ପାଣ୍ଡିଆନଙ୍କୁ ପୁଣି ଟାର୍ଗେଟ କଲେ ବିଜେଡି ନେତ୍ରୀ ମୋନାଲିସା ,ବିଜେଡ଼ିକୁ ନେଇ କହିଦେଲେ ବଡ଼ କଥା Pandian

  Рет қаралды 162,804

Odisha Bhaskar

Odisha Bhaskar

9 күн бұрын

Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/OdishaBhaskar
OUR WEBSITE - odishabhaskar.com/
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#odishabhaskar #latestnews

Пікірлер: 554
@sarojrout9173
@sarojrout9173 8 күн бұрын
ଆଗକୁ ବିଜେଡି ଆଉ ଥଳକୂଳ ପାଇବନି
@sunilrauto5923
@sunilrauto5923 8 күн бұрын
ପଞ୍ଚମ ଶ୍ରେଣୀ ପାଠ ପଢ଼ି ନ ଥିବା ଲୋକ MLA, ଆଉ MP ହୋଇଛନ୍ତି ସେମାନେ poltical science କଣ ବୁଝିବେ କେମେତି
@pitambarkhamari5572
@pitambarkhamari5572 5 күн бұрын
ତମର ପ୍ରମିଳା ବିଶୋଇ କେତେ ପାଠ ପଢିଥିଲେ ,ତମର ସାଙ୍ଗଠନିକ ସମ୍ପାଦକ ଦାସ କେତେ ପାଠ ପଢ଼ିଚି କହିବେ?
@nareshmaharana6786
@nareshmaharana6786 8 күн бұрын
ତମେ BJD ରେ ଥିଲା ବେଳେ କଣ ପାଇଁ ପାଟି ଫିଟେଇ ନଥିଲ ଏବେ ବିଜେଡି ହାରିଲା ପରେ ତମେ କଣ ପାଇଁ ଏତେ ଗପୁଚ
@kshitishpanda5288
@kshitishpanda5288 8 күн бұрын
Yes
@susamadash3483
@susamadash3483 8 күн бұрын
ସମସ୍ତେ ସବୁ ଜାଣିଛନ୍ତି,ଅଧିକ କଣ କହୁଚନ୍ତି ।
@Biru135
@Biru135 7 күн бұрын
ପାଣ୍ଡିଆଁ କିଳା ଦେଇଥାନ୍ତା 😂
@dipusing9439
@dipusing9439 7 күн бұрын
Right
@prafullakpattnayak3012
@prafullakpattnayak3012 2 күн бұрын
ପାଣ୍ଡିଆନ୍ ଦଳ ରୁ ବାହାର କରିଦେଇଥାଆନ୍ତେ ା
@SanjayDas-bv4qf
@SanjayDas-bv4qf 8 күн бұрын
ମୋନାଲିସା ଦିଦି ଠିକ୍ କହୁଛନ୍ତି
@kabitapradhan-pj7kq
@kabitapradhan-pj7kq 8 күн бұрын
ଦିଦି ଏବେ ଲାଗୁଛି ବିଜେପି ଆଡେ ଯିବାକୁ ଇଛା କଲେଣି. ସେଥିପାଇଁ ବିଜେଡି ଏବେ ପିତା ଲାଗୁଛି.
@dipusing9439
@dipusing9439 7 күн бұрын
Right
@user-de8fy6vq3k
@user-de8fy6vq3k 5 күн бұрын
Right 👍
@srisaidesignvastu9209
@srisaidesignvastu9209 8 күн бұрын
ଶିକ୍ଷକ ମାନଙ୍କ ଅଭିଶାପ
@anantaramachandrarao4284
@anantaramachandrarao4284 8 күн бұрын
💯 right
@dlkrishna3095
@dlkrishna3095 7 күн бұрын
Matric fail fortuner chadhibey dami dami gadi but teacher mane cycle au kuta ghare rahiibe aeii BjD sarker ro system
@user-go4co4mo6e
@user-go4co4mo6e 8 күн бұрын
ମୋନାଲିସା ମ୍ୟାଡ଼ାମ ସେତେବେଳେ କରୁଥିଲେ କଣ ? କେବେବି ସ୍ୱର ଉତ୍ତୋଳନ କରୁନଥିଲେ , ପାଣ୍ଡିଆନ ବିରୁଦ୍ଧରେ , ନିଜେ ନବୀନବାବୁ କହିଲେ ପାଣ୍ଡିଆନ ଠିକ ତାର ଉତ୍ତର କଣ ରଖିବେ ମୋନାଲିସା ମ୍ୟାଡ଼ାମ, ନିଜକୁ କିଛି ମିଳିଲାନି ଏଣୁ ଉଦାଗାରିଲେ , ବିଜେଡି ଦଳର ସବୁ ନେତା ଦୃନୀତି ରେ ଲିପ୍ତ ରହିଲେ , ବିଲେଇ ବେକରେ ଘଣ୍ଟି ବାନ୍ଧିବ କିଏ ?
@bijayprakashpanda6583
@bijayprakashpanda6583 7 күн бұрын
ବନ୍ଧୁ, ପାଣ୍ଡିଆନ୍ କୁ ବିରୁଧ କରିବାର ସାହାସ ଆଚ୍ଛା ଆଚ୍ଛା ବିଜେଡ଼ି ନେତାଙ୍କର ନଥିଲା। ୟାଙ୍କ କଥା ପଚାରୁଛି କିଏ।
@balunkeswarprusty6499
@balunkeswarprusty6499 7 күн бұрын
Pandian chamacha
@NandiniguruNandiniguru-qg1wf
@NandiniguruNandiniguru-qg1wf 6 күн бұрын
ସରକାରୀ ଦୁର୍ନୀତି କଲେ ପୋଲିସ୍ ତାଙ୍କର ହାତ ବାରିଶୀ ତେଣୁ ଲୋକ କହିବାକୁ ଡରିଲେ
@swagatikanayak550
@swagatikanayak550 8 күн бұрын
ଶିକ୍ଷକ ମାନଙ୍କ ଅଭିଶାପ, ଆଗରୁ teacher protest ବେଳେ ବହୁତ କଥା କହୁଥିଲେ ଆପଣ, ଆତ୍ମା ରୁ ବାହାରିଥିବା ଅଭିଶାପ କେବେ ବି ଖାଲି ଯାଏନି
@gangadharsatapathy316
@gangadharsatapathy316 2 күн бұрын
ବାସ୍ତବରେ
@AlineOp
@AlineOp 8 күн бұрын
ପାଣ୍ଡୁ ବିଜେଡି ଓ ନବିନା କୁ ଶେଷ କଲେ ଯାଇ ଏରାଜ୍ୟରୁ ଯିବ
@omkarrout4242
@omkarrout4242 2 күн бұрын
କେଉଁଠି ଥିଲା ଏତେ ସୁନ୍ଦର ବିଶ୍ଳେଷଣ? ଗତକାଲି ବିଜେଡି ଆଜି ବିଜେପି ସପକ୍ଷରେ, ପୁଣି କାଲି କଂଗ୍ରେସ, ଏଇଟା ମନେ ରଖିବା ଦରକାର, ନାରୀ ଆଉ ଗୁରୁଙ୍କ ଉପରେ ଯେତେବେଳେ ଅତ୍ୟାଚାର ହୋଇଛି, ସେତେବେଳେ ସର୍ବନାଶ ହୋଇଛି, ତୁମର ବି ହେବ |
@narayandas369
@narayandas369 8 күн бұрын
ଦିଦି ଧନ୍ୟବାଦ
@arabindasahoo3615
@arabindasahoo3615 8 күн бұрын
ମାଡାମ, ଆପଣ Elction ପୂର୍ବରୁ କାହିଁକି ପାଣ୍ଡିଆନ ବିଷୟରେ କହୁ ନ ଥିଲେ
@AlineOp
@AlineOp 8 күн бұрын
ମହାଭାରତ ର ଦୃଯୋଧନ ଓ ଶକୁନି ଓଡ଼ିଶାର ନବିନ ଓ ପାଣ୍ଡୁ
@odishatourist523
@odishatourist523 8 күн бұрын
Yes..100% right
@dilipsahoo5165
@dilipsahoo5165 8 күн бұрын
ଏ didi କଣ କହୁତ୍ତଛ ଜାଣି paruchata ତମେ ପରା ଶିକ୍ଷକ ମାନଙ୍କୁ ଏ ବିଜେଡି ସରକାର ପାଇଁ marideichha🎉
@sandhyaranidhal1709
@sandhyaranidhal1709 8 күн бұрын
You are right 👍
@dillipkumarsahoo1133
@dillipkumarsahoo1133 8 күн бұрын
କାଇଁ ଆଉ ଖାଇବାକୁ ମିଲୁନି କି, ମେଡମ୍ ଯୋଉ ଲେବଲ୍ ରେ ପଇସା ଓଡ଼ିଶା ବାସୀ ଙ୍କ ଖାଇଚ, ଭଗବାନ ବି ସମ୍ଭାଳି ପାରିଲେ ନାହିଁ, ସେଥି ପାଇଁ ସରକାର ଚେଞ୍ଜ ହେଲା 🐚👎😭🤪😂🤣
@PramodKumarPradhan-mw8vp
@PramodKumarPradhan-mw8vp 8 күн бұрын
ମୋହନ ସାରେ ସମସ୍ତଙ୍କୁ କହିବାର ସୁଜୋଗ ଦେଇଛନ୍ତି ରାଇଟି କଥା,ରେ ତୁଣ୍ଡ ଖୋଲିଲେ ଆଜି ଭୟନାହିଁ ସେଥି ପାଇଁ କହିବାକୁ ସୁଜୋଗ ପାଇଛନ୍ତି
@dibakarnayak4530
@dibakarnayak4530 7 күн бұрын
ପ୍ରାଥମିକ ଶିକ୍ଷକମାନଙ୍କ ଆନ୍ଦୋଳନ ବେଳର ଜ୍ଞାନ ଓ ଏବେର ପ୍ରବଚନ ଭିତରେ ଆକାଶ ପାତାଳ ଫରକ। ସେତେବେଳେ ସରକାରକୁ ତ ବହୁତ ଟେକୁଥିଲ। ଏବେ କାହିଁକି ଏତେ ବିଳେଇ ବିଳେଇ ହେଉଛ।
@user-br8it6lk3z
@user-br8it6lk3z 6 күн бұрын
Thik kahichhnti sir
@tejranluv3324
@tejranluv3324 5 күн бұрын
ପକ୍କା ହାରାମି ଇ ଏ ..... ବର୍ଷା ଯୁଆଡେ ଛତା ସିଆଡେ ଭଳିଆ ଇଏ ...... ସେତେବେଳେ କି ଉତ୍ପାତ ହଉଥିଲା ଆଉ ଏବେ ...... 😡😡😡😡😡😡
@gourisankarsahoo1729
@gourisankarsahoo1729 4 күн бұрын
Setebele ie ati utpata heuthila
@gangadharsatapathy316
@gangadharsatapathy316 2 күн бұрын
ବାସ୍ତବରେ
@anantaramachandrarao4284
@anantaramachandrarao4284 8 күн бұрын
ଏଇ ଥର ଯଦି bjd ଜିତିଥlନ୍ତl, ପlଣ୍ଡିଅlନ ଓଡ଼ିଶାରୁ ବହୁତ୍ ପଇସା କମାଇ ନିଜ ଜନ୍ମ ମାଟି କୁ ପଳାଇଯାଇଥନ୍ତା
@narayandalai8414
@narayandalai8414 5 күн бұрын
ebe kete kamechi?
@mrmadan1996
@mrmadan1996 8 күн бұрын
ମତେ ଲାଗୁଛି ମୋନାଲିସା ମାଡାମ୍ ଙ୍କର ଗୋଟେ ବଡ଼ ଇଚ୍ଛା ପାଣିରେ ଭାସିଗଲା । Bjd ହାରିଲା ପରେ ବାଉଳେଇ ହେଉଛନ୍ତି । ଇଲେକ୍ସନ ଆଗରୁ ସେ କାହିଁକି ମୁହଁ ଖୋଲୁ ନ ଥିଲେ ।
@SureshPusti
@SureshPusti 8 күн бұрын
ଆଗାମୀ ୫ ବର୍ଷ ପରେ ବିଧାନସଭା ଭୋଟ୍ ଆସିଲାବେଳକୁ ବିଜେଡି ଦଳର କେହି ନେତା ନଥୂବେ, ବି ଜେ ଡି ଦଳନଥୂବ,
@sritansws
@sritansws 6 күн бұрын
କଥାରେ ଅଛି କାଉ ଚତୁର ହେଲେ ଭି ସେ ସିଙ୍ଗାଣି ଖାଏ ଏ ବେଧେଇ ସେମିତି ନିଜକୁ ରାଜନୀତି ବିସ୍ଲେସଣ ଭାବୁଛି 😂
@manabpreminilabhaula7048
@manabpreminilabhaula7048 8 күн бұрын
ଏତେଦିନ ହେଲା କୋଉଠି ଶୋଇଥିଲୁ।
@sunakarpradhan2466
@sunakarpradhan2466 Күн бұрын
🙏ଓଁ ଜୟ ଶ୍ରୀ ଜଗନ୍ନାଥ ଆଜ୍ଞା ନମସ୍କାର ପାଣ୍ଡିଆ ବାବୁଙ୍କ ପାଖରେ କିଛି ନା କିଛି ଦୁର୍ବଳତା ନବୀନ ବାବୁଙ୍କର ମାଲିସ୍ ମାଡାମଙ୍କ ସହ ଏକ ରହସ୍ଯ ମୟ ଘଟଣା ନିଶ୍ଚିତ ବାରିହେଉଛି ସମୀକ୍ଷା ଦରକାର ଧନ୍ୟବାଦ 🎉🎉🎉🎉🎉🎉
@purnachandrasahoo2847
@purnachandrasahoo2847 2 күн бұрын
ଧନ୍ଯବାଦ୍ ବହୁତ ବହୁତ ଧନ୍ୟବାଦ୍
@manoranjan34680
@manoranjan34680 8 күн бұрын
ମାଡାମ 2014 ଓ 2019 ଟଙ୍କା ଖର୍ଚ୍ଚକରି ଯେତେପ୍ରକାର ଦୁର୍ନୀତି କରି ଜିତିଥିଲେ, କିନ୍ତୁ 2024 ସେ ଟଙ୍କା ଖର୍ଚ୍ଚ ହୋଇପାରିଲା ନାହିଁ କି ସେ ଦୁର୍ନୀତି କରିବାକୁ ବିଜେପି ଦଳ ଖୁବ ସତର୍କତାର ସହିତ ପ୍ରତିହତ କରିପାରିଲା ଏବଂ ଲୋକେ ଚାହିଁଲେ ପରିବର୍ତନ, ତେଣୁ ବିଜେଡି ହାରିଲା
@trilochanjena9614
@trilochanjena9614 8 күн бұрын
BJD - ବିଶ୍ଵର ସର୍ବ ବୃହତ୍ କଳଙ୍କିତ ସରକାର ଥିଲା ସେଥିପାଇଁ ପ୍ରଭୁ ଜଗନ୍ନାଥ ଧ୍ୱଂସ କରି ଦେଲେ
@cute6405
@cute6405 8 күн бұрын
Right 👍
@anandamohakuda4943
@anandamohakuda4943 7 күн бұрын
Agoku jadi bjp harijaye tahale kn kahibe.......
@suniltanty2811
@suniltanty2811 4 күн бұрын
Bjp...party gote chora party
@biramhembram2124
@biramhembram2124 8 күн бұрын
ବିଜେଡି ଓଡିଶାରୁଧୁଳିସାତ ହୋଇଗଲାଣି
@user-lm6hj4yj7k
@user-lm6hj4yj7k 7 күн бұрын
ବିଜେପି ର ଅବସ୍ଥା କ'ଣ ହେବ
@user-lm6hj4yj7k
@user-lm6hj4yj7k 7 күн бұрын
ତୁ ଭିକାରୀ ହୋଈଯିବୁ
@bikashkumarnayak6249
@bikashkumarnayak6249 8 күн бұрын
ଅହଂକାର ସବୁ ବେଳେ ପରାସ୍ତ ହେଇଚି
@abhiramsahoo5642
@abhiramsahoo5642 8 күн бұрын
ଏବେ ଆପଣ ଯେପରି କହୁଛନ୍ତି ନିହାତି ବାସ୍ତବ ! ଯଥାର୍ଥ ଆଲୋଚନା ! ଧନ୍ଯବାଦ !
@sankarnathmaharana7859
@sankarnathmaharana7859 8 күн бұрын
ଯେତେବେଳେ ବିଜେଡିର ଶାସନ ଚାଲିଥିଲା ସେତେବେଳେ ଏମିତି କଥା ବାହାରୁନଥିଲା ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ କଣ ଓଡ଼ିଆ ଭାଷା ଆବଶ୍ୟକ ନଥିଲା ଏବେ ବିରୋଧୀ ଦଳର ନେତା ହେଲେ ସେତେବେଳେ ଦରକାର ପଡୁଛି ତୁମ ମୁହଁକୁ ଟିକେ ଲଜ୍ଜା ଥାନ୍ତା ଏଭଳି କହି ନଥାନ୍ତା ତୁମେ ଗୋଟେ ଗୋଟେ ବହୁରୂପୀ ଏଣ୍ଡୁଅ ତୁମକୁ ଆମେ ସବୁ ଚିହ୍ନି ସାରିଲୁଣି
@kalpanasahookalpana2691
@kalpanasahookalpana2691 8 күн бұрын
ଦିଦି ଠିକ୍ କହୁଛନ୍ତି ଦିଦି ତୁମକୁ ନମସ୍ତେ
@duryodhannayak73
@duryodhannayak73 2 күн бұрын
ଧନ୍ୟବାଦ ମ୍ୟାଡମ
@trilochanpatnaik6321
@trilochanpatnaik6321 Күн бұрын
Political science କୁ ରାଜନୀତି ବିଜ୍ଞାନ ନକହି ରାଜନୀତି ନାଟକ କହିଲେ ଭଲ ହେବ।
@narendramallick9856
@narendramallick9856 6 күн бұрын
ଧନ୍ୟବାଦ ସବୁ ବିଜେଡି ନେତା କର୍ମୀ ଏହା ବୁଝି ବା ଆବଶ୍ୟକ 👍👍👍
@UtkalikaPradhan-ds6bl
@UtkalikaPradhan-ds6bl 8 күн бұрын
Absolutely true
@maanandakisworicreation
@maanandakisworicreation 8 күн бұрын
ମାଡାମ ଆପଣ ବିଜେଡି ର ମୁଖପାତ୍ର ଥିଲେ କଣ କରୁଥିଲେ ହୁଏତ ବିଜେଡି ବଞ୍ଚି ଥାନ୍ତା 👌
@jashobantapradhan7888
@jashobantapradhan7888 7 күн бұрын
ନିର୍ବାଚନ ପୂର୍ବରୁ ତୁମ୍ଭର ମୁଁହ ରେ ତୁଣ୍ଡି ବାନ୍ଧି ଥିଲା
@sriprabhat
@sriprabhat 4 күн бұрын
ଠିକ୍ କଥା। ଅଭିନନ୍ଦନ ଆପଣଙ୍କର ଉନ୍ନତ ମତାମତ ଶୁଣି ଏହିପରି ଭାବରେ ଆଉ ବକ୍ତବ୍ୟ ପ୍ରସାରିତ କରନ୍ତୁ
@prabinakumarmuduli7573
@prabinakumarmuduli7573 2 күн бұрын
ଅନ୍ୟାୟ ଓ ଅତ୍ୟାଚାର ଯେତେବେଳେ ଓଡିଶା କୁ ଗ୍ରାସ କରିଥିଲା ଆପଣମାନେ କଣ କରୁଥିଲେ ? ଆଇନ୍ ପରା ତା ବାଟରେ ଯାଉଥିଲା? କାହାକୁ ଭୟ ନକଲେ ନାହିଁ ଭଗବାନଙ୍କୁ ଭୟକର କାହିଁକି ନା ଇଶ୍ବର ସର୍ବଶକ୍ତିମାନ । ଡୟ ଜଗନ୍ନାଥ ।
@rameshchandrabhoi5385
@rameshchandrabhoi5385 2 күн бұрын
ଅନ୍ୟାୟର ପ୍ରତିଫଳନ
@subaschandrapattanaik8670
@subaschandrapattanaik8670 5 сағат бұрын
Many many thanks
@felixnayak6317
@felixnayak6317 8 күн бұрын
ଏ ମାଡାମ୍ କୁଆଡେ ଯାଇଥଲା ଯେତେବେଳେ ନବୀନ ପଟନାୟକ ପାନଣ୍ଡିଆନ କୁ ତାର ପ୍ରତିନିଧି ଭାବେ ପଠାଉଥିଲା?
@debarajnanda7130
@debarajnanda7130 8 күн бұрын
ଆଗରୁ ଟିକେ କହିଥିଲେ ଭଲ ହୋଇ ଥାନ୍ତା
@sudhansurout451
@sudhansurout451 8 күн бұрын
Right ✅️
@bijayadas1200
@bijayadas1200 8 күн бұрын
Yes Right 👍
@JPTPRODUCTIONJPTPRODUCTION
@JPTPRODUCTIONJPTPRODUCTION 7 күн бұрын
ମୋନାଲିସା ମେଡମ୍ ଆପଣ ଯାହା କହୁଛନ୍ତି ଠିକ୍ ହେଲେ ଡେରି କରିଦେଲେ କ'ଣ ପାଣ୍ଡିଆନ ଭୟରେ ସେତେବେଳେ ସତ କହିବାକୁ ଡରୁଥିଲେ ଏଇ ଯେଉଁ ସତ କହୁଛନ୍ତି ଟିକେ ଆଗରୁ କହିଥିଲେ ହୁଏତୋ କିଛି ହୋଇଥାନ୍ତି ବେକାର ସମୟ ନଷ୍ଟ କାଇଁ କରୁଛନ୍ତି
@kalpanasahookalpana2691
@kalpanasahookalpana2691 8 күн бұрын
ଠିକ୍
@shankarshanasahoo9331
@shankarshanasahoo9331 8 күн бұрын
ଓଡ଼ିଆରେ ଗୋଟେ କଥା ଅଛି,ମଦମ୍ କାଉ ଖାଇବା ପଣସ ହେଲେ ବାଗ ମୁଣ୍ଡରେ ଅଠା,ଧନ୍ୟ
@BasantaRout-su5jh
@BasantaRout-su5jh 4 күн бұрын
ଆପଣ ମାନେ ଭୁଲିଜାଉଛନ୍ତି ଯେ ମହାଭାରତରେ ଶଙ୍ଖ ବାଜିଥିଲା ପୁଣି ସମୟ ଆସିବ ଆଉଥରେ sankhaବାଜିବ ଅପେକ୍ଷା କର
@dwitikrushnamishra6164
@dwitikrushnamishra6164 Сағат бұрын
You r right
@subhransumaharana3691
@subhransumaharana3691 8 күн бұрын
Ma'am U ar 💯 % Right Speech..... Great Personality Ji 👌 ... ବହୁତ୍ ପ୍ରେସର ଭିତରେ ପୂରା ଓଡ଼ିଶା ଥିଲା କିନ୍ତୁ କୌଣସି ବେକ୍ତୀ ଯଦି କିଛି କହିବାକୁ ଭାବୁଥିଲେ ତାହାଲେ EOW ଠାରୁ ଯାହା ସବୁ ଦଫା ଅଛି ତାହାକୁ ବେବହାର କରିକି ଚୁପ୍ କରୁଥିଲେ । ଯାହା ବି ହେଲା ସବୁ ପ୍ରଭୁ ଶ୍ରୀ ଜଗନ୍ନାଥ ଟିକେ ବି ସମସ୍ତଙ୍କର ଆତ୍ମାରେ ପ୍ରବେଶ କରିବାରୁ ଆଜି ସରକାର ପରିବର୍ତ୍ତନ ହେଲା ଏବଂ ଏହାର ଭରପୁର ଭୋକରେ ଥିବା ବେଳେ ସବୁ କଥା କହିବାର ସୁଯୋଗ ପାଇଲେ । ଆଗେ ମାନସ ବସ୍ତିଆ ତାପରେ ଖୋଲା କଥାରେ Maam ଆସିଲେ ସତ୍ୟ ବଚନ କିନ୍ତୁ ଆମର ଏଠାରେ ମୁଣ୍ଡ ବିହୀନ ନେତା ,,,,
@debrajbehera8341
@debrajbehera8341 Күн бұрын
Thanks Bhaskar channel and Monalisa bhauni for your presentation.🎉
@Chandra-po9io
@Chandra-po9io 8 күн бұрын
Right
@DushmonthNayak
@DushmonthNayak 8 күн бұрын
ମନା ଲିସା ଦିଦୀ ଏବେ BJP ମୂହା ହେଉ ଛନ୍ତି ଆଗରେ vk Pandian ଙ୍କୁ prasamksa କରୁଥଲେ ଏବେ କଣ ହେଲା ଏମିତି ବେକାର argument କରନ୍ତିନି madam ଆପଣଙ୍କୁ ଲକେ ହସିବେ
@kirttanmahanta9806
@kirttanmahanta9806 8 күн бұрын
Right statement given to the peoples.
@kamallochannayak9660
@kamallochannayak9660 3 күн бұрын
Right Speaking Madam
@fearless4421
@fearless4421 6 күн бұрын
ମାଡାମ ଆପଣ ଯାହା କହିଲେ ଶହେ ଶହେ ରେ ସତ । ଲୋକମାନେ ନବୀନ ଙ୍କୁ ଭରସା କରି ଭୋଟ ଦେଉଥିଲେ। କିନ୍ତୁ ସତକଥା ହେଲା ବିଜେଡିରେ ନବୀନଙ୍କ ପରେ ନେତା ନାହାନ୍ତି। ଜଦୀ ବିଜୟ ମହାପାତ୍ର ଙ୍କୁ ଦଳକୁ ଅଣାଯିବ ତେବେ ବିଜେଡି ଆଗକୁ ବଢିବ ।
@AntaryamiNayak-j1t
@AntaryamiNayak-j1t Күн бұрын
Thanks a lot for your fearless and realistic criticism
@Chasihopon782
@Chasihopon782 8 күн бұрын
Right ✔️☑️✅
@chandrapanda7222
@chandrapanda7222 8 күн бұрын
Madam, କ୍ରୀତଦାସ ଯେଉଁ ସରକାରୀ ଘର ଭାଙ୍ଗିଲେ ଯେ, ତାଙ୍କ ବିରୋଧ ରେ କୌଣସି କାର୍ଯ୍ୟାନୁଷ୍ଠାନ ଓଡିଶା ସରକାରୀ କଳ ନେବା କଥା ନା ନାହିଁ.
@Pratapkumarmaharana2518
@Pratapkumarmaharana2518 4 күн бұрын
ହେ ମାଡାମ, ତୁମେ ଯଦି ଏତେ ସବୁ ଜାଣିଥିଲ ସେତେବେଳେ କଣ ପାଇଁ କୋଉ ସ୍ୱାର୍ଥ ପାଇଁ ନିରବ ରହିଥିଲ
@manojkumarkarji2499
@manojkumarkarji2499 3 күн бұрын
ଏହି ସବୁ ପ୍ରଶ୍ନ ଦୀର୍ଘ 24 ବର୍ଷ ହେଲା ପଚାରି ପାରୁନ ଥିଲେ କାହିଁଙ୍କି
@uddhabadibaka7476
@uddhabadibaka7476 8 күн бұрын
You are absolutely right mam
@subhabratamishra4465
@subhabratamishra4465 7 күн бұрын
ନବୀନ୍‌ ପଟ୍ଟ୍‌ନାୟକ୍ ଆଖି ବୁଜି ରାଜ୍ୟ‌ ଦାୟୀତ୍ବ ପାଣ୍ଡିଆନ୍‌କୁ ଦେଇଦେଲେ । ସେ ବହୁତ୍ ବଡ଼ ଭୂଲ୍‌ କରିଛନ୍ତି । ୨୪ ବର୍ଷରେ ଓଡ଼ିଆ ଶିଖିଲେନି । ଓଡ଼ିଆ ଭାଷା ପ୍ରତି ଅବମାନନା ଅସହ୍ୟ । ବହୁତ୍ ଅନ୍ୟାୟ କରିଛନ୍ତି ନବୀନ୍‌ । ରାଜଗାଦିରେ ବସିବା ପରେ ପ୍ରକୃତ କର୍ମୀଙ୍କ ପ୍ରତି ବହୁତ୍ ଅନ୍ୟାୟ କରିଛନ୍ତି। ସେ ନିଜ ବାପାଙ୍କର ତ ହେଲେନି ଓଲ୍‌ଟି ବାପାର‌ ସେବା କରିଥିବା ଲୋକଙ୍କୁ ଦଳରୁ ବାହାର୍‌ କରିଦେଲେ । ତାଙ୍କୁ ଚିହ୍ନିବା ବହୁତ୍ କଷ୍ଟ । ସେ ବହୁତ୍ ଭୋଗିବେ । ଏ କଥା ମନେ ରଖ ।
@upendramalik-sq9rs
@upendramalik-sq9rs 8 күн бұрын
Thanks
@HrusikeshNath-tn6vu
@HrusikeshNath-tn6vu 7 күн бұрын
Thanks Madam
@PramodSamal-se6ke
@PramodSamal-se6ke 5 күн бұрын
ଯାହା ଏ ଝିଅ କହୁଛନ୍ତି ତାହା ସଂପୂର୍ଣ୍ଣ ସତ୍ୟହୋଇପାରେ, କିନ୍ତୁ ମୁଁ ଭାବୁଛି ବିଜେପିର ଏଜେଣ୍ଟ ଭାବରେ ପାଣ୍ଡିଆନ କାମ କରୁଥିଲେ କାରଣ ସେ ଇସ୍ତଫ।ଦେବା ସାଥେ ସାଥେ କେନ୍ଦ୍ର ଅନୁମୋଦନ କରିବାପଛର ଉଦ୍ଦେଶ୍ୟ ଅଲଗା ପରି ଜଣା ପଡୁଛି ।
@chittaRanjanpradhan6238
@chittaRanjanpradhan6238 7 күн бұрын
Absolutely right
@rabibiswal7201
@rabibiswal7201 7 күн бұрын
Bhai thanks for your brave your are always right
@abhaykumatsamal8899
@abhaykumatsamal8899 7 күн бұрын
U r right
@gangadharsatapathy316
@gangadharsatapathy316 2 күн бұрын
Really Mam
@rajalaxmi1414
@rajalaxmi1414 3 күн бұрын
A great difference i marked with you.
@rajeswarimanik4139
@rajeswarimanik4139 6 күн бұрын
ଆପଣ ଇଲେକ୍ସନ ପୂର୍ବରୁ ଚୁପ ଥିଲେ କାହିଁକି, ଆଗରୁ କହିଥିଲେ ହୁଏତ ବିଜେଡି ଜିତିଥାନ୍ତା
@SmashEnough
@SmashEnough 8 күн бұрын
ପାଣ୍ଡିଆ ନ ବିଜେଡ଼ିର ସର୍ବନାଶ କରିବା ପାଇଁ ବିଜେପି ଦଳ ସହ ଡିଲ କରିଥିଲା ନବୀନ ପଟ୍ଟନାୟକ ବିଜେଡି ଦଳ ଜାଣି ପାରିଲା ନାହିଁ କେମିତି
@pramodbhue1986
@pramodbhue1986 8 күн бұрын
You are right
@srisaidesignvastu9209
@srisaidesignvastu9209 8 күн бұрын
ତୁମେ ଭାଷା କିଛି କିଛି ବଦଳା ବଦଳାଇ ଲାଗୁଛି ତୂମେ ଟିକେଟ ପାଇଲି କାହିଁକି ?
@BasisthaMallick-pd1fj
@BasisthaMallick-pd1fj 2 күн бұрын
Dhanyabad Madam
@prakashswain8674
@prakashswain8674 4 күн бұрын
Madam I agree nd respect with your opinion .
@motilalpradhan2288
@motilalpradhan2288 7 күн бұрын
ସମସ୍ତ ଗୁପ୍ତ ଧନ ପାଣ୍ଡୁ ପାଖରେ। ୭୪୦ କୋଟି ଟଙ୍କା କେବଳ ଲୋକଦେଖାଣିଆ। ଯେ ପର୍ଯ୍ୟନ୍ତ ଗୁପ୍ତ ଧନ ନ ମିଳିଛି, ପାଣ୍ଡୁକୁ କ୍ଲିନ୍ ଚିଟ୍ ମିଳି ଚାଲିଥିବ। ତୁମେ ଯେତେ ସବୁ ବୋଲକରା କ୍ରୀତଦାସ ଚାକର ଚାକରାଣୀ ଚାଟୁକାର ଓ ବୁଚୁକାବୁହା ଅଛ, ତୁମ କଥା ଶୁଣେ କିଏ ?
@bijaykumarparida1936
@bijaykumarparida1936 7 күн бұрын
Thank u mam for open analysis
@bharatchandrabarik5921
@bharatchandrabarik5921 7 күн бұрын
ତା ପୂର୍ବରୁ ଆପଣମାନେ ସମ୍ପୂର୍ଣ ପଣ୍ଡିଆନ ପାଖରେ କ୍ରୀତଦାସ ହେଇଥିଲ ମାଡାମ
@ganeswarbehera-fj6yu
@ganeswarbehera-fj6yu 7 күн бұрын
ଧନ୍ୟବାଦ ଜଣାଉଛି ଭଉଣୀ । ଠିକ୍ କଥା କହିଛନ୍ତି । କିନ୍ତୁ କହିବାଟା ବହୁତ ଡେରିହୋଇଗଲା । ଭଉଣୀ କଣ କହିବା, ଆମ ଭଉଣୀ,ମା ମନେ ଏମିତି ବାୟାହେଲେ ଯେ ନିଜ ଘର ସ୍ବାମୀ ଛାଡି ଲାଭ ପାଇଁ ପାଣ୍ଡିଆନନା ପଛରେ ଧାଇଁଲେ । ଆମେ ଭାବିଲୁ ଏମାନେ ନିଜ ସ୍ବାମୀଙ୍କୁ ମନେ ଭୁଲି ଜିବେ । ଭଉଣୀ ଆମେ ବା ଓଡିଆ ରୁଟି ଖଣ୍ଡେପାଇଲେ ମୁଁଣ୍ଡ ବିକିଦେବା ।ଆମର ସ୍ବାଭିମାନ କଣ । ଓଡ଼ିଶା ଆଜି ବିଚାର ହରେଇବସିଛି ।ରାତା ରାତି କପରି ବଡଲୋକ ହେବା ସେ ଭାବନା ଆମମୁଣ୍ଡରେ ପସିଛି ।ଜୟ ଜଗନ୍ନାଥ ।
@kshetrabasidas9682
@kshetrabasidas9682 8 күн бұрын
💯👌 Right mam
@dipusing9439
@dipusing9439 7 күн бұрын
କେହି ତ ବିଜେଡି ନେତା କିମ୍ବା ନେତ୍ରୀ କହୁନାହାନ୍ତି ପାଣ୍ଡିଆନ ବିଷୟରେ, ତମେ କଣ ପାଇଁ କହୁଚ, କିଛି ଲାଭ ନାହିଁ, କହି କହି ପାଣି ସୁସ ଲାଗିବ
@hmssdchandragiri
@hmssdchandragiri 2 күн бұрын
Your correct.
@user-fq5gb9ep9e
@user-fq5gb9ep9e 3 күн бұрын
ସାସନ ଠିକ ଚାଲିଲେ ବିରୋଧ କରିବ କିଏ ନା ବିରୋଧୀ ଦଳ ରହିବ ? ୨ --ଆମରି ଭାଷାରେ ଆମ ସାସନ ନକଲାରୁ ମୁଳରୁ ଯିବ ନବିନ । ଯେଉଁ ଲୋକ ନିଜର ତୁଣ୍ଡର ଭାଷାକୁ ଆପଣାର ବୋଲି କହି ପାରୁନି ସେ ତା ରାଜ୍ୟର କାହାକୁ ବା ନିଜର କରିବ ।
@OFFICIALDOROMAN
@OFFICIALDOROMAN 8 күн бұрын
You Are Right
@theniharika06
@theniharika06 7 күн бұрын
ପାଣ୍ଡିଆନ ଙ୍କ ଉପରେ କିଛି ଆକ୍ସନ ହେବ କି? ରାଜନୀତି ପଙ୍କ ରେ ସବୁ party ଉବୁଟୁବୁ. ପାଣ୍ଡିଆନ ବାବୁ ବହୁତ ମାଲ କମାଇଛନ୍ତି ଓଡିଶା ରୁ, ସେଥିରୁ କିଛି ଛିଞ୍ଚି ଦେଲେ ସବୁ ଚୁପଚାପ ହେଇ ବସିପଡିବେ.
@therightdirection8931
@therightdirection8931 2 күн бұрын
100% Right
@rashmiranjanmohanty5080
@rashmiranjanmohanty5080 7 күн бұрын
Excellent.
@padmalayasarangi3907
@padmalayasarangi3907 8 күн бұрын
Very gud
@pranabkumarjena1848
@pranabkumarjena1848 4 күн бұрын
Bhala katha
@bishnusahoo9390
@bishnusahoo9390 Күн бұрын
Right 👍
@rajkishormohanty3243
@rajkishormohanty3243 Күн бұрын
100. %. Right
@SwarnaMohanty-pm8gm
@SwarnaMohanty-pm8gm 6 сағат бұрын
Super Naveen sir 🎉
@user-lm6hj4yj7k
@user-lm6hj4yj7k 7 күн бұрын
ନାଁ କାହାକୁ ଦୋଷୀ କରିବାଭୁଲ ଲୋକେ ଚାହୁଁଥିଲେ ପରିବର୍ତନ କରିବାକୁ 50ହଜାର ଲୋଭରେ ଦେଈଦେଲେ
@narayandalai8414
@narayandalai8414 5 күн бұрын
dhanyabad Ma'am
@user-ph3vn6fn2h
@user-ph3vn6fn2h 6 күн бұрын
Thinku.sister
@damolifestylevlog4086
@damolifestylevlog4086 7 күн бұрын
Right❤
The child was abused by the clown#Short #Officer Rabbit #angel
00:55
兔子警官
Рет қаралды 21 МЛН
I’m just a kid 🥹🥰 LeoNata family #shorts
00:12
LeoNata Family
Рет қаралды 19 МЛН
Became invisible for one day!  #funny #wednesday #memes
00:25
Watch Me
Рет қаралды 22 МЛН
Мы никогда не были так напуганы!
00:15
Аришнев
Рет қаралды 4,8 МЛН
🔵Exclusive Interview With Odisha Deputy CM Pravati Parida
34:21
The child was abused by the clown#Short #Officer Rabbit #angel
00:55
兔子警官
Рет қаралды 21 МЛН