No video

ଆମେ ଜଗନ୍ନାଥଙ୍କ ସେବକ ଚୋର ନୁଁହ || We Are Servitors Of Lord Jagannath Not Thieves || Kanak News Digital

  Рет қаралды 294,492

Kanak News Digital

Kanak News Digital

Күн бұрын

Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Stay tuned to get 24/7 news updates from Kanak News Live.
For latest Odisha News Follow Kanak News:
Visit: kanaknews.com/
Watch Live: www.youtube.co...
KZfaq: / kanaknewsdigital
Twitter: / kanak_news
Facebook: / kanaknews
#KanakNewsDigital #SunaBesh #JagannathTemple

Пікірлер: 1 200
@jayantakumardas8883
@jayantakumardas8883 Ай бұрын
ମୁଁ ମାନୁଛି ତମେ ଚୋର ନୁହଁ କିନ୍ତୁ ବଡ଼ ବଡ଼ ଡକାୟତ।😁😁😁
@LokanathaSuar
@LokanathaSuar Ай бұрын
ତମ ଘରୁ ନେଇଗଲେ
@user-bl2my1ij4x
@user-bl2my1ij4x Ай бұрын
😅
@BikartanDalei
@BikartanDalei Ай бұрын
Right 😂
@sibasisnayak-qp8dy
@sibasisnayak-qp8dy Ай бұрын
Right
@anandamohakuda4943
@anandamohakuda4943 Ай бұрын
😅😅
@vlogging602
@vlogging602 Ай бұрын
ସେବାୟତ ମାନଙ୍କ ପାଖରେ ଏତେ ଆହାଙ୍କର ଗର୍ଵ ପ୍ରଭୁ ଜଗନ୍ନାଥ କେମିତି ସହୁଛନ୍ଥି
@prasantgautam6366
@prasantgautam6366 5 күн бұрын
Tu salti jaunu jagaku tike bala deidebu
@nikunjaswar3313
@nikunjaswar3313 Ай бұрын
ଯଦି ଆପଣମାନେ ମନ୍ଦିର ପରିସରରେ ଭକ୍ତମାନଙ୍କୁ ଟିକେ ଭଲ ବ୍ୟବହାର ଦେଖେଇଥାନ୍ତେ ତା ହେଲେ ଭକ୍ତ ମାନେ ଠାକୁର ଙ୍କୁ ଦର୍ଶନ କରି ଖୁସିମନ ରେ ଫେରିଆସିଥାନ୍ତେ। ପ୍ରାୟ ଲୋକ ଖରାପ ବ୍ଯବହାର କୁ ସାମ୍ନାକରି ଆସିଥାନ୍ତି। ଏ କଣ ଆମ ବଡ଼ ଠାକୁର କହିଛନ୍ତି। ତୁମେ ପରା ବଡ଼ ଦେଉଳ ର ବଡ଼ ଠାକୁର ଙ୍କ ପୂଜକ ବୋଲି କୁହ। ପ୍ରଶାସନ ଏଥିପ୍ରତି ଟିକେ ଧ୍ୟାନ ଦେଇଥିଲେ ଟିକେ ଭଲ ହୁଅନ୍ତା। ସତେ ଯେମିତି ନିଜ ବାପା ଜାଗା...ଭଳି ବ୍ୟବହାର ଦେଖେଇଥାନ୍ତି
@M-ek8pr
@M-ek8pr Ай бұрын
ପୁରୀ ଗଜପତି ମହାରାଜ ହେଉଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ଆଦ୍ୟ ସେବକ,ସିଏ କେବେ ଏତେ ସୁନା ପିନ୍ଧି ବାହାରିବା ଦେଖି ନାହିଁ !!!...
@prakashbaral7568
@prakashbaral7568 Ай бұрын
@@M-ek8pr are you absolutely correct.
@rahulpolei4102
@rahulpolei4102 Ай бұрын
ମୋହା ପଇସାଲୋ ଭିଲୋକମାନକୁ ଠକୁଥିବା ନଜର ଅଛି
@user-fb8fb5qc2n
@user-fb8fb5qc2n Ай бұрын
ଏହି ମାନେ ଲୁଟେରା।ଜଗନ୍ନାଥ ଙ୍କୁ କେନ୍ଦ୍ର କରିଏମାନେ ଓଡ଼ିଶାକୁ ଥକୁ ଛନ୍ତି।
@Humanity299
@Humanity299 Ай бұрын
ପ୍ରମାଣ ନ ଥାଇ କଥା କୁହନ୍ତି କି
@user-uw9kp6jj8x
@user-uw9kp6jj8x Ай бұрын
Re magia tate lutithile balaku phar phar hana
@MRINDIA-sf3tk
@MRINDIA-sf3tk Ай бұрын
​@@Humanity299Tu kain pramana nabu tu kie ki ?
@sukantakumarsahoo9340
@sukantakumarsahoo9340 Ай бұрын
Very truth
@sudarsanbehera4884
@sudarsanbehera4884 Ай бұрын
ରାମାୟଣରେ ସୀତାଙ୍କ ସୁର୍ବଣ୍ଣ ସାଢୀର ପଣତ କାନି ଚୋରୀ କରୀ କାଟିଥିଲେ ବ୍ରାହ୍ମଣ ପ୍ରମାଣ ଅଛି ଯାହା ହଉ ଏବେ ବଦଳୀ ଯାଇଛନ୍ତି । ଚୋରୀ ସୁନା ହୋଇଥିଲେ ଦେଖେଇ ସର୍ବସାଧାରଣରେ ପିନ୍ଧି ପାରିବେନୀ କଥାରେ ଅଛି'।ଘୁଷୁରୀ ପ୍ରକୃତି ପଙ୍କେ ଲୋଟାଇ ମଣିଷ ପ୍ରକୃତି ମଲେତୁଟଇ । ସତରେ ଜଣ ଏମାନେ ବଦଳୀ ଗଲେ ।ସବୁ ସେଇ ଜଗାର ନିଳା
@prakashbaral7568
@prakashbaral7568 Ай бұрын
ସେବକ ଏତେ ଦେଖାଇ ହେବା କ'ଣ ଦରକାର.....????। ସେବକ ର ଅର୍ଥ ସରଳତା, ନମ୍ର, ବିନମ୍ରତା, ଶାଳିନତା, ଭଦ୍ର, ନମନୀୟତା ଏବଂ ସଚ୍ଚୋଟତା । ସେବକ ର ପରିଚୟ ଅଳଙ୍କାର ନୁହଁ, ଅଳଙ୍କାର ଗର୍ବ କୁ ପରିପ୍ରକାଶ କରେ। ସେବକ ପାଖ ରେ କିଛି ବି ନଥିଲେ ମଧ୍ଯ ସେ ସେବକ। ସେବା ହିଁ ତାର ଭଗବାନ ଙ୍କ ଠାରୁ ପରମ ଉପହାର।
@gemphu1234
@gemphu1234 Ай бұрын
Se sebaka. Kehi santha ki sadhu nuhan. Tame et prasna karibaku kie. Kichhi salinata , Santi.. emiti kichhi rule nahin
@bhabishyasiddhant6631
@bhabishyasiddhant6631 Ай бұрын
​Abe murkha, se jau getup re achhi taku kehi sebaka kahibeni. Sebaka sabubele namra aau dekhei hueni. Se sabubele ta sebya ra chinta re thaye. Ei bhalia futania kete ta pain aji jagannath nka Naa kharap hauchi. Eita ta jatra party ra villain bhalia disuchi. Se ki seva Kariba. ​@@gemphu1234
@raveadventure8736
@raveadventure8736 Ай бұрын
​@@gemphu1234ek no choro. Bhagwan nka name re bahe paisa khauchanti
@rashmirekhajena796
@rashmirekhajena796 Ай бұрын
Chor nahoithile ete kemiti pindhichh . Lajja laguni puni bujhi parunahinti.
@Straightalk99
@Straightalk99 Ай бұрын
Chora au kichi nuhe
@yeshsahoo6027
@yeshsahoo6027 Ай бұрын
କେତେ ମାରିକି ରଖିଚ ରେ ପଣ୍ଡା ଦଳ ଲାଗୁଛି ପଣ୍ଡା ଦଳ ସୁନା ବେଶ ହେଉଛନ୍ତି ଏମାନଙ୍କୁ CBI ତଦନ୍ତ କରାଯାଉ
@Localstboy.
@Localstboy. Ай бұрын
Correct bhaiya
@LokanathaSuar
@LokanathaSuar Ай бұрын
ତେଗାଣ୍ଡିରେ ଦମ ଅଛି cbi ପୂରେଇକି କହ
@sanjaybehera5431
@sanjaybehera5431 Ай бұрын
ଭାଇ ଠୀକ୍ କହିଲ
@SudamDas-li9rh
@SudamDas-li9rh Ай бұрын
right sibiae tadanta karu
@himansupatra9717
@himansupatra9717 Ай бұрын
ତିରୁପତି, ବଦ୍ରିନାରାୟଣ, ମଥୁରା, କାଶୀ କୌଣସି ଜାଗାରେ ପଣ୍ଡା ପଢ଼ିହାରୀ ଏମିତି ସୁନା ପିନ୍ଧୁଛନ୍ତି କି? ମନ୍ଦିର ଭିତରେ କିଏ ନା ମୁଁ କଦଳୀ ଖାଇନି ..
@pabitramohandandia274
@pabitramohandandia274 Ай бұрын
Sata katha
@credit-life2001
@credit-life2001 Ай бұрын
ଜଗା ର ସେବକ କିଛି ବିଶେଷତ୍ଵ ରହିବ ତାଙ୍କର ସେବକ ବି ସେତିକି ଧନୀ ❤
@himansupatra9717
@himansupatra9717 Ай бұрын
@@credit-life2001ଆଜ୍ଞା ହଁ ଏହି ସୁନା ପିନ୍ଧି ମେଢ଼ ସାଜି ଥିବା ସବୁ ଅରିଜିନାଲ ବାକି ସବୁ ସେବକ ହେଲେ ସାବତ ମା ର...
@Myjungkook224
@Myjungkook224 Ай бұрын
😅😅
@Myjungkook224
@Myjungkook224 Ай бұрын
Bala
@niranjanroutray7792
@niranjanroutray7792 Ай бұрын
ତୁମେ ଯଦି ଚୋର ନୁହେଁ ତାହେଲେ ଏତେ ମୋଟା ଦାମୀ ଅଳଙ୍କାର ଏବଂ ବଡ଼ ବଡ଼ ମୁଦ୍ରିକା କେଉଁଠାରୁ ଆସିଲା?
@user-uw9kp6jj8x
@user-uw9kp6jj8x Ай бұрын
To bopa magia deithila banduk rau rau hani jaiki tapkhre km kr dkh tm mnk abasta kn bala sevayat loka jdi chidebe magia tme banchiprib
@Flexify007
@Flexify007 Ай бұрын
E sabu purba purusa ru dana alankara
@biswajit750
@biswajit750 Ай бұрын
ତୋର କଣ ଫlଟୁଚି​ କି ରେ @@user-uw9kp6jj8x
@LokanathaSuar
@LokanathaSuar Ай бұрын
ତମ ବାବା ଙ୍କର
@LokanathaSuar
@LokanathaSuar Ай бұрын
@@niranjanroutray7792 ତେବୋଉ କୁ ପଚାର କଉଟୁ ଆସିଲା
@Babaphakiryoutube
@Babaphakiryoutube Ай бұрын
ଏତେ ସୁନା ଅଳଙ୍କାର ରତ୍ନ ଭଣ୍ଡାର ରୁ ଚୋରୀ କରିଛନ୍ତି ସେବାୟତ ବଡ଼ ଚୋର
@radhakantachhatria2409
@radhakantachhatria2409 Ай бұрын
😂😂😂😂
@LokanathaSuar
@LokanathaSuar Ай бұрын
ତେ ବାବର ନେଇଗଲେ
@DamayantiMajhi-rn3dx
@DamayantiMajhi-rn3dx Ай бұрын
​@@LokanathaSuarto ra kAna asubidha hau chaa sata Katha to kahi le tu kanhi kacha kacha hau chuu
@DamayantiMajhi-rn3dx
@DamayantiMajhi-rn3dx Ай бұрын
Sata Katha kahu chaa you are correct 🎉🎉🎉
@Babaphakiryoutube
@Babaphakiryoutube Ай бұрын
@@DamayantiMajhi-rn3dx TQ 🍫
@shakaharipruthivi8696
@shakaharipruthivi8696 Ай бұрын
ମନ୍ଦିର ରେ ବହୁତ୍ ଧନ ରତ୍ନ ଟଙ୍କା ସୁନା ଅଛି। ଯେଉଁ ମାନେ ପାଖରେ ଅଛନ୍ତି ସେମାନେ ଖୁବ୍ ଧନୀ। ସୁବର୍ଣ୍ଣ ଓ ରତ୍ନ ରେ ମଣ୍ଡିତ। ଠିକ୍ କଥା। ହେଲେ ଏବେ ଠାକୁର କଳ୍କୀ ଅବତାର ରେ ଅଛନ୍ତି। ଯେତେବେଳେ ପାପ , ଅନ୍ୟାୟ,ଅଧର୍ମ, ଅତ୍ୟାଚାର ଚରମ ସୀମାରେ ପହଞ୍ଚି ସାରିଛି ସେତେବେଳେ ବନ୍ୟା, ବାତ୍ୟା, ଭୂକମ୍ପ,ମହାମାରୀ, ଯୁଦ୍ଧ,, ଅକାଳ ମୃତ୍ୟୁ, ଦୈବୀ ଦୁର୍ଘଟଣା, ଜୀବ ମାନଙ୍କ ଆକ୍ରମଣ, ମରୁଡି ,ମହରଗ, ଅଶାନ୍ତି, ଅହଙ୍କାର ଓ ଅଜ୍ଞାନତା ବଢ଼ି ଥାଏ। ଗୋଟେ ଯୁଦ୍ଧ ଓ ସାତ ଦିନ ର ପ୍ରଳୟ ହେବ। ତା ପରେ ଟଙ୍କା ସୁନା ରତ୍ନ ଭଣ୍ଡାର ପଡ଼ିଥିବ । ଲୋକ ଗୋଟେଇବେ ନାହିଁ। ମହାପୁରୁଷ ଙ୍କ କଥା ଅନ୍ୟଥା ହେବ ନାହିଁ। ଏବେ ଯାହା ପାଖରେ ଉଡାଜାହାଜ କି ହେଲିକେପ୍ଟର ଅଛି ତାଙ୍କୁ ଧନୀ କୁହା ଯାଏ। କାରଣ ଅନ୍ୟ ମାନେ ମାଟିରେ ଥିଲା ବେଳେ ଶୂନ୍ୟ ରେ ଧନୀ ଉଡ଼ି ମଜା ନେଉଥାଏ। ଏ ହେଉଛି ବସ୍ତୁ ର ସୁଖ। ବାସ୍ତବ ସୁଖ ପାଇଁ ଈଶ୍ୱର ଲୋଡା ହୁଅନ୍ତି। ସେ କଳ୍କୀ ଅବତାର ବୋଲି କଥାରେ କହନ୍ତି। କେତେ ଲୋକଙ୍କ ପାଖରେ ସେ ଅନୁଭବ ଅଛି। ଯେ ଠାକୁର ରୂପାନ୍ତରିତ ହୋଇ ଶେଷ ଓ ଶ୍ରେଷ୍ଟ ଅବତାର ହୋଇ ଗଲେଣି। ସଂହାର ସରିଲା ପରେ ସମସ୍ତେ କହିବେ। ସେତେବେଳେ, ରାମାୟଣ,ମହାଭାରତ ପରି କଳ୍କୀ ପୁରାଣ ଶେଷ ଲେଖା ସରି ଥିବ।
@stupidtens
@stupidtens Ай бұрын
ଏ ପୁରୀ ପଣ୍ଡା ସବୁ ଜଗନ୍ନାଥ ଙ୍କ ର ସୁନା ମୁକୁଟ କୁ ଚୋରି କରିକି ଆଣି ପିନ୍ଧୁଛନ୍ତି
@Pzxxxxxx
@Pzxxxxxx Ай бұрын
ସବୁ ଚୋର ମାଗିହେ
@nareshpanda4485
@nareshpanda4485 Ай бұрын
ଲଜ୍ୟା ନାହିଁ ଏମାନଙ୍କୁ. ହଇଓ ତମେ କଣ ଜଗନ୍ନାଥ ଠୁ ବଡ଼.ତମେ ପରା ମହାପ୍ରଭୁ ଙ୍କ ସେବକ. ସେବାରେ ମନବୃତି ନାହିଁ.ଏତେ ଅଳଙ୍କାର ଆଣିଲେ କୋଉଠୁ. ସୁଦାମା ଚରିତ୍ରକୁ ମନେପକାନ୍ତୁ
@manajyotsnanayak8077
@manajyotsnanayak8077 Ай бұрын
Sudama nku bhogoban mitra bhabe grahan korithile. Se angolagi sebaka nothile. Thakuronko nitiniyomo achhi, taku koriba pain sebaka nko abosyoko nischoyo. Se madhya kalia saaaanto nko iichha re hin chalichhi. Jebe saaaaante nije pindhuchhonti sunabeso re tanko seboko kahin pindhibeni. Se puni angolagi seboko. Kalia saaante ee jogota ra korta Amo pain amo Raja se🙏 jagata korta nko seboko bina alonkaro re rohiba anuchit. Seta amo thakuronko pain sobhaniyo nuhno auu uchit b nuhno. Se samastankor thakuro. Tanku buliba pain dekha koriba ta modhyo anuchit.
@nareshpanda4485
@nareshpanda4485 Ай бұрын
@@manajyotsnanayak8077 ଏଇ ସେବକ ମାନେ ଭଗବାନ ଙ୍କ ମିତ୍ର
@ANKITANDJEETLIFESTYLE
@ANKITANDJEETLIFESTYLE Ай бұрын
🙏ଜୟ ଜଗନ୍ନାଥ 🙏 ପୁରୀରେ କେବଳ ପଣ୍ଡା ମାନଙ୍କର ରାଜୁତି ଚାଲିଛି .... ସଧାରଣ ଲୋକଙ୍କୁ ଠାରୁ ପଣ୍ଡାମାନେ ଏତେ ଶୋଷଣ କରୁଛନ୍ତି ଯେ ନ କହିବା ଭଲ ।।। ଯିଏ ଯେମିତି କ୍ରମ କରିବ ତା ଫଳ ସେ ନିଷ୍ଟିତ ପାଇବ । ଭଗବାନ ସବୁ ଦେଖୁଛନ୍ତି ତାଙ୍କୁ କିଛି ଅଛପା ନାହିଁ ।
@santoshkumarmishra2620
@santoshkumarmishra2620 Ай бұрын
ଜଗନ୍ନାଥ ଛତିଆ ଚାଲିଗଲେ ଏମାନେ ଖାଇବାକୁ ପାଇବେନି. ଫୁଟାଣି କମିଯିବ. ଟାଙ୍କ ଭାଙ୍ଗିଯବ
@asishkumarnath2754
@asishkumarnath2754 Ай бұрын
ଠିକ୍ ଭାଇ🙏🥰🙌
@LokanathaSuar
@LokanathaSuar Ай бұрын
ତୋ ଘରକୁ ନେଇଜା ଜଗନ୍ନାଥ ଙ୍କୁ
@imshree99
@imshree99 Ай бұрын
ତୁମେ ଯଦି ଚୋର ନୁହେଁ ତାହେଲେ ଏତେ ମୋଟା ଦାମୀ ଅଳଙ୍କାର ଏବଂ ବଡ଼ ବଡ଼ ମୁଦ୍ରିକା କେଉଁଠାରୁ ଆସିଲା? ଆମେ ସଧାରଣ ଲୋକେ ଜୀବନ ସାରା ଅର୍ଜନ କରି ବି ଏତିକି କରି ପାରୁନୁ। ହେଲେ ତୁମେ ଜଣେ ସେବକ ହୋଇ ଏତେ ସୁନା ଗହଣା ଆଣିଲେ କେଉଁଠୁ? ତୁମେ ହେଉଛ ଜଣେ ଜଣେ ମହାଠକ ଆଉ ମହାମୁର୍ଖ ଆମକୁ ଧର୍ମ ଓ ଭଗବାନ ନାମରେ ଯୁଗ ଯୁଗ ଧରି ଆମକୁ ଠକି ଚାଲିଛ।
@sunilkumarpatnaik6953
@sunilkumarpatnaik6953 Ай бұрын
Emaney kete Income karanti ? Kete Income Tax diantI ?
@khirabatisanani4319
@khirabatisanani4319 Ай бұрын
Right
@nandakishorepatra6260
@nandakishorepatra6260 Ай бұрын
You are absolutely correct.They are cheating by the name of Jagannath
@snigdhasamantaray5389
@snigdhasamantaray5389 Ай бұрын
Semana nka katha Jagannath bujibe.ame nije akhire dekhine se chori kari bara.kahiba thik nuhen.
@DamayantiMajhi-rn3dx
@DamayantiMajhi-rn3dx Ай бұрын
​@@snigdhasamantaray5389ame jadi sabu jagannath pakhare re chadi Dale haba nahi ama ku b swara uthai baku padi ba gute panda ate suna paila kahu thu gute ias officer to ate suna pindhu ni a kamiti paila 😮😮😮
@sibaprasadabehera5557
@sibaprasadabehera5557 Ай бұрын
ଏମାନଙ୍କର ଜଗନ୍ନାଥ ନାରେ ମିଛ କଥା ସବୁ
@sanjurekhasahu116
@sanjurekhasahu116 Ай бұрын
ଆପଣ ମାନେ ଚୋର ନୁହଁନ୍ତି ନିଶ୍ଚୟ । କିନ୍ତୁ ଆପଣ ମାନେ ନିଶ୍ଚିନ୍ତ ଭାବେ ଅମାନିଆ ଓ ଉଦଣ୍ଡ । ପ୍ରଶାସନର କୌଣସି ନିଷ୍ପତି କୁ ଆନ୍ତରିକତା ସହିତ ମାନନ୍ତି ନାହିଁ । ଅନୁରୋଧ ଟିକିଏ ଭକ୍ତି ଭାବ ନିଜ ଭିତରେ ଜାଗ୍ରତ କରାନ୍ତୁ । ଠାକୁରଙ୍କୁ ତଳେ ପକେଇ ଦେଇ ଓଡ଼ିଆ ଜାତିକୁ ଲଜ୍ଜିତ କରିବାର କାରଣ ହୁଅନ୍ତୁ ନାହିଁ।
@Odishajatra143
@Odishajatra143 Ай бұрын
ଆଜ୍ଞା ଏମାନେ ହେଲେ ଚୋର
@Manojsethy-zv1qx
@Manojsethy-zv1qx Ай бұрын
ଆ ଘରେ ଚଢ଼ାଉ ହେଉ ଏଇଟା ଚୋର ଟା ଜୟ ଜଗନ୍ନାଥ
@sunilkumarpatnaik6953
@sunilkumarpatnaik6953 Ай бұрын
Income Tax kete deuchanti. ...
@stupidtens
@stupidtens Ай бұрын
ରତ୍ନ ଭଣ୍ଡାର ର ପ୍ରକୃତ ତଥ୍ୟ ଲୋକ ଲୋଚନକୁ ଅଣାଯାଉ,କାରଣ ଜଗନ୍ନାଥ ଙ୍କ ଉପରେ କେବଳ ଶଙ୍କରାଚାର୍ଯ୍ୟ,ପୁରୀ ଗଜପତି,ଦଇତାପତି,ପ୍ରଶାସନ,ସେବାୟତ,ମୁଖ୍ୟମନ୍ତ୍ରୀ,ପ୍ରଧାନମନ୍ତ୍ରୀ,ରାଷ୍ଟ୍ରପତି ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ମାନଙ୍କ ର ଅଧିକାର ନାହିଁ,ଯେ ସେମାନେ ଜଗତର ନାଥ ଜଗନ୍ନାଥ ଓ ତାଙ୍କ ସମ୍ପତି କୁ ନିଜର ପୈତୃକ୍ତ ସମ୍ପତି ମନେକରି,ଲୁଚକାଳି ଖେଳିଲା ଭଳିଆ ରତ୍ନ ଭଣ୍ଡାର କୁ ଲୁଟ କରିବେ | ଜଗନ୍ନାଥ ଜଗନ୍ନାଥ | ତେଣୁ ସାରା ବିଶ୍ୱ ଦେଖିବା ଦରକାର ରତ୍ନ ଭଣ୍ଡାର ର ରହସ୍ୟ | Live camera on କରିକି ବିଶ୍ୱକୁ ଦେଖାଅ | ବିଜେପି ସରକାର ଯଦି ସଚୋଟ ଆଉ ଚୋର ନୁହେଁ,ତାହେଲେ,ଏହାହିଁ କରିକି ଦେଖାଅ | ନଚେତ ଅନ୍ତ ରାଷ୍ଟ୍ରୀୟ କୋର୍ଟ କୁ ଯିବାକୁ ଏ ବିଶ୍ୱ ବାସୀ ତିଳେ ମାତ୍ର ପଛ ଘୁଞ୍ଚା ଦେବେନାହିଁ | ଏ ସାରା ବିଶ୍ୱର ମାଲିକ ହେଉଛନ୍ତି ଜଗନ୍ନାଥ,ଏ ସାରା ବିଶ୍ୱବାସୀ ଯାହା ଚାହିଁବେ ତାହା ହିଁ ହେବ | As Per The Jagannath God Theory Act Odisha.
@BIJAYKUMANTU
@BIJAYKUMANTU Ай бұрын
ଏଠି ଦି ମିଠା ଖାଇବାକୁ ମିଲେନି ଦିନକୁ ଲୋକଙ୍କୁ ଆଉ ମଉସା କହୁଛନ୍ତି 250 ଗ୍ରାମ ସୁନା କଣ ପିନ୍ଧି ପାରିବିନି 😢😢😢😢
@user-mn7by7xc3v
@user-mn7by7xc3v Ай бұрын
Thik kahilo bhai
@sudhansujena6588
@sudhansujena6588 Ай бұрын
250 gm gold means 1 crore 87 lakh 50 thousand only
@RoyalGM-P0987
@RoyalGM-P0987 Ай бұрын
ଏତେ ସବୁ ଅଳଙ୍କାର ରତ୍ନ ଭଣ୍ଡାର ରୁ ଲୁଟ୍ କରିକି ପିନ୍ଧିଛି ଚର ସେବାୟତ
@snigdhasamantaray5389
@snigdhasamantaray5389 Ай бұрын
Emiti kuhantuni.semane kichi punya karichanti.sethi pain ta semane Jagannath nka ra pujak.
@user-uw9kp6jj8x
@user-uw9kp6jj8x Ай бұрын
Tu banda khia semne chori kala bele andhar re light dkhauthili mgia puri re je lela khela kruchi sbu sevayat gandimruchnti jaggnath nku dkha jauni tme jaiki mundao
@silentripu2875
@silentripu2875 Ай бұрын
ବାଳ ନା ​@@snigdhasamantaray5389
@swapnasundarswain5211
@swapnasundarswain5211 Ай бұрын
ଆଈ ମା କାହାଣୀ ପରି ଲାଗିଲା ।।।।।।ଆପଣ ଯାହା କହିଲେ ସତ୍ୟ ସତ୍ୟ ତ୍ରିବାର ସତ୍ୟ ସେହି ମହାପ୍ରଭୁ ଜଗନ୍ନାଥ 🙏🙏🙏
@minaketanhans8105
@minaketanhans8105 Ай бұрын
ତୁମେ ସବୁ ପ୍ରତ୍ୟକ୍ଷ ଚୋର । ହେପ୍ରଭୁ ଜଗନ୍ନାଥ ରକ୍ଷାକର ।
@silentripu2875
@silentripu2875 Ай бұрын
ମା ଗିହେ ତୁମକୁ ପୁରୀ ରାଜା ଜଗନ୍ନାଥ ମନ୍ଦିର ପୂଜା ପାଇଁ ରାଜସ୍ଥାନ ରୁ 1000 ବ୍ରାହ୍ମଣ ପରିବାର ଆଣି ଥିଲେ ତମେ କଣ କହୁଚ ଠାକୁର ଙ୍କ ବଂଶଜ
@jibannayak8124
@jibannayak8124 Ай бұрын
Kichhi Janina bhai . Jagannath mandir sevak brahmin nuhanti
@user-vq3mq6ls8y
@user-vq3mq6ls8y Ай бұрын
Ha
@mitamohanty480
@mitamohanty480 Ай бұрын
Haire tu ta besi katha kahuchi Raha raha
@pratapkumarmohanty9899
@pratapkumarmohanty9899 Ай бұрын
ଏ ଶଳା କୁ ଆଗ ବାନ୍ଧିଲେ ସବୁ ଲୁଟେରା ଧାରା ପଡିବେ। ଏ ମାନେ ଜଯମାନମାନଙ୍କୁ ଧମକଚମକ ଦଉଛନ୍ତି ଏତେ ଆମକୁ ଦାନ କର ନ ହେଲେ ତୁମ ବଂଶ ବୁଡ଼ିବ। ଏସବୁ ଲୋକନାଥ ମନ୍ଦିର ରେ ବେଶି ହଉଚି। ଏ ମାନେ ଲୁଟି ଲୁଟି ଗୁଣ୍ଡା ପାଲଟି ଯାଇଛନ୍ତି, ତେଣୁ ସେମାନଙ୍କୁ ଲୁଟିବ କିଏ।
@sasmitamajhi8179
@sasmitamajhi8179 Ай бұрын
ଏମାନେ ଗୁଣ୍ଡା ହିଁ 😂
@abhayajena9099
@abhayajena9099 Ай бұрын
ପୂର୍ଵ ପୁରୁଷ ଚୋରି କରି ରଖିଛନ୍ତି, ମୁଳୁରୁ ପାହାଚ ପାହାଚ, ଯଦି ଆପଣ କି ଆପଣଙ୍କ ପୂର୍ଵ ପୁରୁଷ ଚୋରି କରିଥିବେ ସେ ମହାପ୍ରଭୁ ଜାଣିଥିବେ, ଯଦି କରିନଥିବେ ସେ ମଧ୍ୟ ଜାଣିଥିବେ
@abinashswain5850
@abinashswain5850 Ай бұрын
ଆଜ୍ଞା ପ୍ରଭୁ ଜଗନ୍ନାଥଙ୍କ ପାଖରେ ସବୁ ହିସାବ ଅଛି।
@Nihar523
@Nihar523 Ай бұрын
ମୁସଲମାନ ମାନେ ନେଇନାହାନ୍ତି ଯେ ତମେ ମାନେ ସବୁ ଖାଉଥିବ, ସତ କଣ ସବୁ ଭଗବାନ ଜାଣିଥିବେ 🙏.
@user-ib9ch8kw8t
@user-ib9ch8kw8t Ай бұрын
👍, ଜୟ ଜଗନ୍ନାଥ 🙏
@srustidhardey5817
@srustidhardey5817 Ай бұрын
ପଣ୍ଡା ମାନେ ଭକତ ମଙ୍କୁ ଟଙ୍କା ନିଅ ନି ❤❤ ଖୁସିରେନିଆ
@Mukuniabhinetri1
@Mukuniabhinetri1 Ай бұрын
ବୋହୂ କଷ୍ଟରେ ଧାଡି ରେ ଠିଆ ହୋଇ ମନ୍ଦୀର ଭିତର କୁ ଗଲି , ଜଗନ୍ନାଥ ଙ୍କୁ ମୁଣ୍ଡିଆ ମାରି ଜୁହାର ହେଲା ବେଳକୁ , ମୋ ଡେଣା ଧରି ଉଠେଇ ଦେଲେ , ତୁ ତାକର୍ କଲେ , ଏଇ ପଣ୍ଡା ମାନେ ,କଣ ଏହା ଠିକ୍ ହେଲା ,
@nityashreebehera001
@nityashreebehera001 Ай бұрын
ଯିଏ ଦକ୍ଷିଣା ଦେଲା ଆପଣଙ୍କ ସହିତ ସମ୍ପର୍କ ରଖିଲା ସିଏ ଭକ୍ତ ? ଦକ୍ଷିଣା ନଦେଲେ ଭକ୍ତ ନୁହଁ?? 7:25
@Babaphakiryoutube
@Babaphakiryoutube Ай бұрын
ଦଇତାପତି ମାନେ ପକା ଗାଲୁଆ ଭକ୍ତ ଠାରୁ ଲୁଟ୍ ଏ ସୁନା ଗହଣା
@probot1436
@probot1436 Ай бұрын
Sevak nka SunaBesa
@ମୋହନ_ମାଝୀ
@ମୋହନ_ମାଝୀ Ай бұрын
ମୁଁ ଏହା କହିବା କୁ ଆସିଥିଲି 😂
@gyanaranjandash1207
@gyanaranjandash1207 Ай бұрын
Ha ha ha😅😅
@charanmajhi3770
@charanmajhi3770 Ай бұрын
😂
@sujitpradhan1681
@sujitpradhan1681 Ай бұрын
Right sebayat ❤❤❤❤❤❤ jay jaganath
@SanjayKumar-jz2pg
@SanjayKumar-jz2pg Ай бұрын
ମିଡ଼ିଆ ଆଗରେ ଅଳଙ୍କାର ପିନ୍ଧି ଦେଖେଇ ହେବା କଣ ଦରକାର, ଲୋକ ଚୋର କହିବେନି ଆଉ କଣ କହିବା ଦରକାର
@rajsekharparichha6678
@rajsekharparichha6678 Ай бұрын
No.1 chora..aou dakayat
@kalandimurmu3303
@kalandimurmu3303 Ай бұрын
ଏଇ ବ୍ରାହ୍ମଣ ମାନେ, ରତ୍ନ ଭଣ୍ଡାର ରେ ସପ୍ତ ଫଣା ସାପ ଅଛି, କଙ୍କାଳ ଅଛି, କହି ଲୋକଙ୍କୁ ଡରାଇ ଥାଆନ୍ତି, ଆଉ ନିଜେ ରତ୍ନ ଭଣ୍ଡାର କୁ ଚୋରି କରନ୍ତି।।
@niharranjanmishra217
@niharranjanmishra217 Ай бұрын
Sevayata mane Brahman nuhanti.
@bidyutlatabehera9395
@bidyutlatabehera9395 Ай бұрын
ଆମେ ଜଗନ୍ନାଥ ସେବକ ନୁହଁ... ଚୋର
@jhunilatabahira8056
@jhunilatabahira8056 Ай бұрын
Pure ଚୋର
@a.s.d6643
@a.s.d6643 Ай бұрын
ବିଶ୍ଵାବସୁ ତ ଏମିତି ସୁନା ପିନ୍ଧି ପୂଜା କରୁନଥିଲେ ତଥାପି ଜଗନ୍ନାଥ ସନ୍ତୁଷ୍ଟ ହେଉଥିଲେ କିନ୍ତୁ ଆପଣ ଙ୍କୁ ଦେଖିଲେ ଜଣାପଡୁଛି ଜଗନ୍ନାଥ କିପରି ସନ୍ତୁଷ୍ଟ ହେଉଥିବେ
@dibyaranjanjena3672
@dibyaranjanjena3672 Ай бұрын
Right. Jay jagannath
@bijayakumarpanda7902
@bijayakumarpanda7902 Ай бұрын
ରତ୍ନ ଭଣ୍ଡାର ରୁ ଚୋରୀ ହୋଇଥିବା ରତ୍ନ କୁଆଡେ ଗଲା?
@Priyanka_Chopra401
@Priyanka_Chopra401 Ай бұрын
Dekha jhauni ki amane pora modifie kori pindhichonti
@pintukumar8823
@pintukumar8823 Ай бұрын
ଜୟ ଶ୍ରୀ ଜଗନ୍ନାଥ 🙏🚩🙏 ସବୁ ଖାଲି କରିଦେଇଛନ୍ତି,​@@Priyanka_Chopra401
@dipfragnant
@dipfragnant Ай бұрын
ଯିଏ ଯାହା ଦଉଛି ନଉଛ ନା ଧମକେଇ ନଉଛ। ପୂର୍ବ ପୁରୁଷ ମାନେ ଆଣିଲେ କଉଠୁ। ତମେ ମାନେ ସେବା ନ କଲେ କଣ ପୂଜା ହେବନି। 200 ଗ୍ରାମ ଗୋଟେ ପିଢ଼ି ରେ ହେଲେ 5 ପିଢ଼ି ପାଇଁ 1kg। Tame ପିନ୍ଧି ଥିବା ସୁନା 1kg କି।
@Virago0074
@Virago0074 Ай бұрын
କିଏ କେତେ ସତ କହୁଛି, କିଏ ମିଛ କହି କଥା ଭୁଲଉଚି ସେଇ ସବୁ କଥା ଭଗଵାନ ଜାଣିଛନ୍ତି। ସେ ସମସ୍ତଙ୍କୁ ନିଜ ନିଜର କର୍ମ ର ଫଳ ଦେବେ।
@prasantapatro597
@prasantapatro597 Ай бұрын
ଲୋକ ମାନେ ଜଗନ୍ନାଥକୁଁ ସୁନା ଦିଅନ୍ତି ଏମାନେ ନିଜକୁ ଦେଇଛନ୍ତି ଭାବି ନେଇଯାଆନ୍ତି 😂
@siddhibinayak2662
@siddhibinayak2662 Ай бұрын
ତୁଳସୀ ମାଳି important ନା ସୁନା chain ସେବକ ବେକ ରେ ତୁଳସୀ ମାଳି ଶୋଭା ପାଇବା କଥା ତମେ କାଳିଆ କଥା କମ୍ ଓ ସୁନା କଥା ବେଶି ଭାବୁଥିବ
@Reenabehera0
@Reenabehera0 Ай бұрын
Jay jagannath Jay jagannath Jay jagannath 🙏🏻🙏🏻🙏🏻🙏🏻
@snehalatadalai9135
@snehalatadalai9135 Ай бұрын
ହଁ ତୁମେ ଠକ ଆଉ ଚର
@lachhamanbadajena4966
@lachhamanbadajena4966 Ай бұрын
ଦେଉଳରେ କିଏ ନା ମୁଁ କଦଳି ଖାଉନି
@AlakaSingh-vg6ol
@AlakaSingh-vg6ol Ай бұрын
Jay jagannath
@ashiskumargochhayat7764
@ashiskumargochhayat7764 Ай бұрын
Jay Jagannath
@anantamallick3634
@anantamallick3634 Ай бұрын
ଏହାପର ଜନ୍ମରେ ବିଶ୍ୱସୀ କୁକୁର ଜନ୍ମ ନେବେ
@smrutisethi1406
@smrutisethi1406 Ай бұрын
ମୋତେ ଏତେ ସଫେଇ ଦିଅନା। ତମେ ମାନେ ହିଁ ଜଗନ୍ନାଥଙ୍କ ସୁନା କୁ ଚୋରି କରି modified କରି ପିନ୍ଧିଛ।
@kalandimurmu3303
@kalandimurmu3303 Ай бұрын
ତମେ ବାଳ କି କର୍ମ କରୁଛ, ଖାଲି ମନ୍ଦିର ଭିତରେ ଭକ୍ତ ମାନଙ୍କୁ ହଟଚମଟ କରି ଲୁଟିଛ ,ଏ ସବୁ ଅଧର୍ମ ଭାବେ ଅର୍ଜିଛ। ବେ ନିୟମ ଭାବେ ଏତେ ସୁନା ରଖିଛ ମାନେ ତୁମ ଘର ରେଡ୍ ହୋଇ ତୁମକୁ ସଶ୍ରମ କାରାଦଣ୍ଡ ସହ ଅର୍ଥ ଦଣ୍ଡ, କରିବା ସଂଗେ ସଂଗେ ସମସ୍ତ ଆକାଉଣ୍ଟ ସିଜ୍ କରିବା ଦରକାର।।।
@dks1449
@dks1449 Ай бұрын
ଥରେ ପୁରୀ ଯାଇଥିଲି ସେଠି ଗୋଟିଏ ସେବକ ମୋ ସାଥୀ ଠୁ ୫୦୦ ନେଇଗଲା
@pintukumar8823
@pintukumar8823 Ай бұрын
ଆରେ ଭାଈ ଓଡିଆ 500 ବଙ୍ଗାଳୀ ବା 100000 ଯାଚିକି ଦେଉଛନ୍ତି 😂
@srikanthssss9563
@srikanthssss9563 Ай бұрын
ଜୟ ଶ୍ରୀ ଜଗନ୍ନାଥ, ଆପଣ ଆମ କୁ ବୁଝି ବେ ନାହିଁ ପ୍ରଭୁ, ସେବାୟତ ମାନେ ଏ ତେ ସେମାନେ ଙ୍କ ପାଖରେ ଆସିଲା କେଉଁଠୁ, ଲୁକ ମାନେ ଖାଇ ଵା ପାଉନାହାନ୍ତି, ପ୍ରଭୁ, ସେଥିପାଇଁ କଣ ପ୍ରଭୁ ଓଡିଶା ଗରିବ, ଯାହା ଦେଉଅଛ, ଯାହା କୁ ଦେଉନାହଁ, ପ୍ରଭୁ,
@susantpanda5
@susantpanda5 Ай бұрын
Chaka akhi sabu dekhuchi. Jai Jagganath 🙏
@adityaprasadtripathy8812
@adityaprasadtripathy8812 Ай бұрын
ଏଟା ଅହଙ୍କାର ଏଇଟା ଆସକ୍ତି ଓ ଲୋଭୀ ଜଣେ ବ୍ରାହ୍ମଣ ବିନମ୍ରି, ଧିର ହେବା ଉଚିତ୍
@niharranjanmishra217
@niharranjanmishra217 Ай бұрын
Sevaka mane Brahmana nuhanti. Sevaka seva karanti bhagwan nka ra, Puja karnti nahi. Semane Suara jati
@jibannayak8124
@jibannayak8124 Ай бұрын
​@@niharranjanmishra217brahmin videshi non odia tenu jagannath sebak hei paribeni
@niharranjanmishra217
@niharranjanmishra217 Ай бұрын
​​​@@jibannayak8124 Tu gote uneducated gadha ta.
@manashnayak2794
@manashnayak2794 Ай бұрын
ଏ ଶବକ ସୁନା ପୁଳା ପୁଳା ଲଗେଇଛତି କଉଠୁ ଆଣିଲେ ଥରେ ମିଡ଼ିଆ ଵାଲା ପଚାର 💯ନଂବର ଚୋର 😂😂😂
@pinkupalai8509
@pinkupalai8509 Ай бұрын
All right
@AmiyaMallick-js7qy
@AmiyaMallick-js7qy Ай бұрын
ମହା ପ୍ରଭୁଙ୍କର ସେବକ ଏତେ ରଙ୍ଗିଲା!
@malayapatra9564
@malayapatra9564 Ай бұрын
ମହାପ୍ରଭୁ ଜଗନ୍ନାଥଙ୍କ ସେବକ ମାନେ ଏମାନେ ବି ମହା ପ୍ରଭୁ ଠାକୁରଙ୍କୁ ନାଦାକି ୟାଙ୍କୁ ଡାକିବି
@MRMunda-vt9bm
@MRMunda-vt9bm Ай бұрын
ଠାକୁର ନା ରେ ଖାଲି ଠକି ଚାଲିଛନ୍ତି। ଇଏ ଯେତିକି ସୁନା ପରିଧାନ କରିଛନ୍ତି ଠାକୁର କୁ ସେତିକି ସୁନା ପରିଧାନ କରାଇଛନ୍ତି କି ନାହିଁ ମୁଁ ଦନ୍ଦ ରେ ଅଛି। 🤔
@user-fd7pd7xu3h
@user-fd7pd7xu3h Ай бұрын
Gajapati Maharaj Adya Sebak❤Se Kete Suna ❤Samana HebPindhichhanti❤Jagannath Mahaprabhu ❤Alankar Pidhantiboli❤Tumemane Pindhhi Tankasaha
@SatyaParida-hb6wy
@SatyaParida-hb6wy Ай бұрын
Jaya jagarnath koti koti pranam 🙏🙏🙏🙏🙏🙏🙏🙏🙏🙏🙏🪷🪷🪷🪷🪷🪷🪷🪷🪷🪷🪷🙏🙏🙏🙏
@surendrasenapati3904
@surendrasenapati3904 Ай бұрын
Ama aga jauthulu satbala thik thila❤❤❤❤aba bhasa kharab karu chanti auu lootchanti ❤❤❤
@sanjayakumarbehera5052
@sanjayakumarbehera5052 Ай бұрын
ଯାକୁ ତୁରନ୍ତ ଆରେଟ କରାଯାଉ। ସଵୁ ଏଇମାନେ ଚୋର କରିଛନ୍ତି।
@SashirekhaSahoo-rj1ih
@SashirekhaSahoo-rj1ih Ай бұрын
Jay jagannthanka sebaka vagyare thile mele samatte hoeparibeni ❤yee sebakamane vagabannka ancahoethanti❤❤❤❤❤❤❤❤
@BanshidharAgrawal-oh3qf
@BanshidharAgrawal-oh3qf Ай бұрын
Jagannath jay Karo ,
@sibaprasadabehera5557
@sibaprasadabehera5557 Ай бұрын
ତୁମେ କଣ ଦେବ ସବୁ ଜଗନ୍ନାଥ ଦେବେ
@dashami757
@dashami757 Ай бұрын
ଚୋର କେବେ କହେ ନାହିଁ ମୁଁ ଚୋର
@soumyas1817
@soumyas1817 Ай бұрын
କି ସୁନ୍ଦର ଗପ ଟିଏ । ମନ ମୁଗ୍ଧକର ଆଃ ଆଃ । ତୁମର ପିଢ଼ିକୁ କିଏ ଏତେ ଦେଲା ? ସମୁଦାୟ ସମ୍ପ୍ରଦାୟ କୁ ହିସାବ କଲେ ତାର ହିସାବ ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ସୁନାଠୁ ଟପିଯିବ।👏🏻👏🏻👏🏻
@user-sv5ni9lx2x
@user-sv5ni9lx2x Ай бұрын
କହିଜାଣିଲେ କଥା ସୁନ୍ଦର ଏ ମାନଙ୍କୁ ଲଜ୍ୟା ଲାଗିବାକଥା ବହୁତ ଗର୍ବ ଏ ପଣ୍ଡାମାନଙ୍କର
@subashpraharaj3131
@subashpraharaj3131 Ай бұрын
ଏତେ ସୁନା ଓ ରୂପା କୋଉଠୁ ଆଣିଲ?
@kingrosan676
@kingrosan676 Ай бұрын
ଜଗନ୍ନାଥଙ୍କର ସୁନାବେଶ ନା ତୁମର ସୁନାବେଶ ଜଗନ୍ନାଥଙ୍କର ସୁନା ଚୋରି କରିନାହାଁନ୍ତି ତ
@sarmisthajena8961
@sarmisthajena8961 Ай бұрын
🙏🙏🙏🙏🙏🙏
@rejeshmoharana1561
@rejeshmoharana1561 Ай бұрын
Jay Jagannath Swami
@YTSkrishna
@YTSkrishna Ай бұрын
ଏ ପଣ୍ଡା ମାନଙ୍କ ପାଖରେ ଜଣ ଜଣ ପାଖରେ 5kg ରୁ ଅଧିକ ସୁନା ଥିବ 100% sure
@prashantpatra9883
@prashantpatra9883 Ай бұрын
ଏ ଇ ଟା ଗୋଟେ ଚୋର
@AJITKUMARNAIK-nv7nu
@AJITKUMARNAIK-nv7nu Ай бұрын
Very good
@biswambarnayak361
@biswambarnayak361 Ай бұрын
Jay Shree Jagannath 👏 🙌
@jogendraMajhi-td6rb
@jogendraMajhi-td6rb Ай бұрын
Jay kalki❤ jay kalki❤ jay kalki❤
@swadhinpanda1921
@swadhinpanda1921 Ай бұрын
ଆରେ ତମେ ମାନେ ସେବାୟତଙ୍କ ସୁନା ଦେଖି ରାତିରେ ନିଦ ହଉନି ୧୦୦୦ ବର୍ଷା ବଂଶାନୁ ସେବାପୂଜା ବିଭିନ୍ନ ରାଜା ମହାରାଜା ଯମିଦାର ମନ୍ଦିରକୁ ଦର୍ଶନ ପୁଜା କରିବାକୁ ଆସନ୍ତି ସେମାନେ ଭୂମି ଦାନ ସୁବର୍ନ ଦାନ ଦେଇଥାଆନ୍ତି । ମୋଗଲ ଆକ୍ରମଣ ସମୟରେ ମନ୍ଦିର ଜଗନ୍ନାଥଙ୍କ ସୁରକ୍ଷା ପାଇଁ ସେବାୟତ ମାନେ ଯୁଦ୍ଧ କରି ଥିଲେ ଶ୍ରୀମନ୍ଦିର ଇତିହାସରେ ଲେଖାଅଛି ସେତେବେଳେ ରାଜା ମଧ୍ୟ ସେବାୟତ ପୁରକ୍ତତ କରିଥିଲେ । ବର୍ତ୍ତମାନ ମଧ୍ୟ ବିଭିନ୍ନ ବଡ ବଡ ଶିଳ୍ପପତି ମନେ ବ୍ୟକ୍ତିଗତ ପଣ୍ଡାଙ୍କୁ ଦାନ ଦିଅନ୍ତି । ସେମାନେ ତ ସମସ୍ତଙ୍କ ଆଗରେ ସୁନା ପିନ୍ଦୁଛନ୍ତି । ଏକଥା ଲୁଚା ରୋରା କଥା ଆସିଲା କୁଆଡୁ | କାହାର ଧନ ଦେଖି ଇର୍ଶା କରନ୍ତି |କର୍ମ କର ଶ୍ରୀଜଗନାଥ ମହାଲକ୍ଷୀମାନଙ୍କୁ ପ୍ରାଥନା କର ମୋତେ ତମ ସେବକ ପରିବାରରେ ଜନ୍ମ କର ପ୍ରଭୁ ସେବା କରିବି ସୁନା ପିନ୍ଧିବି | ଜାୟ ଜଗନାଥ
@innovativeartandcraftbyles8942
@innovativeartandcraftbyles8942 Ай бұрын
ଆମେ ଜଗନ୍ନାଥ ଙ୍କୁ ଡେକିବୁ ନା ଏମାନଂକୁ
@kirtansarathi3083
@kirtansarathi3083 Ай бұрын
ଜଣେ ଜଣେ 250ଗ୍ରାମ ଗୋଟିଏ ଘରକୁ ଯଦି 5ଜଣ ଥାଆନ୍ତି ତାହେଲେ କେତେ ହେଲା
@mukti9311
@mukti9311 Ай бұрын
Bhandami. Bhandami, Bhandami.
@subhrajyoti7809
@subhrajyoti7809 Ай бұрын
ଦୟା କରି ରଥ ଉପରେ କେହିବି ରୁହନି 🙏🙏
@narasingha007
@narasingha007 Ай бұрын
ନିରାଟ ସତ କଥା କହିଲ...ତୁମେ ସବୁ ଚୋର ନୁହଁ... ଚାଟୁକାର ସହ ମହା ଡକାୟତ ଗୁଡାକ....
@feelthevibesguys
@feelthevibesguys Ай бұрын
ଜଗନ୍ନାଥଙ୍କ ନାମ ଧରି ୟେ ମାନ ବହେ ଲୁଟ୍ କରୁଛନ୍ତି, ସମସ୍ତଙ୍କୁ ଅନୁରୋଧ ଜଗନ୍ନାଥଙ୍କ ହୁଣ୍ଡିରେ ଦାନ କରନ୍ତୁ। ଏମାନଙ୍କୁ ନାହିଁ।🙏
@sanjuktamohanty7103
@sanjuktamohanty7103 Ай бұрын
ଏଇ ମାନେ ହେଲେ ଲୁଟେରା।ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ପ୍ରଭୁ
@abhayakumar2129
@abhayakumar2129 Ай бұрын
Totally michha
@gpsoty
@gpsoty Ай бұрын
Choro sabu puri panda
@alltipeart09
@alltipeart09 Ай бұрын
ଏ ମାନେ ରାଜା ନା ଭକ୍ତ
@subashayorock4396
@subashayorock4396 Ай бұрын
Tame sabu kotipati arabpati Tama 14purusha khailebi saribani nnaaaa ❤❤❤
@kalandicharan4597
@kalandicharan4597 Ай бұрын
ଚୋର ବୋଉ ବିଆ😂
@chittakunar6549
@chittakunar6549 Ай бұрын
Puri re jete sebayat sabu chora.
@tapankumar3444
@tapankumar3444 Ай бұрын
Jay Jagannath.jay panda mane
@beherac4742
@beherac4742 Ай бұрын
Hau chhada tanka karma tanka ama karma amara sabu bhagaban nka sebaka ...jay Jagannath 🙌🙌🙌🙌
女孩妒忌小丑女? #小丑#shorts
00:34
好人小丑
Рет қаралды 85 МЛН
Incredible Dog Rescues Kittens from Bus - Inspiring Story #shorts
00:18
Fabiosa Best Lifehacks
Рет қаралды 28 МЛН
Zombie Boy Saved My Life 💚
00:29
Alan Chikin Chow
Рет қаралды 28 МЛН
Секрет фокусника! #shorts
00:15
Роман Magic
Рет қаралды 39 МЛН
₹12500 Aid for Landless // New Ration Cards After e-KYC
20:39
OdiaTechBulletin
Рет қаралды 22 М.
女孩妒忌小丑女? #小丑#shorts
00:34
好人小丑
Рет қаралды 85 МЛН