ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ସେଦିନ ଅପମାନିତ କରିଥିବା ଆଇ.ଆଇ.ସି.ଙ୍କର କି ଅବସ୍ଥା ହେଲା ଦେଖନ୍ତୁ CM Mohan Majhi

  Рет қаралды 2,247,734

Odisha Bhaskar

Odisha Bhaskar

Ай бұрын

Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/OdishaBhaskar
OUR WEBSITE - odishabhaskar.com/
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#odishabhaskar #latestnews

Пікірлер: 1 100
@Shree_910
@Shree_910 Ай бұрын
ଜଣେ ନ୍ଯାୟ ପାଇଁ ଥାନାକୁ ଗଲେ ଥାନାରେ ଅପମାନ ଦେଇଥିଲେ ଏମିତି ପୋଲିସ୍ କୁ ଉଚିତ୍ ଶିକ୍ଷା ମିଳୁ କିଏ କିଏ ଚାହଁ 👍🏻
@Sunshinetvodia
@Sunshinetvodia Ай бұрын
Yes need justice I think the police officer was from bjd
@user-jm1zb9il9j
@user-jm1zb9il9j Ай бұрын
Taku immediately service ru remove karajau
@patrarajesh7643
@patrarajesh7643 Ай бұрын
Right
@fullmasti5481
@fullmasti5481 Ай бұрын
Suspend karajau
@SidhaBehera-ik9gq
@SidhaBehera-ik9gq Ай бұрын
😂😂😂😂😂😂😂
@thakuramurmu6322
@thakuramurmu6322 Ай бұрын
Police ର ସବୁ ଥାନାରେ ବ୍ୟବହାର ଖରାପ ଓ ଭାଷା ଖରାପ
@MaheshSagar-vw6lu
@MaheshSagar-vw6lu Ай бұрын
Right
@factsunloaded4808
@factsunloaded4808 Ай бұрын
Emane thile local bjd gunda...bjd khilaf kichi bhi complain karile emane taaku harsass karanti 🎉
@kunakumar6646
@kunakumar6646 Ай бұрын
Hnn bhai really
@KamalPangi-nr9pr
@KamalPangi-nr9pr Ай бұрын
Right sir
@nomadetapas
@nomadetapas Ай бұрын
Right 🤜🤜🤜🤜
@LovelyFireDragon-mu5fw
@LovelyFireDragon-mu5fw Ай бұрын
ଏମିତି ପୋଲିସ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର କଲେ ଅନ୍ୟ ପୋଲିସ ଅଧିକାରୀ ମାନେ ଆପେ ଆପେ ବାଟକୁ ଆସିଯିବେ
@bhismasabar105
@bhismasabar105 Ай бұрын
Right
@MadhumitaMajhi-qe1dy
@MadhumitaMajhi-qe1dy 28 күн бұрын
Right 👍🏻
@srbsom5776
@srbsom5776 Ай бұрын
ଓଡିଶା ପୋଲିସର ଇଂରେଜ ଅମଳର ଦାଦାଗିରି ଵହୁତ ଚାଲିଛି
@SITAKANTAMAHALIK
@SITAKANTAMAHALIK Ай бұрын
😅😅😅
@sarojkantamohanty2079
@sarojkantamohanty2079 Ай бұрын
ଜଣେ ଜନ ପ୍ରତିନିଧିଙ୍କୁ ଏପରି ବ୍ୟବହାର କରୁଛନ୍ତି ତେବେ ସାଧାରଣ ଲୋକଙ୍କୁ କିପରି ବ୍ୟବହାର କରୁଥିବେ ?
@ManoranjanBehera-wg6nx
@ManoranjanBehera-wg6nx Ай бұрын
Saeta tame tike c.m ku kohibo ta jemiti sia dg nku kohibe tame koriki katha haba pae
@raghunathhembram5881
@raghunathhembram5881 Ай бұрын
Right
@jagannathmohanty1426
@jagannathmohanty1426 Ай бұрын
Right🎉❤ sir
@motilaldash4645
@motilaldash4645 Ай бұрын
ଏହା କୁ ମାଲକାନାଗିରି ର ମାଓଅଞ୍ଚଳ କୁ ପଠାଇ ଦିଆଯାଉ
@ShreeRamKrishnaGyanHindi
@ShreeRamKrishnaGyanHindi 25 күн бұрын
Police thik karichhi..... Ahi ama loko kichhi n bujhi police ku gali dauchhanti
@Shree_910
@Shree_910 Ай бұрын
କିଏ କିଏ ଚାହଁ ଏଇ ଅଂହକାରୀ ପୋଲିସ୍ କୁ ଦଣ୍ଡ ମିଶୁ ବୋଲି👍🏻
@srikantpanda6920
@srikantpanda6920 Ай бұрын
Mu Chahe Nahi Se Police Ta To Ghara Loka Heithile Tu Kana Kahithantu
@Shree_910
@Shree_910 Ай бұрын
ସେ ଯୋଉ ଭୁଲ୍ କରୁଛି ଲୋକ ହେଲ୍ପ ପାଇଁ ଆସିଲା ବେଳକୁ ଓଲଟା ଅପମାନ କରି ଫେରାଉଛି ସେଇଟା ତୋ ଆଖିକୁ ଠିକ୍ ଦେଖା ଯାଉଛି ନା ବେ 😏😏ତୋ ଭଳି ମୂର୍ଖ ଅସାଧୁ ମାନେ ଏମିତି କଥା ମୁଣ୍ଡକୁ ଆଣନ୍ତି କୋଉଟା ଠିକ୍ କୋଉଟା ଭୁଲ୍ ଜାଣନ୍ତିନି 🤧🤧
@smile-op2yq
@smile-op2yq Ай бұрын
​@@srikantpanda6920apana semity hebe jadi apanaka ghara loka thik kahibe ki?????? Bhul mane bhul seta jiye hau
@raghunathguruna
@raghunathguruna Ай бұрын
ମୁଁ ଛାହୁଚି ଭାଇ ଆକୁ ଆଗେ jail ନିଆଯାଉ
@kumarprahllada6197
@kumarprahllada6197 Ай бұрын
ଭୁଲ୍ ଟା ସବୁବେଳ ପାଇଁ ଭୁଲ୍ ନିହାତି ୬ ମାସ ପାଇଁ ସସପେଣ୍ଡ୍ କରିବା କଥା 😢
@sanu3983
@sanu3983 Ай бұрын
ମୁଖ୍ୟମନ୍ତ୍ରୀ ମହୋନ ମାଝି କ୍ଷମା କଲେ ମଧ୍ୟ ସାଧାରଣ ଲୋକ ଜମାବି କ୍ଷମା କରିବେ ନାହିଁ ଅତ୍ୟାଚାରୀ ପୁଲିସ ଦଣ୍ଡ ପାଇବା ଦରକାର
@nantuthakur3193
@nantuthakur3193 Ай бұрын
Right
@SatyamebaJayate-ml8qx
@SatyamebaJayate-ml8qx Ай бұрын
ଏ ଉଦ୍ଧତ ଅଧିକାରୀ ଭାବିଥିଲେ ସବୁଦିନ ଶଙ୍ଖ ବାଜିବ... ତେଣୁ ଏଭଳି ଆଚରଣ
@sanjayamotel3155
@sanjayamotel3155 Ай бұрын
Right 👍
@jchoudhury274
@jchoudhury274 Ай бұрын
ଏମିତି ଥାନା ବାବୁ ଥିଲେ ସାଧାରଣ ଲୋକଙ୍କୁ କିମିତି ନ୍ୟାୟ ମିଳିବ ଜୟ ଜଗନ୍ନାଥ
@gopalmohanty9521
@gopalmohanty9521 Ай бұрын
ଚାକିରୀ ରୁ କାଢି ଦିଅ
@bauribandhubarika7631
@bauribandhubarika7631 Ай бұрын
କିନ୍ତୁ ଏମିତିକା ଶଳା police କୁ ମାଓବାଦୀ ଏରିଆ କୁ ପଠେଇ ଦେଇଥିଲେ ଭଲ ହୋଇଥାନ୍ତା 👍
@user-xd3vi2vq1n
@user-xd3vi2vq1n Ай бұрын
ପୋଲିସ୍ କର୍ମଚାରୀଙ୍କୁ ଜନସାଧାରଣଙ୍କ ପ୍ରତି ସମୁଚିତ ଆଚରଣ ଓ ବ୍ୟବହାର ଦେଖାଇବା ପାଇଁ ଉପଯୁକ୍ତ ପ୍ରଶିକ୍ଷଣ ଦେବା ଆବଶ୍ୟକ। ଉପରୋକ୍ତ କର୍ମଚାରୀଙ୍କୁ ପୋଲିସ୍ ମୁଖ୍ୟାଳୟରେ ଅବସ୍ଥାପିତ କରାଯାଉ ।
@user-cq7th6gx3q
@user-cq7th6gx3q Ай бұрын
ଚାକିରୀ ରୁ ବହିଷ୍କାର କରାଯାଉ iic ଙ୍କୁ
@lulupanda6986
@lulupanda6986 29 күн бұрын
Majak Laguchi Tamaku Khali suspend 😅
@LionKing-bw7ly
@LionKing-bw7ly 26 күн бұрын
Han lagu chi ..... Tu bi suspended
@hrudayaranjan8217
@hrudayaranjan8217 Ай бұрын
ଏ IIC ଙ୍କୁ ସସପେଣ୍ଡ କରିଦେବା କଥା
@laxmikantabehera1173
@laxmikantabehera1173 Ай бұрын
ଏହାକୁ ସସ୍ପେଣ୍ଡ ନୁହ ଚାକିରି ରୁ ବାହାର କରିଦେବା ଦରକାର
@user-ik1on9bh7v
@user-ik1on9bh7v Ай бұрын
Suspend kara jau
@KartikSaunta
@KartikSaunta Ай бұрын
Kn pai bhai
@jageswarmahanta1433
@jageswarmahanta1433 Ай бұрын
Right 👍
@tofanmuni850
@tofanmuni850 Ай бұрын
Why suspension, he has performed his duty and took the right step to maintain law and order. 5:22
@arjunamunda1987
@arjunamunda1987 Ай бұрын
ଆମ ଓଡିଶା ର ଲୋକ ଏପରି ଦରଦ ବଲି ଆଜି ସବୁଥିରେ ତଳିତଳାନ୍ତ ହଉଛୁ ତେଣୁ ଏପରି ବିଷାକ୍ତ ଅମଣିଷ ଙ୍କୁ ଦଣ୍ଡ ନିଶ୍ଚୟ ମିଳିବା ଦରକାର ଥିଲା
@Rupasmitavlogslipa
@Rupasmitavlogslipa Ай бұрын
ଏଇ ସଲା ପୋଲିସ କୁ CM ଙ୍କର ଚପଲ ପୋଛିବା କାମ ରେ ରଖାଯାଉ ଭଲ ହେବ
@ItishreeBag-ri3jw
@ItishreeBag-ri3jw Ай бұрын
ଆଇ.ଆଇ.ସି . କୁ ମାଲକାନଗିରି କୁ ଟ୍ରାନସଫର କରାଯାଉ ସେ ସମୟରେ ସେ ସବୁ କଥା ଜାଣି ବଖାଣି ବ
@bikashranjanpattnaik5459
@bikashranjanpattnaik5459 24 күн бұрын
Kahinki ba ama Malkangiri kana kharap jaga ki.... thare asa buliki jiba
@EnitaRaita-qp2sp
@EnitaRaita-qp2sp 23 күн бұрын
ମାଲକାନଗିରି ରେ କଣ ଅଛି?
@gopalmohanty9521
@gopalmohanty9521 Ай бұрын
ସେ ଭଳି ଲୋକଙ୍କକୁ ଚାକିରୀ କରିବା ପାଇଁ ଯୋଗ୍ୟ ନୁହଁ
@y7odisha174
@y7odisha174 Ай бұрын
Drees କଣ ପାଇଁ ନାହିଁ iic suspend କରା ଯାଉ
@bibhutisahu4204
@bibhutisahu4204 Ай бұрын
ଜଣେ ଲୋକ ପ୍ରତିନିଧି ଲୋକଙ୍କୁ ପାଣି ଦେବାପାଇଁ ଗୁହାରି କରିବାକୁ ଯାଇଛନ୍ତି ବିନା ସ୍ୱାର୍ଥରେ, ଏ ଥାନା ବାବୁ ଏତେ ଉଦ୍ଧତ ହେବା ଠିକ ହେଲାନି
@baiyantasahoo8382
@baiyantasahoo8382 Ай бұрын
😢ଏ ଥାନା ବାଲାକୁ ଜନତା ବାଡ଼େଇଲେ ଭଲ ହେବ ସମସ୍ତଙ୍କ ଆଗରେ
@anantanahak2718
@anantanahak2718 Ай бұрын
Anya kuhani badaiba pain,nije badeile sina damta janna padiba,
@sudhansusekhardash1137
@sudhansusekhardash1137 28 күн бұрын
Yes
@hrudanandasahuofficial
@hrudanandasahuofficial Ай бұрын
ମୋହନମାଝି ଜିନ୍ଦାବାଦ 👍
@chittaranjandas5018
@chittaranjandas5018 Ай бұрын
ପୋଲିସ ଦୁର୍ନୀତି କରି ଲୋକ ଙ୍କୁ କିପରି ବ୍ୟବହାର କରାଯାଏ ଜାଣି ନାହାନ୍ତି
@manasranjan6528
@manasranjan6528 Ай бұрын
ସାଧାରଣ ଲୋକଙ୍କ କେମିତି ଖରାପ ଭାଷାରେ ଗାଳିଗୁଲଜ କରନ୍ତି ଆପଣ ସବୁ ଥାନା ରେ ସିବିଆଇ ଜେରା କରିବା ଦରକାର ସାଧାରଣ ଲୋକଙ୍କ ପାଖରୁ ଟଙ୍କା ନେବେ ଯେଉଁ ପୋଲିସ ମାନେ ଖରାପ ଭାଷାରେ ଗାଳିଗୁଲଜ କରୁଛନ୍ତି ସେମାନଙ୍କୁ ଆଇନ୍ ଅନୁଯାୟୀ କଠୋରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର
@shakaharipruthivi8696
@shakaharipruthivi8696 Ай бұрын
ଏ ଭଳି ଲୋକକୁ ଦଣ୍ଡ ନ ଦେଇ ଛାଡିବା ଅର୍ଥ ଆଗକୁ ମାଳିକା ସତ୍ୟ ହେବ। ଯୁଦ୍ଧ,ମହାମାରୀ,ପ୍ରଳୟ, ହୀରାକୁଦ ବି ଭାଙ୍ଗିବ। ସବୁ ହେବ। ଅନ୍ୟାୟ ଓ ଦୁର୍ନୀତି କୁ ପ୍ରଶ୍ରୟ ହିଁ ମହାବିନାଶ ଆଣିବ।
@ranjitrana7361
@ranjitrana7361 Ай бұрын
କାନୁନକୁ,ଅପମାନ,କରିବା,ଆଇ,ଆଇ,ସି,କୁ,ଚାକିରିରୁ,ବରଦଶ,କରାଯାଉ
@manojsahu2039
@manojsahu2039 Ай бұрын
ପୋଲିସ ପୋଷାକ ଖୋଲି ଦେବା ପରେ ସେ ସାଧାରଣ ଲୋକଙ୍କ ପରି ବ୍ୟବହାର କରେ କିନ୍ତୁ ଖାକି ପୋଷାକ ପିନ୍ଧିବା ପରେ କାହିଁ କେଜାଣି ଅମଣିଷ ପରି ବ୍ୟବହାର କରେ ,ସେ ବଧହୁଏ ଭୁଲିଯାଏ ମୁଁ ଦିନେ ଖାକି ପୋଷାକ ବିହୀନ ସାଧାରଣ ଜନତା ପରି ହେବି ,ତେଣୁ ସର୍ବଦା ଆଚାର ବ୍ୟବହାର ଠିକ୍ କରିବା ଉଚିତ୍ ନ ହେଲେ ଶେଷରେ ଅଭିଶାପ ପଡ଼ିଯିବ ।
@anantanahak2718
@anantanahak2718 Ай бұрын
Bhai tume se poshak pindhile seya heba, Bhai kukura kamudibaku godauthiba kintu tuma pakhare badikhande thile ?
@user-ev6fg3dp1q
@user-ev6fg3dp1q Ай бұрын
ଜଣେ ସାଧାରଣ ମଣିଷ ହେଉ ଅବା ବିଧାୟକ ସାର ହୁଅନ୍ତୁ କିମ୍ବା ଅଫିସର ଟିଏ ହେଉ କିମ୍ବା ଉଚ୍ଚ ଶ୍ରେଣୀର ମଣିଷ ଟିଏ ହେଉ , ମୋଟ ଉପରେ ମଣିଷ କୁ ମଣିଷ ପରୀ ବ୍ୟବହାର କରିବା ପୋଲିସ ଙ୍କର କାମ , ହେଲେ ଏଭଳି ପୋଲିସ ବlବୁଙ୍କର ର ବ୍ୟବହାର ନିଶ୍ଚିନ୍ତ ନିନ୍ଦନୀୟ । ଦଣ୍ଡ ପାଇବା ଉଚିତ ।
@bichitranayaka8219
@bichitranayaka8219 Ай бұрын
ଏ ଶଳା ପୋଲିସ ର ଚାକିରୀ ଜିବା କଥା
@jaydevsahoo1812
@jaydevsahoo1812 Ай бұрын
ଥାନା ଅଧିକାରୀଙ୍କୁ ପିଅନ ସଂଘ ଦାଇତ୍ୱ ଦିଆଯାଉ
@user-ep2dw2ep5f
@user-ep2dw2ep5f Ай бұрын
😂😂😂😂😂
@user-je5lr6tm6t
@user-je5lr6tm6t Ай бұрын
ବହିଷ୍କାର କରାଯାଉ
@goldokchenal6836
@goldokchenal6836 Ай бұрын
ସମୟ ବଳବାନ କାହାକୁ କେଉ ଜାଗାରେ ପହଞ୍ଚାଇ ଦିଏ ଭଗବାନ ଙ୍କୁ ହିଁ ଜଣା ଜୟ ଜଗନ୍ନାଥ 🙏🙏🙏🙏🙏 କଥା କହିବା ଆଗରୁ ନିଜ ବାଣୀ ପ୍ରତି ଧ୍ୟାନ ଦିଅନ୍ତୁ।। ପୋଲିସ ଅଧିକାରୀ ମାନଙ୍କୁ ସାଧାରଣ ଲୋକମାନଙ୍କୁ ଭଲ ବ୍ୟବହାର ଦେଖେଇବା ଦରକାର।।।
@pramodjhankar9720
@pramodjhankar9720 Ай бұрын
ସବୁ ପୋଲିସ ଏମିତି
@basantanaik303
@basantanaik303 Ай бұрын
ନୁହେଁ
@lokanathtanty-us2oj
@lokanathtanty-us2oj 29 күн бұрын
100 ru 99 police ei bhalia thaanti
@Pradhanofficial506
@Pradhanofficial506 Ай бұрын
ଏଇ ଭଳିଆ IIC ଙ୍କୁ removal from service ଦରକାର।
@ajitnayak5890
@ajitnayak5890 Ай бұрын
ମୋହନ ବାବୁ ଭଲ ଲୋକ ବୋଲି ଛାଡି ଦେଲେ😭😭 ମୁଁ ହେଇଥିଲେ ରାମ ଦୋଳି ଭଳିଆ ଘିରି ଘିରି କରି ବୁଲେଇଥାନ୍ତି 👍👍
@Dasjyoti421
@Dasjyoti421 Ай бұрын
ନବୀନ ଶାସନ ର ନମୁନା ବଢିଆ treatment ବାକି ରହିଲା କେତେବେଳେ ବି ମିଳିଜିବ । ଆଉ ନ ମିଳିବାଟା ଠିକ ହେବ ନାହିଁ 😂
@sanucreation1342
@sanucreation1342 Ай бұрын
ଏଇଟା କୁ ମାଓବାଦୀ ଏ ରିଆକୁ ପଠା ନ୍ତୁ ମୁଖ୍ୟମନ୍ତ୍ରୀ Sir ଆପଣଙ୍କୁ ଏମିତିଆ ବ୍ୟବହାର ସାଧାରଣ ଜନତା କୁ kn ନକହୁଥିବ ଏ ପୋଲିସ ଏ ପୋଲିସ BJD ଚା ମ ଚା
@ManoranjanBehera-wg6nx
@ManoranjanBehera-wg6nx Ай бұрын
Naa taku tanka 500 table ree rakhiki vigilance ku dharei dio khela khatam
@anilchakrabarty6697
@anilchakrabarty6697 Ай бұрын
This is highness of CM. Well aspected to change attitude of Officer.
@amrjitbiswal7243
@amrjitbiswal7243 Ай бұрын
ଶଳା ପୋଲିସ କୁ କାର୍ଗିଲ ସୀମାକୁ ପଠା ଯାଉ
@user-en1uk5xs1n
@user-en1uk5xs1n Ай бұрын
ସେ ଥାନା ବାବୁଙ୍କୁ ସସ୍ପେଣ୍ଡ କଲେ ମୋ ଆତ୍ମା ଶାନ୍ତିହେବ, ଏ ମାନେ କ୍ଷମାର ପାତ୍ର ନୁହନ୍ତି, ଜୟ ଜଗନ୍ନାଥ 🙏🙏🙏🙏
@yeshumeralife4725
@yeshumeralife4725 Ай бұрын
Suspension kara jau without pention re ,,,,Bali cement mundeiba
@prasannakumarnayak3786
@prasannakumarnayak3786 Ай бұрын
ପୋଲିସ ମାନଙ୍କର ଏହି ଦୁର୍ଵେଵହାର ପାଇଁ ମାଓବାଦୀ ମାନେ ତାଙ୍କୁ ଦେଖିଲା ମାତ୍ରେ ଗୁଳି କରି ଦିଅନ୍ତି।
@bharatinaik5987
@bharatinaik5987 27 күн бұрын
ମୋହନ ସାର୍, ଆପଣ ଆଜି ଏହି ପୋଲିସ୍ କୁଂ ଉଚିତ୍ ଶିକ୍ଷା ଦିଅନ୍ତୁ। ସେମାନେ ନିଜ କୁ ମହାନ୍ ଭାବି ଜନସାଧାରଣଙ୍କୁ ଏମିତି ବ୍ଯବହାର କରନ୍ତି।
@ajaytakriofficial3206
@ajaytakriofficial3206 26 күн бұрын
ଏଠି କଣ ବୁଝିକି ମନ ଇଚ୍ଛା କମେଣ୍ଟ୍ କରିଛ ଭଲ କି ଦେଖ । ଜଣେ ଲୋକ ଅ ସୁବିଧାକୁ ନେଇ ରାସ୍ତା ରେ ଥିଲା । ତାଙ୍କୁ ଭଣ୍ଡେଇ ଆପଣ ଯିବାକୁ ବାହାରିବେ । କଣ ଘଟଣା ଦେଖ । ଆଜି କାହା ପାଇ ମନ୍ତ୍ରୀ ହେଇଛୋନ୍ତି ସେଇ ଲୋକଙ୍କ ପାଇଁ। ପୋଲିସ ଭଲ କରିଛନ୍ତି ❤❤❤❤
@Shree_910
@Shree_910 Ай бұрын
ଏବେ ଆଇ. ଆଇ. ସି ତ୍ରୀନାଥ କୁ suspend କରାହବ ବୋଧେ 🤔
@Shree_910
@Shree_910 Ай бұрын
Nicha kie kahila ma... Btw tme tk adhika hei jauchha🥱
@Shree_910
@Shree_910 Ай бұрын
Are mo opinion ta kahili🤔
@banditabarik2872
@banditabarik2872 Ай бұрын
Great salute to our great heart ❤️ CHIEF MINISTER Srijukta Mohan Majhi Bhagaban jaha deichhanti ame taku chhadeineba uchhit nuhen power achhi boli.Ae heuchhi mahanata.Kintu BJD party sahit hoithile service ru bahar kari deithante nischay.
@biswanathbehera33
@biswanathbehera33 Ай бұрын
ଇଏତ ଆଇନ କଣ ଜଣା ନାହଁ ଇଏ ଶୃଙ୍ଖଳା କେମିତି ରକ୍ଷା କରିବ ଏଆକୁ କଠୋର ଦଣ୍ଡ ଦେବା ଦରକାର
@arjunamunda1987
@arjunamunda1987 Ай бұрын
ଏ ପୋଲିସ ମାନେ ସବୁଠାରୁ ବେଶୀ ଅନ୍ୟାୟ କରୁଛନ୍ତି ତେଣୁ ଯିଏ ବିନା କାରଣରେ ପୋଲିସ ଦଣ୍ଡ ଜନସାଧାରଣ ଙ୍କୁ ଦିଏ ତେବେ ପୋଲିସ ଙ୍କ ପାଇଁ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ନିଆଯାଉ ତେବେ ପୋଲିସ ମାନେ ସୁଧୁରିବେ.. ଆଉ public କୁ କିଛି power ଦିଆଯାଉ
@alialka1281
@alialka1281 Ай бұрын
ଏହା ବିଜେଡି ସରକାରଙ୍କ ନୀତି ନିୟମରେ ପ୍ରଚଳିତ ପୋଲିସ୍ ପ୍ରସାଶନଙ୍କର ଶକ୍ତି ଓ ବ୍ଯବହାର ଦେଖାଉଥିଲେ । ଅଲ୍ଲାଜୁକ ପୋଲିସ ଅଫିସର ।
@user-te1sd1qw4k
@user-te1sd1qw4k Ай бұрын
ଏମିତି ପୋଳିସ ଅଫିସର କୁ ମାଳଖାନ ଗିରି ପଠାଇ ଦେବା କଥା କିଏ କିଏ ସହମତ ଅଛ
@user-zz4xk3vx6l
@user-zz4xk3vx6l Ай бұрын
ଜଗଦେବ କୁ ଅନ୍ୟାୟ ଭାବେ ଜେଲ ପଠାଇବା ପୋଲିସ କଣ ହେଉଛି ଦେଖିବାର ଅଛି।
@OrganicAgriculture-ex6gx
@OrganicAgriculture-ex6gx Ай бұрын
ଏମିତି ପୋଲିସ ଅଫିସର କୁ ବହିଷ୍କାର କରାଯାଉ
@sankarhembram6150
@sankarhembram6150 Ай бұрын
Iic ଙ୍କୁ ଦଣ୍ଡ ନିଶ୍ଚିତ ଭାବରେ ଦରକାର,,,,
@banamalipradhan2382
@banamalipradhan2382 Ай бұрын
ସେ ଲୁଗାପଟା ଧୁଆ କୁ ଦଣ୍ଡ ନ ଦେଇ ସିମ ଭୁଲ କରୁଛନ୍ତି, ଦଣ୍ଡ ନ ଦେଲେ ସମାଜ କି ଶିକ୍ଷା ପାଇବ
@akhayakumarpanda7808
@akhayakumarpanda7808 Ай бұрын
Enquire of CBI
@user-ju3dv4oo8n
@user-ju3dv4oo8n Ай бұрын
Action to be taken for dismissed, without delay 🙏
@shiblalss1992
@shiblalss1992 Ай бұрын
ବିଜେଡି ର ପୋଲିସ ବାଲା କୁ suspend କରି ଦେବା କଥା
@driverdas6496
@driverdas6496 Ай бұрын
ଏପଟେ ମୁଖ୍ୟମନ୍ତ୍ରୀ କ୍ଷମା କରିଦେବେ, ସେପଟେ ED ଲଗେଇ ଦେବେ
@user-pg4vd6fv3l
@user-pg4vd6fv3l Ай бұрын
To pachhare lagiba canachata
@GeetajiBehera
@GeetajiBehera Ай бұрын
IIC ତ୍ରିନାଥ ସେଠୀ ପ୍ରସାନ୍ତ ମୁଦୁଲି (ଜଗତସିଂହପୁର) ର ଲୋକ.. ନାଉଗାଁ ବିଜେଡି ❤🎉🎉
@pratapsm6909
@pratapsm6909 Ай бұрын
ହାରାମି କୁ ମାଲକାନଗିରି ପଠାଓ ଜୀବନର ମୂଲ୍ୟ କଣ ଜାଣି ପାରିବ
@user-gn5yi6yt6b
@user-gn5yi6yt6b Ай бұрын
Iic ବିଜେଡି ର ଦଲାଲ ଥିଲା
@ajitg4314
@ajitg4314 Ай бұрын
ସମାଜ ରେ ଏମିତି ଅଫିସର ପାଇଁ ସାଧାରଣ ଜନତାଙ୍କୁ ନ୍ୟାୟ ମିଳୁ ନାହିଁ।ଚାକିରି ଗୋଟେ ପାଇଲେ ନିଜକୁ ଜିଲ୍ଲା ର ମୁଣ୍ଡି ଭାବନ୍ତି 😡😡😡😡😡😡😡😡😡😡😡😡😡😡😡😡😡😡😡😡😡
@priyabratachari8103
@priyabratachari8103 Ай бұрын
Pls take action against the IIC
@simrands2626
@simrands2626 Ай бұрын
Good our CM
@SushantaMadi
@SushantaMadi Ай бұрын
Education is important or Politics????
@Gyana369
@Gyana369 Ай бұрын
ଏ ପୋଲିସ କାନ୍ଦିଲାଦେଖାଯାଉଛି
@paramanandabarik6457
@paramanandabarik6457 26 күн бұрын
Satare bahut good news
@babundevofficial37
@babundevofficial37 Ай бұрын
Really your great thinking sir CM ❤
@birajrout7432
@birajrout7432 Ай бұрын
ଦେଖିବା ମୁଖ୍ୟମନ୍ତ୍ରୀ କଣ କରୁଛନ୍ତି ସାଧାରଣ ଲୋକ କିପରି ବ୍ୟବହାର ପାଇବେ
@Hashtag-Gaming-
@Hashtag-Gaming- Ай бұрын
Are bhai amti bahut jaga re Mohan majhi nku respect diontini .... Chhota loka chhota gharu asichi boli ...
@MithunuKumarNahak
@MithunuKumarNahak Ай бұрын
Odisha police only Helmet checking pain perfect 👍👍👍
@DurgaprasadDasIndianpeoplewint
@DurgaprasadDasIndianpeoplewint 29 күн бұрын
Great our conversation with clients
@mahendradas4516
@mahendradas4516 Ай бұрын
ବିଶେଷ କରି ଯଦି ସାଧାରଣ ଲୋକ ଥାନା କୁ ଗଲେ ଏପରି ବେବହାର କରିଥାନ୍ନ୍ତି l ଯଦି ଜଣେ ବିଧାୟକ ଙ୍କୁ ଏପରି ବେବହାର କରୁଥିଲେ ସାଧାରଣ ଲୋକଙ୍କୁ କି ବେବହାର କରୁଥିବେ?
@umakantabagarti2923
@umakantabagarti2923 29 күн бұрын
👆 good
@user-tx1ok1qf1c
@user-tx1ok1qf1c Ай бұрын
Saspend kara jau police ku
@bijaymohapatra4465
@bijaymohapatra4465 Ай бұрын
Requested to police commissioner to take action against IIC
@jayashreesingh-vd6tx
@jayashreesingh-vd6tx Ай бұрын
ଏମିତି ଅନେକ ଅଫିସର ଆହୁରି ଅଛନ୍ତି, ସେମାନଙ୍କୁ ବି ଅତି ଶୀଘ୍ର ଖୋଜାଯାଉ।
@purnachandrapanigrahi9355
@purnachandrapanigrahi9355 4 күн бұрын
It's greatness of Sri Majhi.
@dolamanipodh6329
@dolamanipodh6329 Ай бұрын
ଆଇଆଇସି କୁ ହୋମଗାର୍ଡ କରିଦିଆଯାଏ।
@manojkumarjeena1483
@manojkumarjeena1483 Ай бұрын
Super 👍
@Subhalaxmi-sz9wo
@Subhalaxmi-sz9wo Ай бұрын
Odisha re amiti policeman bohutha achanti
@sunitajaiswal9181
@sunitajaiswal9181 Ай бұрын
Bahut sundar cm sir,jai shree ram.
@bijayakuamrrath8570
@bijayakuamrrath8570 Ай бұрын
ସମୟ ଖେଳୁଛି ଚକା ଭଉଁରୀ
@soudaminimallick2064
@soudaminimallick2064 Ай бұрын
Now right time Change the Odisha Sir Very good 👍👍👍👍👍 Dandiba sakti jara thai se puni skhyama acharae Se hin real hero 🙏🙏🙏🙏🙏
@nomadetapas
@nomadetapas Ай бұрын
I love my odisha bhadrak
@JyotiraniSethy-yu3nu
@JyotiraniSethy-yu3nu 26 күн бұрын
✔️🇮🇳 mo❤
@PintuPadhy-jl1tz
@PintuPadhy-jl1tz Ай бұрын
Varry thanks 🌹🌹🌹mohan majhi sir
@user-pv2bs5ec1f
@user-pv2bs5ec1f 29 күн бұрын
❤our black dimond of Keonjhar.
@bhabagrahimohanty8163
@bhabagrahimohanty8163 27 күн бұрын
Great work ofHonourableCM
@Odishagamerx628
@Odishagamerx628 Ай бұрын
Malkangiri
@bijaysarangi5652
@bijaysarangi5652 28 күн бұрын
Recently I had been to a PS on personal problems...An lady inspector addressed me in Tame for several times n finally I told her that I am a 60+senior citizen and a retired JS...Their habit of ignoring people is so deep rooted that they cannot be changed...
@sadanandapradhan8954
@sadanandapradhan8954 Ай бұрын
Suspend necessary
@kukunimaharana7133
@kukunimaharana7133 29 күн бұрын
Very good desition 🙏🙏
@hiteshkumarsahoo373
@hiteshkumarsahoo373 Ай бұрын
Policeku punishment deba darkar.. MLA ku ta emit .Sadharana janataku kibhali behave karuthibe .hard punishment darkar
@sawna157
@sawna157 Ай бұрын
IIC ro bebohar theek na hi? Transfer Kora Jau.
@fggyyFggghh-fe4px
@fggyyFggghh-fe4px Ай бұрын
Very Nice.sir
@santoshmeher1428
@santoshmeher1428 26 күн бұрын
Great job
@sureshchandradas88
@sureshchandradas88 Ай бұрын
Dismiss that IIC after befitting punishment.
@DhootvVlogs
@DhootvVlogs 25 күн бұрын
He should be given proper education and strict action should be taken against him
@pramodkumarnanda8293
@pramodkumarnanda8293 Ай бұрын
Immediately arrest him
Дарю Самокат Скейтеру !
00:42
Vlad Samokatchik
Рет қаралды 8 МЛН
ПРОВЕРИЛ АРБУЗЫ #shorts
00:34
Паша Осадчий
Рет қаралды 6 МЛН
Женская драка в Кызылорде
00:53
AIRAN
Рет қаралды 293 М.
Mom's Unique Approach to Teaching Kids Hygiene #shorts
00:16
Fabiosa Stories
Рет қаралды 22 МЛН
Khola Katha With BJP’s Mohan Majhi
7:24
OTV
Рет қаралды 467 М.
Дарю Самокат Скейтеру !
00:42
Vlad Samokatchik
Рет қаралды 8 МЛН