No video

🔴 Laxmi Narayan Kali | ଏ କଳି ଯିଏ ଶୁଣିବ ତାର ଦାମ୍ପତ୍ୟ କଳହ ରହିବ ନାହିଁ | Dr. Ashutosh Prasad Mishra

  Рет қаралды 2,624,263

ODISHA 365

ODISHA 365

2 жыл бұрын

ଦ୍ଵିତୀୟ ଭାଗ "ଲକ୍ଷ୍ମୀ ନାରାୟଣ କଳି"
• 🔴 Laxmi Narayan Kali |...
ଯିଏ ଲକ୍ଷ୍ମୀ ନାରାୟଣଙ୍କ କଳିକୁ ଶୁଣିବ ତାଙ୍କ ସ୍ଵାମୀ ସ୍ତ୍ରୀ ମଧ୍ୟରେ କେବେ କଳି ହେବନି।
ଲକ୍ଷ୍ମୀ ନାରାୟଣ ଭେଟ - ପ୍ରଥମ ଭାଗ
• Laxmi Narayan Kali Par...
ମାଆ ମହାଲକ୍ଷ୍ମୀ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ୫ଥର ଭେଟ ହୋଇଥାଏ ଯିଏ ଏହି ପାଞ୍ଚ ଥର ଭେଟକୁ ଦେଖିନେବ ତା ଜୀବନରେ ମୁକ୍ତି ମିଳିଯିବ।
------------
ଲକ୍ଷ୍ମୀ ନାରାୟଣ କଳି
-------------
Subscribe to ଓଡ଼ିଶା୩୬୫ KZfaq Channel
www.youtube.co...
Press the Bell 🔔 Icon & Select All to get Our New video Notification.
---
If you like this Video then give a Like 👍
& share⥇ this video with your family & Friends WhatsApp & Facebook Group.
.........................................................................................................
To watch all the video of Dr. Ashutosh Prasad Mishra Click on the below link
Playlist Dr. Ashutosh Prasad Mishra || Jagannath Mahima ||
tinyurl.com/ka...
Or
• Dhama Madhuri 4 | କଣ କ...
..........................................................................................................
▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪
♪ Enjoy and stay connected with us!! ♪
✽ Mail Id: 2019odisha365@gmail.com
* tinyurl.com/4e...
▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪
©ODISHA 365
* ANTI-PIRACY WARNING *
This content is Copyright to Odisha 365. Any unauthorised reproduction, redistribution or re-upload is strictly prohibited of this material. Legal action will be taken against those who violate the copyright of the following material presented!
----------------------------------------------
jagannath puri
jagannath
puri jagannath mandir
jagannath mandir
prabachan odia
odia prabachan
anubhuti re jagannath
jagannath video
jagannath pravachan
jagannath prabachan odia
jagannath anubhuti
jagannath anubhuti in odia
jagannath mahima in odia
--------------------
Laxmi Narayan bheta
Laxmi Narayan Kali
Niladri bije 2022
Niladribije 2022
Niladri bije LIve 2022
Bheta Mandapa
Jagannath temple Puri
Laxmi Narayan Bachanika
-----------------------------------
#LaxmiNarayanKali #odisha365 #drashutoshprasadmishra #jagannathmahima #niladribije #laxminarayanbachanika #LaxmiNarayanBheta #jagannathmahima #jagannath #maalaxmi

Пікірлер: 3 200
@sabitapanigrahi4406
@sabitapanigrahi4406 2 жыл бұрын
ଜୟ ଜଗନ୍ନାଥ 🙏🙏🙏🙏ମନୁଆ ଠାକୁର ଆଜି ବାହାରିଛି ମାଆ କୁ ମନେଇବା ପାଇଁ l ସମାଜରେ ସଂସାର କରିବାକୁ ହେଲେ ଭାଇ, ଭଉଣୀ ସହିତ ସ୍ତ୍ରୀ କୁ ମଧ୍ୟ ସମାନ ମର୍ଯ୍ୟାଦା ମିଳିବା ଉଚିତ, କାଳିଆ ତାର ଏ ମାନବଲୀଳାରେ ସମାଜକୁ ଜଣାଉଛି l
@user-wm2vc6bs2d
@user-wm2vc6bs2d Ай бұрын
Right
@user-wm2vc6bs2d
@user-wm2vc6bs2d Ай бұрын
😊
@rajashreesahoo5432
@rajashreesahoo5432 Ай бұрын
Bahut bhala lagila mana khusi heigala Jay Laxmi Narayan
@Bmcreation3750
@Bmcreation3750 Ай бұрын
Bahut bhala lagila mana khus heigala,Jay Laxmi Narayan
@sujatanayak1022
@sujatanayak1022 Ай бұрын
😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅?
@SumitKumarswain123
@SumitKumarswain123 Ай бұрын
ଏହା ଶୁଣି ଅତ୍ୟନ୍ତ ଖୁସି ଅନୁଭବ ହେଲା ।ଆଉ ଗର୍ବ ଲାଗୁଛି ଆମ ଓଡ଼ିଆ ମାଟିରେ ଜଗନ୍ନାଥ ମାଟିରେ ଜନ୍ମ ନେଇଛି। ବହୁତ୍ ସୁନ୍ଦର୍ ଆମ ଜଗା ର ସବୁ ଯାତ୍ରା।❤ଜୟ ଜଗନ୍ନାଥ ❤️🙏⭕❗⭕
@kabita_by_jharana
@kabita_by_jharana 5 ай бұрын
ଆଶୁତୋଷ ସାର୍,ପ୍ରଭୁ ଜଗନ୍ନାଥ ସତରେ ଆପଣଙ୍କ କଣ୍ଠରେ ବିଜେ କରିଛନ୍ତି।ଏତେ ସୁନ୍ଦର ବର୍ଣ୍ଣନା କରିଛନ୍ତି।ଯେତେ ସୁଣିଲେବି ଆହୁରି ଶୁଣିବାକୁ ଇଛା ହେଉଛି।ଜୟ ଜଗନ୍ନାଥ।🙏🏻🙏🏻🙏🏻🙏🏻🙏🏻
@user-oz4ur4cx7x
@user-oz4ur4cx7x Ай бұрын
《♡◆😊
@kavitapraharaj9829
@kavitapraharaj9829 Ай бұрын
bahut sundar Jay jagannath
@bineshnayak4767
@bineshnayak4767 Ай бұрын
Q1
@shreetamvlogs
@shreetamvlogs Ай бұрын
Jay Jagannath ❤
@sumitkumarjenavlogs8088
@sumitkumarjenavlogs8088 Ай бұрын
୨୦୨୪ ରେ କିଏ କିଏ ଶୁଣୁଛନ୍ତି ଲାଇକ କରନ୍ତୁ ❤
@PADMINIANNAMALAI27
@PADMINIANNAMALAI27 Ай бұрын
2024 କଣ 2025 କଣ ମହାପ୍ରଭୁଙ୍କ କଥା ଯୁଗ ଯୁଗର । ଜୟ ଜଗନ୍ନାଥ ।ଯଦି ଭାବ ଥିବ ନା ସବୁ ଭଲ ଲାଗିବ।ଆମ୍ବୃତ ପରି 🙏🙏🙏🙏 ଏ ସବୁ ସୁଣିଲେ ବହୁତ୍ ପୁଣ୍ୟ ମିଳେ ।🥹🥹 ଜୟ ଜଗନ୍ନାଥ ଜୟ ଜଗନ୍ନାଥ।
@sumitkumarjenavlogs8088
@sumitkumarjenavlogs8088 Ай бұрын
@@PADMINIANNAMALAI27 Mana kala puni kie mu sei katha kahili yei vdo to 2 barsa tala ra 2022 re post hei thila 2024 re kaha kaha Mobile ku jaichi aau kie kie sunicha boli apana kn bujhile ki madam ji😄
@user-es4bz9mn8o
@user-es4bz9mn8o Ай бұрын
Hnnnn mu
@user-es4bz9mn8o
@user-es4bz9mn8o Ай бұрын
Anjali mohanty sunuchanti
@sumitkumarjenavlogs8088
@sumitkumarjenavlogs8088 Ай бұрын
@@user-es4bz9mn8o 😄😄😄 ଧନ୍ୟବାଦ୍ ଜୟ ଜଗନ୍ନାଥ
@paras1prihan
@paras1prihan 2 жыл бұрын
ହେ ଆଶୁତୋଷ ସାର୍ ଆପଣଙ୍କ ବ୍ୟାଖ୍ୟା ଅତ୍ୟନ୍ତ ଉଚ୍ଚକୋଟୀର , ଶୁଣିକରି ଆଖିରୁ ଆନନ୍ଦଅଶ୍ରୁ ଝରିପଡ଼ିଲା ଜୟ ଜଗନ୍ନାଥ । ଧନ୍ୟ ଆପଣଙ୍କ ଲିଳା
@ODISHA365
@ODISHA365 2 жыл бұрын
Thanks Jay Jagannath Share with your family & friends
@NiranjanPattnaik-dp4rt
@NiranjanPattnaik-dp4rt Ай бұрын
😊
@sujataparida8399
@sujataparida8399 Ай бұрын
Sata katha Paras bhai🙏
@birakishorenayak1690
@birakishorenayak1690 Жыл бұрын
ଜଗତ ଠାକୁର ଓ ଜଗତ ଜନନୀଙ୍କର ଏ କଳି ଶୁଣି ମୋ କର୍ଣ୍ଣ ପଵିତ୍ର ହୋଇଗଲା,ଜନମ ଜୀବନ ମୋର ଧନ୍ୟ ହୋଇଗଲା । ଜୟ ଜଗନ୍ନାଥ ସ୍ୱାମୀ🙏
@gungunpatra3024
@gungunpatra3024 Жыл бұрын
QaP😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊
@pritamlenkayt5916
@pritamlenkayt5916 Жыл бұрын
JaiJagannath
@Priyan_shee
@Priyan_shee Жыл бұрын
​@@gungunpatra3024ok .koo
@Priyan_shee
@Priyan_shee Жыл бұрын
Ooooolll😅o😅😅o😅olooooooooo
@harisahoo8383
@harisahoo8383 9 ай бұрын
​@@Priyan_shee17:05 17:07 😮
@santoshkumarmishra3886
@santoshkumarmishra3886 Жыл бұрын
ସୁବଠାରୁ ସୁନ୍ଦର ବଣ୍ଣନା ଲକ୍ଷ୍ମୀନାରାୟଣ କଳି ଖୁବ୍ ମନାଛୁଆଁ
@susantakumarsahoo9052
@susantakumarsahoo9052 3 ай бұрын
ଆପଣଙ୍କ ମୁଖରୁ ସାଆନ୍ତଙ୍କ କଥା ଅମୃତ ବହୁତ ଭଲ ଲାଗୁଛି ଜୟ ଜଗନ୍ନାଥ
@aadhikari7615
@aadhikari7615 2 жыл бұрын
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମି ଭବତୁ ମେ🙏 ଆଶୁତୋଷ ଭାଇ 🙏ଆପଣଙ୍କର ପ୍ରେତ୍ୟକଟି ବାଣୀ ଅତି ସୁନ୍ଦର🙏ଲକ୍ଷ୍ମୀ ନାରାୟଣ କଳି ଆଗରୁ ମୁ ଆପଣଙ୍କର ଆଉ କେତୋଟି କାହାଣୀ ପ୍ରଭୁଙ୍କ ବିଷୟରେ ଶୁଣିଛି। ଆଜି ମଧ୍ଯ ନିଳାଦ୍ରୀ ବିଜେର ସିଧା ପ୍ରସାରଣ ବେଳେ ସମ୍ପୂର୍ଣ୍ଣ ଶୁଣିଛି। ଆପଣଙ୍କ ବାଣୀ ବହୁତ ହ୍ରୁଦୟ ସ୍ପର୍ଶୀ 🙏ଜୟ ଜୟ ଶ୍ରୀ ଜଗନ୍ନାଥ🙏🙏🙏🙏🙏
@ODISHA365
@ODISHA365 2 жыл бұрын
Thanks Jay Jagannath Share with your family & friends
@iswarbiswal3556
@iswarbiswal3556 2 жыл бұрын
@iswarbiswal3556
@iswarbiswal3556 2 жыл бұрын
00
@iswarbiswal3556
@iswarbiswal3556 2 жыл бұрын
⁰ĺ⁸
@jharanapradhan7836
@jharanapradhan7836 2 жыл бұрын
ସେ କାଳିଆ ଠାକୁର ରସିକ ନାଗର , ନାଟୁଆ ନଟବର , ମାୟାଧରକୁ ସମ୍ମୁଖରେ ଦେଖି କିଏ ବା ତାଙ୍କୁ ଅଧିକ ସମୟ ରାଗି ପାରିବ। ସତରେ କେଡେ ସୁନ୍ଦର ଅଦ୍ଭୁତ ଲୀଳା ଆମ କାଳିଆ ସାଆନ୍ତଙ୍କର 🥰🥰🥰❤️❤️❤️🤗🤗🤗।ତୋ ପାଦ ତଳେ କୋଟି କୋଟି ପ୍ରଣାମ 🙏🙏🙏.......
@kumudinisinghsamant337
@kumudinisinghsamant337 2 жыл бұрын
Yes,
@UpendraNayak-oh2bx
@UpendraNayak-oh2bx Жыл бұрын
❤❤❤😊❤😊❤❤😊❤❤😊😊❤😊❤😊❤😊❤😊❤😊❤😊❤😊😊❤❤😊😊❤
@ShankarPradhan-qr3uc
@ShankarPradhan-qr3uc Жыл бұрын
​@@UpendraNayak-oh2bx gggg gf f
@architachoudhury622
@architachoudhury622 Жыл бұрын
@amulyasahu4396
@amulyasahu4396 Жыл бұрын
ଭଞଟ
@Butterfly143jsb
@Butterfly143jsb Жыл бұрын
ବହୁତ୍ ସୁନ୍ଦର୍,,, ଧନ୍ୟବାଦ୍ ଭାଇ ଏତେ ସୁନ୍ଦର ଭାବେ ବର୍ଣ୍ଣନା କରି ଆମ ସମସ୍ତଙ୍କୁ ଶୁଣାଇ ଥିବାରୁ 🙏🙏🙏
@user-vq8dv8hy1b
@user-vq8dv8hy1b Ай бұрын
ଆପଣଙ୍କ ସୁନେଇବାର ଜଉ ଶୈଳୀ ବହୁତ ସୁନ୍ଦର ପ୍ରଭୁ ଆଖି ଛଳ ଛଳ ହେଇ ଯାଉଛି ଧନ୍ୟ ତୁମର କହିବାର ଶୈଳୀ ଧନ୍ୟବାଦ୍ 🙏
@chandanbarikchandu2540
@chandanbarikchandu2540 Жыл бұрын
ଏ କଥା କୁ ଯେତେ ଶୁଣିଲେ ବି ଆହୁରି ଇଚ୍ଛା ହେଉଛି ଶୁଣିବାକୁ ,ମୁଁ ଦୁଇ ଥର ଶୁଣି ସାରିଲିଣି ତଥାପି ମନ ଭରୀ ନାହିଁ 🙏💓ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏💓
@ashishsahu7388
@ashishsahu7388 Жыл бұрын
Right
@happylucky6461
@happylucky6461 Жыл бұрын
Right
@jagannathkrupa9310
@jagannathkrupa9310 Жыл бұрын
hmm
@mamunicreation1445
@mamunicreation1445 4 ай бұрын
Right. Kebala Asutosh Bhai nka pai tanka kantha re e katha Ananda dauchi
@user-ib1pj5zf9n
@user-ib1pj5zf9n Ай бұрын
,,
@basantideikhordhaarunima
@basantideikhordhaarunima Жыл бұрын
ଜଗତଠାକୁର ଓ ମାଆ ଠାକୁରାଣୀ ଙ୍କ ମାନବୀୟ ଦାମ୍ପତ୍ୟ କଳହ କୁ ବହୁତ ସୁନ୍ଦର ଭାବରେ ଉପସ୍ଥାପନା କରିବାର ଶୈଳୀ ଅତ୍ୟନ୍ତ ହୃଦୟସ୍ପର୍ଶୀ ଓ ଭାବଗର୍ଭକ ହୋଇଛି, ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପା ସର୍ବଦା ଆପଣଙ୍କ ସାଥିରେ ରହିଥାଉ।ଜୟ ଜଗନ୍ନାଥ 🙏🙏💐💐
@santoshkumardas3299
@santoshkumardas3299 4 ай бұрын
ସତରେ ଶୁଣିବାକୁ ବହୁତ୍ ସୁନ୍ଦର୍ ଲାଗୁଛି, ଜଗନ୍ନାଥଙ୍କ ମହିମା ଅପାର, ଯେତେଥର ଶୁଣିଲେ ବି ଶୁଣିବାକୁ ଭଲଲଗୁଛି
@user-vq8dv8hy1b
@user-vq8dv8hy1b Ай бұрын
ମୋର ପରମ ସ୍ଵଭଗ୍ୟ ମୁ ଜଗତର ନାଥ ଜଗନ୍ନାଥ ମା ଲକ୍ଷ୍ମୀ ବଡ଼ ଠାକୁର ବଲିଆ ଆଉ ମା ସୁଭଦ୍ରାଙ୍କ ଏହି କଳି ଯୁଗରେ ଏ କାଲି ଶୁଣିଲି । ଧନ୍ୟବାଦ ପ୍ରଭୁ ଆପଣଙ୍କୁ ଆମକୁ ଏହି ମନୋହର କଲି ସୁନ୍ଦର ଭାବରେ ଶୁନେଇ ଥୀବା ପାଇ 🙏🙏
@RakhiMajhi-ql1ww
@RakhiMajhi-ql1ww Ай бұрын
❤. Jiban dhaniya hi gala. Mahaprabhu Jagannath kali suni Jai Jagannath jai maa Laxmi ...
@RakhiMajhi-ql1ww
@RakhiMajhi-ql1ww Ай бұрын
Radhe Radhe
@user-it9uf7iq3n
@user-it9uf7iq3n Ай бұрын
Http 19:43 ​@@RakhiMajhi-ql1ww
@user-vx7td2rj3t
@user-vx7td2rj3t Ай бұрын
😊
@user-bs4je2ke5k
@user-bs4je2ke5k Ай бұрын
Jay Jagannath maa Laxmi
@dashingarazu4760
@dashingarazu4760 2 жыл бұрын
ଅତି ସୁନ୍ଦର ଉପସ୍ଥାପନା❤️ ଅତ୍ୟନ୍ତ ହୃଦୟ ସ୍ପର୍ଶୀ, ମର୍ମସ୍ପର୍ଶୀ ବାଖ୍ୟାନ 🙏 ପ୍ରଭୁ ଲକ୍ଷ୍ମୀକାନ୍ତ୍ର,କମଳା ପତି ଆପଣଙ୍କ ଶ୍ରୀଚରଣାରବିନ୍ଦର ଅଶେଷ ପ୍ରଣାମ🙏
@ODISHA365
@ODISHA365 2 жыл бұрын
Thanks Jay Jagannath Share with your family & friends
@NiveditaM
@NiveditaM Жыл бұрын
ବଢିଆ ଉପସ୍ଥାପନା 👏👏👏👏🙏ଜୟ ଜଗନ୍ନାଥ
@jbpadhi9701
@jbpadhi9701 8 ай бұрын
ଆଶୁତୋଷ ଭାଈ ଆପଣଙ୍କ କଣ୍ଠରେ ସ୍ଵୟଂ ମା ସରସ୍ଵତୀ ଙ୍କ ଆଶିର୍ବାଦ।। ଯେତେ ଶୁଣିଲେ ପୁଣି ଶୁଣିବାକୁ ମନ କରେ।।
@bharatitripathy4245
@bharatitripathy4245 Жыл бұрын
ସୁନ୍ଦର ଉପସ୍ଥାପନା ମାଧ୍ୟମରେ ଲକ୍ଷ୍ମୀ ନାରାୟଣ କଳିର ବର୍ଣ୍ଣନା ଅତ୍ୟନ୍ତ ହୃଦୟଗ୍ରାହୀ ହୋଇଛି
@sunilnath3572
@sunilnath3572 Жыл бұрын
🙏❤️🙏 ଆଶୁତୋଷ ଭାଇ ଙ୍କ ଉପରେ ମହାପ୍ରଭୁ ଙ୍କ କୃପା ସଦାସର୍ବଦା ରହିଥାଉ 🙏❤️🙏
@awcbargaon-2aww634
@awcbargaon-2aww634 Жыл бұрын
Prabhu nka ehi ratha Yatra praman kare j Prabhu bhakta vatsala .......Jay Jagannath 🙏🙏🙏🙏🙏🙏Swami Nayan patha gami
@samarkumarharichandan5378
@samarkumarharichandan5378 2 жыл бұрын
ଆଶୁତୋଷ ବାବୁଙ୍କ ବର୍ଣ୍ଣନା ଶୈଳି ଅତ୍ୟନ୍ତ ଉଚ୍ଚକୋଟୀର ଏବଂ ହୃଦୟସ୍ପର୍ଶୀ 🌻🙏🏼🌺
@durgamadhabpanda281
@durgamadhabpanda281 2 жыл бұрын
Manibaku padiba bhai
@snehalatanayak9580
@snehalatanayak9580 Жыл бұрын
💕💕💕
@dayanidhimishra2145
@dayanidhimishra2145 Жыл бұрын
🙏🌹Jay Jagannath prabhu🙏🌹 🌹🙏Jay Maa Mahalaxmi devi 🙏🌹
@Sanjeeb5077
@Sanjeeb5077 Жыл бұрын
କେତେ ସୁନ୍ଦର ଆମ ଓଡ଼ିଆ ସଂସ୍କୃତି 🙏 ଜୟ ଶ୍ରୀ ଜଗନ୍ନାଥ ⭕❗⭕
@bharatidhir7454
@bharatidhir7454 2 жыл бұрын
ହେ ମହାପ୍ରଭୁ ମା ଙ୍କ ସହିତ ଏ କି ପ୍ରକାର କରି ର ଲୀଳା ଧନ୍ୟ ପ୍ରଭୁ ଧନ୍ୟ ହୋଇ ଗଲି ଏହାକୁ ଶ୍ରବଣ କରି ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ
@ODISHA365
@ODISHA365 2 жыл бұрын
Thanks Jay Jagannath Share with your family & friends
@rozalin91
@rozalin91 Жыл бұрын
Khub Sundar! laxminarayanaya namah🙏
@MunaBhai-qh9fl
@MunaBhai-qh9fl Жыл бұрын
ଜୟ ଜଗନ୍ନାଥ ସ୍ବାମୀ ମାତା ମହା ଲକ୍ଷ୍ମୀ ନାରାୟଣ ଭେଟ 🙌🌺🙏🙏🏼
@anitanayak1370
@anitanayak1370 Жыл бұрын
ଅତ୍ୟନ୍ତ ସୁନ୍ଦର ଉପସ୍ଥାପନା l ଧନ୍ୟବାଦ ଭାଇ, ପ୍ରଭୁ ଜଗନ୍ନାଥ, ମା ମହାଲକ୍ଷ୍ମୀ ଆପଣଙ୍କର କଲ୍ୟାଣ କରନ୍ତୁ l ପ୍ରକୃତରେ ଜଣେ ଓଡ଼ିଆ ଭାବେ ମୁଁ ଗର୍ବିତ ଆମର ଓଡ଼ିଆ ସଂସ୍କୃତି ପାଇଁ l ଜୟ ମହାବାହୁ l
@pravakarparida3042
@pravakarparida3042 2 жыл бұрын
ପ୍ରଣାମ ସ୍ୱାମୀଜୀ, ବହୁତ ଆକର୍ଷଣୀୟ,ବହୁତ ଭଲ ଲାଗିଲା, ଜୟ ଶ୍ରୀ ଜଗନ୍ନାଥ
@uniquecollection659
@uniquecollection659 2 жыл бұрын
ସୁନ୍ଦର ବ୍ୟାଖ୍ୟାୟନ,,ଅତି ରୋମାଞ୍ଚକର ଲୀଳା ଶ୍ରୀଠାକୁର ଙ୍କ, ଶୁଣିଲେ ଶୁଣିବାକୁ ଈଛାହୁଏ ।।। ଆପଣଙ୍କ ଉପସ୍ଥାପନା ଶୈଳୀ ଉଚ୍ଚକୋଟୀର।
@jagadishbissoyi206
@jagadishbissoyi206 Жыл бұрын
ଧନ୍ୟ ଜଗନ୍ନାଥ ଧନ୍ୟ ମହା ଲକ୍ଷ୍ମୀ ,,ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ।
@digambarmallick5028
@digambarmallick5028 Жыл бұрын
​@@jagadishbissoyi206 my in
@ganapatibagh857
@ganapatibagh857 Жыл бұрын
Jaya jagannath 🙏
@minapravabehera
@minapravabehera Жыл бұрын
​❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤ CT by bu huh bup
@Mamatarani845
@Mamatarani845 3 ай бұрын
❤🙏
@sarojinidas7614
@sarojinidas7614 Жыл бұрын
ଜୟ ଜଗନ୍ନାଥ ସ୍ଵାମୀ 🙏🙏🙏 ଜୟ ମାଆ ମହାଲକ୍ଷ୍ମୀ 🙏🙏🙏 ବହୁତ ଭଲଲାଗିଲା । ଜୀବନ ଧନ୍ୟ ହେଇଗଲା। ଆପଣଙ୍କୁ ଧନ୍ୟବାଦ 🙏
@baisakhimaharana6524
@baisakhimaharana6524 Жыл бұрын
ଜୟ ଜଗନ୍ନାଥ ❤🙏🏻
@architagouda143
@architagouda143 Жыл бұрын
ଏହି ସୁନ୍ଦର ଲକ୍ଷ୍ମୀ ନାରାୟଣ କଳି ଅତି ସୁନ୍ଦର କିନ୍ତୁ ଭଗବାନ କଲେ ଲିଳା ମନୁଷ୍ୟ କଲେ କିଳା
@SwetalipsaSwain-ic3oy
@SwetalipsaSwain-ic3oy Жыл бұрын
Right yrr
@amitkumarrout4633
@amitkumarrout4633 2 жыл бұрын
🙏ଜୟ ଜଗନ୍ନାଥ 🙏 ଅତି ସୁନ୍ଦର ଉପସ୍ଥପନା, ହୃଦୟ ସ୍ପର୍ଷୀ ଆପଣଙ୍କ କଣ୍ଠ ସ୍ବର, ବହୁତ୍ ବଢିଆ ବ୍ୟାଖ୍ୟା କରିଛନ୍ତି ଆପଣ।
@sahookartik23
@sahookartik23 Жыл бұрын
ଅତି ସୁନ୍ଦର ପରିବେଷଣ । ଜୟ ଜଗନ୍ନାଥ 🙏🏼🙏🏼💐💐
@popshumor4193
@popshumor4193 Жыл бұрын
ବାଃ ବାଃ କେତେ ସୁମଧୁର, ସୁଖକର ଓ ସୁନ୍ଦର ବାଣୀ...... ବହୁତ୍ ସୁନ୍ଦର କହିବା ଶୈଳୀ........ ଜୟ ମା ମହାଲକ୍ଷ୍ମୀ, ଜୟ ଜଗନ୍ନାଥ....🙏🙏🙏🙏
@jpbgaming2928
@jpbgaming2928 Жыл бұрын
Odia0alà😢😢
@chhandachhatrapal88
@chhandachhatrapal88 Жыл бұрын
Ate Prema ate bhaba ate bhakti rasare pari Purna amruta Maya katha pratham thara suni aanandare aakhi ru luha roki parilini 🙏🙏🙏 Jaya jagannath Jaya ma lakhmi
@lipsabehera7813
@lipsabehera7813 Жыл бұрын
ମୋ ମଣିମା ଙ୍କ ଚରଣ କମଳରେ ଶତ କୋଟି ପ୍ରଣାମ🙏🙏🙏ଆଶୁଶେଷ ସାର ମହୋଦୟ ଙ୍କୁ ମୋର ପ୍ରଣାମ🙏🙏ଅତୀବ ସୁନ୍ଦର ତଥ୍ୟ ଆମ୍ଭମାନଙ୍କୁ ଦେଇଥିବାରୁ ଅଶେଷ ଧନ୍ୟବାଦ🙏🙏🙏
@khirabdhitripathy2598
@khirabdhitripathy2598 Жыл бұрын
Q F ⁰LĹ😊
@ashokkumarpatra7377
@ashokkumarpatra7377 Жыл бұрын
ଖୁବ୍ ସୁନ୍ଦର ଆଲୋଚନା ପାଇଁ ଅଶେଷ ଅଶେଷ ଧନ୍ୟବାଦ୍ ଜ୍ଞାପନ କରୁଛି। 🙏🙏🙏 ଜୟଜଗନ୍ନାଥ।
@user-qm7bw5tl8r
@user-qm7bw5tl8r Жыл бұрын
Mo Prabhu jagannath nka ra jay ❤❤❤ my love jagakalia 🌹💐
@gitanjalitripathy5389
@gitanjalitripathy5389 Жыл бұрын
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଏତିକି କରୁଣା ହେଉ, ତୁମନାମ ଚିନ୍ତି ତୁମ ନାମ ଗାଇ ମୋଜୀବନ ଚାଲିଯାଉ 🙏🙏
@hemantasethy8437
@hemantasethy8437 Жыл бұрын
ହେ ଜଗନ୍ନାଥ 🙏 ଅତୀତ ର କି ସୁନ୍ଦର କଥା ଟିଏ ମିଶ୍ର ସାର ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ
@Life_with_Utkalika
@Life_with_Utkalika Жыл бұрын
Pura sata Swami stri jhagada re jaha sabu hue kete Sundar rupe bujheile...mana trupta heigala❤️😍 Jay Jagannath 🙏 Jay maa Laxmi 🙏
@aswinisamal7618
@aswinisamal7618 Жыл бұрын
ମନ ଆତ୍ମା ଶାନ୍ତି ହୋଇଗଲା. ଆମ ଓଡ଼ିଆ ପରମ୍ପରା କୁ ଆମେ ସଂମାନ କରିବା 🙏ଜୟ ଜଗନ୍ନାଥ 🙏
@anjalipradhan5874
@anjalipradhan5874 Жыл бұрын
Jay jagannath 🙏🙏 Ma lakhmi thakurani 🙏🙏🌹🌹
@Arpita-rv4yn
@Arpita-rv4yn Жыл бұрын
ବହୁତ ସୁନ୍ଦର ପୁରୁଣା ଧନ୍ୟବାଦ୍ ଭାଇ ❤❤🙏🙏🙏🙏🙏🙏🙏
@user-uq1bw8jp7n
@user-uq1bw8jp7n Ай бұрын
ଜୟ ଜଗନ୍ନାଥ ❤ କେତେ ସୁନ୍ଦର ଆମର ଓଡ଼ିଆ ସଂସ୍କୃତି 🥰 କେତେ ସୁନ୍ଦର ଲାଗୁଛି ଏ ଉପସ୍ଥାପନ ଶୁଣିବା ପାଇଁ ମନ ଆନନ୍ଦରେ ଭାରି ଯାଉଛି 🙏
@Onlyentertainment3897
@Onlyentertainment3897 Жыл бұрын
ବହୁତ୍ ସୁନ୍ଦର୍ ବାଖ୍ୟା ,,ହେଲେ ବହୁତ୍ ଅର୍ଥ ରଖିଦେଲେ ବ୍ୟାଖ୍ୟା କଲେନାହିଁ ,,ଜୟ ଜଗନ୍ନାଥ
@satyabhamabehera768
@satyabhamabehera768 Жыл бұрын
Babu tumar kahiba saili ati sundar ❤❤❤❤❤❤❤.Jay Jagarnath Jay Maa Laxmi.🎉🎉🎉🎉❤❤❤❤.
@rubinalenka1394
@rubinalenka1394 Жыл бұрын
ଜୟ ଶ୍ରୀ ଜଗନ୍ନାଥ 🙌🙏 ବହୁତ ସୁନ୍ଦର ବ୍ୟାଖ୍ୟା କରିଛନ୍ତି, ଆପଣଙ୍କୁ ବହୁତ ଧନ୍ୟବାଦ 😊 ମହାପ୍ରଭୁ ଆପଣଙ୍କୁ ଖୁସିରେ ରଖନ୍ତୁ ✨🙏
@balaramranasingh2357
@balaramranasingh2357 Жыл бұрын
ଜୟ ଜଗନ୍ନାଥ ପ୍ରଭୁ ଶ୍ରୀ ଜଗନ୍ନାଥ ମା ମହାଲକ୍ଷ୍ମୀ ଙ୍କ କଳି ଆହା କି ଅପୂର୍ବ ଶୁନ୍ଦର ❤❤❤
@raghunathmandal204
@raghunathmandal204 Ай бұрын
ଅତି ସୁନ୍ଦର ଭାବରେ ଆପଣ ବ୍ୟଖା କରିଛନ୍ତି। ହୃଦୟସ୍ପର୍ଶୀ, ମନ ଆନନ୍ଦିତ ହୋଇଗଲା। ❤❤❤
@manojapalai7512
@manojapalai7512 Жыл бұрын
ଜୟ ମା' ମହାଲକ୍ଷ୍ମୀ.ଶ୍ରୀ ଜଗନ୍ନାଥ....କଥାକାରଙ୍କର ଅଶେଷ ମଙ୍ଗଳ ହେଉ....ବାସ୍ତବରେ ମୋ ଜୀବନ ସହ ଏହି କଥାଟି ସମ୍ପୂର୍ଣ୍ଣ ସମତୂଲ୍ଯ ହେଉଅଛି....ହୃଦୟ ଭରିଗଲା❤.
@basantapany9713
@basantapany9713 2 жыл бұрын
ଜୟ ଜଗନ୍ନାଥ ବହୁତ ସୁନ୍ଦର ବାପା ବହୁତ ଭଲଲାଗିଲା। ଜଗନ୍ନାଥ ତମକୁ ଭଲରେ ରଖୀଥାନ୍ତୁ।
@bharatsahoo9195
@bharatsahoo9195 10 ай бұрын
ହେ ପ୍ରଭୁ ଏ ଅଧମ ପାଞ୍ଚ ଥର ଶୁଣି ଲିଣି ତଥାପି ମୋ ମନ ଶାନ୍ତି ହେଉନି କି ସୁନ୍ଦର ପ୍ରଭୁ ଙ୍କର କଳି ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
@raghunathpanda9469
@raghunathpanda9469 Жыл бұрын
ଓମ୍ ଲକ୍ଷ୍ମୀନାରାୟଣାଭ୍ଯାଂ ନମୋନମଃ। 🙏🙏💐
@sitalsomya7384
@sitalsomya7384 Жыл бұрын
ମନ ଖୁସି ହେଇଯାଉଛି ଡ ମିଶ୍ର ଙ୍କ କଥା ଶୁଣି ବାସ୍ତବ ରେ ଲୀଳାମୟ ଙ୍କର କି ଲୀଳା ଜୟ ଜଗନ୍ନାଥ❤
@stylishboy568
@stylishboy568 Жыл бұрын
😮😅😮😮😮😮😮😮😮😮😮😮😮😅😊
@harapriya8885
@harapriya8885 Жыл бұрын
Speechless Really sir you are great.. beautiful and heart touching explanation ....
@gitanjalichand8947
@gitanjalichand8947 5 ай бұрын
ମୋ ପରି ଗୋଟେ ପା ପିର କର୍ଣ୍ଣ ପବିତ୍ର ହେଇଗଲା ପ୍ରଭୁ ତୁମ କଳି ଶୁଣି ପ୍ରଭୁ, ସାର ଙ୍କର ଉପସ୍ଥାପନା କଣ କହିବି ଭାଷା ନାହିଁ ପ୍ରଭୁ କୃପା କର ପ୍ରଭୁ 🙏🏻🙏🏻🙏🏻🙏🏻
@birupakhyapathy
@birupakhyapathy Жыл бұрын
One of the most talented youngster Shri Asutosh Mishra, really We appreciate your knowledge and expressive of our jagannath culture in beautiful way.lots of Love a fan of you.... great
@sasadharanayak2318
@sasadharanayak2318 Жыл бұрын
Jay Jagannath Swami nayan patha gami bhava tume 🙏
@asishkumarprustyjitu9987
@asishkumarprustyjitu9987 2 жыл бұрын
ବହୁତ ସୁନ୍ଦର ଲାଗିଲା ଡାକ୍ତର ବାବୁ ଜୟ ଜଗନ୍ନାଥ 🙏🌹
@aratipanda5792
@aratipanda5792 3 ай бұрын
ଖୁବ୍ ସୁନ୍ଦର ଧାରା ବିବରଣୀ ଆହୁରି ଆହୁରି ଶୁଣିବା କୁ ଇଚ୍ଛା ହେଉଛି, ଉପସ୍ଥାପନା ଶୁଣି କାଳିଆ ସାଆନ୍ତ ଙ୍କ ଆଡ ଙ୍କୁ ମନ ଟାଣି ହେଇ ଯାଉଛି। ବହୁତ୍ ବହୁତ୍ ଧନ୍ୟବାଦ ଏତେ ସୁନ୍ଦର ବ୍ୟାଖ୍ୟାନ ପାଈଁ।
@cartoon-88
@cartoon-88 Жыл бұрын
Im crying after listening this .. jai jagannath swami Nayan patha gami bhabh tume 🙏 tuma Leela mahan prabhu ❤
@padmajasatpathy6364
@padmajasatpathy6364 Жыл бұрын
Sir ଖୁବ୍ ହୃଦୟସ୍ପର୍ଶୀ ବର୍ଣ୍ଣନା। ଯିଏ ଶୁଣିଲେ ବି ଯେତେ ନାସ୍ତିକ ହୋଇଥିଲେ ମଧ୍ୟ ଭକ୍ତି ଆସିବ ନିଶ୍ଚୟ।
@shreetamvlogs
@shreetamvlogs Ай бұрын
Jay Jagannath ❤
@asishdash1223
@asishdash1223 2 жыл бұрын
ଅତି ସୁନ୍ଦର। ଭାବପୂର୍ଣ୍ଣ ପରିବେଷଣ। ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏
@smrutidas3087
@smrutidas3087 2 жыл бұрын
😍😍😍😍😍😍😍😍😍
@tapashkumar9669
@tapashkumar9669 Жыл бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ 🙏🙏🙏🙏🙏🙇🙇🙇🙇🙇🙇🙇🙇🥰🥰🥰🥰🥰🥰🥰🥰🥰🥰🥰🥰🥰
@dibakarharijan5748
@dibakarharijan5748 6 ай бұрын
🌺🙏🙏🙏🙏🙏🌺🌺🌺🌺🙏⭕‼️⭕Jay shree laxmi narayan sunibaku bohut bohut sundar lagila sir apananku pranam jay shree jagannatha 🙏🏻🌺🌺🌺🌺🌺🙏🙏🙏🙏🙏
@sunilnath3572
@sunilnath3572 Жыл бұрын
🙏❤️🙏 ଜୟ ମା ଅର୍ଣ୍ଣପୂର୍ଣ୍ଣା ଶ୍ରୀହରିପ୍ରିୟା ଙ୍କର ଜୟ ହେଉ 🙏❤️🙏
@LeviAckerman-rl3pc
@LeviAckerman-rl3pc Жыл бұрын
Jai Jagannat 🙏🙏🙏 Jai maa laxmi 🙏🙏🙏
@bharatimohanty4765
@bharatimohanty4765 Жыл бұрын
Jay Jagannath 🙏🙏 Jay maa Laxmi 🙏🙏
@bharatimohanty4765
@bharatimohanty4765 Жыл бұрын
Jay Jagannath 🙏🙏
@user-bc5tw2ue5x
@user-bc5tw2ue5x Жыл бұрын
ଅତି ସୁନ୍ଦର ଭାବରେ ଏହାକୁ ଉପସ୍ଥାପନା କରିଛନ୍ତି..... ଅନେକ ଅନେକ ଧନ୍ୟବାଦ 🙏
@user-fq5gb9ep9e
@user-fq5gb9ep9e Ай бұрын
ଅତିସ ସୁନ୍ଦର ଲେଖା ,ମୁ ଆପଣଙ୍କୁ କୋଟୀ ପ୍ରଣାମ ଜଣାଉଛି ,ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଜୟ ମା ଲକ୍ଷ୍ମୀ ।
@user-zx8uz1co4h
@user-zx8uz1co4h Ай бұрын
ଏତେ ସୁନ୍ଦର ତୁମ ର ଗାଥା ମିଠା ପରି ଲାଗୁଚି ଜୟ ଜୟ ଜୟ
@lovestory7836
@lovestory7836 Жыл бұрын
ବହୁତ୍ ବହୁତ୍ ଧନ୍ୟ ବାଦ ସାର ଆପଣ ଯୌଭଳି ଭାବରେ ଆମକୁ ମହା ପ୍ରଭୁଙ୍କର କଥା ସୁନାଇଲେ ବହୁତ୍ ସୁନ୍ଦର୍ ଲାଗିଲା ସତେ ଯେମତି ଆମେ ନିଜ ଆଖିରେ ମହାପ୍ରଭୁ ଆଊ ମା ସାଆନ୍ତାଣୀ ଙ୍କ କାଲି ନିଜ ଆଖିରେ ଦେଖୁଛୁ ବହୁତ ବହୁତ୍ ଧନ୍ୟ ବାଦ 🙏🙏🙏🙏🙏 ଜୟ ଜଗନ୍ନାଥ
@bikramkhatua6743
@bikramkhatua6743 Жыл бұрын
ବହୁତ୍ ସୁନ୍ଦର ଉପସ୍ଥାପନା ଆ ହା ବଢିଆ ବଢିଆ ❤❤❤❤❤❤❤
@gayatri6893
@gayatri6893 Ай бұрын
Aapana ate sundar bhabare bujhaile je na bujhiba loka bi sampruna bhabare bujhi pariba dhanyavaad sir Jay Jagannath Swyami🙏🙏🙏
@PritilaxmiBehera-wg3nq
@PritilaxmiBehera-wg3nq Ай бұрын
Jay Jagannath Swami Nayan pathha Gammi Vabo Tume vabo tume vabo tume 🙏❤️❤️🙏 Jay Maa jagjanani maa Maha Laxmi 🙏🥰🥰🙏
@sumantakumarpradhan2319
@sumantakumarpradhan2319 2 жыл бұрын
Wow... ସୁନ୍ଦର ଓ ଚମତ୍କାର ବ୍ୟାଖ୍ୟାନ.! 🙏 ଜୟ ଜଗନ୍ନାଥ
@ODISHA365
@ODISHA365 2 жыл бұрын
Thanks Jay Jagannath Share with your family & friends
@jagudivya
@jagudivya 2 жыл бұрын
ଅତି ସୁନ୍ଦର ଭାବରେ ଶ୍ରୀ ଜଗନ୍ନାଥ ଙ୍କ ବିଷୟରେ।।। ପୁରାପୁରି ପାରିବାରିକ ଜୀବନ କୁ ନେଇକି ଆମ ଜଗା ର କାହାଣୀ ଶୁଣିଲେ ଭାବରେ ବହୁତ ହସ ବି ଲାଗେ 🥰 ଜୟ ଜଗନ୍ନାଥ ❤️
@Sunil____kumar2212
@Sunil____kumar2212 Жыл бұрын
Mun nistarili prabhu tumara e kali suniki om shanti jay jagannatha jay maa Laxmi
@RajibItishree143
@RajibItishree143 Ай бұрын
ବହୁତ ସୁଦଂର ଲାଗିଲା ହେି କଳି ସୁଣି🙏 ମହାପ୍ରଭୁ ଓ ମା କଂର🥰 ମୋ ଫୁଲେଇ ଟା ବି ଠିକ୍ ଏମିତି😘
@birakishorenayak1690
@birakishorenayak1690 Жыл бұрын
ଅତିସୁନ୍ଦର କଥାମୃତ, ସୁନ୍ଦର ସଂସ୍କାର । ମନମୁଗ୍ଧକର ଉପସ୍ଥାପନା ।ଜୟ ଶ୍ରୀଜଗନ୍ନାଥ 🙏🙏🙏
@dsp123s.m.garanayk3
@dsp123s.m.garanayk3 Жыл бұрын
P po
@prafullakumarpatel6167
@prafullakumarpatel6167 Жыл бұрын
🎉
@susamapatel1085
@susamapatel1085 Ай бұрын
Jay Jagannath,Jay Maa Mahalakshmi.
@pradhanpunam9322
@pradhanpunam9322 Жыл бұрын
ଏ କଥା ଶୁଣିଲେ ମନ ଦୁଃଖ ଥିଲେ ବି ଶାନ୍ତି ହୋଇଯାଏ ଜୟ ଜଗନ୍ନାଥ
@PrakashBehera-ll2so
@PrakashBehera-ll2so Ай бұрын
Jay jagannath Swami ନୟନ ପଥଗାମୀ ଭବତୁମେ ଭବ ତୁମେ
@Sunil____kumar2212
@Sunil____kumar2212 Жыл бұрын
Nistarili prabhu Nistarili 😢😢❤❤
@nandinidas9718
@nandinidas9718 Жыл бұрын
Kete sundar katha
@simisimi1232
@simisimi1232 2 жыл бұрын
ଜୟ ଶ୍ରୀ ଲକ୍ଷ୍ମୀ ଜଗନ୍ନାଥ ମହାପ୍ରଭୁ ଜି କି ଜୟ ହୋ ।
@miss_rupali8390
@miss_rupali8390 Жыл бұрын
Jay Jagannath Swami Nayana patha gami 🙏 bhava tume 🙏🙏🙏🙏🥰🥰🥰🥰🥰 jay Jagannath 🙏🙏🙏
@RiderBhai47_An_UNIMPORTANT
@RiderBhai47_An_UNIMPORTANT Жыл бұрын
Jay JAGANNATH... 🚩
@Rachana305
@Rachana305 24 күн бұрын
ଆପଣ କହୁଛନ୍ତି ସତ ହେଲେ ଆମକୁ ଲାଗୁଛି ମା ଆଉ ଭଗବାନଙ୍କ ମଧ୍ଯ ରେ କଥା ଆଲଚନା ହଉଛି ବହୁତଗୁଡ଼ିଏ ସିକ୍ଷା ସକ୍ଷିଲୁ ଜୟ ଜଗନ୍ନାଥ ଭଗବାନ ଆପଣଙ୍କ ୁ ଖୁସିରେ ରଖନ୍ତୁ🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@rutuparna-priyadarshini446
@rutuparna-priyadarshini446 2 жыл бұрын
ବହୁତ୍ ସୁନ୍ଦର.. 🙏ଜୟ ଜଗନ୍ନାଥ ବଳଭଦ୍ର ଭାଇ ସୁଭଦ୍ରା ମା ଲକ୍ଷ୍ମୀ ମା 🙏
@ODISHA365
@ODISHA365 2 жыл бұрын
Thanks Jay Jagannath Share with your family & friends
@snigdhamahapatra634
@snigdhamahapatra634 Жыл бұрын
ଜୟ ଜଗନ୍ନାଥ ଜୟ ମା ମହାଲକ୍ଷ୍ମୀ 🎉🎉
@UshaKiranDas
@UshaKiranDas Ай бұрын
Pranam Ma Mahalaxmi Pranam Sri Balavadra Sri Jagannath Ma Subadra. Thank you Speaker Pua
@user-dx2zd8yd3h
@user-dx2zd8yd3h 2 ай бұрын
ଜୟ ଜଗନ୍ନାଥ।ମୋ ପ୍ରଭୁଙ୍କର ଲୀଳା ଅପାର।
@Sashirekhajena9658
@Sashirekhajena9658 Жыл бұрын
ଆତ୍ମା ସନ୍ତୋଷ ହେଇଗଲା ପ୍ରଭୁ କୃପା କର⭕❗⭕🙏 ଜୟ ଜଗନ୍ନାଥ
@maheswarbehera4785
@maheswarbehera4785 Жыл бұрын
❤Jay jagannath swami ki Jay❤
@firsttake6918
@firsttake6918 Жыл бұрын
ଅତି ସୁନ୍ଦର ଉପସ୍ଥାପନା , ଆଖିରୁ ଲୁହ ଆସିଲା କେତେ ସୁନ୍ଦର ଆମ ସଂସ୍କୃତି ଓ ପରମ୍ପରା
@ArunBehera-mo7xt
@ArunBehera-mo7xt Ай бұрын
ଜୟଜଗନ୍ନାଥ ସ୍ଵାମି ନିୟନ ପଥଗାମି ଭବ ତୁମେ ମୋର ଦୁଖହର ହେମୋହାବାହୁ
@sureskumarsahoo5519
@sureskumarsahoo5519 2 жыл бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଜୟ ମା ଲକ୍ଷ୍ମୀ 🙏🙏🙏🙏
@jasminhemantananda964
@jasminhemantananda964 Жыл бұрын
ଜୟ ଜୟ ଲକ୍ଷ୍ମୀନାରାୟଣ 😊🙏🙏🙏ବହୁତ ସୁନ୍ଦର ଲାଗିଲା ମନ ସନ୍ତୋଷ ହୋଇଗଲା
@JAMUNAPRADHANIJAMUNA
@JAMUNAPRADHANIJAMUNA Ай бұрын
ବହୁତ ସୁନ୍ଦର ହେଇଛି ଲକ୍ଷ୍ମୀ ନାରାୟଣ କଳିଗୀତ
@badalpattnayak6969
@badalpattnayak6969 Жыл бұрын
ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭାବତୁମେ ଜୟ ଜଗନ୍ନାଥ 🙏🙏🙏🙏