Jana Adalat Live || କୋରେଇରେ ବବିଙ୍କ କା' || 25 May 2024 || Argus News Live

  Рет қаралды 390,460

Argus News

Argus News

2 ай бұрын

Jana Adalat Live || କୋରେଇରେ ବବିଙ୍କ କା' || 25 May 2024 || Argus News Live
#ArgusNews #JanaAdalat #BJD #publicopinion #NoDevelopment #jajpur #OdishaNews #durgashish #AkashDasNayak #PranabPrakashDas #BanditaParida #SarmisthaSethi #OdishaPolitics #JajpurPolitics #Koreirajniti #Korei #Jajpur
Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNewsiOSApp
Android App: bit.ly/ArgusNewsAndroidApp
Live TV: argusnews.in/live-tv/
Facebook: / argusnews.in
KZfaq : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900

Пікірлер: 491
@BJDchor
@BJDchor 2 ай бұрын
ପ୍ରମିଳା ମଲ୍ଲିକ ଡାଲି ଚୋରଣି ବବି ଦାସଖଣି ଚୋରା। ଏ 2 ଜଣ ଯାଜପୁର ରେ ଆଉ BJD ପାଟିରେ କଳଙ୍କ। ପ୍ରମିଳା ମଲ୍ଲିକ ଗୁଣ୍ଡା ଗର୍ଦୀ ପଇସା ବାଣ୍ଟିବା ଆଉ କୋଟି କୋଟି ମାରିକି ଖାଇବା , ଏ ଓଡ଼ିଆ ମାନେ କୁକୁର ଭଳିଆ ପାଣ୍ଡିଆ ପାଦ ଚା ଟୁଛନ୍ତି,
@Odiaclasic
@Odiaclasic 2 ай бұрын
ପ୍ରଣବ ବଳସମନ୍ତରାୟ ପାହାଡ଼ ଚୋର କହିଲେ ନାହିଁ ଯେ
@pranayakumardas6080
@pranayakumardas6080 2 ай бұрын
ତମର ଦମ ଅଛି ହଟାଇକି ଦେଖାଓ
@BJDchor
@BJDchor 2 ай бұрын
ତମ ଭଳିଆ ପୋଷା କୁକୁର BJD ପlଳିଛି ଯାହା ଗୁଣ୍ଡା ଗର୍ଦୀ ମାଡ଼ ପିଟି । ଆଉ 500 ଟଙ୍କା ମୁଣ୍ଡ ବିକା, ଆଉ ସାଧର ଲୋକଙ୍କୁ ଭୋଟ ପାଇଁ ଜବର୍ ଦସ୍ତ। କେବଳ ନିଜ ସ୍ବାର୍ଥ ପାଇଁ ସମାଜ ପାଇଁ ନୁହେଁ।। କେଇଟା କୁକୁର BJD ପଇସା ରେ ଚଲୁଛ। ଯଦି BJD ହାରି ଯିବ ତମ ଭାତ ହାଣ୍ଡି ବନ୍ଦ ହେଇ ଯିବ। ନିଜକୁ ସୁଧାରି ନିଅ। ଗୀତରେ ଅଛି ବାଳ ଥବଜେ ଖାଇବ ସୁନୁ ପାଫୁଡ଼ି। ନବୀନ ଥବ ଯେ ଆଉ ପାଇବ ମଦ ମାଉସ 👆🍗🍗🍖🥃🥃🥃🥃
@Sabyasachi_94
@Sabyasachi_94 2 ай бұрын
ତୁ ବି ସେଇ ମେଣ୍ଢା ଙ୍କ ଭିତରୁ ଜଣେ
@BJDchor
@BJDchor 2 ай бұрын
Mu nuhe tu ...kukur
@pradoshranjanmohanty2986
@pradoshranjanmohanty2986 2 ай бұрын
ଜାଗ୍ରତ ହୁଅ ଓଡ଼ିଶା ବାସୀ
@baikunthabehera3971
@baikunthabehera3971 2 ай бұрын
ଅର୍ଗୁସ ଏକ ପ୍ରିୟ ଚାନେଲ ❤️🌹 ଜୁହାର ଅଲ ଷ୍ଟାଫ
@DilipBiswal-yh6bd
@DilipBiswal-yh6bd Ай бұрын
😅😅😮😊😊😊😊😅😊😊😊😊😊😊😊
@DilipBiswal-yh6bd
@DilipBiswal-yh6bd Ай бұрын
😅
@DilipBiswal-yh6bd
@DilipBiswal-yh6bd Ай бұрын
😅
@gurucharanbarik7817
@gurucharanbarik7817 2 ай бұрын
ଶୀତଳ ଭଣ୍ଡାର ବଦଳରେ, ଉଷ୍ନ (ମଦ) ଭଣ୍ଡାର ହୋଇଛି. 😂😂😂
@sethyprasanta4491
@sethyprasanta4491 2 ай бұрын
Bjp ku vote jitantu
@99Boss328
@99Boss328 2 ай бұрын
ପ୍ରବଳ ଭୟ ଭୟ ନାହିଁ ଯଦି ତାଙ୍କ ମାଆ ଙ୍କୁ କାହିଁକି ଦେଲେ ।
@krishnabehera4427
@krishnabehera4427 2 ай бұрын
1
@SunilMishra-rw1wi
@SunilMishra-rw1wi 2 ай бұрын
ଦୁର୍ଗାଶିଷ ବାବୁ ବିଜେଡି ର ଫାଟି ଯିବ ଏ ସବୁ ଶୁଣି କରି ଆପଣ କମେଣ୍ଟ ପଢନ୍ତୁ ଦେଖିବେ କେମିତି କମେଣ୍ଟ କରୁଛନ୍ତି
@ChhabindraBehera-vp6pm
@ChhabindraBehera-vp6pm 2 ай бұрын
BJD fat ke phool fut gaya
@user-zz4wz2fr7c
@user-zz4wz2fr7c Ай бұрын
B j d kichi Kari ba nahi odissa loka boka
@KanhucharanMahanta-ub1sg
@KanhucharanMahanta-ub1sg 10 күн бұрын
​@@ChhabindraBehera-vp6pmeahi mandira eka siba deula odisara eka siba mandirare nagasapa sehi ❤❤ba deula tola pp
@stylishmaahi
@stylishmaahi 2 ай бұрын
🍭ଏମିତି କିଛି ପାଣ୍ଡୁ ଚଟା କ୍ରୀତଦାସ ଙ୍କ ପାଇଁ ଆମ ଓଡିଶା ର ଏମିତି ଅବସ୍ଥା
@Sabyasachi_94
@Sabyasachi_94 2 ай бұрын
ତୁ ବି ତାଙ୍କରି ଭିତରୁ ଜଣେ
@Papureaction490
@Papureaction490 2 ай бұрын
କିଛି କୀଟଦାସ ବିଜେପି ରେ ଅଛନ୍ତି ବିଜେପି ପାଦ ଚାଟୁଛନ୍ତି ସେଥିପାଇଁ ବିଜେପି ର ଗାଉଛନ୍ତି ଧିକ 😢ତମ ଜୀବନ
@GuruCharanRout-lu7ch
@GuruCharanRout-lu7ch 2 ай бұрын
Pandu. Pela Chata kichhi achhanti
@Papureaction490
@Papureaction490 2 ай бұрын
@@GuruCharanRout-lu7ch ତୁ ଶଳା ବିଜେପି ଗାଣ୍ଡି ଧୋଉଛୁ ସେଥିପାଇଁ ବିଜେପି ବିଜେପି ହଉଛୁ ବୁଝିଲୁ
@gobindakishan2922
@gobindakishan2922 2 ай бұрын
ଜନ ଅଦାଲତ ରୁ ଜଣା ପଡୁଛି bjp win କରିବା
@jchoudhury274
@jchoudhury274 2 ай бұрын
Odisha ରେ ସରକାର ପରିବର୍ତନ ନିହାତି ଆବଶ୍ୟକ 24 ବର୍ଷ ବହୁତ୍ ହେଇ ଗଲା ଜୟ ଜଗନ୍ନାଥ
@omsainetworkmotivationalst4590
@omsainetworkmotivationalst4590 2 ай бұрын
କୋରେଇ ରେ ଏଥର ଆକାଶ💥
@user-fk6lj2qj9d
@user-fk6lj2qj9d Ай бұрын
@mrsanjib8269
@mrsanjib8269 2 ай бұрын
ମୋ ଅନୁରୋଧ ରଖିଲ ଦୂର୍ଗଶି ଭାଇ ଧନ୍ୟବାଦ୍ 🙏
@user-js3ud1ku9w
@user-js3ud1ku9w Ай бұрын
ପ୍ରଥମେ କଥା ପାଣ୍ଡିଆ କୁ ହଟାଯାଉ କାରଣ ଓଡ଼ିଶାରେ ଓଡ଼ିଶାର ପୂଅ ରାଜନୀତି କରିବାକୁ ଜୋଗ୍ୟ ନାହାନ୍ତି କି କ'ଣ ପାଇଁ ତାମିଲନାଡୁ ରୁ ଆସି ଓଡ଼ିଶା ସାସନ ଅରିବ ଏଥିପାଇଁ ନବୀନ ସହିତ ପାଣ୍ଡିଆ କୁ ହଟାଯାଉ ଦୟାକରି ଏଥର ମୋଦିଙ୍କୁ ଅଣାଯାଇ ନବୀନ ସହିତ ପାଣ୍ଡିଆ କୁ ହଟାଯାଉ
@santoshbarik1143
@santoshbarik1143 2 ай бұрын
ଏମାନଙ୍କର ଶେଷ ସମୟ ଆସିଯାଇଛି
@radheradhe515
@radheradhe515 2 ай бұрын
Jajpur only BJP yes 🎉🎉🎉🎉🎉
@kumaramitmohanty96
@kumaramitmohanty96 2 ай бұрын
ଗେଣ୍ଡୁ ଫୁଲ ଆଦିକି ପଶ୍ଚିମବଙ୍ଗ ରୁ ଆସୁଛି
@bijaylaxmipanda6402
@bijaylaxmipanda6402 2 ай бұрын
Argus news best news....... thanks durgasis babu
@brajeswarisingh909
@brajeswarisingh909 2 ай бұрын
ଯେଉଁ ଲୋକ ସବୁବେଳେ ଲୋକଙ୍କ ସହିତ ଅଛନ୍ତି, ସୁଖ ଦୁଃଖର ସାଥି, ସେହି ଲୋକଙ୍କୁ ଭୋଟ ଦିଅନ୍ତୁ 🙏
@prafulasingh2267
@prafulasingh2267 2 ай бұрын
ଆଜ୍ଞା ଏଇଯେଉଁ ଜନଅଦାଲତ ହେଉଛି ଏହାର ସ୍ବର ବା ଲୋକଙ୍କ କଥା ଆମ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ପାଖରେ ପହଞ୍ଚୁଛି ତ ? ନବୀନ ବାବୁ ଶୁଣିପାରୁଛନ୍ତି ତ?
@Odiaclasic
@Odiaclasic 2 ай бұрын
ଭାଇ ଆମ ମୁଖ୍ୟମନ୍ତ୍ରୀ ଜାଣିନଥିବେ ଏଭଳି ଗୋଟେ ଚାନେଲ ଅଛି ବୋଲି
@alokkumarsahu4561
@alokkumarsahu4561 2 ай бұрын
ହଁ ବା ଆମ ମୁଖ୍ୟମନ୍ତ୍ରୀ ଓଡ଼ିଆ ବୁଝନ୍ତିନି କିନ୍ତୁ କେ଼ଇ ବର୍ଷ ହେଲା ତାମିଲ ବୁଝୁଛନ୍ତି। ଆଉ କିଛି ଆବଶ୍ୟକତା ନାହିଁ ତାଙ୍କ ପାଖରେ ପହଞ୍ଚାଇବାର ଲୋକ ବୁଝିଗଲେ ଜାଣି ଗଲେ ହେଲା। channel ଅଛି ନା ନାହିଁ ଓଡ଼ିଶା ବାସୀ ଜାଣୁଛନ୍ତି
@BJDchor
@BJDchor 2 ай бұрын
ସେ ବାଳ ଶୁଣିବା ତl କାନରେ ପାଣ୍ଡିଆ ବାଣ୍ଡ୍ ହନି ଦେଇଛି ତାକୁ କଣ ସୁବିବ । ଯିଏ ଓଡ଼ିଆ କହି ଜାଣିନି ଲେଖି ଜାଣିନି । ସେ କି ମୁଖ୍ୟ ମନ୍ତ୍ରୀ। ପାଣ୍ଡିଆ ହଉଛି ମୁଖ୍ୟ ମନ୍ତ୍ରୀ।ସେ ଗୋଟେ ରୋବଟ ତା ର ରୀମୋଟ ପାଣ୍ଡିଆ।
@alekhachandra6982
@alekhachandra6982 2 ай бұрын
ନିଜ ସ୍ୱାର୍ଥ ପାଇଁ ମା ଙ୍କୁ ବଳି.
@niharmohanty4288
@niharmohanty4288 2 ай бұрын
Jay Jay Shree Ram
@roshnisdreamdrawingtech.9835
@roshnisdreamdrawingtech.9835 2 ай бұрын
ଯଦି ବବି ବାବୁ ସମ୍ବଲପୁର କୁ ଏତେ ଭଲପାଉଛନ୍ତି ଏବେ ଯାଜପୁର ନ ଆସି ଜୁନ 01 ପର୍ଯ୍ୟନ୍ତ ସମ୍ବଲପୁର ବାସୀଙ୍କ ସହ ରୁହନ୍ତୁ, ଦେଖାଯିବ ସମ୍ବଲପୁର ବାସୀଙ୍କ ପ୍ରତି କେତେ ଭଲପାଇବା |
@sanatkumarsahoo3223
@sanatkumarsahoo3223 2 ай бұрын
Point ☝️
@kumaramitmohanty96
@kumaramitmohanty96 2 ай бұрын
🔥
@Soumya_Mishra3883
@Soumya_Mishra3883 2 ай бұрын
Dharma bls re asiki rally kn paini karuchi
@Sabyasachi_94
@Sabyasachi_94 2 ай бұрын
ସଂଗଠନ ସଂପାଦକ, ସାରା ଓଡିଶାର ଦାୟିତ୍ୱ ରେ। ସବୁ ଜାଗାକୁ ନଗଲେ ନହବ।
@Papureaction490
@Papureaction490 2 ай бұрын
ସମ୍ବଲପୁରରେ ଭଲ କାମ କରିଛନ୍ତି ବବି ଭାଇ
@dalapatinayak573
@dalapatinayak573 2 ай бұрын
Yes sir good Argus news ❤❤❤❤
@saratmishra7100
@saratmishra7100 2 ай бұрын
Jay Shriram
@anirudhamishra9717
@anirudhamishra9717 2 ай бұрын
Korei re only Akash bhai ❤
@Pkthatoi1245
@Pkthatoi1245 2 ай бұрын
Odisha bashi vote for BJP
@SabitaRani-ef7ow
@SabitaRani-ef7ow 2 ай бұрын
Argus news No1 news
@bharatbhusansamal9126
@bharatbhusansamal9126 2 ай бұрын
Odisha re BJP sarkar haba bahut jaruri
@amulyakumardas3
@amulyakumardas3 2 ай бұрын
Plese. B j d. Hataow
@sarojinimallick6075
@sarojinimallick6075 26 күн бұрын
ଯାଯପୁର କୁ ସବୁ ରୁଟିନେଲନି ନେତା ମନ୍ତ୍ରୀ ବାକି ଯାଯପୁର ସାଧାରଣ ଲୋକମାନେ ଦୁଃଖ କଷ୍ଟ ଯନ୍ତ୍ରଣା ନିଜର ଜୀବନ କଟାଉଛନ୍ତି, ବାକି ଗରିବଲୋକମାନଙ୍କୁ ଆଉ ମୂର୍ଖ ଲୋକ, ଗାଁ ଗହଳି ଲୋକ ମାନେ ଯାନିପାରୁନାହାନ୍ତି, ସେଥିପାଇଁ ସେମାନେ Bjd ସପର୍ଟ କରୁଛନ୍ତି, ଯାଯପୁର ଯେତେ ଖଣି ଆଉ କର କରଖାନା ଅଛି ଆଉ କୋଉ ଦେଶ ବା ରାଜ୍ଯ ନଥିବ, କିନ୍ତୁ ଯାଯପୁର ର ସାଧାରଣ ଲୋକ ଆଜି ଖାଇବାକୁ ପାଉ ନାହାନ୍ତି
@prasantkumardash879
@prasantkumardash879 2 ай бұрын
Please don't vote BJD.🙏
@tusarkantirout3954
@tusarkantirout3954 2 ай бұрын
Akash remain 5year as a MLA from Korei what you developed in korei . Now you are doing fragmented politics in Jajpur district. What Bobby Das has done for Jajpur town . Its really a pride matter of Jajpur district. Starting from Health, Education and Sports infrastructure we really feel proud for it . I am from Bhadrak, But I love the development in Jajpur district and specially leadership of Bobby das.........
@lokanathbishoyi7456
@lokanathbishoyi7456 2 ай бұрын
DURGA. SIS. BABU. BJD RA GUMARA. PADAREPADUCHI. ANU. VERY. VARY. GOOD❤❤❤
@biplabamallick533
@biplabamallick533 2 ай бұрын
ଜଗତସିଂହପୁର ଆସନ୍ତୁ
@abhayamohanty9300
@abhayamohanty9300 2 ай бұрын
Badhia Laguchhi.Beautiful Point.👍👍
@Pkthatoi1245
@Pkthatoi1245 2 ай бұрын
Odisha bashi jago change bjd Tamil Sarkar vote for BJP
@surathachandrajena9514
@surathachandrajena9514 Ай бұрын
ପାଣ୍ଡିଆନ୍ କଳାପାହାଡ଼ ଆମଦାନୀ ନେତା। ନବୀନ ବାବୁଙ୍କ କାନ ନାକ ପାଟି କିଛି କାମ କରୁନାହିଁ ।ଲୋକ ସିଧା କହିଲେ । କୋରେଇ ବାସୀଙ୍କୁ ସରକାର ପୂର୍ଣ୍ଣ ଭାବରେ ଠକିଛନ୍ତି ।କୃଷି,ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ କୋରେଇ ବାସୀ ସବୁଠୁ ପଛରେ ।। ନବୀନ ବାବୁଙ୍କ ବୟସ ଦୃଷ୍ଟିରୁ ସେ ଅବସର ନେବା ସମୟ ।।ପାଣ୍ଡିଆନ୍ ବାବୁ ଓଡିଶାକୁ ମଦ ମାଂସ ମାଫିଆରେ ସଙ୍କ୍ରମିତ କରି ହରିଲୁଟ୍ କରିଚାଲିଛି ।ଆଜିର ଆଲୋଚନାରେ ଏହି ସତ୍ୟ ପ୍ରତ୍ୟକ୍ଷ ଆଲୋଚନା ହେଲା ।। ବିକାଶ ନାମରେ ବିନାଶ ଧାରା ବଢି ଚାଲିଛି ।ଦାଦନ ମୁଖ୍ୟ ସମସ୍ୟା ।।ଆଉ କେତେଦିନ ଏହି ଜନତା ନିଷ୍ପେସିତ ହୋଇ ରହିଵେ ?? ତେଣୁ ପରିବର୍ତ୍ତନ ଆବଶ୍ୟକ। ସରକାର ବଦଳିବା ଦରକାର ।। ଧନ୍ୟବାଦ।।
@Odiaclasic
@Odiaclasic 2 ай бұрын
Anchor ମହୋଦୟ ଜଣକ ସଠିକ ପରିଚାଳନା କରୁଛନ୍ତି
@chinmayasahani3621
@chinmayasahani3621 2 ай бұрын
ଏ ଏକ ନିରପେକ୍ଷ ଜନ ଅଦାଲତ ଭଳି ଲାଗୁନି , କେବଳ ବବି ଦାସ ବିରୋଧି ଅଦାଲତ
@kumaramitmohanty96
@kumaramitmohanty96 2 ай бұрын
#ଓଡ଼ିଶାରେପରିବର୍ତ୍ତନ
@bikashpradhan9112
@bikashpradhan9112 2 ай бұрын
E argus channel ra journalists bahut support karuchi BJP ku.
@sanjibsinger2010
@sanjibsinger2010 2 ай бұрын
୨୫ ବର୍ଷ ଭିତରେ ଶିତଳ ଭଣ୍ଡାର ହୋଇ ପାରିଲାନି କିନ୍ତୁ ୩ ମାସରେ ହକି ଷ୍ଟାଡିୟମ୍ ହୋଇ ଭାଙ୍ଗି ଗଲା । ଶିତଳ ଭଣ୍ଡାର ଚାଷିଙ୍କ ପାଇଁ ପ୍ରଥମ ଜରୁରୀ ।
@suryakantamahalik3462
@suryakantamahalik3462 2 ай бұрын
ମୁଁ ଦେଖୁଛି argus anchor କର କିଛି ବୁଦ୍ଧି ନାହିଁ... ଯାଜପୁର ଜିଲ୍ଲାରେ କଲେକ୍ଟର ଅଫିସ,ଜିଲ୍ଲା ମେଡିକାଲ, ମେଡିକାଲ କଲେଜ, ରହିବନି ଆଉ କଣ କୋରେଇରେ ରହିବ.... ତାହାଲେ ଯାଜପୁର କୁ ଜିଲ୍ଲା କାହିଁକି କରାଯାଇଛି.... ସବୁ ଜିଲ୍ଲାରେ ସବୁ ମୁଖ୍ୟ ସରକାରୀ ଅଫିସ ରହେ... ଏତିକି ବି ବୁଦ୍ଧି ନାହିଁ ଛି ଛି... କାହିଁକି news ଚେନେଲ ରେ ରହୁଛ କେଜାଣି...
@sethyprasanta4491
@sethyprasanta4491 2 ай бұрын
Thank you korei basi
@amulyakumardas3
@amulyakumardas3 2 ай бұрын
Verry good programe
@kumaramitmohanty96
@kumaramitmohanty96 2 ай бұрын
#ଜୋତାବିଜିତିବ ମନେ ରଖିଥାଅ
@biswajitmoharana2271
@biswajitmoharana2271 Ай бұрын
କୋରେଇ ରେ କ୍ରୀତଦାସ ଙ୍କ ଟଙ୍କା କାମ କରିବନି ଏଥର ଆକାଶ
@manoranjsahoo9197
@manoranjsahoo9197 2 ай бұрын
Jai 🙏 jai 🙏 sri 🙏 ram 🙏 Jai 🙏 sri 🙏 ram 🙏
@bini12386
@bini12386 2 ай бұрын
ଅବଶ୍ୟ କୋରେଇ କଥା କହି ହେଉନି କି ଜିତିବ ହେଲେ ଏ ରିପୋର୍ଟର ଜଣ ଙ୍କ bjp ଚେଲା ପରି ମନେ ହେଉଛି
@kumaramitmohanty96
@kumaramitmohanty96 2 ай бұрын
ଏବେ PEETHA ଯୋଜନା Full Form ହୋଉଛି People's Empowerment Enebling Transparency And Enhancing Accountability Odisha Initiatives ଏହାର ଅର୍ଥ ହେଲା ଲୋକଙ୍କ ସଶକ୍ତିକରଣ - ସ୍ୱଚ୍ଛତା ସହିତ ସକ୍ଷମ କରିବା ଏବଂ ଓଡିଶା ଉଦ୍ୟମରେ ଉତ୍ତରଦାୟିତ୍ୱ ବୃଦ୍ଧି କରିବା | ହେଲା କଣ ? ❓❓ ମୁର୍ଖ ମାଇପେ ପିଠା କରିକି ନେଇକି ଦେଖେଇ ହେଲେ 🤣🤣🤦🤦 ଅନ୍ଧ ରାଇଜେ ଦର୍ପଣ ବିକା କଥା
@suryakantamahalik3462
@suryakantamahalik3462 2 ай бұрын
Bjp ର ନେତା ଆକାଶ ସେ ବି 5 ବର୍ଷ mla ଥିଲେ... କଣ କରିଥିଲେ ଟିକେ ଆକାଶ ଙ୍କୁ ପଚାରନ୍ତୁ....
@sarojinimallick6075
@sarojinimallick6075 26 күн бұрын
ଆରେ ମତେ ଡାକିଥାନ୍ତି କି Bjd ଛଇ ଛଡାଇ ଦେଇଥାନ୍ତି ମୁଁ କୋରେଇ ନିବାସୀ
@bibhutirout767
@bibhutirout767 2 ай бұрын
Bjp win odisha
@Ashutosh9339
@Ashutosh9339 2 ай бұрын
BOBBY ଏଥର ମୁଳରୁ ଯିବ
@balrambehera5159
@balrambehera5159 2 ай бұрын
ଲୋକ ସଚେତନ ହୁଅନ୍ତୁ 25yr sarkar paribartan karantu ନୂଆ ମୁଖ୍ୟମନ୍ତ୍ରୀ ଚୟନ କରନ୍ତୁ
@debasishmohanty2735
@debasishmohanty2735 2 ай бұрын
Korei loka Reddy ❤
@vjtrinathvlogs7880
@vjtrinathvlogs7880 2 ай бұрын
ସବୁଠାରୁ third grade MLA Ashok Bal, ଆମ ଗାଁ ବଡବିରୁଆଁ କୁ ଆସିଲେ ମାଡ଼ ଖାଇବା ଟା ସୁନିଶ୍ଚିତ
@mahendramahanta2273
@mahendramahanta2273 2 ай бұрын
Sir Jay jagannath Swami mahaprabhu.amane sabu jail jibe
@CuteNice-pz7ww
@CuteNice-pz7ww 2 ай бұрын
Gora vai BJD hatao
@satyajitswain1587
@satyajitswain1587 2 ай бұрын
ବିଜେପି ହଟାଓ 👍ଜୟ ନବୀନ
@user-fs6xw9yu6k
@user-fs6xw9yu6k 2 ай бұрын
କିଏ ଲୋ ପାଣ୍ଡୁ ର ହାରାମି ପୁଅ😊😊😊😊​@@satyajitswain1587
@Stats_lover
@Stats_lover 2 ай бұрын
ଥରେ ବାସୁଦେବପୁର ନିର୍ବାଚନ ମଣ୍ଡଳ କୁ ଆସନ୍ତୁ
@PurusottamGuru
@PurusottamGuru 2 ай бұрын
ସମସ୍ତ ଙ୍କୁ ଏକା ସାଙ୍ଗରେ କେମିତି ପ୍ରଶ୍ନ ପଚାରିବା ସବୁ ହୋ ହଲା ହେଉଛନ୍ତି,,ଯାହା ଭଲ ଲାଗୁନି ,ମୁ ବହୁତ ଦେଖୁଚି news aajatka abp ,India TV ବଡ ବଡ news channel
@stylishmaahi
@stylishmaahi 2 ай бұрын
କିଛି ପାଣ୍ଡୁର କ୍ରୀତଦାସ ବି ଅଛନ୍ତି ଏ ସଭାରେ ମୁଣ୍ଡ ବିକା
@Odiaclasic
@Odiaclasic 2 ай бұрын
କୋରେଇ ଭାଗ୍ୟ hidden voter ହିଁ ସ୍ଥିର କରିବେ
@sarojkumarbiswal8244
@sarojkumarbiswal8244 2 ай бұрын
Ur absolutely wright
@reetiksamartha-qw6oo
@reetiksamartha-qw6oo 2 ай бұрын
Argus news bjd ra ___fateidela re.. Dhanyavad durgasish bhai❤️
@radheradhe515
@radheradhe515 2 ай бұрын
Only BJP yes 🎉🎉🎉🎉
@gunanidhinaik3699
@gunanidhinaik3699 Ай бұрын
ଜୟ ଶ୍ରୀରାମ
@youcreators
@youcreators 2 ай бұрын
BJD ହଟାଅ Odisha ବଞ୍ଚାଅ
@brundabangouda3592
@brundabangouda3592 2 ай бұрын
🇮🇳🙏🌹🙏🏿🌹🙏🏽🇮🇳Jana 🙏🙏🏿Adalat 🙏🏿🙏🏽Ra🙏🏿🙏🏽 Karma 🙏🏿🙏🏽Karta 🙏🏿🙏🏽Nku Mor🙏🏿🙏🙏🏿🙏🏽🙏🏿🙏🏽🌹🙏🇮🇳
@user-vn8yp8ey2s
@user-vn8yp8ey2s Ай бұрын
BJP win definitely korei re 🎉🎉🎉🎉❤❤❤❤❤ Bobby das sabu khai jaichi 🎉
@MondharBhatra
@MondharBhatra 2 ай бұрын
ବିଜେପିଜିତିଭ
@JalendraRaita
@JalendraRaita Ай бұрын
ଜନ ଅଧାଲତ ବେଖାରେ prasana କିଚି ଜାଣି ନାହଁ
@rajakishoresahoo8534
@rajakishoresahoo8534 2 ай бұрын
ଏମାନେ କଣ ନେତା, ଏମାନଙ୍କୁ କିଏ ଜାଣେ। ଏମାନଙ୍କ କାହାର ଗୁରୁତ୍ୱ ଜଣା ପଡୁନି।
@user-ly8ke4sz5m
@user-ly8ke4sz5m 2 ай бұрын
ଏଇଟା ରିପୋର୍ଟର ନୁହଁ ବିଜେପି ର ଦଲାଲ....
@ParfulKumar-xh9mw
@ParfulKumar-xh9mw 2 ай бұрын
Durga sis babu aapko 100 salam very good me to odia nahi hnu but aapka patrakareta ko bahot bahot salam
@satyajitswain1587
@satyajitswain1587 2 ай бұрын
ବନ୍ୟା ପାଣି କେବେ କୋରେଇ ଲୋକ ଦେଖିନାହାନ୍ତି
@ramachandra8155
@ramachandra8155 2 ай бұрын
How old are you brother?
@satyajitswain1587
@satyajitswain1587 2 ай бұрын
@@ramachandra8155 28
@akshayakumarnayak8275
@akshayakumarnayak8275 2 ай бұрын
JIEA PANDIAN KRITADAS SE KAAN SAMBALPUR BA KOREI RA BIKAS KARIBE. SETA TRAFIC OH STAGE SAGAIBARE DINAGIBA................
@tilottamapradhan6191
@tilottamapradhan6191 2 ай бұрын
Congress party zindabad
@GaneshPanigrahi-xu7vr
@GaneshPanigrahi-xu7vr 2 ай бұрын
କୋରେଇବାସୀଙ୍କର ଯଦି ସାମାନ୍ୟତ୍ତମ ନିଜତ୍ୱ, ଚରିତ୍ର ଗଠନ ଓ ସ୍ୱାଭିମାନ ଥାଏ ତେବେ କେବେ ବି ସନ୍ଧ୍ୟାରାଣୀ ଯିଏ କି ମାତୃଭାଷା ଓ ମାତୃଭୂମିକୁ ଦଳି ଚକଟି ଧରାଶାୟୀ କରିବାରେ ଗୋଲାମଗିରୀର ସୀମା ଅତିକ୍ରମ କରି ଆସିଥିବା କ୍ରୀତଦାସର ଦାସତ୍ୱ ବବି ଦାସର ମାଆକୁ ସାଧାରଣ ନିର୍ବାଚନରେ ଯଥାର୍ଥ ଜବାବ ଦେବେ...
@user-lt6wx1xi5n
@user-lt6wx1xi5n Ай бұрын
କୋରେଇ କୋଉ ଜିଲ୍ଲାରେ ଅବସ୍ଥିତ
@manojkumarnayak5545
@manojkumarnayak5545 Ай бұрын
Argus news everytime satya dekhaye.No 1 news channel
@gokulchandra9249
@gokulchandra9249 Ай бұрын
Thanks news channel. Jay jagannath
@user-cv1ot3gj5v
@user-cv1ot3gj5v 2 ай бұрын
The Lord is seeing everything. Oh God plz save Odisha...
@as_creation_810
@as_creation_810 2 ай бұрын
କୋରେଇ ମାଟି ଗୋଟେ ଭଲ ନେତା କୁ ଆଗକୁ ଦିଅ 🙏🏼ସେ ଯେକୌଣସି ଦଳ ହଉଚି କି ନାଇଁ ମତା ମତ ଆପଣଙ୍କ ହାତରେ 🙏🏼
@ashutoshsahu9324
@ashutoshsahu9324 2 ай бұрын
Really Argus best channel now days Korei sure Loka athara paribartan karibe bjp r sath Debe
@user-ou6rp3jj9r
@user-ou6rp3jj9r 2 ай бұрын
ଗେଣ୍ଡା ଦଳର ପ୍ରତିନିଧିକୁ ମଞ୍ଚ ଉପରକୁ ଡାକିଲେ ସାର୍ ତା ପେଳ ପୁଚୁ ପୁଚୁ ହୋଉଥିବ
@SworajMalick
@SworajMalick 2 ай бұрын
2024 election korei re au BJD sankha bajibani abe Padma fhutiba akash Bhai akash chuibe Jay shree Ram Jay BJP 🙏🙏🙏🙏🙏
@kanhuramdashkanha4758
@kanhuramdashkanha4758 2 ай бұрын
ଏହାର ଜବାବ ଦେବ ବିଜେପି
@harekrishnamajhi4326
@harekrishnamajhi4326 2 ай бұрын
favourite chhanel is a argus news chhanel
@99Boss328
@99Boss328 2 ай бұрын
Argus anchor u r great
@Mr.Harimohan
@Mr.Harimohan 2 ай бұрын
ଦୁର୍ଗା ବାବୁ, ଯଥା ସମ୍ଭବ ଏକ ମୟୂରଭଞ୍ଜ ଜିଲ୍ଲାରେ ଏକ "ଜନ ଅଦାଲତ ସଭା" କରାଯିବ ନିମନ୍ତେ ଆପଣଙ୍କୁ ବିନୟ ଅନୁରୋଧ କରୁଛୁ 🙏। ଆପଣ ହେଉଛନ୍ତି ଓଡ଼ିଶାର Manish Kashyap , ଆମ ଅନୁରୋଧକୁ ରଖିବେ 🙏 ।
@user-pn4rw2th8t
@user-pn4rw2th8t 2 ай бұрын
Argus news super beautiful Jay BJD
@Sabyasachi_94
@Sabyasachi_94 2 ай бұрын
ଦୁର୍ଗାଶିଷ ର ମାଲିକ ଗୋଦୀ ର ବା_ କୁ ଡେଲି ଚୁଷୁଛି।
@imsuryakantasethy
@imsuryakantasethy 2 ай бұрын
Vote for JOB Vote for EDUCATION Vote for DEMOCRACY
@Zodnd1254
@Zodnd1254 2 ай бұрын
ଲୋକ ପୁରା ragichhanti BJD ଉପରେ
@indramanisahu4595
@indramanisahu4595 2 ай бұрын
କ୍ଙଗ୍ରେସ କିଛି ବି କରିପାରେ।
@anjanabhuyan408
@anjanabhuyan408 2 ай бұрын
JAY JAGANNATH 👌 🤙 🙏
@samarendramohanty1038
@samarendramohanty1038 2 ай бұрын
ବବି ହଠାଓ ଓଡିଶା ବଞ୍ଚାଓ
@Maasaral234
@Maasaral234 2 ай бұрын
Sir jagasinga pur Blocks Raghunathpur Vilge BIRATKATAK please asanthu 😊
@chandannayak6806
@chandannayak6806 2 ай бұрын
Argus news satyataa ra pratika👏frm sbp
@debasishsahoo4214
@debasishsahoo4214 2 ай бұрын
Jay Congress...bandita parida jitibe
@Mo_gaan_khabar4.0
@Mo_gaan_khabar4.0 2 ай бұрын
ଆଜ୍ଞା ଯିଏ ସତ kouchi ତାଙ୍କ ପାଖରୁ boom naejaucha
Summer shower by Secret Vlog
00:17
Secret Vlog
Рет қаралды 8 МЛН
🔵 Unveiling The Truth With Advocate Piku Patnaik || Kanak News
21:44
Summer shower by Secret Vlog
00:17
Secret Vlog
Рет қаралды 8 МЛН