""ଓଡ଼ିଆ ଅଫିସର ପୁରା ରହନ୍ତି ,ହେଲେ ଅଣଓଡ଼ିଆ ଅଫିସର ରହିଲେ ନାହିଁ ତାଙ୍କୁ ବହିଷ୍କାର କରାଯାଉ "ପିକୁ ପଟ୍ଟନାୟକ

  Рет қаралды 99,071

Odisha Bhaskar

Odisha Bhaskar

19 күн бұрын

Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/OdishaBhaskar
OUR WEBSITE - odishabhaskar.com/
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#odishabhaskar #latestnews

Пікірлер: 256
@puspanjalipradhan3336
@puspanjalipradhan3336 17 күн бұрын
ମୁଁ ଆପଣଙ୍କ କଥାକୁ ସମ୍ମାନ କରୁଛି 😭😭😭😭😭👏👏👏
@rabindrabehera4561
@rabindrabehera4561 17 күн бұрын
ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ୍, କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିହାତି ଆବଶ୍ୟକ
@pradiptadas1726
@pradiptadas1726 17 күн бұрын
ନିର୍ବାଚନ ଆଗରୁ ବହୁତ ବଡ ବଡ଼ କଥା କହୁଥିଲେ।ୟାଙ୍କର ମାସେ ପୁରିଗଲାଣି।ହେଲେ ଏମାନଙ୍କର ଅଣଓଡ଼ିଆ ବାବୁ ପ୍ରୀତି ଏଯାଏଁ ଭାଙ୍ଗୁନି
@gautamakumarsahoo5932
@gautamakumarsahoo5932 17 күн бұрын
ଆମେ ଓଡିଆ ସଵୁସମୟରେ ଭଣ୍ଡାମୀର ଶୀକାର ହେଉଛୁ। ହେ ପ୍ରଭୂ ତୁମେ ଏ ଜାତିକୁ ରକ୍ଷା କର ପ୍ରଭୂ।
@pradiptadas1726
@pradiptadas1726 17 күн бұрын
ତୁରନ୍ତ ବହିଷ୍କାର କରାଯାଉ
@fatefaith5147
@fatefaith5147 17 күн бұрын
ଆହେ ପିକୁ ବାବୁ ତାକୁ ପରା ମୋଦି ପଠେଇଛନ୍ତି।
@pkgroup4702
@pkgroup4702 17 күн бұрын
ପୁରା ଠିକ କଥା କିନ୍ତୁ ସେଇ ପଣ୍ଡା ମାନେ ବି କିଛି କମ ନାହିଁ ସବେ ଗୋଟେ ଗୋଟେ ଲାଞ୍ଚୁଆ
@Mr24811
@Mr24811 17 күн бұрын
ଭାଇ ତୁମ ଓଡ଼ିଶା ବାସୀ ମାନଂକ ହୃଦୟ ଛୁଇଁଲା ଅଣ ଓଡିଆ କାହିଁକି ରହିଵେ, ଏବେ ବିଜେପି ର ଓଡ଼ିଶା ଅସ୍ମିତା କୁଆଡେ ଗଲା,
@Pandu_Premi
@Pandu_Premi 17 күн бұрын
ସେ ମନ୍ଦିର ପ୍ରଶାସକ କଥା କହୁଛି 😂
@stylestar486
@stylestar486 17 күн бұрын
ଆପଣ ଙ୍କୁ ଅନେକ ଅନେକ ଧନ୍ୟବାଦ 🙏🙏🙏🙏
@bichitrasatapathy1229
@bichitrasatapathy1229 17 күн бұрын
ପିକୁ ଭାଇ... You Are 💯% RIGHT ଯେଉଁ ସେବାୟତମାନେ ମହାପ୍ରଭୁଙ୍କ ର ଏହି ପହଣ୍ଡି କାର୍ଯ୍ୟରେ ନିୟୋଜିତ ଥିଲେ, ସେମାନଙ୍କ ବିରୋଧରେ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ.... IMMEDIATE
@ManoramaMohapatra-du1lb
@ManoramaMohapatra-du1lb 17 күн бұрын
ସାରା ଜଗତର ନାଥ ସେ ମହାପ୍ରଭୁ ଶ୍ରୀଜଗନ୍ନାଥ ।
@biratparida2289
@biratparida2289 17 күн бұрын
ତୋତେ ହିଁ ତୁହି ରକ୍ଷା କର..... ମୁଁ ଛାର ମଣିଷ ମାତର🙏🙏🙏🙏🙏
@fatefaith5147
@fatefaith5147 17 күн бұрын
ଚାରି ଦ୍ବାର ବନ୍ଦ କରାଜାଉ।
@smrutiranjanmishra-pi9ki
@smrutiranjanmishra-pi9ki 17 күн бұрын
ବହୁତ ଦୁଃଖିତ, ବହୁତ ମର୍ମାହତ।
@ManojBerera
@ManojBerera 17 күн бұрын
❤❤❤ଆମେ ଶହମତ❤❤❤ ❤❤❤ ହଁ ତ
@ashokkumarsahoo2574
@ashokkumarsahoo2574 17 күн бұрын
ଜୟ ଜଗନ୍ନାଥ 😭😭😭😭😭😭😭😭😭😭
@unlimitedindiapati9310
@unlimitedindiapati9310 17 күн бұрын
ସେବାୟତ ମାନେ ନିଜର ଦାୟିତ୍ଵ ନିର୍ବାହ କରିନାହାନ୍ତି, ଅନ୍ୟର ଦୋଷ କାହିଁକି ଦେଉଛ
@snbarik4710
@snbarik4710 17 күн бұрын
Absolutely correct
@padmabatiprusty5702
@padmabatiprusty5702 17 күн бұрын
You are right
@sarojrout9173
@sarojrout9173 17 күн бұрын
ଏକଦମ୍ ଠିକ୍ କଥା 👍
@daitaryjena6661
@daitaryjena6661 17 күн бұрын
ଆପଣ ପ୍ରକୃତରେ ମୂଳ କଥା କହୁଛନ୍ତି l ଜୟ ଜଗନ୍ନାଥ |
@user-wx6xf5ge8p
@user-wx6xf5ge8p 17 күн бұрын
ବିଲକୁଲ ଠିକ୍ କଥା କହିଛନ୍ତି . ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ
@rameshdumal9386
@rameshdumal9386 17 күн бұрын
ଜୟ ଜଗନ୍ନାଥ 🙏🙏
@monalisakhandai5877
@monalisakhandai5877 17 күн бұрын
ମନ୍ତ୍ରୀ କଣ କହିଲେ ଟିକେ analysis କରନ୍ତୁ କେତେ ବୁଝିଛନ୍ତି ପ୍ରଭୁଙ୍କୁ ଓ ତାଙ୍କ ଲୀଳାକୁ ସମସ୍ତେ ଅନୁଭବ କରିବା ଉଚିତ୍
@papubehera4744
@papubehera4744 17 күн бұрын
ଆଉ କିଛି ନାହିଁ ଖାଲି ଓଡ଼ିଆ ଆଉ ଅଣ ଓଡ଼ିଆ ଫାଲତୁ କଥା
@prasantapattanaik862
@prasantapattanaik862 17 күн бұрын
ଠିକ୍ କଥା।
@chinmayparida3169
@chinmayparida3169 17 күн бұрын
Correct
@RamchandraMohakud-lj1qn
@RamchandraMohakud-lj1qn 17 күн бұрын
ଅଣୋ ଓଡ଼ିଆ କୁ ବୋହିକାରୋ କୋ ରା ଯା ଯୁ
@KanhuDash-on1ri
@KanhuDash-on1ri 17 күн бұрын
ସରକାର କେବଳ ସାର୍ଟିଫିକେଟ ଅଫିସର ଖୋଲିଥିଲେ ଏହା କୁ ଭୁଲୁ କରନ୍ତି ସେମାନେ ସମସ୍ତେ
@sushantabehera779
@sushantabehera779 17 күн бұрын
Right 👍
@user-ud1lp4oh5t
@user-ud1lp4oh5t 17 күн бұрын
ପୁରୀ ରେ ଅଣ ଓଡିଆ ଅଫିସର ଙ୍କୁ ବିଦା କରାଯାଉ
@user-lu2fi8iz1d
@user-lu2fi8iz1d 17 күн бұрын
ଅଣ ଓଡ଼ିଆ ଅଛନ୍ତି ଓଡିଶାରେ ବଳିତ ଓଡ଼ିଆ ଯୁବକ ଯୁବତୀ ମାନଙ୍କୁ ଚାକିରିମିଳୁନାହିଁ ଅଣଓଡ଼ିଆ ମାନେ ଟଙ୍କା ଲାଞ୍ଚ ଦେଈ ଓଡିଶାକୁ ମାଡି ଆସୁଛନ୍ତି ଧନ୍ୟବାଦ sir all ଅଣଓଡ଼ିଆଙ୍କୁ ତୁରନ୍ତ ବହିଷ୍କାର karantu moha sarakar ଆପଣକୁ ବହୁତ ବହୁତ ଧନ୍ୟବାଦ ଓଡିଶାରେ ପାଠ ପଢି ବେକାର ଯୁବକ ଯୁବତୀ ଦାଦନ ଯାଉଛନ୍ତି କାରଣ ଅଣଓଡ଼ିଆ ଲାଞ୍ଚ ଦେଈ ଚାକିରୀ କରୁଛନ୍ତି ଓଡ଼ିଆ ଲକଙ୍କର ଅର୍ଥ ଅବାବ ଜଗୁ ଚାଟିଆ peon ଚାକିରିବି ପାଉନାହାନ୍ତି +2+3 Bed mba Anek ଭାଇମାନେ odia ପୁଅ ମନେ ପାଠ ସାଟ ପଢି ବେକାର ହେଇଯାଉଛନ୍ତି ଆମର ST SC lakamane
@sunilsahu1045
@sunilsahu1045 17 күн бұрын
Thank you sir.
@tiklootv1257
@tiklootv1257 17 күн бұрын
ଜଗନ୍ନାଥ ସମସ୍ତ କଂର.....ଲୋକ ସଚେତନ ନ ହେଲେ ,ଯେତେ ସରକାରି ବାବୁ ଚେଞ୍ଜ କଲେ କଣ ହେବ
@ManitaBhatra-wr6wo
@ManitaBhatra-wr6wo 17 күн бұрын
Right 👍👍 jay nabarangpur
@bijaypingua9571
@bijaypingua9571 17 күн бұрын
ମୁଖ୍ଯ କାରଣ ହେଉଛି ଜଣେ ନିଜକୁ ମହାନ ଅନ୍ୟକୁ ଛୋଟ ଦେଖିବା, ନିଜ ନିଜ ଭିତରେ ଭେଦଭାବ
@srimantapatro7463
@srimantapatro7463 17 күн бұрын
I respect ur statement
@nityanandadehury5416
@nityanandadehury5416 17 күн бұрын
ଉଦ୍ ଭ୍ରାନ୍ତ ସେବାୟତଙ୍କ ପାଇଁ ଠାକୁରଙ୍କୁ ତଳେ ଗଡେଇ ଦେଲେ,ବହୁତ ଦୁଃଖ ଲାଗୁଛି,
@harihardhal1974
@harihardhal1974 17 күн бұрын
Right sir
@ekalabyagaigaria9679
@ekalabyagaigaria9679 17 күн бұрын
Jai jagannath 🙏🙏
@Dipendra730
@Dipendra730 16 күн бұрын
ଠିକ୍ କଥା କହିଲେ ଅଣ ଓଡ଼ିଆ ଲୋକ ଙ୍କୁ ଜାଗା ନାହିଁ ଓଡିଶା ରେ।ଏମାନଙ୍କ ପାଇଁ ଓଡିଶା ଭାଙ୍ଗୁଛି ଓ ଏମାନଙ୍କ ପାଇଁ ଓଡିଆ ଲୋକ ଙ୍କୁ ଓଡିଶା ରେ କାମ ମିଳୁନାହିଁ।
@BLPlus6940
@BLPlus6940 17 күн бұрын
ଓଡ଼ିଆ ଅସ୍ମିତା କୁଆଡେ ଗଲା ଛି ଛି BJP ନେତା ମୁହଁରେ ଲାଜ ନାହିଁ ଓଡ଼ିଆ ଅସ୍ମିତା କଥା କହୁଥିଲେ । ଯିଏ ଦୋଷୀ ତା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି। ନହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ
@partha2218
@partha2218 17 күн бұрын
Cartoon ta sabu Govt. Ku kahuchhu. Nabin govt. Against re kahuthila Abe bjp against re kahuchhi.
@OnlyVideo0363
@OnlyVideo0363 17 күн бұрын
Pagala ta aeta 😂
@ashokkumarbehera26
@ashokkumarbehera26 17 күн бұрын
right👍👍🙏🙏
@sandhyaranisinghrima3785
@sandhyaranisinghrima3785 14 күн бұрын
ସତ କଥା। ନହେଲେ ଅସୁବିଧା ହୋଇପାରେ।
@Debasissinha_Official
@Debasissinha_Official 17 күн бұрын
ଜୟ ଜଗନ୍ନାଥ 🙏
@Dremy_Date
@Dremy_Date 17 күн бұрын
ପୁରା ସଠିକ କଥା
@ManasDas-rv4mc
@ManasDas-rv4mc 17 күн бұрын
Jay shree jagannath 🙏🙏🙏
@tapaswiniarukh1132
@tapaswiniarukh1132 17 күн бұрын
ଠିକ୍
@Ranjanrsd
@Ranjanrsd 16 күн бұрын
ମୁଁ ପୁରୀ ପିଲା sir ଆମେ ଆପଣଙ୍କ ସାଙ୍ଗରେ ଅଛୁ sir । ଆପଣ ସବୁର । ଖୋଳ ତାଳ କରନ୍ତୁ। ସମସ୍ତଙ୍କୁ ଶାସ୍ତି ମିଳିବା ଦରକାର ।
@rashmiranjankabirashmiranj8279
@rashmiranjankabirashmiranj8279 17 күн бұрын
Right
@padmabatiprusty5702
@padmabatiprusty5702 17 күн бұрын
Yes.jay Jagannath
@srikantarauta8200
@srikantarauta8200 17 күн бұрын
ଆଜିବୁଝିଲ ଓଡ଼ିଆ ଅସ୍ମିତା ଇଲେକ୍ସନ ଠୁ ପାଲା ଲଗାଇଛ ଓଡ଼ିଆ ଅସ୍ମିତା କୁଆଡେ ହଜିଜାଇଛିକି ମିଳୁନି ବୋଧେ ଏବେ ଶାଗ କାଟିକି ବାଳ ବାଛିକି କିଛି ଲାଭ ନାହିଁ ଆଗକୁ କେମିତି ଭଲ ରେ ହବ ସେବିଚାରକଲେ ଭଲ ହବ ଆଉ ସୁକିଲା ରାଜନୀତି କରିକିତ ଭଗବାନ କୁନେଇକିରାଜନୀତି କରିକି ଆଜି ଏଅବସ୍ଥା ବଳିଆସହିପାରିଲାନି ପାପର ଘର ଅଧିକ ହେଇଗଲାଣି
@himanshurath3789
@himanshurath3789 17 күн бұрын
Odia Asmita kuade gala ??
@bharatnayak7869
@bharatnayak7869 17 күн бұрын
🌺🙏🌺 ଜୟ ଜଗନ୍ନାଥ 🌺🙏🌺
@sudarsanmallick6250
@sudarsanmallick6250 17 күн бұрын
ରାଇଟ☝🏻☝🏻☝🏻☝🏻☝🏻☝🏻☝🏻☝🏻☝🏻
@gangadharsatapathy316
@gangadharsatapathy316 17 күн бұрын
Right 👍👍
@dharanidhrasatapathy1491
@dharanidhrasatapathy1491 17 күн бұрын
ଧନ୍ୟବାଦ୍
@nmofficial67
@nmofficial67 17 күн бұрын
ସବୁ କଟକିଆ ମାନେ ପାଗଳ ହେଇଗଲେନ୍
@chandramanimohapatra1869
@chandramanimohapatra1869 17 күн бұрын
VAGABAN। JAHAKARANTI। BISWARA MANGAL KARANTY। କଳିଯୁଗର ଅସହ୍ୟତରେ ଭଗବାନ ପଡିଗଲେ। ଦୁଃଖ ହି ଦୁଃଖ SITARAM।
@gagansahu6599
@gagansahu6599 17 күн бұрын
ପିକୁ ବାବୁ ପୁଣି ଅଣ ଓଡ଼ିଆ କଣ ପାଇଁ ଏବେ ତ ଓଡ଼ିଆ ଅସ୍ମିତା ଚାଲିଛି ଆଉ
@user-nm8pb6hc7l
@user-nm8pb6hc7l 17 күн бұрын
ଏଟା କଥା କୁହା କପିଳା ଏ ସଳା ର କଥା ଅଧିକ କାମ କମ୍ ଏହା ମୁହଁ କହି ଦେଉଚି ଆଉ କିଛି ଜଣା ନାହିଁ ଓଡିଆ ଆଉ ଅଣ ଓଡିଆ 😂😂😂
@pradeepbehera2311
@pradeepbehera2311 17 күн бұрын
Piku Babu told the real solution.
@PiyushSwain-hs1be
@PiyushSwain-hs1be 17 күн бұрын
You are absolutely right
@subratswain9433
@subratswain9433 17 күн бұрын
Your right 👍🏾
@NarayanSingh-ch6nk
@NarayanSingh-ch6nk 17 күн бұрын
Right..! ❤❤❤❤
@minaketanpattanaik5693
@minaketanpattanaik5693 17 күн бұрын
ଏ ଗୁଡା ସବୁ ଠକ, ଠିକ୍ ରେ ଠାକୁର ଙ୍କୁ ଧରି ନ ଥିଲେ
@padmabatiprusty5702
@padmabatiprusty5702 17 күн бұрын
Sabu bele tik kuha Prabhu tuma sahit achanti
@RamchandraMohakud-lj1qn
@RamchandraMohakud-lj1qn 17 күн бұрын
All right
@user-oc8fz9wn1r
@user-oc8fz9wn1r 17 күн бұрын
It right, immediate inquiry Mohan Sarkar action may be taken against actul Culprit and seeto Odisha people.
@BuluNaik-zg1hg
@BuluNaik-zg1hg 17 күн бұрын
Jay jagannath
@SpiritualSoldier47
@SpiritualSoldier47 16 күн бұрын
Thanks a lot
@ppsahufreelitun116
@ppsahufreelitun116 17 күн бұрын
ହଇଏ , ଫେକ ପଟନାଇକେ ଜଗନ୍ନାଥ କଣ କେବଳ ଓଡ଼ିଆଙ୍କ ଦେବତା ? ?
@ashrutdas8565
@ashrutdas8565 17 күн бұрын
ବିଲକୁଲ ଜଗନ୍ନାଥ ଆଞ୍ଚଳିକ ଦେବତା ଆଉ ରାମ ରାଷ୍ଟ୍ରୀୟ ଦେବତା।
@sureshbhola3608
@sureshbhola3608 17 күн бұрын
Jay Jagannath 🙏🙏🙏
@DineshBehera-q4z
@DineshBehera-q4z 17 күн бұрын
Right katha
@sudhansujena9299
@sudhansujena9299 17 күн бұрын
ବଡ଼ ଷଢଯନ୍ତ ଚାଲିଛି, ସାଧୁ ସାବଧାନ 🙏🙏🙏
@dhananjayamishra5845
@dhananjayamishra5845 17 күн бұрын
Right. Aapan nka katha suniba pare tike aaswasti lagila. Mu aapan nka kathare eka mata Jai Shree Jagannath
@bijayswain4460
@bijayswain4460 17 күн бұрын
Right Bhai
@krushnachandrabiswal8909
@krushnachandrabiswal8909 17 күн бұрын
Ri8 sir
@baidyanath7878
@baidyanath7878 17 күн бұрын
Right katha kouchati sir
@lokanathmaharana8842
@lokanathmaharana8842 17 күн бұрын
ଠିକ୍ କଥା ଆଜ୍ଞା
@ghostgutarist5234
@ghostgutarist5234 17 күн бұрын
Odia Asmita mlilichi Odishaku. Gujurati mane bujheile what is Odia Asmita and MURKHA ODIA bujhibi gale.
@santoshswain3113
@santoshswain3113 17 күн бұрын
I respect your voice
@official4.916
@official4.916 17 күн бұрын
Last re mahaprabhu bi sahi parileni puri panda nka ku karma....sadharana manisha te jadi jauchi jaga darshan kariba pai taku tame pura luti daucha.....sete bele tama gyana kuade jauchi sir .....odia lokabani re gote katha achi..-" Nija akhire kebe anguli jai ni"....nija loka jou ku karma sabu karuchanti taku aaga sudhara then gyan peliba.....🙏🏻
@Ranjanrsd
@Ranjanrsd 16 күн бұрын
ଠିକ୍ କହିଛନ୍ତି । Sir
@sankarpradhan3486
@sankarpradhan3486 17 күн бұрын
Laguchhi eye ana odia ana odia ete hauchhanti jemiti eye odisha chhadi kebe kauthiku jibeni. Sabuthire ajatha politics
@sudhansubhusandash8764
@sudhansubhusandash8764 17 күн бұрын
Thanks
@PadminiofficialYouTubechann
@PadminiofficialYouTubechann 17 күн бұрын
ଇୟେ ଶଳାଟା କିଏଵେ
@kuna-br1vs
@kuna-br1vs 17 күн бұрын
👍
@sashikantarout1669
@sashikantarout1669 17 күн бұрын
Good sir
@samaptajena199
@samaptajena199 17 күн бұрын
Corect
@user-zg7qk8zn7q
@user-zg7qk8zn7q 17 күн бұрын
👍👍👍👍👍
@subhakantadayasagarsamal3116
@subhakantadayasagarsamal3116 17 күн бұрын
Main cause of our cm sir is Iam unable to speak in english and hindi,so odia is best
@swarnamohanty3121
@swarnamohanty3121 17 күн бұрын
BJP sarkar bhangijiba, puni Naveen.
@user-yd7dq7ij6w
@user-yd7dq7ij6w 17 күн бұрын
Diba.swapna.nida.maduchiki?
@santoshkumarmishra2620
@santoshkumarmishra2620 17 күн бұрын
ପିକୁ ଭାଇ ଆପଣ ଠିକ୍ କହୁଛନ୍ତି. ବିଜେଡି କୁ ବିଜେପି ଅନୁସରଣ କରୁଛି.
@basantasahu3719
@basantasahu3719 17 күн бұрын
କଣ ପାଁଇ ମୁଖ୍ୟମନ୍ତ୍ରୀ ନିରବ ରହିଅଛନ୍ତି ବୁଝିହେଉନି. 😂
@Vibek5678
@Vibek5678 17 күн бұрын
ଏ ମାଘୀଆ ପୀକୁ କିଛି ଜାଣିନି ଖାଲି ରାଜନୀତିକୁ ଡେଉଁଛି । ଶଳା ନିଜ ଦୋଷ ଦେଖୁନି
@kanhujena4513
@kanhujena4513 17 күн бұрын
chi re odia
@mantubehera2263
@mantubehera2263 17 күн бұрын
ଠିକ୍ କଥା କହିଚ ଭାଇ ଇଏ ପରା ଡବଲ ଇଞ୍ଜିନ
@user-wm8cg7op4b
@user-wm8cg7op4b 17 күн бұрын
ଡବଲ ଇଞ୍ଜିନି ଡବଲ ସାଏଲେନସର ଧୁଆଁ ବେସି ବାହାରୁଚି ମାସେ ନ ପୁରୁଣୁ ପାଞ୍ଚ ବର୍ଷ କେମିତି ଶାସନ ଚାଲିବ ଦେଖାଯାଉ ଆଗକୁ କଣ ହେଊଚି
@dillipsingh9836
@dillipsingh9836 17 күн бұрын
Jie pakei6i se mafi maguni kn pai prasasan ra kn vul rahila
@DevDash-em2bf
@DevDash-em2bf 17 күн бұрын
New odia IAS officer appoint the srimandira prasasan
@user-zy6bl7lt8q
@user-zy6bl7lt8q 17 күн бұрын
Bahutu kasta laguchi Ametika Dursya Dekhiki
Smart Sigma Kid #funny #sigma #comedy
00:26
CRAZY GREAPA
Рет қаралды 19 МЛН
Playing hide and seek with my dog 🐶
00:25
Zach King
Рет қаралды 33 МЛН
Gym belt !! 😂😂  @kauermtt
00:10
Tibo InShape
Рет қаралды 16 МЛН
Who has won ?? 😀 #shortvideo #lizzyisaeva
00:24
Lizzy Isaeva
Рет қаралды 65 МЛН
Ahe nila saila || Barnali Hota || bhakta salabega || jagannath Bhajan ||
8:04
Bibhuti Swain Galatainment
Рет қаралды 241 М.
Smart Sigma Kid #funny #sigma #comedy
00:26
CRAZY GREAPA
Рет қаралды 19 МЛН