No video

"ଝିଅକୁ ଫୋନ କଲେ ମୁଖ୍ୟମନ୍ତ୍ରୀ, କହିଲେ ତୁମେ ବ୍ୟସ୍ତ ହୁଅନି, ତୁମ ବାପାଙ୍କ ମୃତ ଦେହ ଫେରୁଛି" CM Mohan Majhi

  Рет қаралды 929,524

Odisha Bhaskar

Odisha Bhaskar

Күн бұрын

Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/Odis...
OUR WEBSITE - odishabhaskar....
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#odishabhaskar #latestnews

Пікірлер: 1 800
@Rajeshsagarigudu
@Rajeshsagarigudu Ай бұрын
ଏମିତିକା ମୁଖ୍ୟମନ୍ତ୍ରୀ ଆମେl ଓଡ଼ିଶା ରେ ଦର କାର ଥିଲା ବହୁତ ଭଲ ଅତି ସୁନ୍ଦର 🙏🙏🙏🙏🙏
@cdcreation1
@cdcreation1 Ай бұрын
😂😂😂😂
@CrazyTravellerInd
@CrazyTravellerInd Ай бұрын
@@cdcreation1 ghare tuma bapa maa kahara biyoga re hasiba sikheichanti ki bhai
@cdcreation1
@cdcreation1 Ай бұрын
@@CrazyTravellerInd Smart Haba Bhala but Over Smart Bahut Kharap Mo hasibar karan Bhaskar News, Mo Kaha ko Nichha dekheiki hasini Ame Sanskar janichhu,
@SKD-rd1md
@SKD-rd1md Ай бұрын
Gote family ra mukhya loka jadi chalijaye kmti feel hue tame kebe janiparibani ​@@cdcreation1
@user-el2oo1ll7u
@user-el2oo1ll7u Ай бұрын
ଏହି ପରି ମୁକ୍ଷ୍ୟମନ୍ତ୍ରୀ ଆମ ଓଡ଼ିଶା ରେ ଦରକାର ଜିଏ ଗରିବଙ୍କ ଦୁଖଃ ସୁଖରେ ସାଥି ହୋଇପାରୁଛନ୍ତି ଜୟ ଶ୍ରୀ ରାମ ଆପଣଙ୍କର ମଙ୍ଗଳ କରନ୍ତୁ |
@user-ip3dr2nb2n
@user-ip3dr2nb2n Ай бұрын
ପ୍ରଥମ ଥର ଏ ଭଳି ଦୃଶ୍ୟ ଦେଖିବାକୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଅଥି ପାଇଁ ଧନ୍ୟବାଦ
@aaaaaa23678
@aaaaaa23678 Ай бұрын
Are bhai PM nka Video dekhina kebe , pehle ap Rona band ki jiye awaz yaha tak aarah hai
@Ranjanmallick1999-tr1ih
@Ranjanmallick1999-tr1ih Ай бұрын
Kn pain Arrest hauni Governor Pua se katha re ta pati kholuni
@PoulastiSahu-ld6du
@PoulastiSahu-ld6du Ай бұрын
​@@Ranjanmallick1999-tr1ihନବ ଦାସ ର ପୁଅ କୁ ଆରେଷ୍ଟ୍ କରିଥିଲ କି
@sukantaKumar-xo5ul
@sukantaKumar-xo5ul Ай бұрын
Tote lajiya nanhi re
@Ranjanmallick1999-tr1ih
@Ranjanmallick1999-tr1ih Ай бұрын
@@sukantaKumar-xo5ul tu se mohana ra pela ku teki dharitha
@ZengShakti
@ZengShakti Ай бұрын
ଏତେ ଦିନ ପରେ ଓଡ଼ିଶା ଜଣେ ବହୁତ ଭଲ ମୁଖ୍ୟମନ୍ତ୍ରୀ ପାଇଛି ଧନ୍ୟବାଦ ❤️❤️ଜୟ ଜଗନ୍ନାଥ ❤❤
@sansarsaramm
@sansarsaramm Ай бұрын
ଯାହା ହେଉ ଆଜି ଗୋଟେ ମୁଖ୍ୟମନ୍ତ୍ରୀ ଙ୍କୁ ଲୋକଙ୍କ ସହ ଦୁଃଖର ସମୟ ରେ ସିଧା କଥା ହେବାର ଦେଖିଲି ଧନ୍ୟ ତୁମ ପରି cm🙏
@VijayBanchhor479
@VijayBanchhor479 Ай бұрын
ଏମିତି ଜଣେ ମୁଖ୍ୟମନ୍ତ୍ରୀ ଓଡ଼ିଶା ରେ ଦରକାର୍ ଥିଲା ବହୁତ୍ ଭଲ ମୋହନ ସାର୍
@narendrahembram4495
@narendrahembram4495 Ай бұрын
Mukhyamantri nka Abhali karja Bahut Prasan saniya ..
@user-yc8dm2vy5c
@user-yc8dm2vy5c Ай бұрын
gushuri kadali jana
@user-zk8vi5un2h
@user-zk8vi5un2h Ай бұрын
ଏଟା ଗୁଟେ ସଭାବିକ ଏଟା କିଛି ନୁହେଁ ଏଟା ସାମାନ୍ୟ ଲୋକ କରିବେ ଏଟା କି ସାହାଯ୍ୟ ଅ ​@@narendrahembram4495
@mohantybibhuti6974
@mohantybibhuti6974 Ай бұрын
ସବୁଠାରୁ ଭଲ ସୁପର ସାର ❤❤❤
@ramasoren6289
@ramasoren6289 Ай бұрын
Salute Mahan sir
@ArunDas-bx6su
@ArunDas-bx6su Ай бұрын
ଅତି ସୁନ୍ଦର ଆମ ମୁଖ୍ୟମନ୍ତ୍ରୀ ଙ୍କ ପ୍ରୟାସ.
@DamuB.T.R
@DamuB.T.R Ай бұрын
ମୁଁ ନବରଙ୍ଗପୁର ଜିଲ୍ଲା ରୁ କହୁଛି CM ଏବଥ ଏମିତି ହେବା ଦରକାର Great CM ମୋହନ ସାର 👍👍👍
@debadattadash580
@debadattadash580 Ай бұрын
ଲୋକଙ୍କର ଗଣତନ୍ତ୍ର, ମୁଖ୍ଯମନ୍ତୀ ବି ଲୋକଙ୍କର।ମୋହନ ବାବୁଙ୍କ ଫୋନ୍ କଲ୍ ଏହା ହିଁ ପ୍ରତିପାଦିତ କରୁଛି।ଧନ୍ଯବାଦ ତାଙ୍କୁ।🌹
@sanjayabhoi247
@sanjayabhoi247 Ай бұрын
ଭାସ୍କର news channel ପ୍ରଥମ ଥର ଏମିତି ଏକ ଦୁଃଖଦ ବା ମୋହନ ମାଝୀ ଙ୍କ ଭଳ ଗୁଣ ଖବର ପ୍ରକାଶିତ କରିଥିବାରୁ ଧନ୍ୟବାଦ ଜଣାଉଚି
@skp772
@skp772 Ай бұрын
ଏମିତି ଯଦି କାହାର ମଙ୍ଗଳ ହେଉଛି, ଲୋକମାନେ ସଚେତନ ହେଉଛନ୍ତି ତ କଣ୍ ଟା ଖରାପ୍ ହେଇଯାଉଛି। ଯଦି ସେ ଲୋକ ର ଅନ୍ତେଷ୍ଟି ମୁମ୍ବାଇ ରେ ଅଲୋଡା ଭାବରେ ହେଇଥାନ୍ତା, ପରିବାର ଲୋକେ କେତେ ଦୁଃଖୀ ହେଇଥାନ୍ତେ ଯିଏ ପରିବାର ର ଦାୟିତ୍ଵ ନେଇକି ପ୍ରତିପୋଷଣ ଉଦେଶ୍ୟ ରେ ଦୂର ରାଜ୍ୟରେ ମରିଗଲା ତାର ଶେଷ ସଂସ୍କାର ବି ସେମାନେ ଠିକ୍ ରେ କରିପାରିଲେନି । ଯଦି କୌଣସି ବ୍ୟକ୍ତିଙ୍କର ଦ୍ଵାରା କାହାର ଭଲ ହେଉଛି ତ ହେଉ । ଲୋକମାନେ ବି ସଚେତନ ହେବେ ଆମେ ଭୋଟ ଦେଇ ସରକାର ବନେଇଲେ କି ସେ ନିଃସହାୟ ଲୋକଙ୍କ ଦୁଃଖ ବୁଝିବେ। ସାମର୍ଥ୍ୟ ଥିଲେ ପରିବାର ଲୋକେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ବାରସ୍ଥ ହେଇଥାନ୍ତେ ।😢
@user-pf8it2gg1p
@user-pf8it2gg1p Ай бұрын
ସାର୍ ମୁ କୋରାପୁଟ ରୁ ମାତ୍ର ୨୫ ବର୍ଷ ଫରେ ହେମିତି ମୁଖ୍ୟମନ୍ତ୍ରୀ ଦେଖିଛି ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ସାର୍ 🙏🙏🙏
@PushpasinghThakur
@PushpasinghThakur Ай бұрын
ମୟୁର ଭଞ୍ଜ ❤
@bloodpressure1759
@bloodpressure1759 Ай бұрын
Koraput ❤
@sureshsahoo6134
@sureshsahoo6134 Ай бұрын
ହରେ କୃଷ୍ଣ ସତରେ ଭାରି ସୁନ୍ଦର ବ୍ୟକ୍ତିତ୍ଵ ଏଭଳି ମହାନ ମୁଖ୍ୟମନ୍ତ୍ରୀ ଙ୍କୁ ମୋ ତରଫରୁ ଅନନ୍ତ କୋଟି ଦଣ୍ଡବତ ପ୍ରଣାମ
@aamanitikhabarkendrapadaji511
@aamanitikhabarkendrapadaji511 Ай бұрын
ଜୟ ଜଗନ୍ନାଥ ପ୍ରଭୁ ଆପଣଙ୍କ ଭଳି ମୂଖ୍ୟମନ୍ତ୍ରୀ ପାଇଁ ଓଡ଼ିଶା ବାସୀ ଗର୍ବିତ
@fakirmohansahoo2079
@fakirmohansahoo2079 Ай бұрын
ମୋହନ୍ ମାଝୀ ଙ୍କୁ,ହୃଦୟ ରୁ କୋଟି କୋଟି ପ୍ରଣାମ, ଜୟ ଜଗନ୍ନାଥ 🙏🙏🙏🥲🥲🥲
@user-bi6ty7te4y
@user-bi6ty7te4y Ай бұрын
ଏମିତି ଜଣେ ମୁଖ୍ୟମନ୍ତ୍ରୀ ଓଡ଼ିଶା ରେ ଦରକାର ଥିଲା ବହୁତ ଭଲ ମୋହନ ମାଝୀ ସାର୍ ବହୁତ ଧନ୍ୟବାଦ
@surendrabadamundi7275
@surendrabadamundi7275 Ай бұрын
ଧନ୍ୟବାଦ ମୋହନ ସାର ଏମିତି ଗରିବ ଙ୍କ ଦୁଃଖ ବୁଝୁଛନ୍ତି ଜଗନ୍ନାଥ ପ୍ରଭୁ ଆପଣଙ୍କୁ ସଦା ସର୍ବଦା ଭଲରେ ରଖନ୍ତୁ, 🙏🙏🙏
@prabhakarsethi3408
@prabhakarsethi3408 Ай бұрын
CM ହେଵତ ଏମିତି CM ଏହାକୁ କୁହନ୍ତି ଗରିବର ମୁଖ୍ୟ ମନ୍ତ୍ରୀ ଜୟ ଜଗନ୍ନାଥ ସ୍ବାମୀ
@Janaki___mukhi_97
@Janaki___mukhi_97 Ай бұрын
ନିଜେ ମୁଖ୍ୟମନ୍ତ୍ରୀ ଫୋନ୍ କରି କଥାହୋଇ ଓ ସେମାନଙ୍କୁ ସାନ୍ତନା ଦେବା ଆମ ଦେଖାରେ ଓଡିଶଶାରେ ପ୍ରଥମ । Thanks CM sir,
@kailashbhuyan2067
@kailashbhuyan2067 Ай бұрын
ମୁଖ୍ଯମନ୍ତ୍ରୀ ଙ୍କ mobile number nor ଦେହି ପାରୀବକି... please
@shivangipattnaik9881
@shivangipattnaik9881 Ай бұрын
​@@kailashbhuyan2067kiye marigala who died?
@SaiVikashPratibha
@SaiVikashPratibha Ай бұрын
CM ହେଵତ ଏମିତି CM..... ଏହାକୁ କୁହନ୍ତି ଗରୀବର ସୁଖ ଦୁଃଖ ର ସାଥି
@uttambaba6800
@uttambaba6800 Ай бұрын
Kon ta tadi dela kaho au kiye thile sabo asu no thila😅😢😂
@abhayaswain4349
@abhayaswain4349 Ай бұрын
Manisha pania kn tama pakhare achhi na nai bhai ​@@uttambaba6800
@bikashtanty802
@bikashtanty802 Ай бұрын
Anm job kebe heba
@TunaSahu-ip5jx
@TunaSahu-ip5jx Ай бұрын
Asile kn hela help kie koruthila to maa bia ​@@uttambaba6800
@satyabratapradhan8987
@satyabratapradhan8987 Ай бұрын
Remote control😅
@brajakishorepadhi4022
@brajakishorepadhi4022 Ай бұрын
ବହୁତ ଭଲ ମୁଖମନ୍ତ୍ରୀ। ଏହିଭଳି ମୁଖମନ୍ତ୍ରୀ କାଳ କାଳ କୁ ରୁହନ୍ତୁ। ଜୟ ଜଗନ୍ନାଥ🙏
@Papurath8
@Papurath8 Ай бұрын
ମୁଖ୍ୟମନ୍ତ୍ରୀଙ୍କ କଥା ଶୁଣି ପ୍ରକୃତରେ ଦୁଃଖ ଲାଗିଲା,, ଏଭଳି ମୁଖ୍ୟମନ୍ତ୍ରୀ ମିଳିବା କଷ୍ଟ ❤❤
@pramodkumarvlogs4429
@pramodkumarvlogs4429 Ай бұрын
ଦୁଃଖୀର ଦୁଃଖ ବୁଝୁଥିବା ଆମ New C.M ଙ୍କୁ ବହୁତ ବହୁତ ଧନ୍ୟବାଦ.ଏଇ ୫ ବର୍ଷ ଭିତରେ ଆପଣ ଏମିତି କାମ କରନ୍ତୁ ଓଡିଶାବାସୀ ଆପଣଙ୍କୁ କେବେ ଭୂଲିପାରିବେନି. ଜୟ ଜଗନ୍ନାଥ.
@user-mr9ol2ek2t
@user-mr9ol2ek2t Ай бұрын
Nischay koribe cm sir
@surendranayak117
@surendranayak117 Ай бұрын
Sir nku sandesh pahanchaiba dorkar bhaimane Odisha pai samaste ekota hoba, emiti bahut asubidha achhi Odisha ro gariba poribar
@user-mr9ol2ek2t
@user-mr9ol2ek2t Ай бұрын
@@surendranayak117 right bhai
@user-mr9ol2ek2t
@user-mr9ol2ek2t Ай бұрын
@@surendranayak117 samaste chesta korantu please
@kailashsamantaray116
@kailashsamantaray116 Ай бұрын
Jay jagannath 🙏, Namaskar Aam CM Shri Mahon Ch. Majhi 🙏🙏
@user-zs8fv6jl6y
@user-zs8fv6jl6y Ай бұрын
ମୋହନ୍ ସାର୍ ଆପଣ ଗରୀବ ଲୋକଙ୍କ ବନ୍ଧୁ ❤❤❤❤
@legendgamer994
@legendgamer994 Ай бұрын
Exactly bhai
@Pralax0223
@Pralax0223 Ай бұрын
ଅତି ସୁନ୍ଦର୍ ଚିନ୍ତାଧାରା sir ଙ୍କ ❤❤
@ganeshdalabehera6738
@ganeshdalabehera6738 Ай бұрын
ଏମିତି ଜଣେ ଆମର ମୁଖ୍ୟମନ୍ତ୍ରୀ ଦରକାର। ଭଗବାନଙ୍କ ନିକଟରେ ପ୍ରାର୍ଥନା ସେ ଆମ ମୁଖ୍ୟ ମନ୍ତ୍ରୀଙ୍କୁ ସଦାସର୍ବଦା ସୁସ୍ଥ ନିରାମୟ ରଖିଥାନ୍ତୁ।
@Puja_9692
@Puja_9692 Ай бұрын
ଅଶେଷ ଅଶେଷ ଧନ୍ୟବାଦ୍ ସାର୍ ❤ ଆପଣ ଙ୍କ ଭଳି ଜଣେ ମୁଖ୍ୟମନ୍ତ୍ରୀ ଆମ ଓଡ଼ିଶା ପାଇଁ ଦରକାର ଥିଲା 🎉😊ସତରେ ସାର୍ ଆମ ଓଡ଼ିଶା ବାସୀ ଙ୍କ ର ଗର୍ବ ଯେ ଆମେ ଏମିତି ଏକ ଭଗବାନ୍ ସ୍ଵରୂପ ମନ୍ତ୍ରୀ ଟେ ପାଇଛୁ😊👏👍👍👍👍
@khusi720
@khusi720 Ай бұрын
Hii
@peenku111
@peenku111 Ай бұрын
your comments absolutely right dear friend👍
@Puja_9692
@Puja_9692 Ай бұрын
@@peenku111 thnx Bhai 😊
@peenku111
@peenku111 Ай бұрын
@@Puja_9692 always most welcome 🍫🍫💐💐🤗🤗
@peenku111
@peenku111 Ай бұрын
@@Puja_9692 U Always Most welcome "SUNA JHIATI"💐💐💐💐
@Google.entertainmentclips
@Google.entertainmentclips Ай бұрын
ବହୁତ ବହୁତ ଧନ୍ୟବାଦ ସାର ଏମିତି ସରକାର ଦରକାର ଥିଲା ଓଡିଶାକୁ ଡେରିରେ ହଉ ପଛେ ପ୍ରଭୁ ଜଗନ୍ନାଥ ଓଡ଼ିଶାର ମଙ୍ଗ ଠିକ ବ୍ୟକ୍ତିତ୍ୱ ଙ୍କୁ ଧରେଇଲେ ଆପଣଙ୍କର ମଙ୍ଗଳ ହେଉ ସାର 🙏🏿
@samabaral3524
@samabaral3524 Ай бұрын
ଧନ୍ୟବାଦ୍ ସାର୍, ଏ ଦୃଶ୍ୟ ବିରଳ ଓଡ଼ିଶା ପାଇଁ,ପୂର୍ବ ମୁଖ୍ୟମନ୍ତ୍ରୀ ଭୋଟ ଆସିଲେ କୁହନ୍ତି ସେହି ନିର୍ବାଚନ ମଣ୍ଡଳୀର ଦାଇତ୍ୱ ତାଙ୍କର, ତା ପରେ ସେ ଯାହା କରନ୍ତି ଛାଡ ,କିନ୍ତୁ ପ୍ରତି ଘରେ ଏବେ ମୋହନ ସାର୍ ।।
@ranjankumarmohanta2003
@ranjankumarmohanta2003 Ай бұрын
ଏ ଓଡ଼ିଶା ମାଟି ଆପଣଙ୍କ ଭଳି ଏକ ମୁଖ୍ୟମନ୍ତ୍ରୀ ପାଇ ଭାରି ଗର୍ବିତ .. ସାର୍ ଆପଣ ଏ ପାଞ୍ଚ ବର୍ଷରେ ଏମିତି କାମ କରନ୍ତୁ ଯେମିତି ଓଡିଶାବାସୀ ଆପଣଙ୍କୁ ଝୁରି ଝୁରି ମରିବେ ଆଉ ଆମ କେନ୍ଦୁଝର ଜିଲ୍ଲାକୁ ସାରା ଓଡ଼ିଶାରେ ଏକ ସ୍ଵତନ୍ତ୍ର ପରିଚୟ ପ୍ରଦାନ କରନ୍ତୁ....🙏🙏🙏
@Abhi-panda
@Abhi-panda Ай бұрын
Great CM ମୋହନ୍ ସାର୍, ଧନ୍ୟବାଦ୍ ସାର୍ ଆପଣଙ୍କୁ ଶତକୋଟି 🙏🙏🙏🙏
@cuteneha6579
@cuteneha6579 Ай бұрын
ସାବାସ ସାଙ୍ଗ, ତୁମ ପରି ମୂଖ୍ୟମନ୍ତ୍ରୀ ଆମର ଦରକାର
@FamousmotorFamousmotor
@FamousmotorFamousmotor Ай бұрын
Tuma sanga
@PrakashAgrawalla
@PrakashAgrawalla Ай бұрын
Kn kahila bhai... Se ebe Jane C.M. bhulijibani
@purusottammajhi4273
@purusottammajhi4273 Ай бұрын
Mo uncle j nahni....ye gafua mausa amara😂
@Kishun05
@Kishun05 Ай бұрын
Se mora relative 😅😅
@rashmirekhatudu7425
@rashmirekhatudu7425 Ай бұрын
ଜଉ ମଣିଷ ଏହି ଭଳି situation କୁ face କରି ଆଗକୁ ଯାଇଥାଏ ଏବଂ କିଛି achive କରିଥାଏ ସେ ହିଁ ପ୍ରକୃତ କଷ୍ଟ ଅନୁଭବ କରିପାରି ଥାଏ। ଜଣେ ସାଧାରଣ ବ୍ୟକ୍ତି ହିଁ ଗରୀବ ଆଉ ଅସହାୟ ଲୋକ ଙ୍କ କଥା କୁ ବୁଝିପାରେ। ମୁଁ ବହୁତ ଖୁସି ଯେ ଆମ ସାନ୍ତାଳୀ cm sir prove କରିଦେଲେ ଯେ ଆଦିବାସୀ ଲୋକ ଙ୍କ ର ଗର୍ବ ଅହଙ୍କାର ବୋଲି କିଛି ନ ଥାଏ ଯେତେ ବି ବଡ ଲୋକ ହୁଅନ୍ତି ହୃଦୟ ସବୁବେଳେ ତାଙ୍କର ସଫା
@rajeshswain447
@rajeshswain447 Ай бұрын
Thanks loo mo gelhaa🙏🙏🙏🙏
@bloodpressure1759
@bloodpressure1759 Ай бұрын
Ethire Caste asila kuadu,, se bjp loko,, rss school guruji ru career start proud Sanatani se kou jati nahi sabu sanatani nka cheheraa se odisha re.
@pramodmallik
@pramodmallik Ай бұрын
My eyes got wetted He is not only a chief minister but Also a good Samaritan with a golden heart. This type of humanity with support proved that he truly a messanger of god
@dillipkumardalai5132
@dillipkumardalai5132 Ай бұрын
ଅତ୍ୟନ୍ତ ଦୁଃଖଦ ଖବରେ ଦୁଃଖ ପ୍ରକାଶ କଲେ ଓ ଦୁଃଖତ ପରିବାରଙ୍କୁ ଶାନ୍ତନା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ଧନ୍ୟବାଦ...
@ramdhunkumar8092
@ramdhunkumar8092 Ай бұрын
ଅତି ସୁନ୍ଦର କୋଟି କୋଟି ପ୍ରଣାମ ସାର୍
@susantaparida1216
@susantaparida1216 Ай бұрын
ଧନ୍ୟବାଦ ଓଡ଼ିଶା ସରକାରଙ୍କୁ ପ୍ରଥମ ଥର ଏହି ପ୍ରକାର ସାଧୁବାଦ ଜଣାଇଥିବାରୁ ଏହି ପ୍ରକାର ଶାସନ ପରିଚାଳନା କଲେ ନିଶ୍ଚିତ ଓଡ଼ିଶା ବଦଳିଯିବ ଜୟ ଜଗନ୍ନାଥ 🙏 💐 💐
@dasarunakumar39
@dasarunakumar39 Ай бұрын
ଧନ୍ୟବାଦ ସାର୍ । ବହୁତ ଭଲ ପ୍ରୟାସ । 🙏🙏
@rakeshdash6725
@rakeshdash6725 Ай бұрын
ହରେ କୃଷ୍ଣ, ଭଗବାନ୍ ତୁମର ମଙ୍ଗଳ କରନ୍ତୁ
@KuberSahu-nu4xt
@KuberSahu-nu4xt Ай бұрын
କୋଟି କୋଟି ପ୍ରଣାମ ମୂଖ୍ୟମନ୍ତ୍ରୀ ଏମିତି ହେବାଦରକାର
@KunaHansda-gi6co
@KunaHansda-gi6co Ай бұрын
To maaku gihere
@prasantashial8722
@prasantashial8722 Ай бұрын
ବହୁତ ବହୁତ ଧନ୍ୟବାଦ ସାର ଆପଣଙ୍କୁ ।ଆପଣଙ୍କ ଠାରୁ ଓଡ଼ିଶାର ଲୋକେ ଅନେକ କିଛି ପରିବର୍ତ୍ତନ ଆଶା କରୁଛନ୍ତି।
@user-vh2hu2cv7v
@user-vh2hu2cv7v Ай бұрын
ବହୁତ ସୁନ୍ଦର ଜୟଶ୍ରୀ ଜଗନ୍ନାଥ🙏🙏🙏
@peenku111
@peenku111 Ай бұрын
ବହୁତ ବହୁତ ଧନ୍ୟବାଦ ମୋହନ ସାର ଏମିତି ବ୍ୟକ୍ତିତ୍ଵ ବିରଳ ଆମ ଓଡ଼ିଶାରେ ଆମେ ଧନ୍ୟ ଆପଣଙ୍କ ପରି ରାଜ୍ୟର ମୁଖିଆ ପାଇ ଭଗବାନ ଆପଣଙ୍କୁ ସଦା ସର୍ବଦା ଭଲରେ ରଖନ୍ତୁ 🙏🙏🙏
@brajakishorepadhi4022
@brajakishorepadhi4022 Ай бұрын
ଆଉ ଗୋଟେ ଝାଡା ଖିଆ ନବୀନ ବୁଢା ନିଜକୁ ସାଆନ୍ତ ଗେହି ଚୋଦେଇ ବିଳ ଭିତରେ ଗଳିକି ରହିବ। ସତେକି ଓଡିଶା କୁ ଟେକି ଧରିଥିଲା।
@khushidilkiawaj_
@khushidilkiawaj_ Ай бұрын
ଏମିତି ମୁଖ୍ୟମନ୍ତ୍ରୀ ଦୁନିଆରେ କେଉଁଠି ନଥିବେ❤❤ ।।।। ବହୁତ୍ ବହୁତ୍ ଧନ୍ୟବାଦ ମୋହନ ମାଝୀ sir🙏🙏🙏🙏 ଆମର ଗର୍ବ ଆଉ ଗୌରବ ଆପଣଙ୍କ ଭଳି ମୁଖ୍ୟମନ୍ତ୍ରୀ ଆମେ ପାଇଛୁ।।।।।।। ଆପଣଙ୍କୁ ଭଗବାନ ସବୁବେଳେ ସାହା ହୁଅନ୍ତୁ ଆଉ ଆପଣଙ୍କୁ ମୋର ଆୟୁଷ ଲାଗିଯାଉ ଆପଣ ୧୦୦+ ବୟସ ଯାଏ ଲୋକଙ୍କ ପାଖରେ ରହି ଥାଆନ୍ତୁ।।।।।।। ଆଉ ଗରିବ ମାନେ କେହି ବି ଡରିବେନି କାହାକୁ ବି କାହିଁକି ନା ଆମ ଗରିବ ମାନଙ୍କ ଦୁଃଖ ପାଖରେ ଆମ ମୂଖ୍ୟମନ୍ତ୍ରୀ ଅଛନ୍ତି।।।।।।।।। ଜିନ୍ଦାବାଦ ଜିନ୍ଦାବାଦ (ମୋହନ ମାଝୀ ) ମୁଖ୍ୟମନ୍ତ୍ରୀ ଜିନ୍ଦାବାଦ ❤❤❤❤❤ Sir ଆପଣକୁ ଗୋଟେ ଅନୁରୋଧ ଆପଣ ଦୟାକରି gds ରେ ଥିବା ଭଉଣୀ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର କୁ ଟିକେ ବୁଝନ୍ତୁ😢🙏🙏
@BiswaranjanBarik-tm4dg
@BiswaranjanBarik-tm4dg Ай бұрын
Jay jagannath
@ashrumochanrout
@ashrumochanrout Ай бұрын
କୋଟି କୋଟି ପ୍ରଣାମ🙏🙏🙏🙏 sir ମୁଖ୍ୟମନ୍ତ୍ରୀ ହେବ ତ ଏମିତି ଆପଣ ଙ୍କ ପାଇଁ ଆମେ ଗର୍ବିତ ଏମିତି ଜାରି ରହିବା ଦରକାର 🙏🙏🙏🙏
@deepakmeher1572
@deepakmeher1572 Ай бұрын
ଜୟ ଜଗନ୍ନାଥ ମୋହନ ସାର ଆପଣ ଯୋଉ ପ୍ରତିଶୁତି ଦେଲେ ଆଉ ଝିଅକୁ ମାକୁ ସନ୍ତନା ଦେଲେ ମୋତେ ବହୁତ ଖୁସି ଲାଗିଲା ଆପଣ ଦେଇଥିବା କଥା ପାଳନ କରନ୍ତୁ ଜୟ ଜଗନ୍ନାଥ
@prakashsubudhi
@prakashsubudhi Ай бұрын
ପ୍ରଣାମ ସାର୍ , କୋଟି କୋଟି ଭୂମିଷ୍ଠ ପ୍ରଣାମ ସାର୍, କଳିଯୁଗ ର ମହାନ୍ ପର ଉପକାରୀ ମଣିଷ ଆପଣ , भोलेबाबा आपके कल्याण करें , प्रणाम.
@sanatannath229
@sanatannath229 Ай бұрын
ଗରୀବର ବନ୍ଧୁ ଆମ ମୁଖ୍ୟମନ୍ତ୍ରୀ ❤ ସାର 🙏
@prabhusmitapanda1234
@prabhusmitapanda1234 Ай бұрын
Really king of Odisha,gariba dukha samaya re nije dhrjya deuchhanti CM sir Great 🙏
@akr261
@akr261 Ай бұрын
ବହୁତ ସୁନ୍ଦର ପଦକ୍ଷେପ ବହୁତ ଧନ୍ୟବାଦ୍ ❤❤
@manassahu6269
@manassahu6269 Ай бұрын
ରାଜନୀତି କୁ ଧର୍ମ ନୀତି ଭାବି କାର୍ଯ୍ୟ ରେ କରି ଦେଖେଇ ଥିବାରୁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଙ୍କୁ କୋଟି କୋଟି ପ୍ରଣାମ।।
@babulibarik8792
@babulibarik8792 Ай бұрын
ଭଗବାନ ଆପଣଙ୍କର କଲ୍ୟାଣ କରନ୍ତୁ। ପ୍ରକୃତ ମୂଖ୍ୟମନ୍ତ୍ରୀ ଆପଣ। ଜୟ ଜଗନ୍ନାଥ।
@mamatanayak6264
@mamatanayak6264 Ай бұрын
Thank you Sir🙏 for being human... God's blessings be with you always... Great salute for you🙏🙏🙏
@suvashreedas294
@suvashreedas294 Ай бұрын
ବହୁତ୍ ସୁନ୍ଦର ସାର୍, ଆପଣଙ୍କ ବ୍ୟକ୍ତିତ୍ୱ ସତରେ ପ୍ରଶଂସା ଯୋଗ୍ୟ... ଆନ୍ତରୀକ ସମ୍ମାନ ସାର୍, ପ୍ରତିଶ୍ରୁତି ରେ ରହି ନ ଯାଉ। କାମରେ ସାହାଯ୍ୟ କରିବେ ବୋଲି ଆଶା ଅଛି ସାର୍ ଶୋକ ସନ୍ତପ୍ତ ପରିବାର ବାସୀଙ୍କୁ ଭଗବାନ ଶକ୍ତି ଦିଅନ୍ତୁ 🙏🏼🙏🏼
@basudevprusty9741
@basudevprusty9741 Ай бұрын
ଅତି ସୁନ୍ଦର ସାର୍
@user-wt3tq8fk6d
@user-wt3tq8fk6d Ай бұрын
CM sir dhanyawad
@BiswajitChandikhol
@BiswajitChandikhol Ай бұрын
ଯେତେ ପ୍ରଶଂସା କଲେବି କମ୍ ହେବ ❤❤❤❤❤ Jay hind sir 👏👏👏
@gayatripanda6115
@gayatripanda6115 Ай бұрын
ଅତି ସୁନ୍ଦର ପ୍ରୟାସ l
@chandanswain6556
@chandanswain6556 Ай бұрын
ନବୀନ ବାବୁ ଟିକେ ଶିଖୁ
@Papureaction490
@Papureaction490 Ай бұрын
ଆଗ ଗୋ ହତ୍ୟା କୁ ବନ୍ଦ କରୁ ତାପରେ ସେ ଭଲ cm ହେବେ
@SangeetaSahu-nt3nh
@SangeetaSahu-nt3nh Ай бұрын
Chor kana janiba
@chandanswain6556
@chandanswain6556 Ай бұрын
@@Papureaction490 ଆମେ ସମସ୍ତେ ଆଶା ରଖିଛେ କି ଏ ସରକାର ନିଶ୍ଚିତ ଗୋ ମାତା ର ରକ୍ଷା ରେ ସହାୟକ ହେବ ,
@SangeetaSahu-nt3nh
@SangeetaSahu-nt3nh Ай бұрын
​@Papureaction49nabin ku kaha bant karba0
@bapisahoo479
@bapisahoo479 Ай бұрын
ନବୀନ ବାବୁ ଜାଣିବା ପୂର୍ବରୁ ସାହାର୍ଯ୍ୟ.. ଯୋଜନା ତା ପାଖରେ ପହଂଚି ଯାଉଥିଲା
@babulakanhar062
@babulakanhar062 Ай бұрын
ବହୁତ୍ ଧନ୍ୟବାଦ୍ ସାର୍ ଭଗବାନ ଆପଣଙ୍କୁ ସାହାସ ଦିଅନ୍ତୁ ଆପଣକଂ ଚଲାପଥ କୁ
@rsagarkumar5503
@rsagarkumar5503 Ай бұрын
Really great Sir 🙏🙏🙏
@prabhudattapanigrahi6900
@prabhudattapanigrahi6900 Ай бұрын
Dear Sir...; U r the Real/Actual HERO of our Odisha state...⚘⚘⚘💎💎💎🤴🤴🤴🙏🏻🙏🏻🙏🏻. GOD BLESS U Mohan Sir.
@narayanadash552
@narayanadash552 Ай бұрын
ଏମିତି, ଜାରି, ରହିଲେ, ଓଡିଶା, ବାସି, ଗର୍ବିତ, ହେବେ
@Jagganath777
@Jagganath777 Ай бұрын
First time ever seen in my life in Odisha. My age is 35 now . Just imagine how our chief minister understands the importance of ground level problems and solving the issue in good and bad times . Assurance to family for the moral and financial support 🙏🏻🎉 hats off to you cm sir
@ritanjalisamal8492
@ritanjalisamal8492 Ай бұрын
Lot of thanks Sir.
@arjundas1868
@arjundas1868 Ай бұрын
Jay jagannath great work CM sir 👏💐
@jaymuduli4583
@jaymuduli4583 Ай бұрын
ଏମିତି କା ମୁଖ୍ୟ ମନ୍ତ୍ରୀ ଓଡ଼ିଶା ର ଗର୍ତ ଜୟ ଜଗନ୍ନାଥ cm sir 🙏🙏🙏
@user-tl7hn5yc7k
@user-tl7hn5yc7k Ай бұрын
ଥାଙ୍କ ୟୁ ସାର 🙏 ଆପଣ ହେଉଛନ୍ତି ସୁପର ହିରୋ 👌👌 ଜୟ ଜଗନ୍ନାଥ 🙏🙏🙏
@krushnachandrabehera314
@krushnachandrabehera314 Ай бұрын
ଜୟ ଜଗନ୍ନାଥ 🙏ଅତିସୁନ୍ଦରମହତ୍ଵ ପୂଣ୍ୟ ପଦକ୍ଷେପ🇮🇳💖
@baidharapanda3280
@baidharapanda3280 Ай бұрын
Thank you sir you are good personality
@mantusahoo9820
@mantusahoo9820 Ай бұрын
ଆମ ଓଡ଼ିଶାର ମୁଖ୍ୟମନ୍ତ୍ରୀ nayak 2
@vivekpanda5887
@vivekpanda5887 Ай бұрын
Kn Nayak 2 modi taku bas kahile basiba uthu kahile uthiba😂😂.
@samaymarndi4896
@samaymarndi4896 Ай бұрын
​@@vivekpanda5887ତ ବଉ ବିଆ 😊
@psmalaya
@psmalaya Ай бұрын
​@@vivekpanda5887 tama hosabare kamse kam ye ta basi outhi paruchhanti hele tama nabin basi outhi parinathile pura soijaouthile
@vivekpanda5887
@vivekpanda5887 Ай бұрын
@@psmalaya bhai mu nabin support ra nuhe ki congress support ra nuhe mu bhi bjp ku support kare
@vivekpanda5887
@vivekpanda5887 Ай бұрын
@@samaymarndi4896 to maa biha 😊
@prasantkumarbehera4791
@prasantkumarbehera4791 Ай бұрын
ବହୁତ ଖୁସି ଲାଗିଲା 🙏🙏👌❤❤❤👌🙏🙏 ବହୁତ ବଢିଆ
@HrusikeshMaharana-x2j
@HrusikeshMaharana-x2j Ай бұрын
ଧନ୍ୟବାଦ ଯଶସ୍ବୀ ମୁଖ୍ୟ ମନ୍ତ୍ରୀ ମୋହନ ଭାଇ, ବର୍ଣନାତିତ ଆପଣଙ୍କ ପଦକ୍ଷେପ ମୁଁ ଆପଣଙ୍କୁ ଶତ ଧନ୍ୟବାଦ ଜଣାଉଛି l
@minianaminimini9164
@minianaminimini9164 Ай бұрын
ସାର ଗୋଟିଏ ଗରିବ ହିଁ ନାହିଁ ଏମିତି କେତେ ଗରିବ କେତେ କଷ୍ଟରେ ଚଳୁଥୁବା ଲୋକ ଅଛୁ ଆମେ ମାନେ କେମିତି ଚଳିବୁ ସବୁ ଗରିବ ଲୋକ ଙ୍କ କଥା ବି ଟିକେ ବୁଝନ୍ତୁ କାହାକୁ କାହାକୁ ତ ଗୋଟିଏ ଓଳି ଖାଇବା ପାଉ ନାହାନ୍ତି ବସ୍ତ୍ର ପାଉ ନାହାନ୍ତି ସେମିତି ଗରିବ ଲୋକଙ୍କୁ କିଛି ସୁବିଧା କରାଯାଉ
@peenku111
@peenku111 Ай бұрын
ହଁ ନିରାଟ ସତ କଥାଟି ସାରଙ୍କୁ ସମୟ ଟିକେ ଲାଗିବ କିନ୍ତୁ ନିଶ୍ଚୟ କରିବେ
@ranjitpattanayak4806
@ranjitpattanayak4806 Ай бұрын
ଧନ୍ୟବାଦ୍ ଜଣାଉଛୁ, ଜଣେ ସାଧାରଣ ବ୍ୟକ୍ତି ଙ୍କ ର ଏପରି ଦୁଃଖଦ ଅବସ୍ଥାରେ ମୂଖ୍ୟମନ୍ତ୍ରୀ ଏପରି କଥା ହେବା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ପ୍ରସାରଣ କରିଥିବାରୁ ଭାସ୍କର ସମ୍ବାଦ ସଂସ୍ଥା କୁ ଧନ୍ୟବାଦ୍।
@AshisNayak-xw9yc
@AshisNayak-xw9yc Ай бұрын
Emitika Chief minister ama Odisha ku darkar thila. Love you sir💯
@anyasasamantaray9857
@anyasasamantaray9857 Ай бұрын
ଆପଣଙ୍କୁ ଅଶେଷ ଧନ୍ୟବାଦ ସାର 🙏🙏🙏🙏
@rakeshswainrakesh4989
@rakeshswainrakesh4989 Ай бұрын
ମୋହନ ମାଝୀ ଜିନ୍ଦା ବାଦ୍
@dillipkumarmishra1857
@dillipkumarmishra1857 Ай бұрын
Mercy of lord Jagannath Hon Mohan Sir continue as CM of Odisha up to 25 years.
@saradipofficial3924
@saradipofficial3924 Ай бұрын
Mohan majhi Gret sir ❤❤❤
@niranjanbhoi3967
@niranjanbhoi3967 Ай бұрын
ଧନ୍ୟବାଦ sir
@bikashchandrakhatuakhatuab7630
@bikashchandrakhatuakhatuab7630 Ай бұрын
ଭବିଷ୍ୟତ ଓଡ଼ିଶା ର ଭାଗ୍ୟ କ'ଣ ହେବ, ଜାଣିନି, କିନ୍ତୁ ଜଣେ ଦରଦୀ, ସମ୍ବେଦନଶୀଳ, ଉଦାର,ଦୟାଶୀଳ , ମାନବିକତା କୁ ଶତକୋଟି ପ୍ରଣାମ ।
@suryasulochana4517
@suryasulochana4517 Ай бұрын
Very sincere, positive outlook and marce full our cm.Thank you very much sir.
@sankirttanmajhi8472
@sankirttanmajhi8472 Ай бұрын
ଏମିତି ମନ୍ତ୍ରୀ ମୋହନ ମାଝୀ ଭଗବାନ ବୁଦ୍ଧଙ୍କ ପରୀ
@ShantiKhara
@ShantiKhara Ай бұрын
My Name Purna Guntha My Dist Koraput Very nice Mhon majhi sir you are Great person responsible CM sir. 💯🙏🙏👍
@LPofficials..7777
@LPofficials..7777 Ай бұрын
ଗ୍ରାମ - କୁଚୁଡ଼ା ,ପୋଷ୍ଟ- ମାଧପୁର, ବ୍ଲକ -ହରଭଙ୍ଗା ଗ୍ରା,ପ -ଆଡେଣିଗଡ, ବୌଧ ଜିଲ୍ଲା ର କଥା ଟିକେ ବୁଝନ୍ତୁ ସାର୍। 🙏🙏
@hemantabehera4158
@hemantabehera4158 Ай бұрын
OK
@subhraodishavlogs
@subhraodishavlogs Ай бұрын
ଆମେ ଏହିପରି ମୁଖ୍ୟମନ୍ତ୍ରୀ ଚାହୁଁଥିଲୁ ।ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବତୁ ମେ।
@user-vv1cx7ff4g
@user-vv1cx7ff4g Ай бұрын
ଜଗନ୍ନାଥ ପ୍ରଭୁ ଆମ ମୁଖ୍ୟ ମନ୍ତ୍ରୀ ଙ୍କୁ ସୁଭାଶିଷ ପ୍ରଦାନ କରନ୍ତୁ l ❤️🌹🙏🌹🌹ଜୟ ଜଗନ୍ନାଥ 🌹🙏🙏🙏🌹❤️
@kailashbhuyan2067
@kailashbhuyan2067 Ай бұрын
ଏମିତି ଜଣେ ମୁଖ୍ୟମନ୍ତ୍ରୀ ଓଡିଶା ରେ ଥିବା ଦରକାର୍ sri
@User-viwer1988Bijay
@User-viwer1988Bijay Ай бұрын
ଆମ ପରିବାର ସଦସ୍ୟ ଆପଣ
@user-ve8cw8ty6f
@user-ve8cw8ty6f Ай бұрын
ଏ ଖୁସି ଖୁସି ନୁହେଁ ଦାଦନ କେହି ନ ଯିବା ଦରକାର ଜଣେ ଖୁସି ହେଲେ ହେବନି ଓଡ଼ିଶା ବାସୀ ଏ ମୀତୀ ଖୁସି ହେବା ଦର କାର
@ramasoren6289
@ramasoren6289 Ай бұрын
Hn bhai heijibo solutions dhorjo rokho
@satyabrat7640
@satyabrat7640 Ай бұрын
ମାଗଣା ଖାଇବା ଲୋକ.ନବୀନ ର ଚାଟିବା ଲୋକ କେମିତି ଖୁସି ଲାଗିବ.
@laxmankumarnayak3270
@laxmankumarnayak3270 Ай бұрын
ଜୟ ଜଗନ୍ନାଥ ବିପଦର ବନ୍ଧୁହିଁ ପ୍ରକୃତ ବନ୍ଧୁ 🙏🙏🙏
@user-jy1uz2xc7v
@user-jy1uz2xc7v Ай бұрын
Great man sir
@manjumaharana1876
@manjumaharana1876 Ай бұрын
Ati sundr kathatie kahuchanti sir
@sanjayrout978
@sanjayrout978 Ай бұрын
ବହୁତ୍ ବହୁତ୍ ବଢିଆ କାମ ମୁଖ୍ୟ ମନ୍ତ୍ରୀ ସାର୍
@bipinnayak9682
@bipinnayak9682 Ай бұрын
ଓଡ଼ିଶା ରେ ଏମିତି ଏକ 🙏🙏ମୁଖ୍ୟମନ୍ତ୍ରୀ ଦେଖୀ ବହୁତ ଖୁସିଲାଗିଲା ,,,,, କିଛି ନହେଲେ ମଧ୍ୟ ଦୁଃଖ ସମୟ ରେ ଏହି ଦୁଇ ପଦ କଥା ❤ ମନକୁ ଛୁଇଁ ଲା
@user-wn8qr5ry1p
@user-wn8qr5ry1p Ай бұрын
Great sir
@brajakishorlenka3176
@brajakishorlenka3176 Ай бұрын
ବହୁତ ସରଳ ଓ ଶାନ୍ତ ବ୍ୟକ୍ତିତ୍ୱ
@prakashchandrapattnaik9214
@prakashchandrapattnaik9214 Ай бұрын
Jay. Jagannarth. 🙏🙏🙏💐🌹
@MdNasir-ep2kp
@MdNasir-ep2kp Ай бұрын
Great message congratulations everyone 🎉🎉
@user-wn1fw5fo7l
@user-wn1fw5fo7l Ай бұрын
ବହୁତ ବହୁତ ଦନ୍ୟବାଦ୍ ସାର୍
@anantabratadebanath
@anantabratadebanath Ай бұрын
ଜୟ ଜଗନ୍ନାଥ।।।🙏🙏🙏
Challenge matching picture with Alfredo Larin family! 😁
00:21
BigSchool
Рет қаралды 43 МЛН
This Dumbbell Is Impossible To Lift!
01:00
Stokes Twins
Рет қаралды 32 МЛН
Oh No! My Doll Fell In The Dirt🤧💩
00:17
ToolTastic
Рет қаралды 3,7 МЛН