No video

ଖେଳ କରିବ ବିଜେଡି ! || Naveen Patnaik || BJD || MANTHAN || Odisha Reporter

  Рет қаралды 8,315

Odisha Reporter

Odisha Reporter

Күн бұрын

ବିଜେଡିର ନବକଳେବର ହେବ, 4 ମାସ ଭିତରେ ଏକ ଭିନ୍ନ ଭୂମିକାରେ ଆସିବ ଦଳ। ଏନେଇ ଏକ ବଡ କସରତ ଚଳାଇଛନ୍ତି ଦଳର ମଙ୍ଗୁଆଳ। ତେବେ ଯାହା ପାଇଁ ଦଳର କ୍ଷତି ହୋଇଥିଲା ସେ ହିଁ ନେବେ ନିର୍ଣ୍ଣାୟକ ଭୂମିକା। ତେବେ ଖୁବଶୀଘ୍ର ସ୍ପଷ୍ଟ ହେବ ଏହାର ରୂପରେଖ। ଏହାକୁ ନେଇ ଦେଖନ୍ତୁ ମନ୍ଥନ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZfaq: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #Odisha #Manthan #BJD #politicalnews #odishapolitics #naveenpatnaik #vkpandian

Пікірлер: 19
@mishrabisudhananda3551
@mishrabisudhananda3551 Ай бұрын
ଯେ ପର୍ଯ୍ୟନ୍ତ ନବୀନ ଓ ପାଣ୍ଡିଆନ ଅଛନ୍ତି ଓ ନବୀନ ଘରେ ସୋଇ ପାଣ୍ଡିଆନ କୁ ରାଜ୍ୟ ଶାସନ କୁ ଠିକା ଦେଇ ,ଓଡ଼ିଶା କୁ ଲୁଟିବା ଉଦ୍ୟେଶ ରେ କାମ କରୁଛନ୍ତି,କିଛି ବଦଳିନି।
@arabindamishra4045
@arabindamishra4045 Ай бұрын
କିଛି ନୂଆ ନାହିଁ। ସେଇ ପୁରୁଣା ମଦ।
@laxmidharapanda6086
@laxmidharapanda6086 Ай бұрын
ବିଜେଡିର ସମସ୍ତ ନେତା ଓ କର୍ମୀ ଯଦି ପାଣ୍ଡିଆନ ଉପରେ ସନ୍ତୁଷ୍ଟ ହେବେ ବିଜେଡି କେବେବି ଓଡ଼ିଶାରେ ସରକାର ଗଢ଼ି ପାରିବନି ! ସାଧାରଣ ଜନତା କେବେବି ପାଣ୍ଡିଆନକୁ ଗ୍ରହଣ କରିବେନାହିଁ ! ବିଜେପିର ବିକଳ୍ପ ଭାବରେ କଂଗ୍ରେସକୁ ଗ୍ରହଣ କରିବାକୁ ପଛଇବେ ନାହିଁ କିନ୍ତୁ ବିଜେଡିକୁ ନୁହେଁ ! ତେଣୁ ବିଜେଡିର ଭବିଷ୍ୟତ ଅନ୍ଧକାର ମୟ !
@pradeepkumarjena4162
@pradeepkumarjena4162 Ай бұрын
ବସ୍ଥିଆ ବାବୁ ମୁଁ ଭବୁଛି ବିଜେଡି ରେ ବହିସ୍କାର ଅଛନ୍ତି କାରଣ ଅନ୍ୟ ବିଜେଡି ନେତା କଂର ମୁହଁ େର ଏଭଳି ବିଜେଡି ବିରୋଧରେ ବାଇଟ୍ ଦେଉଛନ୍ତି
@bibhuprasadcreation2512
@bibhuprasadcreation2512 Ай бұрын
ପଣ୍ଡିଆନ ଓଡ଼ିଆ ନୁହଁନ୍ତି ବୋଲି ତୁମେ ଟାଉଟ ରି କରିବାକୁ ସୁବିଧା ହେଉଛି,,,,ନହେଲେ ପଣ୍ଡିଁଆ ନ ଯୋଉ କାମ ଆଉ ଯୋଜନା ସବୁ କରିଛନ୍ତି,, ଓଡ଼ିଶା ରେ କିଏ ଜଣେ ଅଛି,,,ତାଙ୍କ ନାମ କୁହ,,,ତୁମେ ଅଧିକ କହୁଚ ,,,,
@mishrabisudhananda3551
@mishrabisudhananda3551 Ай бұрын
@@bibhuprasadcreation2512 ,ବାବୁ,ଦୀପ ତେଜିଲେ ହାତ ଚିକଣ।ଯାହା କାମ କରିଛନ୍ତି ତା ଠାରୁ ଲୁଟ ବହୁତ୍ ଅଧିକା।30000 କୋଟି water resources ରେ,ସବୁ third grade କାମ ଓ ତାମିଲ ତେଲୁଗୁ contracter ଙ୍କ ଦ୍ଵାରା।ଓଡ଼ିଶା ର contracter ବହୁ ନେହୁରା ହେଲେ ବି କାମ ଦିଆଗଲାନି।OMC ରୁ 40000 ହଜାର କୋଟି ,କଣ ନା 5 ଟଙ୍କିଆ ଭାତ ପାଇଁ।ଭାଇ ଟିକିଏ ଅନୁସନ୍ଧାନ କର।ଖରାପ ଭାବିବନି ତମ ନବୀନ ହେଉଛି ରିଙ୍ଗ leader। ଓଡ଼ିଆ ଙ୍କୁ ଗୋଇଠା ତାମିଲ ଓ ଅଣ ଓଡ଼ିଆ ଙ୍କୁ ଆଦର।
@manoranjanpanda5536
@manoranjanpanda5536 Ай бұрын
ନଵୀନକୁ ଓଡିଶାରୁ ବାଡେଇ ଵିଦାକର, ଏ ନିମକହାରାମ ଓଡିଶାକୁ ଵରବାଦ କରିଛି, ମଦପିଇ ଓଡିଶାକୁ ଦଲାଲଙ୍କ ହାତରେ ଓଡିଶାକୁ ଟେକିଦେଲା, ଜୟ ଜଗନ୍ନାଥ,
@prafullamohanty5557
@prafullamohanty5557 Ай бұрын
ମୋହନ ସରକାର ର ପତନ ପାଇଁ ମୋହନ ମାଝି ହିଁ ଦାୟୀ ରହିବେ ଏବଂ କିଛି ଚକ୍ରାନ୍ତ କ।ରି ବିଭୀଷଣ BJP ର
@YoutubeShorts-pf1tx
@YoutubeShorts-pf1tx Ай бұрын
Nuarupare Nua Lutera nua Rangasala heba
@PRAMODBEHERA-il2mr
@PRAMODBEHERA-il2mr Ай бұрын
😅
@subrataran
@subrataran Ай бұрын
Bjd rajtantra dal subidhabadi chora dalal. We want either bjp or congress national party
@user-kl9vp2gy4w
@user-kl9vp2gy4w Ай бұрын
ପେଳ ଖାଇ ଵ
@sarojkumarmohanty6139
@sarojkumarmohanty6139 Ай бұрын
Puruna mada Nua botal ,Jete Naba kalebar karile madhya au tisthi rahiba nahin ,Pandu ,Bobby ,Manas ahuri anek neta ,mantri manananka paine aji BJD Dhangsa hei jaichi , Brudha Jardgaba kebal nirab drasta heidekhibe ,Abe jane Kia puni Santrupta mishra BJD ku Teki dhai rakhibe ,?
@pitabastripathy4365
@pitabastripathy4365 Ай бұрын
Manas Babu is 50% correct &other is Nabin.
@funnyCat472
@funnyCat472 Ай бұрын
ଏ ମଗିଆ bjd ନେତା ନୁହ
@bijaykumarrout4161
@bijaykumarrout4161 Ай бұрын
Pandian comedy
@user-bd3me5cj2q
@user-bd3me5cj2q Ай бұрын
keamitika rupa ashiba na colour sagua ru haladia haba jana jauchi
@KrushnaMuduli-yu6nv
@KrushnaMuduli-yu6nv Ай бұрын
Pandu.babai.balebalere.soichanti
女孩妒忌小丑女? #小丑#shorts
00:34
好人小丑
Рет қаралды 83 МЛН
How I Did The SELF BENDING Spoon 😱🥄 #shorts
00:19
Wian
Рет қаралды 37 МЛН
wow so cute 🥰
00:20
dednahype
Рет қаралды 30 МЛН
女孩妒忌小丑女? #小丑#shorts
00:34
好人小丑
Рет қаралды 83 МЛН