No video

Servitors Maintain Status, Utilize Abundant Gold For Lord's Ornate Purposes

  Рет қаралды 302,778

Kanak News

Kanak News

Күн бұрын

Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.co...
Twitter :- / kanak_news
Telegram :- t.me/kanaknews...
#KanakNews #Odisha #lordjagannath

Пікірлер: 786
@travel_alone756
@travel_alone756 Жыл бұрын
ଭଗବାନ ଙ୍କ ନାମ ନେଇ ପୁରୀ ପଣ୍ଡା ଲୋକ ଙ୍କୁ କେତେ ଲୁଟୁଛନ୍ତି ଲୋକ ଭଲ ସେ ଜାଣନ୍ତି l
@badamashkt8490
@badamashkt8490 Жыл бұрын
Tume ବେଶୀ ଭଲରେ ଜାଣିଛ ଆଉ 😀😀👿
@travel_alone756
@travel_alone756 Жыл бұрын
@@badamashkt8490 ଜାଣିଛି ବୋଲି କହୁଛି ନ ହେଲେ ମୁଁ କାହିଁକି ବା କହି ଥାନ୍ତି l ମୋ ସହ ସେମିତି କିଛି ଘଟଣା ଘଟି ଯାଇଛି ମନ୍ଦିର ଭିତରେ l
@santoshsethi7584
@santoshsethi7584 Жыл бұрын
​@@travel_alone756be
@JitendraKalsai
@JitendraKalsai Жыл бұрын
Sata katha bhagaban nare lutu6anti
@JitendraKalsai
@JitendraKalsai Жыл бұрын
Bramhana jati heu6anti chatha jati
@swapnaranimohanty8500
@swapnaranimohanty8500 Жыл бұрын
ଯେତେ କଳା ଧନ ସୁନାରେ ପରିବର୍ତ୍ତନ ହେଇ ପୁରୀ ପଣ୍ଡା ପାଖକୁ ଯାଉଛି, ସେମାନଙ୍କ ଘର ରେଡ୍ ହେଉ
@suryanarayanpradhan5826
@suryanarayanpradhan5826 Жыл бұрын
Right
@bhagbatpradhan2365
@bhagbatpradhan2365 2 ай бұрын
Right
@Ananta66B
@Ananta66B 2 ай бұрын
Thik
@ccmaster2235
@ccmaster2235 Жыл бұрын
ଏଇଥିପାଇଁ ରତ୍ନ ଭଣ୍ଡାର ଖୋଲା ଜାଉନି। ରତ୍ନ ତ ସବୁ ଆପଣଙ୍କ ପାଖରେ ରତ୍ନ ଭଣ୍ଡାର ରେ ଆଉ କ'ଣ ଥିବ। ହଉ ସବୁ ସେଇ କାଳିଆର ଲୀଳା।... 🙏🙏ସର୍ବ ମଙ୍ଗଳ ଜଗନ୍ନାଥ 🙏🙏...
@dwarikanathbiswal5050
@dwarikanathbiswal5050 Жыл бұрын
It is such that there is a rule in Shree Mandir that whatever object is applied to God, it does not apply for the second time. According to that, if the new jewelery is put on God, then the all giving the old jewelery will share it among themselves.That's why they are talking about opening storehouses. All of them are selfish.
@lizarani7396
@lizarani7396 Жыл бұрын
Ek dum thik
@deepalibiswal4932
@deepalibiswal4932 Жыл бұрын
Thik bhai
@sujitkumarpalei4487
@sujitkumarpalei4487 Жыл бұрын
Ratna bhandara Khali Kari ki nei galeni Sethi pai ratna bhandara khola jau nahi
@jugalmajhi3266
@jugalmajhi3266 7 ай бұрын
ଈଥିର ଲାଗି ratnabhandar ni ଖୋଲବାର ନାଟ କରୁଛି ଠିକ୍ କହେଲ
@runner9997
@runner9997 Жыл бұрын
ନନା ଙ୍କୁ ଅନୁରୋଧ ଏ ସୁନା ତାଙ୍କ ବାପା ଙ୍କ ସମ୍ପତି ନୁହେଁ ଏ ଆମ ଭଗବାନ ଙ୍କ ସମ୍ପତି ତେଣୁ ଏ ସବୁକୁ ପ୍ରଭୁ ଙ୍କୁ ଫେରାଇ ଦିଆଯାଉ
@sridharpatel2459
@sridharpatel2459 Жыл бұрын
ପୁରୀ ର ପଣ୍ଡା ଯେତେକ ଠକ ଏମାନେ ଆର ଜନ୍ମରେ ମଣିଷ ହେବେନାହି
@jogeswabehera9719
@jogeswabehera9719 2 ай бұрын
ପୋକ ହେବେ
@mrniranjan2829
@mrniranjan2829 Жыл бұрын
ମiଘୀୟା ମାନେ ରତ୍ନ ଭଣ୍ଡାର ରୁ ଚୋରେଇ ସବୁ ପିନ୍ଧିଛନ୍ତି ଭୋଗିବ ସବୁ ରହ ମଲାବେଳେ କଣ ନେଇକି ଯିବୁ ସୁନା ଜୟ ଜଗନ୍ନାଥ 🙏🙏🙏🌹🌹
@blackbird9337
@blackbird9337 Жыл бұрын
Peleipua to bopa Chori karideithila ratna bhandara ru
@priyabratamallik3277
@priyabratamallik3277 2 ай бұрын
Au besi dina niuha jaganath sabu dekhuchi kia kn karuchi ta danda alpa dina re miliba puri chadi chali jibe
@unplannedmoody1430
@unplannedmoody1430 2 ай бұрын
Jete jaha hele prabhu nka sebayata jaha karibe karibe se ta prabhu bujhibe
@laxmidhargouda6930
@laxmidhargouda6930 2 ай бұрын
You🙏🙏🙏
@swapnamohanty7027
@swapnamohanty7027 Жыл бұрын
ଜଜମାନ ଦେଉଛନ୍ତି ନା ବାଧ୍ୟ କରି ନେଉଛନ୍ତି 😮😮😮😮 ବୋଲି ସାଧାରଣରେ ଆଲୋଚନା ହେଉଛି
@sushreesangitapanisony4100
@sushreesangitapanisony4100 Жыл бұрын
Thik katha
@manojparida2852
@manojparida2852 2 ай бұрын
ନୁଆ ମୁଖ୍ୟ ମନ୍ତ୍ରୀ ଶ୍ରୀ ମୋହନ Sir ଙ୍କୁ ଗୋଟିଏ ଅନୁରୋଧ ଆଗ ଏମାନଙ୍କୁ ED CBI ଯାଞ୍ଚ କରାଯଉ ତାପରେ ରତ୍ନ ଭଣ୍ଡାର ଖୋଲିବ
@adityaswaingaming7803
@adityaswaingaming7803 Жыл бұрын
ଭାଇ ରତ୍ନ ଭଣ୍ଡାର ରେ ସାପ ନାହାନ୍ତି। ସାପ ଯଦି ଅଛନ୍ତି ସେ କଣ ସୁନା ଖାଇ ବଞ୍ଚୁଛନ୍ତି। ସବୁ ଦଇତା ପତି ଆଉ ବ୍ରାହ୍ମଣ ଖାଉଛନ୍ତି କେହି ଜାଣି ପାରୁନାହାନ୍ତି 😮 ଜଲଦୀ ରତ୍ନ ଭଣ୍ଡାର ଖୋଲ ସତ ଆଗକୁ ଆସୁ।
@mr_jusmant
@mr_jusmant Жыл бұрын
ବିହାରି ବଙ୍ଗାଳୀ ଙ୍କୁ ଚୂନ ମାରି ସୁନା କିଣିଛ. 😂
@kalucharan2604
@kalucharan2604 Жыл бұрын
ସୁନା ବେଶ କେବଳ ମହାପ୍ରଭୁ ଜଗନ୍ନାଥ ହି ଆଉ କେହି ସେବାୟତ ସୁନା ପିନ୍ଧନ୍ତୁ ନାହିଁ ଭକ୍ତ ମାନେ ଜଗନ୍ନାଥ ଙ୍କୁ ଦେଖିବାକୁ ଯାଇଥାନ୍ତି ସେବାୟତକୁ ନୁହେଁ
@subha.s-subha
@subha.s-subha Жыл бұрын
Right
@manashnayak2794
@manashnayak2794 Жыл бұрын
ମାଗିହା ଖଟିକି ଏ ସୁନା କରିଚୁ ନାଁ ଠାକୁର ଙ୍କ ସୁନା 😈😈😈😡😡😡ଶଳା ଜାଲିଆ ଫିସାଦିଆ
@localboysamir8443
@localboysamir8443 Жыл бұрын
Right bro
@ganeshvai1024
@ganeshvai1024 Жыл бұрын
ସୁନା ମଲା ବେଳେ ନେଇକି ଯିବ ନାହିଁ ତେଣୁ ଗରିବ ମାନଙ୍କ ପାଇଁ କିଛି ସାହାଯ୍ୟ କର ଠାକୁର ବହୁତ୍ ଖୁସି ହୋଇ ଆଶୀର୍ବାଦ ପ୍ରଦାନ କରିବେ। ଜୟ ଜଗନ୍ନାଥ ବନ୍ଧୁ 🙏🙏🙏
@babakedarnath5560
@babakedarnath5560 Жыл бұрын
ଇଏ ପା ପୁରୀ ପଣ୍ଡା କରିବେ ଜଗନ୍ନାଥ ମନ୍ଦିର ଲଣ୍ଡା ଜୟ ଜଗନ୍ନାଥ 🙏🙏🙏🙏🙏
@ranjitatandy6659
@ranjitatandy6659 Жыл бұрын
Right 👍
@jagatmohannayak6509
@jagatmohannayak6509 Жыл бұрын
ଟାଉଟର୍ ସଳେ ପ୍ରଭୁ ଙ୍କ ଗହଣା ଚୋର
@papunadas4378
@papunadas4378 Жыл бұрын
କଳିଯୁଗ ଶେଷ ସମୟ ରେ ମଣିଷ ନିଜକୁ ଭଗବାନ୍ ବୋଲି କହିବ।। ଏହି ତ ଜ୍ୱଳନ୍ତ ଉଦାହରଣ
@uttambaba6800
@uttambaba6800 2 ай бұрын
Thik thik first modi kahiba start kola😂😢😅 ebe panda mane next kiye dekha jau😂😢😅
@Sidharthsahoo
@Sidharthsahoo Ай бұрын
ପ୍ରଭୁ ଲୋକନାଥ, ବଡ଼ ଠାକୁର ବଳଭଦ୍ର ଙ୍କ ରାଣ!!!!.... ଚାବି, ତାଲା ସବୁ ରହସ୍ୟ ଖୋଲିବ....
@shankarjhodia5181
@shankarjhodia5181 Жыл бұрын
ଭଗବାନଙ୍କ ନାମରେ ଦୁର୍ନୀତି କରନ୍ତୁ ନାହିଁ। ସଚ ସେବା କରନ୍ତୁ। ଜୟ ଜଗନ୍ନାଥ 🙏🙏🙏
@malikabichhara8835
@malikabichhara8835 Жыл бұрын
ଏ ସବୁ କାଳିଆ ସାଆନ୍ତ ସୁନା ଅଳଙ୍କାର ଓଁ ପରମବ୍ରହ୍ମ ପୁରୁଷୋତ୍ତମ ଦେବ ଗୋସ୍ୱାମୀ ଜୟ
@buttermasala442
@buttermasala442 Жыл бұрын
Kalia re mane ? Panda manka nijara
@jayantakumarmuduli8652
@jayantakumarmuduli8652 Ай бұрын
ଗରିବ ଲୋକଙ୍କ ଭାବାବେଗ ଦେଖି ନିଜକୁ ଭଗବାନ ଙ୍କ ସେବାକାରୀ କହି, ଘରେ କିଲୋ କିଲୋ ସୁନା ରଖି ନିଜକୁ ସରକାର ଙ୍କ ପାଖରେ ଗରୀବର ପରିଚୟ, 😭
@sweetsmruti7677
@sweetsmruti7677 Жыл бұрын
ଏମାନଙ୍କୁ ଆଗ ତଦନ୍ତ କରନ୍ତୁ... ରତ୍ନ ଭଣ୍ଡାର ର ସୁନା ଏୟାଙ୍କ ପାଖରେ..ମହଣ ମହଣ ସୁନା ଏମାନେ ପିନ୍ଧୁଛନ୍ତି . ଠାକୁର କଣ ପିନ୍ଧିବେ.ସେଇଥି ପାଇଁ ରାଜ୍ୟ ସରକାର ଚୁପ... ରାଜ୍ୟ ସରକାର ଏମାନଙ୍କୁ ଧଇଲେ.. ଏମାନେ ନୀତି ବନ୍ଦ କରିବା ପାଇଁ ଧମକ ଦେବେ ସେଈ ଥି ପାଇଁ ରତ୍ନ ଭଣ୍ଡାର ଖୋଲା ଯାଉନି .
@bijayalaxmibehera4730
@bijayalaxmibehera4730 Жыл бұрын
Bramhana ninda narka gami
@omkarnathbharadwaj7042
@omkarnathbharadwaj7042 Жыл бұрын
​@@bijayalaxmibehera4730ପ୍ରଥମ କଥା ହେଲା ଏମାନେ ବ୍ରାହ୍ମଣ ନୁହଁନ୍ତି, ଏମାନେ ହେଲେ ଦଇତା(ଶବର)ପତି। ଦ୍ଵିତୀୟ କଥା ଠାକୁର ସୁନା ପିନ୍ଧିବେ ବୋଲି ଏମାନେ ପିନ୍ଧିବେ ଏଇଟା କି ପ୍ରକାର ଯୁକ୍ତି? ସେଇ ଯୁକ୍ତି ରେ ଠାକୁରଙ୍କ ନବକଳେବର ହେଲେ ସବୁ ଦଇତା ବଦଳିଯିବା କଥା
@rani1495
@rani1495 Жыл бұрын
Niti kariki kn ta udhhara karuchanti je niti na kale sabu dho heijiba jagannath prabhu nka echha re jaha haba ra thiba haba amane gote gote chora
@amiyar1808
@amiyar1808 Жыл бұрын
Please ask him to describe briefly how they're serving Lord jagannath and from where he got all those ornaments...
@Shripatitapabana
@Shripatitapabana 6 ай бұрын
ପୁରୀର ସେବାୟତ ମନେ ସବୁ ଗୋଟେ ଗୋଟେ କଳାପାହାଡ଼ ।
@hshddhhytuuu1389
@hshddhhytuuu1389 Ай бұрын
Jay shree jagannath 🙏
@jitendra33453
@jitendra33453 Жыл бұрын
ବର୍ତମାନ କଳୀ ଯୁଗରେ ବ୍ରାହ୍ମଣ ପରିବାର ଲୋକେ ଧନୀ ଲୋକ ପୂଜା କରି ପାରିବେ ଚାକିରି କରିପାରିବେ
@PramodBal
@PramodBal Жыл бұрын
ଏ କିଛି ସେବାୟତ ଚୋରି କରିକି ବଡ଼ ଲୋକ ତମେ କିଏ ବା ଜଗନ୍ନାଥ ସମନସ୍କନ୍ଦ
@tapanpradhan987
@tapanpradhan987 Жыл бұрын
ତମକୁ ସ୍ଵୟଂମ ଜଗତର ନାଥ ଜଗନ୍ନାଥ ଦେଇଥିବେ
@saisradhasai3623
@saisradhasai3623 Жыл бұрын
ଏ ଶଳେ ସବୁ ଠାକୁର ଙ୍କର ଲୁଟିକି ପିନ୍ଧୁଛନ୍ତି.
@ratankumarmahapatra7086
@ratankumarmahapatra7086 Жыл бұрын
ସବୁ ସେଇ ପ୍ରଭୁ ଙ୍କ ଲୀଳା
@Suman55789
@Suman55789 Жыл бұрын
ସିବିଆଇ ତଦନ୍ତ କରାଯାଉ.. ସତ୍ୟ ନିହାତି ବାହାରିବ..ପଣ୍ଡା ମାନେ କୋଟିପତି କେମିତି ହେଲେ..
@maheswarparida8745
@maheswarparida8745 Жыл бұрын
Jay jagannath swami nayana path grami bhava tume🙌👏🙏🙏🙏🙏🙏🥥💐
@Ak47vlogs270
@Ak47vlogs270 Жыл бұрын
ସବୁ କାଳିଆ ଇଛା...... ସମୟ ଆସିଲେ ସେଇ କାଳିଆ ସବୁ ହିସାବ କିତାବ କରିବ
@madhusmitanayak4764
@madhusmitanayak4764 Жыл бұрын
ହଁ ଭାଇ...ଜୟ ଜଗନ୍ନାଥ 🙏
@Ak47vlogs270
@Ak47vlogs270 Жыл бұрын
@@madhusmitanayak4764 ଜୟ ଜଗନ୍ନାଥ 🙏
@Ak47vlogs270
@Ak47vlogs270 Жыл бұрын
@@madhusmitanayak4764 ଭିଡିଓ uplod ନକରି କେମିତି SUBSCRIB ହେଲା
@user-db7rk7nh6g
@user-db7rk7nh6g 2 ай бұрын
ଏଇ ଲୋକଟି ଯୋଉ ହାତି ଭଳିଆ ହେଇଚି ଇଏ ଗୁରେ ସେବା କରୁଥିବ ନିଜ ଦେହକୁ ସମ୍ଭାଳି ପାରୁନଥିବ ସବୁ ଭକ୍ତଙ୍କର ଧନ
@hamigotuber8418
@hamigotuber8418 Жыл бұрын
😮ମାଲୋ ଏଗୁଡା ମୁଦି ନା କ'ଣ 😮 ମୋ ଜୀବନ ଧନ୍ୟ ହେଇଗଲା 😂😂
@mantoshthapa4040
@mantoshthapa4040 Жыл бұрын
Jay jagannath
@jhulinayakjhuli-nh6sv
@jhulinayakjhuli-nh6sv 2 ай бұрын
Jay Jagannath Mahaprabhu🙏
@Smile_4u729
@Smile_4u729 Жыл бұрын
Sabu pravu nka Ratna vandara ru nei Sauk karuchanti
@basantabarik4140
@basantabarik4140 Жыл бұрын
Right
@laxmidhargouda6930
@laxmidhargouda6930 2 ай бұрын
Mohan sir please open the ranta bhandar be quick.🙏🙏🙏
@dipfragnant
@dipfragnant 2 ай бұрын
ନରେନ୍ଦ୍ର ମୋଦୀ ଆସିଥିଲା ନା ଆସିଥିଲେ। ଶଳା ସେବାୟତ ମାନଙ୍କର ବ୍ୟବହାର ନାହିଁ। ଆଉ ଗୋଟେ କଥା - ବାହାରେ ବୁଲୁଥିବା ପଣ୍ଡା ମାନେ ପଣ୍ଡା ନୁହନ୍ତି ତ ସେମାନଙ୍କୁ ରଖିଛ କାହିଁ, ମନ୍ଦିର ପ୍ରଶାସନ ତଡି ଦଉନ। କିଏ ଦଉଛି ସେ ସୁନା ଗହଣା ସବୁ। ବାହାରି ଆୟର ସୁନା ଗହଣା।
@Ananta66B
@Ananta66B 2 ай бұрын
Tamapua rakhiyhibe koti koti
@AjayKumar-rr2mv
@AjayKumar-rr2mv Жыл бұрын
ରତ୍ନ ଭଣ୍ଡାର ସୁନା କଣ ମନକୁ ଉଭେଇ ଯାଉଛିକି ?
@tmgexpress932
@tmgexpress932 Жыл бұрын
ଆଜ୍ଞା ଏ ସେବାୟତ ମାନଙ୍କ ପାଖରେ ଏତେ ଟଙ୍କା ଆସିଲା କୋଉଠୁ।
@niharranjan1009
@niharranjan1009 Жыл бұрын
Ratna bhandar ru. Janiparuna ki
@priyabratamallik3277
@priyabratamallik3277 2 ай бұрын
Naire vai emane sabu magana paile khaile jou loka dhakhina dele puni 10 / 20 nuhe 100 /200 esabu paisa tanka ra rahila kichi kharcha nahi
@worldtour6925
@worldtour6925 Жыл бұрын
ଏ ପୁରୋହିତ ଜଣକ ଅତି ଗର୍ବ ରେ ନିଜକୁ ବିସ୍ଵ ର ଠାକୁର ଙ୍କ ସହ ତୁଳନା କରୁଚି ଼
@Prakash-gq4tc
@Prakash-gq4tc Жыл бұрын
ଏହି ପାଇଁ ରନ୍ତଭଡର ଏହି ପାଇଁ ଖୋଲୁ ନାହାନ୍ତି
@brahmacharimalik2095
@brahmacharimalik2095 Жыл бұрын
ଠାକୁର କ ନାଁ କହି ଲୋକଙ୍କ ଶୋଷଣ କରୁଛ , ଗରିବ ଲୋକଙ୍କ ସାହାଯ୍ୟ କର
@agadhusarbhang7457
@agadhusarbhang7457 Жыл бұрын
True never live in secret ever.praise the lord
@anantaprasadpraharaj559
@anantaprasadpraharaj559 Жыл бұрын
ବହୁତ ଭଲ କଥା କହିଛନ୍ତି ମହୋଦୟ।💐❤️🙏🏻🙏🏻, ଆପଣ ମାନଙ୍କ ସେବା ମନୋଭାବ କୋଟି କୋଟି ଭକ୍ତ ଙ୍କ ମନ ଜିଣି ନେଇଛି। ଜୟ ଶ୍ରୀ ଜଗନ୍ନାଥ
@Komal_sagar_12
@Komal_sagar_12 Жыл бұрын
555555555555555555555555555555555555555⁵55555555555555555555555555555555555⁵5555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555555⁵555555555555555555555555555555555555555555555555555555555555555555555555555555555555555555555555555555555⁵ ki
@aswinikumar8179
@aswinikumar8179 Жыл бұрын
Lord Jagannath should punish his own people first then other people of the state or nation. Corruption is in his own house.
@Rmm3950
@Rmm3950 Жыл бұрын
Jagarnath sirf dekh rahe hain isi liye to bina hath pair ke baithe hain kaliyug mein.
@jugalkishoremahapatra8193
@jugalkishoremahapatra8193 Жыл бұрын
Tame kn bhagawan nka thu besi janucha ,se hisab thik rakhanti , irsa bhaba rakhntu nahi
@lopamudralenka9577
@lopamudralenka9577 Жыл бұрын
Aapananka chinta dhara ku koti pranaam kan kahile ma,,,🙏🏻🙏🏻🙏🏻
@chandansahu4713
@chandansahu4713 Жыл бұрын
ପତ୍ରକାର ଭାଇଙ୍କୁ ମଧ୍ୟ ଦାସମହାପାତ୍ର ବାବୁ କହିଛନ୍ତି, ଆପଣ ବି ଗୋଟେ ପ୍ରକାର ସେବକ ,,, ନିଜକୁ ଧନ୍ୟ ମାନେ କରନ୍ତୁ ,, ଠିକ୍ କଥା ଯେହେତୁ ଏହା ଭାଗ୍ୟରେ ଥିଲେ ହିଁ ନିଜ କର୍ମ ଭଗବାନଙ୍କୁ କିଛି ସେବା କରିହେବ।।।ସର୍ବଦା ଏପରି ଜଗନ୍ନାଥଙ୍କ କୃପା ରହୁଥାଉ।ଆସନ୍ତା ବର୍ଷରେ ପୁଣି ଦେଖା ହେବ
@rabinayakrabinayak7037
@rabinayakrabinayak7037 2 ай бұрын
Jay Jagannath swami ji 🙏🙏🙏
@sriyanshupadhi6627
@sriyanshupadhi6627 2 ай бұрын
ଭାରତର ଅନେକ ମନ୍ଦିର ରେ ପୁରୀ ମନ୍ଦିର ପରି ବହୁତ୍ ସୁନା ରୂପା ଅଛି କିନ୍ତୁ ସେଠାକାର ବ୍ରାହ୍ମଣ ତୁମପରି ନୁହଁନ୍ତି 😢.
@bijaykumarmishra7689
@bijaykumarmishra7689 Жыл бұрын
Ratna Bhandar kebe khola heba ?
@tanmaysahoo2008
@tanmaysahoo2008 2 ай бұрын
ପୁରୀ ରେ ବହୁତ୍ ଲୁଟୁ ଛନ୍ତି,ସାଧାରଣ ଲୋକଙ୍କୁ
@umakantofficial2919
@umakantofficial2919 Жыл бұрын
ପୂର୍ବ ରୁ ଲୁଣା ମାଡି ଆସିବ ବାଇଶି ପାହାଚେ ମୀନ, ରତ୍ନସିଂହାସନେ ବରୁଣ ଦେବତା ନଥିବେ ଚକାନୟନ... ଚକା ଆଖି ସବୁ ଦେଖୁଛି
@bhimsensahu4710
@bhimsensahu4710 Жыл бұрын
ଭଗବାନ ଙ୍କ ନା ରେ ଖାଲି ଲୁତୁଛନ୍ତି
@BNB164
@BNB164 Жыл бұрын
Jai jagannath.
@lipikabehera7304
@lipikabehera7304 Жыл бұрын
Jay Jagannath 🙏🙏🙏🌹.
@rubisethia6839
@rubisethia6839 Жыл бұрын
Jai jagannath 🙏🙏🙏
@PanchamanaBhue-ny9cm
@PanchamanaBhue-ny9cm Жыл бұрын
ସେବାୟତ ମାନେ ଚୋରି କରିବେ. ପୁଣି କରିବେ ବେଶ୍ୟା... ମାଳିକା କହୁଛି... ଏହା ସତ୍ୟ..
@SanjibtuduEntertenment
@SanjibtuduEntertenment Жыл бұрын
ପ୍ରକୁତ ଚୁର ହେଉଛନ୍ତି ଏମାନେ....ଏମାନେ ସବୁ ଲୁଟି କି ବସିଛନ୍ତି ..କଥା ତ ବହୁତ୍ ଚିକଣା.... ଶଳା... Govt b ଅମନକୁ visilance read କରୁନି...
@ranjitatandy6659
@ranjitatandy6659 Жыл бұрын
😮
@littlequeenrakhi
@littlequeenrakhi Жыл бұрын
Very good disistion Nana
@ishantandi7779
@ishantandi7779 Жыл бұрын
ଭଗବାନ ଙ୍କ ପାଖକୁ ଏଭଳି ଯିବା କେତେ ଯୁକ୍ତିଯୁକ୍ତ ତାହା ବିଜ୍ଞ ଲୋକ ଜାଣି ଥିବେ
@barunsamblpurimedia8447
@barunsamblpurimedia8447 Жыл бұрын
ଏ ତୁମେ କି ପୁରି ପଣ୍ଡା ତୁମ ଭାସା ତ ପ୍ରଥମେ ତୁମର ଠିକ କୁହ ଜୟ ଜଗନାଥ
@facts_with_ppn
@facts_with_ppn Жыл бұрын
Sabu sebayata.. Daitapati ghare CBI raid kara jau... Jte gold varibo sete gold Mandir treasure r b nathibo I think
@shibabratapanda1199
@shibabratapanda1199 Жыл бұрын
Tautar, the great...
@dallydhala4796
@dallydhala4796 Жыл бұрын
ତୁମ ସେବକ ସମାଜ ର ଖାଇବା ଭଲ,ପିନ୍ଧିବା ଭଲ ସଉକ ଅଛି ତୁମକୁଟିକେ ଲାଜ ନାହଁି
@king-do4gr
@king-do4gr 2 ай бұрын
ଓଃ ଆଉ ଗରିବ ଲୋକ ଜଗନ୍ନାଥଙ୍କ ସେବକ ନୁହଁ
@biswambarnayak361
@biswambarnayak361 Жыл бұрын
Jay Jagannath 🙏 🙌
@subhasmitamishra8719
@subhasmitamishra8719 Жыл бұрын
Jay Jagannath
@SusantBehera-tk8hc
@SusantBehera-tk8hc 2 ай бұрын
A sabu jagannath kara Suna
@Lucy_Apaa
@Lucy_Apaa Ай бұрын
ପ୍ରଭୁ ଜଗତର ନାଥ ଜଗନ୍ନାଥ କୋଟି ପ୍ରଣାମ ଆପଣ ଙ୍କ ଇଛା।
@stsportsduniya5.0
@stsportsduniya5.0 Жыл бұрын
Sir ସତକଥା ହେଲା ପୁରୀ ର ବ୍ରାହ୍ମଣ ମାନେ ଲୋକଙ୍କଠୁ ପଇସା ଲୋଡ଼ିକି ପଇସା ରେ gold buy କରିଛ ସବୁ
@MRShark7
@MRShark7 2 ай бұрын
କାଇଁ ଆମଠୁ ତ କୋଉ ବ୍ରାହ୍ମଣ ଲୁଟୁନି
@basudevjena2132
@basudevjena2132 Жыл бұрын
Jayjagnath
@Rkcreations816
@Rkcreations816 Жыл бұрын
ଏମାନେ ଭଗବାନ୍ ନାରେ ଠକିଛନ୍ତି ଆଉ ତାଙ୍କୁ ନେଇ ବେବାର ଆରମ୍ଭ କରିଦେଇଛନ୍ତି ପୁରୀ ରେ ଏମିତି ପରିସ୍ଥିତି ହେଲାଣି ଯେ ପଇସା ନାହିଁ ତ ଠାକୁରଙ୍କ ପାଖରେ ଭୋଗ ଲଗାଇ ପାରିବେନି ଭାଇ କଳି କାଳ ସରିଆସିଲାନି status dekhaucha ta agare ki status be tamara ବେବାର ବେପାର
@Rkcreations816
@Rkcreations816 Жыл бұрын
ଜୟ ଜଗନ୍ନାଥ 🙏 ପ୍ରଭୁ ରକ୍ଷା କର
@debashisguru8101
@debashisguru8101 Жыл бұрын
Jay Sri Sri Jagannatha mahaprabhu nkara jay hau 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@ManasSamantaray-iq1nr
@ManasSamantaray-iq1nr Жыл бұрын
Jay jaganntha
@user-sf3to5fw3x
@user-sf3to5fw3x Жыл бұрын
Jay jaganatha 🙏🙏🙏🙏
@rakeshmajhi3358
@rakeshmajhi3358 Жыл бұрын
🙏Jay Jagannath 🙏
@justchill3hrs504
@justchill3hrs504 2 ай бұрын
Jya jagarnatha
@user-ey7ry4hd6j
@user-ey7ry4hd6j 2 ай бұрын
Jahara kalia raja ate suna priya.tanka sebaka madhya suna pindhiba swabhabika.jagannatha prabhu.jaya ho.
@alokkumardas5236
@alokkumardas5236 2 ай бұрын
ଜଗନ୍ନାଥ ତ ସାରା ଜଗତ ର ମାଲିକି ସମସ୍ତେ ତ ସୁନା ପିନ୍ଧି ପାରୁ ନାହାନ୍ତି ତମ ଭଳିଆ 😢.... କିଏ କିଏ ତ ଖାଇବାକୁ ଗଣ୍ଡେ ବି ପାଉ ନାହାନ୍ତି.... ଜଗନ୍ନାଥ ପିନ୍ଧୁ ଛନ୍ତି ବୋଲି ତମେ ପିନ୍ଧୂଛ....ଆଉ ଅନ୍ୟ ଲୋକ ମାନେ କଣ ଜଗନ୍ନାଥଙ୍କ ଙ୍କ ନିଜର ନୁହଁ କି.... ତମେ ସମସ୍ତଙ୍କୁ ଛୋଟ ଭାବୁଛ ସେଇଥି ପାଇଁ ତମେ କାଇଁ ସମସ୍ତଙ୍କ ସହ ସମାନ ହେବ.... ୟାଙ୍କ ଦାନ ନ ଦେଇକି ଯଦି ସେଇ ପଇସା ରେ ଦୁଃଖୀ ଦରିଦ୍ର ଙ୍କୁ ଯଦି ସେବା କରିବ ଆହୁରି ପୂଣ୍ୟ ମିଳିବ। ଆଉ ତମେ କୋହୁଛ ସୁନା ର ମୂଲ୍ୟ ନାହିଁ। ଦେଖିବା ଟିକେ ଗୋଟେ ସୁନା କୋଉ ଗରିବ ଲୋକ କୁ ଦାନ କଲ ଦେଖିବା
@RanjitRanjit-lc1cl
@RanjitRanjit-lc1cl Жыл бұрын
Bhagabana nka naare amane lokanku BOKA banei lutuchanti .dhanya toma jibana
@GitanjaliSahoo-wx3ud
@GitanjaliSahoo-wx3ud Жыл бұрын
Jai jagarnnath ki jai
@bhubanajena2782
@bhubanajena2782 2 ай бұрын
ଏହା ଉଚିତ୍ କଥା ଅଟେ । କିନ୍ତୁ ରତ୍ନଭଣ୍ଡାର ନ ଖୋଲିବାର କାରଣ ପଛରେ ଏହା ଏକ କାରଣ ନୁହେଁତ ?
@sonali8174
@sonali8174 Жыл бұрын
Jay jagannath Swami Saha Love u❤❤❤❤❤❤
@vedicscienceasitisharivija3575
@vedicscienceasitisharivija3575 2 ай бұрын
एकदम ठीक, जिए जगन्नाथ सेवक, सीए गरीब कहिकी हेब
@Rkcreations816
@Rkcreations816 Жыл бұрын
ପ୍ରଭୁ ସୃଷ୍ଟି ର ମଙ୍ଗଳ କରନ୍ତୁ ପ୍ରଭୁ ଜୟ ଜଗନ୍ନାଥ କାଳିଆ ସୁନା 🙏
@surajdalai4632
@surajdalai4632 Жыл бұрын
Choro magia😅😅😅😅😅😅
@krishana4063
@krishana4063 Жыл бұрын
God ek person aneka
@shyamsundarhansdah1219
@shyamsundarhansdah1219 Ай бұрын
Emananku maha prabhu jagannath kebe kshyama karibe nahini. Dine eha lagi bhagi be. Jay jagannath
@rabindrakar4126
@rabindrakar4126 Жыл бұрын
ଏ ସୁନାପିନ୍ଧା ପୁରୁଷ ସେବାୟତମାନେ ଠାକୁରଙ୍କୁ ବ୍ୟବହାର କରି ଭକ୍ତଙ୍କୁ ଠକନ୍ତି, ହେଲେ ଠାକୁରଙ୍କୁ କେବେବି କିଛି ଦିଅନ୍ତି ନାହିଁ । ପ୍ରତିବର୍ଷ କୋଟି କୋଟି ଭକ୍ତ ପୁରୀ ଆସନ୍ତି ।ଏହାଦ୍ବାରା କୋଟି କୋଟି ଟଙ୍କାର ବ୍ୟବସାୟ ହୁଏ। ସେଥିରୁ ଏମାନଙ୍କ ଭାଗ କେତେ, ଠାକୁରଙ୍କ ଭାଗ କେତେ ସରକାର ଜାଣନ୍ତି କି ? ଏ ସୁନାରୁ ଏକଚତୁର୍ଥାଂଶ ଏମାନେ ଠାକୁରଙ୍କୁ ଦେଉନାହାନ୍ତି ?
@himansudash9149
@himansudash9149 Жыл бұрын
ଏ ସେବକ ମାନେ କଥା ଚିକଣ ତିଳକ ସରୁ ଗାନ୍ଡି ମରାଂକ ପରମ ଗୁରୁ। ସବୁତକ ଜଗନ୍ନାଥ ଂକ ସୁନା ଚୋରିକରି ଏ ମୁର୍ଖ ଅୟସରେ ରହୁଛନ୍ତି।
@rajatmohanta7089
@rajatmohanta7089 Жыл бұрын
ନେତା ବି କାମ ଥିଲେ
@ganeshmunda7724
@ganeshmunda7724 Жыл бұрын
Vala. Khanti,vala pindhanti,vala Miss biheav bi karanti, Jay jaganath
@jitendrapooja1913
@jitendrapooja1913 Ай бұрын
ଚୋରି ସୁନା ଅଳଙ୍କାର ଜଗନ୍ନାଥଙ୍କ ର
@anusahu5442
@anusahu5442 2 ай бұрын
Sabu Panda Prabhu Jagannath nka Ratna Bhandara luti chanti .
@Adityafoodandvlogs
@Adityafoodandvlogs Жыл бұрын
ଜୟ ଜଗନ୍ନାଥ 🙏🙏
@papumami
@papumami Жыл бұрын
ଏମାନେ ଗୋଟେ ଗୋଟେ ଚୋର ଲୁଟେରା ମାନେ ଗରିବ ସବୁବେଳେ ଗରିବ ସେବାୟତ ଗୋଟେ ଗୋଟେ ଚୋର
@pritiranjansipu168
@pritiranjansipu168 Жыл бұрын
Jagannath khali tamara au
Before VS during the CONCERT 🔥 "Aliby" | Andra Gogan
00:13
Andra Gogan
Рет қаралды 9 МЛН
Yum 😋 cotton candy 🍭
00:18
Nadir Show
Рет қаралды 7 МЛН
Get 10 Mega Boxes OR 60 Starr Drops!!
01:39
Brawl Stars
Рет қаралды 18 МЛН
Servitor On Pakhala Bhoga Of Lord Jagannath In Puri
4:47