No video

Hera Panchami | Tiniti Ratha Naati Katha 5 | Dr. Ashutosh Prasad Mishra | Rituals of Hera Panchami

  Рет қаралды 272,400

ODISHA 365

ODISHA 365

Күн бұрын

Hera Panchami is a traditional ritual followed during rath yatra in puri. It's observed on the fifth day of Rath Yatra.
------------
Tiniti Ratha Naati Katha 5
ରଥଯାତ୍ରା ଉପଲକ୍ଷେ ଆମର ସ୍ବତନ୍ତ୍ର ଉପସ୍ଥାପନା "ତିନିଟି ରଥ ନଅଟି କଥା" ଅନେକ ନୂତନ ତଥ୍ୟ, ଅଜଣା କଥା ସହିତ ମହାପ୍ରଭୁଙ୍କ ରଥଯାତ୍ରାର ଅନେକ ଭାବାତ୍ମକ ଦିଗକୁ ଆପଣଙ୍କ ସମ୍ମୁଖରେ ପରଷି ଦେବାର ଏକ ପ୍ରୟାସ, ଆଶା ଆପଣ ମାନଙ୍କୁ ଏହା ଭଲ ଲାଗିବ ଆଉ ମହାପ୍ରଭୁଙ୍କ ପ୍ରତି ଆପଣଙ୍କ ଭାବକୁ ବହୁଗୁଣିତ କରିବ।
ଆପଣଙ୍କ ପ୍ରିୟଜନ ଓ ଜଗନ୍ନାଥ ପ୍ରେମୀଙ୍କୁ ସେୟାର କରିବାକୁ ଭୁଲିବେନି।
ତିନିଟି ରଥ ନଅଟି କଥା ୫
|| ହେରାପଞ୍ଚମୀ ||
---------
Dr. Ashutosh Prasad Mishra
Jagannath Mahima
Odisha 365
-----------
Rituals of Hera Panchami, a tradition followed during Rath Yatra in Puri, is one of the beautiful episodes in which Goddess Laxmi gets angry with Lord Jagannath and vents her anger by causing damage to Nandighosh Rath, the chariot of Mahaprabhu Jagannath. The ritual is observed on the fifth day of the car festival.
-------------------
jagannath
puri jagannath mandir
jagannath mandir
prabachan odia
odia prabachan
anubhuti re jagannath
jagannath video
jagannath pravachan
jagannath prabachan odia
jagannath anubhuti
jagannath anubhuti in odia
jagannath mahima in odia
--------
prabachan odia
puri jagannath rath yatra
puri rath
rath yatra puri
puri ratha
puri ratha yatra
rath yatra puri 2023
jagannath rath yatra 2023
jagannath puri rath yatra
puri ratha jatra
ratha yatra
jagannath puri rath yatra
jagannath rath yatra 2023
rath
puri
rath yatra
rath yatra 2023
jagannath rath yatra
puri rath yatra
puri rath yatra 2023
---------------
#herapanchami
#jagannathmahima #drashutoshprasadmishra #odisha365 #TinitiRathaNaatiKatha

Пікірлер: 373
@ODISHA365
@ODISHA365 Жыл бұрын
If you like this video give a like 👍 and share it with your family and friends. Jay Jagannath
@kuntalasahoo7892
@kuntalasahoo7892 Жыл бұрын
Mp mo loo of
@subashchandra7563
@subashchandra7563 Жыл бұрын
ମନକୁ ମୋର ଜଗା ପ୍ରେମ ରେ ହସେଇ ଦେଲ, ରସେଇ ଦେଲ, ଫସେଇ ଦେଲ, କୃତ୍ୟ କୃତ୍ୟ ହୋଇଗଲା ଏ ଦେହ, ମନ ପ୍ରାଣ ଆଉ ଶରୀର। ଜୟ ଜଗନ୍ନାଥ ସ୍ଵାମୀ କି........ 😭😭😭😭😭😭😭😭😭😭😭
@meenakshikar6351
@meenakshikar6351 Жыл бұрын
ଅତି ସୁନ୍ଦର ଉପସ୍ଥାପନା। ବହୁତ ବହୁତ ଧନ୍ୟବାଦ
@saratchandrajalli3404
@saratchandrajalli3404 Жыл бұрын
ଅତି ଚତ୍ମକାର
@jibanjyotimohanty7701
@jibanjyotimohanty7701 Жыл бұрын
ଜୟ ଜଗନ୍ନାଥ, ପ୍ରଭୁ ଜଗନ୍ନାଥଙ୍କ ପାଦତଳେ କୋଟି କୋଟି ପ୍ରଣାମ, ପ୍ରବଚକ ସାର୍ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଏ ପ୍ରବଚନ ଶୁଣାଇ ଥିବାରୁ
@rasmitamaharathy6734
@rasmitamaharathy6734 Жыл бұрын
ଜୟ ହୋ ପ୍ରଭୁ ଲକ୍ଷ୍ମୀନାରାୟଣ 🙏❤️🙏
@manaskumarmaharana24
@manaskumarmaharana24 Жыл бұрын
ମଣିମା ମୋ 🙏🙏🙏 ମଣିମା ତୁମ ସେ ଅଭୟାର ବିନ୍ଦରେ ଟିକେ ଜାଗା ଦେବ ହେ ମଣିମା ଏତିକି ଅଳି. ତୁମ ଛାମୁ ରେ ମହାପ୍ରଭୁ 😭🙏🙏
@anilkusahoo33539
@anilkusahoo33539 Жыл бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🙏🙏🙏🙏🙏🙏🙏🙏🙏🙏 ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ସମସ୍ତ ଜଗତକୁ ପ୍ରଦାନ କରୁଥାନ୍ତୁ 🙏🙏🙏
@swatilinaparida5014
@swatilinaparida5014 Жыл бұрын
ଆହା 🥺🥺 ଏତେ ସୁନ୍ଦର ଭାବେ ସାର୍ ହେରା ପଞ୍ଚମୀ ର ନିଦର୍ଶନ ବର୍ଣ୍ଣନା କରୁଛନ୍ତି, ଲାଗୁଛି ଆମ 3 ଠାକୁର ଖାଲି ଦାରୁ ଦେବତା ନୁହନ୍ତି ସତସତିକା ମଣିଷ ଚରିତ୍ର ର ବର୍ଣ୍ଣନା କରୁଛନ୍ତି 🙏🙏
@prakasinidas8188
@prakasinidas8188 Жыл бұрын
ଆଡ଼ପ ମଣ୍ଡପରେ ବିଜେ ମଣିମା ମହାବାହୁ,ତାଙ୍କର ବିଶେଷ କୃପା ଆଜି,ତାଙ୍କ ସମ୍ମୁଖରେ ତୁମକୁ ସେ କୁହାଉଛନ୍ତି,ଆମେ ଶ୍ରବଣ କରି କୃତାର୍ଥ ହେଉଛୁ..ଜୟ ଜଗନ୍ନାଥ🙏💗
@Jagannath_premi_
@Jagannath_premi_ Жыл бұрын
କୋଟି ଓଡିଆ ଙ୍କ ମଉଡମଣି ଶ୍ରୀ ଶ୍ରୀ କାଳିଆ ସାଆନ୍ତ ଙ୍କ ଜୟ ହେଉ 🙏
@sabitapanigrahi6035
@sabitapanigrahi6035 Жыл бұрын
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ କୋଟି କୋଟି ପ୍ରଣାମ।🙏🙏
@jayjagannathjayjagannath7121
@jayjagannathjayjagannath7121 Жыл бұрын
ମଣିମା ଙ୍କର ଜୟ ହେଉ 🙏🏻 ଜୟ ଜଗନ୍ନାଥ
@niharikapatnaik2210
@niharikapatnaik2210 Ай бұрын
ଚମତ୍କାର ଅଭିବ୍ୟକ୍ତି... ମହାପ୍ରଭୁ ଆପଣଙ୍କର ମଙ୍ଗଳ କରନ୍ତୁ....ଜୟ ଜଗନ୍ନାଥ 🙏🙏
@sasmitabobby3206
@sasmitabobby3206 Жыл бұрын
ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏 ସତରେ ମୁଁ ବି ରଥଯାତ୍ରା ଦିନ ମହାପ୍ରଭୁ ଙ୍କୁ କହିଥିଲି, କାଳିଆ ରେ.. ତ ମୁହଁ କଣ ପାଇଁ ସୁଖୀ ଯାଇଛି ରେ, ଆଉ ହସ ବି କାଳିଆ ର ନାହିଁ, ମୋତେ ବି କାନ୍ଦ ଲାଗିଲା, ବହୁତ କାନ୍ଦିଲି, କେବେ ବି ମୁଁ ରଥଯାତ୍ରା ଦେଖି ନ ଥିଲି, ହେଲେ ପ୍ରଥମ ଥର ଦେଖିଲି ଯେ କାଳିଆ ମୁହଁ ରେ ହସ ନାହିଁ 😭😭
@trilochanrout219
@trilochanrout219 Жыл бұрын
ଜୟ ଜଗନ୍ନାଥ,ଭାବ ବିନୋଦିଆ ଭାବର ଠାକୁର ମହାପ୍ରଭୁ ମୋ କାଳିଆ ସାଆନ୍ତ ଙ୍କ ଚରଣାରବିନ୍ଦରେ ଏ ଅକିଞ୍ଚନ ର କୋଟି କୋଟି ପ୍ରଣାମ । ମଣିମା ଏ ଅଧମ ପ୍ରତି ଏତିକି କୃପା ହେଉ, ଆପଣଙ୍କ ପାଦପଙ୍କଜରେ ମୋ'ର ଚିତ୍ତ ଅବିରତ ସ୍ଥିର ରହୁ
@VishnuPriya-rp5kd
@VishnuPriya-rp5kd Жыл бұрын
Agasfafafaf
@naraharirout7938
@naraharirout7938 Жыл бұрын
ଜୟ ଜଗନ୍ନାଥ ସ୍ଵାମି ନୟନ ପଥ ଗାମି ଭବ ତୁ ମେ ।। ଅତି ସୁନ୍ଦର୍ ହେରାପଞ୍ଛମି କଥା ବର୍ନନ୍ କରିଲ । ବହୁତ୍ ଭଲ ଲଗିଲା ।ବଡ ଥକୁରଙ୍କ କ୍ରୁପା ସଦା ତୁମ ଠରେ ଥଉ ।
@PrsantaBehera-xz8ze
@PrsantaBehera-xz8ze Жыл бұрын
ସାର୍ ଆପଣଙ୍କ ପାଦଦେଶରେ ଅନନ୍ତ କୋଟି ପ୍ରଣାମ, ସାର୍ ଆପଣଙ୍କ ଆଶୀର୍ବାଦ ନେବାକୁ ମନରେ ବହୁତ ଇଚ୍ଛା,। ସାର୍ ଟିକେ ଦୟାକରିବେ, ଅପେକ୍ଷାରେ ରହିଲି, ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ,
@blueblockyt289
@blueblockyt289 Жыл бұрын
You are great sir..
@kartikarana6756
@kartikarana6756 Жыл бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ,, ଜୟ ମା ଲକ୍ଷ୍ମୀ ଠାକୁରାଣୀ,,‌🌺🌺🙏🏻🙏🏻🙏🏻🌺
@rajeshlenka5894
@rajeshlenka5894 Жыл бұрын
ରଥ ଭାଙ୍ଗିବା ବିଷୟରେ ବିସ୍ତୃତ ବିବରଣୀ ଉଲ୍ଲେଖ କରିବାର ଆଶା କରୁଛି ପରବର୍ତ୍ତୀ ସମୟରେ । ଜୟ ଜଗନ୍ନାଥ 🙏
@gourishankarmishra929
@gourishankarmishra929 Жыл бұрын
ଏ ଭାବ ଓ ଭାଷା ର ଭଣ୍ଡାର କୁ ମହାପ୍ରଭୁ ଆହୁରି ରୁଦ୍ଧିମନ୍ତ ରସାଳ କରନ୍ତୁ। ଆପଣଙ୍କ ବାଣୀ ଭଣ୍ଡାର ସଦା ପରିପୂର୍ଣ୍ଣ ରହୁ।ଜୟ ଜଗନ୍ନାଥ ସ୍ୱାମୀ ନମସ୍କାର
@tejarajsahu1501
@tejarajsahu1501 Жыл бұрын
ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏🚩🚩
@pujabehera5685
@pujabehera5685 Жыл бұрын
ମତେ 😭 ରକ୍ଷା କର ହେ ଜଗତ୍ ପିତା
@punammund5934
@punammund5934 Жыл бұрын
Apanka charana dhuli tike milile b Mo pain Jayheshta 🙏🙏🙏 ete sundar kemti apana kahi paranti 🙏🙏🙏 Pravu nka asesa Krupa apananka upare achhi 🙏🙏
@madhusmitamohanty8320
@madhusmitamohanty8320 Жыл бұрын
ସେ ଭାବଗ୍ରାହୀ ଭାବ ରେ ବନ୍ଧା ମାଆ ଲକ୍ଷ୍ମୀ ସାଆନ୍ତାଣୀ ମହାପ୍ରଭୁଙ୍କ ମନ କୁ ଜୟ କରିଲେ। ଧନ୍ୟ କାଳିଆ ର ଲୀଳା। ଜୟ ଜଗନ୍ନାଥ 🙏
@ansumanswain4873
@ansumanswain4873 Жыл бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏⭕‼️⭕🙏🙏🙏 ଆପଣଙ୍କୁ କୋଟି କୋଟି ପ୍ରଣାମ ସାର୍ 🙏🙏🙏
@harishchandramohalik7331
@harishchandramohalik7331 Жыл бұрын
ଜୟ ଜଗନ୍ନାଥ 🙏🙏
@binapanibehera9900
@binapanibehera9900 Жыл бұрын
Jay Jagannath jay jagannth 🙏🙏🙏🙏 ପ୍ରଭୁଙ୍କ ଶ୍ରୀ ଚରଣରେ କୋଟି କୋଟି ପ୍ରଣାମ 🙏🙏🙏🙏କେତେ ସୁନ୍ଦର କଥା ମନ ପ୍ରସନ୍ନ ହେଇଗଲା 😭😭 କେତେ ଲୀଳା ମୟ ଠାକୁର କେତେ ଲୀଳା ତାଙ୍କର 🙏🙏🙏🙏
@basantarout9538
@basantarout9538 Жыл бұрын
ଜୟ ଜଗନ୍ନାଥ 🙏 🙏 🙏 🙏 🙏 🙏 🙏
@tarakantabehera3486
@tarakantabehera3486 Ай бұрын
Jay jagannatha ଆପଣଙ୍କ ଠାରୁ ଜଗନ୍ନାଥଙ୍କ କଥା ଶୁଣି ମନ ଆନନ୍ଦ ହେଉଛି ❤❤ ଆପଣ ମହାନ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏 you are great 👍😃 namaskar ❤❤❤❤❤❤❤❤❤
@ratankumarmahapatra7086
@ratankumarmahapatra7086 Жыл бұрын
ଜୟ ଜୟ ଶ୍ରୀ ଜଗନ୍ନାଥ
@lipi.mehermeher5319
@lipi.mehermeher5319 Жыл бұрын
Jay jagannath patitapabana mahaprabhu
@debarajharijan5296
@debarajharijan5296 Жыл бұрын
Jay Sri Jaganath Swami Nayana Pathagami Bhaba Tume 🙏🙏🙏🙏🙏🙏🙏🙏🙏🙏🙏🙏🙏
@Subhalaxmi7
@Subhalaxmi7 Жыл бұрын
ଜୟ ଜଗନ୍ନାଥ ⭕❗⭕ଜୟ ମା ଲକ୍ଷ୍ମୀ 💮💮💮🌷🌷🌷🎎🙏🙏🙏
@rameshmunenkal8997
@rameshmunenkal8997 Жыл бұрын
ମହାପରଭୁଙ୍କର ଅପୂର୍ବ ଲୀଳା ଆଉ ଆପଣ ଷୌଭାଗ୍ୟବନ୍ ଯେ ମହାପ୍ରଭୁ ଜଗନ୍ନାଥଙ୍କ ଚରଣ ରେ ଉପସ୍ଥିତ ଅଛନ୍ତି । ଜୟ ଜଗନ୍ନାଥ । ମହାପ୍ରଭୁଙ୍କ ଲୀଳା ବହୁତ୍ ସୁନ୍ଦର ଭାବରେ ବର୍ଣ୍ଣନା କରିଚନ୍ତି ଧନ୍ୟବାଦ୍
@sumantapradhan9491
@sumantapradhan9491 Жыл бұрын
🙏ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ🙏
@magsirasahu2050
@magsirasahu2050 Жыл бұрын
Jay shree jagannath Swami Nayana patha gami 🚩🪷⭕❗⭕🌹🛕🔔📿🪔🌼🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾
@durjyadhannayak4645
@durjyadhannayak4645 Жыл бұрын
🕉️❤️🕉️❤️🕉️ଜୟ ଜୟ ଜଗନ୍ନାଥ 🕉️🕉️🕉️🕉️🕉️🕉️💞💞💞💞💞💞💞💞💞🙏🏽🙏🏽🙏🏽🙏🏽🙏🏽
@dipanshuvermaa5618
@dipanshuvermaa5618 Жыл бұрын
Jai jagannath ⭕‼️⭕🌹
@MrPpcops
@MrPpcops Жыл бұрын
ଅତି ସୁନ୍ଦର ବର୍ଣ୍ଣନା। ଜଗନ୍ନାଥ ମଙ୍ଗଳ କରନ୍ତୁ ।
@Ipsita_Dani
@Ipsita_Dani Жыл бұрын
Jai jagannath
@pravatiswain8794
@pravatiswain8794 Жыл бұрын
Jaya jagannath 🙏
@rashmirekhadash5731
@rashmirekhadash5731 Жыл бұрын
Koti koti pranam pravu🙏🙏🙏🙏🙏🙏🙏 Biswa ku shanti dia pravu❤❤❤❤❤❤❤
@rajbajaj9815
@rajbajaj9815 Жыл бұрын
Jay Jagannath
@Puunnyy
@Puunnyy Ай бұрын
ଅତି ସୁନ୍ଦର ଉପସ୍ଥାପନା । ଜୟ ଜଗନ୍ନାଥ 🙏🏻
@mromm-lt7nw
@mromm-lt7nw Жыл бұрын
ବହୁତ୍ ସୁନ୍ଦର୍ କଥା ସୁଣିବାକୁ ବହୁତ ଆନଂଦ ଲାଗୁଛି ❤❤❤❤
@prasantasing771
@prasantasing771 Жыл бұрын
Jay shree jagarnath
@hemanginimohapatra5468
@hemanginimohapatra5468 Ай бұрын
ତମର ଶବ୍ଦ ରଚନା ବହୁତ ସୁନ୍ଦର....ମନ ମୋହିତ
@rgudduu
@rgudduu Жыл бұрын
Excellent speech. 12:42 "Hera Panchami is 5th day starting from Ratha Yatra on dwitiyaa, so on sasthi tithi"
@tikitiku5672
@tikitiku5672 Жыл бұрын
ଜୟଜଗନ୍ନାଥପ୍ରଭୁଧନଦିଅ🙏🙏🙏🙏🙏
@brahmotridash4366
@brahmotridash4366 Жыл бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ
@krishnendubanerjee9545
@krishnendubanerjee9545 8 ай бұрын
Oh!.....It was the time of Rathojatra......❤❤❤A lot of love to my god and lord....Dandaboth.......❤❤
@pradeeptaofficial213
@pradeeptaofficial213 Жыл бұрын
ଅଦ୍ଭୁତ ବର୍ଣନା. ନିଶ୍ଚୟ ଜଗତର ନାଥ ଜଗନ୍ନାଥ ଭାବବିନୋଦିଆ ଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ସମ୍ପୂର୍ଣ ଭାବରେ ଅଛି. ଖୁସି ଲାଗିଲା. ଖାଲି ବାରମ୍ବାର ଶୁଣିବାକୁ ଇଛା ହେଉଛି. ମନରେ ଉନ୍ମାଦନା ସୃଷ୍ଟି ହେଉଛି 😊🙏ଜୟ ଜଗନ୍ନାଥ 🙏ମନରେ ଭକ୍ତି ଭାବ ଜାଗ୍ରତ ହେଉଛି 😊
@binibehera6460
@binibehera6460 Жыл бұрын
Jay Jagannath swami Nayan patha gami bhaba tume 🙏🚩🕉️🚩🙏
@rashmiranjanpradhan8562
@rashmiranjanpradhan8562 Жыл бұрын
ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ
@Behera_0603
@Behera_0603 Жыл бұрын
ଚମତ୍କାର ବର୍ଣ୍ଣନା l ବହୁତ ସୁନ୍ଦର l 🙏
@pradipmeher4250
@pradipmeher4250 Жыл бұрын
ଜୟ ଶ୍ରୀ ଜଗନ୍ନାଥ 🙏🙏🙏
@sunilnayak-xu2be
@sunilnayak-xu2be Жыл бұрын
Jay jaganath swami
@bhumisutapradhani8468
@bhumisutapradhani8468 Жыл бұрын
ଜୟ ଜଗନ୍ନାଥ ଭାବର ଠାକୁର ଭକ୍ତ ଜନ ବାନ୍ଧବ
@adarshakahanimala3868
@adarshakahanimala3868 Жыл бұрын
ସାର୍। ଆପଣ କେତେ ଭାଗ୍ୟବାନ। ଶ୍ରୀ ଜଗନ୍ନାଥଙ୍କ ଅନେକ ଅନୁଭବ କୁ କହୁଛନ୍ତି।ମନ ଭାବରେ ଭରି ଯାଉଛି। ଜୟ ଜଗନ୍ନାଥ।
@mamatapattanayak5854
@mamatapattanayak5854 Жыл бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏🙏🙏🙏🙏🙏🙏🙏🙏
@gyanaranjanswain3682
@gyanaranjanswain3682 Ай бұрын
ସୁନ୍ଦର ଉପ୍ଥାପନା।ଜୟ ଜଗନ୍ନାଥ 🙏🙏🙏
@chandrakantasahoo8591
@chandrakantasahoo8591 Жыл бұрын
Jay jaganntha 🙏 ♥️ 👌
@narayabadatya914
@narayabadatya914 Жыл бұрын
❤🙏❤ଜୟ ଜଗନ୍ନାଥ ପ୍ରଣାମ❤🙏 ❤
@tomcruise8733
@tomcruise8733 Жыл бұрын
Anupam sundaray 👌👌👌👌👌👌❤️❤️❤️❤️❤️
@sujitkumarsahoo7379
@sujitkumarsahoo7379 Жыл бұрын
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ କାଳିଆ ସାଆନ୍ତ 🙏🙏🚩 ଏହା ମହାପ୍ରଭୁଙ୍କ ଅଲୌକିକ ଏବଂ ଦିବ୍ୟ ଅନୁଭୂତି 🙏
@upperprimaryodisha3797
@upperprimaryodisha3797 Жыл бұрын
Jay Guru Jay Jagannath
@mirapanda
@mirapanda Жыл бұрын
Jay Jagannath swami nayana patha gami bhaba tume 🙏🙏
@jayshrijagannath1627
@jayshrijagannath1627 Жыл бұрын
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ମଣିମା ❤
@chandanbiswal1468
@chandanbiswal1468 Жыл бұрын
Jay Jagannath 🙏🙏
@jagannathcreation5196
@jagannathcreation5196 Жыл бұрын
Jay Jagannath mahabahu Jay Jagannath mahabahu
@debashisguru8101
@debashisguru8101 Жыл бұрын
Jay Sri Sri Jagannatha mahaprabhu nkara jay hau 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@debashisguru8101
@debashisguru8101 Жыл бұрын
Dhanya Tumara Lila Chakadola🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@bhagyabatigantayat297
@bhagyabatigantayat297 Жыл бұрын
Jay Jagannath nka charanabinda re koti koti pranaam🙏🙏🙏🙏🙏🙏❤❤❤❤❤
@pramilapani9960
@pramilapani9960 Жыл бұрын
JAY JAGANNATH❤🙏❤❤🙏
@P.sarbeswarpradhan9770
@P.sarbeswarpradhan9770 Жыл бұрын
Jai jagannath swami🙏🙏🙏🙏
@odiaboy9677
@odiaboy9677 Жыл бұрын
ଜୟ ଜଗନ୍ନାଥ ମହାପ୍ରଭୁ
@prasantakumarkabi4789
@prasantakumarkabi4789 Жыл бұрын
Thank you sir for your valuable description about Mahaprabhu Jai Jagannath
@bhagabannayak8258
@bhagabannayak8258 Жыл бұрын
🙏🙏🙏🙏ଜୟ ଜଗନ୍ନାଥ 🙏🙏🙏🙏
@suchismitasahoo8093
@suchismitasahoo8093 Ай бұрын
Mahaprabhu aau maa Laxmi nk Sri Charan tale koti koti pranam 🙏🙏
@birakishoresahoo3080
@birakishoresahoo3080 Жыл бұрын
Jay Shree Jagannath.
@satyabratadash1586
@satyabratadash1586 Жыл бұрын
Jay Jagannath Swami 🙏
@priyankamohapatra1647
@priyankamohapatra1647 Жыл бұрын
ମୋ ଜଗନ୍ନାଥ ସ୍ୱାମୀ ଙ୍କ‌‌‌ ଶ୍ରୀଚରଣ କମଳ ତଳେ କୋଟି କୋଟି ପ୍ରଣାମ
@rabindrabehera8345
@rabindrabehera8345 Жыл бұрын
ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ପ୍ରଭୁ ତୁମେ 🌼🌼🌼🌼🌼🌼🌼🌿🌿🌿🌿🌿🌿🌿🌿🙏🙏🙏🙏🙏🙏🙏
@sabitaswain5513
@sabitaswain5513 Жыл бұрын
ଅତି ସୁନ୍ଦର ଆଜ୍ଞା ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ଭବ ତୁମେ...🙏🙏🙏🙏
@suchismitasahoo2433
@suchismitasahoo2433 Жыл бұрын
ପ୍ରଭୁ ହେ🙏
@trinathbehera2792
@trinathbehera2792 Жыл бұрын
ଜୟ ଜଗନ୍ନାଥ ଭାଇ
@puspanjalisahoo8284
@puspanjalisahoo8284 Жыл бұрын
🙏🌷🙏ଜୟ ଜଗନ୍ନାଥ 🙏🌷🙏
@DrNibhaMohanty
@DrNibhaMohanty Жыл бұрын
Jay shree Jagannath
@puspalataacharya5616
@puspalataacharya5616 Жыл бұрын
Khub Sundar upasthapana.Jay Jagannath Swami......
@pramodbiswal8137
@pramodbiswal8137 Ай бұрын
ଜୟ ଜୟ ଜଗନ୍ନାଥ ❤
@premanandasatapathy-in6zh
@premanandasatapathy-in6zh Жыл бұрын
Mahapravu apankara charanare satakoti pranam
@DrNibhaMohanty
@DrNibhaMohanty Жыл бұрын
Jay shree Jagannath ❤
@debarajharijan5296
@debarajharijan5296 Жыл бұрын
Jay Sri Jaganath Swami 🙏🙏🙏🙏🙏🙏🙏
@satyajitbhakti8458
@satyajitbhakti8458 Жыл бұрын
ଜୟ ଜଗନ୍ନାଥ 🙏🙏🙏
@bkssofficial698
@bkssofficial698 Жыл бұрын
ଗୁହୈର୍ କଥା ଆଏ ରେ ବୁଆ....ମଜା ଆସିଗଲା
@ranjanpanigrahi6447
@ranjanpanigrahi6447 22 күн бұрын
ଜୟ ଜଗନ୍ନାଥ 🙏🏻
@pravjyotnayak5962
@pravjyotnayak5962 Жыл бұрын
Jai shree Ram 🙏🙏🙏 Jai shree Krishna 🙏🙏🙏🙏🌹🌹🌹💐💐 Jai shree jagannath 🙏🙏🙏🌹❤️❤️❤️
@sanjayswain1625
@sanjayswain1625 2 ай бұрын
God gifted sir aapana..lots of love ❤
@malayasamal1992
@malayasamal1992 Жыл бұрын
AAhaa 🙏, kn se byakshya chakanayan au Padma Nayan Milana 🙌🙌🙌
@basantisahoo5743
@basantisahoo5743 Жыл бұрын
Manima pranam grahana karantu🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼⭕❗❗⭕🤲🤲🤲🤲🤲🤲💞🕉
SUBHADRA Guidelines Out // Mohan Govt Eyes Job Boom
19:52
OdiaTechBulletin
Рет қаралды 32 М.
The Joker kisses Harley Quinn underwater!#Harley Quinn #joker
00:49
Harley Quinn with the Joker
Рет қаралды 8 МЛН
This Dumbbell Is Impossible To Lift!
01:00
Stokes Twins
Рет қаралды 30 МЛН
ISSEI & yellow girl 💛
00:33
ISSEI / いっせい
Рет қаралды 24 МЛН
The Joker kisses Harley Quinn underwater!#Harley Quinn #joker
00:49
Harley Quinn with the Joker
Рет қаралды 8 МЛН