କଣ ହେବ ବିଜେଡିର ଭବିଷ୍ୟତ ଆଉ କଣ ହେବ ବିଜେଡିର କାର୍ଯ୍ୟଧାରା ସେ ବିଷୟରେ କହିଲେ ରବି ଦାସ Rabi Das On BJD

  Рет қаралды 200,267

Odisha Bhaskar

Odisha Bhaskar

8 күн бұрын

Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/OdishaBhaskar
OUR WEBSITE - odishabhaskar.com/
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#odishabhaskar #latestnews

Пікірлер: 332
@satrughnasa5772
@satrughnasa5772 7 күн бұрын
ଭୋଟପୂର୍ବରୁ ବିଜେଡିର ଭଜନଗାଉଥିଲେ
@user-gj7fv5tq2q
@user-gj7fv5tq2q 5 күн бұрын
Right 👍
@kkarunakaramahanandia9980
@kkarunakaramahanandia9980 2 күн бұрын
କେବଳ ବିଜୋଡିର ଭଜନ ନୁହେଁ କୀର୍ତ୍ତନ ବି ବଜାଉଥିଲେ ରବି ଦାସ ବାବୁ
@rakeshkumarsahoo50
@rakeshkumarsahoo50 7 күн бұрын
ରବି ଭାଇ ତମେ ସାମ୍ବାଦିକ ନା BJD ର ଉପଦେଷ୍ଟା। ଲଜ୍ଜା ନାହିଁ ତୁମକୁ
@tusarkantasahu1064
@tusarkantasahu1064 6 күн бұрын
ଛି.. ଛି... ଆ.... ଥୁ
@pradipkumarsaha61
@pradipkumarsaha61 6 күн бұрын
Sehi question ta Argus ku pachara , sie news channel na bjp ra pracharaka
@rakeshkumarsahoo50
@rakeshkumarsahoo50 6 күн бұрын
@@pradipkumarsaha61 tame pachara Baak swadhinata dia ହୋଇଛି
@debasishmaity4144
@debasishmaity4144 3 күн бұрын
Right
@jagdishkumarrath4631
@jagdishkumarrath4631 7 күн бұрын
ରବି ବାବୁ ଚୋରମାନଙ୍କର ଭାନୁମତୀ ପେଡ଼ି ଖୋଲିଲେ ସବୁ ଝାରପଡ଼ା ଯିବେ।ବିଜେଡି ଛିନ୍ ଛତ୍ର ହେବାକୁ ବେଶୀ ସମୟ ଲାଗିବ ନାହିଁ। ଆଗକୁ ଦେଖନ୍ତୁ କଣ ହେଉଛି। ତା ପରେ ବିଜେଡି ବାଲ।ଙ୍କୁ ବୁଦ୍ଧି ଦେବେ। ଧଳା କୁର୍ତ୍ତା ଦେଖାଇ ଓଡ଼ିଶା କୁ ଲୁଟ କରିଛନ୍ତି।
@chandrakantibehera9413
@chandrakantibehera9413 7 күн бұрын
BJP neet chora kabia Jail jiba
@bipinbiharinayak5973
@bipinbiharinayak5973 6 күн бұрын
Domuhna rabi babu
@pravakarmuduli599
@pravakarmuduli599 6 күн бұрын
​@@chandrakantibehera9413a11
@rabijena5657
@rabijena5657 6 күн бұрын
Nabin babu Do Muhan neta. 24 barsa hela BJP r Andha samarthak thile . BJD r avimukhya jatiya stara re spasta nuhen . 4.50 Odia nk netrutwa pai BJD akhyama. Orissa re kebala BJP O CONGRESS duiti dala r abasyaka.
@prasantapanda1703
@prasantapanda1703 7 күн бұрын
ବିଜେଡି ଯୋଉ ଯୋଉ ଦୁର୍ନୀତି କରିଛି, ଯେତେ ହତ୍ୟା ଧର୍ଷଣ ଚୋରି କରିଛି ସେମାନେ ସବୁ ଜେଲରେ ରହିବେ, ନବୀନ କଣ କରିବ ନବୀନ ପରା ନିଜେ ଜଗନ୍ନାଥଙ୍କ ଜମି ବିକ୍ରି କେଶରେ ଚିଟ୍ଫଣ୍ଡ କେଶରେ କୋଇଲା ଦୁର୍ନୀତି କେଶରେ ନବ ଦାସ ହତ୍ୟା କେଶରେ ନିଜେ ନବୀନ ଜେଲରେ ରହିବ, ତୁ ରବି ଦାସ ପରମ ମାଗିହା ହାରାମି ଏବେ ଜଣେ ସାମ୍ବାଦିକ ହେଇକି ନାହୁଁ ତୁ ଏବେ ବିଜେଡିର ପ୍ରଚାରକ ମୁଖପାତ୍ର ହେଇଛୁ
@bikramroutaray935
@bikramroutaray935 6 күн бұрын
ଶଙ୍ଖ ଚମଚା ରବି ଦାସ କୁ ଆଗ ଝାରପଡା ପଠା ଯାଉ.. ଏ ଶଳା ନବୀନ ଠୁ କେତେ ପଇସା ଖାଇକି ବିଜେଡି ପାଇଁ ଗପୁଛି.
@sridharbarik8308
@sridharbarik8308 7 күн бұрын
ରବି ବାବୁ ଆପଣ ବିଜେଡି ଦଳରେ ପରାମର୍ଶ ଦିଅନ୍ତୁ ସାମ୍ବାଦିକ ଛାଡ଼ନ୍ତୁ
@babajicharana5435
@babajicharana5435 7 күн бұрын
ଇଲେକ୍ସନ ପୂର୍ବରୁ ଗୋଟିଏ କଥା କହୁଥିଲେ ଏବେ ଦାବିଲେଣି ତୁମ କଥା ଭାରି ଖରାପ ଲାଗୁଛି ଦାମ ରାଉତ ପରି ଦୋଗଲା ଲାଗୁଛ
@deviprasadmishra6563
@deviprasadmishra6563 6 күн бұрын
କାମ ନ ଥିଲେ ବିଲେଇ ବାଳ ଚlଞ୍ଚିବା ଯାହା ଏବାବୁ ରବି ଙ୍କ ମତ ଭାସ୍କର ନେବା ସେୟା
@chittaranjansahu8113
@chittaranjansahu8113 7 күн бұрын
ରବି ବାବୁ bjd ର ଭଡ଼ାଟିଆ ସାମ୍ବାଦିକ l ଚଳିତ ନିର୍ବାଚନ ପୁର୍ବରୁ ସେ କେମିତି ଏକ ପାଖିଆ bjd କୁ ଟେକୁ ଥିଲେ,ଆମେ ସମସ୍ତେ ଭଲ ଭାବରେ ଜାଣିଛନ୍ତି l
@bhagirathibarik9956
@bhagirathibarik9956 7 күн бұрын
ରବି ବାବୁଙ୍କ ସ୍ବପ୍ନ ସ୍ବପ୍ନରେ ହିଁ ରହିଗଲା😂😂 ଆପଣ ବହୁତ୍ ଟେକୁଥିଲେ BJD କୁ ଆଛା ଗୋଟେ କଥା କହିଲେ ରବି ବାବୁ bjd କଣ ପାଇଁ ହାରିଲେ ନବୀନ ବାବୁ ତାଙ୍କ ବିଧାୟକ ମାନଙ୍କୁ ଡାକି ତାର ଗୋଟେ ସମୀକ୍ଷା କଲେଣି ଉଲ୍ଟି କହିଛନ୍ତି BJP ୪/୫ ସିଟ୍ ଅଧିକ ପାଇ ସରକାର କରିଛି କିନ୍ତୁ ନିଜେ ୫୧ ସିଟ ପାଇଛନ୍ତି 😂😂 ଗୋଟେ କଥା ମନେରଖନ୍ତୁ ଯେପର୍ଯ୍ୟନ୍ତ ନବୀନ ବାବୁ Pandian କୁ ପାଖରେ ରଖିଛନ୍ତି ସେ ପର୍ଯ୍ୟନ୍ତ BJD ଦଳ ଉପରକୁ ଉଠି ପାରିବ ନାହି ବହୁତ୍ ଶୀଘ୍ର ୨୦/୨୨ ବରିଷ୍ଠ ନେତା BJD ଦଳ ଭାଙ୍ଗି BJP ରେ ମିଶୁଛନ୍ତି ଆଉ BJD ରେ ଵିଦୃହ ଆରମ୍ଭ ହୋଇସାରିଲାଣି କେହି ରକ୍ଷା କରିପାରିବେ ନାହିଁ
@NityanandaSahoo-ny1ko
@NityanandaSahoo-ny1ko 6 күн бұрын
ଆପଣଙ୍କର ବୟସ କେତେ ହେଲା ଘରେ ବିଶ୍ରାମ ନିଅନ୍ତୁ. ଆଗରୁ ବହୁତୁ ବୁଦ୍ଧି ଦେଇ ଦଳର ଏହି ଦୁର୍ଦଶା ହେଲା. ଭାସିଗଲା ପରେ ଏ ବୁଦ୍ଧି କିଛି କମ କରିବକି ? ଝାରପଡା ଜେଲ କଥାରେ ଭୟଭୀତ କି.? ଖାଉଥିଲେ ଯେତେବେଳେ ଭାବୁନଥିଲେ. ସମୟକୁ ଅପେକ୍ଷା କର.
@himansupatra9717
@himansupatra9717 7 күн бұрын
ଏ ଲୋକ ର ମୁହଁ ଆଗରେ ନା ପଛରେ BJD କୀର୍ତ୍ତନ 10 ବର୍ଷ ଧରି କରୁଥିଲା ନିଜ ପୁତ୍ରଙ୍କ ପାଇଁ
@durgamadhabsahoo4032
@durgamadhabsahoo4032 7 күн бұрын
ରବି ବାବୁ, ଆପଣ କେବେ ମୁଖ୍ୟମନ୍ତ୍ରୀ ହେବେ ଜଣାନ୍ତୁ, ନା ଆପଣ ନବୀନ ବାବୁ ଙ୍କ spokesman ହୋଇ ରହିବେ, ନବୀନ ତ କହୁନାହାନ୍ତି ଆପଣ କଣ ପାଇଁ ବଳବଲ ହେଉଛନ୍ତି
@debanarayanmishra571
@debanarayanmishra571 6 күн бұрын
ବହୁତ୍ ସୁନ୍ଦର କଥା , ବିଜେଡି ଟିକେ ଚିନ୍ତା କରିବା ଉଚିତ୍ । ଏକତା ହିଁ ବଳ , ହାତରେ ପଞ୍ଚାୟତ ସ୍ତରରୁ ଜିଲ୍ଲା ପରିଷଦ , ମୁନିସ ପାଲିଟି ଅଛି । ଏବେ ଠାରୁ ଏକତା ରକ୍ଷା କରିବାକୁ ଅନୁରୋଧ ।
@sureshchandradash6900
@sureshchandradash6900 7 күн бұрын
ସବୁଠାରୁ ବଡ ଦୁର୍ନୀତି ଓ ଚୋର ଦଳ ଓ ରବି ଦାସ ଏହାର ଏକ ନେତା, ଶ୍ରଦ୍ଧା ଓ ନବୀନା କଣ କରୁଥିଲେ ଆଗେ ଜନସାଧାରଣଙ୍କୁ କୁହ
@sunilpradhan3124
@sunilpradhan3124 7 күн бұрын
ରବି ବାବୁ ଆପଣ ଜାଣି ନାହାନ୍ତି କି ସତ କହିବାକୁ କିଆଁ ଡରିବି ସତ କହି ପଛେ ମଲେ ମରିବି । ମୁଖ୍ୟ ମନ୍ତ୍ରୀ ପ୍ରଥମେ ଜଣେ ସାଧାରଣ ନାଗରିକ ତାପରେ ମୁଖ୍ୟ ମନ୍ତ୍ରୀ ।
@binodinibhoi3204
@binodinibhoi3204 7 күн бұрын
ରବି ଦାସ ଆପଣ ଏବୟସରେ ବିଜେଡି ର ଗୋଲାମ ନ ହେଇ ଓଡ଼ିଶା ପାଇଁ କିଛି ଭଲ ବାର୍ତ୍ତା ଦେଲେ ଭଲହବ
@pradeepkumarsinha803
@pradeepkumarsinha803 7 күн бұрын
ଯେତେ criminal and corruption case ରେ ଯେଉଁ ନେତାମାନେ involve ଅଛନ୍ତି, CASE START ଆରମ୍ଭ କରିଦେଲେ, ସବୁ ବୁଦ୍ଧି ହଜିଯିବ। BJDର ଅବସ୍ଥା ଦିନକୁ ଦିନ ସାଂଘାତିକ ହେବାକୁ ଯାଉଛି। SUPPORT କରି ରବିବାବୁ କିଛି ଲାଭ ହେବ ନାହିଁ। ସମୟକୁ ଅପେକ୍ଷା କର। ସମୟ ବଡ ବଳବାନ।
@jayajaganathmohapatra1787
@jayajaganathmohapatra1787 7 күн бұрын
BJD ର ଭବିଷ୍ଯତ ବିଷୟ ରେ ପ୍ରସନ୍ଗ କରୁଛନ୍ତି, ରାଜ୍ୟ ଭବିଷ୍ଯତ ପାଇଁ ନୁହ। ରବୀ ଦାସ ବାବୁ ଆପଣ ଜଣେ ଭଡାଟିଆ ପତ୍ରକାର। ଦିନେ ମେନ୍ଟ ପାଇଁ ପ୍ରଚାର କରୁଥିେଲ। ଆଜି ଦୂର୍ନୀତିର ତଦନ୍ତ ହେଲେ, ରଜ୍ୟସଭା ରେ ବିରୋଧ କରିବେ କେନ୍ଦ୍ର ସରକାର କୁ। ଲଜ୍ୟା ଲଜ୍ୟା ଲଜ୍ୟା
@nityanandasahoo4719
@nityanandasahoo4719 6 күн бұрын
ରବି ବାବୁ ଆପଣ ଆଗେ କୁହନ୍ତି ସରକାରୀ ଗୃହତି କେବେ ଛାଡ଼ିବେ ?
@sopanabadek5696
@sopanabadek5696 7 күн бұрын
"ସୈା ଦିନ୍ କା ଗର୍ମି, ଏକ୍ ଦିନ୍ କା ପାନି "। ଠିକ୍ ସେହିପରି ବିଜେଡି ଦଳର ୨୫ ବର୍ଷର କ୍ଷମତା,୨୦୨୪ ନିର୍ବାଚନରେ ସବୁ କ୍ଷମତା ଥଣ୍ଡା ! " ଆପଣମାନେ ଖୁସି ତ " !
@nityanandasahoo4719
@nityanandasahoo4719 6 күн бұрын
ରବି ବାବୁ ଙ୍କ ମନରେ ବହୁତ୍ କଷ୍ଟ BJD ହାରିଗଲା ଯେ,
@mangalswain226
@mangalswain226 7 күн бұрын
Bjd odisha ru hatiba.
@bajrabaninews2271
@bajrabaninews2271 6 күн бұрын
ପରିସ୍ଥିତି ଆଉ ଭିନ୍ନ ହେବାର ପ୍ରଶ୍ନ ଉଠୁନି
@usharanisahoo8972
@usharanisahoo8972 7 күн бұрын
ଜୟ ନବୀନ ବାବୁ ❤
@prafullakumarmall2742
@prafullakumarmall2742 3 күн бұрын
ରବିବାବୁ ଆପଣ ଭଲ ଭାବରେ ବୁଝନ୍ତୁ BJDଆଉନାହିଁ।
@bipracharanjena2736
@bipracharanjena2736 6 күн бұрын
ଏବେ ନବୀନଙ୍କର ବୁଦ୍ଧି ଉଦୟ ହେଲା ମୋଦି ପ୍ରେମ ସରିଗଲା ବର୍ତମ ନିଟ ପରୀକ୍ଷା ଦୁର୍ନୀତି ବିରୁଦ୍ଧରେ ଦୃଢ଼ ବିରୋଧ କରିବା ଦରକାର ଦଳରୁ ବବି ଓ ତାଙ୍କ ସହଯୋଗୀଙ୍କୁ ଦୂରେଇବା ଦଳ ପାଇଁ ଭଲ
@AlokKumar-ug4di
@AlokKumar-ug4di 7 күн бұрын
ଜୟ ବିଜେଡି ଜୟ ନବୀନ
@TheLifeVibes
@TheLifeVibes 7 күн бұрын
ବାଳ
@AlokKumar-ug4di
@AlokKumar-ug4di 7 күн бұрын
ତୋ ବୋଉ ବୀଆ
@prasantakumarkhanda826
@prasantakumarkhanda826 7 күн бұрын
Palakhaeebu
@satyabanbeuria2545
@satyabanbeuria2545 7 күн бұрын
Aou bala achhi sunpampudi khaiba
@swamisachchidanandasaraswa7788
@swamisachchidanandasaraswa7788 7 күн бұрын
ବେକାର କଥାଗୁଡିଏ ବୁଢ଼ା କାଳକୁ କୁହନ୍ତୁ ନାହିଁ,
@user-cu7id5si3p
@user-cu7id5si3p 7 күн бұрын
Right
@user-ls2sk1mx6d
@user-ls2sk1mx6d 6 күн бұрын
❤ଯାହା ବି କରି ଛ ନ୍ତି ଓ ଡ଼ି ଶା ର ମଙ୍ଗଳ ପାଇଁ ତ ଯେତେ ବେଳେ ଲକେ ସ୍ୱଷଣ ହେଇ ଆହା କାର ହଉ ଥିଲେ ସେତେବେଳେ bjp କଉଠି ଥିଲେ ❤
@AlokKumar-ug4di
@AlokKumar-ug4di 7 күн бұрын
ରବି ଭାଇ ଭଲ କଥା କହିଛନ୍ତି
@220383able
@220383able 6 күн бұрын
ରବି ଭାଇ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବି ଜେ ଡି ର ଦାୟିତ୍ଵ ନେଲେ କେମିତି ହୁଅନ୍ତା?
@AshokDas-zd9og
@AshokDas-zd9og Күн бұрын
ଆପଣ ଓ ନବୀନ ବାବୁ ଘରେ ବସି ବିଶ୍ରାମ ନିଅନ୍ତୁ
@biswanathpadhy8371
@biswanathpadhy8371 6 күн бұрын
କିଛି ହେବ ନାହିଁ, ରବି ବାବୁ ମୁଂଗେରିଲାଲ ହୁଅନ୍ତୁ ନାହିଁ।
@user-lg4vi7wr8g
@user-lg4vi7wr8g Күн бұрын
ଯଦି ଲୋକସଭା 4/5ଟା ବିଜେଡି ଆଣିଥିଲେ ସେମାନେ ବିଜେପି କୁ ନଚେଇ ଥାଆନ୍ତେ, ରବି ବାବୁ ଆପଣ କଣ କହୁଛନ୍ତି l ପଂଚାୟତ ସମିତି / ଏନଏସି /ମୁନିସିପାଲିଟି ଗୁଡିକୁ ଭାଙ୍ଗିବା ଦରକାର, ରାଜ୍ୟସଭା କେତେ ଦିନ l
@kapilendranayak9389
@kapilendranayak9389 7 күн бұрын
ବାସ୍ତବ ତଥ୍ଯ ପ୍ରାସଙ୍ଗିକ
@balakrushnanayak2304
@balakrushnanayak2304 7 күн бұрын
ଆଉ BJD ଆସିବ ନାହିଁ ପାଣ୍ଡୁ ଖାଇଯାଉଛି
@user-dw1jq3ey1z
@user-dw1jq3ey1z 7 күн бұрын
Puni thare b j d
@balarambehera971
@balarambehera971 5 күн бұрын
ହେ ଏ କଣ କହିବେ. ଏ ମିଛ କହନ୍ତି
@abhiramsahoo5642
@abhiramsahoo5642 6 күн бұрын
ଓଡିଶା ଯୁଆଡେ ଯାଉଛି ଯାଉ,ହେଲେ ବିଜେଡି କଣ କଲେ ପୁଣି କ୍ଷମତାକୁ ଆସିବ ବା ବିରୋଧୀଭାବେ କେମିତି ଲଢିବାକୁ ହେବ,ଏ ବିଷୟରେ ବିଜେଡିକୁ ସତର୍କଶିକ୍ଷା ଦେବାରେ ଓ ସମର୍ଥନ କରିବାରେ ଆପଣ ପୂର୍ଣ୍ଣମାତ୍ରାରେ ଅନ୍ଧ ! ଏହା କଣ ବରିଷ୍ଠ ସାମ୍ବାଦିକ ଭାବେ ଆପଣଙ୍କ ନିରପେକ୍ଷ ଭୂମିକା ? ବରଂ ଆପଣ ପାଣ୍ତିଆନଙ୍କ ଭଳି ସିଧା ବିଜେଡିକୁ ଜମ୍ପ୍ ମାରି ସବୁ ନିଜେ ସଜାଡିଦିଅନ୍ତୁ !
@shreeram5433
@shreeram5433 7 күн бұрын
ବହୁତ ବଢ଼ିଆ sir, ,
@user-xg1kg9rw7b
@user-xg1kg9rw7b 7 күн бұрын
Very.very.good.rabi.bhai
@ashoksahoo8150
@ashoksahoo8150 6 күн бұрын
ବିଜେଡିର ଭବିଷ୍ୟତ ଶେଷ ।60 ଭାଗ ବିଜେପି ଓ 40 ଭାଗ କଂଗ୍ରେସ ର୍ ଲାଙ୍ଗୁଡ଼ ଧରିବେ।
@subhabratamishra4465
@subhabratamishra4465 7 күн бұрын
ଆମକୁ ଭୁଲ୍‌ରେ ବି ଆଉ ସେ ବାଣ୍ଡ ଜନତା ଦଳ ଦର୍‌କାର୍ ନାହିଁ । ବିରୋଧୀ ଦଳ ରୂପେ ବି ଆମେ ଦେଖିବାକୁ ଚାହୁଁନା କାରଣ୍‌ ବିରୋଧୀ ଦଳର ନେତା ଓଡ଼ିଆ ଜାଣିନଥିବା ଗବଗାଣ୍ଡୁ । ବିଧାନସଭା ରେ କଣ୍‌ ହିନ୍ଦୀ ଓ ଇଂରାଜୀରେ ପ୍ରଶ୍ନ ପଚାରିବେ ନଚେତ୍ ପ୍ରସନ୍ନ‌ ଆଚାର୍ଯ୍ୟ ଯାହା ଲେଖିବେ ତାହା ବାବୁ ପଚାରିବେ । ବିଜେଡ଼ି ସଫା ନାହିଁ ତେଣୁ ଏ ଦଳ‌ ଓଡ଼ିଶାରୁ ସଫା ହେବା ଦର୍‌କାର୍‌ ।
@kulamanibaral5041
@kulamanibaral5041 7 күн бұрын
ରବି ଟାଉଟର
@SureshPusti
@SureshPusti 7 күн бұрын
ରବିବାବୁ ଆଉ ବିଜେଡି କୁ ଟେକନି, ଆଗାମି ବିଧାନସଭା ଭୋଟ୍ ବେଳକୁ ବିଜେଡି ରେ ନେତାନଥୂବେ ଇଲେକ୍ ସନ୍ ଲଢିବାକୁ, ସବୁଜେଲ୍ ରେଥୂବେ ,
@user-nw8ue9pz1v
@user-nw8ue9pz1v 7 күн бұрын
ତୁ ବି ଆଉ ବିଜେପି କୁ ଟେକିନି ମୋଦିବି 2029ଭିତରେ ମୋଦିବି ତିହାର ଯେଲ ଯାଇ ପାରନ୍ତି ସେତେବେଳେ ଟିଭି ହେଡ ଲାଇନରେ ଦେଖାଯିବ ପୁର୍ବ ତନ ପ୍ରଧାନମନ୍ତ୍ରୀ ମୋଦି ଏବେ ତିହାର ଯେଲରେ ମୋଦି ଏବେ ପର ପାଦତଳେ
@krushnachandradash4327
@krushnachandradash4327 6 күн бұрын
ରବି ଦାସ୍ ମହାଶୟ, ଆପଣ ଚବିଶ ପଚିଶ ବର୍ଷ ମଧ୍ୟରେ କେଉଁ ଦିନ ଏକ ମିନିଟ୍ ପାଇଁ ନବୀନ ପଟ୍ଟନାୟକଙ୍କ ସଙ୍ଗେ ସମ୍ମୁଖରେ ଵସି କଥା ବାର୍ତ୍ତା ହୋଇ ଛନ୍ତି କି ?? ଯଦି ନାହିଁ, ତେବେ ନବୀନ ପଟ୍ଟନାୟକ ଯାହା କହୁଛନ୍ତି ଆପଣ ଜାଣିଲେ କିପରି। କାରଣ ମିଡ଼ିଆ ଠାରୁ ଯାହା ସମସ୍ତେ ଶୁଣିବା ହେଲେ। ଆପଣ ଶୁଣିଲେ। ଏଣୁ ଆପଣ ଅଧିକ ପ୍ରସଙ୍ଗ କିଛି କହୁ ନାହାଁନ୍ତି। ନବୀନ ସରକାର ଥିବା ସମୟରେ ଆପଣ ନବୀନ ପଟ୍ଟନାୟକଙ୍କୁ ଟେକି ଟେକି ବାଇଟ ଦେଉଥିଲେ ଓ ନବୀନ ଭଜନ ଗାଉଥିଲେ ବୋଲି ଲୋକେ କହୁଛନ୍ତି ଓ ଆଲୋଚନା କରୁଛନ୍ତି।
@pradeepjena3595
@pradeepjena3595 7 күн бұрын
ଜୟ ଶ୍ରୀ ଜଗନ୍ନାଥ 🙏🙏🙏🚩ଜୟ ହେଉ ବିଜେଡି ଜିନ୍ଦାବାଦ ନବୀନ ପଟ୍ଟନାୟକ ଜିନ୍ଦାବାଦ 🙏🌹❤️🚩
@ramakantapanda6476
@ramakantapanda6476 7 күн бұрын
Lifetime bjp
@Shivap644
@Shivap644 7 күн бұрын
BJD ନାଁ ବୁଡି ଯିବ
@sadanandaparamguru6466
@sadanandaparamguru6466 7 күн бұрын
Good time far bjd
@debasishmaity4144
@debasishmaity4144 3 күн бұрын
Rabi Das ତୁମ୍ଭର କଣ - କଟା ହୋଇ ଯାଇଛି କି ନାହିଁ
@aksahoo346
@aksahoo346 7 күн бұрын
Rabibabu alochana ti bahut vala kintu odisa re bjp sarkara bjd ra durniti ra pedi kholidebe tahele bjd ra abastha kan heba chinta karantu. Bjd re neta sunya hoijiba taku kehi vangibeni aapana chaa. Dala budijiba aaugotia katha sangathana bjd ra pandiannku chadile ditiya neta kehinahanti aam agare bjd ku akata Kari rakhipariba tenu rajysavare bja birodhi vumika livaile bahuta khyti sahiba boli anuman karajaipare
@manojroutray9603
@manojroutray9603 7 күн бұрын
Rabi das Apana paramarsa Data ruhantu sabu Tik heba
@surendranathsurendranath8273
@surendranathsurendranath8273 4 күн бұрын
ରାଜ୍ୟ ରେ।ନବୀନ ପଟ୍ଟନାୟକ କଂଭଳିଲୋକମିଳିବେନାହି
@bibhudattamishra2471
@bibhudattamishra2471 7 күн бұрын
ସମାଜ ଜି କ ନ୍ୟାୟ jodi BJD Na ମାନିବ ଖାଲି genelar lok କୁ ନେତ କରିବ job ଦେବ bussiness man କରିବ media jounaliist କରିବ ତାହା ହେଲେ ସଫା ହୋଇ ଜୀବ BJD because odisha re SC St obs 94 ଅଛି
@shantanyurout9445
@shantanyurout9445 6 күн бұрын
Very good analysis
@hrusikeshmallik3221
@hrusikeshmallik3221 7 күн бұрын
ଜୟ ଜଗନ୍ନାଥ ଜୟ ବିଜେଡି ❤
@dillipkumarsahoo1133
@dillipkumarsahoo1133 6 күн бұрын
ଯୋଉ ଦିନ ଠାରୁ ବିଜେଡି ସକ୍ରିୟ ବିରୋଧୀ ଭୂମିକା ରେ ଆସିବ,😭👎 ସେହି ଦିନ ଠାରୁ ତାର ସନିଦଶା ଆରମ୍ଭ ହେବ,👎 ସବୁ ଦୁର୍ନୀତି ର ପରଦା ଫାସ ବିଜେପି ଗୋଟିଏ ପରେ ଗୋଟିଏ ଆରମ୍ଭ କରିବ 👎😭🤪😂🤣 ଏହା ଦେଖିବା ଅପେକ୍ଷା 😭🤪😂🤣
@sasikantkant4780
@sasikantkant4780 6 күн бұрын
BJD ଭଜନ ସରିଗଲା କି ? ବିଜେଡି ସବୁ ଦିନ ପାଇଁ ଗଲା ଏ ଡକାୟତ କୁ କାହିଁକି ପଚାରୁଛ
@ashokkumarpal596
@ashokkumarpal596 Күн бұрын
କଣ ପୁରା ୩୬୦ଡିଗ୍ରୀ ବୁଲି ପଡିଲ,ଓଃ ବିଜେଡି ରୁ ତ ଆଉ କିଛି ମିଳିବାର ନାହିଁ ,ବିଜେଡି ସପକ୍ଷରେ କହି ଆଉ ଲାଭ ନାହିଁ .ବିଜେପି ରୁ କିଛି ମିଳିଯାଇ ପାରେ .
@sudhansubhusandash8764
@sudhansubhusandash8764 5 күн бұрын
Thanks B j D should face all anti corruption prob.
@subhalaxmipothal5314
@subhalaxmipothal5314 2 күн бұрын
ମୁଖ୍ୟ ଶାସନ ସଚିବ ଙ୍କ ଓଡ଼ିଆ ଅସ୍ମିତା ଉପରେ ରବି ଦାସ କଣ ଟିକେ କୁହନ୍ତୁ?
@ArabindaPanigrahi-si3xr
@ArabindaPanigrahi-si3xr 7 күн бұрын
ରବି ଦାସ analysis ମୂଁ ଦେଖେନି, କାରଣ ସେ ପୁରା ବିଜେଡି ସପୋର୍ଟ ଲୋକ, ସେ ପରିବର୍ତ୍ତନ ଚାହାଁନ୍ତି ନାହିଁ, ବିଜେପି କୁ ବିନା କାରଣ ରେ ବଦନାମ କରାଯାଉଛି, ରବି ଦାସ ଆର ପଲିଭୁ ଭୁବନେଶ୍ୱର ରେ ବିଜେଡି ତତେ ଟିକେଟ ମିଳିବ
@byrnkumar3256
@byrnkumar3256 7 күн бұрын
Dekheni ta comment kemiti karuchha dala galuabta kire
@dharmarjhiranmaya4142
@dharmarjhiranmaya4142 7 күн бұрын
Next time BJP vs Congress! No others...
@PradeepKumarBehera-or9ee
@PradeepKumarBehera-or9ee 7 күн бұрын
Jay Bjd Jay Naveen pattnayak ❤❤
@Realhindustani52
@Realhindustani52 6 күн бұрын
ମାଡି ଚାଲ
@Ramesh-zd9yn
@Ramesh-zd9yn 6 күн бұрын
Valuless katha kanhiki kahuchha
@bjdoupadazoon.no.1bjdoupad17
@bjdoupadazoon.no.1bjdoupad17 4 күн бұрын
ବିଧାନସଭାରେ ବିରୋଧ ଦଳ ବିରୋଧ କରୁଛି କି ବିରୋଧୀ ଭୂମିକା କଣ ରହୁଛି ଓଡିଶାବାସୀ ଦେଖିବାକୁ ବାକି ରହିଲା
@sarojkumarmohanty6139
@sarojkumarmohanty6139 7 күн бұрын
Rabi babu aji jahaheu bi ganatantra sasan ra birudhi dalara bhumika bisaya re kahichanti ,Kintu Nirbachana purbaru apn BJD ra khosamadia hei jaithile ?, setebele Apan birudhi dala ku samalochana kari BJD sarakara ra sabu beniyam kama ku samarthana kari BJD ra guna gana karuthile ,Aji bi mane rakhantu Naveen babunka pare BJD sabudin paine nasta heijiba ,kebal nija nija bhitare khyamata paine badia pita hei nasta hebe ,?
@monajkumarpradhan8898
@monajkumarpradhan8898 7 күн бұрын
ରବି ବାବୁ ଜଣେ ବିଜେଡି ଉପଦେଶ୍ଟା...ଆପଣ ବଜଡି ର କର୍ମୀ
@user-px1zf3mh8x
@user-px1zf3mh8x 7 күн бұрын
Right. Sir
@santoshpatra2121
@santoshpatra2121 Күн бұрын
ଭଲ ବିଚାର
@barunakanhar2610
@barunakanhar2610 6 күн бұрын
ଠିକ୍ କହିଛନ୍ତି ସାର୍
@eTime056
@eTime056 7 күн бұрын
ଭାସ୍କରିଆ ବହୁତ ଚାଲାକ ଅଛି .... କିଛି ମାଲ ପାଇବ ତହେଲେ
@bikramroutaray935
@bikramroutaray935 6 күн бұрын
ଏ ଶଳା ଟାଉଟର କୁ ଆଗ ବନ୍ଧା ଯାଉ
@prafullakumarmall2742
@prafullakumarmall2742 3 күн бұрын
ଆପଣ କିଛି ଜାଣିନାହାଁନ୍ତି ନ୍ତି
@gajendranathjena356
@gajendranathjena356 3 күн бұрын
କିଳାକୁ ଡାକି ଡାକି ନେଉଛି ବିଜେଡି ଓଡ଼ିଶାରୁ ବିଜେଡି ନିର୍ମୂଳହେବ ଦୃନିତି ମାତ୍ରା ଓଡ଼ିଶାରେ କେତେ ପ୍ରକାଶ କର ପାଣ୍ଡିଆ ଓଡିଶା ରାଜ କୁଶ ଲୋଟ କରିବା ସହ ବବି ଦାସ ଘର ଭଙ୍ଗା କଥା କୁହ ଟେକି ଟେକି କହିବା ଠିକ୍ ନୁହଁ ଦୃର୍ନିତି କେତେଖଣି ମାଫିଆ ଅଛନ୍ତି କି ନାହିଁ ଧରାଯିବକି ନାହିଁ କଣ ଦୃନିର୍ନିତି ଚାଲିବ ଓଡ଼ିଶାର😢😮😅😊😂😂
@beautyofodisha8251
@beautyofodisha8251 6 күн бұрын
ଆପଣସେଇ ଲୋକ ନା ଯିଏ କିଛି ଦିନ ପୂର୍ବରୁ bjd ର ଚାଟୁକାରିତା କରୁଥିଲେ
@user-vk3ti7uq4b
@user-vk3ti7uq4b 3 сағат бұрын
Sakuni Bhumikare Bhala Abhinaya karibe
@abhimanyurout1930
@abhimanyurout1930 7 күн бұрын
Rabi babu tamr beakar news
@dilliprout869
@dilliprout869 7 күн бұрын
Just wait Mr Das all Ready Bjd finish to Grass roots
@nikunjabihariparida1038
@nikunjabihariparida1038 7 күн бұрын
Right 🙏💐sir
@bhagabanpolai9507
@bhagabanpolai9507 Күн бұрын
ବିଜେଡି ବିରୋଧ କଲେବି କିଛି ଫରକ ପଡ଼ିବନି କାରଣ ysr କଂଗ୍ରେସ ର 11 ସଦସ୍ୟ ନିସର୍ତ୍ତ ସମର୍ଥନ ଘୋଷଣା କରିସାରିଛି
@deviprasadmishra6563
@deviprasadmishra6563 6 күн бұрын
ଓଃ
@bijayapanda1625
@bijayapanda1625 7 күн бұрын
ଦୋମୁହାଁ ଭଦ୍ର ଲୋକ,ତୁମ କଥା ସବୁ ମୂଲ୍ୟହୀନ
@user-xg1kg9rw7b
@user-xg1kg9rw7b 7 күн бұрын
Very...good.sir
@manojbiswal5605
@manojbiswal5605 7 күн бұрын
Great advice of Mr Ravi das for BJD
@user-bb3br2wv4c
@user-bb3br2wv4c 7 күн бұрын
ରବି ବାବୁ କଣ କହୁଛ ରବି ବାବୁ ତୁମେ କୁହ bjd କାହିଁକି ହାରିଲା,
@user-hj1yl6ch2h
@user-hj1yl6ch2h 7 күн бұрын
E mahan Rang badala Endua.
@gaganbiharibisoi742
@gaganbiharibisoi742 5 күн бұрын
ରବି ଦାସ କୁ ବିଜେଡି ର cm କରିବେ ବୋଲି କହୁଛନ୍ତି ରବି ବାବୁ ରାଜି ତ
@SanatanchattarChattar
@SanatanchattarChattar 7 күн бұрын
ସ୍ବାଗତ ଜୁଗ୍ୟ କଥା କହିଛନ୍ତି
@sukadebabarick839
@sukadebabarick839 6 күн бұрын
Mr Das with due respect your analysis will fall as it was in pre-election . Navin Pattnaik was pressurized to give such Statements. Your recommendations meaningful not to BJD but to BJP
@AshokPanda-qt4qn
@AshokPanda-qt4qn 15 сағат бұрын
Sir Bjd Party Abe Ahuri Chinha padiba . Ame Bidhan Sabha Re jana padiba . puruna Katha ku Kemiti Bhuliba Sir . Ame Apekhyare Achhu Orissa Nabin Babu bigata 25 barsa Kendra sangre Misi kari thile Abe Jana padiba Pani O.Khira Alga Alaga Heijiba Ame Ethire Khusi .Aji Apana Orssa ra Mangal pain Bhala Bhabna karuchhanti . Apannku Bisesh Dhanyabad 🙏
@BeheraBehera-mu3gh
@BeheraBehera-mu3gh 7 күн бұрын
Ok
@PratapchandraParida-li5er
@PratapchandraParida-li5er 6 күн бұрын
ରବି ଦାସ ର ଟଙ୍କା ଦରକାର
@freefiresai1922
@freefiresai1922 6 күн бұрын
True
@djentertain4857
@djentertain4857 6 күн бұрын
ହଏବୋ ବୁଢା, ଭୋଟ୍ ଆଗରୁ ବିଜେଡି ଟା ଧରିଥିଲୁଯେ
@santoshpatra2121
@santoshpatra2121 Күн бұрын
ତୁ କିଏଲୋ,,,,
@mohansahoo4214
@mohansahoo4214 Күн бұрын
ରବି ଦାସ.. ତମେ ଆଗେ ସୁଧୁରୀ ଯାଅ.. BJD ର ଚାମଚା ଗିରି ଛାଡ.. ନିରପେକ୍ଷ ସାମ୍ବାଦିକତା କର.
@mohansahoo4214
@mohansahoo4214 Күн бұрын
ନବୀନ ପଟ୍ଟାୟକଙ୍କଠାରୁ ଅପଣଙ୍କୁ ବେଶୀ ଚିନ୍ତା..BJD ଚାଟୁ କାର..
@hemantmohanty-iw8wf
@hemantmohanty-iw8wf 7 күн бұрын
Bjd should be in fighting mood to protect interest of Odisha since it is regional party.
@bijayamoharana8159
@bijayamoharana8159 Күн бұрын
ବିଜେଡି ସରପଞ୍ଚ, ସମିତି ସଭ୍ୟ, ଚେୟାରମ୍ୟାନ ସମସ୍ତେ ସରକାରୀ ଦଳକୁ ପଳାଇଲେଣି ! ତମର କାମହେଲା ନବୀନକୁ ଉପଦେଶ ଦେବା
@sureshchandradas88
@sureshchandradas88 7 күн бұрын
Ravi babu, what's BJD 's future after Naveen ji ?
⬅️🤔➡️
00:31
Celine Dept
Рет қаралды 51 МЛН
Khóa ly biệt
01:00
Đào Nguyễn Ánh - Hữu Hưng
Рет қаралды 20 МЛН
Каха ограбил банк
01:00
К-Media
Рет қаралды 10 МЛН
⬅️🤔➡️
00:31
Celine Dept
Рет қаралды 51 МЛН