12ରୁ 20 ବର୍ଷ ପିଲାମାନେ ବହୁତ ଆଗ୍ରେସିବଥାନ୍ତି ,ଯାହା ଦେଖନ୍ତି ତାହା ସଙ୍ଗେ ସଙ୍ଗେ ନିଜଆଡକୁ ଟାଣିନିଅନ୍ତି

  Рет қаралды 4,353,666

Odisha Bhaskar

Odisha Bhaskar

Жыл бұрын

Odisha Bhaskar is one of the leading Dailies and Digital Platforms of the state and is coming up with various objectives and issues of human interest since last 17 years. Odisha Bhaskar not only bought a revolution in the media sector but also set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/OdishaBhaskar
ANDROID APP- play.google.com/store/apps/de...
OUR WEBSITE - odishabhaskar.com/
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#OdishaBhaskar #BreakingNews #LatestNews

Пікірлер: 1 000
@RanjanKumar-rb9hx
@RanjanKumar-rb9hx Жыл бұрын
ମାଡାମ ଏତେ ସୁନ୍ଦର ଭାବରେ ବୁଝାଇଲେ,ଏତେ କଥା ଭିତରୁ ଭାସ୍କର କୁ କେବଳ କଣ୍ଡମ୍ ହିଁ ପସନ୍ଦ ଆସିଲା
@arpitshreyans
@arpitshreyans Жыл бұрын
🤣🤣🤣
@sunilgochhi4124
@sunilgochhi4124 Жыл бұрын
😂😂😂
@d_mechanistic3195
@d_mechanistic3195 Жыл бұрын
😂😂
@Manasbehera1905
@Manasbehera1905 Жыл бұрын
Perfect 😂😂😂😂
@damadarsahu8852
@damadarsahu8852 Жыл бұрын
😂😂😂😂😂😂
@santoshkumarrath1357
@santoshkumarrath1357 Жыл бұрын
🙏🙏🙏🙏🙏 ଭଉଣୀ ଜଣଙ୍କୁ ହୃଦୟରୁ ପ୍ରଣାମ. ଦିଦି ଆପଣଙ୍କ ଭଳି ମା ମନେ ନାରୀ ଜାତି ପାଇଁ ବହୁତ ଆବଶ୍ୟକ ଅଛି...
@santosh34554
@santosh34554 2 ай бұрын
💪💪👍👍 Sweets, sugar, chocolate, watermelon ye sab nahi khaoge to tum kaam vaasna se dur ho jaoge. Bramhacharya since last 6 months. Try it and be hawas free 👍
@niharschannel6359
@niharschannel6359 Жыл бұрын
ବାସ୍ତବରେ ମାଡାମଙ୍କ ବକ୍ତବ୍ୟ ଗ୍ରହଣ ଯୋଗ୍ୟ 🙏🏻. ବାସ୍ତବରେ ମାଡାମ ଯେମିତି ସୁନ୍ଦର ତାଙ୍କ ଚିନ୍ତନ ଶକ୍ତି ବି ସେତିକି ସୁନ୍ଦର. Hats off madam🙏🏻. Its compliment.
@krishnasahoo5139
@krishnasahoo5139 Жыл бұрын
ନାଳୁଆ
@ranjandas8018
@ranjandas8018 Жыл бұрын
@@krishnasahoo5139 😁😁
@ommtecnical2249
@ommtecnical2249 Жыл бұрын
@@krishnasahoo5139 this point to be noted🤣
@mrm2creation872
@mrm2creation872 Жыл бұрын
@@ranjandas8018 Dhanyawad
@hemantakumar9937
@hemantakumar9937 Жыл бұрын
Absolutely right Madam
@odiainstantlearning2242
@odiainstantlearning2242 Жыл бұрын
ଏଭଳି ଏକ କଠିନ ପ୍ରସଙ୍ଗ କୁ ଅତି ସହଜ ରେ ବୁଝେଇଥିବା ରୁ ଧନ୍ୟବାଦ... Life bahut Simple hai..🙏
@BadalKumar-ec3ir
@BadalKumar-ec3ir Жыл бұрын
Thik kahila bhai
@jweleryworld5737
@jweleryworld5737 Жыл бұрын
Right way
@dbss206
@dbss206 Жыл бұрын
Bala Odia Hindi miseiki kahiba taa badhia. Nue!
@binodkumardakua5164
@binodkumardakua5164 Жыл бұрын
କିନ୍ତୁ ଭାସ୍କର NEWS HEADLINE RE KANDOM LEKHIDELA.
@BidyaDhar-er8yu
@BidyaDhar-er8yu 7 ай бұрын
କଣ ବାସ୍କର ନିଉଜ ତମକୁ ,(କଣ୍ଡମ ),😅
@dwitikrushnabehera3767
@dwitikrushnabehera3767 Жыл бұрын
ଜୟ ଜଗନ୍ନାଥ ମାଡ଼ାମ କଥା ସମ୍ପୂର୍ଣ୍ଣ ରୂପେ ଠିକ୍ କହିଛନ୍ତି, ଏହାକୁ ଅନ୍ୟ ଅଭିଭାବକ ମାନେ କେତେ ଦୁର ଗ୍ରହଣ କରୁଛନ୍ତି, ସେଇଟା ଖାଲି ଦେଖିବା ବାକି ରହିଲା ।
@warrior7298
@warrior7298 Жыл бұрын
JAI SHREE MAHAPRABHU JAGANNATHA. 🕉️🕉️🕉️🕉️🙏🙏🙏🙏
@balaramkrisani7577
@balaramkrisani7577 11 ай бұрын
Bahut sundar
@instagram__reels6793
@instagram__reels6793 Жыл бұрын
ବହୁତ ଭଲ ଲାଗିଲା ତୁମର ବକ୍ତ୍ୟବ ମୋର ଆସା ତମ କଥାରୁ କିଛି ପିଲା ବୁଝିଜିବେ 👍👍👍
@OmkarprasadBhoi-ql8ve
@OmkarprasadBhoi-ql8ve 7 ай бұрын
ବୁଝିବା ବାଲାଙ୍କୁ ଦରକାର ନାହିଁ ଓ ନବୁଝିଲା ଵାଲା ବୁଝିବେ ନାହିଁ 😀😀😀
@santosh34554
@santosh34554 2 ай бұрын
💪💪👍👍 Sweets, sugar, chocolate, watermelon ye sab nahi khaoge to tum kaam vaasna se dur ho jaoge. Bramhacharya since last 6 months. Try it and be hawas free 👍
@Memerlipu9899
@Memerlipu9899 Жыл бұрын
ମାଡାମ୍ ଙ୍କର ଏତେ ସୁନ୍ଦର କଥାକୁ ଫୁକସ ନାହିଁ ଭାସିଆ ର କେବଳ କଣ୍ଡମ ପ୍ରତି ଆକର୍ଷିତ 🤔
@jagannathatudu5014
@jagannathatudu5014 Жыл бұрын
ସେଥିପାଇଁ ତ na ଦେଖିବା ଲୋକ ଭିଡିଓ କୁ dekhile au views ବି 🤣🤣🤣
@prafullakumardas86
@prafullakumardas86 Жыл бұрын
😀
@Spyron_
@Spyron_ 3 ай бұрын
🤣🤣🤣🤣🤣🤣
@opts9008
@opts9008 Жыл бұрын
ଏଡ଼େ ବେଧୂଆ ଚ୍ୟାନେଲ। ମହିଳା ଜଣଙ୍କ ଏତେ ଭଲ କଥା ବୁଝେଇ କହିଲେ କିନ୍ତୁ ଭାସ୍କର ନିଉଜ କୁ କଣ୍ଡୋମ୍ କଥା ଶୁନା ଗଲା। ସତରେ ଏଟା ଗୋଟେ ହିଷ୍ଟିରୀୟା ଚ୍ୟାନେଲ
@newindiawithomm2141
@newindiawithomm2141 15 күн бұрын
Pura thik bhai
@chandanmallick4749
@chandanmallick4749 Жыл бұрын
ବୋହୁତୁ ସୁଦର କଥା ମାଡାମ
@bishnubehera86
@bishnubehera86 Жыл бұрын
ପିଲା ମାନଙ୍କୁ ଯେତେ ଆଧ୍ୟାତ୍ମିକ ଜ୍ଞାନ ବିଷୟରେ ଶିକ୍ଷା ଦେବା ପିଲା ସେତିକି ସୁପଥେ ଯିବେ,ଯେତେ ଆଧୁନିକ ଜ୍ଞାନ (ମୋବାଇଲ,, ଟିଭି, କମ୍ପ୍ୟୁଟର ) ବିଷୟ ରେ ଶିକ୍ଷା ଦେବା ସେତିକି ପିଲା କୁପଥେ ଯିବେ
@tukuparida5714
@tukuparida5714 Жыл бұрын
ସମାଜରେ ଆପଣଙ୍କ ଚିନ୍ତାଧାରା ବୃଦ୍ଧି ପାଉ, ଧନ୍ୟବାଦ ଭ ଉଣୀ, ଜୟଶ୍ରୀ କୃଷ୍ଣ,
@rabindrakumardalei8882
@rabindrakumardalei8882 11 ай бұрын
ପିଲାମାନଙ୍କୁ ଯଦି ରାମାୟଣ ପୁରାଣ ଶିକ୍ଷା ଦିଆଯାଏ ତାହେଲେ ଆଜି ଏପରି ଦେଖିବାକୁ ମିଳିନଥାନ୍ତା
@satyajeetbabu6755
@satyajeetbabu6755 9 ай бұрын
Yes
@srikantamobile2973
@srikantamobile2973 7 ай бұрын
Right
@sushantnayak3007
@sushantnayak3007 Жыл бұрын
ମାଡାମ ଜେତିକି ସୁନ୍ଦର ତାଙ୍କର ଚିନ୍ତା ଧାର ଭୀ ସେତିକି ସୁନ୍ଦର 🙏🙏🙏🙏
@prananath118
@prananath118 Жыл бұрын
ଆପଣଙ୍କ ମନ୍ତବ୍ୟ ଗ୍ରହଣ ଯୋଗ୍ୟ ଅଟେ 🙏🏻
@rkpihu_odia
@rkpihu_odia Жыл бұрын
ସନମାନନୀୟା ମହୋଦୟା ବହୁତ ସୁନ୍ଦର ଉପଦେଶ ଦେଇଛନ୍ତି ତାଙ୍କୁ କୋଟି ପ୍ରଣାମ ।
@dineshpatra5443
@dineshpatra5443 Жыл бұрын
ମାଡ଼ମ ପୁରା ପରଫେକ୍ଟ କହିଲେ ବେଶି ଭଲ ଲାଗିଲା ମୁଁ ଭାବୁଛି ପିଲା କିଛି ଶିଖିବେ ଏମିତି କହିବା ଦରକାର ପ୍ରତି 2/3 କୁ ଥରେ
@santosh34554
@santosh34554 2 ай бұрын
💪💪👍👍 Sweets, sugar, chocolate, watermelon ye sab nahi khaoge to tum kaam vaasna se dur ho jaoge. Bramhacharya since last 6 months. Try it and be hawas free 👍
@jitendraacharya9145
@jitendraacharya9145 Жыл бұрын
ନିଜ ଛୁଆମାନଙ୍କ କଥାକୁ ଅନ୍ଧ ଭଳି ଦେଖୁଥିବା ବାପା ମା ଙ୍କ ପାଇଁ ଭଲ ସନ୍ଦେଶ ଟିଏ 🙏
@user-wk1sw9nz5j
@user-wk1sw9nz5j Жыл бұрын
Bahut bhalo news
@madhabaraha1719
@madhabaraha1719 Жыл бұрын
ଠିକ୍ କଥା କହିଲ ମେମ୍
@ashutoshsethi7627
@ashutoshsethi7627 2 ай бұрын
ମ୍ୟାଡାମ୍ ବହୁତ ସୁନ୍ଦର ଭାବେ ଭୁଝେଇଲେ କିନ୍ତୁ ଭାସ୍କର ବାଲାଙ୍କୁ bite ଦେଇ ବହୁତ ବଡ ଭୁଲ କରିଦେଲେ 🙏
@manasbeher7264
@manasbeher7264 Жыл бұрын
ମୁଁ ସରକାର ଙ୍କୁ ଅନୁରୋଧ କରୁଚି ଯେତେ ମିଡ଼ିଆ ଚ୍ୟାନେଲେ ଅଛି ଏମିତି ସେ ମାନେ ପ୍ରଥମେ ସ୍କ୍ରିନି ଉପରେ ଅଶିଳ ଲେଖା ଏଡିଟି କରନ୍ତୁ ନାହଁ କାରଣ ପ୍ରଥମେ ମୋବାଇଲି ଡିସିପ୍ଲେ ଉପରେ ସେ ଲେଖା ଆସୁଛି ଛୁଆ ମୋବାଇଲି ଖୋଲିଲେ ସେ ଲେଖା ଦେଖି ତାଙ୍କର ଆଗ୍ରହ ବଢୁଛି ସେ ଖବର ଦେଖିବା ପାଇଁ 🙏🙏
@devil_rakesh3957
@devil_rakesh3957 Жыл бұрын
Right bro
@gopinathswain9855
@gopinathswain9855 Жыл бұрын
Right 👍
@mahanadmi4417
@mahanadmi4417 Жыл бұрын
Thank you for your advice to the society.The valuable heart touching advice help to change others.Thank you.
@vickyzzzz...9284
@vickyzzzz...9284 Жыл бұрын
Realistic !! Thank you for keeping a talk about it 😌
@itz_ommprakash_
@itz_ommprakash_ Жыл бұрын
@anusayabarik7459
@anusayabarik7459 7 ай бұрын
Aemiti mother sabu child ku darkar ❤
@qxztr
@qxztr 13 күн бұрын
ସମାଜ ପାଇଁଁ ଗ୍ରହଣ ଯୋଗ୍ଯ କଥା କହିଲେ ମାଡାମ୍। ଧନ୍ଯବାଦ।
@sudhanandadalai9848
@sudhanandadalai9848 Жыл бұрын
Good analysis , good advice mam,
@shrabankumar4695
@shrabankumar4695 Жыл бұрын
ଭେଷ ଭାଶା ପୋସାକରୁ ମଣିଷ ଚିହ୍ନ ବା ଲକ୍ଷଣ ରୁ ଜାଣିବା
@brajakishor121
@brajakishor121 29 күн бұрын
ଏ ଚାନେଲରେ ଆଉ କିଛି ମିଳୁନି। ଏ ବାଳ ନିୟୁଜ୍ ଦେଖିବାକୁ କିଏ ଜିବ
@Abhimanyu97762
@Abhimanyu97762 Жыл бұрын
ସବୁ ଜଲଦି ଠିକ ହେବ ଆପଣ ଯୋଉ କଥା କହୁଛନ୍ତି ସେ ହେଲା ପିଲାଙ୍କୁ ମୋବାଇଲ ବେବହାର କରିବାକୁ ଦେବା ଯୋଉଦିନ ପିଲାଙ୍କୁ ମୋବାଇଲ ଦେବା ବନ୍ଦ କରିବେ ସେହିଦିନ ହିଁ ପିଲା ସୁଧୁରିବେ ସମାଜ ସୁଧୁରିବ ଆମେ କହୁଛେ ପିଲାଙ୍କୁ ମୋବାଇଲ ଦେଲେ ସେ ତରକି କରିବେ ହେଲେ ସେ ତାକୁ ଖରାପ ବାଟରେ ବେବହାର କରୁଛନ୍ତି ସେଇ ମୋବାଇଲ ବେବହାର କରିକି ପିଲା ଷଷ୍ଠ ରୁ ନଷ୍ଟ ହେଉଛନ୍ତି
@ratrinaik8409
@ratrinaik8409 Жыл бұрын
Right 👍👍
@manasranjan7677
@manasranjan7677 Жыл бұрын
Hii
@manasranjan7677
@manasranjan7677 Жыл бұрын
good morning
@manasranjan7677
@manasranjan7677 Жыл бұрын
Hii
@manasranjan7677
@manasranjan7677 Жыл бұрын
good morning
@Tuna1998.
@Tuna1998. Жыл бұрын
Madam u are great.🙏🏼🙏🏼.. Easily explain the matter... With humble talking
@shibnarayanpatra5243
@shibnarayanpatra5243 Жыл бұрын
ମା ' ହେବତ ଏମିତି । ବିଦ୍ୟାଳୟ ସ୍ତରରୁ କଲେଜ ପର୍ଯ୍ୟନ୍ତ ଆପଣଙ୍କ ଦ୍ୱାରା ଏହି ଭିଡିଓର ପ୍ରଚାର ପ୍ରସାର ଦ୍ୱାରା ନବୀନ ନବୀନା ସନ୍ତାନ ସନ୍ତତିଙ୍କ ଜୀବନ ସତ୍ପଥଗାମୀ ଓ ସଂଯମୀ ହୋଇ ପାରନ୍ତେ ।
@jagadishdash3763
@jagadishdash3763 2 күн бұрын
ଭାଷ୍କର ଗୋଟିଏ ଭାଡୁଆ ଚ୍ୟାନେଲ
@NirmalJena-kl8fq
@NirmalJena-kl8fq 24 күн бұрын
ମା ବହୁତ ଭଲ ଲୋକ ଆପଣ ଏତେ କ୍ଳିଅର ରେ ସବୁ ବୁଝାଇବା ସହଜ କଥା ନୁହେଁ ଆପଣ ଙ୍କୁ ମୋର ହୃଦୟ ରୁ ନମସ୍କାର 🙏🏿🙏🏿
@sudeshpradhan4288
@sudeshpradhan4288 Жыл бұрын
A Good lesson to the society.
@sasikantkant4780
@sasikantkant4780 Жыл бұрын
ସବୁ ହେବ, ନିଜ ଉପରେ, ଝିଅକୁ ସାଂଗ ଭାବ ସମାଧାନ ହାକରେ
@abhimanyusahoo1624
@abhimanyusahoo1624 Жыл бұрын
Right kahila maaa Kehi Kehi na bujhipari Bapa maa ku Bhul deichhanti
@sameerrout9721
@sameerrout9721 Жыл бұрын
ବହୁତ ସୁନ୍ଦର ଲାଗିଲା।
@sarat1989
@sarat1989 Жыл бұрын
Absolutely right madam 👍
@niranjanbiswal5403
@niranjanbiswal5403 Жыл бұрын
Mam ur Tips too Precious for all Tean ager & Also his /her Parents
@akashbag4545
@akashbag4545 Жыл бұрын
Your advice is so good to everyone. I proud of you my dear madam
@ummeyaiman2744
@ummeyaiman2744 Жыл бұрын
Thanks ma'am absolutely right 🙏🙏🙏🙏🙏
@amazonbuyer526
@amazonbuyer526 Жыл бұрын
You are 100%right.
@dr.pradeepseth4346
@dr.pradeepseth4346 Жыл бұрын
Excellent topics well described,respected mam.
@santoshpanda008
@santoshpanda008 Жыл бұрын
Well explained Madam, really helpful thought
@swainj8202
@swainj8202 Жыл бұрын
ମୁଁ ତ ଠିକ୍ ସେଇ କଥା ଭାବେ କିନ୍ତୁ ବୁଝେଇ ପାରେ ନି କିନ୍ତୁ ଆପଣ ଯେମିତି ବୁଝେଇଲେ really mind blowing
@tapurinkucreation8438
@tapurinkucreation8438 Жыл бұрын
👏👏👏 very good motivation
@Skumar-xs7zr
@Skumar-xs7zr Жыл бұрын
Truely admirable discussions by ma'am
@BudhuramHo
@BudhuramHo Жыл бұрын
wow ati sundar......
@shantanu1432
@shantanu1432 Жыл бұрын
ଭଲ ଥିଲା ଆହୁରି ଭଲ ବି ହୋଇପାରିଥାନ୍ତା !
@Rasmiranjanparida83
@Rasmiranjanparida83 Жыл бұрын
Excellent suggestion ma'am🙏
@dhirenmohapatra4584
@dhirenmohapatra4584 Жыл бұрын
ବର୍ତ୍ତମାନ ସମୟ ବିପଦ ସ୍ଥିତିରେ ଗତି କରୁଛି । ଧର୍ମର ପ୍ରଭାବ କମି ଯାଉଛି ।
@pitambarbehera6758
@pitambarbehera6758 Жыл бұрын
Real, words, you, have, said. Thank, you.
@kalandisahoo8690
@kalandisahoo8690 Жыл бұрын
Very good Advice madam
@DURGAPRASAD-pi7yt
@DURGAPRASAD-pi7yt Жыл бұрын
Good advice ma'am 🙏🙏
@hodophile259
@hodophile259 Жыл бұрын
12 to 17 is considered as teen but now a days 12 or 13 yr old are behaving like adults
@krishnachandramuduly9778
@krishnachandramuduly9778 Жыл бұрын
Thanks Madam For Ur valuable suggestions
@asishmohapatra1326
@asishmohapatra1326 Жыл бұрын
Absolutely right.thanks mam.pura practical thik kahile 🌺💐
@gurbuz1
@gurbuz1 Жыл бұрын
Very beautiful lady, with good sense of humor.. I really like & respect her... White colour saree more suits her.... I really like her personality... 🙏👍
@Rohansharma-bo7yx
@Rohansharma-bo7yx Жыл бұрын
nalua sala,😂
@gurbuz1
@gurbuz1 Жыл бұрын
@@Rohansharma-bo7yx Kana gote Loka Ra bhala guna ku admiration kariba b nalua heiigalani aajikaali🤣,If you think so it's your problem to perceive the world, not mine... okay
@xyzrockzzz2563
@xyzrockzzz2563 Жыл бұрын
Pakka nalua ta reeeee 😂😂😂😂😂
@subashdalai8893
@subashdalai8893 Жыл бұрын
Jalipi 😜
@gurbuz1
@gurbuz1 Жыл бұрын
@@subashdalai8893 Get out... Such a useless man
@stylishnirakar2977
@stylishnirakar2977 Жыл бұрын
Mind blowing... U r great 👍👍
@sanjuktabehera7052
@sanjuktabehera7052 8 ай бұрын
ଆପଣଙ୍କ ମନ୍ତବ୍ୟ କୁ ଧନ୍ୟବାଦ
@anandaelectrical973
@anandaelectrical973 Жыл бұрын
ମୁ କହିବାକୁ ଚାହୁଁଛି କି‌ ଏ ଭାସ୍କର ନିଉଜ ବାଳା କେଵଳ view ପାଇବା ପାଇଁ ଏ ସବୁ ଅଭଦ୍ରାମି ଟାଏଟେଲ ଏବଂ ନିଉଜ ଗୁଡା ସେଆର କରୁଛି । ଏସବୁ ବନ୍ଦ କର
@chittcreativity
@chittcreativity Жыл бұрын
Video dekhi khata khaila bhali lagila ki?
@ashokkumarmahanta6142
@ashokkumarmahanta6142 Жыл бұрын
ହଁ ଭାଇ
@anandaelectrical973
@anandaelectrical973 Жыл бұрын
@@chittcreativity tu master mind jana paduchi
@chittcreativity
@chittcreativity Жыл бұрын
@@anandaelectrical973 ek number... Super.... Tama comment bhaskara channel padhuchi au. Band kari deba.. Kharap title...
@anandaelectrical973
@anandaelectrical973 Жыл бұрын
@@chittcreativity aapan mane khusi to
@manasdash611
@manasdash611 Жыл бұрын
You are 100 percent right ma'm.I really appreciate your logic.Thank u.🙏
@DS-nu4cr
@DS-nu4cr Жыл бұрын
ଆହୁରି ହିନ୍ଦୀ ଫିଲିମ୍ ,ଗୀତ ଆଉ ହିନ୍ଦି ୱେବ୍ସିରିଜ ଦେଖ ଆଉ ଆହୁରି ବିହାରିଙ୍କୁ ଅନୁସରଣ କର ।
@ipsitarout8568
@ipsitarout8568 Жыл бұрын
Bihari UPSC v pauchanti.. Odisha re ta kahin paunahanti
@DS-nu4cr
@DS-nu4cr Жыл бұрын
@@ipsitarout8568 ଚରିତ୍ର ବିନା ଚାକିରି ବେଶ୍ୟା ବି କରିପାରିବ । ତା ଛଡ଼ା 18 କୋଟି ଜନ ସଂଖ୍ୟା ଥିବା ରାଜ୍ୟରୁ 30 ଟା ଯଦି ଚାକିରି ପାଇଗଲେ ତା ମାନେ ନୁହେଁ ଜେ ସିଏ ଭଗବାନ ।
@mr.option1569
@mr.option1569 Жыл бұрын
@@ipsitarout8568 odisha re paunhti kia kahila ...tumr gyaan kam
@ipsitarout8568
@ipsitarout8568 Жыл бұрын
@@mr.option1569 odia kam pauchanti
@mr.option1569
@mr.option1569 Жыл бұрын
@@ipsitarout8568 hmm
@PS-fz2br
@PS-fz2br Жыл бұрын
Bahut badhia🙏
@asitraymohapatra8208
@asitraymohapatra8208 Жыл бұрын
Good advice madam ji good message for society
@tspandandapat1722
@tspandandapat1722 Жыл бұрын
Thik Katha 👍
@dhanumallick6993
@dhanumallick6993 Жыл бұрын
Tnq mam very nice 👍 mostly good advice for next generation....
@ganeshwararana9728
@ganeshwararana9728 Жыл бұрын
Very nice 👍
@jogendradalai3027
@jogendradalai3027 Жыл бұрын
Ati sundar katha ti kahichanti mam
@user-rt7ic2xi5b
@user-rt7ic2xi5b 4 ай бұрын
Thank you for your beautiful tips
@bulusuniversity6815
@bulusuniversity6815 Жыл бұрын
When girls are selfeducated & wise , everything better starts happening.
@buildingconstruction9491
@buildingconstruction9491 Жыл бұрын
Bhaskar news biso pie morunu
@lightingseven5492
@lightingseven5492 11 ай бұрын
🙏🏻🙏🏻🙏🏻🙏🏻🙏🏻ମ୍ୟାଡାମ ବହୁତ ଭଲ ବୁଝେଇଲେ
@bestsocialreformer5566
@bestsocialreformer5566 Жыл бұрын
ALL THE BEST MAM . THANK YOU FOR YOUR KIND INFORMATION..
@allcricketfan18
@allcricketfan18 Жыл бұрын
Right Didi
@SANNY___
@SANNY___ Жыл бұрын
ଭଲ ଥିଲା ଆହୁରି ଭଲ ହେଇପାରିଥାନ୍ତା 😜
@laluprasaddas4382
@laluprasaddas4382 Жыл бұрын
Bohut Sundar subject
@sumitkumarpradhancdbht9448
@sumitkumarpradhancdbht9448 Жыл бұрын
Really madam aapona kichi katha janeiparile bahut bhalo
@d.proutray5562
@d.proutray5562 Жыл бұрын
This incident has happened is very unfortunate but it is a big thing to think why it has happened Now-a-days, the direction in which the society is moving, everyone has to stay with the society and walk with the society When the distance increases between parents and children, then this type of incident is seen more.
@anambehera5995
@anambehera5995 Жыл бұрын
ଠିକ୍ କଥା କହିଲେ ମ୍ୟାଡମ୍
@sarmisthamohanty3071
@sarmisthamohanty3071 11 ай бұрын
Apan thik kahile madam pilanka sahita sabukichhi share kariba darkar.thank you madam.
@soumyaranjansahoo1036
@soumyaranjansahoo1036 Жыл бұрын
Bohut sundra madam 👏👏
@pabitrasahu9469
@pabitrasahu9469 Жыл бұрын
Good heading to view more 👍
@devediting7310
@devediting7310 Жыл бұрын
ଏକ ଭଲ ସନ୍ଦେଶ ସମାଜ ପାଇଁ 🙏
@bishramchhatriya1873
@bishramchhatriya1873 2 ай бұрын
Bahut badhiya kahuchhan medam. Thank you
@educationforstudents4624
@educationforstudents4624 Жыл бұрын
Very good thoughts
@sukantapati8299
@sukantapati8299 7 ай бұрын
Madam always spread this type motivation ,as gap of communication means,
@BlackPagodaYT
@BlackPagodaYT Жыл бұрын
Anty nku dekhile laguni, tankara post graduate pass karithiba jhia te achi
@avijitparida4030
@avijitparida4030 Жыл бұрын
👍
@mallilatapanda2561
@mallilatapanda2561 Ай бұрын
Thanks mame your message is very useful for the society 🎉
@bhoiprakash4242
@bhoiprakash4242 Жыл бұрын
ତମର କିଛି କାମ ନାହିଁ କିରେ ବେଲଜ୍ୟ ମାନେ
@chandanbiswal9201
@chandanbiswal9201 Жыл бұрын
ମାଦମ୍ ଙ୍କ କଥା ଏ କ୍ ଦମ୍ ଠିକ୍ ମୁଁ ପ୍ରଥମତଃ କହିବି ଫାଷ୍ଟ ଆଣ୍ଡ ଫାଷ୍ଟ ଶିକ୍ଷା ପ୍ୟାରେନ୍ଷ୍ଟ ନିଜର ପୁଅ ଅବଂ ଝିୟ ନିଜର ଶିକ୍ଷା ଦେବା ଅନିର୍ଭାଜ୍ୟ କୋଉଟା ଠିକ ଏବଂ କୋଉଟା ଭୁଲ ପ୍ରଣାମ mam
@pinkibehera6530
@pinkibehera6530 Жыл бұрын
good advice mam
@manasranjan7677
@manasranjan7677 Жыл бұрын
Hii
@manasranjan7677
@manasranjan7677 Жыл бұрын
good morning
@narottambarik8097
@narottambarik8097 Ай бұрын
Best advice to society
@dasharathibehera6925
@dasharathibehera6925 11 ай бұрын
Very caring mother
@biprasabar9639
@biprasabar9639 Жыл бұрын
Right didi
@chandangochhayat928
@chandangochhayat928 Жыл бұрын
ଠିକ୍ କଥା ମାଡାମ୍ 🙏
@HariKrishnaSahu
@HariKrishnaSahu Жыл бұрын
Superb information... #HariKrishnaSahu
@hrushikeshdharua4522
@hrushikeshdharua4522 Жыл бұрын
Thank you medam best advice
@jogeswarbisoi2577
@jogeswarbisoi2577 Жыл бұрын
🙏 ମେଡ଼ମ ବହୁତ ଭଲ କଥା କହିଲେ
@AshokPanda-jh5zl
@AshokPanda-jh5zl 11 ай бұрын
Present should be friend after 16 years according to Acharya Chanakya🙏
@sanjibkumar5012
@sanjibkumar5012 Жыл бұрын
Thnx mam
@chinmayakumarsahoo7620
@chinmayakumarsahoo7620 Жыл бұрын
Nice Advice 👍🏽🙏
Jibana Do Chhakire Ashara Alok Ep 419   29 JUNE 2024
43:29
Каха и суп
00:39
К-Media
Рет қаралды 3,7 МЛН
Was ist im Eis versteckt? 🧊 Coole Winter-Gadgets von Amazon
00:37
SMOL German
Рет қаралды 36 МЛН
Jibana Do Chhakire Ashara Alok Ep 361, 15 APRIL 2023
44:46
OTV
Рет қаралды 3,6 МЛН
Каха и суп
00:39
К-Media
Рет қаралды 3,7 МЛН