ଭାଇରାଲ ହେଲା ଅଡିଓ ନାମ ନେଲେ ପୋଲିସ ବାବୁ | Police got lesson in Viral Audio Issue | Odisha Reporter

  Рет қаралды 987,082

Odisha Reporter

Odisha Reporter

10 ай бұрын

ପୋଲିସ ଉପରେ ଭରସା କରନ୍ତି ଜନସାଧାରଣ। ଆଉ କୌଣସି ସମସ୍ୟାରେ ପଡ଼ିଲେ ଥାନାକୁ ଯାଇ ଅଭିଯୋଗ କରନ୍ତି । ଆଶା ଥାଏ ପୋଲିସ ତାଙ୍କୁ ନ୍ୟାୟ ଦେବ । ହେଲେ ଯଦି ଏମିତି ପୋଲିସ ଥାନାରେ ରହିବେ ତା ହେଲେ ନ୍ୟାୟ କଣ ଓଲଟା ପୋଲିସ ବିରୋଧରେ ନ୍ୟାୟ ପାଇଁ ଦ୍ୱାରସ୍ଥ ହେବାକୁ ପଡିବ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZfaq: bit.ly/OdishaReporteronKZfaq
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Odisha_Reporter_o...
Instagram: / odishareporter_official
#Odisha #OdishaReporter #policeofficer #viralaudioclip #Salepur #cuttack

Пікірлер: 904
@sukantakumarjena9046
@sukantakumarjena9046 10 ай бұрын
ଏହିପରି ବହୁତ ପୋଲିସ ଅଯୋଗ୍ୟ ଅଛନ୍ତି,
@nepalbehera941
@nepalbehera941 10 ай бұрын
90% Police. ଏଭଳି ବ୍ୟବହାର କରୁଛନ୍ତି
@dk.djbrothers
@dk.djbrothers 10 ай бұрын
99.9%
@RANJANKUMAR-mh8cy
@RANJANKUMAR-mh8cy 10 ай бұрын
100% ପୋଲିସ୍ ଗୁଡ଼ିକ ଏହି ଭଳି ବ୍ୟବହାର କରୁଛନ୍ତି ଏମାନେ ସବୁ ରାଜନୈତିକ ଦଳର ନେତା ମାନଙ୍କର ପୋଷା କୁକୁର
@AMAkash-st3ro
@AMAkash-st3ro 10 ай бұрын
Right
@bishnupriya-
@bishnupriya- 10 ай бұрын
Right
@RupNarayanMajhi
@RupNarayanMajhi 10 ай бұрын
Recall system ନାହିଁ, ନହେଲେ ଲୋକ ଦୁଇ ଗୋଇଠା ମାରି ଏମାନଙ୍କୁ ବାହାର କରି ସାରନ୍ତେଣି।।
@dibyanshubehera9886
@dibyanshubehera9886 9 ай бұрын
ଏ ଭଳି ପୋଲିସ କୁ ଜିଅନ୍ତା ଜାଳି ଦେବା ଦର କାର
@arunprasaddash1399
@arunprasaddash1399 10 ай бұрын
ଏପରି ଅଫିସର୍ ଙ୍କୁ ନିଲମ୍ବିତ ନକରି ଚାକିରୀ ରୁ ବରଖାସ୍ତ କରିବା ଉଚିତ ଥିଲା।
@biswajitpadhi5958
@biswajitpadhi5958 5 ай бұрын
Right
@sankarsansahoo47
@sankarsansahoo47 Ай бұрын
Right
@biswaranjanparida297
@biswaranjanparida297 10 ай бұрын
ଶଳା ସବ୍ ଇନିସପେକ୍ଟର କୁ ଲଣ୍ଡା କରି ଯୋତାମାଳ ପିନ୍ଧାଇ ବଜାରରେ ବୁଲାଇବା ଦରକାର।
@DipuKumar-tl7qc
@DipuKumar-tl7qc 10 ай бұрын
ଆମ ଓଡ଼ିଶା ରେ ଏମିତି ହୁଏ କାରଣ ଆମ ଓଡ଼ିଶା ନମ୍ବର 1
@udaybhanuroutray6430
@udaybhanuroutray6430 10 ай бұрын
No 1 nuhe nikkama madua CM au Tamili padda chata odisha
@kumarboiteiofficial169
@kumarboiteiofficial169 10 ай бұрын
ଏ ଭଳି ପୋଲିସକୁ ଜେଲ୍ ହେବା ଦରକାର
@RupNarayanMajhi
@RupNarayanMajhi 10 ай бұрын
ଲାଭ କଣ, ଇଏ ବାହାରକୁ ଆସି ପୁଣି ଉତ୍ପାତ କରିବେ ।
@laxmansahoo4681
@laxmansahoo4681 10 ай бұрын
ଶଳା ତା ମା ଘଇତା ନବୀନା ମଦ ଦେଇଛି, ଶଳା ପେଟେ ପିଇଛି 👌
@bijaylaxmipanda6402
@bijaylaxmipanda6402 Ай бұрын
Right bro👍
@rajatmallik6321
@rajatmallik6321 10 ай бұрын
ନେତା ମାନଙ୍କର ପାଦ ଚାଟୁଚ ନିରୀହ ଉପରେ ଏତେ ନାଲିଆଖି
@happymoodwithtapan7092
@happymoodwithtapan7092 10 ай бұрын
Bhai se kete lokanku hanichi!😂😂😂
@HarishChandra-of3vb
@HarishChandra-of3vb Ай бұрын
e
@deviprasannaacharya1883
@deviprasannaacharya1883 10 ай бұрын
ମା ଗିଆ ପୋଲିସ୍ କୁ ବାଡାଅ।
@kariamarandi9397
@kariamarandi9397 10 ай бұрын
Badeile vull Bhai taku sada jantra kari Mari dele vala ....Mo habuda re padile gharaku daki aniki hanibi salaku ....sie mo samna re chhodi hue ...
@RupNarayanMajhi
@RupNarayanMajhi 10 ай бұрын
​@@kariamarandi9397ଯୋଉଦିନ emergency କି martial law declare ହେବ, ସେଇଦିନ ଏମାନଙ୍କ against ରେ open war ହେବ ।
@Ranjanjena-ei2yk
@Ranjanjena-ei2yk Ай бұрын
Right 👍
@manojchaudhury7896
@manojchaudhury7896 10 ай бұрын
ନବୀନ ହଟାଅ ଓଡ଼ିଶା ବଞ୍ଚାଅ ଓଡ଼ିଶାରେ ତାମିଲ ଶାସନ ଚାଲିବ ନାହିଁ
@laxmansahoo4681
@laxmansahoo4681 10 ай бұрын
ବାପା ଶାସନ ପୁଅ ନ ନେଇ ଆଉ କିଏ ନବ 👌
@dipu850
@dipu850 10 ай бұрын
Mu au nabin ku vot debini
@subhransusekharpanda4389
@subhransusekharpanda4389 10 ай бұрын
Sabukathare Nabin .. Nanina Nka Jagare au kie asile Police bale bhala bhasa kahibe
@chikungamingvlog8063
@chikungamingvlog8063 10 ай бұрын
Puni thare g maariba nabina tama odisha ku screen shot mari ki rakha Mari saarila pare b taa atma tama odisha baasi nku g maariba
@SmartKalinga
@SmartKalinga 3 ай бұрын
Bhai Mane Nabin nka Dosa Nahi . Jouthi BJP achi Sethi v police ae bhalia...
@pratapchandradas6414
@pratapchandradas6414 10 ай бұрын
ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ। ମାତ୍ର ଏଭଳି ପଦକ୍ଷେପ କାହିଁ ଅନୁଗଳରେ ଆତ୍ମହତ୍ୟା କରିଥିବା ହୋମଗାର୍ଡ ମାଡାମଙକୁ ଅତ୍ୟାଚାର କରିଥିବା ପୋଲିସ ଅଧିକାରୀ ଓ ତାଙ୍କ ପତ୍ନୀଙ୍କ କ୍ଷେତ୍ରରେ ଦେଖା ଦେଲାଣି। କ'ଣ ମାର ମାର ଭେଣ୍ଡିଆ କୁ ମାର ନିତି ରେ ଓଡ଼ିଶା ପୋଲିସ୍ ଶାସନ ଚାଲିଛି। ଜଣେ ସବ ଇନ୍ସପେକ୍ଟର ଙ୍କ ଖରାପ ବ୍ୟବହାର ଟା ଗୁରୁତର ନା ଜଣେ ଭାରତୀୟ ପୋଲିସ ପ୍ରଶାସନ ଅଧିକାରୀ ଓ ତାଙ୍କ ଧର୍ମପତ୍ନୀ ଙ୍କ ଅପରାଧ ଗୁରୁତର। ଏହା ହେଉଛି ଓଡ଼ିଶାର ବର୍ତମାନ ର 5T ଶାସନ ର ସ୍ୱଛତା ର ଜ୍ୱଳନ୍ତ ନମୁନା।
@pratapsutarreal-life955
@pratapsutarreal-life955 10 ай бұрын
Se sala police ta patiee chaina bom logei dia
@bulunag613
@bulunag613 10 ай бұрын
Bhai army super hero
@amrutajibana
@amrutajibana 10 ай бұрын
ପ୍ରାୟ ପୋଲିସ ଏମିତିକା ।।। ଥାନା ଭୂତଖାନା
@kamalakantapanda8822
@kamalakantapanda8822 10 ай бұрын
ମାହାଗିଆ ପୋଲିସ କୁ ଗୁଳି ମାରିଦିଅ.
@amrjitbiswal7243
@amrjitbiswal7243 2 ай бұрын
ମାଈଘିଆ ପୋଲିସ କୁ ବହିଷ୍କାର କରାଯାଉ
@narendrasahoo9891
@narendrasahoo9891 10 ай бұрын
ଯେ ପଯ୍ର୍ୟନ୍ତ ଓଡିଶାରେ ବିଜେଡି ଶାସନ ଥିବ
@chandanx9107
@chandanx9107 10 ай бұрын
ଏମିତି ପୋଲିସ ମାନଙ୍କ ପାଇଁ ସରକାର ବଦନାମ ହଉ ଛନ୍ତି
@papakaharamibeta01
@papakaharamibeta01 10 ай бұрын
ମୋ ହାବୁଡ଼ରେ ପଡ଼ିଥିଲେ ତା si ଛଡେଇ ଦେଇଥାନ୍ତି 😡🤬
@diptisahoo4421
@diptisahoo4421 10 ай бұрын
Tu banda chodibu
@BalaramNath-fe8ws
@BalaramNath-fe8ws Ай бұрын
ବିଜେଡି ସରକାରର ଥିବା ଜାଏ ଏମିତି ହିଁ ହବ ବିଜେଡି ଗଣ୍ଡା ପୋଲିସ ଧନ୍ୟ ଆମ ଓଡ଼ିଶାବାସୀ ଧନ୍ୟ ବିଜେଡି
@manashnayak2794
@manashnayak2794 10 ай бұрын
ପେଳ କାଟି ଦିଅ 😂😂😂
@sushantakumarbarik
@sushantakumarbarik Ай бұрын
Right punishment
@Sibaprasad.......
@Sibaprasad....... 10 ай бұрын
Police ନାର ଏହି ବାବୁ। କଳଙ୍କ
@bijayranjanrout3705
@bijayranjanrout3705 10 ай бұрын
ମଦ ପିଇଛନ୍ତି ସାର୍
@champamalik2033
@champamalik2033 20 күн бұрын
ଚାରିଆଡେ ଥିବା police ମାନେ ବହୁତ୍ ଖରାପ , ବହୁତ୍ ଗର୍ବି ଅହଙ୍କାରୀ , ସବୁ police ମାନଙ୍କୁ ଅପଟ ସେପଟ କରି ଚାକିରି ବଦଳି କରିଦିଅନ୍ତୁ Mohan Majhi Sir , ସମସ୍ତ ପ୍ରକାର police ମାନଙ୍କ ଉପରେ କଡା ନିୟମ ଲଗାନ୍ତୁ ।
@purnapradhan9553
@purnapradhan9553 11 күн бұрын
❤ ଦାଦା ଗିରି ପୋଲିସର ବ୍ୟବହାର ବାସ୍ତବରେ ଦୁଃଖଦାୟକ ❤
@rabindrasahoo1394
@rabindrasahoo1394 10 ай бұрын
Plz take strong action aginst worst and drunk police 🚓🚨....jago odia jago 😊
@myvillageverybeautiful1270
@myvillageverybeautiful1270 10 ай бұрын
କଣ କଣ କରୁଥିବ ଶେ ଶଳା ହାରାମି
@NityanandaSahoo-ny1ko
@NityanandaSahoo-ny1ko Ай бұрын
ସେ ରାଷ୍ଟ୍ରପତି ନୁହେଁ ଠିକ କିନ୍ତୁ ପୋଲିସ S I କଣ ପ୍ରଧାନମନ୍ତ୍ରୀ. କାର୍ଯ୍ୟାନୁଷ୍ଠାନ ଅଧିକ ଗ୍ରହଣ କରାଯାଉ. Suspenson is not a. Punishment.
@GopalchandraParida-dw1ik
@GopalchandraParida-dw1ik Ай бұрын
ପୁଲିସ ଆମ ପାଇଁ ଜୀବନ କିନ୍ତୁ କଣ ଏଭଳି ଆଚରଣ? କଣ ପାଇଁ ଏହି ପୁଲିସ ବିଭାଗକୁ ପରିବର୍ତ୍ତନ ଦରକାର
@gokarnnashwardehuri2000
@gokarnnashwardehuri2000 10 ай бұрын
ଆରେ ବାବା ହାଣି ପକେଇବ ପୁଣି 😂 ମତେ ଡର ଲାଗିଲା ରେ ଭାଇ। ଆଗରୁ ଚିକେନ୍ ଦୋକାନ କରିଥିଲା ବଧେ , ହୋଣା କଟାରେ ପୁରା ମାହିର ଆଉ
@jbstudypoint4494
@jbstudypoint4494 10 ай бұрын
Please take strong action against the mannerless si....
@dipakjana2714
@dipakjana2714 10 ай бұрын
ଠିକ ହେଇଚି 👌🤜💪👊
@dhirenburma8143
@dhirenburma8143 10 ай бұрын
It need to alcohol test of odisha polices during the duty hour...
@peternaik9607
@peternaik9607 10 ай бұрын
Thank you sp sir
@jagannathdash5991
@jagannathdash5991 10 ай бұрын
ଆଜ୍ଞା ଏଇଟା ପ୍ରଥମ ନୁହେଁ ଆଗରୁ ମଧ୍ୟ ବହୁତ ବାର ଏମିତି ହେଇଚି,,,,,,
@hareshchandranaik8065
@hareshchandranaik8065 10 ай бұрын
Please quickly take action strongly
@subasjena1252
@subasjena1252 10 ай бұрын
Sp sir nku salute ❤
@moto_odisha_vlogs6200
@moto_odisha_vlogs6200 10 ай бұрын
Good Job Young MAN
@saudaminimohanty447
@saudaminimohanty447 10 ай бұрын
Sir Khali suspended Kale hebani.A mananku dismissed Kariba darkar.A Mane police jati pain kalanka.
@parthasarathiajayabarik569
@parthasarathiajayabarik569 10 ай бұрын
This sub inspector should immediately be dismissed from service. DGP should take action.
@madhurambhatra9864
@madhurambhatra9864 4 ай бұрын
❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@ashokchinda686
@ashokchinda686 Ай бұрын
90%ପୋଲିସ ଦାଦା ଗିରି ବହୁତ ଚାଲିଛି ଏମାନଙ୍କୁ ଜନସାଧାରଣ ସାବାଡ କରିବା ଦରକାର
@animalloverak567
@animalloverak567 10 ай бұрын
Very good action
@gangadharjena596
@gangadharjena596 10 ай бұрын
Eibhali police si pain sara police department ku loka mane kharap bhabuchhanti sp saheb right action neichhanti
@sksahoo545
@sksahoo545 27 күн бұрын
ବହୁତ ବଢିଆ l ନିଲମ୍ବିତ ନୁହଁ l Dismiss him. This type of police not required for Odisha
@basantarout9538
@basantarout9538 3 ай бұрын
ନିଳମ୍ବନ ର କିଛି ମାନେ ନାହିଁ, ସେ ପୁଣି ଚାକିରି କରିବ ଆଉ ଏମିତି ହିଁ କରିବ, ସବୁ ଥାନା ରେ ଏମିତି ବହୁତ୍ ଅଛନ୍ତି..
@heartheacker4986
@heartheacker4986 10 ай бұрын
That's the power of Odisha police.. 😂
@rabindrasahoo1394
@rabindrasahoo1394 10 ай бұрын
Police dept have been worst 😊badri ra kamal 😊
@NarendraNarayanJena-tv2ic
@NarendraNarayanJena-tv2ic 10 ай бұрын
ଓଡିଶା ର ସବୁ ପୋଲିସ ଏହିଭଳି,
@littlequeenrakhi
@littlequeenrakhi Ай бұрын
Very nice disistion thanks 🙏🙏🙏🙏🙏 ପ୍ରଶାସନ
@joginathpanda8836
@joginathpanda8836 10 ай бұрын
Govt gunda
@somanathsonusahoo2205
@somanathsonusahoo2205 10 ай бұрын
Sala chora police
@maheswardas1034
@maheswardas1034 Ай бұрын
ଏହି ଭଳି ବ୍ୟବହାର ପ୍ରାୟ ପୁଲିସ ବାବୁ ଙ୍କର ହୋଇଯାଇଛି
@rupeshmohanty8
@rupeshmohanty8 10 ай бұрын
ଏମିତି ବାବୁ ମାନେ ସାରା ଓଡିଶା ଆଓ ଅମା ଦେଶ ସାରା ଅଛନ୍ତି.. Police Reforms needed.. Police ଅମା କୁ ସୁରକ୍ଷା ଦେବା ଲାଗି ଅଛନ୍ତି ନା କି ଡରେଇଵା ଧାମେକେଇବା ଲାଗି
@prasantakumaracharya7979
@prasantakumaracharya7979 10 ай бұрын
5T Police
@pinkubh0i752
@pinkubh0i752 10 ай бұрын
Good 🎉
@lakshmimaharana1962
@lakshmimaharana1962 9 ай бұрын
ଏମାନଙ୍କ ପାଇଁ ନିର୍ଦୋଷ ମାନେ ଦଣ୍ଡ ପାଉଛନ୍ତି
@gcbmotivation5179
@gcbmotivation5179 10 ай бұрын
ନବୀନ ପଟ୍ଟନାୟକ ଚଉକି ଛାଡ... ଓଡିଶାବାସୀ କଲେଣି ଦାନ୍ତ କଡମଡ
@krutibaspolai7764
@krutibaspolai7764 10 ай бұрын
Should be dismissed to this type of officer
@akpanda833
@akpanda833 10 ай бұрын
This is real story of Odisha ?
@amentertainment6998
@amentertainment6998 28 күн бұрын
ଏ ପୋଲିସ୍ କୁ ଚକିରିରୁ ବହିଷ୍କାର କରାଯାଉ
@dharmendrabehera6743
@dharmendrabehera6743 10 ай бұрын
Amo Odisha No1
@thirdeye9492
@thirdeye9492 10 ай бұрын
That's like a good police....😢😢😢😢Be friendly with police... Pulice Mantri should award 🤪🤪😂
@crazyyyy-cp5ih
@crazyyyy-cp5ih 10 ай бұрын
E bhali useless ku ,dismis Kariba akatha ,but 5T Govt
@sukantakumarjena9046
@sukantakumarjena9046 Ай бұрын
ଅଯୋଗ୍ୟ ପୋଲିସ ଆକୁ ବହିଷ୍କାର କରିବା ଉଚିତ୍।
@raghunathdehury3322
@raghunathdehury3322 10 күн бұрын
ଏମିତି ପୋଲିସକୁ ବଜାର ଉପରେ ହାଣ ବୟବହାର ଜାଣିନି
@gouriprasadpatra6208
@gouriprasadpatra6208 10 ай бұрын
Such rogue police should be dismissed. It should be an example for others.
@debasisbag7099
@debasisbag7099 10 ай бұрын
its not his first time 😂
@rupeshmohanty8
@rupeshmohanty8 10 ай бұрын
Termination rule kn govt service re naheen ki? Suspension order kn ao kaheenki..?
@SupravaJena-fb9mc
@SupravaJena-fb9mc 4 ай бұрын
​@@rupeshmohanty8⁹⁰
@bhaskarpuhan2248
@bhaskarpuhan2248 10 ай бұрын
Truth may not be soothing all the time. These incidents are not uncommon.
@rupshinghrupshingh4877
@rupshinghrupshingh4877 4 ай бұрын
ପୋଲିସ୍ ଚୁତିୟା ପୁଲିସ୍ ଟା ବେ ଏମିତି ପୋଲିସ୍ ଓଡିଶାରେ ନବୀନ୍ ବାବୁ ଦେଖ
@ourteamoursuccess304
@ourteamoursuccess304 4 ай бұрын
ପୋଲିସ ଅଧିକାରୀଙ୍କୁ ଏ ପାୱାର କିଏ ଦେଲା , ଯେ ଜନତାଙ୍କ ସହିତ କେମିତି କଥା ବାର୍ତ୍ତା କରନ୍ତି ଜାଣି ନାହାନ୍ତି ସେ ପୁଣି ଜନତାଙ୍କର ସୁରକ୍ଷା କରିବେ.... କଣ ପାଟି ପାୱାର ଦେଖାଉଛ।।
@LonelyMahis143
@LonelyMahis143 10 ай бұрын
A sub-inspector only a type ra behaviour karanti nahi 90 percentage sub-inspector a valia misbehave karanti
@brajakishorepadhi4022
@brajakishorepadhi4022 10 ай бұрын
Yehi bhali police.. Police nama re kalanka...
@babulapatiarbabulapatiar8338
@babulapatiarbabulapatiar8338 10 ай бұрын
ଚାକିରି ବାହାର କରିଦିଅ ଏହି ଭଳି ପୁଲିସ୍ ଆମର ଦରକାର ନାହିଁ ସ୍ବାଧୀନତା 77 ବର୍ଷ ରେ ସ୍ବାଧୀନତା ପାଇନି ଆମ ଓଡିଶା ତୁରନ୍ତ ବାହାର କର କର୍ମ ଫଳ ଦିଅ ପୁଲିସ୍ ବିଭାଗରେ କମ ଟାଉଟର ଅଛନ୍ତି ସେଇ ମାନେ କୁ ଆଗ ବାହାର କର
@prasannamansingh3597
@prasannamansingh3597 10 ай бұрын
ଏପୋଲିସ କଣଗଭ୍ରନର ଏମାନେ ନିଜକୁକଣ ବୋଲିଭାବୁଛନ୍ତି
@ranjitkumarnicesongsahoo1387
@ranjitkumarnicesongsahoo1387 10 ай бұрын
Jaldi arrest kara si ku cast Prema dekhuchi
@PabitraSandhyaVlog
@PabitraSandhyaVlog 10 ай бұрын
Bahut police emiti hauchhanti khallikote ganjam re bi gote budhi ku bahut hairana karuchhanti police
@bibhuprakashlimma6872
@bibhuprakashlimma6872 24 күн бұрын
ପୋଲିସ ଗାଳି କରିବା, ଅକାରଣରେ ମାରିବା, ଏହା ତ ସାଧାରଣ କଥା। ଏ କଥା କାହାକୁ ନୂଆ ଲାଗୁଛି? ଏହା ହିଁ ଆମ ଗଣତନ୍ତ୍ରର ସ୍ୱାଧୀନତା।
@NiranjanMati
@NiranjanMati Ай бұрын
Very good disition taken udayanatha panda sir thank you ❤
@kalpatarudash2770
@kalpatarudash2770 10 ай бұрын
College hero Bhai laguchhi. Haramiku lazya laguni.
@nrusinghaprasaddash9233
@nrusinghaprasaddash9233 10 ай бұрын
କୋଟା ରେ ଚାକିରୀ ପାଇଚି 😂😂 ଖରାପ୍ ଭାଷା ରେ ଗାଳି କରିବନି ତ କଣ କରିବ
@BhagabanBag-ug6yx
@BhagabanBag-ug6yx 27 күн бұрын
ଏ ସାଷନ ବିଜେପିର ବିଜେଡ଼ି ର ନୁହେଁ ଖେଦ ସବୁ ଅଫିସସରକୁ ନୁଆ ଚାକିରି ଦୀଅ
@nilludash741
@nilludash741 16 күн бұрын
ମାଗିହା ପୋଲିସ ତାଙ୍କ ମା ମାନଙ୍କୁ ଗିହ
@trinathsinghmahapatra5032
@trinathsinghmahapatra5032 Ай бұрын
ହରାମି police ବହିଷ୍କାର କର ଗରମ ଛାଡିବ
@user-jt1tk9fd1i
@user-jt1tk9fd1i Ай бұрын
ଏଥିପାଇଁ ପୋଲିସ ବାବୁଙକୁ ଅବସର ପରେ ଲୋକେ ପଚାରନତି ନାହିଁ ।ଦେଖିଲେ ମୁହଁ ମୋଡ଼ି ଚାଲି ଯାଆନ୍ତି ।
@pramodbisoyi3332
@pramodbisoyi3332 10 ай бұрын
ଶଳାଟାକୁ ପେଲି ଦିଅ ରେ.... ତା ପୋଲିସ ପଣିଆ ଛାଡ଼ିଯିବ
@arjunbhabanapresence8375
@arjunbhabanapresence8375 4 ай бұрын
ଏ SI ର ଯୋଗ୍ୟତା ସେଇୟା l public servant ହେଇ ଏମିତି କଥାବାର୍ତ୍ତା କରିବ l ଏବେ ଘରେ ବସି ଗାଳି କରୁଥା
@robinpanigrahi
@robinpanigrahi 10 ай бұрын
Good....everyone should beheave in a proper manner.
@user-js3ud1ku9w
@user-js3ud1ku9w Ай бұрын
ଏଭଳି କେତୋଟି ପୋଲିସ୍ ପୋଷାକ ପିନ୍ଧି ପଶୁବଳି ଆଇନ୍ କାନୁନ୍ ସେମାନଙ୍କ ହାତରେ ଦେବା ଭୁଲ୍ ଏ ମାଘିଆ କୁ ଭୁବନେଶ୍ଵର ସହରରେ ଲଣ୍ଡା କରି ଚୂନ କାଳି ଲଗାଇ ବୁଲାଇ ବା ପରେ ତଙ୍କୁ ଆରେଷ୍ଠ କରି ହାଣିଛନ୍ତି କେତେ ଲୋକଙ୍କୁ ଏହାର ତଦନ୍ତ କରାଯିବା ଦରକାର
@studywithnayak6590
@studywithnayak6590 10 ай бұрын
Emitia police loka nku dept. ru dismis kariba katha.....khali suspend karidele kichhi farak nahi.....4 months pare again join kari dept. re rahi funi crime badheiba.....so,He should be dismissed 😮
@RinkiMahakul-jp5zr
@RinkiMahakul-jp5zr 10 ай бұрын
Vala heichi thanks 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@dipudas7449
@dipudas7449 10 ай бұрын
ପୋଲିସ ମା ନେ ଖଳ ନାୟକ ହେଲାଣି vala heichi
@deepakbaliarsingh1065
@deepakbaliarsingh1065 10 ай бұрын
କେବଳ ଲାଞ୍ଚ ନେବା ଛଡ଼ା କିଛି କାମ କରୁନାହାନ୍ତି।
@ajayakumarbagha5685
@ajayakumarbagha5685 4 ай бұрын
Bahuta badhia
@RabiKumar-ru3cj
@RabiKumar-ru3cj Ай бұрын
ବିଜୁବାବୁ କହୁଥିଲେ ରାଜନୀତୀ ରେ ମୋର କେହି ଉତରଅଧିକାରୀ ନାହାନ୍ତି,କିନ୍ତୁ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକ ଙ୍କ ପରେ ମୂଖ୍ଯମନ୍ତ୍ରୀ ହେଲେ,ଏବେ ନବୀନ ବାବୁ କହୁଛନ୍ତି ମୋର କେହି ଉତରଅଧିକାରୀ ନାହାନ୍ତି , ସୋସିଆଲ ମିଡିଆରେ ପାଣ୍ଡିଆନଙ୍କ ର ବିଷୟରେ ଅନେକ ଖବର ପ୍ରସାରଣ ହେଲା ଏବଂ ଶେଷ ପ୍ରର୍ଯ୍ୟାୟ ଭୋଟ ଥିବାରୁ ନବୀନ ବାବୁ ମିଡିଆ ଆଗରେ ଆସି ମୁ ସୁସ୍ଥ ଅଛି ,ମୋର କେହି ଉତରଅଧିକାରୀ ନାହାନ୍ତି କହିଲେ ,ନବୀନ ବାବୁ ଯଦି ସୁସ୍ଥ ଅଛନ୍ତି ,ତାଙ୍କର ଉତରଅଧିକାରୀ ନାହାନ୍ତି, ତାହେଲେ କାହିକି ପାଣ୍ଡିଆନ ଓଡିଶା ସାରା ବିଜେଡି ପାଇଁ ପ୍ରଚାର କରୁଛନ୍ତି 🙏
@alokkumarpanda7262
@alokkumarpanda7262 10 ай бұрын
ଏ ଶଳାକୁ ମାଲକାନଗିରି ପଠାଯାଉ l
@Skgbul470
@Skgbul470 5 ай бұрын
Subinspecter ଟା ନିଶ୍ଚୟ ST କିମ୍ବା SC ହେଇ ଥିବ,
@kumarasis5388
@kumarasis5388 Ай бұрын
ନିଲମ୍ବନ କଲେ କଣ ହେବ,ଚାକିରି ରୁ ବରଖାସ୍ତ କରି ଜେଲ୍ ପଠାଇବା ଆବଶ୍ୟକ
@ranjanmohanty9098
@ranjanmohanty9098 12 күн бұрын
ଏ ସଳା ମାନଙ୍କୁ ଚପଲରେ ପିଟିବା ଦରକାର୍
@bhagabanpradhan7500
@bhagabanpradhan7500 10 ай бұрын
ଏସ ପି ସାର୍ ଠିକ୍ ପଦକ୍ଷେପ ନେଇଛନ୍ତି
@dibyanshubehera9886
@dibyanshubehera9886 9 ай бұрын
ଏ ଭଳି ପୋଲିସ କୁ ସସ୍ପେଣ୍ଟ କରା ଯାଉ 6 ବର୍ଷ ଜେଲ
@harisbehera3946
@harisbehera3946 18 күн бұрын
Very nice goood
@user-yo2gg3qy1w
@user-yo2gg3qy1w Ай бұрын
Thanks SP Sir
Conversation Of Constable Who Taken Bribe
7:29
Kanak News
Рет қаралды 1,9 МЛН
Самое Романтичное Видео ❤️
00:16
Глеб Рандалайнен
Рет қаралды 4,7 МЛН
МАМА И STANDOFF 2 😳 !FAKE GUN! #shorts
00:34
INNA SERG
Рет қаралды 4,8 МЛН
ИРИНА КАЙРАТОВНА - АЙДАХАР (БЕКА) [MV]
02:51
ГОСТ ENTERTAINMENT
Рет қаралды 14 МЛН
KANAK TV NEWS HOUR POLICE RA ASSAL CEHERA 061214
51:16
Kanak News
Рет қаралды 206 М.
'5 Major proposals get Odisha cabinet approval' | Nandighosha TV
13:25
କବଜାରେ ଥାନା...
28:34
Argus News
Рет қаралды 546 М.
Самое Романтичное Видео ❤️
00:16
Глеб Рандалайнен
Рет қаралды 4,7 МЛН