No video

କାହା ଆଗରେ ମୁଣ୍ଡ ନୁଆଁଇବ ନାହିଁ ଏ ଗାନ୍ଧୀ ପରିବାର । ଆସିଥିଲେ ମୋଦି , ହେଲେ ପ୍ରତିଶୋଧ ପାଇଁ ଆସିଲେନି ରାହୁଲ ।।

  Рет қаралды 205,993

Kalinga Today Live

Kalinga Today Live

Күн бұрын

କାହା ଆଗରେ ମୁଣ୍ଡ ନୁଆଁଇବ ନାହିଁ ଏ ଗାନ୍ଧୀ ପରିବାର । ଅମ୍ବାନୀ ନିଜେ ଜାଇ ରାହୁଲ ଗାନ୍ଧା ଓ ସୋନିଆ ଗାନ୍ଧୀଙ୍କୁ ନିମନ୍ତ୍ରଣ କରିଥିଲେ ...ହେଲେ କାହିଁକି ବାହାଘରକୁ ଆସିଲେନି ଗାନ୍ଧୀ ପରିବାର କୈଣସି ବି ସଦସ୍ୟ ।। ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ।।
------------------------------------------------
kalinga today live is Odisha's leading 24x7 news and current affairs Digital channel. Odisha's most credible media house that also publishes updates on news, politics, sports, business, current affairs, entertainment, technology, health updates.
#kalingatodaylive #kalingatoday #odishanews #ambaniwedding #ambanisonwedding #ambanireliance #ambani #anantsinghnews #ambanifamily #rahulgandhi #congress

Пікірлер: 271
@prakash35b
@prakash35b Ай бұрын
ରାହୁଲ ଗାନ୍ଧି କଂ ଏ ନିପ୍ପତି ରେ ଦେଶ 🇮🇳 ବାସୀ ବହୁତ ଖୁସି ।
@sabitapadhi8946
@sabitapadhi8946 Ай бұрын
ତୁ ହଉ ଥିବୁ 😂
@SunaramSundi123
@SunaramSundi123 Ай бұрын
କଂଗ୍ରେସ ପରିବାର ଶିକ୍ଷିତ ଓ ବୁଦ୍ଧି ଜିବି ଅଟନ୍ତି ।ଏଣୁ ୧୦୦ ସଲାମ ଜିନ୍ଦାବାଦ କଂଗ୍ରେସ।
@prasantajena1509
@prasantajena1509 Ай бұрын
ଏଇ ସଂସାର ରେ କେହି ଧନିନୁହନ୍ତି ଯେ ମାନେ ଧନିକହୁଛନ୍ତି ଗାଣ୍ଡି ମାରି ଧନି ହଉଛନ୍ତି ଧନି କେବଳ ଚାଷୀମାନଙ୍କୁ କୁହାଯାଏ
@dhaneswardas7823
@dhaneswardas7823 Ай бұрын
ମାନିବାକୁ ପଡ଼ିବ, ଅମ୍ବାନୀ ସମସ୍ତଙ୍କୁ ପକେଟରେ ପକାଇ ପାରିଲେ ମାତ୍ର ରାହୁଲ ଗାନ୍ଧୀ ସ୍ବତନ୍ତ୍ର।
@krushnachandrasahoo8050
@krushnachandrasahoo8050 Ай бұрын
ଜିଓ ଟାରିଫ ରେଟ୍ ବଢାଇ ସାଧାରଣ ଲୋକଙ୍କୁ ଲୁଟ୍ ଥିବା ଅମ୍ବାନୀ ପରିବାରର ଭୋଜିକୁ ନ ଯାଇ ଗାନ୍ଧି ପରିବାର ଭଲ କରିଛନ୍ତି ।
@kunipanigrahi1046
@kunipanigrahi1046 Ай бұрын
Hn Bhai thik kahila
@jitendra2796
@jitendra2796 Ай бұрын
ଧନ୍ୟବାଦ ସାର୍ ଆପଣକୁ
@dilipkumarsinha780
@dilipkumarsinha780 Ай бұрын
@@krushnachandrasahoo8050 Amari dhanare sankirtana.
@tarachandpanda9481
@tarachandpanda9481 Ай бұрын
Bhai se jabe ipl team kinila se time re kaha govt thila
@ranajitkumarmohanty9740
@ranajitkumarmohanty9740 Ай бұрын
ଗାନ୍ଧୀ ଦେଶପାଇଁ ଲଢ଼ି ସ୍ୱାଧୀନତା ଦେଇଛନ୍ତି ll ସେତେବେଳେ ଯେଉଁମାନେ ଇଂରେଜ ମାନଙ୍କର ଦଲାଲ ଥିଲେ ଆଜି ତାଙ୍କରି ରକ୍ତ ଆଦାନୀ ଅମ୍ବାନୀ ଓ ସବୁ ପୁଞ୍ଜିପତି ମାନଙ୍କର ଦଲାଲ ll ଏମାନେ ସାଧାରଣ ଜନତାଙ୍କ ପାଇଁ କିଛି କରନ୍ତି ନାହିଁ ll
@spofficialvlogs8308
@spofficialvlogs8308 Ай бұрын
❤❤❤
@user-hc5rd3pw7t
@user-hc5rd3pw7t Ай бұрын
Han gandi bharat too Pakistan ku alaga karichanti jou kake congress thiba bharat emiti kasta paiba
@santoshjena2554
@santoshjena2554 Ай бұрын
Chor hata re chabi
@tm_rm_mm_meher43
@tm_rm_mm_meher43 Ай бұрын
Bal ta kariche Gandhi paribar
@pratapbiswal4861
@pratapbiswal4861 Ай бұрын
Rahul ji is great
@AbhayaGochhayat
@AbhayaGochhayat Ай бұрын
Papu 😂😂😂
@user-xw6db8lb3y
@user-xw6db8lb3y Ай бұрын
​@@AbhayaGochhayatPapu toro bapa feku
@sanjayarout3164
@sanjayarout3164 Ай бұрын
ବହୁତ୍ ସୁନ୍ଦର ପଦକ୍ଷେପ କାରଣ ଯିଓ ରେଟ ବଢେଇ ଗରିବ ଲୋକ ଙ୍କ ତଣ୍ଟି ଚିପ ପଇସା ନେବା ଆଉ ସେଇ ପଇସା ରେ ଭୋଜି କରିବା କେତେ ଜୋର୍ ଠିକ୍ ସିଏ ପାପ ପଇସା ରେ ଭୋଜି ନ ଖାଇବା ଠିକ୍
@pratiharpradhan1305
@pratiharpradhan1305 Ай бұрын
ଯେଉଁ ଦେଶରେ 80%ଲୋକ ମାଗଣା ରାସନ ରେ ଜୀବନ ବିତାନ୍ତି ସେହି ଦେଶରେ ପାଞ୍ଚ ହଜାର କୋଟି ବ୍ୟୟରେ ବାହାଘର ହେବା ଯେତିକି ଆଶ୍ଚର୍ଯ୍ୟ ଜନକ ଦେଶର ପ୍ରଧାନମନ୍ତ୍ରୀ ସେହି ଭୋଜି ରେ ଯୋଗ ଦେବା ସେତିକି ଲଜ୍ୟା ଜନକ
@kunipanigrahi1046
@kunipanigrahi1046 Ай бұрын
Right pura Sata
@managobindapatra4764
@managobindapatra4764 Ай бұрын
Right right right right right right right right right you are very very nice and beauty of the year, again right right right right right right right right right right right right right right right right right right right right right right right right right right right right Good and best' news of the year
@subhransudalai8360
@subhransudalai8360 Ай бұрын
ମୋଦୀ ନିଜେ ଆଡ଼ମ୍ବରପୂର୍ଣ୍ଣ ଜୀବନ ଜିଉଁଛନ୍ତି (ଅତିବାହିତ କରୁଛନ୍ତି)
@khitishkumaramanta9301
@khitishkumaramanta9301 Ай бұрын
Ek dam thik katha kahela bhai 🙏🙏 modi, saha adani ambane, desh ku,barbad,kare,sarelene,🙏🙏
@sabitapadhi8946
@sabitapadhi8946 Ай бұрын
ସେ ନିଜ ଅର୍ଜନ ଟଙ୍କା ଖର୍ଚ୍ଚ କଲେ ତୁମେ ସବୁ ବିଧବା ବିଳାପ କାହିଁକି କରୁଛ ? ପୁଅ ବାହାଘରେ ମୋଟ ଯୌତୁକ ନେବ ଝିଅ ବାହାଘରେ ଦଉଥିବ ଏଠି ଗରିବ ର ଦୁଃଖ ରେ ଫାଟି ଯାଉଚି ତମର 😂
@jullysamal6626
@jullysamal6626 Ай бұрын
ଆରେ କେତେ ହାତ ଗଣତି vip ଯାଇଥିଲେ କେତେ ଆଶୀର୍ବାଦ ଦେଇଥିବେ ବଟ କୋଟି କୋଟି ଭାରତବାସୀ ଗରିବଙ୍କ ପଇସା ଶୋଷଣ କରି high stile ବାହାଘରରେ କିଛି ଲାଭ ହିଁ ନାହିଁ କାରଣ ଗରିବଙ୍କ ଅଭିଶାପ ପଡୁଥିବ,ଯିଏ ଭଲ ଆଉ ବୁଦ୍ଧିମାନ invite ପାଇଲେ ବି ଯାଇନାହାନ୍ତି ,ବହୁତ୍ ବଢିଆ କଥା କାରଣ କେତେ ବିନା ନିମନ୍ତ୍ରଣ ରେ ଯାଇ ଖାଇଥିବାରୁ ଦଣ୍ଡ ମିଳିଛି ସତ୍ ଧିକ ସେ ବାହାଘର କି ଅଭିଶପ୍ତ ବାହାଘର ସାଧାରଣ ଲୋକଟେ ବାହାଘରରେ କାହାକୁ ବି ଡାକନ୍ତି କିଛିବି ଦାନ ଧର୍ମ କରନ୍ତି ସେଦିନ ଅମ୍ବାନୀ ଦଣ୍ଡ ଦେଇଚି ଓ ଅପମାନ ବିନା invite re jie ଆସିଚି ଏ କଣ ,ବହାଗର ନୁହେଁ ତ ବିପରୀତ
@dibyaturuk2673
@dibyaturuk2673 Ай бұрын
Jay Congress party jindabad Rahul Gandhi jindabad next PM Rahul Gandhi
@dilipkumarsinha780
@dilipkumarsinha780 Ай бұрын
Vere Good Disicion . 🇮🇳🇮🇳🇮🇳🙏🇮🇳🇮🇳🇮🇳
@spofficialvlogs8308
@spofficialvlogs8308 Ай бұрын
❤❤❤
@ashokdas2815
@ashokdas2815 Ай бұрын
Rahul Gandhi is right
@lokeshsahu6217
@lokeshsahu6217 Ай бұрын
ହଜାର ହଜାର କୋଟି ଟଙ୍କା ବାହାଘରରେ ଖର୍ଚ୍ଚ କରି ନିଜର ଆଧିପତ୍ୟ ଦେଖେଇବା ସମାଜ ପାଇଁ ଶୁଭଙ୍କର ନୁହେଁ। ମୁଁ ଭାବୁଛି ସାଧାରଣ ଲୋକଙ୍କ ଭଲି ବିବାହ ହୋଇଥିଲେ ଅମ୍ବାନୀ ପରିବାରର ସମ୍ମାନ ଆହୁରି ହୋଇଥାନ୍ତା। ଆମେ କିଛି କହିବାର ନାହିଁ ତାଙ୍କର ଇଚ୍ଛା। ଜୟ ଜଗନ୍ନାଥ 🙏
@dambaruchhatria-xr5lk
@dambaruchhatria-xr5lk Ай бұрын
Right sir 🙏🙏🙏🙏🙏🙏🙏
@kanhudas3308
@kanhudas3308 Ай бұрын
One ନମ୍ବର 1 rahul sir 👏👏👍
@bapujidalei-kt5ul
@bapujidalei-kt5ul Ай бұрын
Rahul sir namaste
@user-ke6dk6bv7l
@user-ke6dk6bv7l Ай бұрын
Rahul is great
@santoshmallick8782
@santoshmallick8782 Ай бұрын
Balona
@royalkin-r7n
@royalkin-r7n Ай бұрын
Rahul and Congress is the voice of Poor's ,farmers, Students,and lakhs of unemployed youths.
@spofficialvlogs8308
@spofficialvlogs8308 Ай бұрын
❤❤❤
@badapuadhal3963
@badapuadhal3963 Ай бұрын
Right decision
@raninarayanmohankuda5047
@raninarayanmohankuda5047 Ай бұрын
Rahul ji your decision right decision
@jullysamal6626
@jullysamal6626 Ай бұрын
ଠିକ୍ କଥା,ଅନନ୍ତ ମଇଁଷି panitanki ଭଳି ଦିଶୁଛି,ରାଧିକା ଆର ବର୍ଷକୁ ଛାଡ଼ିକି ପଳେଇବ
@jagannathdas9959
@jagannathdas9959 Ай бұрын
Tu ta beauty queen
@muktikantadutta5405
@muktikantadutta5405 Ай бұрын
Thank you Gandhi paribar
@prakashnanda4004
@prakashnanda4004 Ай бұрын
Rahul best , correct decission
@SekharsambhitDhal
@SekharsambhitDhal Ай бұрын
Jay Congress ❤ Love you Gandhi pariwar ❤❤
@bapircb7783
@bapircb7783 Ай бұрын
ରାଇଟି
@jayantmaharatha7481
@jayantmaharatha7481 Ай бұрын
Good decision, very good rahul
@subhagamer123
@subhagamer123 Ай бұрын
Narendra Modi , ଅମ୍ବାନୀ ବାହାଘରକୁ ଯିବ ଉଚିତ ନ ଥିଲା।
@kunipanigrahi1046
@kunipanigrahi1046 Ай бұрын
Right
@ranjitamishra6206
@ranjitamishra6206 Ай бұрын
କାହିଁକି ଯିବେ ନାହିଁ, ନିମନ୍ତ୍ରଣ ମିଳିଲେ ଆମ ଧର୍ମ ଅନୁଯାୟୀ ଯିବାର କଥା ଅଛି ।
@dibakarbhoi9256
@dibakarbhoi9256 Ай бұрын
@@ranjitamishra6206 pakistan bi narendra modi jaithila
@user-xw6db8lb3y
@user-xw6db8lb3y Ай бұрын
​@@ranjitamishra6206ବିନା ନିମନ୍ତ୍ରଣରେ ବିରିୟାନୀ ଲୋଭରେ ପାକିସ୍ଥାନକୁ ପଳେଇଥିଲା ତମ ମୋଦୀ
@AkshyaKumar-gr6vx
@AkshyaKumar-gr6vx Ай бұрын
Se magiha modi go chora desha ku biki sarichi
@pradeeppradhan6133
@pradeeppradhan6133 Ай бұрын
Jie desh ku suyadhina deichi se puni ambani agare kahiki mundo nuaibo ki
@JagannathSahoo-vb4rj
@JagannathSahoo-vb4rj Ай бұрын
ମୋଦି ଭଳି ଭିକାରୀ ନୁହେଁ ରାହୁଲ
@santoshnanda8793
@santoshnanda8793 Ай бұрын
Rajib Gandhi is great
@swadhikarbetaj3768
@swadhikarbetaj3768 Ай бұрын
ଗାନ୍ଧୀ ପରିବାର ର ନିୟତ କିଛି ଏମିତି।ମନେରଖିବା କଥାଯେ,ରାଜନିତିରେ କେହି କା'ର ଚିରକାଳ ଶତୃ ନଥାନ୍ତି ବା କେହି ମିତ୍ର।
@vfggsaho7441
@vfggsaho7441 Ай бұрын
Rahul. Gandhi. Najibaru. Kan. Biva. Banda. Heigalaki. Se. Jane. Nagale. Kan. Bhasigala
@user-tx4xu4be7o
@user-tx4xu4be7o Ай бұрын
Aaaa news wala kn apatu kahile apon mane Amiti semiti kichi cmnt diontuni bcz kn personal prblm b heithai pare
@dillippradhan3536
@dillippradhan3536 Ай бұрын
Jay Rahul Gandhi Jay congress
@sikupradhan3784
@sikupradhan3784 Ай бұрын
Good rahul ji
@satyabhamagiri7982
@satyabhamagiri7982 Ай бұрын
ଜୟ କଂଗ୍ରେସ 🥰❤️😊😘
@bimalanytv4556
@bimalanytv4556 Ай бұрын
Rahul is 👍
@sunilbadara3203
@sunilbadara3203 Ай бұрын
Jio bye bye
@prashantbarik9821
@prashantbarik9821 Ай бұрын
Rahul Gandhi grate
@kunipanigrahi1046
@kunipanigrahi1046 Ай бұрын
Right
@NahedaPr-fr8ni
@NahedaPr-fr8ni Ай бұрын
Dhani bekti ta gandhi paribara tanka pakhare naitika mulya bodha achhi swyabhiman bi achhi thanks i like rahul gandhi thanks god bless you and your lovely family members 💗💗❤️🙏
@sudammalik5725
@sudammalik5725 Ай бұрын
The great Gandhi femely. No black money
@duryodhanpara1205
@duryodhanpara1205 Ай бұрын
Great Rahul sir...
@bamansahu6900
@bamansahu6900 Ай бұрын
THE GREAT RAHUL GANDHI because a huse amount spent in marriage where the poorers are slepping at rly station so RAHUL IS GREAT FOR THIS
@AshokRaita
@AshokRaita Ай бұрын
Rahul Gandhi joy Congress joy
@Nitish86858
@Nitish86858 Ай бұрын
Rahul gandhi❤very good👍
@nirmaladas2884
@nirmaladas2884 Ай бұрын
Rahul gandhi God bless you ,Jay Congress jay Rahul
@biprabhatra779
@biprabhatra779 Ай бұрын
Ok good rahul ji
@kartikmeher9780
@kartikmeher9780 Ай бұрын
App bahut ashe hein sir God bless u and all parbar
@varisavarisa4316
@varisavarisa4316 Ай бұрын
Rahul is great hero love for Rahul bro
@BibunaBibhuti
@BibunaBibhuti Ай бұрын
Joy congress thanks
@KandarpaMeher-zw3ms
@KandarpaMeher-zw3ms Ай бұрын
Thank you Gandhi family
@mrchittamajhi93
@mrchittamajhi93 Ай бұрын
Great Rahul Gandhi you absolutely right.
@sibaramsahu1803
@sibaramsahu1803 Ай бұрын
Jay Congress Rahul Gandhi ❤️❤️❤️🙏👍👍👍✅
@sanjayaofficial5246
@sanjayaofficial5246 Ай бұрын
Congress jinda bad
@salmanmallick435
@salmanmallick435 Ай бұрын
Very good decision of Mr.Rahu
@user-ln5uv9nb6r
@user-ln5uv9nb6r Ай бұрын
Great man rahul gandhi
@ashalunaik9380
@ashalunaik9380 Ай бұрын
Good job Rahul ji
@NiranjanGouda-pq2ui
@NiranjanGouda-pq2ui Ай бұрын
Good decision Rahul ji ❤❤❤
@UNIKPURTY-gc3dj
@UNIKPURTY-gc3dj Ай бұрын
Rahul sir is great
@baishnavidivyanshi956
@baishnavidivyanshi956 Ай бұрын
Rahul next prime minister of India
@tushardash1507
@tushardash1507 Ай бұрын
Very good step taken by Gandhi paribar.
@DaudaparichhaParichha
@DaudaparichhaParichha Ай бұрын
Jay Congress party jindabad
@user-vo3wz2tv1v
@user-vo3wz2tv1v Ай бұрын
ରାହୁଲ ଗାନ୍ଧୀ is best
@user-jt2qz9md7u
@user-jt2qz9md7u Ай бұрын
Congress jindawad Rahul Gandhi jindawad
@akheswardalabehera5028
@akheswardalabehera5028 15 күн бұрын
Jay congress. ...
@kishorkumarmishra3949
@kishorkumarmishra3949 Ай бұрын
Good decision rahul ji abb tumko Karodo lok like karenge
@ramakantabehera4856
@ramakantabehera4856 Ай бұрын
❤❤❤aare Rahul nogale nahi ama Modi jai chhanti samagra bharat basi nka tarapharu asirbad deichhanti au jay ho jio bi kahi chhanti
@omprakashsahu4247
@omprakashsahu4247 Ай бұрын
ରାହୁଲ୍ ଗାନ୍ଧୀ ନଗଲେ ନାଇ କଣ ହେଇଗଲା ଇଣ୍ଡିଆ ମେଣ୍ଟ ର ସମସ୍ତେ ଭୋଜି ଖାଇ ମସ୍ତ୍ ହେଇଗଲେ
@nirmaladas2884
@nirmaladas2884 Ай бұрын
Rahulgadhi is great leader
@muktikantabehera3939
@muktikantabehera3939 Ай бұрын
Rahul gandhi is a great man❤❤❤❤❤👍👍👍👍👍👍👍
@Lat4688
@Lat4688 Ай бұрын
ରାହୁଲ ଗାନ୍ଧି ଜଣେ ଅହଂକାରୀ ବ୍ଯକ୍ତି । ସେ ଭାରତର ଶିଳ୍ପ ପତି ମାନଙ୍କୁ ଏପରି ଇନ୍ସଲଟ କରିବା ଠିକ ହେଲାନି । ସେ ବୋଧେ ପାକିସ୍ଥାନୀ କିମ୍ବା ଅନ୍ଯ କୌଣସି ବିଦେଶର ଶିଳ୍ପପତି ଡାକିଲେ ଯିବେ ଓ ଲୁଚି ଲୁଚି ସବୁ ଖାଇବେ ।
@brajakishorbhuyan5428
@brajakishorbhuyan5428 Ай бұрын
Simple living and high thinking was there and still there is .
@nksahoo4123
@nksahoo4123 Ай бұрын
Right Decision
@dpnahak4800
@dpnahak4800 Ай бұрын
Right decision of Rahul Gandhi I request to Rahul Gandhi please ask in assembly that why recharge plan increasing telecom
@ommkumarommkumar2921
@ommkumarommkumar2921 Ай бұрын
Wow very good 👍
@RabisingGond-sj7eh
@RabisingGond-sj7eh Ай бұрын
ବଲ ହେଇଛି ଯାଇ ନାହାନ୍ତି କଲୋଙ୍କ ପଇସା ରେ ବାହାଘର କରିଛନ୍ତି
@SusantkumarMajhi
@SusantkumarMajhi Ай бұрын
Gandhi family always great
@atrangisatrangi8052
@atrangisatrangi8052 Ай бұрын
5000 କୋଟି ଜଦି ବେକାରୀ ପିଲାକୁ ରୋଜଗାର ଯୋଜନା ପ୍ରସ୍ତୁତ କରି ଥାଆନ୍ତି ତେବେ ବହୁ ସଂଖ୍ୟାରେ ଆଶୀର୍ବାଦ ମିଳିଥାନତା
@parsuramsisa8947
@parsuramsisa8947 Ай бұрын
Very very good Raulugandi
@user-vk2qp6ty7z
@user-vk2qp6ty7z Ай бұрын
ରାହୁଲ ଗାନ୍ଧୀ ବାହାଘର କୁ ନଯାଇ ଠିକ୍ କରିଛନ୍ତି,
@haripriyasatapathy1992
@haripriyasatapathy1992 Ай бұрын
Rahul Gandhi absolutely right now
@pramodsamanta3854
@pramodsamanta3854 Ай бұрын
Absolutely right
@user-pk5dl9et3m
@user-pk5dl9et3m Ай бұрын
Very nice decision 👍👍
@santilatapanda1386
@santilatapanda1386 Ай бұрын
Bhala hei chhi
@deepakkumarpradhan5889
@deepakkumarpradhan5889 Ай бұрын
Rahul babu se vikari gharaku jainahenty bahut bhala
@ranveermallik8397
@ranveermallik8397 Ай бұрын
Rahul Gandhi ji. Great
@lukashdigal425
@lukashdigal425 Ай бұрын
Best leader Rahul Gandhi
@priyankamishra1453
@priyankamishra1453 Ай бұрын
Rahul sit is right
@alokbeherabehera1597
@alokbeherabehera1597 Ай бұрын
Very good raul Ji grateful man
@user-on3pq8dq9c
@user-on3pq8dq9c Ай бұрын
bhala heichi
@user-pe1le4nv6u
@user-pe1le4nv6u Ай бұрын
👌👌👌👌👌
@user-yl7ge9pw9g
@user-yl7ge9pw9g Ай бұрын
Rahulgandigendabad ❤
@user-bj8mg7cu2v
@user-bj8mg7cu2v Ай бұрын
Rightjaycongress
@user-ye3gw5oq3q
@user-ye3gw5oq3q Ай бұрын
Rahul sir ❤️🙏🙏🙏
@sonabhai5113
@sonabhai5113 Ай бұрын
Good decision ❤
@raghunathjena3361
@raghunathjena3361 Ай бұрын
Right
@bijaypadhan5967
@bijaypadhan5967 Ай бұрын
ଜିନ୍ଦାବାଦ କଂଗ୍ରେସ
@saritagond5138
@saritagond5138 18 күн бұрын
Rahul gandhi is great ❤
@damodharsahu4111
@damodharsahu4111 Ай бұрын
Good Rahul Gandhi sir
@AjitkumarJena-gt6gv
@AjitkumarJena-gt6gv Ай бұрын
Rahul Gandhi is great 👍👍👍👍
@TribalVlogger__Supreme
@TribalVlogger__Supreme Ай бұрын
Rahul Gandhi is very good
My Cheetos🍕PIZZA #cooking #shorts
00:43
BANKII
Рет қаралды 27 МЛН
7 Days Stranded In A Cave
17:59
MrBeast
Рет қаралды 89 МЛН
Get 10 Mega Boxes OR 60 Starr Drops!!
01:39
Brawl Stars
Рет қаралды 18 МЛН
SPILLED CHOCKY MILK PRANK ON BROTHER 😂 #shorts
00:12
Savage Vlogs
Рет қаралды 48 МЛН
My Cheetos🍕PIZZA #cooking #shorts
00:43
BANKII
Рет қаралды 27 МЛН