କାହିଁକି ପୂର୍ବ ଅପେକ୍ଷା ଏବେ ବହୁତ ଖୁସି ଆଉ ବିନ୍ଦାସ୍ ରହୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ Naveen

  Рет қаралды 616,331

Odisha Bhaskar

Odisha Bhaskar

Ай бұрын

Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/OdishaBhaskar
OUR WEBSITE - odishabhaskar.com/
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#odishabhaskar #latestnews

Пікірлер: 384
@rupa1073
@rupa1073 Ай бұрын
ପାଣ୍ଡିଆ ପାଇଁ ନବୀନ ପଟ୍ଟନାୟକ ଅସୁସ୍ଥ ହୋଇଯାଇଥିଲେ ଅସୁସ୍ଥ ହେବାର କାରଣ କେବଳ ପାଣ୍ଡିଆ😡ଏବେ ନବୀନ ପଟ୍ଟନାୟକ ଭଲ ଅଛନ୍ତି ବହୁତ୍ ଖୁସି ଲାଗିଲା ଦେଖିକି ସବୁବେଳେ ଭଲରେ ରୁହନ୍ତୁ ନବୀନ ପଟ୍ଟନାୟକ😊🙏👍
@Saumya505
@Saumya505 Ай бұрын
Right 👍👍😊😊😊
@trustworthy-guy6408
@trustworthy-guy6408 Ай бұрын
🎉🎉
@dagreswargoud
@dagreswargoud Ай бұрын
ଏବେ ବି ନବୀନ ନିବାସ ରେ ପାଣ୍ଡିଆ ନ ଅଛି
@ramachandranbehera8748
@ramachandranbehera8748 Ай бұрын
ନବୀନ ସରକାର ବହୁତ ଭଲ ଥୀଲା ବୋଲିତ 24 ବର୍ଷ ଶାସନ କଲେ ମାଗିହା ପାଣ୍ଡୁ କୁ ଧର ମାଗିହା କୁ ଗୋଟେ ଛୋଟ ରୁମ ରେ ପୁରାଇ ଲଙ୍କା ଧୂଆଁ ଦିଅନ୍ତୁ ଲଙ୍ଗଳା କରି ମାଗିହା ପାଣ୍ଡୁ ସବୁ ମାନିବ ଆମର c m ଙ୍କୁ ଶଳା ସ୍ଲୋ proyajan ଦେଇ ରଖି ଥୀଲା ତେଣୁ ପାଣ୍ଡୁ କୁ ଧରି inkari କରାଯାଉ
@sanjeetsarsing8817
@sanjeetsarsing8817 Ай бұрын
Love you papa
@saleskumargiri6187
@saleskumargiri6187 Ай бұрын
ସୁନା ସବୁ ବେଳେ ସୁନା ,ଅଙ୍ଗରେ ଲାଗିଥିଲେ ବି ଚକ୍ ଚକ୍ ଅଙ୍ଗାର ରେ ପୋଡିଲେ ବି ଚକ୍ ଚକ୍ ।ନବୀନ ଙ୍କର ମୁଣ୍ଡ ଚୂଳ କୁ ତାଙ୍କର ଧଳା ପୋଷାକ, always keep him ever green. Now he is risk free from us to listen our demands.
@user-od2jt7wm8i
@user-od2jt7wm8i Ай бұрын
Baahhh....super
@learnwithbini6060
@learnwithbini6060 Ай бұрын
Right 👍
@natamanicomedy
@natamanicomedy Ай бұрын
ନବୀନ ସାର ମୁଁ ଆପଣଙ୍କୁ ବହୁତ ପସନ୍ଦ କରେ ମୋ ହୃଦୟ ସବୁବେଳେ ରହିବେ I miss you nabin sir
@Shree_910
@Shree_910 Ай бұрын
ନବୀନ ସବୁବେଳେ ଫିଟ୍ ଆଉ ଫାଇନ୍ 😂ଆପଣ ମାନେ ଖୁସି ତ 😅
@Shakti674
@Shakti674 Ай бұрын
Bhut Khushi lagila naveen babu aagru adhika ebe bhala achanti maha Prabhu Jagannath asiwad ru aaga ku fit rehibe
@dayanidhimishra2145
@dayanidhimishra2145 Ай бұрын
100%
@binapanishatapathy4965
@binapanishatapathy4965 Ай бұрын
Yes100%
@neeladribhushanamishra4243
@neeladribhushanamishra4243 Ай бұрын
ଖୁସି ଆଜ୍ଞା
@Binod236
@Binod236 Ай бұрын
​😊😊
@benudharanti5195
@benudharanti5195 Ай бұрын
ସେଥି ପାଇଁ ତୋ ନବୀନ ପଟନାୟକ ସମସ୍ତଙ୍କ ପ୍ରିୟ.. ଜୟ ଜଗନ୍ନାଥ 🙏🙏
@learnwithbini6060
@learnwithbini6060 Ай бұрын
Right 👍
@maushumisoy904
@maushumisoy904 Ай бұрын
ସ୍ବାସ୍ଥ୍ୟ ଖରାପ୍ ଥିଲା, ଏକ ଅପ ପ୍ରଚାର,,
@kuanrtudu9960
@kuanrtudu9960 Ай бұрын
ଅପ ପ୍ରଚାର ନୁହେଁ ପାଣ୍ଡୁ ତାଙ୍କୁ ଦୁର୍ବଳ କରି ରଖିଥିଲା ।
@Prince-zf1pp
@Prince-zf1pp Ай бұрын
Pandu tanku drugs deuthila
@kuanrtudu9960
@kuanrtudu9960 Ай бұрын
@@Prince-zf1pp Right
@prangyarajput7869
@prangyarajput7869 Ай бұрын
Thik katha thik katha
@gufran.mohammad8317
@gufran.mohammad8317 Ай бұрын
Odisha hero Naveen Patnaik zindabad 🎉🎉🎉🎉🎉🎉🎉
@dillipprusty7406
@dillipprusty7406 Ай бұрын
ଭଗବାନ୍ ସବୁ ବେଳେ ଭଲରେ ରଖିଥାନ୍ତୁ
@nakulabehera8456
@nakulabehera8456 Ай бұрын
ଆଗରୁ ଓଡ଼ିଶା ପାଇଁ ଚିନ୍ତାରେ ରହୁଥିଲେ ଏବେ ପୁରା ଖୁସି ସେ ଜାଣିଛନ୍ତି ଓଡ଼ିଶା ପାଇଁ ନବୀନ ଓ ପଣ୍ଡିଆନ ଯାହା କରିଛନ୍ତି ବିଜେପି ସରକାର 100ବର୍ଷରେ କରିପାରିବେନି
@7mininformation123
@7mininformation123 Ай бұрын
Sabu chhodi deichanti
@amagiha1046
@amagiha1046 Ай бұрын
To bouku pany gehiki pila karideithibo
@BalaramJhankar-ci8ml
@BalaramJhankar-ci8ml Ай бұрын
Right ​@@amagiha1046
@padmanavsenapati9586
@padmanavsenapati9586 Ай бұрын
Avadra sala 😂 ଲଜ୍ଜା
@hello64879
@hello64879 Ай бұрын
Like , can you explain some of their century lasting achievements
@gangadharsatapathy316
@gangadharsatapathy316 Ай бұрын
ବାସ୍ତବରେ ନବିନ୍ ବାବୁ ସୁସ୍ଥ !! ହେଲେ ପାଣ୍ଡିଆନ୍ ହିଁ ଗର୍ବରେ ଓ ଅହଙ୍କାର ଦ୍ୱାରା ସ୍ଥାଣୁ ( ମୁକ ) କରିକି ରଖିଥିଲା। ବର୍ତ୍ତମାନ୍ ପୁରା ସୁସ୍ଥ ଥିବା ର ଦେଖାଯାଉଛନ୍ତି । ଭଗବାନ୍ ତାଙ୍କୁ ଦୀର୍ଘାୟୁ କରନ୍ତୁ ଏବଂ ଆଶୀର୍ବାଦ ଦିଅନ୍ତୁ।
@bidyutranjanbhanja3836
@bidyutranjanbhanja3836 Ай бұрын
Kemiti pandian asustha Kari ki rakhi thila !?!?!??!????
@neeladribhushanamishra4243
@neeladribhushanamishra4243 Ай бұрын
ପାଣ୍ଡିଆନ ନବୀନ ଆଜ୍ଞା ଙ୍କୁ ସ୍ଲୋ ପଏଜନ ଦେଉଥିଲା
@sanjaysahoo5544
@sanjaysahoo5544 Ай бұрын
ଅବିବାହିତ ଲୋକ ଆହୁରି 15 yrs ରହିବେ 29 ରେ return and again government bjd and cm Navin sir❤❤❤
@arosiarosi3379
@arosiarosi3379 Ай бұрын
Na thau
@dillipkumarswain5649
@dillipkumarswain5649 Ай бұрын
Pandian thile sambhaba nuhen
@sanjaysahoo5544
@sanjaysahoo5544 Ай бұрын
@@dillipkumarswain5649 କେତେ ପୁଷ ମାସ ଯାଇଛି ଅପେକ୍ଷା ଆମର ମାଘ ଆସିବ ପୁଣି ବାଘ
@TheIronMaster956
@TheIronMaster956 25 күн бұрын
29 re BJP 100+ kari ki Mohan sir puni CM hebe.. 😂
@rameshwarbadamali4742
@rameshwarbadamali4742 Ай бұрын
Slow poision ଦେଉଥିବା ସନ୍ଧେହ କୁ ଏଡାଇ ଦିଆଯାଇ ନପାରେ
@user-bs5wv9xx7s
@user-bs5wv9xx7s Ай бұрын
ଆମେ ହାରିଛି ସତ ହେଲେ ଆମ ନବିନି ହିର‌❤🙏🙏🙏🙏👍👍👍
@kuanrtudu9960
@kuanrtudu9960 Ай бұрын
ପାଣ୍ଡୁ ର ଗଡ ଧରି ଜୁହାର ହୁଅ ତୁମର ମଙ୍ଗଳ ହବ ।
@Official_B.kanhar7289
@Official_B.kanhar7289 Ай бұрын
Pandian ରୋଗ ଗଲା ସେଥି ପାଇଁ ନବୀନ ଏବେ ଭଲ ଅଛନ୍ତି।
@ELDAIBabuKobasi
@ELDAIBabuKobasi Ай бұрын
SABASH...... ODIYA PUO....... LEGEND IS ALWAYS LEGEND
@arajunmaharana6147
@arajunmaharana6147 Ай бұрын
ହିରୋ କଦାପି ହାରେନା ❤U Nabeen 🙏ଜୟ ଜଗନ୍ନାଥ 🙏
@ramachandrapanda5349
@ramachandrapanda5349 Ай бұрын
Tiger Come Back 😂Wait and See❤🎉
@learnwithbini6060
@learnwithbini6060 Ай бұрын
Right 👍
@niharranjanmohanty28
@niharranjanmohanty28 Ай бұрын
Naveen sir looks more confident
@daulamahananda6114
@daulamahananda6114 Ай бұрын
Naveen sir always great 🙏
@babinanaik2122
@babinanaik2122 Ай бұрын
Actually, Pandian au Amit Shah misiki emt kale Taki Naveen Patnaik jmt harijanti...
@manojsahu2039
@manojsahu2039 Ай бұрын
ଆମର ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛୁ ସେ ଯେପରି ସୁସ୍ଥ ଓ ଦୀର୍ଘାୟୁ ରୁହନ୍ତୁ ,ହେଲେ ଆମେ ଜାଣି ପାରୁନାହୁଁ ସେ ଦିନ ଏମିତି ହାତ କାହିଁ ଥରୁ ଥିଲା ----, ଏସବୁ ଜାଞ୍ଜ ର ଆବଶ୍ୟକତା ନାହିଁ ତ ?
@simapradhan7503
@simapradhan7503 Ай бұрын
Nerve problem seita. Abe b hau thiba
@amagiha1046
@amagiha1046 Ай бұрын
​@@simapradhan7503to maa bia
@sairindhrilayak8191
@sairindhrilayak8191 Ай бұрын
ଓଡ଼ିଶା ତାମିଲ ହାତରୁ ବଞ୍ଚିଗଲା ବୋଲି ଖୁସି ଅଛନ୍ତି
@srisai2566
@srisai2566 Ай бұрын
Jaganath karantu se sabubele. Sushtha ruhantu.Aau puni thare 2029 re mukhyamantri huantu.
@TheIronMaster956
@TheIronMaster956 25 күн бұрын
Naa 29 re BJP 100+ heba
@nodout7059
@nodout7059 Ай бұрын
I wish he will be ready for next.
@user-pu9qo1sg6p
@user-pu9qo1sg6p Ай бұрын
ଏଥିରୁ ଜଣାପଡିଯାଉଛି ଯେ ପୂର୍ବରୁ ଯେଉଁ କେତେଟା ମାମଲତକାରୀ କରୁଥିଲେ ସଦାବେଳେ ନବୀନ ବାବୁଙ୍କଠାରୁ ଆଗୁଆ ଦେଖେଇ ହେବା ପାଇଁ ତାଙ୍କୁ ମିଛ ସତ ଓ ଚାଟୁ ବାଣୀ କଥା କହି ଅନ୍ଧାରରେ ବସେଇ ରଖିବାକୁ ଚେଷ୍ଟା କରୁଥିଲେ। ନବୀନ ବାବୁ ତାଙ୍କ ଉପରେ ବିଶ୍ୱାସ କରିବାରେ ଏପ୍ରକାର ଫଳ ପ୍ରାପ୍ତ କଲେ। କିନ୍ତୁ ପ୍ରକୃତରେ ସେ ଦୁର୍ବଳ ନ ଥିଲେ।
@gangadharsatapathy316
@gangadharsatapathy316 Ай бұрын
ଅତି ଚମତ୍କାର୍ ❤❤
@Odia_pua_sameer143
@Odia_pua_sameer143 Ай бұрын
Dil se Miss you Naveen Sir 🙏❤️🥹😢😢
@RajendraSingh-mf6rj
@RajendraSingh-mf6rj Ай бұрын
ଜୟ ଜଗନ୍ନାଥ ଦେବ। ଜୟ ସୀତା ରାମ। ଠାକୁର ମହାପ୍ରଭୁ ନବୀନ ବାବୁ ଙ୍କୁ ସଦା ସର୍ବଦା ଶୁଭ ଦୃଷ୍ଟିରେ ଦେଖୁ ଥାନ୍ତୁ। ସେ ସଦା ସର୍ବଦା ସୁସ୍ଥ ସବଳ ରହି ଆମ ଓଡ଼ିଶାର ଉନ୍ନତି ହେବ, ସେଥି ପ୍ରତି ନଜର ଦିଅନ୍ତୁ।❤❤❤🎉🎉🎉
@rajendradalei8483
@rajendradalei8483 Ай бұрын
Who can't be happy when one discovers that people really miss him when he has nothing. Who can't be happy that living a life that mattered to millions. A life really worth lived. Tensions, problems, uncertainties, only when in power, and now those are gone.
@ahwaanmishra7410
@ahwaanmishra7410 Ай бұрын
Wishing for the Hero good health and happiness always
@madhupattnaik6417
@madhupattnaik6417 Ай бұрын
Loko nka sewa tankara mula lakhya.. Naveen Babu nku koti koti pranam ,,hey jaga tanku dirghayu rakhithao.
@learnwithbini6060
@learnwithbini6060 Ай бұрын
Lord Jagannath may provide him long life and healthy life
@SureshChandraSahoo-qs4bp
@SureshChandraSahoo-qs4bp Ай бұрын
All time we miss you Naveen sir ❤❤❤❤❤
@sabitamishra1084
@sabitamishra1084 Ай бұрын
Lots of love and respect for Naveen Pattnaik. ❤
@Chittaswarupdas2580
@Chittaswarupdas2580 Ай бұрын
Long live,Sir.
@lopamudranayak1661
@lopamudranayak1661 Ай бұрын
We always proud of u ExCM Nabin Pattnaik Sir🙏
@rupalirupasmita1666
@rupalirupasmita1666 Ай бұрын
Ama Hero pa. Sie kn sadharana ki ??? Se pa ODISHA SANDHA ra PUA❤❤❤❤ Koti odia ra Maudamani
@user-cw2rp3qs2r
@user-cw2rp3qs2r Ай бұрын
Chora na
@SatrughanNayak-qf1rt
@SatrughanNayak-qf1rt Ай бұрын
ପାଣ୍ଡୁ ପୁତ୍ର ସଙ୍ଗରେ ଥିଲା ବେଳେ ହାତ ଗୋଡ଼ ଥରୁଥିଲା ଏବେ ସୁସ୍ଥ ସବଳ ଦେଖାଯାଉଛି ନବୀନ ବାବୁ, ଆଗେ ଗାତରୁ ବାହାରୁ ନଥିଲେ ଏବେ ବିଧାନ ସଭାକୁ ଯାଇ ପାରୁଛନ୍ତି, ହୁଏତ ପାଣ୍ଡୁ ସ୍ଲୋ ପଏଜନ୍ ଦେଉ ନଥିଲେ ତ?
@diptiranjanpradhan5111
@diptiranjanpradhan5111 Ай бұрын
Serial😂 dekhiki pua story gauchi
@akhayakumarjena8677
@akhayakumarjena8677 Ай бұрын
Pandian navin sir nku medicine dei rakhuthila se jiba parathu sir ebe full fit
@sumitratripathy8065
@sumitratripathy8065 Ай бұрын
Naveen sir only one
@SailendraKumarBarick
@SailendraKumarBarick Ай бұрын
Bahgwan Naveen babu nku sustha rakhantu. Se Odisha pain bahut kichi karichanti. Se CM pada re thantu ki birodhi dala re, sabu bele sustha ruhantu.
@trilochanpatnaik6321
@trilochanpatnaik6321 Ай бұрын
ନବୀନ ବାବୁ ଙ୍କୁ pandia କୌଣସି Medicine ଦ୍ଵାରା ନିଷ୍କ୍ରିୟ କରୁଥିଲା ବୋଲି ସନ୍ଦେହ ହେଉଛି। ଏହା ତଦନ୍ତ ହେବା ଦରକାର।
@babinanaik2122
@babinanaik2122 Ай бұрын
Naveen Patnaik 🎉🎉🎉
@santhalsikariya5
@santhalsikariya5 Ай бұрын
ନବୀନ ପଟ୍ଟନାୟକ ସାରଙ୍କୁ ପାଣ୍ଡୁ ହାଇଜାକ୍ କରିଥିଲେ ଏବେ ସେ ମୁକ୍ତିଲାଭ ପାଇଲେ , ବିଜେପି ର ସବୁ କର୍ମକର୍ତ୍ତା ଙ୍କୁ ଅନୁରୋଧ ନବୀନ ପଟ୍ଟନାୟକ ସାରଙ୍କୁ ଯିଏ ପ୍ରତାରଣା ଦେଇଛନ୍ତି ସେହି ଅଭିଯୁକ୍ତଙ୍କୁ କଠର ରୁ କଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ 🙏
@BAPINA333
@BAPINA333 Ай бұрын
❤nabine❤sare❤❤❤namaste 🇮🇳 🙏🏼 ♥️ ❤️
@manoranjanmullick3487
@manoranjanmullick3487 Ай бұрын
Jay Naveen 💚 jay Naveen 💚
@Seemacraftanddance
@Seemacraftanddance Ай бұрын
Love you sir only hero Naveen Patnaik sir
@sarojkumardas1006
@sarojkumardas1006 Ай бұрын
Naveen sir sabu bele sustha ruha ntu. jay jagannath
@user-oe5yx9gf6c
@user-oe5yx9gf6c Ай бұрын
Lord Jagannath keep him healthy and fine. He has given the bright example of democracy. Thanks BJP for creating bright democratic culture. God bless all .🎉
@susantasahoo9544
@susantasahoo9544 Ай бұрын
ନବୀନ ପଟ୍ଟନାୟକ ବାବୁ pandian ବାବୁ ଙ୍କୁ ଦଳର ଭବିଷ୍ୟତ ନେତା ତଥା ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ଭାବରେ ଜନସାଧାରଣଙ୍କୁ ଜଣାଇବା ପାଇଁ ନିଜକୁ ରୋଗୀ ରୂପରେ ଅଭିନୟ କରୁଥିଲେ ।
@nksahil72
@nksahil72 Ай бұрын
King always king
@subratjena8136
@subratjena8136 Ай бұрын
Jay Naveen
@pravatpatra6398
@pravatpatra6398 Ай бұрын
Amo Odisha bashi au Navin ku kasto dioni
@sandhyarani470
@sandhyarani470 Ай бұрын
Nabin Patnaik is Odisha's proud . No one take his place . Even other CMs will be next to him . God bless him with health , happiness and peace
@muktaranisamal5134
@muktaranisamal5134 Ай бұрын
ମଣିଷ ଟିଏ କାହାର ଉପରେ ନିର୍ଭର କରିଲେ ତାର ମନବଳ ଦୁର୍ବଳ ହୋଇଯାଏ, ଆସା ଥାଏ କିଏ ତ ଅଛି ମୁଁ ପଡିଗଲେ ଉଠାଇ ଦେବ ... ଭୁଲ କରିଲେ ଆକଟ କରିବ. କିମ୍ବା ସବୁ ସମୟ ସାଥୀ ରେ ଥିବ ... ଉପସ୍ଥିତ ଲୋକ ଠିକ ହେଉ କି ଭୁଲ ତାର ଉପସ୍ଥିତି ହିଁ ପରୋକ୍ଷ ଭାବେ ନିଜ ର self confidence କୁ କମାଇ ଦିଏ ... ଆଉ depended କରାଇ ଦିଏ .. ହେଲେ ସତ ତ ଏଇଆ କି ଦୁନିଆ କୁ ଏକା ଆସିଛେ ଏକା ଯିବା ... ଏକା ବଞ୍ଚିବା ପାଇ ଭଗବାନ ସମସ୍ତ ଙ୍କୁ ଯଥେଷ୍ଟ ସାମର୍ଥ୍ଯ ଦେଇଛନ୍ତି ... ବର୍ତ୍ତମାନ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟ ନିଜ ର self confidence ରେ ହି ନିଷ୍ପତ୍ତି ନିଅନ୍ତୁ ଓ ନିଶ୍ବାର୍ଥପର ଭାବେ Odisha କୁ ଆଗକୁ ନିଅନ୍ତୁ ..... ଏଠି କେହି ବିରୋଧୀ ଦଳ କି କେହି ଶାସକ ଦଳ ନୁଁହ ସମସ୍ତେ ଠଡିଆ ❤ ........ ନିଜ ରାଜ୍ଯ ପାଇଁ ମିଶିକରି ଲଢିବା ...
@HappyNayak-dx5qm
@HappyNayak-dx5qm Ай бұрын
Jay ho Naveen Jay odisha
@pradiptamishra1441
@pradiptamishra1441 Ай бұрын
Jai BJD Jai Naveen babu ❤️ 🙏 always number 1 cm Naveen babu 🙏
@Bodhia-kd8oj
@Bodhia-kd8oj Ай бұрын
ସ୍ବାସ୍ଥ୍ୟ ଭଲ ରହୁ, ନବୀନ ବାବୁ ନିରୋଗ ରୁହନ୍ତୁ, ମହାପ୍ରଭୁ ଙ୍କୁ ଏତିକି ନିବେଦନ। ଲାଗୁଚି ଯଦି ପ ପାଣ୍ଡିଆ ଆଉ କିଛି ଦିନ ନବୀନ ବାବୁ ଙ୍କ ସହ ରହିଥାନ୍ତନ୍ତା ତ ନବୀନ ବାବୁ ପୁରା ଅଚଳ ହେଇ ପଡି ରହି ଥାନ୍ତେ
@ajayasahu4728
@ajayasahu4728 Ай бұрын
Jay Jagannath Jay BJD Jay Naveen Pattnaik sir emiti CM Odisha re kehi hei paribeni
@allhadinipatel1655
@allhadinipatel1655 Ай бұрын
Naveen babu agaru rajniti ra hero thile ebe samasthanka hrudayara hero palati jaichhanti tenu bes khusi achhanti
@Beero_explores
@Beero_explores Ай бұрын
ମୁଖ୍ୟ ପ୍ରତିବନ୍ଧକ ହଟି ଯାଇଛି ସେଥି ପାଇଁ ଏବେ ନବୀନ ବାବୁ ବିନ୍ଦ।ସ ଅଛନ୍ତି
@archanarout4500
@archanarout4500 Ай бұрын
@gourishankarmishra929
@gourishankarmishra929 Ай бұрын
Aatmanirbharta Naveen, after loss of power he is now free from pressure .. .
@lizzadhira2124
@lizzadhira2124 20 күн бұрын
I miss you nabin sir my god nabin sir my odisha ka number one cm nabin sir please sir come back youer cm city my heart ❤
@jibanjyoti119
@jibanjyoti119 Ай бұрын
Naveen Pattnaik coming soon just wait and see
@dagreswargoud
@dagreswargoud Ай бұрын
ମୁକ୍ତ ହୋଇଗଲେ ତ ସେଥିପାଇଁ
@lingarajmohapatra2317
@lingarajmohapatra2317 Ай бұрын
ପାଣ୍ଡିଆନ କିଛି ମନ୍ଦ ଜିନିଷ ଖାଇବାକୁ ଦେଉଥିଲେ ତାହା ତଦନ୍ତ କଲେ ଜଣାପଡ଼ିବ ।
@prangyarajput7869
@prangyarajput7869 Ай бұрын
Thik katha thik katha se badipoda kn kn khaiba pain deithila sala bedhh chhua
@janardanpanda5378
@janardanpanda5378 Ай бұрын
ନବୀନ ବାବୁ ଙ୍କୁ ନଜର ବନ୍ଦୀ କରି ରଖାଯାଇଥିଲା
@pinkybehera9383
@pinkybehera9383 Ай бұрын
Au kana kandibthantee ete kalapare jadi bemanloka beimanikale ta se lokanka pai kain manadukha karube sir
@sasmitaswain6210
@sasmitaswain6210 Ай бұрын
Jagannath jaha bichara karanti sabu thik bichara karanti aau ebe Naveen sir pai jaha thik taha heiche .jay Jagannath 🙏
@harekrushnapanigrahi4077
@harekrushnapanigrahi4077 Ай бұрын
Love you sir ❤❤
@suratinayaksurati8961
@suratinayaksurati8961 Ай бұрын
Right 👍
@rashmiranjanmohanty8526
@rashmiranjanmohanty8526 Ай бұрын
He is Always Fit and Fine. Because Mr. Pandian tried to show all that He is unfit and without him Naveen Sir cannot do anything
@urgumrecordsentertainment
@urgumrecordsentertainment Ай бұрын
ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ପ୍ରଭୁ ଜଗନ୍ନାଥ ଘଣ୍ଟ ଘଡେ଼ଇ ରଖି ଥାନ୍ତୁ ଏବଂ ତାଙ୍କର ସୁସ୍ଥ ଓ ଦୀର୍ଘାୟୁ ରଖିଥାନ୍ତୁ 🙏🙏 ଜୟ ଜଗନ୍ନାଥ
@Saumyaranjan-ou1or
@Saumyaranjan-ou1or Ай бұрын
Nabinjane bhagaban
@Prince-zf1pp
@Prince-zf1pp Ай бұрын
Nabin Pattnayak Sashan re naruhantu pache se sustha ruhantu etiki bhagawan nku minati jaya jagannath 🙏🚩
@nodout7059
@nodout7059 Ай бұрын
Now he is using own idea.
@BAPINA333
@BAPINA333 Ай бұрын
He Prabhu Jagannath Nabine sare feria aana ntu Jay Jagannath ❤namaste 🇮🇳
@dr.satyakantapradhan4546
@dr.satyakantapradhan4546 Ай бұрын
Aare ring master nahin,Royal Bengal Tiger pura Dil khush.
@biswajitbehera4132
@biswajitbehera4132 Ай бұрын
I love Navin patnayak. I love you pandian sir❤❤❤❤❤
@dibakarsethi4802
@dibakarsethi4802 Ай бұрын
I miss you Naveen sir 😂😂😂
@shantilatamohanty6380
@shantilatamohanty6380 Ай бұрын
Exllenet 🌾🙏🙏💲 picture
@hariharmoharana6176
@hariharmoharana6176 Ай бұрын
ଆଗରୁ ବିଧାନ ସଭାରେ ଗୃହ ର ନେତା ଥିଲେ ଏବେ ସେହି ଗୃହ ରେ ବିରୋଧି ଦଳ ନେତା.🙏🙏🙏
@pprs58
@pprs58 Ай бұрын
ଭାରତବର୍ଷ ଇତିହାସରେ ଓଡିଆଙ୍କ ଦ୍ବାରା ଗଠିତ ଏହି ବିଶାଳ ଆଞ୍ଚଳିକ ଦଳ ଖାଲି ଓଡ଼ିଶା କାହିଁକି ସମଗ୍ର ବିଶ୍ୱରେ ଓଡିଆ ମାନେ ଗର୍ବାନ୍ବିତ ଥିଲେ।
@user-gm6jb5rm4l
@user-gm6jb5rm4l Ай бұрын
Super
@mrspanda4101
@mrspanda4101 Ай бұрын
Lord Jagannath blessings always with him. Age just like a number.time will pass and our champion becomes very active in few days.Nabin Patnaik means Odisha.
@laughy9900
@laughy9900 Ай бұрын
God bless him 🙏
@banils_shorts
@banils_shorts Ай бұрын
BJD ଜିତିଥିଲେ ନବୀନ ପଟ୍ଟନାୟକ କୁ ମାରି ଦେଇଥାନ୍ତା ସେ.. ଏବେ କେତେ ଭଲ ଦେଖା ଯାଉଛନ୍ତି ଆମର ନବୀନ sir ❤❤❤
@SantaSanta-tc1oq
@SantaSanta-tc1oq Ай бұрын
Nabeen sir harinahnti 0dishabasi nk hrudyre sabudina pnai rahithibe
@BLPlus6940
@BLPlus6940 Ай бұрын
ନବୀନ sir ❤
@MurareeYadav-sk5es
@MurareeYadav-sk5es Ай бұрын
Nazar na Lage kisi ka hamare CM Navin Patnaik sir ji ko❤❤❤❤🙏🙏🙏🙏🙏jay BJD
@lingarajmohanty8225
@lingarajmohanty8225 Ай бұрын
Great Biju Patnaik khandan.
@tilotamabaliarsing6426
@tilotamabaliarsing6426 Ай бұрын
👌👌👌
@bharatibastia8334
@bharatibastia8334 Ай бұрын
Bjd. Paribaraku. Majbut. Kar. Sir🙏
@jatinsahu7100
@jatinsahu7100 Ай бұрын
Odisha hero Nabin Pattnaik jindabad
@basantakumargiri3721
@basantakumargiri3721 Ай бұрын
ନବୀନ ପଟନାୟକ ମଧ୍ୟ ଚାଁହୁ ଥିଲେ ବିଜେଡି ହାରୁ, ଏବଂ ପାଣ୍ଡିଆନ ଓଡିଶା ରୁ ବିଦାହେଉ ତାହାହିଁ ହେଲା ତେଣୁ ବର୍ତମାନ ଖୁସିରେ ଅଛନ୍ତି
@fakiradikhit848
@fakiradikhit848 5 күн бұрын
nabeen pandian ku guli kara.
@TikeswarMajhi-ur7bl
@TikeswarMajhi-ur7bl Ай бұрын
Aa maku nabini chaie😢😢😢😢
@ganeshsabar-rm4dg
@ganeshsabar-rm4dg Ай бұрын
Nabin sir he is a king of the odisha for always ❤❤❤❤
@swayampanda1238
@swayampanda1238 Ай бұрын
Sir apana sabubele bhala re ruhantu
Keonjhar: Bombs Hurled At Odisha BJP MLA Mohan Charan Majhi’s Car
4:28
Эффект Карбонаро и нестандартная коробка
01:00
История одного вокалиста
Рет қаралды 9 МЛН
HAPPY BIRTHDAY @mozabrick 🎉 #cat #funny
00:36
SOFIADELMONSTRO
Рет қаралды 17 МЛН
DAD LEFT HIS OLD SOCKS ON THE COUCH…😱😂
00:24
JULI_PROETO
Рет қаралды 14 МЛН
Naveen Patnaik Biography Video | 24 Years Journey Of Naveen Patnaik
17:44
Эффект Карбонаро и нестандартная коробка
01:00
История одного вокалиста
Рет қаралды 9 МЛН