ମୋହନ ସରକାର କିଛି କାମକୁ ନୁହେଁ ଖାଲି ସୋ କରୁଛନ୍ତି...

  Рет қаралды 88,650

Reo News

Reo News

22 күн бұрын

ମୋହନ ସରକାର କିଛି କାମକୁ ନୁହେଁ ଖାଲି ସୋ କରୁଛନ୍ତି...#odishapolitics #politicalnews #mohanmajhi #chiefminister #narendramodi #mohancharanmajhi #politicalstory #rally #asakarmi #salary #salaryincrease #hospital #job #requirements #joboffers #newsupdate #trendingnews #latestnews #reonews #odishanews #Odianews #livenews #odishanews #Odiasamachar
REO NEWS ଚ୍ୟାନେଲ ଓଡିଶା ର 4.5 କୋଟି ଜନତା ଙ୍କ ସମସ୍ୟା କୁ ଲୋକଲୋଚନ କୁ ଆଣିବା ସହ ନିରପେକ୍ଷ, ନିଛକ ସତ୍ୟ ଏବଂ ତଥ୍ୟ ଭିତ୍ତିକ ଖବର ପ୍ରକାଶ କରିଆସୁଛି। ଏହା ସହିତ ବିଭିନ୍ନ କାର୍ଯ୍ୟକ୍ରମ ଦ୍ବାରା ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ରେ ସବୁଠାରୁ ଲୋକପ୍ରିୟ ହୋଇପାରିଛି।
REO NEWS brings all the latest headlines and news stories to satisfy the demands of high-rise favorites of Odisha audiences. Please follow up to watch live and breaking news.
✅ Visit us Our Website: reonews.in/
Connect with us at our social media handles:
➡ KZfaq:
/ @reonews
➡ Facebook: / reo-n. .
➡ Instagram: / reonews24

Пікірлер: 259
@gundichagundicha7905
@gundichagundicha7905 14 күн бұрын
ମହାଠକସରକାର
@Pintupuspalifestyle
@Pintupuspalifestyle 14 күн бұрын
ମୁଁ କହୁଛି ଓଡ଼ିଶା ରେ ଯେତେ ଯୁବକ ଯୁବତୀ ଅଛନ୍ତି ସମସ୍ତଙ୍କୁ କାମ ଦିଆଯାଉ ।
@lilianaik5756
@lilianaik5756 14 күн бұрын
ଶିକ୍ଷା ଗତ ଜଗ୍ୟତା ରହିବା ଆବଶ୍ୟକ ଆଶା କର୍ମୀ ମାନଙ୍କୁ ପରୀକ୍ଷା କରାଯାଉ 😩
@ranjitkumarsbr5759
@ranjitkumarsbr5759 14 күн бұрын
ଏତେ ବର୍ଷ ହେଲା ଦରମା ନାହିଁ ତ କଉ ବାଳ କୁ କାମ କରୁଛ
@premanandaparida-ln5tx
@premanandaparida-ln5tx 14 күн бұрын
ଆଶା କୁ ଅସି ହଜାର ଦିଆଯାଉ ଦରମା ସିରିଞ୍ଜ ଧରି ଆସିବନି
@basantasahoo425
@basantasahoo425 Күн бұрын
କିଛି ଦିଅନ୍ତୁ ନାହିଁ ଏମାନଙ୍କୁ ବହୁତ ଠକୁଛନ୍ତି , ଲୁଗା ପଇସା ଡାକ୍ତରଙ୍କୁ ଲାଞ୍ଚ ଦେବା ଏଇ ମାନେ ଶିକ୍ଷା ଦେଉଛନ୍ତି
@user-tk9cw3ws3p
@user-tk9cw3ws3p 14 күн бұрын
ଆସା କ୍ରମି ମାନେ କେତେ ବର୍ଷ ହେଲାଣି କାମ କରିଆସିଛନ୍ତି ମୋହନ ସାର୍ କୁ ଗୋଟେ ମାସ ବି ହେଇନି ଆଉ ନବିନ ତ ୨୪ ବର୍ଷ ମନ୍ତ୍ରୀ ଥିଲେ ସେତେ ବେଳେ ଆସା କ୍ରମି ମାନେ ୨୬ ହଜାର ଟଙ୍କା ମାଗିନଥିଲୋ କ'ଣ ପାଇଁ ଖାଲି ତୁମୋନଙ୍କୁ ଟଙ୍କା ଦରକାର କାମୋତ କିଛି ନାହିଁ
@rasanandasethy
@rasanandasethy 14 күн бұрын
କମ ପଇସାରେ କାମ କରୁଥିଲ କାହିଁକି ଗାଆଁ ଗହଳିରେ ଆଶା ଦିଦି ମାନେ ମାନୁନାହତି
@kanhudas3308
@kanhudas3308 14 күн бұрын
କି ଚାହୁଁଥିଲ ପରିବର୍ତନ ଡବଲ ନାହିଁ ମୋ ମାଉସୀ ତ୍ରିପୁଲ ଦବ ଗୋ ଟିକେ ସମୟ କୁ ଅପଖ୍ୟା କୋର 🤣🤣
@JyotiNag-4445
@JyotiNag-4445 14 күн бұрын
ଦରମା ମିଳୁନି ହେଲେ କଣ ପାଇ ଖଟୁଚୁ ରେଜନ ଦେଇ ଦେ
@brajeswarisingh909
@brajeswarisingh909 14 күн бұрын
ତମେ ହେଉନ ମୁଖ୍ୟମନ୍ତ୍ରୀ 🙏
@santoshnanda8793
@santoshnanda8793 14 күн бұрын
Good Government Mohan Sarkar , Slow and steady wind the race , Tuma Manku kichi milibar nahi
@chittaranjandas5018
@chittaranjandas5018 14 күн бұрын
BJD ku vote dei 24 barsa kichhi helani sabu currption kari khaigala BJP one month hela asichhi 5years wait kara dekhiba kana heuchhi
@lilianaik5756
@lilianaik5756 14 күн бұрын
ଆଶା ମାନେ 60000 ହେଲେ ଖୁସି ତ
@durgeshpatra4498
@durgeshpatra4498 14 күн бұрын
ଯାହା ହେଉ ଦିଦି ବହୁତ ଭଲ କାମ କରିଛ
@user-sf2rn3ts1i
@user-sf2rn3ts1i 14 күн бұрын
ତୁମେ ସରକାର ଙ୍କର କିଛି କରିପାରିବନାହିଁ
@lilianaik5756
@lilianaik5756 14 күн бұрын
କିଛି କରିବେ ନାହିଁ ଦେଖ କେମିତି ଫେକୁ ବାବୁ ଫେକି ଫେକି ଭୋଟ ନେଲେ ଆହୁରି ଫେକି କି ରଙ୍ଗ ମାରି 5ବର୍ଷ କାଟି ଦେବେ 😩
@amarbag5933
@amarbag5933 14 күн бұрын
ଦୁଇ ମାସରେ ଯଦି ଅଧିକ ରୁ ଅଧିକ କାମ କରି ଦିଏ BJP ଆଉ ଚାରି ବର୍ଷ ଦସ ମାସ କୋଉ କାମ କରିବ ନା ଚିଟ୍ ଫଣ୍ଡ ଭଳି ଟଙ୍କା ଲୋଟିବ । ଯୋଉ ମେଘ ଗରଜେ ବରଷେ ନାହିଁ
@birajrout7432
@birajrout7432 14 күн бұрын
କିଛି କରାଯିବନି ତମେ ମାନେ BJP କୁ ଭୋଟ ଦେବ ଯିଏ ହିନ୍ଦୁ ନୁହେଁ ସିଏ BJP କୁ ଭୋଟ ଦେବନି ତମେ ନଦେବ ମାନେ ତମେ ବିଧର୍ମି
@ChudamaniNaik-q3f
@ChudamaniNaik-q3f 14 күн бұрын
Good kahuchhanti asha didi😊
НЫСАНА КОНЦЕРТ 2024
2:26:34
Нысана театры
Рет қаралды 1,1 МЛН
Задержи дыхание дольше всех!
00:42
Аришнев
Рет қаралды 3,6 МЛН
Jayshree Patra Targeted BJP || ONA KHABAR ||
4:45
ONA Khabar
Рет қаралды 102 М.