'ଖଣି ଲୁଟେରାଙ୍କୁ ଝାରପଡ଼ା ଜେଲ୍ ପଠାଇବା ତ' || CM Mohan Majhi || Keonjhar District || Odisha Reporter

  Рет қаралды 189,937

Odisha Reporter

Odisha Reporter

18 күн бұрын

ଲୋକଙ୍କୁ ପଚାରିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ- ଯେଉଁମାନେ କେନ୍ଦୁଝର ଜିଲ୍ଲାକୁ ଲୁଟୁଥିଲେ ସେମାନଙ୍କୁ ଝାରପଡ଼ା ଜେଲ୍ ପଠାଇବା ତ? ଉପସ୍ଥିତ ଲୋକେ କହିଲେ ହଁ...
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZfaq: bit.ly/OdishaReporteronKZfaq
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Odisha_Reporter_o...
Instagram: / odishareporter_official
#OdishaReporter #mohanmajhi #keonjhar #CMOdisha #BJPGovt

Пікірлер: 446
@gourangacharannaik6514
@gourangacharannaik6514 16 күн бұрын
୨୫ବର୍ଷ ପରେ ଆଜି ମୁଁ ମୋ ଓଡିଶା ର ମୁଖ୍ୟମନ୍ତ୍ରୀ ଙ୍କ ମୁଁହରୁ ଓଡିଆ ଭାଷଣ ଶୁଣି ପାରିଛି |ତେଣୁ ମୁଁ ଆଜି ବହୁତ ଖୁସି |ଜୟ ମା ତାରିଣୀ
@laxmanmurmu3285
@laxmanmurmu3285 16 күн бұрын
Jay jaganath.jay Maa tarini
@NewblockAjay7882
@NewblockAjay7882 16 күн бұрын
Right
@skshitish
@skshitish 16 күн бұрын
Kahi Hindi bi suna Ae bhasan sunila pare ,,, tuma ku laguchi na jane cm amiti kahiba katha ki
@pradoshnayak999
@pradoshnayak999 15 күн бұрын
👏👏✌️
@pradoshnayak999
@pradoshnayak999 15 күн бұрын
Hn sure👏👏✌️🙏
@Shree_910
@Shree_910 16 күн бұрын
ଓଡ଼ିଆ ଭାଷଣ ଶୁଣି କାହାକୁ ଭଲ ଲାଗିଲା ଲାଇକ୍ କର👍🏻
@user-yr1hq5ei7d
@user-yr1hq5ei7d 16 күн бұрын
Mota.
@kichakeswarifilms
@kichakeswarifilms 16 күн бұрын
ସୁନ୍ଦର 👏ଏତେଦିନ ପରେ ଓଡ଼ିଆ ଶୁଣି ଭଲ ଲାଗିଲା 👏ଜୟ ଶ୍ରୀରାମ 👏
@saratbehera3310
@saratbehera3310 16 күн бұрын
କେନ୍ଦୁଝର ପିଲାଙ୍କୁ ନିଜ ଅଞ୍ଚଳର ଖଣି କାରଖାନା ମାନଙ୍କରେ ଆଗ କାମ ଦିଅ,, ଅଣଓଡିଆ ଙ୍କୁ ହଟାଅ
@SubratsAhoo-lx1bg
@SubratsAhoo-lx1bg 15 күн бұрын
Ea bi paisa khaiba
@crazyyyy-cp5ih
@crazyyyy-cp5ih 16 күн бұрын
୨୫ବରଷ ପରେ ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ଓଡ଼ିଆ ଶୁଣିବା ପରେ ଭଲଲାଗିଲା
@bapisadangi3373
@bapisadangi3373 16 күн бұрын
Right 🎉
@ashishpatnaik5171
@ashishpatnaik5171 16 күн бұрын
Only Odia suniba
@sradhamihir5552
@sradhamihir5552 16 күн бұрын
English ତ ବୁଝିପାରିବନି କହିବ କଣ ?😂
@stcreation8959
@stcreation8959 16 күн бұрын
Remote control from delhi😅
@user-iw6qu7jy3e
@user-iw6qu7jy3e 16 күн бұрын
​@@sradhamihir5552English re kahiba kn nihati darkar..? Mohan babu Nabin nuhe khanti odia Adivasi
@user-ud1lp4oh5t
@user-ud1lp4oh5t 16 күн бұрын
୨୫ ବର୍ଷ ପରେ ଓଡିଆ ପୁଅ ମୁଖ୍ୟ ମନ୍ତ୍ରୀ ହେଲା ଓଡିଆ ଭାଷା ରେ ଭାଷଣ ଶୁଣି ନିଜକୁ ମାନୁଛୁ ଏବେ ଆମେ ଓଡିଶା ରେ ଅଛୁ
@user-tw9le4mi8w
@user-tw9le4mi8w 16 күн бұрын
❤❤❤
@sureshchandradash6900
@sureshchandradash6900 16 күн бұрын
100% ସମର୍ଥନ, jail ପଠାଇବାପରେ ସ୍ୱାଭିମାନ ଓଡିଶାବାସୀଙ୍କ ଆତ୍ମା ସନ୍ତୁଷ୍ଟ ହେବ, ଅପେକ୍ଷା.
@dhamirona8662
@dhamirona8662 16 күн бұрын
ଧନ୍ୟବାଦ ସାର୍, ଅତିଶୀଘ୍ର ପଠାଇବା ଜୟ ହୋ ମୋହନ ସରକାର
@ranathemukhdasinger687
@ranathemukhdasinger687 16 күн бұрын
ସୁନ୍ଦର ଅଭିଭାଷଣ ଆମ ପ୍ରିୟ ମୁଖମନ୍ତ୍ରୀ ଙ୍କର ,ଏ ସବୁ କାର୍ଯ୍ୟରେ ପରିଣତ ହେଉ , ମହାଶୟ ଆମେ ହୃଦୟରୁ ସଲାମ୍ କରୁଛୁ ।
@niharranjannayak7534
@niharranjannayak7534 16 күн бұрын
ଓଡିଶା ବାସି କି ସୁନ୍ଦର ଓଡିଆରେ ଭାଷଣକୁ ଶୁଣନ୍ତୁ
@jpradhan2140
@jpradhan2140 16 күн бұрын
Peta puri jauchhi odia sunuki Bjp chora sarkar i don't like bjp
@skshitish
@skshitish 16 күн бұрын
Kan ame regular salary paibu
@santoshkumarsahoo8671
@santoshkumarsahoo8671 16 күн бұрын
ଏ ହେଉଛି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବର୍ତମାନ ର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ମଧ୍ୟରେ ଫରକ୍ ❤, ଅପେକ୍ଷା କରନ୍ତୁ ଖୁବଶୀଘ୍ର ଆମ ରାଜ୍ୟ ବିକଶିତ ହେବାକୁ ଯାଉଅଛି, ଜୟ ଜଗନ୍ନାଥ ❤❤
@skshitish
@skshitish 16 күн бұрын
Han. 4 dura kholia pare , abe 2 duara band haba
@aryan7799
@aryan7799 14 күн бұрын
Hmmm se kama karu thike a dialogue re hin sabu kichi kari jibe
@NarayanaPadhy-yc3vm
@NarayanaPadhy-yc3vm 16 күн бұрын
ଓଡ଼ିଆ ମାଟିର ପ୍ରକୃତ ପୁଅ ଯାହାର ହୃଦୟ କାନ୍ଦି ଉଠୁଛି ଓଡ଼ିଆ ମାଟି ପାଇଁ 🙏🙏🙏
@tusarkantasahu1064
@tusarkantasahu1064 16 күн бұрын
କୋଇଡ଼ା, କଳାଟା, ଖଣି ଚୋର ଙ୍କୁ ଧର.. ଜୟ ଶ୍ରୀରାମ
@PremaLata-pw3dg
@PremaLata-pw3dg 16 күн бұрын
ବୋହୁତ ସୁନ୍ଦର ସାର 🙏❤🙏
@TapanroseBTR
@TapanroseBTR 16 күн бұрын
Sure sir ଏଇ ଚୋର ମାନଙ୍କୁ ଶୀଘ୍ର ଝାରପଡା ଜେଲରେ ଭରି କରନ୍ତୁ....... ଯେତେ ଖାଇଛନ୍ତି ସବୁ ଟଙ୍କା ଓଡିଶା ରାଜକୋଷକୁ ଆଣନ୍ତୁ
@diptiranjanjena3568
@diptiranjanjena3568 16 күн бұрын
Election ସରିଗଲାଣି ଆଉ ବିରୋଧୀ ଅପପ୍ରଚାର ନକରି ଉନତିମୂଳକ କାର୍ଯ୍ୟ କରିଚାଲ, ଲୋକ ଖୁସି ହେବେ
@user-yr1hq5ei7d
@user-yr1hq5ei7d 16 күн бұрын
Tu. Maghea. Bodha. B. J. D. Chora.
@mithundehury1979
@mithundehury1979 16 күн бұрын
ତୁ ମୋ ବାଳ ଟା ଜାଣିଛୁ
@niranjanpanda8574
@niranjanpanda8574 16 күн бұрын
ଆଜି ଓଡିଆ ମୁଖ୍ଯମନ୍ତ୍ରୀ ଭାଷଣ ଶୁଣି ନିଜକୁ ଗର୍ବ ଲାଗୁଛି।
@kichakeswarifilms
@kichakeswarifilms 16 күн бұрын
ଜୟ ଶ୍ରୀରାମ
@Ashokamalik-lv2eq
@Ashokamalik-lv2eq 15 күн бұрын
ସାର୍ ଯାଜପୁର ଖଣି ମାଫିଆଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ଯାଜପୁରକୁ ପ୍ରଦୂଷଣ, ମୁକ୍ତ ପ୍ରବାସୀ ଶ୍ରମିକ ଦୁଃଖ ବୁଝନ୍ତୁ, ଜୟ ହିନ୍ଦୀ
@santoshsamal5069
@santoshsamal5069 16 күн бұрын
ମୋର ଅତି ପ୍ରିୟ ଭାଇ ଓ ଓଡିଶା ର ଆମ ପ୍ରିଅ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହେଉଛନ୍ତି ଆମ ଓଡ଼ିଆ ଙ୍କ ପାଇଁ ବିଶ୍ଵାସର ପତିକ
@MANAS-SIR-24
@MANAS-SIR-24 16 күн бұрын
ଆଗ ଅପରାଧିଙ୍କୁ ବାନ୍ଧନ୍ତୁ ତାପରେ କୁହନ୍ତୁ । ଆମେ ସେ କ୍ଷମତା ଆପଣଙ୍କୁ ଦେଇଛୁ । ଏବେ କଥା ନୁହେଁ କାମ ଦରକାର
@bagarfarming9632
@bagarfarming9632 16 күн бұрын
I am so happy after hearing odia speech.
@arjundas1868
@arjundas1868 16 күн бұрын
Jay shree Ram 🙏 sir 🎉🎉
@sebayat
@sebayat 15 күн бұрын
ଖାଲି କେନ୍ଦୁଝର ଆଉ କୋଉ ଜିଲ୍ଲା ଓଡିଶା ରେ ନାହିଁ ବୋଧେ
@brajakishorepadhi4022
@brajakishorepadhi4022 16 күн бұрын
ନିଶ୍ଚିତ।
@bhagabanpradhan7500
@bhagabanpradhan7500 15 күн бұрын
Thanks CM sir Bhasan Suna Odia bhaimane Aee ta Odia Bhari badia
@Laxmipirya-fy3dz
@Laxmipirya-fy3dz 16 күн бұрын
ଏହି ବାର୍ତା ମାଗଣା ଖିଆ ଙ୍କୁ ଜମା ପସନ୍ଦ ଲାଗିବନି ଜୟ ଜଗନ୍ନାଥ
@TapanroseBTR
@TapanroseBTR 16 күн бұрын
First odia speech of honourable CM in 25 years
@user-hc5ev2mp2u
@user-hc5ev2mp2u 16 күн бұрын
🙏💐ଜୟ ଶ୍ରୀରାମ 🙏💐
@user-hc5ev2mp2u
@user-hc5ev2mp2u 16 күн бұрын
ଜୟ ଓଡ଼ିଆ ମୁଖ୍ୟମନ୍ତ୍ରୀ 🙏💐🙏
@HappyBeagle-br1tb
@HappyBeagle-br1tb 16 күн бұрын
ଆପଣ ପାକିସ୍ତାନ ଓ ଭାରତ ମଧ୍ୟରେ ଯୁଦ୍ଧ ହେଲା ଭଳି ଭାଇଚାରା ନଷ୍ଟ ନକରିଵା ପରିବର୍ତେ ଓଡ଼ିଶା ଓ ଓଡ଼ିଆ ମାନଙ୍କର ସୁରକ୍ଷା ଵିଷୟରେ ଚିନ୍ତା କଲେ ଭଲ ହୁଅନ୍ତା। ଓଡ଼ିଶାର ଖଣି ଖାଦାନ କେମିତି ଲୁଟ ହେବନି ପୁରା ସିଲ କରିଦିଅନ୍ତୁ
@sradhamihir5552
@sradhamihir5552 16 күн бұрын
୧୬,୧୭ ଟା ଖଣିକୁ ନିଲାମ ଡାକରା ହେଇଯିବ ଦେଖ 😂
@stcreation8959
@stcreation8959 16 күн бұрын
Bando seal ethoro seigudako sarkar choleibo 😂😂
@ashwinisahu6584
@ashwinisahu6584 16 күн бұрын
BAHUT SUNDAR ODISHARA CM ODIARE KAHUCHHANTI
@socialmassage-rf7og
@socialmassage-rf7og 16 күн бұрын
୨୫ ବର୍ଷ ପରେ ଜଣେ ଓଡିଆ ପୁଅ ମୂକ୍ଷ୍ୟ ମନ୍ତ୍ରୀ ଓଡିଆ ଭାଷାରେ ଭାସଣ ଦେବା ଏବେ ଆମ କାନ ସୁଣୁଚ଼ି । ଆଉ ମନ୍ଧ୍ୟ ସାଧାରଣ ଲୋକ ତାଙ୍କ ସହ ମିସି ପାରୁଚ଼ି କଥା ବି ହେଉ ପାରୁଛି ତାଠାରୁ ଗର୍ବ କିଛି ଅଛି । ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ
@sradhamihir5552
@sradhamihir5552 16 күн бұрын
ନବୀନ ଥିଲେ ଖାଣ୍ଟି ଓଡ଼ିଆ, ମୋହନ ହେଲେ ଆଦିବାସୀ ଓଡ଼ିଆ 😂
@kanhadalai5827
@kanhadalai5827 16 күн бұрын
ତମ ଓଡ଼ିଆ କମେଣ୍ଟ ଟା ଟିକେ ଠିକ୍ ରେ ଦିଅ
@user-yr1hq5ei7d
@user-yr1hq5ei7d 16 күн бұрын
Mu. Odia. Mu. Bhasha. Odia.
@user-mz6zy1yu9s
@user-mz6zy1yu9s 13 күн бұрын
Apananka bhasana bahuta bhala lagila sir🙏🙏🙏🙏
@wingsoffire563
@wingsoffire563 16 күн бұрын
Sir first police departments ru corruption hatantu
@ODIAMOTIVATIONALSTORIES
@ODIAMOTIVATIONALSTORIES 16 күн бұрын
କାମ କମ l କଥା ବେଶୀ ହେଇଯାଉଛି l କାହା ବିରୋଧ ରେ ନ ଗପି ଓଡିଶା ର ଉନ୍ନତି କେମିତି ହେବ l ସେ ବିଷୟରେ ଚିନ୍ତା କରନ୍ତୁ l ନହେଲେ 5 ବର୍ଷ ବି କମ୍ପ୍ଲିଟ କରିବା ଭରି କଷ୍ଟ ହେଇଯିବ l
@kanjiaranjitkumar3824
@kanjiaranjitkumar3824 16 күн бұрын
Thanks 🙏🙏🙏🙏👍
@azubizu2534
@azubizu2534 16 күн бұрын
🙏🙏🙏No 1 ମୁଖ୍ୟମନ୍ତ୍ରୀ🙏🙏🙏
@user-hc5ev2mp2u
@user-hc5ev2mp2u 16 күн бұрын
ଜୟ ଓଡିଶା 🙏💐 ଜୟ ଜଗନ୍ନାଥ 🙏💐
@madhusudanbhesra5638
@madhusudanbhesra5638 16 күн бұрын
Right sir, all in one ମୁଖ୍ୟମନ୍ତ୍ରୀ
@pjayapradhan349
@pjayapradhan349 16 күн бұрын
ମୁଖ୍ୟମନ୍ତ୍ରୀ କୁ ଦେଖିବାକୁ ବହୁତ ଖୁସି ଓଡ଼ିଆ ରେ ବାଷଣ ଦେଲେ ଗତ 25 ବର୍ଷ ପରେ ସବୁ ଦୋସି କୁ ଦଣ୍ଡଦିହ
@BijaybikashMandal
@BijaybikashMandal 16 күн бұрын
ଏବେ ସବୁ ମିଶି କି ଲୁଟ ସବୁ ସମାନ ଭାଗ ପାଇବ ସବୁ ମନ୍ତ୍ରୀ ହୁଅନ୍ତି ନିଜ ପକେଟ୍ ଗରମ କରିବା ପାଇଁ କେହି ସେବା ମନ ଭାବ ନାହି
@bhabanimishra4259
@bhabanimishra4259 16 күн бұрын
Dhanya bad sir agei chal parbhu Jagannath ama shanga re achhnti ❤❤❤
@harekrishnasahoo9741
@harekrishnasahoo9741 16 күн бұрын
Thank you Guruji CM for indigenous thought n culture of Odisha. We feel that we are free from British/Italian/Tamil rule.
@dolagobindajena6404
@dolagobindajena6404 16 күн бұрын
Jay jagannath🌺🙏🌺🚩
@RR-wg4ld
@RR-wg4ld 16 күн бұрын
Nice speech 👏
@jagabandhunayak280
@jagabandhunayak280 16 күн бұрын
ନମସ୍କାର୍ ସାର, 🙏, ଲୁଟେରାମାନକୁଂ ଉପଯୁକ୍ତ ଦଣ୍ଡ ଦିଆଯାଉ ଶୁରଖ୍ୟା ନିମନ୍ତେ ଏହା ମୋର ଅନୁରୋଧ | ରହିଲି ନମସ୍କାର ସାର୍ 👏
@lipsa5949
@lipsa5949 16 күн бұрын
Jay Jagannath 🙏🏻Jay shree ram 🙏🏻 ate din pare odia bhasana suni bahut khushi laguchi 🙏🏻🙏🏻
@srustidhardey5817
@srustidhardey5817 16 күн бұрын
Good ❤❤❤
@arunisahu...
@arunisahu... 16 күн бұрын
❤❤
@user-rt6ft5jt4u
@user-rt6ft5jt4u 16 күн бұрын
ପୁରାଣ କମ୍ କାମ୍ ବେଶି ନ ହେଲେ ପୁଅ ଯିବୁ ଫସି, ନବୀନ ଆସ୍ଲେ ବାନ୍ଧ୍ ବା ରସି
@dkmohapatramohapatra5620
@dkmohapatramohapatra5620 16 күн бұрын
ଚୁପ ରହିବା ତୁମ ପାଇଁ ଭଲ ରହିବ
@akshyabag9819
@akshyabag9819 13 күн бұрын
🙏🙏
@r_jstatusvideo6918
@r_jstatusvideo6918 13 күн бұрын
Nic❤❤❤
@haimabatimohanta3188
@haimabatimohanta3188 16 күн бұрын
We proud of you Sir 🙏🙏🙏🙏
@PrasantaSwain-ol5tz
@PrasantaSwain-ol5tz 15 күн бұрын
Great cm mohan sir,we like you.
@gyanaranjannayak7647
@gyanaranjannayak7647 16 күн бұрын
I am happy very good decisions i love odisha ❤❤❤
@niranjanpanda8574
@niranjanpanda8574 16 күн бұрын
Very good speech.
@baishakhimahanta6681
@baishakhimahanta6681 15 күн бұрын
Odisha aji dhanya heigola jay Jagannath
@munakumar6420
@munakumar6420 16 күн бұрын
ସତରେ ଆମ ଭାଷା ଅତି ମଧୁର l ଦୀର୍ଘ ବର୍ଷ ପରେ ଓଡ଼ିଆ ଭାଷା ଭାଷଣ l ❤❤
@skshitish
@skshitish 16 күн бұрын
Odisha ra ashmita Kan tike kuha ta
@KaliaBiswal-cf3sp
@KaliaBiswal-cf3sp 14 күн бұрын
❤❤❤
@manaranjanmuna
@manaranjanmuna 16 күн бұрын
Yes sir🙏
@bideshiradhyradhyguruji6460
@bideshiradhyradhyguruji6460 16 күн бұрын
ସବୁ ଜିଲ୍ଲା କୁ ଜାଆନ୍ତୁ
@ashishpatnaik5171
@ashishpatnaik5171 16 күн бұрын
Neet exam scam bisayare kahuna….
@LusiSwain-ry8nw
@LusiSwain-ry8nw 16 күн бұрын
Welcomecmsir ❤
@user-xx8du5op4t
@user-xx8du5op4t 16 күн бұрын
ବାଳ କଥା କହୁଚୁ କାମ କରିକି ଦେଖା
@RohitaDehury-yy8yh
@RohitaDehury-yy8yh 15 күн бұрын
Right 🎉❤
@susantakumarbiswal4797
@susantakumarbiswal4797 16 күн бұрын
Yes sir
@user-sx4vc6gt7i
@user-sx4vc6gt7i 16 күн бұрын
ସାରେ ଇଲେକ୍ସନ ବାଲା ଭାଷଣ ଛାଡ. ପ୍ରତେକ ରାଜ୍ୟରେ 2-4 ଟା କମିଟି ଗଠନକର କଣ ଅସୁବିଧା ଅଛି ଜାଣିବାକୁ ଚେଷ୍ଟା କର ଆଉ କାମ କର ଇନଭେଷ୍ଟମେଣ୍ଟ ଆଣ ଲୋକଙ୍କୁ ରୋଜଗାର ଦିଅ ଖାଲି ଭାଷଣ ଦେଇ କିଛି ହେବନାହିଁ ସାରେ 🎉🎉🎉🎉🎉
@stcreation8959
@stcreation8959 16 күн бұрын
Abki bar goribo moribo ...dhoni nachibo😂😂😂😂
@khuduram
@khuduram 16 күн бұрын
​@@stcreation8959 Balawam kana Mane maka
@user-premanada
@user-premanada 16 күн бұрын
ଜୟ ଶ୍ରୀରାମ ମୋହନ ସାର୍ ନମସ୍କାର ❤❤❤
@PradeepKumar-do9dg
@PradeepKumar-do9dg 16 күн бұрын
ସୁନ୍ଦର୍ ଗପ
@ShortWorld-6rt
@ShortWorld-6rt 16 күн бұрын
ବହୁତ୍ ବହୁତ୍ ଧନ୍ୟବାଦ୍ ଓଡ଼ିଶା ବାସୀ ଆଜି ଆମରି ପାଇଁ ଆମ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଜଣେ ଓଡ଼ିଆ ଭାଷା ରେ ଭାଷଣ ଦେଉଛନ୍ତି ଯାହା ୨୪ ବର୍ଷ ହେଲା ଖଣ୍ଡି ଓଡ଼ିଆ ଶୁଣି ଶୁଣି ବିରକ୍ତି ଭାବ ଆସୁଥିବା ସହ ଓଡ଼ିଆ ଭାଷା ପ୍ରତି ସାନ୍ଧେୟ ଲାଗୁଥିଲା... ଜୟ ଜଗନ୍ନାଥ.
@user-pf8it2gg1p
@user-pf8it2gg1p 16 күн бұрын
ସାର୍ ଆଜି ମୁ ବହୁତ ଖୁସି ୨୫ ବର୍ଷ ଫରେ ଆଫଣ ଓଡ଼ିଆ ରେ କଥା ହେଲେ ଆପଣଙ୍କୁ ଧନ୍ୟବାଦ 🙏🙏🙏 ସାର୍
@user-rh5zt3tz9u
@user-rh5zt3tz9u 16 күн бұрын
ସାର ଆପଣ ଜାହା କରୁଛନ୍ତି ଠିକ ହେଲେ ଆପଣଙ୍କ ହେଡ ଆପଣଙ୍କୁ ଆଦେଶ ଦେଲେ ତ,ମୁ କହିବାର କାରଣ ଆପଣଙ୍କର ଏଇ କେତେଟା ଅଡର ଫେଲ ହେଇ ଗଲାଣି ଆପଣ ଜୋଉ ଟା ଅଡର ଦେଉଛନ୍ତି ତାହା ଓଲଟା ହେଉଛି
@suvendumohanty3887
@suvendumohanty3887 16 күн бұрын
Apekhya re rahilu..mohan sir
@rcmishra9463
@rcmishra9463 16 күн бұрын
Very good sir
@deepakacharya3892
@deepakacharya3892 16 күн бұрын
ଆବେ ଛୋଟ ମୁଣ୍ଡିଆ ଖଣି ଲୁଟ୍ ପାଇଁ ହିଁ ତତେ ମୁଖ୍ୟମନ୍ତ୍ରୀ କରା ଯାଇଛି। ତୁ ସଖୀ କଣ୍ଢେଇ ବେ, ମୋହନା ଯଦି ତୁ ମଣିଷ ଛୁଆ ତ ତୁରନ୍ତ ଗିରଫ କରି ପ୍ରମାଣିତ କର।
@taktome3340
@taktome3340 16 күн бұрын
😂😂😂
@IMSrmajhi
@IMSrmajhi 16 күн бұрын
😂😂 hebo but dheere dheere 😁
@user-yr1hq5ei7d
@user-yr1hq5ei7d 16 күн бұрын
Giraf. Habera. Maghea. Badha. Chua. Thi kya. Dharjya. Dhar.
@anandasankarbehera866
@anandasankarbehera866 16 күн бұрын
Tu bi jail jibu .... ଭାଷା ଗତ ଜ୍ଞାନ ରଖ,ନହେଲେ ତମ ସବୁ ପାରିବାର ସହ ଜେଲ୍ ଯିବ
@user-yr1hq5ei7d
@user-yr1hq5ei7d 16 күн бұрын
Sa. Loka. Ta. Kahila. Khani. Lut. Pai. Tata. Mukhya. Mantri. Kara. Jaichi. Au. Mu. Tanku. Comit. Madhyam. Ra. Kahile. Sathira. Tor. Kon. Gala. Tu. Kia. Muta. Ta. Kahine. Mu. Tata. Chinine.
@KaliaBiswal-cf3sp
@KaliaBiswal-cf3sp 14 күн бұрын
People CM 🙏🙏🙏
@bimalsahoo3038
@bimalsahoo3038 16 күн бұрын
Mohan bhai you are great.
@gourishankarmishra8710
@gourishankarmishra8710 16 күн бұрын
👍
@lambodarpatra9254
@lambodarpatra9254 16 күн бұрын
ଜୟ ଶ୍ରୀ ରାମ ଜୟ ଜଗନ୍ନାଥ
@allworld3740
@allworld3740 16 күн бұрын
ଗୋଟେ କାମ କରନ୍ତୁ ସବୁ ବେଳେ କେନ୍ଦୁଝର କେନ୍ଦୁଝର ହଉଛନ୍ତି... ଆପଣ ଖାଲି କେନ୍ଦୁଝର ର ମୁଖ୍ୟମନ୍ତ୍ରୀ ହେଲେ ଭଲ ହୁଅନ୍ତା... ଓଡିଶା ର ନୁହଁ
@user-un2vi1sz2r
@user-un2vi1sz2r 16 күн бұрын
Tame bjd loka jana paduchi
@user-yr1hq5ei7d
@user-yr1hq5ei7d 16 күн бұрын
Samastankar. Sara. (30). Jilar. Gadha.
@kanhadalai5827
@kanhadalai5827 16 күн бұрын
​@@user-un2vi1sz2rଆଉ ତମେ BJP ଲୋକ
@yashhh07
@yashhh07 16 күн бұрын
Auu nabeena bhalia kn bhubaneswar bhubaneswar hobo ki 😂
@kanhadalai5827
@kanhadalai5827 15 күн бұрын
@@yashhh07 are bhai tame odisha re rahuchha ki ? kichhi janichha jadi kuha Naveen Pattnaik nka sabu speech re kebala Odisha hin Odisha se Mohan majhi pari ahankari au garbi nuhanti 😂😂
@RANJEETSAMAL.
@RANJEETSAMAL. 16 күн бұрын
🙏🙏👍❤
@AratiSatpathy-bk6ig
@AratiSatpathy-bk6ig 15 күн бұрын
Yes
@trinathnaik578
@trinathnaik578 14 күн бұрын
ବିଜେପି କିଛିକରି ପାରିବନି,
@mrperfectlipu8637
@mrperfectlipu8637 16 күн бұрын
Jay jay jay Jagannath 🙏🙏🙏🙏🙏😘
@sankirttanmajhi8472
@sankirttanmajhi8472 16 күн бұрын
ବର୍ଷ ବର୍ଷ ଧରି ସେମାନେ ଅନିତୀକରିଆଶୁଥିଳେ ଏବେଶୁନାରଉଡିଷାବନିଜିବ ଜଣାପଡିଗଳା
@user-eu7js1hh7g
@user-eu7js1hh7g 16 күн бұрын
ଆପଣ କଥାରୁ ଜଣା ପଡୁଚି 😂😂 ବିଜେଡ଼ି ବିଜେପି ଏକ ଜାଣି ଥା ଓଡିଶା ବାସୀ 😂😂
@dkadvertising_Bhubaneswar
@dkadvertising_Bhubaneswar 16 күн бұрын
Sarala Loka.
@PravatSamantara-ib6dn
@PravatSamantara-ib6dn 16 күн бұрын
Thank you manyabar c m odissa
@ranjitbehers3715
@ranjitbehers3715 16 күн бұрын
କିଛି କରିପାରିବେ ନାହିଁ BJP ଖାଲି ଭୁକିବ । ଆଚ୍ଛା ଦିନ କେବେ ଆସିବା ।
@himansudash9149
@himansudash9149 16 күн бұрын
ଗପ ବେସୀ କାମ କମ୍
@stcreation8959
@stcreation8959 16 күн бұрын
Remote control of modi
@pratapkumarjena1829
@pratapkumarjena1829 16 күн бұрын
ଖାସ୍ କରି ଏଇ ଶଳା ବବି ଦାସ କୁ ହାତରେ ହାତ କଡି ପିନ୍ଧାଇ ବାଟରେ ଚଳାଇ ଚଳାଇ ନେଇ ତାକୁ ଆଜୀବନ ଜେଲ ଦଣ୍ଡ ଯଦି ଦିଆ ଯାଆନ୍ତା ଭାରି ଭଲ ହୁଅନ୍ତା ଆମ ଗରିବ ର ବନ୍ଧୁ ମୋହନ ସରକାର ଜୀ ଆଜି ଆପଣକଂ ପାଖରେ ସାଧାରଣ ଗରିବ ଜନତା ଙ୍କ ର ଅନୁରୋଧ ଏ ଶଳା ବବି ଦାସ ବୋହୁତ ଅନ୍ୟା ଦୃନି ତି କରିଛି ସାଧାରଣ ଲୋକଟିଏ ଯଦି ତା ବିରୋଧରେ ସ୍ୱର୍ ଉଠେଇ ଛି ତାକୁ ସେ ସବୁ ଦିନ ପାଇଁ ଦୁନିଆରୁ ହଜେଇ ଦେଇଛି ଆପଣ ତ ଭଲ ଭାବରେ ତା କଳା କାରନାମା ଜାଣିଛନ୍ତି ଆଜ୍ଞା ଆମେ ଏଇ ଭୋଟ ଆଗରୁ ତା ଘର ପଟେ ଦେଇ ଆସିଛୁ କିଛି ଲୋକଙ୍କ ପାଖରୁ ସୁଣିଛୁ ସେ ଏବେ ଯେହୁ ନୂଆ କରି ବିରାଟ ବଡ ଘର ବାନାଉ ଛି ସେଥିରେ ଯେମିତି ରାମ ମନ୍ଦିର ରେ ଯେମିତି ପଥର ର ମୂର୍ତ୍ତି ଅଙ୍କା ହୋଇ ବନୁଛି ସେମିତି ଆଲିସନ୍ ବଙ୍ଗଳା ବାନାଉ ଥିଲା ଆଗରୁ ତ ତାର ହଜାର ଗାଡ଼ି ମଟର ଘର ଚାରି ଆଡେ଼ ଯାଜପୁର ଜିଲ୍ଲାର ଯେତେ ସବୁ ସରକାରୀ ବାବୁ ମାନେ ତା କଥାରେ ଉଠ ବସ ସବୁଠୁ ତା ପାଖକୁ ପିସ ଆସେ ସେ ବାଲି ହୋଊ କି ସେ ପାଣି ପବନ ତା ପ୍ରତି ନୂଆ ସରକାର ରେ କିଛି ଗୋଟେ ଭଲ କାମ ହୋଊ ଯାହାକି ସାରା ଓଡ଼ିଶା ବାସୀ ଅଧିକ ରୁ ଅଧିକ ଖୁସି ହୋଇ ପାରନ୍ତି ଟାଣି
@Richo047
@Richo047 16 күн бұрын
Thik kahicha Bhai
@Richo047
@Richo047 16 күн бұрын
Thik kahicha Bhai
@nirakarputa7426
@nirakarputa7426 16 күн бұрын
Bahot din pare Odisha cm nkar muharu Odia vasan sunbar ke mil la ❤❤❤
@himansudash9149
@himansudash9149 16 күн бұрын
କମିସନ୍ ଦେଲେ ସବୁ ମାଫ୍। କେତେ ପଠେଇବ ଦେଖିବା। ମୋଦି କହୁଛି ଭାରତ ମାତା କି ଜୟ କିନ୍ତୁ କାମରେ ମା ର ସବୁ ଅଂଗ ବିକି ସାରିଲାଣି। ରେଲ୍ ତେଲ୍ ଭେଲ୍ ସବୁ ବିକି ସାରି ଦେଶଭକ୍ତ।
@jstar3093
@jstar3093 16 күн бұрын
Tu kinikuni kana pain
@user-yr1hq5ei7d
@user-yr1hq5ei7d 16 күн бұрын
Tata. Maghea. Chora. Agha. Mohan. Sar. Jel. Kimba. Fashi. Daba.
@kanhadalai5827
@kanhadalai5827 16 күн бұрын
​@@user-yr1hq5ei7dତତେ ଫାଶୀ ଦେଲେ ହବନି ?
@user-yr1hq5ei7d
@user-yr1hq5ei7d 16 күн бұрын
Tu. Maghea. Badha. Chua. Jadi. Mo. Samaan. Ra. Thantu. Tata. Mu. Tadapi. Tadapi. Maranti. Tu. Maghea. Hota. Domo. Di. Sapa. Maghea. Keta. Bala. B. J. P. Ku. Takichu. Ta. Keta. Bela. B. J. D. Ku. Keta. Bela. B. J. D. Birodhara. Kauchu. Ta. Keta. Bela. B. J. P. Biradhera. Apua. Odiara. Gota. Katha. Achi. Di. Naba. Ra. Goda. Dai. Gandi. Bata. Prana. Jai.
@user-yr1hq5ei7d
@user-yr1hq5ei7d 16 күн бұрын
Tu. Maghea. Ghea. Khainu. Bodha. Sathi. Pai. Kauchu. Mo. Samanara. Parantu. Dakhanti. Tora. Mora. Mulkat. Kahara. Keta. Dum.
@anandasankarbehera866
@anandasankarbehera866 16 күн бұрын
❤❤❤❤❤❤❤❤❤❤❤❤❤❤❤❤❤❤❤ wonderful
@KedarJena-ki9el
@KedarJena-ki9el 16 күн бұрын
Right
@karunakarmohanty89
@karunakarmohanty89 16 күн бұрын
ଝାଡପଢା ଜେଲ୍ ପଠାନ୍ତୁ ଜୟ ଜଗନ୍ନାଥ
@SardhanjaliVillagekitchen
@SardhanjaliVillagekitchen 16 күн бұрын
Sir 300unit free electricity kuade gala. Apana aga kuhantu.
@Bachan254
@Bachan254 16 күн бұрын
ତୋତେ free ରେ ଗୋଟେ ବାଣ୍ଡ ହେଲେ ଦୀୟ ହବ wait କର
@ashishpatnaik5171
@ashishpatnaik5171 16 күн бұрын
BJP router dala
@stcreation8959
@stcreation8959 16 күн бұрын
Goribo moribo...dhoni nachibo...😂
@srinibassamal604
@srinibassamal604 16 күн бұрын
Yes.
@santoshbarik
@santoshbarik 16 күн бұрын
Developed Odisha soon🙏
Вечный ДВИГАТЕЛЬ!⚙️ #shorts
00:27
Гараж 54
Рет қаралды 14 МЛН
Vivaan  Tanya once again pranked Papa 🤣😇🤣
00:10
seema lamba
Рет қаралды 33 МЛН
Жайдарман | Туған күн 2024 | Алматы
2:22:55
Jaidarman OFFICIAL / JCI
Рет қаралды 1,7 МЛН
'5 Major proposals get Odisha cabinet approval' | Nandighosha TV
13:25
Вечный ДВИГАТЕЛЬ!⚙️ #shorts
00:27
Гараж 54
Рет қаралды 14 МЛН