ହରିଜନ ଜାତିର ଜନ୍ମ ଇତିହାସ !କାହିଁକି ଏମାନେ ଅଛୁତ ହେଲେ | History of Harijan | History of Harijan word

  Рет қаралды 983,649

Aamara Charcha

Aamara Charcha

11 ай бұрын

ହରିଜନ ଜାତିର ଜନ୍ମ ଇତିହାସ !କାହିଁକି ଏମାନେ ଅଛୁତ ହେଲେ | History of Harijan | History of Harijan word
#brahman #basya #khyetriya #sudra #harijan #varna #jati #caste #brahman #viralvideo #aamaracharcha #jatipramanpatra #odiabhakti #vlogs #vlogvideo #motivationalvideo #odiamotivationvideo #casteproblem
Ancient Indian caste system
Varna System
History of Harijan
Harijan
harijan news
harijan act
harijan song
harijan pada
harijan kirtan
harijan kie
harijan ka matlab kya hota hai
Bahujan awwaz
bahujan tv
bahujan khabar
bahujan samachar
ambedkar
c creation
sambalpuri song
music and dance
harijan patrika
gandabaja
sambalpuri film
jati varnam shlok
jati varna system
jati varnam shlok in sanskrit
jati varna or caste
jati varna
jati varna caste
lag jati varna tumhare shabab mein
jati vs varna
varna jati caste book
varna jati caste book review
Odisha Latest News
Odisha Latest
Latest News
Odisha Poltics
Odia Famous People
Orissa News
Orissa Latest News
Odisha Orissa
Bhuabneswar
Cuttack
Puri
News Odisha
Oriya News
Odia News
Breaking News
News Headlines
Odisha
Odisha News
Latest Odisha News
DURABARTTA NEWS
Caste
----------------------------------------------------------------------
Copyright Disclaimer Under Section 107 of the Copyright Act 1976 allowance is made for "fair use" for purposes such as criticism comment news reporting teaching scholarship and research. Fair
use is a use permitted by copyright statute that might otherwise be infringing. Non-profit educational or personal use tips the balance in favor of fair use.
🙏🙏🙏
Thankyou for your visit. consider subscribing our channel aamaracharchaodia for more videos.

Пікірлер: 1 800
@rabindrasabar2141
@rabindrasabar2141 10 ай бұрын
ଜାତି ଦୁଇ ପ୍ରକାର ଗୋଟିଏ ପୁରୁଷ ଗୋଟିଏ ନାରୀ❤ ul
@SarojBehera-yo7qq
@SarojBehera-yo7qq 10 ай бұрын
Right very nice
@JhooRajhu-wq2he
@JhooRajhu-wq2he 10 ай бұрын
No jati gotye siye hauchi e manba jati arthat manisha jati Nari au purisha ovaya saman
@maheswarseth8433
@maheswarseth8433 4 ай бұрын
Purusa nari jati nuhanti...manusya ra dui biparita linga
@jaymaabanadurgayoutubechen7777
@jaymaabanadurgayoutubechen7777 4 ай бұрын
Kinnar kau jati bhai
@BNB164
@BNB164 4 ай бұрын
jaymaabanadurgayoutubecheSemane Harijana.
@rabindrananda8151
@rabindrananda8151 10 ай бұрын
ଆମେ ସମସ୍ତେ ହରିଜନ,ଆମେ ସମସ୍ତେ ସନାତନ
@rameshharipal2462
@rameshharipal2462 Ай бұрын
ହରିଜନ ଅର୍ଥ ଜାରଜ ସନ୍ତାନ
@preetidivine4054
@preetidivine4054 Ай бұрын
Hari means God and Jana means people
@sibu695
@sibu695 Ай бұрын
Yes we all are harijan
@jitendrasuna6212
@jitendrasuna6212 Ай бұрын
Yeah correct!! 👍👍​@@preetidivine4054
@SanuKhillo-qr1yu
@SanuKhillo-qr1yu 5 күн бұрын
ଭାଈ ମାନେ କେତେକ ହରିଜନ ଅଛନ୍ତି ଭଲ ଅଟନ୍ତି ଆଉ କେତେକ ହରିଜନ ଅଛନ୍ତି ଭଗବାନ ଙ୍କୁ ମାନନ୍ତି ନାହଁ ହେବେ ବି ଗାଈଗୋରୁ ମାରିକାଉଛନ real Hindus not eat beef
@senapatisabar3517
@senapatisabar3517 2 ай бұрын
ହରି+ଜନ = ହରିଜନ ହରି = ସ୍ଵଂୟ ଶ୍ରୀ କୃଷ୍ଣ ଜନ = ଲୋକମାନେ ହରିଜନ ହେଉଛି ଭଗବାନ ଶ୍ରୀ କୃଷ୍ଣଙ୍କ ସନ୍ତାନ ❤😊🔥💥
@user-ne1ut2jn8b
@user-ne1ut2jn8b Ай бұрын
Right
@rajamajhi3847
@rajamajhi3847 Ай бұрын
Bala naa 😂😂😂
@sanjivsaviour
@sanjivsaviour Ай бұрын
Wow, amiti kahiki kon tame inequality ku justify karucha😅 Ate b sata kuhani
@user-vt9cx7do9f
@user-vt9cx7do9f Ай бұрын
Right
@SrinuKumar-cu2cl
@SrinuKumar-cu2cl Ай бұрын
ତାହେଲେ ତୁ ହରିଜନ 😂😂😂
@jayanarayanmohapatra263
@jayanarayanmohapatra263 4 ай бұрын
ଖୁବ୍ ସୁନ୍ଦର ଭାବରେ ଆଲୋଚନା ହୋଇଛି। ଜାତିପ୍ରଥା ଏକ ବିକୃତ ମାନସିକ ଚିନ୍ତାଧାରା। ଏଥିରୁ ତୁରନ୍ତ ମୁକ୍ତ ହେବା ଆବଶ୍ୟକ।
@b.ksunaniofficial9643
@b.ksunaniofficial9643 16 күн бұрын
Thanks 🙏🙏🙏 sir
@rakeshmallick776
@rakeshmallick776 5 күн бұрын
ଭାଇ ଠିକ୍ କଥା କହିଲେ । ଜାତି ପ୍ରଥା ଉଠି ଯିବା କଥା କିନ୍ତୁ ପ୍ରଥମ ରୁ ସେମାନ ଙ୍କୁ କଣ ପାଇଁ reservation ଦିଆ ଗଲା ତାଙ୍କୁ stipend ଦିଆ ଗଲା ସମସ୍ତେ କହୁଛ ଭୀମ ରାଓ ଆମ୍ବେଦକର ସମ୍ବିଧାନ ଲେଖିଛନ୍ତି ମୁଁ ତ କହିବି ସେ ସବୁ ର କାରଣ ତାଙ୍କ ମନ ଙ୍କୁ reservation ଦିଆ ଗଲା stipend ଦିଆ ଗଲା ଆମେ ପଚାରିଲେ କହିଲେ ସେ ଛୋଟ ଜାତି ସେମାନ ଙ୍କୁ ମିଳିବ ଯଦି ସେ ସମୟ ରେ ସମସ୍ତ ଙ୍କୁ ସମାନ ଭାବ ରେ ଦେଖିଥା ନ୍ତେ ତାହେଲେ ଏବେ e video ବନେଇବା ପାଇଁ ପଡ଼ିନଥାନ୍ତା
@umeshrana88
@umeshrana88 10 ай бұрын
ମୋ ଅନୁସାରେ ସାରା ଦୁନିଆ ରେ କେବଳ ଗୋଟିଏ ଜାତି ରହିବା ଆବଷ୍ୟକ ତାହା ହେଉଚି ମାନବ ଜାତି ମଣିଷ ର ମଣିଷ ପଣିଆ ହିଁ ତା ପରିଚୟ ଦୟା ଧର୍ମ ହି ମଣିଷ ର ପ୍ରଥମ ପରିଚୟ ଜୟ ଜଗନ୍ନାଥ
@kabitamohanta1718
@kabitamohanta1718 10 ай бұрын
ଭାଇ ଯଦି କେହିବି ଏ video ଦେଖୁଛ ଗୋଟେ କଥା ମୋ ତରଫରୁ ସବୁ ନାମ ଶେଷରେ ସନାତନ ଲେଗେଇଲେ ଭଲ ହେବ କେହିବି ଜାତି ପ୍ରଥା ଉଠେଇ ପାରିବେନି
@user-ev4ph8wn5b
@user-ev4ph8wn5b 10 ай бұрын
Thank you🙏 a sabu bhagabankar lila
@dasrath71
@dasrath71 9 ай бұрын
Jati pratha band heba darkar
@umeshrana88
@umeshrana88 9 ай бұрын
@@kabitamohanta1718Sanatana kebal india re achhi sara sansar re nahi iswar sarw sansar re achhanti kebal india re nuhe
@examkiduniya4436
@examkiduniya4436 5 ай бұрын
Bhai gotiyye jati hele samaste kou nama re nija parichay deiparibe
@SB16m2mciBT
@SB16m2mciBT 4 ай бұрын
ଭାଇ ବୋହୁତ ଭଲ ଲାଗିଲା ❤ କିନ୍ତୁ ଆଜିବି ଆମ ଗାଁ ରେ 😢 ହରିଜନ ସବ୍ଦକୁ ବାରୁଛନ୍ତି ମନ୍ଦିର ଭିତରକୁ ଯିବାକୁ ହରିଜନଙ୍କୁ ମନା ଷ୍ଟେଟ୍ ଗୋଭେର୍ମେଣ୍ଟ ଙ୍କୁ ମୋର ନିବେ ଦନ ଏହି କି ଯେ ଏହା ଉପରେ ତଦନ୍ତ କରାଯାଉ ❤❤❤❤
@bishnumusic5477
@bishnumusic5477 10 ай бұрын
ଭଲ କଥା ଟିଏ, ସତରେ କେହି କେବେ ଜାତି ଭେଦ ଉପରେ ଭାସିନଯାଇ ଆମେ ସବୁ ଭାଇ ଭାଇ ହେଇ ଏକାଠି ରହିବା ❤❤❤🙏🙏🙏
@ChandanKumar-sq5cm
@ChandanKumar-sq5cm 10 ай бұрын
Hei paribani ame alaga dharm nebu
@odishaeducation7635
@odishaeducation7635 10 ай бұрын
​@@ChandanKumar-sq5cm Tama education ra level kn tama katha re janapaduchhi😊
@Debashishbagarty1053
@Debashishbagarty1053 10 ай бұрын
​@@odishaeducation7635sister cast and reservation system band hele mora full support,cast system pai mora 30000 lost hela,mora obc cast,2022 laptop distribution re bolangir cutt of St cuttof 454,sc460,au general 501,mora500 mark thila😢😢😢
@screation1666
@screation1666 10 ай бұрын
​@@odishaeducation7635 hmm
@iam7134
@iam7134 4 ай бұрын
​@@ChandanKumar-sq5cmgovt post baharile kahiba khali tankara ate cut off amara ate cut off jete bele jati katha kahile SE te bele tame chhuibani paka maghia guda ka tame sabu
@RajeshSindhria-ot9qp
@RajeshSindhria-ot9qp 10 ай бұрын
ହରି ଜନ ମାନେ ହରି ଙ୍କ ପୁତ୍ର ଆମେ ସମସ୍ତେ ହରିଙ୍କ ପୁତ୍ର ଜେ ଶ୍ରୀ କ୍ରୀଷ୍ଣା ❤ 😊
@niranjanbehera7576
@niranjanbehera7576 10 ай бұрын
ପ୍ରମାଣ ଦିଏ
@user-cd7ki9yp5w
@user-cd7ki9yp5w 10 ай бұрын
ଆରେ ଭାଇ ହରିଜନ ମାନେ ହେଲେ ମନ୍ଦିର ରେ ନର୍ତ୍ତକୀ ସାଜି ଥିବା ବେଶ୍ୟା ଙ୍କ ପୁତ୍ର... ଆଉ ବେଶ୍ୟା ଜନ୍ମ କରି ଥିବା ପୁତ୍ର କୁ ହରି ଙ୍କୁ ଦାନ କରି ଦିଏ...
@user-cd7ki9yp5w
@user-cd7ki9yp5w 10 ай бұрын
ସେଥିପାଇଁ ତାଙ୍କ ସେମାନଙ୍କୁ ହରିଜନ କୁହା ଯାଏ
@RajeshSindhria-ot9qp
@RajeshSindhria-ot9qp 10 ай бұрын
ଭଗବାନ ଙ୍କ ନଜରରେ ସମସ୍ତେ ସମାନ ସମସ୍ତେ ତାଙ୍କ ସନ୍ତାନ ସେଥିପାଇତ ପୁରୀ ବଡ଼ଦାଣ୍ଡ ସମସ୍ତଙ୍କ ପାଇ ଖୋଲାଅଛି ଜେ ଜଗନ୍ନାଥ 🙏🙏
@RajeshSindhria-ot9qp
@RajeshSindhria-ot9qp 10 ай бұрын
ଅନିରୁଧ୍ୟ ମହାରାଜ ଙ୍କ ଭାଗବତ ଶୁଣ ଶବୁପ୍ରଶନ୍ନ ର ଉତ୍ତର ପାଇଜିବ
@rajnayak5964
@rajnayak5964 10 ай бұрын
ମଣିଷକୁ ମଣିଷ ଭଳିଆ ବେବହାର କର ତାହାଲେ ତୁମେ ମଣିଷ ବୋଲି ଜଣାଜାଏ ଉଚ ନିଚ କହୁଥିବା ଲୋକ କେବେ ସେ ମଣିଷ ନୁହେଁ ଜୟ ଜଗନ୍ନାଥ
@ShesadebMirdha
@ShesadebMirdha 10 ай бұрын
Semiti hele tume bramahna hei thile kana kari thanta jadhi tumar gharako jadhi keu harijana asanti kana tume gharako pasibabu deva .....
@ShesadebMirdha
@ShesadebMirdha 10 ай бұрын
@@sukultudu137 tu harimaagihari ki
@ShesadebMirdha
@ShesadebMirdha 10 ай бұрын
@@sukultudu137 magiha biaru janma hebunita aao kaothire janma hebu
@Aryan-fx6io
@Aryan-fx6io 10 ай бұрын
Right bhai🙏🙏🙏
@rajibkumarparida6
@rajibkumarparida6 10 ай бұрын
Tahele ghusuri charali manaku kuha mandira re puja karibe ....tume bramhana nku kuha ghusuri chareibe. Chaliba ta. Govt . Ku kuha aga sc st kota uthau samastanku general caste karu tapare chinta kariba.
@bhabanisankar1397
@bhabanisankar1397 10 ай бұрын
କାଳିଆ ପାଖରେ ଯାତି ଅଯାତି କିଛିନାହିଁ କି ଯମରାଜ ପାଖରେ ଧନିଗରିବ କିଛିନାହିଁ
@user-dc5jo1kw2w
@user-dc5jo1kw2w 2 ай бұрын
ସବୁ ମିଛ 😂😂😂😂 ତେବେ ବ୍ରାହ୍ମଣ ମାନେ କାହିଁକି ଆଦିବାସୀ ମାନଙ୍କର ଜିନିଷ ଛୁଇଁବା ମନା କରନ୍ତି??
@hirankumar1297
@hirankumar1297 Ай бұрын
Lakhmi chandala jati gharaku jaithibaru Jagannatha lakhminku nija ghare prabesa koribaku mona korithile
@hirankumar1297
@hirankumar1297 Ай бұрын
Jagannatha puran podha
@dailyupdate2217
@dailyupdate2217 Ай бұрын
✅️
@Bikashkumar9107-jm2ew
@Bikashkumar9107-jm2ew Ай бұрын
Thik katha bhai . Kalia pakhare suna jati ki ajati nahi hele a Manisha mananka pakhare para achhi .mu bele bele bhabe j ae loka Mane mo Kalia saanta thu b bada bodhe nahale amane kn ucha nicha bheda bhaba rakhante ki ?
@jitendradalei3245
@jitendradalei3245 10 ай бұрын
ଭାଇ ଭିଡ଼ିଓ ରେ କଥାଟା ମନକୁ ଛୁଇଁଲା ♥️👌
@prabhatkumarnaik8440
@prabhatkumarnaik8440 Ай бұрын
ଆପଣଙ୍କର ଏହି ସୁନ୍ଦର ଏବଂ ସତ୍ୟ କାହାଣୀ ଶୁଣି ମୋତେ ବହୁତ୍ ଭଲ ଲାଗିଲା। ଜୟ ଶ୍ରୀ ଜଗନ୍ନାଥ🌹🌺🌼🌸🏵️🪔🚩🕉️❣️🙏 ହର ହର ମହାଦେବ🌹🌺🌼🌸🏵️🪔🚩🕉️❣️🙏
@anwesharanitandi2027
@anwesharanitandi2027 26 күн бұрын
Tama pakhare badhe manisa paniyaa nahi athi paai amiti tumo muha ru katha gudaa ka aasu badhe tume ki6i padhi naaha au tumoku kihe badhe sikhya deba paai nahi sethii paai ki6i jani ni tuma .।
@dishaoflife5546
@dishaoflife5546 10 ай бұрын
ବହୁତ୍ ବଢିଆ ଲାଗିଲା ସୁନିକୀ l କିନ୍ତୁ ତଥା କଥିତ ହିନ୍ଦୁ ଧର୍ମ ରକ୍ଷାକାରି ଧର୍ମ ଧ୍ଵଜାଧାରି ମାନେ ସୁଦ୍ର ଦଳିତ ହରିଜନ ମାନଙ୍କୁ କୌଣସି ମନ୍ଦିର ଧର୍ମସ୍ତଳି ରେ ପ୍ରବେଶ ନିଷେଧ କରୁଛନ୍ତି ଅତ୍ୟାଚାର କରୁଛନ୍ତି । ଏହି ସବୁ କଥାନି ସଙ୍କରା ଚର୍ଯ୍ୟ ମାନଙ୍କୁ ବୁଝାଇଲେ ଭଲ ହୁଅନ୍ତା
@user-pr2dl8lg4j
@user-pr2dl8lg4j 4 ай бұрын
😢😢😢😢😢😢
@laxmiprasadnaik1256
@laxmiprasadnaik1256 4 ай бұрын
Karuthile vai ebe ta bahut kam au jadi kie karuchanti tahele mote e mail karantu tar charipurusha mane pakeidebi
@odishabulletin1
@odishabulletin1 2 ай бұрын
@dishaoflife554 Tame nije tama dharma ra rakhyaka...tame bhalapauthiba devta ra photo rakha, mutri rakha puja kara...
@Hindutwa829
@Hindutwa829 Ай бұрын
​@@laxmiprasadnaik1256karichhanti kn karibu
@Hindutwa829
@Hindutwa829 Ай бұрын
Tate kouthi mana houchhi kaha
@biswamitramishra7186
@biswamitramishra7186 10 ай бұрын
ଆମ ସନାତନ ଧର୍ମ ଅନୁସାରେ ସମସ୍ତେ ହିନ୍ଦୁ ଆମର ଗୋଟିଏ ଜାତି ତାହା ହେଉଚି ହିନ୍ଦୁ
@ShesadebMirdha
@ShesadebMirdha 10 ай бұрын
Yebeta kahuchha hindu boli jete bele tume baha hebaku tukel dekhi Baku jiba sete ble kana kahiba ki mo hindu jatira pua aao mate jeo jatira jhia hele bhi chaliba kahiba ki bhai tume
@unemployee7056
@unemployee7056 10 ай бұрын
@@ShesadebMirdha hahaha..one day identity of brahmins will disappear
@kingjamesraitakjr7536
@kingjamesraitakjr7536 9 ай бұрын
ତେବେ ହିନ୍ଦୁ ଧର୍ମରେ ଏତେ ଭେଦଭାବ କାହିଁକି ଅଛି ଯେ ? ସବୁ ମିଥ୍ଯା ।।।।
@sriyanshupadhi6627
@sriyanshupadhi6627 4 ай бұрын
​@@kingjamesraitakjr7536sanatan dharm ku badnam karuibaku chahu thiba loka bahar karichi
@LahajalAkash
@LahajalAkash 3 ай бұрын
You right bro
@sanjayabidika645
@sanjayabidika645 2 ай бұрын
ତୁମକୁ ଧନ୍ୟବାଦ ଭାଇ, ଏ ଜ୍ଞାନ ଭିଡିଓ ଦେଇଛ 🙏କଟି କଟି 🙏ଜୟ ଜଗନ୍ନାଥ
@subashnayak4611
@subashnayak4611 10 ай бұрын
ସତରେ ଭାଇ ଏଇ ଜାତି ଅଜାତି ପାଇଁ,,, ମୁଁ ଆମ ଗାଁ ର,,,କୌଣସି ଭୋଜିକୁ ବି ଯାଏନି। କାରଣ ଆମେ ଛୋଟ ଜାତିର। ଆଜି ପର୍ଯ୍ୟନ୍ତ କେହି ଡାକିବି ନାହାନ୍ତି,,,ଆମ ଗାଁ ର ପିଲା ବି ସବୁ ସେମିତି। ସେଥି ପାଇଁ ମୁଁ କାହା ସହ ମିସେନି।
@Nature-Lover1631
@Nature-Lover1631 4 ай бұрын
😮😢 soo sad
@lizarani7396
@lizarani7396 4 ай бұрын
Thik karicha , jouthi sanmaan nahi sethiki kn pain jibaa
@mrutyunjayabhuyan1441
@mrutyunjayabhuyan1441 4 ай бұрын
😂😂
@sundarmaniharijan7973
@sundarmaniharijan7973 4 ай бұрын
Bohut bholo jaino
@Gurubachan688
@Gurubachan688 4 ай бұрын
ମୋ ଭାଇ ଆପଣଙ୍କ ମନ୍ତବ୍ୟ ମୋତେ ବହୁତ ଦୁଃଖ ଦେଲା ଆପଣ ନିଜେ କହୁଛନ୍ତି ଆମେ ଛୋଟ ଜାତି । ମନରୁ ଜାତି ଭାବନା ଦୂର କରନ୍ତୁ । ଆମେ ସମସ୍ତେ ସମାନ । ଯେ ପ୍ରକୃତରେ ମଣିଷ ବିର୍ଯ୍ୟ ରେ ଜନ୍ମିତ ସେ କାହାକୁ ଛୋଟ ବୋଲି ଭାବିବ ନାହିଁ।
@bhabaninayak7810
@bhabaninayak7810 11 ай бұрын
ଭାଇ ହରିଜନ ଶବ୍ଦ ବ୍ୟବହାର କରିପାରିବେ ନାହିଁ ଭାରତୀୟ ସୁପ୍ରିମକୋର୍ଟ ରଦ କରି ଛନ୍ତି ଜୟ ଭିମ୍ ଜୟ ଭାରତ
@jagabandhupanaka1439
@jagabandhupanaka1439 10 ай бұрын
ମୂର୍ଖ ମାନେ
@mrcreationxyz2005
@mrcreationxyz2005 10 ай бұрын
Au bhai kn kuha jiba
@Abhimanyu97762
@Abhimanyu97762 10 ай бұрын
କୋର୍ଟ ମନାକରିଛନ୍ତି କହିବାକୁ ହେଲେ କୋର୍ଟ କହିଛନ୍ତି କଣ ଦଲିଲ ରେ ଲେଖିବାକୁ
@bhabaninayak7810
@bhabaninayak7810 10 ай бұрын
@@Abhimanyu97762 ଦଲିଲ ରେ ଲେଖା ହୁଏ ଜିଏ ଯେଉଁ ଜାତିର ସେୟା ହିଁ ଲେଖା ହୁଏ ହରିଜନ ନୁହେଁ କେଉଁ ମସିହାର ଦଲିଲ ଭଲରେ ପଢନ୍ତୁ
@jayramsanta
@jayramsanta 10 ай бұрын
ହରିଜନ କୁ. ଜନହରି କହିବା?
@gajendratandi1349
@gajendratandi1349 10 ай бұрын
ଧର୍ମ କିଛି ନାଇ ମାନବତା ହି ଧର୍ମ
@user-bg5iv8st8h
@user-bg5iv8st8h Ай бұрын
💯 Your right bro. ✔️ mue naese harijan hele. Bhal ke bhal kahemu na ho
@Rahulkumar-mi7gr
@Rahulkumar-mi7gr 9 күн бұрын
Right katha thanks
@annaho8460
@annaho8460 10 ай бұрын
ଆପଣଙ୍କୁ ଧନ୍ୟବାଦ !! ଇତିହାସକୁ କେବେ ହେଲେ ଲୁଚାଇ ରଖିପାରିବେ ନାହିଁ। ଗୈାତମ ବୁଦ୍ଧଙ୍କ ପୂର୍ବରୁ "ଜମ୍ବୂଦୀପ "ଥିଲା ଭାରତର ନାମ ସେହି ସମୟରେ ନାଗ ବଂଶର ରାଜା ମାନେ ରାଜ୍ୟସ୍ତ କରୁଥିଲେ।ତାଙ୍କୁ କଫି କରି ବର୍ତ୍ତମାନ ଭିବିନ୍ନ କାଳ୍ପନିକ ଦେବା ଦେବୀ ସୃଷ୍ଟି କରାଯାଇଛି।ବୈଦ୍ଧ ଭିକ୍ଷୁକଙ୍କୁ ମାରି ମଠ, ଗୁମ୍ଫା ସବୁ ବର୍ତ୍ତମାନ ମନ୍ଦିର କୁହାଯାଉଛି। ଆପଣ ବିଶ୍ଵାସ କରିବେ ନାହିଁ। "ଗୈାତମ ବୁଦ୍ଧଙ୍କ ସ୍ତୂପ "ବର୍ତ୍ତମାନ ଶିବଲିଙ୍ଗ, ଗୈାତମ ବୁଦ୍ଧଙ୍କୁ କେତେ ବେଳେ ବିଷ୍ଣୁ, କେଦାରନାଥ, ତିରୁପତି ବାଲାଜୀ ଏମିତି କେତେ କ'ଣ ରୂପେ ବ୍ରାହ୍ମଣ ମାନେ ବୁଦ୍ଧ ମୂର୍ତ୍ତିକୁ ଶାଢ଼ୀ ଅଳଙ୍କାର ସଜାଇ ବେପାର ଚଳାଉଛନ୍ତି।ସତ୍ୟ ସାମ୍ନାକୁ ଆସିଲାଣି!! କୁହାଯାଏ ପୁରୀ ଜଗନ୍ନାଥ ମନ୍ଦିରର ପୃର୍ବରୁ ବୈଦ୍ଧ ମଠ ଥିଲା। ଅନେକ କଥା ଆପଣ କହୁନାଆନ୍ତି। ଇତିହାସ ଭଲ କରି ଅଧ୍ୟୟନ କରି ଭିଡିଓ ବଦଳାନ୍ତୁ?
@ratikantanaik7183
@ratikantanaik7183 10 ай бұрын
Fake story by nav budhha😂
@tankadharsabar1656
@tankadharsabar1656 10 ай бұрын
False story
@sriyanshupadhi6627
@sriyanshupadhi6627 4 ай бұрын
ତମ ଧର୍ମ ର ବାପ ହେଉଛି ସନାତନ ଧର୍ମ . କେଉଁଠୁ ଚାଲିଆସୁଛନ୍ତି ସବୁ 😂
@akc-ku758
@akc-ku758 Ай бұрын
Jay bhim
@sriyanshupadhi6627
@sriyanshupadhi6627 Ай бұрын
@@akc-ku758 chota bhimm🤣🤣
@narayandalai9799
@narayandalai9799 10 ай бұрын
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🚩🌿ରାଧେ🚩🌿 ରାଧେ🚩🌿 ରାଧେ 🚩🌿🍀🌻
@mahatudu2103
@mahatudu2103 10 ай бұрын
Bando Bando Bando mane
@rajesharautaray8109
@rajesharautaray8109 10 ай бұрын
​@@mahatudu2103jisu giha jisu giha jisu giha mane😂😂😂😂😂
@saraswatinayak1240
@saraswatinayak1240 10 ай бұрын
Bohut Sundar Katha kahuchhanti sir 🙏 jay shivsackti 🙏♥️🌹♥️🙏
@user-tj1dk9wh9q
@user-tj1dk9wh9q 4 ай бұрын
Harijan jati Jay ❤
@somanathkhara8368
@somanathkhara8368 10 ай бұрын
କୃଷ୍ଣ ହିଁ ହରିଜନ!ଆଉ କେହି ନୁହନ୍ତି ହରିଜନ।
@BapujiMallik-ty4ww
@BapujiMallik-ty4ww 10 ай бұрын
Bhai apana jeun video ti karichhanti eha sampurna mana gadha kahani ethire kichhi tathya o satya nahi..apana nije madhya jani nahanti jaha apana kahibaku prayas karuchhanti ..Apana nije kuhantu sanatana sabda kouthu asichi?
@prafullaprafulla-ik1jk
@prafullaprafulla-ik1jk 10 ай бұрын
Hare babu krusna nanda gauda thile
@user-vk2jg6lq2y
@user-vk2jg6lq2y 10 ай бұрын
​@@prafullaprafulla-ik1jkକ୍ରୁଷ୍ଣଗଉଡ ବୋ ଲି କେମିତି ଜାଣିଲ ହୋ
@rameshmajhi4317
@rameshmajhi4317 10 ай бұрын
ହେଲେ ତୁମକୁ ମନ୍ଦିର ପ୍ରବେଶ ନିଷେଧ କାହିଁକି
@realreaction931
@realreaction931 10 ай бұрын
​apana hI kahi diantu sanatan kaouthi aasichi
@nirodnaik2308
@nirodnaik2308 10 ай бұрын
ବହୁତ ସୁନ୍ଦର ଭାବରେ କହି ଦେଖାଇଛ
@manasranjan700
@manasranjan700 Ай бұрын
Where is his facts to his story
@sureshmalik2125
@sureshmalik2125 10 ай бұрын
ମୁଁ ଜଣେ ହରିଜନ ପିଲା ଆମ ଗାଁ ରେ ବି କିଛି ଲୋକ ଜାତି ବାରୁଛନ୍ତି ମୋତେ ଭାରି ଦୁଃଖ ଲାଗେ ଆଉ ରାଗ ବି ଲାଗେ ନିରାଟ ସତ୍ୟକଥା କହିଛନ୍ତି ଭାଇ ଆପଣଙ୍କୁ ଧନ୍ୟବାଦ 🙏🚩🚩
@sipunuperei4455
@sipunuperei4455 10 ай бұрын
Sata kahila bhai mu be jane harijana semiti ama gan re chalichi
@biswaranjannayak2532
@biswaranjannayak2532 10 ай бұрын
Hii Bhai mu bi jane hari jana pila aame friend hei pariba
@sipunuperei4455
@sipunuperei4455 10 ай бұрын
Instagram id dia
@badaldkl7921
@badaldkl7921 10 ай бұрын
ଶଶୁର ପିଏ ରକ୍ତ ନେଲା ବେଳେ କହୁ ନାହାଁନ୍ତି ହରିଜନ ବୋଲି
@sipunuperei4455
@sipunuperei4455 10 ай бұрын
@@badaldkl7921 sata kahila bhai amananku mada darkar khali
@relaxmomentmm360
@relaxmomentmm360 9 ай бұрын
ଭଗବାନ କାହାର ଦୁଃଖ ସହି ପାରନ୍ତିନି, କର୍ମ ଫଳ ତୁରନ୍ତ ଦିୟନ୍ତି.ଉଚ୍ଚ ନୀଚ ଜାତି ଭେଦ. ତାର ଫଳ ସ୍ୱରୂପ ଆଜିର ଦିନରେ SC, ST ମାନଙ୍କୁ ବଡ ପଦବୀରେ ସ୍ଥାନ ମିଳୁଛି 😄, ଆମ ରାଷ୍ଟ୍ରପତି କିଏ? 😄😄😄, God is always for all🙏
@lajarmajhi
@lajarmajhi 10 ай бұрын
ଧନ୍ୟବାଦ୍ ଆଜ୍ଞା ସୁନ୍ଦର ବିଷୟ ଲୋକ ଲୋଚନକୁ ଆଣିଲେ
@ganeswarnayak7161
@ganeswarnayak7161 10 ай бұрын
ଭାଇ ନମସ୍କାର, ଆପଣ ଙ୍କୁ କୋଟି କୋଟି ଧନ୍ୟବାଦ, ଆପଣ ଯାହା ଉପସ୍ଥାପନ କଲେ ତାହା ଅକ୍ଷରେ ଅକ୍ଷରେ ସତ ,ସତ୍ୟ ସନାତନ ଧର୍ମକୁ ନଷ୍ଟ କରିବା ପାଇଁ ବିଧର୍ମିଗଣ ଚକ୍ରାନ୍ତ କରି ଶେଷ କରି ପାରି ନାହାଁନ୍ତି , ମାତ୍ର କୁଚକ୍ରି ଙ୍କ ଚକ୍ରାନ୍ତ ରେ ଶିକାର ହୋଇ ଥିବା ବର୍ତମାନ ର ପଥଭ୍ରାଷ୍ଟ ବିଧର୍ମୀ ମାନେ ସନାତନ ଧର୍ମର ପରମ ଶତ୍ରୁ।ହିନ୍ଦୁ ସମାଜ ଏକ ହେଲେ କଳା ବାଦଲ ସବୁଦିନ ପାଇଁ ହଟି ଜୀବ। ଜୟ ସତ୍ୟ ସନାତନ 🙏🏻🇮🇳🙏
@tophandas4643
@tophandas4643 10 ай бұрын
ଏହା କେମିତି ହେବ? ଉତ୍ତର - ଯାହାକୁ ଅଛୁଆଁ କହୁଛନ୍ତି ସେମାନଙ୍କୁ ନିଜର ଝିଅ ପୁଅ ବାହା କରେଇବା ଆପଣ ଏହା କରିପାରିବେ କି ଯଦି ହଁ ତେବେ ଆପଣଙ୍କ କଥା ସତ୍ୟ ନାହଁ ତ ଆପଣ ଏହି ମିଛ କଥା କୁ ଆଉ କାହାକୁ କୁହନ୍ତୁ ନାହିଁ 🙏
@runupradhan5384
@runupradhan5384 8 күн бұрын
Thiki kahichanti 👍 very good
@OdiaTokaprasad
@OdiaTokaprasad 22 күн бұрын
❤❤❤❤ ବହୁତ୍ ଭଲ ଲାଗିଲା ଭାଇ ଆପଣଙ୍କ ଭିଡିଓ । ଆମେ ସମସ୍ତେ ଏକ ହେଲେ ଦେଶ ବଢିବ ଓ ଉନ୍ନତି ଆଡ଼କୁ ଗତି କରିବ ।❤❤❤
@bhabaninayak7810
@bhabaninayak7810 11 ай бұрын
ସମୟ ଆସିବ ସେର୍ସ୍ଟ ଜାତି କହୁଥିବା ଲୋକେ ନିଶ୍ଚିତ ଦିନେ ପତନ ହେବ ସମୟ ଥାଉ ଥାଉ ସୁଧିର ଯାଆନ୍ତୁ ଜୟ ଭିମ୍
@sundarmaniharijan7973
@sundarmaniharijan7973 4 ай бұрын
Yes
@munamohantyvlogs6459
@munamohantyvlogs6459 10 ай бұрын
ଜୟ ଜଗନ୍ନାଥ ଅତି ସୁନ୍ଦର ସତ୍ୟତା ବହୁତ ଭଲ ତଥ୍ୟ
@vishalmdofficialvlogs
@vishalmdofficialvlogs 9 ай бұрын
Very nice bhala katha kahile sir dil ku chhuin gala mora
@TRUEWORLDGRAVITY
@TRUEWORLDGRAVITY 9 ай бұрын
ଏହି ଜାତିପ୍ରଥା କୁ ହଟାଇଲେ ସମସ୍ତେ କେତେ ସୁନ୍ଦର ଭାବରେ ଜୀବନ ଯାପନ କରିପାରନ୍ତି l ଜାତିପ୍ରଥା ହୋଟିଲେ ହି ହିନ୍ଦୁ ରାଷ୍ଟ୍ର ସମ୍ଭବ ହେବ ।❤❤❤❤ Only love. Cast ହେଉଚି ଗୋଟିଏ ତାହା ହେଉଛି ମଣିଷ ଜାତି। Love to any one।❤❤❤❤❤❤
@knowledgeisgod3652
@knowledgeisgod3652 10 ай бұрын
ଖୁବ୍ ଭଲ କଥା ଟିଏ କହିଲେ ଆପଣ। ସଭିଏ ସନାତନ ଆଉ ହରି ଙ୍କ ସନ୍ତାନ। ତେଣୁ କୋଟା ସିଷ୍ଟମ ସଂରକ୍ଷଣ ଆଦିର ସୁବିଧା ସମସ୍ତଙ୍କୁ ସମାନ ଭାବେ ମିଳୁ।
@mamabarik1643
@mamabarik1643 10 ай бұрын
Thank you
@banamalinaik3925
@banamalinaik3925 10 ай бұрын
ଆମେ ରାଜି ତମ କଥାରେ ବିଭାଗର ମାନେ ଝିଅ ଦିଆ ନିଆ ହେଉ
@user-in6ky7kl8s
@user-in6ky7kl8s 10 ай бұрын
Cota bramhana manankara mandirare 100 persent semane Mandira chadi diantu dalita tanku arakyana dei debe Raji ta
@devrajchhatriyaofficial1565
@devrajchhatriyaofficial1565 10 ай бұрын
ସମସ୍ତେ ପାଉଛନ୍ତି କୋଟା,
@jashminisenapati432
@jashminisenapati432 10 ай бұрын
Ryt
@Abhimanyu97762
@Abhimanyu97762 10 ай бұрын
ହରିଜନ ଜାତି କିଏ ତିଆରି କରିଛି ଏହି ସରକାର କରିଛି କଣ ପାଇଁ ସରକାର ଜମି ପଟା ରେ ଜାତି ଲେଖୁଛି
@komalpoojari2568
@komalpoojari2568 10 ай бұрын
Tama ghara pata cheak kara
@Abhimanyu97762
@Abhimanyu97762 10 ай бұрын
ମୁଁ ଚେକ କରିଛି ତୁମେ ଦେଖ
@Debashishbagarty1053
@Debashishbagarty1053 10 ай бұрын
​@@Abhimanyu97762100% right, schhloraship apply, admission re ,job re,cast laguchhi
@user-vo8db1tu3p
@user-vo8db1tu3p Ай бұрын
Think bhai Hari Jana laka nka ra pata hauni 😢😢
@rakeshkumar2192
@rakeshkumar2192 2 ай бұрын
ସାର୍ ବହୁତ୍ ଭଲ କଥାଟିଏ କହିଲେ ଏସବୁ ତଥ୍ୟ ଗୁଡ଼ିକ ସାରା ଓଡ଼ିଶା ବାସି ଜାଣିବା ଦରକାର୍
@Ramesh-mi9mq
@Ramesh-mi9mq Ай бұрын
ଆମ ହରିଜନ🙏ଆମ ଜାତି ପାଇଁ ଆମେ ଗବ୍ରୀତ❤ ଜୟ ଜଗନ୍ନାଥ
@pt.abhayakumartripathyshar3496
@pt.abhayakumartripathyshar3496 10 ай бұрын
ଏପରି ଭିଡ଼ିଓ ନିମନ୍ତେ ଆହୁରି ଅଧିକ ଅଧ୍ୟୟନର ଆବଶ୍ୟକତା ରହିଛି l ଭଲ ଲାଗିଲା l ଜୟ ସନାତନ....... ଜୟ ଭଗବାନ 🕉️
@nityanandapatra9521
@nityanandapatra9521 10 ай бұрын
ଏଇ ଜାତି ପ୍ରଥା ଏ ସମାଜ ରୁ ନ ଗଲେ ଏହା ହିଁ ଦିନେ ହିନ୍ଦୁ ଧର୍ମ ର ବିନାଶର କାରଣ ହେବ
@rasmancomedy3852
@rasmancomedy3852 10 ай бұрын
👍👍👍
@PatniMahanand
@PatniMahanand 10 ай бұрын
Sata katha
@dillipkumarmallick4195
@dillipkumarmallick4195 10 ай бұрын
Definitely 🎉🎉🎉🎉
@bigdady1281
@bigdady1281 10 ай бұрын
True fact
@beyondlife532
@beyondlife532 10 ай бұрын
Its true bro 100%
@ramanisingh6944
@ramanisingh6944 10 ай бұрын
ହରିଜନ ଅର୍ଥାତ ହରିଙ୍କ ଜନ(ଲୋକ), ଏ ହରି କିଏ ? ପ୍ରଥମେ ହରିଙ୍କୁ ଖୋଜାଜାଉ ତାପରେ ତାଙ୍କ ଲୋକ (ହରିଜନ) କିଏ ଜଣା ପଡ଼ିଯିବ ।
@shashikantasasina2289
@shashikantasasina2289 10 ай бұрын
Right
@rohanbarik572
@rohanbarik572 10 ай бұрын
You won my respect sir
@nirdfgghjjk7185
@nirdfgghjjk7185 4 ай бұрын
Absolutely right❤❤❤❤❤❤
@lizarani7396
@lizarani7396 4 ай бұрын
Mana ku chuinlaa katha ti 😊
@akc-ku758
@akc-ku758 Ай бұрын
I love India
@royalpeaceofmind6427
@royalpeaceofmind6427 4 ай бұрын
Thanks bro beautiful speech
@Bikashkumar9107-jm2ew
@Bikashkumar9107-jm2ew 2 ай бұрын
ଜୟ ଜଗନ୍ନାଥ ଭାଈ ଆପଣଙ୍କ ଉପସ୍ଥାପନ ବହୁତ ସୁନ୍ଦର ଥିଲା ବୌଦ୍ଧ ରୁ ମୁ ବିକାଶ ଦୀପ ଏ ସମାଜ ନୀଚ ଆଉ ଦଳିତ ବୋଲି କହୁଥିବା ଜାତି ର ପୁଅ । ଭାଈ ମୋ ମତରେ ସିନେମା ଆଉ ସିରିଆଲ ରେ ହୁଏତ ଜାତି ପ୍ରଥା ନ ଥାଇ ପାରେ ହେଲେ ଏ ସମାଜରେ ଏବେ ବି ଛୁଆଁ ଅଛୁଆଁ ଭେଦଭାବ ଅଛି । ଆଉ ସେଇଟା ଦୁରେଇବ ବା କେମିତି କାହିଁକି ନା ସୁପରୀମକୋର୍ଟ ଜାତି ପ୍ରଥା କୁ ହଟେଇ ଥିବା ନାୟଧିସ ପରା ଛୋଟ ଜାତି ର ଲୋକ ଙ୍କ ଛଉଁନି । ମୋ other' caste ସାଙ୍ଗ ସାଥୀ ମାନେ ବାହାରେ ଗାଁ ବାହାରେ ଥିଲେ ମିଶିକି ଖାଇଦେବେ ହେଲେ ଗାଁ ଭିତରେ ଚଳିବନି । ମୁ ଗୋଟିଏ କଥା ବୁଝି ପାରେନି ଯେ ଯଦି ଆମକୁ ଛୁଁ ଇ ଲେ ଜାତି ତ ପଲଉଛି ତ ଆମ ସହିତ ଗୋଟାଏ ପ୍ଲେଟ ରେ ଖାଇଲା ବେଳେ ଜାତି ତ କାଉଠୀ ରଖି କି ଆସୁଚନ୍ତି।
@user-yj1kp4tv4q
@user-yj1kp4tv4q 2 ай бұрын
Bhai jiA ta saita misiki khauchi ,se kebe nicha ucha jati babi natiba ,au tu se byakti jana ku JATI kn drsauchu ,tu kebe se lokaku ghare khai a ku dak- tu nije pratame nijaku nicha mane karibu .sabu Tatya bibel,ki Purana ru pai pariba nai, kichi tatya time Anusare badali jaA...jahaku lekhi pariba nai .kaekina kichi loka nija ehhare , family,kutumba ra ehhare banchiba ku pasanda kare ...taku bhala lage....bhagaban ku chadi dele kanasi byakti ra ghara kata purana re ki bibel re ghara kata lekha jai nai...aji parjanta gatihe family ru kete family heichi mu jani nai ..🙏🏻manisa ku deki manisa banchiba sikuchi..
@babubaby3378
@babubaby3378 10 ай бұрын
Aie jati pain aji mate sabubele dukha Casta sahibaku paduchii 😭😭😭😭😭😭😭😭
@nirojnayak8146
@nirojnayak8146 10 ай бұрын
Kn hela other caste marriage koricho ki😂
@Mr.Lk.accountant
@Mr.Lk.accountant 6 ай бұрын
Intercaste marriage kari6 ki sister?? Happy re ruha lyf tym 🙏🙏 Au family sahita b contact re ruha
@surendranaik8831
@surendranaik8831 10 ай бұрын
ଆତ୍ମ ସମୀକ୍ଷା କରନ୍ତୁ ଦଳିତକୁ ଆଦର କରନ୍ତୁ ,
@bholanathnayak1951
@bholanathnayak1951 Ай бұрын
Hari om Tatsat,Trahimam Bhagavate Vasudevay Namo namah.Jay Sanatana,Jay Sree Hari Ebam,Jay Harijan.🙏🙏🙏💅💅💅Namaste.
@rabindrananda8151
@rabindrananda8151 10 ай бұрын
ବହୁତ୍ ସୁନ୍ଦର୍ କଥା କହିଲେ,ଧନ୍ୟବାଦ୍
@user-ti4ly7ms3z
@user-ti4ly7ms3z 11 ай бұрын
Very good video.Thank you Sir
@soumyaranjansethi6037
@soumyaranjansethi6037 10 ай бұрын
Jai bhim. Thanks baba sahab. Amaku reservation milichi. Mo family re sabu government job karuchhanti
@ManasiDas-k9r
@ManasiDas-k9r 15 күн бұрын
Bhai bahut bhala
@user-fz1yh6jd8g
@user-fz1yh6jd8g 8 күн бұрын
Good opinion thanks
@jogeswarpatta6715
@jogeswarpatta6715 10 ай бұрын
ମନୁବାଦି ଆଧାରରେ ଆଧାରୀତ ।
@bhabaninayak7810
@bhabaninayak7810 11 ай бұрын
ଦେଶ ଯେତେ ବଳେ ଆଜାଦ୍ ହେଲା ସେତେବେଳେ ଭାରତର ଦେବା ଦେବି ସଂଖ୍ୟା ଥିଲା 33 କୋଟି ଆଉ ଜନ ସଂଖ୍ୟା 30 କୋଟି ତଥାପି ବାବା ସାହେବ ଆମ୍ବେଦକର ସମ୍ବିଧାନ ଲେଖିଥିଲେ one man army Indian God father baba sahib Ambadokor Jay bheem Jay Bharat
@chudavlog2.0
@chudavlog2.0 10 ай бұрын
Bhai 33 koti pachhara logic janichhan ki..33 koti ra artha hauchi 33 prakar .
@LingaraKumuti-gr1ei
@LingaraKumuti-gr1ei 10 ай бұрын
Satiya kan sir
@LingaraKumuti-gr1ei
@LingaraKumuti-gr1ei 10 ай бұрын
Jadi sanaatana Dharma satiya tebe dalita manaku mandira prabesa nahii kahii ki?
@LingaraKumuti-gr1ei
@LingaraKumuti-gr1ei 10 ай бұрын
Siba,Ram kebala ucha jati ra vagaban ki
@guruchaanmeher5076
@guruchaanmeher5076 10 ай бұрын
ଆପଣ ଜେତେ କହିଲେ କ ଣ ହେବ ଯେ ପରଯନ୍ତ କଲିଯୁଗ ଥିବ ସେ ପରଯନ୍ତ ଏ କଥାକୁ କେହି ବି ବିଶ୍ବାସ କରିବେ ନାହିଁ ଜୟ ଶ୍ରୀ ରାମ
@jadabbadhia3805
@jadabbadhia3805 Ай бұрын
Jai hanuman 🙏thanku sir bahut bhal katha sath kath vyakhya haichi
@shortinglife-zu1si
@shortinglife-zu1si Ай бұрын
Thank you sir nice video 100% sata👍🙏
@narayandalai9799
@narayandalai9799 10 ай бұрын
ଜୟ 🌴🚩ଶ୍ରୀ 🚩🌴ପଞ୍ଚସଖା 🌴🚩🚩🌴ଜୟ 🚩🌿ଶ୍ରୀ🚩🌴 ଜଗନ୍ନାଥ 🌿🚩🌻☘️🌱🌴🚩🌿☘️🌱🌴🚩🌿🌻🌻☘️
@BikashKumar-bh8uf
@BikashKumar-bh8uf 10 ай бұрын
Thanks for this video ❤😊
@surendrasethi7316
@surendrasethi7316 10 ай бұрын
ନମସ୍ତେ ଆଜ୍ଞା ।🙏 ବହୁତ ସୁନ୍ଦର ଉପସ୍ଥାପନା । ରାଷ୍ଟ୍ରପ୍ରେମୀ, ସମାଜ ସଂସ୍କାରକ, ନିସ୍ୱାର୍ଥପର ବୁଦ୍ଧିଜୀବୀ ବ୍ୟକ୍ତି ବିଶେଷମାନେ ହିଁ ଏହି କଷ୍ଟକୁ ହୃଦୟଙ୍ଗମ କରିଥାନ୍ତି ଏବଂ ତା'ର ନିରାକରଣ ନିମନ୍ତେ ସକଳ ପ୍ରଚେଷ୍ଟା ଜାରି ରଖିଛନ୍ତି ।
@user-ed2ok1iq3b
@user-ed2ok1iq3b 2 ай бұрын
Thank you very good Jaya jagannath
@umeshrana88
@umeshrana88 10 ай бұрын
ମଣିଷ କୁ ମଣିଷ ପରି ବ୍ୟବହାର କର ରାକ୍ଷାସ କୁ ରାକ୍ଷାସ ପରି ବ୍ୟବହାର କର
@dibyanandasahu825
@dibyanandasahu825 10 ай бұрын
Very very beautiful. True fact.
@madhusudan8249
@madhusudan8249 10 ай бұрын
Yes, True Fact.🛕🛕
@boygam8486
@boygam8486 10 ай бұрын
🍌🍌🍌🍌
@freestudentraja4408
@freestudentraja4408 10 ай бұрын
Bhai apana jaha kahile ek dam thik katha kahichhanti 🙏
@HrudanadaDipa
@HrudanadaDipa 4 ай бұрын
Bahutubhalakathakahichabhai jaya. Jaganntha
@HariKrishna-yk6yl
@HariKrishna-yk6yl 10 ай бұрын
Jay Jagannath swami
@RajuRaju-ym9eh
@RajuRaju-ym9eh 10 ай бұрын
absolutely right
@jayasankarsethia3424
@jayasankarsethia3424 Күн бұрын
Nice description
@bijayjena7518
@bijayjena7518 13 күн бұрын
Great speech ❤
@biswaranjandas2844
@biswaranjandas2844 10 ай бұрын
Jay Jagannath 🙏🙏🙏
@loknathpani3406
@loknathpani3406 10 ай бұрын
Very good Analysis .
@hemendrasingh2043
@hemendrasingh2043 15 күн бұрын
ଭଲ ଉପସ୍ଥାପନା ଧନ୍ୟ ବାଦ
@user-io2lo1ou3w
@user-io2lo1ou3w 9 күн бұрын
Nice.advise.sir
@kanshralientertain3749
@kanshralientertain3749 10 ай бұрын
ଭାବ ଭକ୍ତି ସ୍ନେହ ଶ୍ରଦ୍ଧା ଆଉ ଦୁନିଆରେ ନାହିଁ ସଭିଁଏ ନିଜ ନିଜ ଭିତରେ ଚାଲିଛନ୍ତି
@prafullakumarsamal5399
@prafullakumarsamal5399 Ай бұрын
କେମିତି ସୁଧୀରିବେ ଲୋକେ ଜାତି କୁ ଏମାନେ ମୃଖ
@Sinusahoowd2dm
@Sinusahoowd2dm 10 ай бұрын
Bahut bhala lagila video 🙏🙏💐
@Pravatnews
@Pravatnews 2 ай бұрын
Bahuta sundara katha tiye kahile🙏🙏
@rahitsingh6105
@rahitsingh6105 10 ай бұрын
Right kahile sir.very good video.😢
@subashmallick9820
@subashmallick9820 10 ай бұрын
ଜୟଜଗନାଆ ପଣସତକହୀ ଲେ ଆମେ ସଭିଏ ଏକ ଜଗନାଥ ଆମ ବଡଠାକୁର,
@jamineebarik217
@jamineebarik217 Ай бұрын
Thank u 🙏i proud to be a harijan
@DeepakKumar-yh4ev
@DeepakKumar-yh4ev 22 күн бұрын
Thank you sir
@Shiba_Sony_Official
@Shiba_Sony_Official 10 ай бұрын
Jay Jagannath 🙏🙏
@rexedits2.o-bs5bd
@rexedits2.o-bs5bd 10 ай бұрын
Jay Bheem 💙✊🏻
@sitaranibhoi5896
@sitaranibhoi5896 10 ай бұрын
Thank you so much 🙏🙏 ate Sundar barta deithibaru
@Nandaodishavlogger
@Nandaodishavlogger Ай бұрын
ବ୍ରାହ୍ମଣ ମାନେ ହିଁ ହରିଜନ
@user-kz6cs4ys3n
@user-kz6cs4ys3n Ай бұрын
✓🤔
@SisukantPradhan-xx4nk
@SisukantPradhan-xx4nk 10 ай бұрын
ସତ ପ୍ରତିଶତ ଠିକ୍ ଆପଣଙ୍କ ମତରେ ମୁଏକମତ ଅଟେ
@balarammohanty8451
@balarammohanty8451 10 ай бұрын
Number one video bhai jai jagannath jai bharat maa,
@balabantapandeysng
@balabantapandeysng 4 ай бұрын
Valuable information..... Thank you.....
@user-hm9ll4kq9k
@user-hm9ll4kq9k 4 ай бұрын
ଯିଏ ହରି☝️ଙ୍କ ପ୍ରିୟ ସେ ହରିଜନ ମୁଁ ଗର୍ବିତ ହରିଜନ ମୁଁ ସନାତନି ହିନ୍ଦୁ ଶ୍ରୀ ହରି☝️ଙ୍କ ସନ୍ତାନ ଜୟ ସତ୍ୟ ସନାତନ ଜୟ ଶ୍ରୀରାମ ଜୟ ଜଗନ୍ନାଥ👏👏
@akc-ku758
@akc-ku758 Ай бұрын
Jay bhim
@user-hm9ll4kq9k
@user-hm9ll4kq9k Ай бұрын
@@akc-ku758 ଜୟ ଭୀମ ଜୟ ସୀତା ରାମ👏
@sureshmalik6687
@sureshmalik6687 6 сағат бұрын
Jai Jai shree Ram 🌹 very nice very beautiful. Jai jagannath. 💯🙏🙏🙏
@user-qm3eo2mf4l
@user-qm3eo2mf4l 10 ай бұрын
ଜୟ ଜଗନ୍ନାଥ 😊
@mylifemystyle6250
@mylifemystyle6250 4 ай бұрын
Bahuta sundara
@rajeshnag6972
@rajeshnag6972 Ай бұрын
Bahut sundar re kahile sir thanks you sir
@shrinibassutar7763
@shrinibassutar7763 10 ай бұрын
ବାହ୍ମୁଣ ହିଁ ମନୁଶ୍ମୃତି ମାଧ୍ୟମରେ ଏଭଳି ଜାତି ଭେଦ ସୃଷ୍ଟି କରି ଆମ ଦେଶର ମେରୁଦଣ୍ଡ ଭାଙ୍ଗି ଦେଇଛି । ସମସ୍ତେ ଏକତ୍ରିତ ହୋଇ ଚକ୍ରାନ୍ତକାରୀ ବାହ୍ମୁଣ ଙ୍କ ଉପରେ ପ୍ରତିଶୋଧ ନିଅ ।
@sommahanand1955
@sommahanand1955 11 ай бұрын
ବହୁତ ସୁନ୍ଦର ଭାବରେ ଜାତିପ୍ରଥା ବିଷୟରେ କହିଛନ୍ତି ଯାହା କି ସମ୍ପୂର୍ଣ୍ଣ ଭାବେ ସତ୍ୟ ଅଟେ ‌।
@RajaRaja-id9hz
@RajaRaja-id9hz 9 ай бұрын
Bahut sunder katha
@user-xh7oc1bm4o
@user-xh7oc1bm4o 2 күн бұрын
Right 👍❤❤❤❤
@kuberdas5416
@kuberdas5416 10 ай бұрын
Excellent expression
@rasmancomedy3852
@rasmancomedy3852 10 ай бұрын
Jye Sambidhan 🙏🇨🇮 Jaye Bhim 💙🙏
@ishita4704
@ishita4704 10 ай бұрын
dhanyabad sir
@JitendraBarik-wu2ld
@JitendraBarik-wu2ld 26 күн бұрын
Thank brothers
Janata Darbar: Who is Provoking Racism ?
47:39
Kanak News
Рет қаралды 175 М.
Beautiful gymnastics 😍☺️
00:15
Lexa_Merin
Рет қаралды 15 МЛН
Эффект Карбонаро и нестандартная коробка
01:00
История одного вокалиста
Рет қаралды 9 МЛН
Llegó al techo 😱
00:37
Juan De Dios Pantoja
Рет қаралды 47 МЛН
Ahe nila saila || Barnali Hota || bhakta salabega || jagannath Bhajan ||
8:04
Bibhuti Swain Galatainment
Рет қаралды 214 М.
Beautiful gymnastics 😍☺️
00:15
Lexa_Merin
Рет қаралды 15 МЛН