ମୁଖ୍ୟମନ୍ତ୍ରୀ ଯାହା କରୁଛନ୍ତି କିଛି ଠିକ କରୁନାହାନ୍ତି । Kalinga Today Live ।

  Рет қаралды 206,045

Kalinga Today Live

Kalinga Today Live

7 күн бұрын

------------------------------------------------
kalinga today live is Odisha's leading 24x7 news and current affairs Digital channel. Odisha's most credible media house that also publishes updates on news, politics, sports, business, current affairs, entertainment, technology, health updates.
#kalingatodaylive #kalingatoday #odishanews

Пікірлер: 878
@gobardhansabar9669
@gobardhansabar9669 5 күн бұрын
ତମେ ଯେଉଁ ଦଳର ହୁଅ,ସତ କଥାକୁ ସମ୍ମାନ ଦିଅ।
@benjamingamango9732
@benjamingamango9732 2 күн бұрын
Rango diare paisa kharcha kora garibanko susana kora.
@dr.krushnachandraraita5670
@dr.krushnachandraraita5670 Күн бұрын
All is right action by Chief Minister
@rajatkumarduttabeautyliesi3154
@rajatkumarduttabeautyliesi3154 3 күн бұрын
Right Sir.. no tension.. e 5 years ପାଇଁ,ତା ପରେ ସବୁ ସାଇଜ୍ ହୋଇଯିବ
@dharmendrapradhan8549
@dharmendrapradhan8549 2 күн бұрын
Bala ta haba
@rajatkumarduttabeautyliesi3154
@rajatkumarduttabeautyliesi3154 Күн бұрын
@@dharmendrapradhan8549 ତୁ ସେଇ ବାଳ ରେ ବାନ୍ଧି ହୋଇ ଖାଞ୍ଚ ଖାଇବୁ, ଦେଖ୍ challenge
@subidrout1609
@subidrout1609 3 сағат бұрын
Vote nadele gadi kemiti sambhalibe kuha ta​@@dharmendrapradhan8549
@dhananjayakhilar3888
@dhananjayakhilar3888 3 күн бұрын
ଭଲ ହୋଇଛି ରଂଗ ବଦଳିଛି
@ajayabehera155
@ajayabehera155 5 күн бұрын
ଯେତେବେଳେ ପାଣ୍ଡିଆନ ରାଜକୋଷରୁ ୫୦କୋଟି ଟଙ୍କା ହେଲିକପ୍ଟର ପାଇଁ ଖର୍ଚ୍ଚ କଲେ, ସେତେବେଳେ ତମେ କେଉଁଠି ଥିଲ
@himansusekhar3325
@himansusekhar3325 5 күн бұрын
Se ଲୋକଙ୍କ କଥା ବୁଝୁଥିଲେ
@somanathsing7000
@somanathsing7000 5 күн бұрын
ଏଲିନା କୁ ଗେଉଥିଲେ
@kingdibyamusical
@kingdibyamusical 5 күн бұрын
Se kebe kahunathile ji baget nhie
@maheshkumar-fn4gc
@maheshkumar-fn4gc 5 күн бұрын
ସେ ତୋ ବୋଉ ପାଖରେ ଥିଲା ମା ଗିହା ମୋଦି ର କୁକୁର ତୁ
@parsuramsahoo3203
@parsuramsahoo3203 5 күн бұрын
Ea sala kou gai ra gobara ma😂😂😂😂
@dushadusha2402
@dushadusha2402 3 күн бұрын
ଠିକ କହୁଛ ଯେ ଆଗରୁ କହିବାର ଥିଲା ଆଉ ଏ ନେତା ମାନେ ଜାଣିବା କଥା ଯେ ସେମାନେ ଯୋଉ ଟଙ୍କା ଖର୍ଚ୍ଚ କରନ୍ତି ସେ ଟଙ୍କା ଆମ ଓଡିଶା ବାସି ଙ୍କର କୋଉ ନେତା ର କି ତା ବାବାର ଟଙ୍କା ନୁହେଁ
@pabitraswain1273
@pabitraswain1273 4 күн бұрын
ନୁଆ ସରକାର ଆଶିଲେ ରଙ୍ଗ ଵଦଳିଲା ଢଙ୍ଗ ବି ବଦଳିବା ଦରକାର୍ ଜୟ ଜଗନ୍ନାଥ
@sanujkumar3950
@sanujkumar3950 7 сағат бұрын
Colour re kharcha heithiba paisa kia debe...emit loka mananka paisa ku bekar waste karibaku bhari khusi laguchhi tanku.Jadi ete colour change kariba ku ichha tahele nija packet ru kharcha kariki karantu naa
@PintuMahakul
@PintuMahakul 5 күн бұрын
ପଚାଷ ବର୍ଷ ପୂର୍ବରୁ ଆମ ରାଜ୍ୟର ସରକାରୀ ବସ୍ ସବୁର ରଙ୍ଗ ଗେରୁଆ ବା ନାରଙ୍ଗୀ ରଙ୍ଗର ହିଁ ଥିଲା । ମହାରାଷ୍ଟ୍ର ରାଜ୍ୟର ପୁରୁଣା ଲାଲଡବା ବସ୍ ର ରଙ୍ଗ ଓ ଓଡ଼ିଶା ରାଜ୍ୟର ବସ୍ ର ରଙ୍ଗ ପ୍ରାୟତଃ ସମାନ ଥିଲା । ମଝିରେ ରଙ୍ଗ ବଦଳାଇ ଦିଆଗଲା । ଏବେ ପୁଣି ବଦଳି ଯାଇଛି । ପାଚାଷ ବର୍ଷ ପୂର୍ବେ ଯେଉଁ ରଙ୍ଗ ଥିଲା, ସେହି ରଙ୍ଗ କଲେ ସମସ୍ତେ ଖୁସି ହେବେ । ଆଉ ଥରେ ପୁରୁଣା ଦିନର ବସ୍ ଦେଖିବାକୁ ମିଳିବ ।
@user-yo9gv9ow2z
@user-yo9gv9ow2z 3 күн бұрын
ନାମ ପରିବର୍ତ୍ତନ ଏବଂ ରଙ୍ଗ ପରିବର୍ତ୍ତନ ମଧ୍ଯ ବିକାଶ ।
@asaymondal4115
@asaymondal4115 Күн бұрын
ବାଳ ନା ଆଉ 😂😂😂😂😂😂🎉🎉🎉
@dinabandhumallick2780
@dinabandhumallick2780 5 күн бұрын
ପରପେଳରେ ମୁଡିଭାଜିବା ଯା ଏ କାମ ସେୟା
@AjiDash
@AjiDash 5 күн бұрын
Right sir
@jaganpunamjaganpunam3501
@jaganpunamjaganpunam3501 5 күн бұрын
ନବୀନ ଯାହା କରୁଥିଲା ଠିକ କରୁଥିଲା
@mahabirmajhi2683
@mahabirmajhi2683 4 күн бұрын
OK ! Naveen and his gangs were being entertained by Archana Nag,Elina, Boudis from Bengal at Balle Balle Dhaba and Kusuma cottage in Jajpur ! Apona maney khusi to ! 😅
@status1364
@status1364 2 күн бұрын
ଓଃ କି ଭଦ୍ରାମି... 👍👍
@tarusahu194
@tarusahu194 Күн бұрын
ଭଲ ହଉଛି ରଂଗବଦଲୁଛି ହଈହୋଭାଈରଗଂବଦଲିଲେ ତମରକଣ ଅସୁବିଧା
@user-nm8pb6hc7l
@user-nm8pb6hc7l 5 күн бұрын
ଓଡ଼ିଶା ରେ ଯିଏ ବି ମୁଖ୍ୟମନ୍ତ୍ରୀ ହେଉ ଓଡିଶା ଲୋକ ଖୁସି ହେବେ ନାହଁ ବିରୋଧି ଲୋକେ କହିବେ ଏମିତି ହେଲା ନାହିଁ ସେମିତି ହେଲା ସେମିତି ହେବାର ଥିଲା ଏମିତି ହେଲା 😂😂😂😂😂
@Anjankumarsatapathy
@Anjankumarsatapathy 2 күн бұрын
BJP ସରକାର ମାଷ୍ଟର ମାନଙ୍କ ଦରମା ଦେଇ ପାରୁନି ଏଣେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ରଙ୍ଗ ବଦଳାଉଚି ଛି ଶଳା ଲାଜ ଲାଗୁଚି ଏ କଥା ଶୁଣିଲେ
@himanshu8759
@himanshu8759 5 күн бұрын
Mausa tame pura BJD
@sudiptacharles5174
@sudiptacharles5174 4 күн бұрын
My odisha my Naveen pattinik sir 🙏 i 💕
@ruparisingh1917
@ruparisingh1917 3 күн бұрын
Mausa ku kebala kalia paisa darkar
@gitanjalidas5581
@gitanjalidas5581 3 күн бұрын
​@@ruparisingh1917ta kn hila 😮😮😮
@prabhatpradhan1815
@prabhatpradhan1815 2 күн бұрын
Tame kou dalara ki bhai BJP heu ki bjd heu mausa right katha kahuchhanti
@RMStudio16933
@RMStudio16933 23 сағат бұрын
jadi tame bjp heithile sapna dekdani next bjp ku vote deba pai
@LIFE.748
@LIFE.748 2 күн бұрын
ମୁଖ୍ୟ ମନ୍ତ୍ରୀ ଯାହା କରୁଛନ୍ତି ସବୁ ଠିକ କରୁଛନ୍ତି
@aM-wg1jq
@aM-wg1jq Күн бұрын
Banda😂
@LIFE.748
@LIFE.748 Күн бұрын
@@aM-wg1jq to bapa maa bodha ai sabu sikya daichanti
@kalicharanmahapatra885
@kalicharanmahapatra885 5 күн бұрын
Bjd ଯେତେ ବେଳେ ଶାସନ କୁ ଆସିଲା କହିଲା ଆମ ଓଡ଼ିଶା ,ଚେର ଲଗିଗଲାପରେ କହିଲା ମୋ ଓଡ଼ିଶା ,ଲୋକଙ୍କ ଗାଲକୁ ଚପଦା ମାରିଲା ଭଳି କହିଲା ନବୀନ ଓଡ଼ିଶା ଚାରିଆଡ଼େ ଗଛସବୁ କଟିଦେଇ ଶାଗୁଆ ରଙ୍ଗ ବୋଲି ଦଳ ରଙ୍ଗ ପ୍ରଚାର କଲା ଏସବୁ 24 ବର୍ଷ ସହିଲା ବେଳକୁ ଏ ବ୍ୟକ୍ତିଙ୍କୁ ବହୁତ୍ ଭଲ ଲାଗିଲା ଏବେ କାହିଁକି ଜର ହେଇ ଗଲା ସେ ଜାଣି ଥିବେ
@brandsrikantamusic4512
@brandsrikantamusic4512 5 күн бұрын
Bhai bjp ku Loko chance dele Tara Mane ni je tame ranga change Kariba Loko boli direct bus ra ranga change Kari nija ku nijaku proof karideucha
@jogendrarout5867
@jogendrarout5867 5 күн бұрын
Yr 2000 ru 2009 Kn bjp, bjd sahita Sarkaar re kn thile ?
@gundichagundicha7905
@gundichagundicha7905 3 күн бұрын
ମେ। ଭାଇ ଠିକ୍
@SAROJArtsVlogs
@SAROJArtsVlogs 2 күн бұрын
Rights sir...ଯାହା କହିଲ ସତ କହିଲ sir 🙏🙏🙏🙏🙏🙏🙏🙋🙋🙋🙋🙋🙋
@bahadurhembram9239
@bahadurhembram9239 Күн бұрын
Lokata kn sata kahichi kichhi true nuhm
@rameshbehera4403
@rameshbehera4403 5 күн бұрын
25 barsh hospital re kana heichhi
@snigdhamohanty6063
@snigdhamohanty6063 22 сағат бұрын
Bapa ku neiki dekha se kahidebe kana kama heichi
@user-jh8kx3lz3j
@user-jh8kx3lz3j 5 күн бұрын
Thank you
@chandanmahapatra9152
@chandanmahapatra9152 3 күн бұрын
Good sir
@bhagabanajani-bs7np
@bhagabanajani-bs7np 5 күн бұрын
Thik karihhanti
@hemantamallick7466
@hemantamallick7466 4 күн бұрын
ବିଜେଡି ଗ୍ରୀନ ଯେତେବେଳେ କଲର କରିଥିଲା ସେତେବେଳେ ବିରୋଧ କଲେନି ଆପଣ
@hemantalohar4887
@hemantalohar4887 5 күн бұрын
Right 👍👍👍
@sureshchandrabhoi5409
@sureshchandrabhoi5409 5 күн бұрын
ସିଏ ଭଲ କଣ ମନ୍ଦ କଣ ଜାଣିନି ତ ସିଏ ଭଲ କଣ କରିବ.
@ashokpradhan3732
@ashokpradhan3732 Күн бұрын
Very good ilike it sir
@dukhacharandalai7459
@dukhacharandalai7459 5 күн бұрын
ଆରେ ମଉସା ସ୍କୁଲ ଆଉ uniform ରଙ୍ଗ ବଦଳିଲା ବେଳେ ଟା କିଛି କହିଲେନି ଆଉ ପାଣ୍ଡିଆନ ବାବୁ ଯୋଉ ରାବିଡି ବାଣ୍ଟୁ ଥିଲେ ସେତେବେଳେ କୋଉଠି ଥିଲା l ଆଜି ରଙ୍ଗ ବଦଳିଲେ କହୁଛ କଣ ନା ରଙ୍ଗ ବଦଳ ଟଙ୍କା ରେ ବସ୍ ମେଣ୍ଟେନଏସ ହୁଅନ୍ତା ବା ବା ରେ ଜ୍ଞାନୀ ଗୁଣି ଅନ୍ଧ ଭକ୍ତ l
@babulakanhar062
@babulakanhar062 5 күн бұрын
School uniform ଧଳକୁ kala hela କୁଆଡେ ଥିଲ ବେଜେ
@user-xv6ov2ke7p
@user-xv6ov2ke7p 5 күн бұрын
Are se jaha Kala tame seiaa Kala bhala kiye kuha 😂😂😂😂
@mahabirmajhi2683
@mahabirmajhi2683 4 күн бұрын
Uncle ! Speak few lines about Balle Balle Dhaba,Swad restaurant and Kusuma cottage of Jajpur district ! Are people particularly tribals are getting any benefit from these luxurious cottage s and restaurant ??? These revenues are generated from Nagoda,Sukinda block and Duburi plants ; But being invested by Pandian and Bobby Das for entertaining their MLA / MP / Ministers ! Encouraging Bar and Pub cultures in Odisha !
@brajeswarisingh909
@brajeswarisingh909 4 күн бұрын
ଏମାନେ ଗୋଡ଼ ଟାଣିବା ଲୋକ, ଭଲ ସହି ପାରୁ ନାହାନ୍ତି, ଏମାନଂକୁ କାହିଁକି ପଚାରୁଛନ୍ତି, କାରଣ ଟା କଣ
@sibashishpattnaik408
@sibashishpattnaik408 4 күн бұрын
ସ୍କୁଲ ପିଲା ଡ୍ରେସ change କଲା ବେଳେ କୋଉଠୀ ଥିଲ ।
@sibanayak9252
@sibanayak9252 Күн бұрын
Thik Kahicha Sir Thank You
@premanandasuna7436
@premanandasuna7436 5 күн бұрын
ଠିକ୍ କହୁଛନ୍ତି ସାର୍
@officialbinod2715
@officialbinod2715 Күн бұрын
ମୁଖ୍ୟମନ୍ତ୍ରୀଙ୍କ bhahar kara jau
@anokhi.y.t
@anokhi.y.t 5 күн бұрын
Right 😊🙏🏻🙏🏻
@Prasarna
@Prasarna 5 күн бұрын
Ma kankaro na kharap nahi ,se advisement ku mita jaichhi.
@prabeenkumar7399
@prabeenkumar7399 Күн бұрын
Right opinion sir.. Thank you
@babulisahoo6981
@babulisahoo6981 Күн бұрын
Very Beautiful Spich
@prasantapadhi4934
@prasantapadhi4934 2 күн бұрын
Sir 100% thik kahichhanti
@user-hr3uv1bu9v
@user-hr3uv1bu9v 4 күн бұрын
Bhala katha kahila
@sabitrinath867
@sabitrinath867 2 күн бұрын
Right 👍
@b.kmunabhai6833
@b.kmunabhai6833 Күн бұрын
Tanks sar Good commentment
@Rajendra-gj3iz
@Rajendra-gj3iz 5 күн бұрын
ନବିନ କରୁଥିଲା ଠିକ୍ ମୋହନ କଲେ କଣ ପାଇଁ ଭୁଲ୍। ସବୁ ଠିକ୍ ହଉଛି। ପାଣ୍ଡିଆନ୍ ଜେତବଳେ କରୁଥିଲା ସେତବଳେ ବିରୋଧ କଲନି
@maheswarsahoo8864
@maheswarsahoo8864 23 сағат бұрын
Good views sir
@NiranjanGouda-pq2ui
@NiranjanGouda-pq2ui 2 күн бұрын
Right sir❤❤❤ Jaya hind
@ashisswain8499
@ashisswain8499 4 күн бұрын
Thik kahicha bhai
@mrsahuhk1972
@mrsahuhk1972 2 күн бұрын
ବିଜେପି ବାଲା ଏମିତି ଅଭଦ୍ର କମେଣ୍ଟ କାହିଁକି କରୁଛନ୍ତି । ଏହା କଣ ସେମାନଙ୍କ ଚରିତ୍ର ।
@user-od2jt7wm8i
@user-od2jt7wm8i 3 күн бұрын
Apana right kahile mausa
@nalinimajhi5348
@nalinimajhi5348 Күн бұрын
24ବର୍ଷ ସବୁ ଲୁଟିଲେ ସେତେ ବେଳେ ଆପଣ କଣ କରୁଥିଲେ ?????? ଏବେ ବହୁତ କହୁଛନ୍ତି, ସେତେ ବେଳେ ତୋ ଅନ୍ଧ ହେଇ ଯାଇଥିଲେ। School ଗୁଡ଼ିକ ରେ teacher ନାହାନ୍ତି,24 ବର୍ଷ ଧରି ଆପଣ କଣ କରୁଥିଲେ ??? ନା ଆପଣ ଏବେ ହିଁ ଜନ୍ମ ହେଲେ ଆଉ ଏବେ ହିଁ କଥା କହି ପାରୁଛନ୍ତି 😅😅😅😅
@user-bw3bg1yf8u
@user-bw3bg1yf8u 4 күн бұрын
ବିଜେପି ହିନ୍ଦୁ ଙ୍କ ପାଇଁ କଣ କରିଛନ୍ତି ଅଂଧଭକ୍ତ କୁହନ୍ତୁ ହିନ୍ଦୁ ପାଇଁ ବିଜେପି ର ଅବଦାନ କଣ ପନ୍ଦର ବର୍ଷା ଶାସନ ପାରେ ବିଦେଶ ବୁଲିବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଦେଶ ନୀତି ଅସଫଳ ହେଲା ମିଡ଼ିଆ କହୁଛନ୍ତି ମୋଦୀ ଙ୍କ ଦବ ଦବା ଚାଲିଛି ହେଲେ ଆମେ ଆମ ପଡୋଶୀ ଦେଶ ସହିତ ସୁସମ୍ପର୍କ ବଡେଇ ବାରେ ଅସମର୍ଥ
@user-gy3cd2cq8x
@user-gy3cd2cq8x 5 күн бұрын
Bhai right
@kalyanikumarinahak6025
@kalyanikumarinahak6025 4 күн бұрын
Bjd sarkar dukhira bhagaban
@bahadursagar1698
@bahadursagar1698 5 күн бұрын
Thanks
@bijayasahu1003
@bijayasahu1003 3 күн бұрын
Thik katha...
@dambarudharhansdah8727
@dambarudharhansdah8727 5 күн бұрын
Perfect kahi chanti agyan
@kirtansarathi3083
@kirtansarathi3083 3 күн бұрын
ବିଲକୁଲ ସତ କହିଲେ ସାର ଆପଣ...... ଆପଣଙ୍କୁ ମୁଁ ଜାଣିନି କିନ୍ତୁ ଯାହା କହୁଛନ୍ତି ସତ କହୁଛନ୍ତି
@mukeshkumarsahoo3511
@mukeshkumarsahoo3511 4 күн бұрын
ସବୁଜ ରଙ୍ଗ କଣ ପାଇଁ ବିଜେଡି ଦଳ କରିଥିଲା.. ଆଗ କୁହତ.. ଏକ ନମ୍ବର ବିଜେଡି ଚୋର ଦଳ.. ବିଜେପି ଯାହା କଲେ ଭଲ କଲେ 👌👌👌
@pradeepsworld9966
@pradeepsworld9966 2 күн бұрын
ସରକାର ସବୁବେଳେ ନିର୍ବିବାଦୀୟ ହେବା ଉଚିତ ।
@satyapattnaik2173
@satyapattnaik2173 2 күн бұрын
Ek dum thik katha kahichanti Mousa ....
@PrasantParida-i6p
@PrasantParida-i6p 2 күн бұрын
Bhala katha
@satyakamadas7414
@satyakamadas7414 2 күн бұрын
You are absolutely right Sir 🙏
@user-om2fn7ft8i
@user-om2fn7ft8i 2 күн бұрын
ଆଉ କିଛି କାମ ନାଇଁ ଖାଲି ଏହି କାମ କରିବେ
@basantakumarpanda9022
@basantakumarpanda9022 3 күн бұрын
ଲୋକଙ୍କ ପ୍ରକୃତ ଦାବିଠାରୁ ନଜରହଟାଇବା ର ଏକ ସୁଚିନ୍ତିତ ରଣକୌଶଳ ।
@singraimurmu6648
@singraimurmu6648 2 күн бұрын
Right kotha
@prasannabehera1461
@prasannabehera1461 3 сағат бұрын
Sabuthu bhala triranga ranga karajau bande utkala janani ❤
@govindemallick3996
@govindemallick3996 2 күн бұрын
Very good suggestion
@haraprasadjena590
@haraprasadjena590 2 күн бұрын
Thiki kahuchanti Bhai
@BijaykumarMohanty-xg2zp
@BijaykumarMohanty-xg2zp 3 күн бұрын
Good thinking
@sureshkumarbai1991
@sureshkumarbai1991 5 күн бұрын
Thik kahuchanti sir
@user-vt4sv8os5x
@user-vt4sv8os5x Күн бұрын
Yes sir ❤
@jaydevpadhi1802
@jaydevpadhi1802 3 күн бұрын
ଏ ସରକାର କ'ଣ କରିବା ପାଇଁ ଜାଉଛି ନିଜେ ବୁଝି ପାରୁନାହିଁ ଲୋକଙ୍କୁ କ'ଣ କହିଵ
@nareshmeher6536
@nareshmeher6536 4 күн бұрын
Sir,thik kahuchhanti
@sandhifrozen6295
@sandhifrozen6295 Күн бұрын
Perfect sir
@antarjyaminayak6833
@antarjyaminayak6833 3 күн бұрын
ସରକାର ଉଚ୍ଚ ମାନ ର ଚିନ୍ତା କରିବା ଉଚିତ୍ ଯାହା ବି କହିଛନ୍ତି ମଉସା ଠିକ୍ କହିଛନ୍ତି
@sanujkumar3950
@sanujkumar3950 7 сағат бұрын
U r Correct sir BJP ra chinta dhara ati nicha maanara.......
@saratkumar9810
@saratkumar9810 19 сағат бұрын
❤❤❤❤ ଆପଣ କହୁଛନ୍ତି ରଙ୍ଗ bodoluchi ରଙ୍ଗ ରେ କେତେ ପୋଇସl khurch କରୁଛନ୍ତି କି, କୋଟି, କୋଟି କି ଆପଣ ପୁଣି ଘର building re ବୋଧେ ରଙ୍ଗ dau ନାହାନ୍ତି
@prasantapadhi4934
@prasantapadhi4934 2 күн бұрын
Thik kahichha
@Jagannathstudio-io2se
@Jagannathstudio-io2se 3 күн бұрын
Sir 🙏 right kia kahiba asabu kichhi buchhiparunanhanti
@Fir387
@Fir387 5 күн бұрын
Right now
@junhakatha6306
@junhakatha6306 19 сағат бұрын
Absolutely correct Sir
@Manashcreativevidio
@Manashcreativevidio Күн бұрын
Right ❤sir
@kalyanikumarinahak6025
@kalyanikumarinahak6025 4 күн бұрын
Nabin babu best cm
@saratkumar9810
@saratkumar9810 20 сағат бұрын
❤❤ କିଛି ଦିନୋ ହେଲା ନୂଆ CM Hei chhanti , ଆଗୋକୁ ଆଗୋ dekho kn କୋରୁ ଛନ୍ତି,, ତାପରେ kohibe,,, ଆପଣ ତ ବୁଢ଼ା ହେଲେ kn ଟା ତାଡ଼ି ପକାଇଲେ କୁହନ୍ତୁ । ଆଜି ଯାଇ amor ଘର ମିଳିନି ବୁଢ଼ା bus kotha ଆଲୋଚନା କଲାନି,,,
@sureshdurga7834
@sureshdurga7834 5 күн бұрын
Thanku sri
@sureshroutaray5540
@sureshroutaray5540 5 күн бұрын
Thanks uncle Jay hind
@Swap3331
@Swap3331 5 күн бұрын
Nua sarkar bus ra full body colour change nakari ki alpa kichi change kariki Mukhyamantri bus seba kale bhala hanta aau jauthi laccmi bus re loka haunahanti tara route change karajau !
@sukantimohapatra7782
@sukantimohapatra7782 4 күн бұрын
Pura puri thik katha.
@opindian2777
@opindian2777 5 күн бұрын
That is Right sir
@user-kl5eg3rb8v
@user-kl5eg3rb8v 3 күн бұрын
Right sir ♥️♥️♥️🌹
@harishbehera4687
@harishbehera4687 4 күн бұрын
You are great sair good advice
@lasanajani
@lasanajani 3 күн бұрын
Right right right sir you are right 👍👍👍
@dhaneswardas548
@dhaneswardas548 5 күн бұрын
ଏ ନୂଆ ବିଜେଡି ର ମୂଖ ପାତ୍ର... ବହୁତ ବାଧୁଛି..
@mandakinimallick7922
@mandakinimallick7922 5 күн бұрын
Right 👍🏻👍🏻👍🏻....bjp ଯାହାବି କରୁଛି ଠିକ୍ ନୁହେଁ
@balaramgouda3971
@balaramgouda3971 2 сағат бұрын
❤❤❤❤❤❤❤❤❤❤
@parbatikhosla6452
@parbatikhosla6452 2 күн бұрын
You are right sir
@ishmaelbagh9994
@ishmaelbagh9994 15 сағат бұрын
You are correct 💯
@devsahu6592
@devsahu6592 4 күн бұрын
Sir bahut bhala katha kahile apana❤.
@madhusmitaroutray9519
@madhusmitaroutray9519 3 күн бұрын
Well said
@odiaawarness9292
@odiaawarness9292 2 күн бұрын
ରଙ୍ଗ ବଦଳାଇଲେ ଆପଣ ମାନେ କାହିଁକି କାନ୍ଦୁ ଛନ୍ତି
@Kunal5684
@Kunal5684 2 күн бұрын
ଓଡ଼ିଶାରେ ଯେତିକି ବସ ଆଗରୁ ଚାଲୁଥିଲା, ସବୁ ନାଲି ଆଉ ନୀଳ ରଙ୍ଗର ଥିଲା। ସେଇ ରଂଗ ରେ ଚାଲୁ। ସବୁଜ କି ଗେରୁଆ ରଂଗ ନୁହେଁ
@runusahoo3619
@runusahoo3619 Күн бұрын
Perfect Katha kahile sir,,❤❤❤❤❤❤❤,,,,,, mental chinta dhara ku improve kara sarkar 😂😂😂😂😂
@satyajitjenaopenschool
@satyajitjenaopenschool 4 күн бұрын
ଏ ସବୁ ଗରିବ ରାଜ୍ଯ ର ଗରିବ ଲୋକ ଓ ନେତା କରନ୍ତି। ପଶୁ ଚରିତ୍ର।
@dasharathiraita4705
@dasharathiraita4705 Күн бұрын
ସବୁଠୁ ମହା ମୂର୍ଖ
Я нашел кто меня пранкует!
00:51
Аришнев
Рет қаралды 4,3 МЛН
Me: Don't cross there's cars coming
00:16
LOL
Рет қаралды 15 МЛН
Survival skills: A great idea with duct tape #survival #lifehacks #camping
00:27
Agniveer Recruitment Changes // Spain vs England final battle
21:55
OdiaTechBulletin
Рет қаралды 105 М.
Быстро воспитала бешеную девушку!
0:56
БЕЗУМНЫЙ СПОРТ
Рет қаралды 2 МЛН
IShowSpeed Снова Отомстил KSI😳 #shorts
0:56
a_ve_znali
Рет қаралды 808 М.
Messi or Ronaldo ?✍️ #football #vs
0:13
AGZDREAM
Рет қаралды 2,3 МЛН
Самый Безумный Спор 😱
0:42
EpicShortsRussia
Рет қаралды 2,5 МЛН