କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରର ଅଧିକ ଅମଳ କ୍ଷମ ଧାନ କିସମ High yielding paddy variety of NRRI

  Рет қаралды 124,147

KRUSHI SAMPADA

KRUSHI SAMPADA

3 жыл бұрын

Arabinda Sahoo
Kristi Sampada
କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ଦ୍ୱାରା ବାହାରିଥିବା ଅଧିକ ଅମଳ କ୍ଷମ ଧାନ କିସମ
Good paddy Variety of NRRI, CUTTACK
କଥାରେ ଅଛି ବିହନ ଗୁଣେ ଫସଲ ତେଣୁ ସୁଦ୍ଧ ବିହନ ପାଇବା ପାଇଁ ଧାନ ବିହନ କୁ ପାଣିରେ ବୁଡାଇ ବା 1lit ପାଣିରେ 165gm ଲୁଣ ମିଶାଇ ଦ୍ରଵଣ ପ୍ରସ୍ତୁତ କରି ସେଥିରେ ବିହନ କୁ ବୁଡାଇ ଦିଅନ୍ତୁ
ଯେଉଁ ବିହନ ବୁଡି ରହିଲା ତାହା ଶୁଦ୍ଧ ବିହନ
ଯେଉଁ ବିହନ ଭାସିଲା ତାକୁ ଛାଣି ଅଲଗା କରି ଦିଅନ୍ତୁ
ଲୁଣ ପାଣିରେ ବିହନ ବୁଡାଇ ଥିବାରୁ ସେଥିରୁ ଭଲ ବିହନ କୁ ଛାଣି 2-3ଥର ଭଲ ପାଣିରେ ଧୋଇ ଛାଇରେ ଶୁଖାଇ ଦିଅନ୍ତୁ ଓ ତା ପରେ ବ୍ୟବହାର କରନ୍ତୁ
ସେହିପରି ଧାନ ବିହନ ର ଗଜା ପରୀକ୍ଷା କରନ୍ତୁ
90% ରୁ ଅଧିକ ଗଜା ହେଲେ ଭଲ ବିହନ ବୋଲି ଜାଣିବେ
କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର
କଟକ ବାହାର କରିଥିବା କିଛି ଅଧିକ ଅମଳ କ୍ଷମ ଧାନ କିସମ ମଧ୍ୟରେ
ଢ଼ିପ ଜମି ପାଇଁ
1. ବନ୍ଦନା 90-95 ଦିନିଆ ଧାନ
2. ସହଭାଗୀ 100ଦିନିଆ ଧାନ
3. CR ଧାନ 202 115-120ଦିନିଆ ଧାନ
4. CR ଧାନ 210 110-115ଦିନିଆ ଧାନ
ମଧ୍ୟମ କିସମ ଜମି ପାଇଁ
1.Improved Lalat ଓ Improved Tapaswini 130ଦିନିଆ ଧାନ
2. CR ଧାନ 310 125ଦିନିଆ ଅଧିକ ପ୍ରୋଟିନ ଯୁକ୍ତ ଧାନ
3. SWARN SUB 1 140-145 ଦିନିଆ ଧାନ ବୁଡା ପାଣି ସହି ପାରେ
ଖାଲ ଜମି ପାଇଁ
1. CR ଧାନ 500 ବା ଜଳମଣି 160-165ଦିନିଆ ଧାନ
2. CR ଧାନ 503 ବା ଜୟନ୍ତୀ 160ଦିନିଆ ଧାନ
3. CR ଧାନ 409 ବା ପ୍ରଧାନ 160-165ଦିନିଆ ଧାନ
4. CR ଧାନ 505 160ଦିନିଆ ଧାନ
HYBRID କିସମ
1. AJAY 135ଦିନିଆ ଧାନ
2.RAJLAXMI 135 ଦିନିଆ ଧାନ
ବାସ୍ନା ଧାନ
1.ନୂଆ କଲାଜିରା 145ଦିନିଆ ଧାନ
2. ନୂଆ ଚିନିକମିନି 145-150 ଦିନିଆ ଧାନ
3.ପୂର୍ଣ୍ଣ ଭୋଗ 140-145 ଦିନିଆ ଧାନ
4.CR ସୁଗନ୍ଧ ଧାନ 907 150ଦିନିଆ ଧାନ
ଲୁଣି ଜମି ପାଇଁ
1. ଲୁଣା ସମ୍ପଦା 130 ଦିନିଆ ଧାନ
2. ଲୁଣା ବାରିଆଲ 150-155 ଦିନିଆ ଧାନ
3. ଲୁଣା ସାଂଖୀ 110 ଦିନିଆ ଧାନ
Thank you
krushi sampada
WATCH NEXT :
କଲରା ମଞ୍ଜି 7ଦିନରେ ଗଜା କରିବା
• କିପରି କଲରା ମଞ୍ଜିକୁ 7ଦି...
ଗୋ ପାଳନ
• ଗୋ ପାଳନ Diary farming
ମୃତ୍ତିକା ପରୀକ୍ଷା
• ଘରେ କରନ୍ତୁ ମୃତ୍ତିକା ପର...
#krushisampada
#paddyvariety
#paddy # nrripaddy #goodvarietyofpaddy
#krushi #odia

Пікірлер: 135
@krishnachandranaik
@krishnachandranaik 2 жыл бұрын
Arabinda Bhala lagila. Please recommend variety for tail end of command area.
@abhisekdas8133
@abhisekdas8133 2 жыл бұрын
Good night sir
@laxmidharseth8196
@laxmidharseth8196 2 жыл бұрын
Sir, can you explain about Sarala & Sadhana rice variety?. Thank you.
@akhilchandan7532
@akhilchandan7532 2 жыл бұрын
Sir good evening
@jituraut3869
@jituraut3869 9 ай бұрын
1061,1064 & 1224 best paddy
@mathurahembram7973
@mathurahembram7973 2 жыл бұрын
Sir we grateful if seed sales telephone are to be displaced easier to gate the seeds please thanks for awaring us sir
@akhilchandan7532
@akhilchandan7532 2 жыл бұрын
Latest ଅଧିକ ଅମଳକ୍ଷମ ଧାନ ବିଷୟରେ share କରନ୍ତୁ
@lipusahoo7184
@lipusahoo7184 2 жыл бұрын
Sented small rise adhik amal dhana matirepadunathiba dhanagacha
@saratv2776
@saratv2776 Жыл бұрын
5
@prakashpradhan8775
@prakashpradhan8775 2 жыл бұрын
Sir ajya au rajalaxmi dhanra utpadana bisaye tike information diantu
@ashoksahoo8074
@ashoksahoo8074 2 жыл бұрын
Sir namaskar Nua kalajira dhana nayagarh pain Kemiti paibu Ashok
@TheKrishnaame007
@TheKrishnaame007 2 жыл бұрын
Sir, please tell how get seed purnobhog variety
@tiranbag5374
@tiranbag5374 Жыл бұрын
Name the best paddy seeds of this year 2023. Thank you
@user-sn7tp9vh2b
@user-sn7tp9vh2b Жыл бұрын
Namskar sir dhanafasalare jibaamrita.prayagakaripaki
@krushisampada
@krushisampada Жыл бұрын
ନିଶ୍ଚିନ୍ତ ।ଧାନରେ ଏକର ପ୍ରତି 200lit ଯିବାମୃତ ମାଟି ଓଦା ଥିବା ସମୟରେ ପ୍ରାୟୋଗ କରନ୍ତୁ।21ଦିନ ଅନ୍ତରରେ 3-4 ପ୍ରାୟୋଗ କରନ୍ତୁ।
@jaijagannath6622
@jaijagannath6622 2 жыл бұрын
Sir namaskar khala jami pain kanak+ na swarna sub1 thik heba and duhinkara amal kete ase kindly reply debe
@krushisampada
@krushisampada 2 жыл бұрын
ଖାଲ ଜମି ପାଇଁ ସ୍ଵର୍ଣ sub 1 କିସମ ଧାନ ଉପଯୁକ୍ତ।ଏହି କିସମ ଧାନ ପାଣିରେ 7ଦିନ ପର୍ଯ୍ୟନ୍ତ ବୁଡି ରହିଲେ ମଧ୍ୟ ତା ପରେ ଅମଳ ଦେଇଥାଏ।Swarn sub 1 ଧାନ 20-25 qtl ଅମଳ ଆସିଥାଏ।Kanak + ଧାନ ଏକର ପ୍ରତି 23-27qtl ଅମଳ ଆସିଥାଏ।
@riyaz5952
@riyaz5952 2 ай бұрын
Nua kalajira kouthi milba sir....
@gunykidstv
@gunykidstv 2 жыл бұрын
Sir CR-210(Sarumina) Dhana bihana kouthi miliba
@biswajitsahoo8515
@biswajitsahoo8515 3 жыл бұрын
Sir near rivers side water sink resistance paddy please suggest.....
@krushisampada
@krushisampada 3 жыл бұрын
CR ଧାନ 507 ବା ପ୍ରଶାନ୍ତ, ଏହା 160ଦିନରେ ଅମଳ ହୋଇଥାଏ, ମଧ୍ୟମ ଓ ସରୁ, ଜଳମଗ୍ନ ସହାଣୀ କିସମ,CR ଧାନ 503 ଯାହାକି 160-165 ଦିନରେ ଅମଳ ହୁଏ।1ମିଟର ଉଚ୍ଚ ପାଣି ସହିଥାଏ।CR ଧାନ 500 ଜଳମଣି, 158-165ଦିନରେ ଅମଳ ହୁଏ।CR 1009 SUB 1 ଯାହାକି 150-155ଦିନରେ ଅମଳ ହୁଏ,2ସପ୍ତାହ ଜଳମଗ୍ନ ସହିପାରେ।SWARN SUB 1ଯାହାକି 140-142ଦିନରେ ଅମଳ ହୁଏ।2ସପ୍ତାହ ଜଳମଗ୍ନ ସହିପାରେ।
@gadadharmishra3817
@gadadharmishra3817 Жыл бұрын
dhanare gudakhu roga nalagibapain keunousadh abasyak
@krushisampada
@krushisampada Жыл бұрын
ଧାନ ରୋଗ ନଲାଗିବା ପାଇଁ ବିହନ ବିଶୋଧନ କରନ୍ତୁ।ଧାନ ତଳି ପକାଇବା ପୂର୍ବରୁ 1kg ବିହନ ପ୍ରତି 2gm Carbendazim ରେ ବିଶୋଧନ କରନ୍ତୁ।
@binodpatra1342
@binodpatra1342 2 жыл бұрын
Mu bidiyadharpur jaye dakheache
@niranjanbiswal1421
@niranjanbiswal1421 2 жыл бұрын
Sir khala jami re 1075 kisama kale thik rahiba ki . Pls answar msg dywara karibe . Jay kisan
@sabarbishi6920
@sabarbishi6920 3 жыл бұрын
Sir,daya kari kanak np 423 hybrid dhana ra kete distance re gachha laga jae.roga poka ra pratikar bisayare sampurna video banantu.farmer mananka sakase sikshyaniya hoi pariba.thanks.
@krushisampada
@krushisampada 3 жыл бұрын
NP 423 KANAK hybrid ଧାନ 145-150 ଦିନରେ ଅମଳ ହୋଇଥାଏ।ଅଧିକ ପିଲ ହୋଇଥାଏ ଓ ଏକର ପ୍ରତି 25-27qtl ଅମଳ ଆସିଥାଏ।ଧାଡି କୁ ଧାଡି 20cm ଓ ବୁଦା କୁ ବୁଦା 15cm ଦୂରରେ ଲଗାନ୍ତୁ।ବୁଦା ପ୍ରତି 2ଟି ଧାନ ତଳି ଲଗାନ୍ତୁ।15-20ଦିନର ତଳି ଲଗାନ୍ତୁ।ଧନ୍ୟବାଦ।
@debendrakumarnayak7331
@debendrakumarnayak7331 2 жыл бұрын
Dhana kemiti miliba Sonepur ru Debendra Namskar
@anisurraheman9770
@anisurraheman9770 3 жыл бұрын
Sir puja super dhana bisayara kahiba. Ki
@krushisampada
@krushisampada 3 жыл бұрын
Puja super ଧାନ 130-1435ଦିନରେ ଅମଳ ହୋଇଥାଏ।ଏଥିରେ ପ୍ରାୟ ରୋଗ ଲାଗେନାହିଁ।ମଧ୍ୟମ ଗଛ ଉଚତା ।24cm panicle ର length।ଧାନ ଝଡେ଼ ନାହିଁ।ଅମଳ ଏକର ପ୍ରତି 25-27qtl ଆସିଥାଏ।ଧନ୍ୟବାଦ।
@bkpurna
@bkpurna 3 жыл бұрын
Sir Namaskar ..... NP 210 {POORNIMA} seeds keun jami ra bhala heba .... and ..... MTU 1156 keun jami re bhala heba
@krushisampada
@krushisampada 3 жыл бұрын
MTU 1156 ଧାନ ଛୋଟ ଧାନ ଯାହାକି 115-120ଦିନରେ ଅମଳ ହୋଇଥାଏ।ପଡି ନଥାଏ।BPH ଓ BLAST ପ୍ରତି ପ୍ରତି ରୋଧକ କ୍ଷମତା ରହିଛି।ଢ଼ିପ ଜମି ପାଇଁ ଉଦିଷ୍ଟ।Purnima ଧାନ କିସମ କୁ Nuziveedu seed company ଆଉ promot କରୁନାହିଁ।ଏହା ମାଧ୍ୟମ କିସମ ଜମି ପାଇଁ ଉଦିଷ୍ଟ।
@sushantdas7525
@sushantdas7525 Жыл бұрын
Purnimadhan.10kg.kete
@gangadharmahakur8533
@gangadharmahakur8533 3 жыл бұрын
How. Can I get AJAYA and RAJALAXMI chan for cultivation?
@krushisampada
@krushisampada 3 жыл бұрын
Ajay ଓ Rajlaxmi NRRI, ବିଦ୍ୟାଧରପୁର Cuttack ରୁ ପାଇ ପାରିବେ ।କିମ୍ବା LAL SEEDS 9937709899 ଙ୍କ ଠାରୁ ପାଇ ପାରିବେ।
@lipusahoo7184
@lipusahoo7184 2 жыл бұрын
Sir np7075 moralini karochi moudamani bisare khuanti
@krushisampada
@krushisampada 2 жыл бұрын
ମଉଡ଼ମଣି ଧାନ କିସମ 135ଦିନିଆ ଧାନ।ଧାନ ଛୋଟ ଓ ମୋଟା ,ସହଜରେ ପଡି ନଥାଏ।hector ପ୍ରତି 50 qtl ଅମଳ ଆସିଥାଏ।
@satyajitbej8563
@satyajitbej8563 2 жыл бұрын
Sir heaviness peddy kicchi kuhantu au se peddy strong heithiba padibani.heaviness hele ame adhika income pai paribu
@krushisampada
@krushisampada 2 жыл бұрын
ଓଜନିଆ ଧାନ କଳାଚମ୍ପ କିସମ।ଏକର ପ୍ରତି 30-35 qtl ଯାଏ ଅମଳ ଆସିଥାଏ।
@satyajitbej8563
@satyajitbej8563 2 жыл бұрын
Sir . Kanak np 9381 au Kanak np 423 bhitare different kan rahe
@krushisampada
@krushisampada 2 жыл бұрын
NP423 Nizuveedu company ଧାନ ଏକ Research hybrid paddy 140-145ଦିନରେ ଅମଳ ହୋଇଥାଏ।ଏଜର ପ୍ରତି 23-27qtl ଅମଳ ଆସିଥାଏ।100-105cm ଉଚ୍ଚ ଗଛ। ମଧ୍ୟମ ଲମ୍ବା କେଣ୍ଡା। ସେହିପରି NP9381 RESEARCH PADDY 145-150ଦିନ ରେ ଅମଳ ହୋଇଥାଏ।95-100CM ଉଚ୍ଚ ଓ ଅମଳ ଏକର ପ୍ରତି 30qtl ଆସିଥାଏ।
@pradyumnamund9478
@pradyumnamund9478 Жыл бұрын
Silkie 277 bhal production houchhe sir
@abhiramrout9406
@abhiramrout9406 2 жыл бұрын
Sir ସାବିତ୍ରୀ ଧାନ କୋଉଠୁ ମିଳିବ
@ranjeetjena6854
@ranjeetjena6854 2 жыл бұрын
ସାର୍ ,ଦାଳୂଅ ଧାନ ବିଷୟରେ ଭିଡିଓ ଦେଖାନ୍ତୁ ,୨୦୨୧ ପାଇଁ
@laxmikantasahu505
@laxmikantasahu505 2 жыл бұрын
Plz tell some hybrid varieties which stem are so strong that even wind or heavy rain can not compel them to fall down.
@krushisampada
@krushisampada 2 жыл бұрын
Pioneer 28P67 hybrid ଧାନ, JK SEEDS JKRH 2082, ARIZE 6444 GOLD hybrid ଧାନ ସହଜରେ ପଡି ନଥାଏ।
@ashokkumardas1013
@ashokkumardas1013 2 жыл бұрын
A sabu dhana keunthu miliba?
@krushisampada
@krushisampada 2 жыл бұрын
@@ashokkumardas1013 private seed ଦୋକାନ ରେ ମିଳିବ
@adityanarayanpattnaik
@adityanarayanpattnaik Жыл бұрын
I need Black Rice Seeds
@nauminag8837
@nauminag8837 2 жыл бұрын
How can I get CR 210 and can it sell in odisha dhan mandi
@dayanidhimahanta4743
@dayanidhimahanta4743 3 жыл бұрын
Sir apananka sahita ama jagajog sabubele rahiba
@krushisampada
@krushisampada 3 жыл бұрын
ଧନ୍ୟବାଦ sir
@khukukhushi5227
@khukukhushi5227 26 күн бұрын
ସାର୍ କେନ୍ଦ୍ରାପଡ଼ା ଜିଲ୍ଲାରେ କେଉଁଠି ଏ ବିହନ ଆମେ ପାଇ ପାରିବୁ
@krushisampada
@krushisampada 25 күн бұрын
ଏହା ବିଦ୍ୟାଧରପୁର Cuttack ରେ ମିଳେ
@khukukhushi5227
@khukukhushi5227 25 күн бұрын
@@krushisampada sir ଯଦି ଆପଣଙ୍କର ଯୋଗାଯୋଗ ନଂ ମିଳନ୍ତା ତେବେ ବହୁତ କଥା ଆପଣଙ୍କ ଠୁ ଚାଷ ବିଷୟରେ ଶିଖିବାକୁ ମିଳନ୍ତା
@raghunathdas9984
@raghunathdas9984 2 жыл бұрын
From where we get the Paddy's
@jagannath2403
@jagannath2403 3 жыл бұрын
Sir mrunalini dhan bisayare kuhantu
@krushisampada
@krushisampada 3 жыл бұрын
ମୃଣାଳିନୀ ଧାନ କିସମ 146 ଦିନରେ ଅମଳ ହୋଇଥାଏ ।ଛୋଟ, ମୋଟା, ଅଧିକ ପିଲ, ଧାନ ଝଡନାହିଁ।ହେକ୍ଟର ପ୍ରତି 50-55 qtl ଅମଳ ଆସିଥାଏ।
@jagannath2403
@jagannath2403 3 жыл бұрын
MTU 1075variety bisayare kuhantu pls
@krushisampada
@krushisampada 3 жыл бұрын
MTU 1075 ଧାନ କିସମ135-140ଦିନରେ ଅମଳ ହୋଇଥାଏ।ଏହା ଲମ୍ବା ସରୁ ଓ ସହଜରେ ପଡେନାହିଁ।ହେକ୍ଟର ପ୍ରତି 50-55qtl ଅମଳ ଆସିଥାଏ।ଧନ୍ୟବାଦ।
@sujatasahu5370
@sujatasahu5370 2 жыл бұрын
Sir mora brider seed abasyaka kemiti pai bi
@krushisampada
@krushisampada 2 жыл бұрын
Breeder seed ପାଇବା ପାଇଁ ଜିଲ୍ଲାର Seed certification officer ବା କୃଷି ବିଜ୍ଞାନ କେନ୍ଦ୍ର ଅଧିକାରୀ ଙ୍କ ସହ ଯୋଗାଯୋଗ କରନ୍ତୁ।
@aantaryamissethy599
@aantaryamissethy599 Жыл бұрын
Kenu jagaru miliba
@narayanpagal2293
@narayanpagal2293 2 жыл бұрын
@jjjjjj4116
@jjjjjj4116 Жыл бұрын
Japanag
@CLASH-ji2kw
@CLASH-ji2kw 2 жыл бұрын
Can i get late veriety CR paddy from your from your Institute
@satyajitbej8563
@satyajitbej8563 2 жыл бұрын
Sir khala pani jami pai kau dhana dele thik heba .au dhana pani re padiba nahi .se jami re bht pani rahithae.so kichhi tip's
@krushisampada
@krushisampada 2 жыл бұрын
ଖାଲ ଜମି ପାଇଁ Swarn sub 1 ଯାହାକି 140-145ଦିନିଆ ଓ CR 1009 SUB1 ଯାହାକି150-155 ଦିନିଆ ।ଏହା 2ସପ୍ତାହ ପର୍ଯ୍ୟନ୍ତ ବନ୍ୟା ଜଳ ସହଣୀ କରି ପାରିବ। CR ଧାନ 500 ଓ CR ଧାନ 503 ଯାହାକି160-165 ଦିନିଆ 1ମିଟର ଜଳମଗ୍ନ ସହି ପାରେ।
@lipusahoo7184
@lipusahoo7184 2 жыл бұрын
New verity kalinga 101. ,102 ,103 bisayare khuantu
@narendrakumarnayak2462
@narendrakumarnayak2462 2 жыл бұрын
S--4 ଧାନ ବିହନ ବିଷୟରେ କିଛି ପରାମର୍ଶ ଦିଅନ୍ତୁ
@rbrabindrakumardas
@rbrabindrakumardas 2 жыл бұрын
Poultry video karantu sir please🙏
@krushisampada
@krushisampada 2 жыл бұрын
Poultry video କରାଯାଇଛି।ଆଗକୁ ମଧ୍ୟ new video କରାଯିବ।
@rbrabindrakumardas
@rbrabindrakumardas 2 жыл бұрын
@@krushisampada ham sir video dekhichi kintu aahuri poultry video karantu sir
@pradippradhan3012
@pradippradhan3012 2 жыл бұрын
Sir , Adhika Amala khyama Dhana bihana ame bidyadharapur miliba ki
@krushisampada
@krushisampada 2 жыл бұрын
କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରରେ ଅକ୍ଷୟ ତୃତୀୟା ଦିନ ଧାନ ଦିଆଯାଇଥାଏ।ଅନ୍ୟ ଦିନରେ ସେଠାରୁ ଧାନ ବିହନ ମିଳିନଥାଏ।
@sudampatra6140
@sudampatra6140 2 жыл бұрын
Sir agaru booking karibaku padiba na sedina jai ki anile haba. Se gote dina na pare kete dina dia jae.
@aantaryamissethy599
@aantaryamissethy599 Жыл бұрын
Yes dhana kipari paibu kichhi contact diantu
@satyajitbej8563
@satyajitbej8563 2 жыл бұрын
Sir aradhana peddy kmt dhana topic re kahibe
@satyajitbej8563
@satyajitbej8563 2 жыл бұрын
Please sir reply
@satyabratabadajena7287
@satyabratabadajena7287 3 жыл бұрын
ସାର, ନମସ୍କାର।video ଟି ଉପାଦେୟ ହୋଇଛି।ମାଧ୍ୟମ ଜଳସେଚିତ ଜମିରେ କନକ+ କିମ୍ଵା ସାଧନା କେଉଁଟି ଭଲ ଅମଳକ୍ଷମ ହେବ?ଦୟାକରି ମାର୍ଗଦର୍ଶନ କରାନ୍ତୁ।ପରବର୍ତୀ video ଟି ନଡ଼ିଆ ଚାଷ ବିଷୟରେ କଲେ ବହୁତ ଭଲ ହୁଅନ୍ତା
@krushisampada
@krushisampada 3 жыл бұрын
ଧନ୍ୟବାଦ sir, KANAK + ବା NP 9381 145-150ଦିନ ରେ ଅମଳ ହୋଇଥାଏ।ଗଛର ଉଚତା 95-100cm , ଅଧିକ ପିଲ ହୋଇଥାଏ, କେଣ୍ଡାରେ ଅଧିକ ଧାନ ରହିଥାଏ।ଖାଲ ଜମି ପାଇଁ ଉଦିଷ୍ଟ । Sadhan ବା NP 558 140-145 ଦିନରେ ଅମଳ ହୋଇଥାଏ। KANAK + SADHAN କିସମ ଅପେକ୍ଷା ଅଧିକ ଅମଳ ଦେଇଥାଏ।କିନ୍ତୁ SADHAN ବିହନ KANAK + ଠାରୁ ଛୋଟ ଧାନ।ତେଣୁ ମଧ୍ୟମ କିସମ ଜମି ପାଇଁ SADHAN କିସମ ଠିକ ହେବ। LOCK DOWN ପରେ ନଡ଼ିଆ ଚାଷ ର VIDEO ନିଶ୍ଚିନ୍ତ ପ୍ରସ୍ତୁତ ହେବ। ଧନ୍ୟବାଦ।
@satyabratabadajena7287
@satyabratabadajena7287 3 жыл бұрын
@@krushisampada ଆପଣଙ୍କ ମୂଲ୍ୟବାନ ପରାମର୍ଶ ନିଶ୍ଚିତ ରୂପେ ମୋର ଉପକାରରେ ଲାଗିବ।ନଡିଆ ଚାଷର video ଟିକୁ ଆଗ୍ରହର ସହିତ ଅପେକ୍ଷା କରି ରହୁଛି।ନମସ୍କାର।
@sanjaysahoo511
@sanjaysahoo511 Жыл бұрын
Dhan. Bihan. Keninthu. Paiba. Phone. No....
@narayanpagal2293
@narayanpagal2293 2 жыл бұрын
ଧାନ ଆଣି ବାକୁ କାହା ସହ ପରାମର୍ଶ କରିବାକୁ ପଢି ବ ଦୟାକରି ନମୁର ଦେବେକି
@soubhagyasahoo706
@soubhagyasahoo706 2 жыл бұрын
Sir.1009sab.one.dhana.kamete.amal.dea.mu.2.aker.kareche
@krushisampada
@krushisampada 2 жыл бұрын
CR 1009 sub 1 କିସମ ଧାନ 150-155ଦିନ ରେ ଅମଳ ହୋଇଥାଏ।ଏହା ଏକର ପ୍ରତି 22-25 qtl ପର୍ଯ୍ୟନ୍ତ ଅମଳ ଦେଇଥାଏ।
@pranatojha2250
@pranatojha2250 3 жыл бұрын
Sampada au trump dhana bisayare tike kuhantu sir plz
@krushisampada
@krushisampada 3 жыл бұрын
Sampada ଧାନ Nuziveedu company hybrid ବିହନ।ଏହା 140-145ଦିନରେ ଅମଳ ଆସିଥାଏ।ଏକର ପ୍ରତି 25-27qtl ଅମଳ ଆସିଥାଏ।Krushidhan seeds Pvt. Ltd company ର ଧାନ Trump 162।ଏହା ଅଧିକ ଅମଳ କ୍ଷମ ,ସରୁ ଧାନ, ଗଛ ପ୍ରତି 15-18ଟି ପିଲ ଆସିଥାଏ।bhp ସହଣ ଶକ୍ତି କିସମ।
@pranatojha2250
@pranatojha2250 3 жыл бұрын
@@krushisampada thank u sir
@pranatojha2250
@pranatojha2250 3 жыл бұрын
@@krushisampada bhp means sir kahibe ki tike bujhiparilini mu
@debendrakumarnayak7331
@debendrakumarnayak7331 2 жыл бұрын
Phone No ta pl debe ki kemiti dhana bihana milipariba ... district Sonepur ru
@krushisampada
@krushisampada 2 жыл бұрын
ଧାନ ବହନ NRRI ତରଫରୁ ବିକ୍ରି ସରି ଯାଇଯାଇଛି।
@kishorchandrarout244
@kishorchandrarout244 Жыл бұрын
S̊i̊r̊ b̊h̊år̊i̊ k̊h̊ůs̊i̊ l̊åg̊i̊l̊å,̊ k̊e̊h̊t̊i̊ å j̊åt̊i̊r̊å b̊i̊h̊ån̊å m̊i̊l̊i̊b̊å p̊h̊o̊n̊e̊ n̊ům̊b̊e̊r̊ d̊e̊b̊e̊
@gangadharmahakur8533
@gangadharmahakur8533 3 жыл бұрын
Can I cultivate ajaya and rajalaxmi (hybrid)in rabi crop?please,tell me the rate.
@krushisampada
@krushisampada 3 жыл бұрын
Ajay ଓ Rajalalaxmi ଖରିଫ ଋତୁ ପାଇଁ ଉପଯୁକ୍ତ।
@samirkumarpradhan7150
@samirkumarpradhan7150 3 жыл бұрын
Cr 210 dhan bihan keuinthi milib
@krushisampada
@krushisampada 3 жыл бұрын
CR ଧାନ 210 ବିହନ NRRI, ବିଦ୍ୟାଧରପୁର ରୁ ପାଇ ପାରିବେ।
@tapandas3388
@tapandas3388 Жыл бұрын
Sir rate Kate
@ontrack4214
@ontrack4214 3 жыл бұрын
Sir apan kahithiba dhan Crri ru aniheba ba miliba ki
@krushisampada
@krushisampada 3 жыл бұрын
NRRI , CUTTACK june ମାସ ରେ ପୂଜା, CR ଧାନ 800 swarn sub 1 ଓ ପ୍ରଧାନ ଧାନ ଦେଉଥିଲେ ।ସେଥି ପାଇଁ 9178192191 ନମ୍ବର ଆପଣ ଙ୍କ ନାମ, ଠିକଣା ଓ କେଉଁଧାନ ନେବେ କେତେ ନେବେ whatsapp ରେ massage କରିବାକୁ ପଡୁଥିଲା।ବର୍ତମାନ ସେହି ନମ୍ବର ରେ massage କରନ୍ତୁ।ଯଦି ଧାନ ଥିବ ତେବେ ସେମାନେ ଆପଣଙ୍କୁ massage କରିବେ।ଧନ୍ୟବାଦ।
@nrusinghacharanapatra29
@nrusinghacharanapatra29 3 жыл бұрын
Sir MSG karitbhili kichi rply asilani . Pradhan dhanara bihan milibaki
@krushisampada
@krushisampada 3 жыл бұрын
@@nrusinghacharanapatra29 ପ୍ରଧାନ ଧାନ ପାଇବା ପାଇଁ କୃଷି ବିଭାଗ ଦ୍ଵାରା ସୀକୃତିପ୍ରାପ୍ତ dealer ଙ୍କ ସହ ଯୋଗାଯୋଗ କରନ୍ତୁ।କିମ୍ବା NRRI, ବିଦ୍ୟାଧରପୁର, CUTTACK OFFICE ସହିତ ଯୋଗାଯୋଗ କରନ୍ତୁ।
@sagarnkhatua6016
@sagarnkhatua6016 2 жыл бұрын
Where do we find the specific paddy seed packets?
@krushisampada
@krushisampada 2 жыл бұрын
NRRI ବିଦ୍ୟାଧରପୁର ରୁ ଏହି ବିହନ ପାଇ ପାରିବେ।ଅକ୍ଷୟ ତୃତୀୟା ଦିନ ଏହା ପାଇ ପାରିବେ।
@babulibehera9387
@babulibehera9387 2 жыл бұрын
9
@babulibehera9387
@babulibehera9387 2 жыл бұрын
9
@pranatojha2250
@pranatojha2250 3 жыл бұрын
Cr 800 kou jamire vala heba
@krushisampada
@krushisampada 3 жыл бұрын
CR 800 ଧାନ ବିହନ 140ଦିନରେ ଅମଳ ହୋଇଥାଏ।ଏହା ମଧ୍ୟମ କିସମ ଜମି ପାଇଁ ଉଦିଷ୍ଟ।ଧନ୍ୟବାଦ।
@bibhutijena2848
@bibhutijena2848 3 жыл бұрын
Luni.jaga.dhana
@patelfarming7165
@patelfarming7165 2 жыл бұрын
Heba
@israilshah6944
@israilshah6944 Жыл бұрын
ଧାନ ବିହନ କିପରି ଅନ୍ ଲାଇନ୍ ବୁକିଂ କରିବା ସୂଚନା ଦେବା ପାଇଁ ଅନୁରୋଧ
@krushisampada
@krushisampada Жыл бұрын
ଏଥିପାଇଁ ଏକ video ପ୍ରସ୍ତୁତ କରାଯାଇଛି।ଦେଖି ପାରିବେ।kzfaq.info/get/bejne/fL5mpalymM7PqYE.html
@iswarswain7407
@iswarswain7407 2 жыл бұрын
କାବେରୀ 468 ଆଉ us 362 ବିଷୟରେ କିଛି କୁହନ୍ତୂ ।
@krushisampada
@krushisampada 2 жыл бұрын
US 362 ମଧ୍ୟ hybrid seed ।ଏହା 130-135 ଦିନରେ ଅମଳ ହୋଇଥାଏ।ଗଛ 125cm ଉଚ୍ଚ ହୋଇଥାଏ।ଅମଳ ଏକର ପ୍ରତି 30-35QTL ଆସିଥାଏ।
@manashsahu4122
@manashsahu4122 2 жыл бұрын
🤡🥳🤡😀😉😭😁 ni
@sujanapadhan2906
@sujanapadhan2906 3 жыл бұрын
Jamuna kipari dhan
@krushisampada
@krushisampada 3 жыл бұрын
ଯମୁନା ଧାନ PAN 804 ଯାହାକି 140-145ଦିନରେ ଅମଳ ହୋଇଥାଏ।ଗଛ 110-115cm ଉଚ୍ଚ।ଅମଳ ଏକର ପ୍ରତି 25qtl ଅମଳ ହୋଇଥାଏ।
@sujanapadhan2906
@sujanapadhan2906 3 жыл бұрын
@@krushisampada Akash Ganga (kasira 1001) kipari dhan
@kishorchandrabehera8971
@kishorchandrabehera8971 2 жыл бұрын
ପୂଜା ଚେକ୍ ଦେବା ଧାନ, ପାଣି ସହନ ଉଚ୍ଚ ଅମଳ, କାହାକୁ ବାଛିବାକୁ
@ranjeetjena6854
@ranjeetjena6854 2 жыл бұрын
ସାର୍ , ଏହି ଧାନ ମାନଙ୍କ ମଧ୍ୟରୁ ଖରା ଦିନେ କିଏ ଚାଷ କରାଯାଇ ପାରିବ ???
@krushisampada
@krushisampada 2 жыл бұрын
ଆପଣଙ୍କ ମତା ମତ ପାଇଁ ଧନ୍ୟବାଦ। ଡ଼ାଳୁଅ ଧାନ ପାଇଁ ଭଲ କିସମ ଧାନ ର ଏକ video ଶୀଘ୍ର ପ୍ରସ୍ତୁତ କରାଯିବ।
@manaskumarmohanty666
@manaskumarmohanty666 Жыл бұрын
Sir number please
@biswanathdas9295
@biswanathdas9295 2 жыл бұрын
ଏ ସବୁ ଧାନ ପାଇବା ପାଇଁ ଆମେ କାହା ସହିତ ଯୋଗାଯୋଗ କରିବାକୁ ପଡିବ
@krushisampada
@krushisampada 2 жыл бұрын
ବିହନ ପାଇବା ପାଇଁ NRRI, ବିଦ୍ୟାଧରପୁର ଙ୍କ ର WHATSAPP number 9439270825 ରେ message କରନ୍ତୁ।
@kalucharan7499
@kalucharan7499 2 жыл бұрын
Phone namber deantu
@satyajitbej8563
@satyajitbej8563 2 жыл бұрын
Jaladhi dhana kmt
@krushisampada
@krushisampada 2 жыл бұрын
ଜଳଧି ଧାନ 140-145 ଦିନରେ ଅମଳ ହଉଥାଏ।ଏହାର ବନ୍ୟା ସହଣୀ କ୍ଷମତା ରହିଛି।7-15ଦିନ ବନ୍ୟା ବୁଡି ପାଣି ସହିପାରେ। 115cm ଉଚ୍ଚ ଗଛ।ମହିସା ଓ ପତ୍ରପୋଡ଼ା ରୋଗ ସହଣୀ ରହିଛି।ଏହା Myhico company ଉନ୍ନତ କିସମ ବିହନ।
@satyajitbej8563
@satyajitbej8563 2 жыл бұрын
@@krushisampada thanks sir
@papudhal6682
@papudhal6682 2 жыл бұрын
Sir Mo number
@GAMERSXEADITZ2
@GAMERSXEADITZ2 3 жыл бұрын
Khali vedio banane se kyahoga Sheeds miltanahi
@bhamarabehera2093
@bhamarabehera2093 17 күн бұрын
Tuma phone number diantu
ОСКАР vs БАДАБУМЧИК БОЙ!  УВЕЗЛИ на СКОРОЙ!
13:45
Бадабумчик
Рет қаралды 3,8 МЛН
когда повзрослела // EVA mash
00:40
EVA mash
Рет қаралды 4,1 МЛН
Happy 4th of July 😂
00:12
Pink Shirt Girl
Рет қаралды 39 МЛН
ОСКАР vs БАДАБУМЧИК БОЙ!  УВЕЗЛИ на СКОРОЙ!
13:45
Бадабумчик
Рет қаралды 3,8 МЛН