‘ଲେଡି ଅଫିସର ଉପରେ ହାତ କିଏ ରଖିବାକୁ କହିଲା’ | Odisha Reporter

  Рет қаралды 121,209

Odisha Reporter

Odisha Reporter

29 күн бұрын

#ବାର_ରେଡ୍‌_ବେଳେ_ହାଇଡ୍ରାମା
ରାତି ଅଧିଆ ବାର ଉପରେ ଚଢାଉ ବେଳେ ମହିଳା ଅବକାରୀ ଅଫିସର ତଥା ଭୁବନେଶ୍ବର ଜିଲ୍ଲା ଅବକାରୀ ଅଧିକ୍ଷକଙ୍କୁ ଦୁର୍ବ୍ୟବହାର ସହ ଅଶାଳୀନ ମନ୍ତବ୍ୟ । କଟକ ରୋଡରେ ଥିବା ଏକ ବାର ମାଲିକଙ୍କ ଅଶାଳୀନ ବ୍ୟବହାର ପ୍ରଦର୍ଶନ ସହ ଡ୍ୟୁଟରେ ଥିବା ଅବକାରୀ ଅଫିସରଙ୍କୁ ଅଟକାଇବା ସହ ଧମକ ଦେବା ଅଭିଯୋଗ ହୋଇଛି ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZfaq: bit.ly/OdishaReporteronKZfaq
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Odisha_Reporter_o...
Instagram: / odishareporter_official
#OdishaReporter #Cuttack #Bhubaneswar #ExcisePolice #Odisha #Bar #ExcisePolicRaid

Пікірлер: 253
@RAJESHpradhan01994
@RAJESHpradhan01994 27 күн бұрын
ଭାଇ ଜଣକ ନିହାତି ସତ କଥା କହୁଛନ୍ତି। ଓଡିଶା ପୋଲିସ = ଲାଞ୍ଚ 😂😂😂🎉
@Odiaclasic
@Odiaclasic 27 күн бұрын
ଧନ୍ୟ ତୁମ ମହିଳା ପୋଲିସ ବାଲାଙ୍କୁ , ତୁମ ଜଙ୍ଘ ରେ ହାତ ମାରିଦେଲା l ଲାଗୁଛି ବିଜେଡି ସରକାର ଥିଲେ ସେ ତୁମ ଜଙ୍ଘ ବଦଳରେ ଆଉ କୋଉଠି ହାତ ମାରିବା ସହ ଆହୁରି କଣ କଣ ସବୁ କରିଦେଇଥାନ୍ତା
@ranjitpattanaik5340
@ranjitpattanaik5340 27 күн бұрын
କି ବାଳ ନିୟମ ସଳା ଲେଡି ପୋଲିସ୍ ପୁରୁଷକୁ ଲଙ୍ଗଳା କରି ପିଟି ପାରିବ କିନ୍ତୁ ଗୋଟେ ପୁରୁଷ ଲେଡ଼ିର ଗୋଡ଼ ଧରିଦେଲେ ବେଦ ଅସୁଧି ହେଇଗଲା
@CHHABIPRADHAN-cf8ce
@CHHABIPRADHAN-cf8ce 27 күн бұрын
ତମେ ଓ ତମ ଡିପାର୍ଟମେଣ୍ଟ ଭାରି ଭଲ ଡିଉଟି କରୁଚ. ଏହା ସମସ୍ତେ ଜାଣନ୍ତି. ତମର କେତେ ଇଯତ ଗୋଟେ ଛୋଟ ପିଲାକୁ ପଚାର ସେ ଉତ୍ତର ଦେଇଦେବ
@CHHABIPRADHAN-cf8ce
@CHHABIPRADHAN-cf8ce 27 күн бұрын
ମୋଟା ଚାନ୍ଦା ମିଳିନି ବୋଧେ. ଆମେ ଜାଣିଚୁ ତମେ ସବୁ ଲିଗାଲ କାମ କରୁଚ
@surendranayak117
@surendranayak117 26 күн бұрын
Mu kahuchhi se maghya ku pitha
@user-bm7zn2vq1t
@user-bm7zn2vq1t 25 күн бұрын
Tu maghiya kana chodipua to kathare piteba budha adhika chodi ha ne nahele mada to upare basiba
@rameshmohanty1211
@rameshmohanty1211 27 күн бұрын
ଏ ମାସରେ ବୋଧେ ପୋଲିସ କୁ ବଟି ଦେଇନି ଏ ବାର୍ ବାଲା
@rockyraajkanhar5744
@rockyraajkanhar5744 27 күн бұрын
ଲାଞ୍ଚ କମି ଗଲା ବୋଧେ madam କୁ 😜
@manasmohapatra7874
@manasmohapatra7874 27 күн бұрын
Ladies police କୁ ଖରାପ ବ୍ୟବହାର କଥା କହୁଛ ହେଲେ ପୋଲିସ ଯେଉଁ ବ୍ୟବହାର ସାଧାରଣ ଲୋକ ଙ୍କ ସହ କରୁଛି ତାହା ଠିକ୍ କି
@pradipmohanty4727
@pradipmohanty4727 27 күн бұрын
ରାଜ୍ୟରେ ସରକାର ବଦଳିଛି ସତ କିନ୍ତୁ ସରକାରଙ୍କ କାର୍ଯ୍ୟକ୍ରମ କୁ ପରିଚାଳନା କରୁଥିବା ଲୋକମାନେ ତ ବଦଳି ନାହାନ୍ତି। ସେମାନଙ୍କର ମାନସିକତା ସେହି ପୂର୍ବ ଭଳି ରହିବ। ସେହି ଲାଞ୍ଚ କାରବାର, ପ୍ରୀୟା ପ୍ରତି, ଇତ୍ୟାଦି। ପରିବର୍ତ୍ତିତ ସରକାର ରେ କିଛି ଦିନ ପାଇଁ ଅବଶ୍ୟ ସମସ୍ତେ ଚଳ ଚଞ୍ଚଳ ହୋଇଯିବେ କିନ୍ତୁ କିଛିଦିନ ପରେ ଯଥା ପୁର୍ବମ୍ ....... ଲୋକଙ୍କ (ସାରା ରାଜ୍ୟର) ମାନସିକତା ର ପରିବର୍ତ୍ତନ ନହେଲେ ବିଶେଷ କିଛି ସୁଫଳ ମିଳିବାର ସମ୍ଭାବନା ନାହିଁ।
@pratapjena1193
@pratapjena1193 27 күн бұрын
ଓଡ଼ିଶାକୁ ଲୋଟି ଯାଇଥିଲେ ୨୫ ବର୍ଷ ରେ, ଏମାନେ ରାଜ କରୁଥିଲ
@SunilKumar-iu5lw
@SunilKumar-iu5lw 27 күн бұрын
Hau Tome lota toma Raj chalichi
@kedarnathpanda8724
@kedarnathpanda8724 27 күн бұрын
How the police makes false allegation just to entangle the innocents. The lady officer behaviour was too rude.
@MDone867
@MDone867 27 күн бұрын
Police sabu paisa neuchhanti
@kunmun9983
@kunmun9983 27 күн бұрын
😂au lady police jou sabu Paisa khauchnti What about tht?
@niranjanrautara6944
@niranjanrautara6944 27 күн бұрын
ପୋଲିସ ସବୁ ଦୋକାନରୁ ଲାଞ୍ଚ ନିଅନ୍ତି regularly.
@marinerachary3
@marinerachary3 27 күн бұрын
ଚୋର ଡିପାର୍ଟମେଣ୍ଟ
@PrabinBiswalLovelife
@PrabinBiswalLovelife 27 күн бұрын
Ok ଯଦି ସେ ମହିଳା ପୋଲିସ କୁ ଖରାପ ବେବହାର କଲା ତମେ ପୋଲିସ ହେଇକି ବାଳ କଉ କମ କରୁଛ କି ତମ ମାନଙ୍କୁ ଖାଲି ମାଡ ଦରକାର
@rajkishorsahu2314
@rajkishorsahu2314 27 күн бұрын
Tu badaunu😂😂Khali maichia pari comment dele haba ki😂😂😂
@terenaam731
@terenaam731 27 күн бұрын
ଆଗକୁ ଦେଖେ କଣ ହେଉଛି ବାବୁ ​@@rajkishorsahu2314
@sidd5547
@sidd5547 27 күн бұрын
ଡକାୟତ ବିଜେଡି ସରକାର ରେ ଏଇ ପ୍ରକାର ଲୋକ ସବୁଠାରୁ ଅଧିକ ଶକ୍ତିଶାଳୀ ହେଇଥିଲେ। ମଦ ବେପାରୀ, ଗଞ୍ଜେଇ, ଡ୍ରଗ୍ସ ବେପାରୀ ଙ୍କ ପୃଷ୍ଠପୋଷକ ସାଜିଥିଲେ ନବୀନ ସରକାର। ଥୁ ଥୁ ବିଜେଡି...
@Maahi-mx3eu
@Maahi-mx3eu 27 күн бұрын
25 ବର୍ଷ ଶାସନ କାଳରେ ଏମିତି ଗୁଣ୍ଡା ଗିରି କରି ସବୁ ବାର dhaba ଚାଲୁଉଥିଲେ। Dhaba ମାଲିକ ମାନେ।
@subratakumarlenka1915
@subratakumarlenka1915 27 күн бұрын
No respect police department🤮🤮🤮🤮🤮🤮
@sadanandmohanty3537
@sadanandmohanty3537 27 күн бұрын
Jay sriram Jay jagannath 🙏🙏🙏🙏
@pratapkumarmohanty9899
@pratapkumarmohanty9899 27 күн бұрын
ଯୋଉ ପୁଲିସ ମିଡିଆ ସାମ୍ମନା ରେ ମିଛ କଥା କହୁଛି, ତା against ରେ କଡା action ହବା ଦରକାର ଆଉ suspend ହବା ଦରକାର, ନ ହେଲେ ଏମାନେ ସାଧାରଣ ଲୋକଙ୍କୁ ମିଛ କଥା କହି ଫସେଇ ଦେବେ। CC ଟିଭି ରେ ସବୁ ଦିଶୁଛି ଗୋଡ ଚାପି ଧରିବା ଗଲା କୁଆଡ଼େ?
@bhabanishankarpati466
@bhabanishankarpati466 25 күн бұрын
Most welcome to Odisha police for doing all that things.....
@ajitdash4025
@ajitdash4025 27 күн бұрын
Agaru kana karuthila.
@kumarrudra277
@kumarrudra277 27 күн бұрын
ସତ କଥା ହେଲା SP କୁ ଚଡି କିଣି ବାକୁ ପଇସା ଦେଲନି 2000/- 😂। ଚଡି ମାଗିବାରୁ ଲୋକଟି ଚେକ୍ କରୁଥିଲା କ୍ୟାମେରା ଦେଖି ଜଙ୍ଘ ରେ ରହିଗଲା😂।
@alekhchandrabeja5578
@alekhchandrabeja5578 27 күн бұрын
Madam ଏବେ late night bar chaluchi ନା ପୂର୍ବରୁ ଚାଲୁ ଥିଲା ,ପୋଲିସ madam କଥା ବାର୍ତ୍ତା ଖରାପ
@sandhyatara1993
@sandhyatara1993 27 күн бұрын
ଆମ ସାଙ୍ଗ ଜଣେ ପୋଲିସ ରେ ଅଛି.. ଗାଁ ରେ ସ୍ତ୍ରୀ ପିଲାଙ୍କୁ ରଖି ଏଠି ପୁଣି ଆଉ ଗୋଟେ ପୋଲିସ ସ୍ତ୍ରୀ କଲା.. ଭୁବନେଶ୍ୱର ରେ ରହିଲା.. ଆଉ କଣ କହିବି.. ସେ ପୁଣି ଜଣେ ଶିକ୍ଷକଙ୍କ ପୁଅ...
@BapujiMLT
@BapujiMLT 27 күн бұрын
Police ମାନକ behave ଖରାପ୍
@Mr_suryapratap22
@Mr_suryapratap22 27 күн бұрын
Police officer agaru kuade soithila 🙄
@kunmun9983
@kunmun9983 27 күн бұрын
😂tame sabu thu chora department
@SaiAloksahoo
@SaiAloksahoo 27 күн бұрын
Thik kahicha bhai.
@tusharkantajagadev9865
@tusharkantajagadev9865 27 күн бұрын
Jaya Sriram.
@kunmun9983
@kunmun9983 27 күн бұрын
Corruption department Ki action dhekuna lady kara ,setiki amti duty karanti. Prabala chora sabu Monthly khauchnti
@SagarNaik-pk4qj
@SagarNaik-pk4qj 27 күн бұрын
Odisha police bhi kou suna re dhua nuhe
@tnanda1432
@tnanda1432 27 күн бұрын
ଏମିତି ସବୁ ଯିବା ଆସିବା ଦିଆନିଆ ଚାଲେ , କିଛି ନୂଆ ନାହିଁ, ସେ ମାଡାମ କଣ ଯାଣିନାହାନ୍ତି ଯେ , ଯିଏ ନଖାଇଚି ମଦ ତା ବଉଂସ ଯାକ ଗଧ
@saktisampad5575
@saktisampad5575 26 күн бұрын
😂😂😂😂😂😂
@SurendrarautSurendraraut-uf1th
@SurendrarautSurendraraut-uf1th 27 күн бұрын
ସରକାରୀ ନିୟମ ଉଲଙ୍ଘନ କାରୀଙ୍କୁ କଠୋର ଦଣ୍ଡ ଦିଆଯାଉ
@sarojkumarsahu183
@sarojkumarsahu183 27 күн бұрын
Right Dicition
@Caniask123
@Caniask123 27 күн бұрын
Agala prakar bns lagiba ebe au... Lady police officer puni sp nku insult ...sarigala kahani
@jahidabibi4142
@jahidabibi4142 27 күн бұрын
ଭଲ ହୋଇଛି କିନ୍ତୁ ଆଉଟିକେ ଭଲ ହେଇପାରିଥାନ୍ତା
@saktisampad5575
@saktisampad5575 26 күн бұрын
😂😂😂😂😂
@rajkishordash8353
@rajkishordash8353 27 күн бұрын
Good Kama Kari chanti brother
@dasarathisatapathy626
@dasarathisatapathy626 26 күн бұрын
Action should be taken immediately.
@sibacharanbiswal1513
@sibacharanbiswal1513 27 күн бұрын
P c ବୋଧେ କମିଗଲା
@kittudas1385
@kittudas1385 24 күн бұрын
Yes money collection drive
@sisirkumarbehera6276
@sisirkumarbehera6276 27 күн бұрын
Mahan sarkar tike ହାତ ମୁଠା କରନ୍ତୁ please
@JagannathSahoo-vb4rj
@JagannathSahoo-vb4rj 27 күн бұрын
ମୋଟା ଆକାରରେ ବଟି ମିଳ ନାହିଁ ବୋଲି ରେଷ୍ଟୁରାଣ୍ଟ କୁ ଧରା ଗଲା 20 ବର୍ଷ ଆଗରୁ ଯାଇଥିଲା କୁ ହାଡ଼େ , ଆଗେ ପୋଲିସ ଧର ଆରେଷ୍ଠ କର ତାପରେ ରେଷ୍ଟୁରାଣ୍ଟ କୁ ଧର
@padmanav1439
@padmanav1439 27 күн бұрын
First full video ଦେଖନ୍ତୁ ତାପରେ comment debe Waa re officer I really respect your talking language salute 🙏 Auu madam bodhe motivate video besi dekhuchanti Khali atitude atitude hauchanti bt reel auu real re kichhi alaga ହେଇଥାଏ
@padmanav1439
@padmanav1439 27 күн бұрын
Tu wala language really motivated me 🖕
@hemantswain9061
@hemantswain9061 26 күн бұрын
ଲାଞ୍ଚ ଖିଆ ମହିଳା ପୋଲିସ
@debeshkumarbiswal4509
@debeshkumarbiswal4509 27 күн бұрын
ବଡ଼ ଲୋକ ସେମାନେ କାହାକୁ ମାନିବେନି ନ୍ୟାୟ କିଣିଦେବେ ଚାକିରିଆ ହଇରାଣ ହେବେ କ୍ୟାନ୍ସଲ ହେବନି ଯେତେ ଲେଖିଲେ ରାହୁଲ ଗାନ୍ଧୀ କହିଲା ପରି ଲିଖକେ ଲେଲୋ
@heledadacreation3883
@heledadacreation3883 27 күн бұрын
Jay police
@king-ff9610
@king-ff9610 27 күн бұрын
Ok mama
@anandakumarthapa6945
@anandakumarthapa6945 26 күн бұрын
ହେଲା ରେ 😂😂😂
@radheshyamkechhu5134
@radheshyamkechhu5134 27 күн бұрын
Chanda mili ni boli dhandha😂😂😂
@sarojmahapatro9177
@sarojmahapatro9177 27 күн бұрын
Sabuthi masiari calichi
@jitendra33453
@jitendra33453 27 күн бұрын
ଲୋକଟି ତଳୁ ଉଠିବାକୁ ଚେଷ୍ଟା କରି ମାଡ଼ ଖାଇଲା 😂 ଏ ତ ଆଇନ ଓଡ଼ିଶାରେ
@ANAMNARAYANMOHAPATRA
@ANAMNARAYANMOHAPATRA 27 күн бұрын
Good👍🙏🙏 100 salyut
@user-cr8fd3qi4j
@user-cr8fd3qi4j 27 күн бұрын
Police Bala monthly bati niayanti aha gota drama
@nirmlyakumar675
@nirmlyakumar675 27 күн бұрын
××× ଏଠି ଚାଲି ଥିଲା
@debiprasadmishra2699
@debiprasadmishra2699 27 күн бұрын
ଡିପାର୍ଟମେଣ୍ଟ ପଇସା ନିଏ। ଦିନ ରାତି ପରି ସତ। ପଇସା ଦେବା ଲୋକ ନାଁ କହିପାରେନି। କେବଳ ଯଦି ସିଦ୍ଧାନ୍ତ ନେବେ ଦେବା ନେବା ସମୟ ରେ ଭିଜିଲାନ୍ସ ରେ ଧରେଇ ପାରିବେ। ଏବେ ଠୁ ସେୟା କରନ୍ତୁ। " ଦେବି ନାହିଁ" ଦ୍ରୁଢ ଭାବରେ କୁହନ୍ତୁ।
@sushilkumarsahu8844
@sushilkumarsahu8844 27 күн бұрын
Sata kathaa excise department bahut corrupted
@srikantakumarhota6134
@srikantakumarhota6134 27 күн бұрын
ଯଦି ବେନିୟମ, ତା ହେଲେ ଗିରଫ କର। ଲାଞ୍ଚ ଦିଅ, କାହିଁକି ଦିଅ, କାହାକୁ ଦିଅ ତା ନାମ କୁହ।
@abhishekpriyadarsheesenapa6041
@abhishekpriyadarsheesenapa6041 26 күн бұрын
Corruption ghor corruption
@sankarshanbarikjeeto4398
@sankarshanbarikjeeto4398 27 күн бұрын
6:18 6:24
@amulyabalapanda2512
@amulyabalapanda2512 27 күн бұрын
Bala police lady oficar
@Sanand965
@Sanand965 27 күн бұрын
Polic julum chaliba nae mohon sir dekhantu
@mesmerizeart663
@mesmerizeart663 27 күн бұрын
cuttack road Ashoka,Dipali,Rimjhim,Rewind,Barbei uppre bi hau
@NarendraKumar-zs7kf
@NarendraKumar-zs7kf 26 күн бұрын
Odisha police ra kadua staff bina bardire patiru katha baharibani au bardi ra galat faida uthaiba kichhi nua nuhen
@ranjitabiswal4860
@ranjitabiswal4860 27 күн бұрын
Puruna vidio
@EngineersChoiceAnyday
@EngineersChoiceAnyday 26 күн бұрын
Ethi kahara bhul jana paduni. Bar malika ra behaviour at first bhul thiba. Kintu excise deptt khali paisa re ubutubu. Of course ei lady officer mane corrupted na hoi paranti lady officernku touch kariba bi bhul
@NIRANJANRout-bl6gk
@NIRANJANRout-bl6gk 27 күн бұрын
ସୁପର ଅଫିସର ଭ୍ରଷ୍ଟାଚାର ଖତମ କରନ୍ତୁ ଓଡିଶାର ଭ୍ରଷ୍ଟାଚାରୀ ସୀମା ବାହାର ବାହାର
@skaifoundation8120
@skaifoundation8120 27 күн бұрын
🙏👍❤
@sudhansu159
@sudhansu159 27 күн бұрын
jay narayan Misha jate bale hata Utheil Kouthi thila madam
@madhusudanmahakud9141
@madhusudanmahakud9141 27 күн бұрын
It is yourself responsibility why not before checking
@radheshyamkechhu5134
@radheshyamkechhu5134 27 күн бұрын
Bahana gote mili gala....
@jtvodiaentertainment5879
@jtvodiaentertainment5879 27 күн бұрын
May be it's political drama
@susantdas104
@susantdas104 27 күн бұрын
Now change government forgets past bar should be closed 11pm
@UpendraKumarBehera
@UpendraKumarBehera 27 күн бұрын
ଭାଇ ଏକୁଟିଆ ଚୋର ଏମାନେ ସବୁ ସାଧୁ, ତୁମେ ମିଡ଼ିଆ ସାମ୍ନାରେ ଭାରି ଭଦ୍ର ତାହା ଦୁନିଆ ଜାଣେ ଗୋଟେ ଛୋଟ ଛୁଆଙ୍କୁ ପଚାରିଲେ ସିଏ କହିଦେବ ତୁମ ଡିପାର୍ଟମେଣ୍ଟ କେମିତି
@satyajitdas7976
@satyajitdas7976 26 күн бұрын
Police madam nka beba hara dekhantu😂
@IT_IS_PERSONAL_
@IT_IS_PERSONAL_ 27 күн бұрын
Paisa pain jaithibe
@rajendrakumardas9739
@rajendrakumardas9739 27 күн бұрын
Ama loka mananku dance bar,mada,bhaduami bahut pasand asuchi.Sethi pain anti adminstration comment dauchanti.
@solaakatsuki980
@solaakatsuki980 26 күн бұрын
Ebe parjyanta Jana padilani, kana pain dharile...
@Dynamic.Unboxer45
@Dynamic.Unboxer45 26 күн бұрын
ପେଲିପକା 😅😅 ବେ
@SaiAloksahoo
@SaiAloksahoo 27 күн бұрын
Lancha dia bhai
@patitakumarchoudhury9855
@patitakumarchoudhury9855 27 күн бұрын
ସରକାରୀ କର୍ମଚାରୀ ସାମ୍ବିଧାନିକ ସ୍ୱୀକୃତ ପ୍ରାପ୍ତ ଚୋର, ମାଫିଆ 😄😄 ଅଳପ ଜାଣି ବହୁ ବଖାଣି, ହେଲା ପୋଲିସ ବିଭାଗ, ବଟି ମିଳିନାହିଁ କି? ଏତେ ରଙ୍ଗ ଦେଖାଉଚ,
@radheshyamkechhu5134
@radheshyamkechhu5134 27 күн бұрын
Sabu police chora....
@natabaranaik5026
@natabaranaik5026 27 күн бұрын
Excise,halanku,2000,tanka,kahinki,Deba,excise,Officerku,arrest,karantu.
@BijaykumarSahoo-bb7ds
@BijaykumarSahoo-bb7ds 27 күн бұрын
A bar owner is misbehaving to the leady polic officers. Why? It is an offence the police department. Time has come to think. Every kind of illegal work is done with knowledge of police and govt. They are not satisfied with their salaries.They collect huge amount of money from different persons who are involved in illegal work.
@SujataRoyDailyVlogs
@SujataRoyDailyVlogs 27 күн бұрын
Ki kadajya behavior police manankara anku suspend kara.
@satyajitdas7976
@satyajitdas7976 26 күн бұрын
Nije aga thi ki re raha kahuchanti madam madam nku kia chakiri dela
@smallick653
@smallick653 27 күн бұрын
Corrupt Odisha police. Prabhu Jagarnath aji ratha Jatrare etiki maghichi emankata srbanas Kara.
@bhagabanrana4898
@bhagabanrana4898 27 күн бұрын
Ledy officer ପୁରୁଷ ମାନଙ୍କ ପାଖକୁ କାହିଁକି ଗଲ
@BBM-6600
@BBM-6600 27 күн бұрын
Police ku aau ଲାଞ୍ଚ ଟା ମିଳୁନି.
@kumarjayantajena0126
@kumarjayantajena0126 27 күн бұрын
Corporation at its peak 😂
@pushpaminz2073
@pushpaminz2073 27 күн бұрын
ono
@user-zo9bu4wu2e
@user-zo9bu4wu2e 27 күн бұрын
Samparkeya bhabe neichi saithipainn hata pakaidaichi kouthi hata pakaila
@suryakantabehera7535
@suryakantabehera7535 27 күн бұрын
Isssss 😂😂
@user-ni4ob1yo4j
@user-ni4ob1yo4j 27 күн бұрын
Michha kn pain kahucha details dekhantu semiti ame kichhi dekhipariluni ta
@tkloveodia
@tkloveodia 27 күн бұрын
No respect pollice
@manashpanda7961
@manashpanda7961 23 күн бұрын
Ma'am can't even speak the name of the bar. Did excise ot police department don't take bribe?
@santoshkumarsahu8748
@santoshkumarsahu8748 24 күн бұрын
Sey bar malika BJD raa, bahut kala dhana rakhichhi.
@susantakumardas5712
@susantakumardas5712 26 күн бұрын
Ete Dina Hele PC neiki chup thila aji sati gehi sita heiki red karucha banda na mg
@asutoshbiswal7173
@asutoshbiswal7173 27 күн бұрын
BJD odisha ru budijiba
@manamohanmohapatra4665
@manamohanmohapatra4665 25 күн бұрын
C C TV Footage Dekha Jau
Spot The Fake Animal For $10,000
00:40
MrBeast
Рет қаралды 187 МЛН
Каха заблудился в горах
00:57
К-Media
Рет қаралды 9 МЛН