ନେତା ଖୋଜୁଛନ୍ତି ବିରୋଧୀ ଦଳ | Odisha Reporter

  Рет қаралды 11,941

Odisha Reporter

Odisha Reporter

25 күн бұрын

ରାଜ୍ୟକୁ ମିଳିଲା ନୂଆ ସରକାର। କାମ ଆରମ୍ଭ କଲେଣି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ହେଲେ ବିରୋଧୀ ଦଳ ନେତା କିଏ ହେବେ ତାକୁ ନେଇ ଛିଡୁନି ଅଙ୍କ? ପ୍ରମୁଖ ବିରୋଧୀ ବିଜେଡି, ନବୀନଙ୍କୁ ବିରୋଧୀ ଦଳ ଆସନରେ ବସାଇବ ନା ଆଉ କେଉଁ ବରିଷ୍ଠଙ୍କୁ ଦାୟିତ୍ୱ ଦେବ? କାରଣ ବିରୋଧୀ ଦଳ ନେତାଙ୍କ ଭୂମିକା ବିଧାନସଭାରେ ବେଶ ଗୁରୁତ୍ବ ରଖେ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZfaq: bit.ly/OdishaReporteronKZfaq
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Odisha_Reporter_o...
Instagram: / odishareporter_official
#Odisha #OdishaReporter #Opposition #BJD #NaveenPatnaik #PrasannaAcharya #RanendraPratapSwain #Congress #TaraBahinipati #OdishaPolitics #BJP #OdishaGovt #KrushnaChandraMahapatra #CabinetMinistry #Assembly #Bhubaneswar

Пікірлер: 9
@user-oq8ve6lo8i
@user-oq8ve6lo8i 23 күн бұрын
ବିଜେଡି ନେତା ଖୋଜୁଛନ୍ତି l ନବୀନ ଖାଲି ମୁଖ୍ୟମନ୍ତ୍ରୀ ହିଁ ହେବ, ବିରୋଧୀ ଦଳ ନେତା ହେବେ ନାହିଁ l ସୁବିଧା ଟା ତାଙ୍କରି ଅସୁବିଧା କିନ୍ତୁ ତାଙ୍କରି ନୁହେଁ l ବିଜେଡି ଜିତିଥିଲେ ଜିତୁ ଜିତୁ ନବୀନ ନାଁ ଉଠିଥାନ୍ତା କିନ୍ତୁ ଏବେ ଫୁସ ଫାସ ହେଉଛି l ବିଜେଡି ଖାଲି ସରକାର ଏକା କରିବ l ବିରୋଧୀ ହେବ ନାହିଁ l ସରକାରୀ ନିଶା ଛାଡ଼ିନି l
@arunrout9907
@arunrout9907 22 күн бұрын
ଖାଲି, ବିଜେଡି, କଂଗ୍ରେସ କଥା କହୁଛ BJPକୁ କିଛି କହୁନ ତା ଙ୍କର ସବୁ ଠିକ୍ ଚାଲିଛି।
@MobileGuru793
@MobileGuru793 23 күн бұрын
Youth କୁ encourage କରୁ ବିଜେଡି
@basantasethy7816
@basantasethy7816 23 күн бұрын
ପାଣ୍ଡା କୁ ଆଣି ବିରୋଧି ଦଳ ନେତା କର
@chittasahoo3236
@chittasahoo3236 24 күн бұрын
ଖଣ୍ଡି ଓଡ଼ିଆ ଫଟା ସ୍ପିକର କୁ ବିରୋଧି ଦଳର ନେତା କରୁନ
@user-ou5ix3yz9w
@user-ou5ix3yz9w 23 күн бұрын
Ranedra.pratap.swainku.opptison.leader.karajaauo.vala.ladhei.heba
Каха и суп
00:39
К-Media
Рет қаралды 2,4 МЛН
孩子多的烦恼?#火影忍者 #家庭 #佐助
00:31
火影忍者一家
Рет қаралды 48 МЛН
Did Modi really kill black money in India? : Economic case study
27:40
Каха и суп
00:39
К-Media
Рет қаралды 2,4 МЛН