Class Cricket_IN
Рет қаралды 42 МЛН
7 PM #Headlines || August 18, 2024 || #PrameyaNews7
2:13
Prameya News7
Рет қаралды 2,2 М.
Every Fathers & Daughter Should Watch This
12:57
Rounded Cube
Рет қаралды 6 МЛН
VITAS - "When all at Home"  Full interview 2019/ English subtitles
28:22
Elrom VITAS SUB
Рет қаралды 255 М.