କେମିତି ପାଇବେ ସୁଭଦ୍ରା ଟଙ୍କା ? Subhadra Yojana Online Apply | How To Apply Subhadra Scheme| BJP Scheme

  Рет қаралды 2,219,315

News18 Odia

News18 Odia

19 күн бұрын

କେମିତି ପାଇବେ ସୁଭଦ୍ରା ଟଙ୍କା ? Subhadra Yojana Online Apply | How To Apply Subhadra Scheme| BJP Scheme
The first cabinet meeting of the BJP government chaired by Chief Minister Mohan Charan Majhi on Wednesday took four major decisions that include opening of all the four gates of the Shree Jagannath Temple at Puri from June 13 (Thursday) to facilitate free flow of devotees into the shrine for seamless darshan of the Trinity. The BJP government felt that the schemes implemented by the previous government for empowerment of women through self help groups have failed to bring desired results. The cabinet approved the Subhadra Jojana under which cash voucher of Rs 50,000 will be provided to each women beneficiary which they can encash within two years.
#subhadrayojana #bjp #womanscheme #svadrayojana #subhadrascheme #mohanmajhi #odishacm #pmmodi #n arendramodi #News18Odia #OdiaNews #ଆଜିରନ୍ୟୁଜ #odishanews #oriyanews
Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
Download our News18 Mobile App - onelink.to/desc-youtube
Please visit our website bit.ly/2YaikeJ for the latest opinions and detailed news coverage.
Follow us on
Facebook: / news18odia
Twitter: news18odia?lang=en
Website: bit.ly/2YaikeJ
Subscribe to our channel to get the latest news and updates tinyurl.com/y46bt2fm

Пікірлер: 834
@SonuMaharana-lf8pt
@SonuMaharana-lf8pt 18 күн бұрын
ଜଗ୍ୟ ହିତାଧିକାରୀ ମାନଙ୍କୁ ମିଳି ଲେ ଭଲ ହେବ ।କିନ୍ତୁ ଧନ ସମ୍ପତି ,ଚାକିରି ଥାଇ ମଧ୍ୟ ଅନେକ ଘରର ଧନୀ ବର୍ଗ ମହିଳା ମାନେ ରାସନ କାର୍ଡ କରିଛନ୍ତି ଏବଂ shg ରେ ସଭ୍ୟା ହୋଇଛନ୍ତି। ନବୀନ ସରକାରଙ୍କ ଶାସନ କାଳରେ ଏମିତି ଅନେକ ମହିଳା ଏହାର ଲାଭ ଉଠାଉ ଥିଲେ ଏବଂ ଦୁବାଇ ମଧ୍ୟ ଯାଇଥିଲେ ।ଘର ତଳ ,ଉପର କରି ଘର ଭଡ଼ା ଦେଉଛନ୍ତି, ସମ୍ପତି ପୂର୍ଣ୍ଣ ମହିଳା ମଧ୍ୟ ନିଜ କୁ ଗରିବ କହି ,ଭିତିରିଆ ଦଳର କର୍ମୀ ମାନଙ୍କୁ ଧରି ନିଜେ ରାସନ କାର୍ଡ ମଧ୍ୟ କରିଛନ୍ତି।ଜଣେ 2 ଟି ରାସନ କାର୍ଡ ମଧ୍ୟ ନାମ ଚେଞ୍ଜ କରି ,ସରକାରୀ ସୁବିଧା ପାଇଛନ୍ତି।କେହି କିଛି ବୁଝୁ ନାହାନ୍ତି , କୌଣସି ପଦକ୍ଷେପ ନେଉନାହାନ୍ତି, ସମସ୍ତେ ଚୁପ୍।ଏମାନଙ୍କୁ ଧରିବେ କେମିତି। ଅ ନେକେ ତ ଟଙ୍କା ରଖିବା ବ୍ୟାଙ୍କ ଖାତା ଅଲଗା ଏବଂ ସରକାରୀ ସୁବିଧା ପାଇଁ ଲାଗୁଥିବା bank ଖାତା ଅଲଗା ଜନ ଧନ ଖାତା କରିଛନ୍ତି। ଯେତେବେଳେ କରନା ହୋଇଥିଲା ସେତେବେଳେ ସେମାନେ ଜନ ଧନ ଖାତାରେ 500 ଟଙ୍କା 3 ଥର ପାଇଥିଲେ। ଏବଂ ଉଜ୍ଜଲା ଗ୍ୟାସ୍ ମଧ୍ୟ ନେଇଛନ୍ତି। ଏବେ ପୁଣି ଏଇ ଯୋଜନା ରେ ପ୍ରଥମେ ସେମାନେ ହିଁ ଆବେଦନ କରିବା ପାଇଁ ଅଣ୍ଟା ଭିଡି ଲେନି। ଦେଖିବା ମୋଦି ସରକାର କିପରି ଯୋଗ୍ୟ ହିତାଧିକାରୀ ଚୟନ କରିବେ। ଯଦି ପୁଣି ରାସନ କାର୍ଡ ଚୟନ ହିତାଧିକାରୀ ପ୍ରକ୍ରିୟା ଆରମ୍ଭ ହୁଅନ୍ତା ତେବେ ସବୁ ଠିକ୍ ହୁଅନ୍ତା।ଖାଇବାକୁ ନ ପାଇବା ଗରିବ ଲୋକଙ୍କୁ ସହାୟତା କରିବା ଠିକ୍ କିନ୍ତୁ ଧନ ସଂପତ୍ତି ଥିବା ଲୋକ ଯଦି ଏମିତି ଚୋରା କାରବାର କରିବେ ତେବେ ଓଡ଼ିଶା ର ହେବ କଣ। ମର ମୋଦୀ ସରକାରଙ୍କୁ ଏତିକି ଅନୁରୋଧ କି ସରକାରୀ ଚୟନ ପ୍ରକ୍ରିୟା ଠିକ୍ ରେ କରାଯାଉ।
@Twins_Lifestyle
@Twins_Lifestyle 18 күн бұрын
ଆପଣ ଠିକ କହିଛନ୍ତି 👍
@user-wc6dn4db4r
@user-wc6dn4db4r 18 күн бұрын
Chasa namo re epatu sepataru photo uthai Paisa pauchhanti
@user-cp9xw5nr1j
@user-cp9xw5nr1j 18 күн бұрын
100%right
@sunitapanigrahy7402
@sunitapanigrahy7402 18 күн бұрын
ପୁରାପୁରି ଠିକ୍ କଥା ଲେଖିଛନ୍ତି 👍👍
@SurprisedFlamingo-kk5jy
@SurprisedFlamingo-kk5jy 18 күн бұрын
ଐଈଟା ତ ଭୂଲ ଐକ୍ସନ୍ ହେଊ
@SureshOjha-yd7xs
@SureshOjha-yd7xs 18 күн бұрын
ସରକାର ଙ୍କ ମର ଅନୁରୋଧ ପ୍ରଥମେ ବିଧବା ମା ମାନିକୁ ଦିଅନ୍ତି 🙏🙏🙏 Jay Jagannath 🙏🙏🙏
@user-do3xx1yx5h
@user-do3xx1yx5h 18 күн бұрын
, 3D
@user-mj4gf4wx8l
@user-mj4gf4wx8l 10 күн бұрын
Purushon Ko Pani ki Chennai ki😊
@user-mj4gf4wx8l
@user-mj4gf4wx8l 10 күн бұрын
Jhadu wife name
@user-mj4gf4wx8l
@user-mj4gf4wx8l 10 күн бұрын
Subodh Raj Yojana ke purushon
@user-mj4gf4wx8l
@user-mj4gf4wx8l 10 күн бұрын
Online shopping chalchitra accept kijiye coronavirus
@AnantBabu923
@AnantBabu923 18 күн бұрын
ସୁଭଦ୍ରା ଯୋଜନା ମାଗଣା ନା ଋଣ ପ୍ରଦାନ ଏ କଥା ସଠିକ୍ ଭାବରେ କାହିଁକି କହୁନ , ଖାଲି ସୁଭଦ୍ରା ଯୋଜନା ସୁଭଦ୍ରା ଯୋଜନା କହୁଛ .... ପ୍ରଚାର ସର୍ବ ସ୍ବ
@SubasBhuyan-lp8py
@SubasBhuyan-lp8py 16 күн бұрын
ଭାଇନା ସୁଭଦ୍ରା ଯୋଜନା ର ଲାଷ୍ଟକୁ ସୁଧ ମୂଳ ସହ ସବୁ ନେଇଯିବ ଇଏ ପରା ମୋଦି ର ପ୍ଲାନ
@sumantanayak-likun
@sumantanayak-likun 16 күн бұрын
Jojona deba magana khaebaku nuhe sudha mula pura chachiki nebr bjp sarkar ata kou magana jojona nuha vai
@swateesatpathy364
@swateesatpathy364 16 күн бұрын
Not a loan its free
@sumantanayak-likun
@sumantanayak-likun 15 күн бұрын
@@swateesatpathy364 tmku kia kahila didiii
@alibhanaik3487
@alibhanaik3487 13 күн бұрын
Widow manaku dia jiba na nahi
@AshokMalik-tu7vt
@AshokMalik-tu7vt 18 күн бұрын
ଆମ ଘରେ ଜନେବି ଚାକିରିଆ ନାାଁହାନ୍ତି, ଆମେ 8 ବର୍ଷ ହେଲାଣି ଲାଗିଲାନୁ ରାସନ୍ କାର୍ଡ କରିବା ପାଇଁ, କିନ୍ତୁ ଆମର ହେଇ ପାରୁନି, ଦୟା କରି ଆପଣ ପୁଣି ତଦାରଖ କରି ଉପୋଯୁକ୍ତ ଲୋକ ମାନକୁ ରାସନ କାର୍ଡ ଦିଆଯାଉ,
@msurbasi
@msurbasi 18 күн бұрын
ଆମର ରାଶନ କାର୍ଡ ନାହିଁ
@sanjubaba5944
@sanjubaba5944 18 күн бұрын
Bhai sarkar ku janaya.News channel balla kana jai tama naa kahiba
@Mama-chagala
@Mama-chagala 18 күн бұрын
Thiki kahicha amra bi sm kintu hauni rasan card😢😢😢😢
@anuskaranipadhy9797
@anuskaranipadhy9797 18 күн бұрын
Aama rabi aasubidha kintu rasankad nahi
@user-ni4ob1yo4j
@user-ni4ob1yo4j 18 күн бұрын
Same problem amar
@shiningsaloni7427
@shiningsaloni7427 18 күн бұрын
ସବୁ ତ ରାସନ କାର୍ଡ ଧାରୀ ପାଇଁ ଆଉ ଯୋଉ ଲୋକ ର ଚାକିରୀ ନାହିଁ କି ରାସନକାର୍ଡ ନାହିଁ , ତାକୁ କିଛି ବି ନାହିଁ , ମଧ୍ୟବିତ୍ତ ଲୋକଙ୍କ ପାଇଁ କିଛି ତସରକାର ସାହାଯ୍ୟ କରନ୍ତୁ, ସେମାନେ ବି ତ ଭୋଟ ଦେଉଛନ୍ତି.
@sanjibbbehera4804
@sanjibbbehera4804 18 күн бұрын
Sata Katha Bhai
@user-ru6xi9wx6f
@user-ru6xi9wx6f 18 күн бұрын
Madhyabit paribar barga dhana biki ki prachura tanka paibe
@B.Durgashaktee
@B.Durgashaktee 18 күн бұрын
ଶୋଇଲା ପୁଅ ର ଭାଗ ନଥାଏ... Tenu general category loka ସଂଘ ଗଠନ kara aw ରାଜଧାନୀ re ଗର୍ଜନ କରିବା ଆରମ୍ଭ କର
@raghunathdehuri4809
@raghunathdehuri4809 17 күн бұрын
Right 👍👍👍
@anandmarkeyvlogs4766
@anandmarkeyvlogs4766 17 күн бұрын
Bholo kotha kohile mam
@ankitdas168
@ankitdas168 Күн бұрын
ପ୍ରଥମେ ବିଧବା ମା'ଙ୍କୁ ଦିଅନ୍ତୁ ଦୟ। କରି😢
@anusuyamahananda486
@anusuyamahananda486 18 күн бұрын
ସବୁ ଶିକ୍ଷାନୁଷଠାନଗୁଡ଼ିକୁ ଆଉ ସ୍ଵସ୍ଥ୍ୟାନୁଷ୍ଠାନ ସରକାରଙ୍କ ଅଧିନକୁ ଆନନ୍ତୁ ସବୁ ଥରେ ଅଧିକ ନିଯୁକ୍ତି ଦିଅନ୍ତୁ ଲୋକେ ଉପକୃତ ହେବେ❤
@Dineshparida-sh1hb
@Dineshparida-sh1hb 18 күн бұрын
Thik kahile aga bekari samasya ta pare swastya katha chinta kariba katha chari dyura khalile ki balaku
@basantarana3141
@basantarana3141 18 күн бұрын
କିଛି ଭିନ୍ନ କ୍ଷମ ମହିଳା ମାନଙ୍କର ରାସନ କାର୍ଡ ହୋଇନାହିଁ, ସେମାନେ ପାଇବେକି ନାହିଁ, ଯଦି ପାଇବେ ନାହିଁ, ତାହେଲେ ସୁଭଦ୍ରା ଯୋଜନା ର ଭେଳୁ କିଛି ନାହିଁ
@Mama-chagala
@Mama-chagala 18 күн бұрын
Right 🙏 khali ସବୁଥିରେ ରାସନ୍ କାର୍ଡ jahar ଅଛି ସିଏ ସବୁ ପାଉଛି କିନ୍ତୁ ଆମେ କିଛିବି ପାଉନୁ
@adityaprasadtripathy8812
@adityaprasadtripathy8812 18 күн бұрын
ଆପଣଙ୍କ କଥା ସ୍ବାଗତ ଯୋଗ୍ୟ । ପ୍ରକୃତରେ ସବୁଠାରୁ ଅସହାୟ ।
@adityaprasadtripathy8812
@adityaprasadtripathy8812 18 күн бұрын
ଆପଣଙ୍କ କଥା ସ୍ବାଗତ ଯୋଗ୍ୟ । ପ୍ରକୃତରେ ସବୁଠାରୁ ଅସହାୟ ।
@bapubehera9467
@bapubehera9467 17 күн бұрын
Right kahailo bhai mu b Jane bikalanga bhirnakhyama Mora b rasan card Kai b Karu nahanit
@santilatadas5755
@santilatadas5755 17 күн бұрын
ଜଣେ ମହିଳା ଗରିବ କିନ୍ତୁ କେତେ ଦୌଡ଼ି ଦୌଡ଼ି ବି ରାସନ କାର୍ଡ ଖଣ୍ଡେ ସରକାର ଦେଲେ ନାହିଁ, ସେମାନେ କଣ ଏହି ସୁଭଦ୍ରା ଯୋଜନା ରୁ ବଂଚିତ ହେବେ କି.
@trilochanpradhan7940
@trilochanpradhan7940 17 күн бұрын
Jay jaganatha kalikatare rahuchu anaku milibata❤
@harapriyapradhan-7905
@harapriyapradhan-7905 17 күн бұрын
ଆମର ରାସନ କାର୍ଡ ଦୟା 🙏କରି କରିଦିୟନ୍ତୁ plz ବିଜେପି ଙ୍କୁ ମୋର ଅନୁରୋଧ 🙏🙏
@dipusing9439
@dipusing9439 18 күн бұрын
ଦେଖିବା ନବୀନ ବାବୁଙ୍କ କେତେଟା ଯାଜନର ଫେଲ ମାରିଚି ଆଉ ବିଜେପି କେତେଟା ଯଜନା କରୁଛି, ଜଣା ପଡିବ ବିଜେପି କଣ କରିବ 1ବର୍ଷାରେ ଜଣା ପଡିବ
@Dineshparida-sh1hb
@Dineshparida-sh1hb 18 күн бұрын
Sasana gadire basiba 48 ghantare sabu karibaku kahu rhile abe 100 dina
@dipusing9439
@dipusing9439 18 күн бұрын
@@Dineshparida-sh1hb ବିଜେପି ବାଲାଙ୍କ 48 ଘଣ୍ଟା ହଇନାହିଁ, ସେ କଣ କରିବ ଆଗକୁ ଆହୁରି ଦିନ ଅଛି, ଦେଖିବା କଣ କରିବ
@Leo_07_07
@Leo_07_07 18 күн бұрын
Naveen had gone to jail twice for breaking the leg of a girl in his farmhouse. What about that ?
@bibhuadityaprasadsahoo5046
@bibhuadityaprasadsahoo5046 18 күн бұрын
​❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤@@Dineshparida-sh1hb
@Rajkumarr2022
@Rajkumarr2022 18 күн бұрын
BJD କୁ 25 ବର୍ଷ ଦିଆଗଲା, BJP କୁ 5 ବର୍ଷ ଦିଆଯାଉ ମୋଦୀ ମଧ୍ୟ୍ୟ କହିଥିଲେ, ଯଦି ତୁଳନା କରିବାର ଅଛି ତ 5 ବର୍ଷ ଦିଅ।
@nayanadash1223
@nayanadash1223 17 күн бұрын
ଭତା ବଢ଼େଇବା କଥା କହୁଥିଲେ, ଇଲେକଟ୍ରିବିଲ ଛାଡ଼ କରିବାକୁ କହିଥିଲେ.ଦୟାକରି ଏସବୁ ଉପରେ ଟିକେ ଧ୍ୟାନ ଦିଅନ୍ତୁ
@Sibaram12370
@Sibaram12370 18 күн бұрын
ବହୁତ ଭଲ କଥା ଧନ୍ଯବାଦ❤❤❤👍
@Jotrimay
@Jotrimay 18 күн бұрын
ପ୍ରତେକ ଦୁଇ ବର୍ଷ ରେ ଥରେ ଦେବେ ନା ଗୋଟେ ଥର 🙏ଦଶ୍ୟକାରୀ ଦୁଇ ବର୍ଷ ରେ ଥରେ ଦେଲେ ସବୁ ଗରିବ ପରିବାର ଓ ମଧ୍ୟ ବିତି ପରିବାର ଗୁଡିକ ଉପକୃତ ହୋଇପାରନ୍ତେ 🙏ଦୟାକରି ରାସନ କଟି ଯାଇଥିବା ଲୋକ ଙ୍କର ସଂଯୋଗ କରନ୍ତୁ
@user-jw6bh6ug6h
@user-jw6bh6ug6h 18 күн бұрын
HEARTY CONGRATULATIONS FROM D.K.BHAKTI CHANNEL HON C.M.MOHANJI SIR! I WISH YOUR GOOD LUCK! LORD JAGANNATH MAY BLESS YOU !
@BanitaNanda-on9ld
@BanitaNanda-on9ld 18 күн бұрын
ଜଣେ ବିବାହିତ ମହିଳା ସୁଭଦ୍ରା ଯୋଜନା ରେ ସାମିଲ ହେଲେ। କିନ୍ତୁ ଜଣେ ଭିନ୍ନକ୍ଷମ ଅବିବାହିତ ଝିଅ ସୁଭଦ୍ରା ଯୋଜନା ରେ ସାମିଲ ହେବେକି
@dipusing9439
@dipusing9439 18 күн бұрын
Right ପ୍ରଶ୍ନ
@user-pr1tz9fj5c
@user-pr1tz9fj5c 18 күн бұрын
​@@anitapadhi325q
@KailashSanta-js5yl
@KailashSanta-js5yl 18 күн бұрын
No
@BanitaNanda-on9ld
@BanitaNanda-on9ld 18 күн бұрын
Why ?
@BanitaNanda-on9ld
@BanitaNanda-on9ld 18 күн бұрын
@@d.creation2.0 kn pain kahile spasta bhabare bujhi heba
@sasmitapradhan1576
@sasmitapradhan1576 18 күн бұрын
ଆମ ଘରେ ଜଣେବି ଚାକିରୀଆ ନାହାଁନ୍ତି ଆମେ 9 year ହେଲାଣି ଲାଗିଲୁନି ରାସନ କାଡ କରିବା ପାଇଁ , କିନ୍ତୁ ଆମର ହେଇ ପାରୁନି ଦୟା କରି ଆପଣ ତଦାରକ କରି ଉପୋଯୁକ୍ତ ଲୋକମାନଙ୍କୁ ରାସନ କାଡ ଦିଅନ୍ତୁ।
@BanitaNanda-on9ld
@BanitaNanda-on9ld 18 күн бұрын
କାହିଁକିନା ଭିନ୍ନକ୍ଷମ ଝିଅ ମାନେ SHG group ରେ ଉପକୃତ ହେଉଥିଲେ
@DularamSingh-vc4zk
@DularamSingh-vc4zk 18 күн бұрын
ଧନ୍ୟବାଦ ସାର୍
@GaneshSahu-ts7tu
@GaneshSahu-ts7tu 18 күн бұрын
ଅଵିଵାହିତା ଝିଅମାେନ ସୁଭାଦଯେ।ଜନାରହିପାରିଵେକି
@Dineshparida-sh1hb
@Dineshparida-sh1hb 18 күн бұрын
only bibahita kahuchi jani parunaki
@LaxmipriyaDenisa
@LaxmipriyaDenisa 16 күн бұрын
Plz, 🙏ଓଡିଶା ରୁ ମଦ ମୁକ୍ତ କରାଯାଉ, ଓଡିଶା ରେ ପିଲାମାନଙ୍କୁ ଶିକ୍ଷିତ କରିବା ପାଇଁ କିଛି କରାଯାଉ, ଘରର ପୁଅ ଝିଅ ମାନେ ଉଚ୍ଚ ଶିକ୍ଷିତ ହେଲାପରେ ସେମାନେ ବାହାର ରାଜ୍ୟରେ ଯାଇ ରୋଜଗାର ଗାର କରୁଛନ୍ତି ତାଙ୍କ ପରିବାର କୁ ଛାଡିକି, ଯଦି ଆମ ଓଡିଶା ରେ କିଛି କମ୍ପାନୀ ଖୋଲନ୍ତେ ବହୁତ ଭଲ ହୁଅନ୍ତା 🙏🙏🙏🙏
@user-gt6bd1vi7u
@user-gt6bd1vi7u 18 күн бұрын
ପ୍ରା ର୍ଥମିକ ଥରରେ ଓଡ଼ିଶା ଦାଦନ ପାଇଁ ପ୍ରଥମେ ଚାକିରି ଆବଶ୍ୟକ ରହିଚି ତାହାହେଲେ ଓଡ଼ିଶାବାସୀ ର ଦୁଃଖ ଦୁରହେବ ଆଉ ଏ ଯଜନାରେ କୋଣ ମିଲିବ ଦୟାକରି ଏଇଟା ଛାଡ଼ିଦିଅ ଥୁ
@jAYMAAMANIKESWARI1
@jAYMAAMANIKESWARI1 18 күн бұрын
Jay jagannath 🙏🚩🙏
@Ardj365
@Ardj365 18 күн бұрын
Jay Shree Jagannath
@Untalented143Bgr
@Untalented143Bgr 18 күн бұрын
ଯଦି ଦବାର ଅଛି ମାଗଣା ଦିଅ କାରଣ,,, ସେମିତି ରେ ଘରେ ଘରେ ଲୋନ କରି ଲୋକ ମାନେ ସବୁ ମଲେଣି ଆଉ କଣ ପାଇଁ ଲୋନ ଦେଇ ଲୋକଙ୍କୁ ମାରୁଛ
@kishanswain5501
@kishanswain5501 18 күн бұрын
Eita loan nue
@babubabu9867
@babubabu9867 18 күн бұрын
Magia tate jadi darkar nai tu dhire rahunu
@mayadharsahoo2446
@mayadharsahoo2446 18 күн бұрын
Magana khaile charbi hai jiba
@abhicreation749
@abhicreation749 17 күн бұрын
​@@mayadharsahoo2446Han Bhai 👍 Mu sunichi subhadra jojana re loan dia haba
@JAYANTIMAHANTA-ev8kg
@JAYANTIMAHANTA-ev8kg 17 күн бұрын
ଜଉ ପିଲା ମାନଙ୍କ ମା ନାହାନ୍ତି ସେମାନେ କେମିତି ଉପକୃତ ହେବେ
@lkcreation1734
@lkcreation1734 14 күн бұрын
ଯେଉଁ ପିଲାମାନଙ୍କର ବାପା ମରିଯାଇଥିବେ. ସେଇ ପିଲାମାନଙ୍କ ପାଇଁ କିଛି ଯୋଜନା ଅଛି କି ହେ ଓଡିଶା ସରକାର.
@kameswarYouTubeExpress
@kameswarYouTubeExpress 17 күн бұрын
Thanks for information odisha first BJP Government new CM new decision 🎉🙏💝🥰
@RabiDehuri-qf1rb
@RabiDehuri-qf1rb 17 күн бұрын
Thank you sir
@malatilatamohanta6589
@malatilatamohanta6589 18 күн бұрын
Thanku
@SubasBhuyan-lp8py
@SubasBhuyan-lp8py 18 күн бұрын
ନବୀନ sir ଙ୍କ କଉ ଯୋଜନା ବିଫଳ ହୋଇଛି ଆପଣ କୁହନ୍ତୁ cm sir ବରଙ୍ଗ ବିଜେପି ର ଯୋଜନା ବିଫଳ ହୋଇଛି ରାତି ରାତି ଲୋକେ ଲାଇନ ରେ ଠିଆ ହୋଇ ହଇରାଣ ହୋଇଛନ୍ତି କଣ ନା ଇଶ୍ରେମ କାର୍ଡ. କିସାନ କାର୍ଡ ଆହୁରି ଅନେକ ଯୋଜନା ବିଫଳ ହୋଇଛି ଆଉ ନବୀନ sir ଙ୍କ ଭଳିଆ ଆପଣ ହେବେନି
@sarojnalinimohanty67
@sarojnalinimohanty67 18 күн бұрын
Right sir
@SubasBhuyan-lp8py
@SubasBhuyan-lp8py 18 күн бұрын
Tq
@biswaranjan1314
@biswaranjan1314 18 күн бұрын
କାହିଁ ରାମଚନ୍ଦ୍ର, କାହିଁ ରାମ ଭଣ୍ଡାରି 😂😂😂😂
@JanakiJena-my5cr
@JanakiJena-my5cr 12 күн бұрын
🙏 Jai jagannath
@AshokMalik-tu7vt
@AshokMalik-tu7vt 18 күн бұрын
ଆମର ତ ରାସନ କାର୍ଡ ନାହିଁ,ଆମେ କଣ କରିବୁ
@motivationalmediakmgopi7247
@motivationalmediakmgopi7247 17 күн бұрын
Tumaku 100000😅😅😅
@PradeepkumarSahu-sm8qt
@PradeepkumarSahu-sm8qt 16 күн бұрын
Tanku vote Dio 😂
@sureshkumarmahapatra3616
@sureshkumarmahapatra3616 18 күн бұрын
Thanks sir 🙏
@BasantKumarMishra-ik8tb
@BasantKumarMishra-ik8tb 18 күн бұрын
ଆହାର କେନ୍ଦ୍ର ଚାଲୁ କରିବା ପାଇଁ ସରକାରଙ୍କୁ ଅନୁରୋଧ।
@citizenrayagada2037
@citizenrayagada2037 17 күн бұрын
Tu bodhe aahara Kendra re khau
@Diljaan864
@Diljaan864 17 күн бұрын
Ghare khana nei milbar kn
@Diljaan864
@Diljaan864 17 күн бұрын
😂😂😂😂
@khageswarbhoi4324
@khageswarbhoi4324 16 күн бұрын
Aaaaaa​@@Diljaan864
@debendranarayandash9040
@debendranarayandash9040 18 күн бұрын
ଜୟ ଜଗନ୍ନାଥ 🙏 ଭାରତ ମାତା କି ଜୟ 🇹🇯
@mantu9417
@mantu9417 18 күн бұрын
ପ୍ରଥମେ ରାସନ କାର୍ଡ ଦେବାର ବ୍ୟବସ୍ଥା କରନ୍ତୁ please
@ankitdas168
@ankitdas168 Күн бұрын
ଆଶାଙ୍କୁ, ଅଙ୍ଗନବାଡି କର୍ମୀ, ଙ୍କୁ ମିଳିବ କିନ୍ତୁ ବିଧବାମାଙ୍କୁ, ମିଳିବନି ତ କେଉଁ ପ୍ରକାର ଗାଇଡିଲ।ଇନ୍‌😢
@mikibisoyi
@mikibisoyi 8 күн бұрын
ଆମର ବି ରାସନ କଟା ନଇଁ ଦୟା କରି ବଜେପି ଙ୍କୁମୋର ଅନୁରୋଧ plz 🙏🙏🙏🙏
@saritanayak8540
@saritanayak8540 18 күн бұрын
ଲୋକଙ୍କ ଠୁଁ tax ନେଇ ଅଯଥା ଖର୍ଚ୍ଚ ଘର ପିଛା study loan ଦେଲେ ବରଙ୍ଗ ଲାଭ ଅଛି ।
@EngineersChoiceAnyday
@EngineersChoiceAnyday 18 күн бұрын
👌
@d.creation2.0
@d.creation2.0 18 күн бұрын
Dia jauchhi peranare
@Rkdas1264
@Rkdas1264 18 күн бұрын
Bhai emane study loan re chhada karibeni but adani Ambani nka loan ku chhad karidebe
@AaMohammad99997
@AaMohammad99997 18 күн бұрын
Madhyam braga pai kichi krunahanti
@Dineshparida-sh1hb
@Dineshparida-sh1hb 18 күн бұрын
Mo bala yojana karucha loka kama dhanda chhadi tahasil daudi daudi maribe bahut hoiran hebe loka
@skumar7960
@skumar7960 18 күн бұрын
ସରକାର୍ ଙ୍କୁ ଅନୁରୋଧ ପ୍ରଥମେ ଯୋଗ୍ୟ ହିତାଧିକାରୀ ମାନଙ୍କୁ ରାସନ୍ କାର୍ଡ ପ୍ରଦାନ କରନ୍ତୁ କାରଣ ବିଜେଡି ସରକାର ଅନେକ ପରିବାରକୁ ରାସନ୍ ପାଇବାରୁ ବଞ୍ଚିତ ରଖିଛନ୍ତି, ତେଣୁ ନୂତନ ମୁଖ୍ୟ ମନ୍ତ୍ରୀ ଙ୍କୁ ଅନୁରୋଧ ଏହାର ସୁବିଚାର କଲେ ଉକ୍ତ ପରିବାର କୁ ରାସନ ମିଳି ପାରିବ
@kousalyakanjilal3368
@kousalyakanjilal3368 14 күн бұрын
Thank you
@shibaprasad7606
@shibaprasad7606 18 күн бұрын
Great
@rakeshkumarmohantymohanty8620
@rakeshkumarmohantymohanty8620 10 күн бұрын
🙏 Hari Om 🔱 all members 🙏 Like Odisha Sarkar Bhabe Parichay Debe Mohan Babu Really Very first warking God bless you brother like ⛳
@mrperfectlipu8637
@mrperfectlipu8637 18 күн бұрын
Jay jay jay sita ram 🙏🙏🙏🙏😘❤️🇮🇳🧘
@skumar7960
@skumar7960 12 күн бұрын
ଲୋକ ଏବେ ମଧ୍ୟ ରାସନ୍ କାର୍ଡ ପାଇ ନାହାନ୍ତି ପ୍ରଥମେ ଗରିବ ଲୋକଙ୍କୁ ରାସନ୍ କାର୍ଡ ପ୍ରଦାନ କରନ୍ତୁ, ଏହି ଗରିବ ଲୋକ ମାନେ କଣ କେବେ ରାସନ୍ କାର୍ଡ ପାଇବେ ନାହିଁ , ବିଜେଡି ସରକାର ଯେଉଁ ପରିବାର କୁ ରାସନ୍ କାର୍ଡ ପ୍ରଦାନ କରିଛନ୍ତି କଣ କେବଳ ସେହି ଲୋକ ମାନେ ସବୁଦିନ ପାଇବେ, ସରକାର୍ ଏଥି ପ୍ରତି ଧ୍ୟାନ ଦେବା ଉଚିତ୍
@Sibaprasada886
@Sibaprasada886 8 күн бұрын
Thanks 🙏🙏
@Miss__lipsa__official
@Miss__lipsa__official 11 күн бұрын
Tq sir
@user-zb2lf9rq4i
@user-zb2lf9rq4i 18 күн бұрын
Jai shree Ram
@AshokPanda-qt4qn
@AshokPanda-qt4qn 18 күн бұрын
Thanks For First offerings ToMatrusakti from Bjp Government Jai Maa Bharati JaiMaa Laxi Jai Jaganath Jai Maa Samleswari 🙏🙏🙏🙏
@kumaranil2399
@kumaranil2399 18 күн бұрын
Vi ନୂଆ ଯୋଜନା ବିଷୟରେ କେବଳ କୁହନ୍ତୁ,ଆଉ ସବୁ ଫାଲତୁ ,ଆପଣ ବେସୀ କହିନାହାନ୍ତି ଆପଣଙ୍କୁ ଲାଗୁଛି?
@mamisahu7443
@mamisahu7443 8 күн бұрын
Nice ❤❤❤❤
@BinotMahanand
@BinotMahanand 18 күн бұрын
ମୋହନ ମାଝୀକୁଆମେଖୁସୀ❤
@ffgamer21.65
@ffgamer21.65 17 күн бұрын
Very nice 👌🏻jay shree ram ❤
@anantasaunta9245
@anantasaunta9245 18 күн бұрын
Very good jajana sir
@user-ud7vs3en2f
@user-ud7vs3en2f 17 күн бұрын
ସରକାରୀ ଯୋଜନାକୁ ଧର୍ମ ସହ କାହିଁକି ଯୋଡ଼ା ଯାଉଛି ?? ଏଇଟା ସର୍ବ ଧର୍ମ ସମାନ ଦେଶ !! ଏ କାଳିଆ ଯୋଜନା ସୁଭଦ୍ରା ଯୋଜନା ଏ ସବୁ ନାଟକ କାହିଁକି ?? ଖ୍ରୀଷ୍ଟିଆନ ଦେଶରୁ ସବୁ ଜିନିଷ ଆଣିବ ଆଉ ଏଠି ଗୋବର ଲେମ୍ବୁ ଲଗାଇବ !? ତାହେଲେ ସବୁ ଧର୍ମ ନାଁ ରେ ଯୋଜନା ବାହାର କରାଯାଉ !!
@user-bk2oc9vj6q
@user-bk2oc9vj6q 14 күн бұрын
Thanks
@user-mi4rx8wk5r
@user-mi4rx8wk5r 18 күн бұрын
😮 jay jay
@Rahulsschannel
@Rahulsschannel 18 күн бұрын
Jay shree Ram
@pandabapadhan7300
@pandabapadhan7300 18 күн бұрын
Very good
@AnilRout-rm9lm
@AnilRout-rm9lm 18 күн бұрын
ମୋର ଗୋଟେ ଅନୁରୋଧ ସରକାର ପାଖରେ ପ୍ରାଇଭେଟ ସ୍କୁଲ ବନ୍ଦ କରିକି ଗମେଣ୍ଟ ସ୍କୁଲ ରେ ଭଲ ମାଷ୍ଟର ନିଯୁକ୍ତି କରନ୍ତୁ ଏବଂ ହସ୍ପିଟାଲ ରେ mri ct ସ୍କାନ ପ୍ରଭୁତି ବ୍ୟବସ୍ତା କରନ୍ତୁ ଯାଜପୁର
@TensiMohanta
@TensiMohanta 17 күн бұрын
Right
@user-di7ky1hp1x
@user-di7ky1hp1x 18 күн бұрын
Jay jagannath swamii Bande utkala jananii,
@NiruPama-sw6lp
@NiruPama-sw6lp 16 күн бұрын
Tq manmohan ji ame house wife atu ghare tealaring karu a subidha dele ame agaku badhibu tq
@lilygarden.456
@lilygarden.456 18 күн бұрын
Sabu mahilanku subhadra jojana miliba uchit kebal karm jibi mahilanku bada dei anya sabu mahilanku miliba uchit
@jeetendapanda2591
@jeetendapanda2591 18 күн бұрын
It should be afforded to all home makers.
@nilayabeheravlogs535
@nilayabeheravlogs535 17 күн бұрын
କେନ୍ଦ୍ର ବିନା ଆମ ମୁଖ୍ୟମନ୍ତ୍ରୀ.. କିଛି କରିପାରିବେନି.. ଏ ନାମ କୁ ମାତ୍ର ମୁଖ୍ୟମନ୍ତ୍ରୀ.. ମୋଦିଙ୍କ ପାଖରେ ରିମୋଟ.. ସେ ଯେମିତି ଚଳେଇବେ.. ଆମ ମୁଖ୍ୟମନ୍ତ୍ରୀ ସେମିତି ଚାଲିବେ..ଏ ମୁଖ୍ୟମନ୍ତ୍ରୀ ମୋର ପସନ୍ଦ ନୁହେଁ.. ମୋର ନବୀନ ପଟନାୟକ ପସନ୍ଦ
@JitendraMajhi-py8yg
@JitendraMajhi-py8yg 9 күн бұрын
Psnd nhi jdi pe,,, lo chatunu
@bhagabanbehera3009
@bhagabanbehera3009 2 күн бұрын
Tik katha sar
@user-vg5qd6zm9j
@user-vg5qd6zm9j 18 күн бұрын
WHAT ABOUT HIKE OF EPF MINIMUM PENSION OF RETIRED GOVERNMENT OWNED CORPORATION EMPLOYEES EPF PENSIONERS FROM RS 1000.PER MONTH TO RS9000 PLUS DA PLUS MEDICINES FROM DATE OF RETIREMENT PLEASE
@sunilkumarmohanty4172
@sunilkumarmohanty4172 11 күн бұрын
ଏତେ ଟଙ୍କା ଆସିବ କୁଆଡୁ ? କାହାଠାରୁ ଏବଂ କେଉଁସୂତ୍ରରୁ ଏହି ଟଙ୍କା ଆସିବ I ମଧ୍ୟବିତ୍ତ ଶ୍ରେଣୀର ଲୋକେ ଭାସିଗଲେ ! ପ୍ରଭୁ , ଉଦ୍ଧାର କର I
@user-tc6vs3tv5b
@user-tc6vs3tv5b 17 күн бұрын
Wel wel
@saraswatisahu495
@saraswatisahu495 18 күн бұрын
Nabina sir abibahita jhia nku deuthile cm mohan sir kn pai debeni
@Madhav56785
@Madhav56785 18 күн бұрын
Bhai Khali stk nuha e sarkar asu asu puni SC st bhali pilanku Barsha ku 5000 miliba au general obc kn bhul karichanti semananku milibani e sarkar asu asu discrimination karisarilani au agaku Khali dekhiba baki rahila Kan kn discrimination karuchi bada bhul karidele odia asmita name re bjp ku vote. Dei agle baar Naveen sir 🥺🥺🙂
@prabinpanda924
@prabinpanda924 15 күн бұрын
@@Madhav56785 .
@simanchal440
@simanchal440 17 күн бұрын
Good
@user-zq6ek9tc8t
@user-zq6ek9tc8t 18 күн бұрын
VERY nice ❤❤❤
@PrabhakarPathy
@PrabhakarPathy 18 күн бұрын
Wish and pray to Jagannath bless our CM Mohan ji for good health and super intention to continue No 1 Odisha.
@user-lq5lf4fe5b
@user-lq5lf4fe5b 18 күн бұрын
ଆମ ଘରେ କେହିଁବି ଚାକିରିଆ ନାହାନ୍ତି ତଥାପି ସରକାରୀ ଯୋଜନା ନାରୁ ବଞ୍ଚିନ୍ତ କରାଯାଇଛି
@goriiamsorry5757
@goriiamsorry5757 18 күн бұрын
ଓଡିଶା ର ସବୁ ମହିଳା ମାନେ ପାଇଁ ବା ଦରକାର ଏବଂ ସବୁ ଭଣ୍ଡକାରୀ କୁ ଯାଞ୍ଚ କରିବେ ସାର 😔🪷💯🚩🙏🏻
@LalitaBehura
@LalitaBehura 17 күн бұрын
Good marnig👍👍👍👍
@AbhayKumarMahanta-cn4ob
@AbhayKumarMahanta-cn4ob 10 күн бұрын
MI
@pujamalika-zw5ec
@pujamalika-zw5ec 17 күн бұрын
Happyrajo🌹🌹🌹🌹🌹🌹
@allinonetv4977
@allinonetv4977 18 күн бұрын
100 କଣ ପାଇଁ 10 ଦିନ ଭିତରେ କଣ ପାଇଁ ନୁଁହ. 15 ଲକ୍ଷ ଆମକୁ ବହୁତ ଜଲଦି 😂ମିଳିଲା ଆଉ ଏଇଟା 3 ମାସ
@SabinayaBarik
@SabinayaBarik 18 күн бұрын
Sir mu 6 yer bibaha hela ni maamar rasan kard nai ki vot ra I'd nai Mora 2 ti jhia aamar kichi income bi nai ki sag group bi nai bahut kasta re aame chaluchu ta sar Daya Kari aamku kichi hap karatu mu kichi rojgar Kari paribi please sir help me aapnaka sahaya mate unnati pathare neba mor dui jhia ku phatha padei paribi Jay shree Ram
@basantarana3141
@basantarana3141 18 күн бұрын
ଯେଉଁ ଅବିବାହିତା ଝିଅ ମାନେ study କରୁଛନ୍ତି, ସେମାନେ ବି ପାଇବା ଦରକାର
@Dineshparida-sh1hb
@Dineshparida-sh1hb 18 күн бұрын
Bhai aga bekari samasya chinta na kari chari dyura subhadra sabu faltu yojana
@sanvi5540
@sanvi5540 18 күн бұрын
jeumane bekar achanti bapa ku ki maa ku hareichanti semane bi paiba darkar
@JAYANTIMAHANTA-ev8kg
@JAYANTIMAHANTA-ev8kg 17 күн бұрын
ହଁ ଠିକ୍ କଥା
@babitachhadia8076
@babitachhadia8076 11 күн бұрын
ଜଉ ଘରେ ମା ନଥିବେ ଆଉ ଝିଅ ଯଦି ପରିବାର ଚଳାଉଥିବା ତାହାଲେ ସେ ପରିବାର ପାଇଁ କଣ ପାଇଁ ମିଳିବ ନାହିଁ ସେ ପରିବାବର୍ କେମିତି ଚଲେଇବ ।
@arunsahoo3027
@arunsahoo3027 18 күн бұрын
Thanks sir
@user-tc3nz5qk4t
@user-tc3nz5qk4t 12 күн бұрын
କିମିତି ମିଳିବ କୋଉଠି ବ୍ୟଙ୍କ ରେନା ଆଉ କୋଉଠି ସଠି କରି କହତୁ ଆଜ୍ଞା ଖାଲି କହୁଛ ତିନା ମିଛ,, ଆମେ ବ୍ୟଙ୍କ ରେନବୁ ଆମର ଖାତା ଅଛି
@ajaya6106
@ajaya6106 17 күн бұрын
ମାଗଣା ଯୋଜନା ବନ୍ଦ କରି ଲୋକ ମାନଙ୍କୁ କାମ ଦେବାର ବେବସ୍ତା କରନ୍ତୁ ଓଡ଼ିଶା ରେ ଇଣ୍ଡଷ୍ଟ୍ରି ସ୍ଥାପିତ କରନ୍ତୁ
@nilendripradhan5575
@nilendripradhan5575 17 күн бұрын
Right
@TensiMohanta
@TensiMohanta 17 күн бұрын
Right
@kl.gaming5816
@kl.gaming5816 10 күн бұрын
👍👍👍
@tusharkantswain6272
@tusharkantswain6272 18 күн бұрын
Jay sree ram
@adityanayak6354
@adityanayak6354 10 күн бұрын
Honourable CM sir please grant new scheme one family one government job. ....
@anandakumarrana1506
@anandakumarrana1506 17 күн бұрын
Joyshreeram
@srisudarshangiri6551
@srisudarshangiri6551 17 күн бұрын
କେମିତି ହବ ବିଜେଡି ସରପଞ୍ଚ ବ୍ଲକ ହାତରେ ଅଛି କେମିତି ହବ ବିଜେଡି ସରଞ୍ଚ ଦେବ କାହାକୁ ମିଳିବ
@nilayabeheravlogs535
@nilayabeheravlogs535 17 күн бұрын
ମୋଦିଜୀଙ୍କୁ ଅନୁରୋଧ କରିବି.. ମୋ ଘରକୁ ରାସ୍ତା ନାହିଁ.. ଘରୁ ବାହାରିଲେ ଅନ୍ୟ ର ଜାଗାରେ ଯିବାକୁ ପଡ଼ୁଚି.. ସେମାନେ ଆମକୁ ଧମକେଇକି ଡରେଇକି ରଖିଛନ୍ତି.. Plz ମୋର ଏତିକି request ମୋ ଘରକୁ ରାସ୍ତା ଟିଏ କରନ୍ତୁ..
@kanharnilambar
@kanharnilambar 13 күн бұрын
କରିବେକିନାହି ଗ୍ୟାରେଣ୍ଟି ନାହିଁ
@dibyahiranaik9097
@dibyahiranaik9097 9 күн бұрын
Bhai tuma GP ra revenue officer kimba Tahasil re application diantu. Jadi semane kichhi step nanele collector nku Grievance janantu.
@nayakbapi3859
@nayakbapi3859 16 күн бұрын
Ok. Sre
@srikantkandagari7701
@srikantkandagari7701 18 күн бұрын
All the schemes r related to women.... Hamare boys related kuchh schemes v launch kiya jae... Who support..... Like here
@shibabhoi8465
@shibabhoi8465 17 күн бұрын
Jai shree Ram ❤❤
@dineshpanda3106
@dineshpanda3106 18 күн бұрын
Shg is best❤❤
@user-tc3nz5qk4t
@user-tc3nz5qk4t 12 күн бұрын
ଆମେ ବ୍ୟଙ୍କ ରେ ମାଗିଲେ ମନା କରୁଛତି ଆମର ଖାତା ଥାଇ କୀ କଣ ନାଭ ଅଛି ଅସମୟ ରେ ଦରକାର ହେଲେ ମାଗିଲେ ମନା କରୁଛତି ଜନ ଥନ ଖାତା ଅଛି ଆମର
@chocolategirltiki5137
@chocolategirltiki5137 11 күн бұрын
ଆୟ ପ୍ରମାଣ ପତ୍ର କାହାର ହେବ ଯେ ସ୍ତ୍ରୀ ଲୋକ ଙ୍କର ନ ତାଙ୍କ ସ୍ବାମୀ ଙ୍କର ? ?
@jeetendapanda2591
@jeetendapanda2591 18 күн бұрын
What is the declaration about providing free electricity to all domestic consumers? When it will be implemented as per poll promises?
@Mahi_.7812
@Mahi_.7812 18 күн бұрын
👏👏👏🏻👏🏻👏🏻👏🏻👏🏻
@jugalkishormajhi7555
@jugalkishormajhi7555 18 күн бұрын
🙏ଆଂଜ୍ଞା, କଳାକାର ଭତ୍ତା କରିବେ କି ନାହିଁ 🙏
@aarushworldyoutubechannel9217
@aarushworldyoutubechannel9217 18 күн бұрын
Gotie ration card re Jane mahila paibe ki ghara ra Sabu mahila mane paibe...
@chittaranjanbehera8173
@chittaranjanbehera8173 18 күн бұрын
Sales centre may be created to sale the product , with certain add in value
ROCK PAPER SCISSOR! (55 MLN SUBS!) feat @PANDAGIRLOFFICIAL #shorts
00:31
Must-have gadget for every toilet! 🤩 #gadget
00:27
GiGaZoom
Рет қаралды 11 МЛН
ОДИН ДЕНЬ ИЗ ДЕТСТВА❤️ #shorts
00:59
BATEK_OFFICIAL
Рет қаралды 8 МЛН